BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

Odisha State Board BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ Important Questions and Answers.

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

Subjective Type Questions With Answers

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 1
1. ମୋର କ’ଣ ? ମୋଲର ତିନୋଟି ବ୍ୟାବହାରିକ ଦୃଷ୍ଟାନ୍ତ ଦିଅ ।
ଇ-
(a) ସଂଜ୍ଞା :
(i) ଜବାନ ବିଜ୍ଞାନରେ ଅତି କ୍ଷୁଦ୍ର କଣିକା, ଯଥା ଅଣୁ, ପରମା, କଲେକଟ୍ରନ, ପ୍ରୋଟନ, ନିଉଟ୍ରନ, ଆସ୍ଥାନ ଆଦି ସଂଖ୍ୟାର ମାପକ ହେଉଛି ପୋଲ ।
(ii) 1 ମେଲ୍ ଏକ ନିର୍ଦ୍ଧା ସଂଖ୍ୟା 6.02 × 1023 ଚୁ ସୂଚାଏ ।
(iii) ସଂଖ୍ୟାକୁ ମଧ୍ୟ ଏରୋଜାଡ଼େ। ସ୍ଥିରାଙ୍କ ବା ଏଲୋନାଡ଼େ ସଂଖ୍ୟା କୁହାଯାଏ ।
(iv) ଏହାକୁ ର ପ୍ରତୀକଦ୍ୱାରା ସୂଚିତ କରାଯାଏ । ଅଟେ ।

(b) ସଂଖ୍ୟା ଗଣନାକ ଏକକ ଭାବେ ମୋଲ:
(i) ମୋଲ ଏକ ନିର୍ଦ୍ଦିଷ୍ଟ ସଂଖକ କଣିକା ରତ୍ସୂଚକ ଅଟୋ
(ii) ମୋଳ ହଇଡ୍ରେ।କେନ୍ ପରମାଣ = 6.023 × 1023 ସଂଖ୍ୟକ ଦ୍ରବତ୍ରେ। କେନ୍ ପରମାଣୁ ।ମୋଲ୍ କ୍ଲୋଡିନ୍ ଅଣୁ = 6.02 × 10 ସଂଖ୍ୟକ କ୍ଲୋରିନ୍ ଅଣୁ
।ମୋଲ୍ ଆୟନ = 6-02 × 1023 ସଂଖ୍ୟକ ଆୟନ ।ମୋଲ୍ ଆୟନ = 6-02 × 1023ସଂଖ୍ୟକ ଆୟନ

(C) ବସ୍ତୁତ୍ବ ମାଘର ଏକକ ଭାବେ ମୋଲ:
(i) ମୋଇ ପଦାର୍ଥର ବସ୍ତୁତ୍ଵର ଏକ ସୂଚକ ଅଟେ ।
(ii) ପଦାର୍ଥରେ ଏକ ମୋଇ ପରମାଣୁ ର ବସ୍ତୁତ୍ବ = ପଦାର୍ଥର ଗ୍ରାମ ପାରମାଣବିକ ବସ୍ତୁମ୍ଭ । ବସ୍ତୁତ୍ବ = 12 ଗ୍ରାମ୍ ।
(iii) ପଦାର୍ଥର ଏକ ମେଇ ଅନୁର ବିରୁଦ୍ର = ପଦାର୍ଥର ଗ୍ରାମ-ଆଣବିକ ବିଦ୍ୟୁତ୍ । ଏକ ମୋଲ ପଦାର୍ଥର ଚଗୁଡ଼ିକୁ ‘ମେଳାର ବିଲ୍ଲସ୍” କୁହାଯାଏ । ଏହାର ଏକକ ଗ୍ରାମମେଲି ।
ଉଦ।ଦ୍ରରଶ: ।ମୋଲ କର୍ବନା ଭାଲଅକାସଇଡ୍‌ (CO2) ଅଣୁର ବସ୍ତୁତ୍ଵ = (12 + 2 x 16) ଗମ୍ = ଗ୍ରମ୍ ।

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

(d) ର। ସାୟନିକ ପ୍ରତିକିୟାର ସମତୁଲ ସମାଜର ଶକୁ
ମୋଲ୍ ସମ୍ବନ୍ଧୀୟ ସୂଚନା:
।ନିର୍ଦ୍ଦିଷ୍ଟ କାପ ଓ ତାପମାତ୍ରାରେ ଏବଂ ଭଦ୍‌ରକର ଉପସ୍ଥିତିରେ ନାଇଟ୍ରୋଜେନ୍ ଗ୍ୟାସ୍ ଓ ହାଇଡ୍ରୋଜେନ୍ ଗ୍ୟାସ୍ ପ୍ରତିକ୍ରିୟା କରି ଏମାନିଆ କ୍ୟାସ୍ ଜନିତ ହୁଏ ।
BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 2

2. ବସ୍ତୁତ୍ଵ ସଂବନ୍ତ୍ରଣ ନିୟମ ବେଳ । ଏହାର ସତ୍ୟତା ପ୍ରତିପାବଳ କରିବାପାଇଁ ଏକ ପରୀକ୍ଷଣେ ଲେଖ ।
ଭ-
ବସ୍ତୁତ୍ଵ ସଂଜଣାଣ ନିୟମ – ଏକ ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ଵର ସୃଷ୍ଟି ନାହିଁ କିମ୍ବା ବିକାଶ ନାହିଁ । ଏହାକୁ ବିଲ୍ଲତ ସଂରକ୍ଷଣ କୁହାଯାଏ ।

ଉଦ।ଦ୍ରରଶ:
(i) ଏକ କୋନିକାଲ୍ ଫ୍ଲସ୍କରେ 5 % ସୋଡ଼ିଅମ ସଲଫେଟର ଅଳ୍ପ ପରିମାଣ ଦ୍ରବଣ ଏବଂ ଏକ ଜ୍ଵଳନ ନଳୀରେ କରିୟମ୍ କ୍ଲୋର ଇତର କିଛି ପରିମାଣର ତ୍ରବଣ ନିଅ।ଯ।ଭା
BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 3
(ii) କୋନିକାଲ୍ ପ୍ଳାସ୍କ ଭିତରେ ଯତ୍ନର ସହିତ ଜ୍ଵଳନ ନଳୀଟି ଝୁଲାଯାଉ, ଯେପରି ଦ୍ରବଣଗୁଡ଼ିକ ମିଶି ନ ଯାଆନ୍ତି । ଫ୍ଲାସ୍କ ମୁହଁରେ ଏକ କଉଁ କଳାଯାଇ । ଏହି ବ୍ୟବସ୍ଥାକୁ ଓଳନ କରି ଲେଖାଯାଇ ।
(iii) ପ୍ଲାକୁ ଟିକିଏ ଅଣେଇ ଦେଲେ ଦୁଇତିଆର ଦ୍ରବଣ ମିଶିଯିବ । ଫୁସ୍କର ଉପଳକୁ ଧରି ଧ। ରେଧ। ରେତ୍ର କ।ଳ।କ ଡଡଯ ତ୍ରଚ୍‌ଣ ଡଳଉ।ଚ୍‌ରେ ମିଶିଯିବ ଏବଂ ରାସାୟନିକ ପ୍ରତିକ୍ରିୟା ଘଟି ଧଳାରଙ୍ଗର ବେରି ୟମ୍ ସଲଫେଟ୍ ଅବକ୍ଷେପ ସୃଷ୍ଟି ହେବ ।
(iv) ଏହି ବ୍ୟବସ୍ଥାକୁ ପୁଣି ଥରେ ଓଜନ କଲେ ଦେଖାଯିବ ଯେ ପୂର୍ବ ଓଜନ ସହ ଏହା ସମାନ ଅଛି । ଅର୍ଥାତ୍ ରାସାୟନିକ ପ୍ରତିକ୍ରିୟାରେ ବବୁହରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।

3. ଗୋଟିଏ ଉଦାହରଣ ସହ ପାରମାଣବିକ ବସ୍ତୁତ୍ଵ କଣ ବୁଝାଅ ।
ଭ-
(i) ପରମାଣୁ ଅତି କ୍ଷୁଦ୍ର ହେଲେ ହିଁ ଏହାର ବିଗୁଡ଼ି ଅଛି । ବୈ ପାନି ଉମାନେ ଭାୟନିକ ଯୌଗିଜକୁ ମିଲିଛନ୍ତି ମୌଳିକର ତୁଳନାମୂଳ ବା ଆପେର୍ଶକ ବନ୍ଧୁଙ୍କ ନିଶ୍ଚିୟ କଲେ । ଏଥିପାଇଁ କୌରି ଏକ ପରମାଣୁର ବିଚ୍ଛ ମାନଙ୍କ ଏକକ ରୂପେ ନେଇ ଅନ୍ୟ ମୌଳିବଳ ପରମାଣୁର ରଙ୍ସତ ନିର୍ଣ୍ଣିୟ କରିବ। ପାଚ୍ଚ ନିଷ୍ପଡି ଜିଆଇଲା ।

(ii) ପ୍ରଥମେ ଚର୍ବିଜ୍ଞାନିକ ମାନେ ମାନକ ଏକର ଗୋଟିଏ ପଟମାଶୁର \(\frac {1}{16}\)ଉ।ଗ ବୟୁତ୍ଵ କୁ ପ୍ରଥମେ ବେ।ନିକମାନେ ମାନକ ଏକ କ ରୂପେ ବନଲେ ।
(iii) । ଦୁଇଟି କାରଣ ପାଇଁ ଏହା ପ୍ରାସଙ୍ଗିକ ଖୋଲି ବିଚ୍ଵେଚନା କାର। ଗଲ। ସେଗୁଡିକ ପ୍ରେଲ ।
(a) ଅନେକ ମୌଳକା ସାଦ୍ରିତ ଅକସିକେନ୍‌ ର। ସ। ଯନିକ ପ୍ରତିକ୍ରିୟକରେ ଏବଂ ଯୌଗିକ ସୃଷ୍ଟି କରିପାରେ ।
(b) ଅଧ୍ କ।ଶ ମୌଳକିକର ପାରମାଣବିକ ବସ୍ତତୃ ଏହି ମାନକ ଏକକ ନେବା ଦ୍ୱାରା ପୁସଂଖ୍ୟା ହୋ ଇଥାଏ ।
(iv) ପରବର୍ତୀ । ସମୟରେ ବୈଜ୍ଞାନିକମାନେ ଅକସଚ୍ଚେନକୁପରମାଣୁର ବସ୍ତତ୍ବନିର୍ଶ୍ଵ ଯ କରିବା ପାଇଁ ମାନକ ଏକକ ରୂପେ ଗ୍ରହଣ କଲେ ନାହିଁ । 1961 ମସିହାରୁ C12 ବା କାର୍ବନ 12 (ବା C- 12) ସମାନୟବର \(\frac {1}{12}\) ଭାଗ ବା ଅଂଶକୁ ମାନକ ଏକକ ରୂପେ ବିଶ୍ୱବ୍ୟାପି ବ୍ୟବହାର କରାଗଲା । ୯ ର ପାରମାଣବିକ ବସ୍ତୁ 12 ଅଟେ । ଏହି ଏକକ କୁପାର ମାଶରିକ ବସ୍ତୁ ତୁ ଏକକ ଟା ସଂକ୍ଷେପରେ ‘amu’ କୁହାଯାଏ । ଏଳେ ଏହି ଏକ କକୁ u ଲେଖାଯାଉଛି।

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

(v) ମୌଳିକର ପାରମାଣବିକ ବସ୍ତୁତ୍ଵ ଏକ ଥ।ନ୍ତୁ ପାତିକି ବା ତୁଳନାମ୍କ ମ୍ ଲ କୌଣସି ମୌଳିକର ପାରମାଣବିକ ବସ୍ତୁତ୍ଵ
BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 4
ଡଦତୁରଶ – ନାଇଟେଟ୍ରାଚ୍ଚେନ ର ପାରମାଣବିକ ବସ୍ତୁ ତୃ
BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 5

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 6
1. ଅଣୁ ଓ ପରମାଣୁ ମଧ୍ୟରପାର୍ଥକ ଦର୍ଶ।ଆ
ଭ-
ଅଣୁ
(i) ଅଣୁ ହେଉଛି ପଦାର୍ଥର କ୍ଷୁଦ୍ରତମ କନିକା ଯେଉଁଥିରେ ପଦାର୍ଥର ସମସ୍ତ ଧର୍ମ ନିହିତ ଥାଏ ।
(ii) ଅଣୁର ସ୍ବାଧୀନ ସ୍ଥିତି ଥାଏ । ତାକୁ ସଂକେତତୁଳା ଲେଖାଯାଏ ।
(iii) ପରମାଣୁକୁ ଅଣୁଗ ସୃଷ୍ଟି । ସିଧାସଳଖ ଅନୁ ସୃଷ୍ଟି ହୁଏ ନାହିଁ ।

ପରମାଣୁ:
(i) ପରମାଣୁ ପକ୍ଷମ ହେଉଛି ପଦାର୍ଥର କ୍ଷୁଦ୍ରତମ କଣିକା ଯାହାକି ରାସାୟନିକ ପ୍ରତିକ୍ରିୟାରେ ଲଗ ଟିଏ ।
(ii) ପଟ୍ଟମଧୁର ସ୍ଵାଧୀନ ସ୍ଥିତି ଥାଇପାରେ କିମ୍ବା ନ ଥ। କପା ରେ । ପରମାଣୁକୁ ପ୍ରତାକବା ସଂକେତ ଦ୍ଵାର ଲେଖାଯାଏ ।
(iii) ପରମାଣୁ ମଧ୍ୟରେ ଅବପରମାଣୁ (ପ୍ରୋଟନ, ଇଲେକଟ୍ରନ୍ ଓ ନ୍ୟୁଟ୍ରନ୍ମାନ) ଥାଏ ।

2. ଆୟନ କଣ ଏହା କେତେ ପ୍ରକାର ?
ଇ-
(i) ଧାତବ ମୌଳିକ ଓ ଅଧାତ୍ସବ ମୌଳିକର ସଂଯୋଗ ମୌଳି ଓ ଅଧାତବ ମୌର୍ନ କର କଣିକାମାନ ଧାରଣ କରିଥାଏ । ଏହି ଚାର୍ଜଯୁକ୍ତ ଜଳାରୁ ଆମନ କୁହାଯାଏ ।
(ii) ଯୁକ୍ତ ବାଇଁ ବିଶିଷ୍ଟ ଆୟନକୁ କ୍ୟାଟାୟନ ଓ ବିଯୁକ୍ତ ଚାଳ ବିଶିଷ୍ଟ ଆୟନକୁ ଆଳାୟନ୍ କୁହାଯାଏ ।
(iii) ଗୋଟିଏ ଚାର୍ଜଯୁକ୍ତ ପରମାଣୁରେ ଆୟନ ଏକତ୍ର ହୋଇ ଯୁକ୍ତ ବା ବିଯୁକ୍ତ ଚାର୍ଜ ବହନ କଇଁପାରେ । ଏକାଧିକ ପଟ୍ଟମାଣୁ ଏକତ୍ର ହୋଇ କାର୍ଡ ବହନ କଲେ ସେଗୁଡ଼ିକୁ ପର୍ସିଆନାକ ଆଇନ କୁହାଯାଏ ।

3. ଯୌଗିକର ତିନୋଟି ବୈଶିଷ୍ଟ୍ୟ ଲେଖା ।
ଇ-
(i) ଯୌଗିକ ଏକ ବଣୁଘି ପଦାର୍ଥ ଯେଉଁଥରେ ହୁଳ ବା ଦୁଇରୁ ଅଧିକ ମୌଳିକ ମଧ୍ୟରେ ବସ୍ତତୃ ଅନୁ ଯୟନ ଏକ ନିଦ୍ଦିଷ୍ଟ ଅନୁ ପାତରେ ରାସାୟନିକ ସଂଯୁକ୍ତ ହୋଇଥାଏ ।
(ii) ଯୌଗିକ ସମଜାତୀୟ ଅଣ୍ଡରେ ଗଠିକ, କିନ୍ତୁ ଏହାର ପ୍ରତ୍ୟେକ ରୁ ସମକାନୀୟ ନ ବିଷମଜାତୀୟ ପରମାଣୁରେ ଗଠିତ ।
(iii) ମୌଳିକ ଓ ମୌଳିକର ରାସାୟନିକ ପ୍ରତିକ୍ରିୟାରୁ ଯୌଗିକ ଗନ ହୁଏ । ସତ୍ର ମୌର୍ନିଜା ବ । ଯୌଗିକ ଯୌଗିକର ର। ସୟନିକ ପ୍ରତିକ୍ରିୟ ରୁ ଭିନ୍ନ ଯୌଗିକର ଚାସପ୍ନନିକ ପ୍ରତିକ୍ରିୟାରୁ ଲିର ଯୌଗିକ ଉତ୍ପନ୍ନ ହୁଏ ।

4. ଏରୋଗଟେ। ସ୍ଥିତାଙ୍କ କହିଲେ କ’ଣ ହୁଝ? କି ଣ ଉଦାହୋଣ ଟଦାଲେ ହୁଝ। ଅ?
ଇ-
ଏରୋଜାବ୍ରୋ ଲିତାଙ୍କ:
(i) ଏକ ମୋଲ୍ କହିଲେ 6.02 x 1023 ସଂଖ୍ୟାକୁ ହୁଝାଏ । ଏହି ବିଭାଗ । ସଂଖ୍ୟାକୁ ହୁଝାଏ । ଏହି ବିଜ୍ଞାନ ସଂଖ୍ୟାକୁ । ଏଭେ। ଗାତ୍ରୋ ସ୍ଥିତାଙ୍କ ବା ଏଭେଗାତ୍ରେ । ସଂଖ୍ୟା କୁହାଯାଏ । ଏହାକୁ N0 ପ୍ରତୀକହାଇ ନିତ କରାଯାଏ । 1N0 = 6.02 x 1023 ସଂଖ୍ୟା ଜଣନା
(ii) ଏହା ଅଣୁ, ପରମାଣୁ, ଆୟନ ବା ଜାଣିବା ସଂଖ୍ୟା ଜଣନାଳ ଗୋଟିଏ ଏଳଳ ।

ଭଦ।ତ୍ରରଶ:
ମୋଲ୍ ହାଇଡ୍ରୋଜେନ୍ ପରମାଣୁ = 6.02 x 1023 ସଂଜ ହାଇଡ୍ରୋଜେନ୍ ପରମାଣୁ । । ମୋଲ୍ କ୍ଲୋରିନ୍ ଆ = 6.02 x 1023 ସଂଖ୍ୟାଳ କ୍ଲୋସ୍ପିନ୍ ଅଣୁ ।
ମୋଲ୍ ଆୟନ = 6.02 x 1023ସଂଖ୍ୟାଳ ଆୟନ ।

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 7

1. ପାରମାଣବିତ ବହୁତ୍ବ ଓ ଗ୍ରାମ ପାରମାଣବିକ ଦତ୍ବ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
ପାରମାଣବିକ ବସ୍ତ୍ରୁତ୍ବା:
(i) ଏକ c -12 ପରମାଣୁ ର \(\frac {1}{12}\) ଭାଗବପ୍ତୁତ୍ଵ ହେଉଛି ସେହି ମୌଳିକର ପାରମାଣନ ବିହୁନ୍ତି । ହେଉଛ ସେ ତ୍ରି ମୌଳିକର ପାରମାଣବିକ ବସ୍ତ୍ରୁତ୍ବା
(ii) ଏହା ଏକ ଆନୁପାତିକ ସଂଖ୍ୟା । ତେଣୁ ଏହାର ଏକଳ ନହେଁ ; ମାତ୍ର ଏହାକୁ ବା ଓ ଦ୍ୱାଜା ସୁନା କରାଯାଏ ।

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

ଗ୍ରାମ ପାରମାଣବିକ ଦତ୍ବ:
(i) କୌଣସି ମୌଳିକର ଏକ ମୋଲ୍ ସଂଖ୍ୟକ ପରମାଣୁର ବସ୍ତୁତ୍ଵକୁ ଗ୍ରାମରେ ପ୍ରକାଶ କଲେ ଯେତେ ଗ୍ରାମ୍ ହୁଏ, ତାହାକୁ ଉକ୍ତ ମୌଳିକର ଗ୍ରାମ୍ – ପାରମାଣବିକ ବସ୍ତୁତ୍ଵ କୁହାଯାଏ ।
(ii) ଏହାକୁ ଗ୍ରାମରେ ପ୍ରକାଶ କରାଯାଏ।

2. CO ଓ Co ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
(i) Co ହେଉଛି କର୍ବନ ମନୋଜ ସାଇ ଭାର ସଂକେତ । ଏହା ଏକ ଯୌଗିକ ଓ ଏକ ଦ୍ଵିପାରମାଣବିକ ଅନୁ ।
(ii) Co ହେଉଛି କୋହାଇଟଳ ପ୍ରତୀକ (ସଂକେତ) । ଏହା ଏକ ମୌଳିକ ଓ ଏକ ପରମାଣୁ ବିଶିଷ୍ଟ ଅନୁ ।

3. 8 ଗୋଲ୍ ଯବକ୍ଷାରଳାନ ଅଣୁ ଓ ? ମୋଲ୍ ଅକ୍‌ସିଡେନ୍ ଅଣୁ ମଧ୍ୟରେ କାହାର ବସ୍ତୁତ୍ବ ବେଶି ?
ଉ –
8 ଗୋଲ୍ ଯବକ୍ଷାରଳାନ ଅଶୁର ବସ୍ତ୍ରତ୍ଵ = 8 x 14 x 2ଗ୍ରାମ୍ = 224 ଗ୍ରାମ୍
7 ମେଲ୍ ଅକ୍‌ସିଜେନ୍ ଅର ବସ୍ତୁତ୍ = 7 x 16 x 2ଗ୍ରାମ୍ = 224ଗ୍ରାମ୍
∴ ଉଭୟ ସମାନ ବସ୍ତୁତ୍ଵ ବିଣିଷ୍ଟ।

4. H ଓ H2 ମଧ୍ୟରେ ପାର୍ଥକ୍ୟ କ’ଣୁ?
ଉ –
(i) H କହିଲେ ଗୋଟିଏ ହାଇକ୍ରୋଜେନ୍ ପରମାଣୁକୁ ବୁଝାଏ ।
(ii) H2 କହିଲେ ଏହା ହାଇଡ୍ରୋଜେନିକ ଏକ ଅଣୁକୁ ବୁଝାଏ । ତେଣୁ ନାଇଟ୍ରୋଜେନ ଅଣୁରେ ଦୁଇଟି ପରମାଣୁ କହିଛି ।

5. ମୌଳିକ Mଇ ପାରମାଣବିକ ବସ୍ତୁତ୍ବ 35.5 u ତ୍ରେ ଲେ M ର ପରମ। ଶୁର ପରମରପ୍ତୁତ୍ୱ କେତେ ?
ଉ –
Mରି ପାଇମାଣବିକ ଦଗୁଡ଼ 35.5 ହେଲେ ୪-୬ × ବା । ମୋର ବିଲୁପ୍ତ 35.5 ଗ୍ରାମ । ଟି ପରମାଣୁର ବିଶ୍ଵର
BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 9

6. ମୋର୍ କ୍ୟାଲ୍‌ ସିୟମ୍‌ କାର୍ବୋନେଟକୁ ଭରସ୍ତ କଲେ କେତେ ଗ୍ରାମ୍ ଲେଖାଏଁ ପ୍ରତ୍ୟେକ ଉତ୍ପାଦ ଡପ୍ ନ୍ନଦ୍ରେ ବଏବଂ ପ୍ରତେକ ଉପାଦର ଅଶୁ ସଂଖ୍ୟା କେତେ ?
ଉ –
(i) କ୍ୟାଲ୍‌ ସିୟମ୍ କାର୍ବୋନେଟକୁ ଉଭୟ କଲେ କ୍ୟାଲସିୟମ୍ ଅଜ୍‌ସାଇଡ୍ ଓ କାର୍ବନ ଡାଇଅକ୍ସାଇଡ ଉତ୍ପନ୍ନ ହୁଏ ।
BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 8

Objective Type Questions With Answers

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ବସ୍ତୁତ୍ୱ ସଂରକ୍ଷଣ ନିଯମ ଲେଖା ।
ଉ-
ଏକ ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ଵର ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ । କିମ୍ବ।ବିନାଶ ନାର୍ଦ୍ର ।

2. ସ୍ଥିତାନୁପାତ ନିୟମ ଲେଖ ।
ଉ-
ରାସଯ୍ନନିକଯୌଗିକରେ ମୌଳିକ ଗୁଡିକ ସର୍ବତ୍ । ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ର ଅନୁପାତରେ ଗଳିଥାଏ ।

3. ପ୍ରତାଳ କ’ଣା ?
ଉ-
ମୌଳିକର ଫପୂ ର୍ଶ୍ଵନାମ ପରିବେର୍ଭେ ସଂକ୍ଷିପ୍ତ ନାମକୁ ପ୍ରତାଳ କୁହାଯାଏ ।

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

4. ପରମାଣୁ କାହାକୁ କୁହାଯାଏ ?
ଉ-
ପରମାଣୁ ହେଉଛି ମୌଳିକର କ୍ଷୁଦ୍ରତମ କଣିକା ଯାହା ରାସାୟନିକ ପ୍ରତିକ୍ରିୟାରେ ଭାଗ ନିଏ ।

5. ପରମାଣୁବତା ବାହାଦ୍ୱାରା ଜଣାଯାଏ ?
ଉ-
ଅଣୁରେ ଏକ ପ୍ରଳମାଣୁ ସଂଖ୍ୟାଦ୍ଵାର ଅଣୁର ସଲମାଶୁଳତା ଜଣାଯାଏ ।

6. ମୋଲବ୍ ଚଷ୍ତ୍ରତ୍ଵ ଜ୍ୟତ୍ରକୁ କୁତ୍ରାଯାଏ ?
ଉ-
– ପଦାର୍ଥର ଏକ ମୋଲ୍ ବସ୍ତୁତ୍ରକୁ ଏହାଳ ଗୋଲାର୍ ଚଷ୍ତ୍ରତ୍ଵ କୁତ୍ରାଯାଏ ।

7. ଏକ ମୋର୍ କହିଲେ କ’ଣ ବୁଝ ?
ଏକ ମୋର୍ କହିଲେ 6.02 x 1023 ସଂଖକୁ ବୁଝାଏ ।

8. ଆଣବିକ ବସ୍ତୁମ୍ଭ କଲେ କ’ଣ ବୁଝ ?
ଇ-
ଗୋଟିଏ ଅଣୁରେ ଥ‌ିବା ସମସ୍ତ ପରମାଣୁର ପାରମାଣନିକ ବିସ୍ତୁତ୍ଵର ଯୋଗଫଳ ହେଉଛି ଆଣବିକ ବସ୍ତୁତ୍ଵ ।

9. ଯୌଗିକର ଗୋଟିଏ ଅଣୁରେ ପରମାଣୁ ସଂଖ୍ୟା କେତେ ?
ଇ-
Na2CO3 ଯୌଗିକର ଗୋଟିଏ ଅଣୁରେ ପରମାଣୁ ସଂଖ୍ୟା 6 ।

10. ଏକ ମୌଳିକର ଅକ୍‌ସାଇକ୍ରର ସଂକେତ X2O ହେଲେ ଏହାର କ୍ଲୋରାଇକର ସଂକେତ କଣ ?
ଡ-
ଏକ ମୌଳିକର ଅକ୍‌ସାଇଡ୍‌ ସଂକେତ X2O ହେଲେ ଏହାର କ୍ଲୋରାଇଡ୍‌ର ସଂକେତ XCl।

11. ଗୋଟିଏ ପରମାଣୁ ଇଲେକଟ୍ରନ୍ ତ୍ୟାଗ କଲେ ଏହାକୁ କ’ଣ କୁହାଯାଏ ଓ ଏହାର ଡାଇଁ କ’ଣ ହୋଇଥାଏ ?
ଡ-
ଗୋଟିଏ ପରମାଣୁ ଇଲେକ୍‌ଟ୍ରଳ, ତ୍ୟାଗ କଲେ ତାହାକୁ ନ୍ୟାଳାୟନ କୁହାଯାଏ ଓ ଏହାର କାର୍ଡ ଯୁକ୍ତାତ୍ମକ ହୋଇଥାଏ ।

12, ପର୍ସିଆଟମିକ୍ ଆୟନ କଣ ?
ଡ-
ଏକାଧିକ ପରମାଣୁ ଏକଗ୍ନ ହୋଇ ହାର୍ଡ ବହନ କରିଥିଲେ । ସେଗୁଡ଼ିକୁ ପର୍ଲିଆଟର୍ଷିକ ଆୟନ କୁହାଯାଏ ।

13. ଯୋଗ୍ୟତା କ’ଣ ?
ଡ-
କୌଣସି ମୌଳିକର ଏକାଧ୍ଵ ଯୋଗ୍ୟତାକୁ ଚଳ କୁହାଯାଏ ।

14. ଚଳ ଯୋଜ୍ୟତା କ’ଣ ?
ଡ-
କୌଣସି ମୌଳିକର ଏକାଧ୍ଯକ ଯୋଗ୍ୟତାକୁ ଚଳ ଯୋଗ୍ୟତା କୁହାଯାଏ ।

15. ଦ୍ଵିଅଙ୍ଗୀ ଯୌଗିକ କ’ଣ ?
ଉ-
ଦୁଇଟି ପୃଥକ୍ ମୌଳିକରୁ ଗଠିତ ହୋଇଥିବା ଯୌଗିକକୁ ଦ୍ଵିଅଙ୍ଗୀ ଯୌଗିକ କୁହାଯାଏ ।

16. ମୋଲ୍ କ’ଣ ?
ଉ-
ମୋଲ କହିଲେ 6.02 ×1023 ସଂଖ୍ୟାକୁ ବୁଝାଏ ।

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

17. ଆୟନ କ’ଣ ?
ଉ-
ଚାର୍ଜଯୁକ୍ତ କଣିକାକୁ ଆୟନ କୁହାଯାଏ ।

B ଗୋଟିଏ ପଦରେ ଉତ୍ତର ଦିଅ ।

1. 0.5 ମୋଲ୍ ନାଇଟ୍ରୋଜେନ୍‌ର ବିରୂଦ୍ର କେତେ ?
2. 10 ଗ୍ରାମ୍ କ୍ୟାଲ୍‌ ସିୟମକୁ ଉଭୟ କଲେ କେତେ ଗ୍ରାମ କାର୍ବନ୍ -ଡାଇଅକ୍‌ସାଇଡ୍ ମିଳେ ?
3. 5 ମୋଲ୍ ଏମୋନିଆରେ ମୋଟ ଅଣୁସଂଖ୍ୟା କେତେ ?
BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 10
5. ପଦାର୍ଥର କ୍ଷୁଦ୍ରଗମ ଜଥିବା ଯେଉଁଥରେ ପଦାର୍ଥର ସମସ୍ତ ଧର୍ମ ନିହିତ ଥାଏ ।
6. ସୋଡ଼ିୟମର ସଙ୍କେତ କ’ଣ ?
7. ଏ ଜୁମିନିୟମ୍‌ର ଯୋଗ୍ୟତା କେତେ ?
8. ଫ୍ଲୋରିନ୍ ର ପାରମାଣବିକ ବସ୍ତୁତ୍ଵ କେତେ ?
9. ବେରି ୟମ୍କ୍ଲେ। ରାଜ ଓ ସୋଡିୟମ୍ ପଲଫେଗର ଦ୍ରବଣରେ କେଉଁଟି ଭାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।
10. ରୁ ଏକ ଜଳୀୟ ଦ୍ରକଣରେ କ”ଣ ସଂଘଟିତ ହୋ ଇଥାଏ ।
11. CCl4ରେ କାଳନର ଯୋଗ୍ୟତା କେତ ?
12. 6.02 x 1023 କୁ କେଉଁ ସଂଖ୍ୟା କୁହାଯାଏ ?
13. ଜଳର ଆଣବିକ ଉଚ୍ଛେଦ୍ର କେତେ ?
14. ଗୋଟିଏ ବାଳକଶାର ବ୍ୟାସ ପ୍ରାୟ କେତେ ?
15. ଏରୋଗାକ୍ରୋଙ୍କ ହିରାଙ୍କର ମୂଲ୍ୟ କେତେ ?
16. ସୋଡିୟମ୍‌ର ପାରମାଣବିକ ବସ୍ତୁତ୍ଵ 23 ଅଟେ । 468 ସୋନିୟମ୍ କେତେ ମୋଲ୍ ଅଟେ ?
17. ଏମୋନିଆର ବଡ଼ କେତ ଗ୍ରାମ୍ ?
18, କ୍ୟାଲସିୟମ୍ବର ପାରମାଣବିକ ବିରୁଦ୍ର 40 ହେଲେ, 2.5 ଗ୍ରାମ୍ କ୍ୟାଲ୍‌ ସିୟମ୍‌ର ପାରମାଣବିକ ବସ୍ତୁତ୍ଵ କେତେ ହେବ ?
19. 5 gm କ୍ୟାଲ୍‌ସିୟମରେ ମୋଳ ସଂଖ୍ୟା କେତେ ?
20. 2ଟି ନାଇଟ୍ରୋଜେନ୍ ଅଣୁକୁ କେଖିଲେ କଣ ହେବ ?
21. 4.25g ଆମୋନି ଆରେ ଅଣୁ, ସଂଖ୍ୟା ପ୍ରାୟ କେତେ ?
22. NH3 ଜେ ଯବନ୍ଧାଇକାନର ଯୋଗ୍ୟତା କେତେ ?
23. 28x ନାଇଟ୍ରୋଜେନ୍ ପରମାଣୁରେ ତେତେ ସଂଖାଳ ମୋଲ୍ ଅଛି ?
24. 15 ହାଇଡ୍ରୋଜେନର କେତେ ଅଣୁ ଅଛି ?
25. 44g CO2 ରେ ଅଣୁସଂଖ୍ୟା କେତେ ?
26. ଗୋଟିଏ କୂଳ ଅଣ୍ଡର ବସ୍ତୁତ୍ଵ କେତେ କି.ଗ୍ରା ?
27. 16g ଅକ୍‌ସିଜେନ୍‌ ଅଣୁ ସଂଖ୍ୟା କେତେ ?
28. ଜଳ ଅଣୁରେ ଶତକଡା କେତେ ଭାଗ ହାଇଡ୍ରୋଜେନ୍ ରେଛି ?
29. ମୌଳିକ ଏ ହେଉଛି ଚତୁଃସଂଯୋଳୀ ଓ ମୌଳିକ Y ହେଉଛି ବିଶ୍ୱ ଯୋଳା ହେଲେ, X ଓ Y ଝୁଲା ଗଠିତ ଯୌଗିକ କ’ଣ ହେବ ?

Answer:
1. 7 ଗ୍ରାମ୍
2. 44 ଗ୍ରାମ୍
3. 5 x 6.023 x 1023
4. CS2
5. ଅଣୁ
6. Na
7. 3
8. 9
9. ଦେରିୟମ ଯଫେଟ୍ଲା
10. ର୍ବିଯେ।କନ
11. 4
12. ଏରୋଗ ବ୍ରୋଙ୍କ ସଂଖ୍ୟା ।
13. 18u
14. 102 ସେ.ମି.
15. 6.023 x 1023
16. 2 ମୋଲ
17. 17
18. 100 ଗ୍ରାମ୍
19. 0125 N
20. 2N2
21. 1.5 x 1023
22. 3
23. 2
24. 3.01 x 1023
25. 6.02 x 1023
26. 3 x 10-23
27. 3.01 x 1023
28. 11.12
29. XY2

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

C. ଶୂନ୍ୟସ୍ଥାନ ପୂରଣ କର ।

1. ଙ୍କ ମତରେ ପଦାର୍ଥକୁ ………………. ଆମେ ବିଭାଜନ କରିଚାଲିଲେ ଶେଷରେ ଏମିତି ଏକ କଣିକା ନିକଟରେ ପହଞ୍ଚିବା ଯାହାକୁ ଆଉ ବିଭାଜନ କରିହେବ ନାହିଁ ।
2. ଦାର୍ଶନିକ ଡିମୋକ୍ରିନ୍ସ ସର୍ବପ୍ରଥମେ ପଦାର୍ଥର କ୍ଷୁଦ୍ର ଓ ଅଭିଭାଜ୍ୟ କଣିବାକୁ ……………….. ନାମରେ ନାମିତ କରିଥିଲେ ।
3. ବୈଜ୍ଞାନିକ ………………… ରାସାୟନିକ ସଂଯୋଗର ଜିରାନୁପାତ ନିଯମ ପ୍ରତିପାଦନ କରିଥିଲେ ।
4. ଜଳରେ ସର୍ବଦା ଛାଇଡ୍ରୋଜେନ୍ ଓ ଅକ୍ସିଜେନ୍, ………………. ବସ୍ତୁ ତ୍ୱ ଅନୁପାତରେ ସଂଯୁକ୍ତଂ
5. କାର୍ବନ ଡାଇଅକ୍‌ସାଇଡ଼ରେ କାର୍ବନ ଓ ଅତଳ ବସ୍ତୁର ଅନୁପାତ ସର୍ବଦା ………………. ଜେବ ।
6. କୌଣସି ଏକ ମୌନିକର ପରମାୟୁ ଗୁଡ଼ିକର ବସ୍ତୁତ୍ଵ ଓ ରାସାୟନିକ ଧର୍ମ ………………. ହୋଇଥାଏ ।
7. ପରମାଣୁ ମଧ୍ୟରେ ଏହାଠାରୁ କ୍ଷୁଦ୍ରତର ଏକାଧ୍ଵ ……………….. କଣିକାମାନ ରହିଛି ।
8. ଗୋଟିଏ ହାଇକ୍ଲୋଳେ ପରମାଣୁର ବ୍ୟାସାର୍ଥୀ ପ୍ରାୟ ……………… ନିଜର ।
9. ମୌଳିକର ପ୍ରତାଳରୁ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ବ୍ୟବହାର କରିବାରେ ………………. ହେଉଛନ୍ତି ପ୍ରଥମ ବୈଜ୍ଞାନିକ ।
10. ………………. ଏକ ଇଂରାଜୀ ଶବ୍ଦ ଯାହାର ଅର୍ଥ ଉତ୍କଳ ହଇଯିଏ ବର୍ଷରୁ ଆନୀତ ।
11. କୁହାର ଲାଟିନ୍ ନାମ ………………. ଏବଂ ପ୍ରତା କ ………………. ।
12. ସୋହିୟମ୍‌ର ଲାନ୍ ନାମ ………………. ଏବଂ ପ୍ରତା କ ………………. ।
13. ପୋଟାସିୟମର ଲାଟିନ୍, ନାମ ………………. ଏବଂ ………………. ।
15, ମରକ୍ୟୁରିର ପ୍ରତୀକ ………………….. ଏବଂ ଜଳଚର ପ୍ରତଳ ………………. ।
16. ପ୍ରଥମେ ପରମାଣୁର ବସ୍ତୁତ୍ବ ମାପ ପାଇଁ ମାନର ଏକକ ରୂପେ ………………….. ନିଆଗଲା ।
17. ଅଣୁରେ ଥିବା ପରମାଣୁ ସଂଖ୍ୟାଦ୍ଵାରା ………………….. ଜଣାଯାଏ ।
18. ଯୁକ୍ତ ଆପଣଙ୍କୁ ………………….. କୁହାଯାଏ ।
19. ବିଯୁକ୍ତ ଆପଣଙ୍କୁ ………………….. କୁହାଯାଏ ।
20. ଯୌଗିକର ଅଣୁ ଗର୍ବିତ ଏକାଧ୍ଵ ……………… ପଟ୍ଟମୀଶୁଙ୍କୁ ନେଇ ଗଠିତ ହୋଇଥାଏ ।

Answers
1. ଜାଣଦ
2. ଆଗମ
3. ଜେ. ଏଲ୍. ପ୍ରାଉଣ୍ଟ୍
4. 1 : 8
5. 3 : 8
6. ସମାନ
7. ଅବପରମାଣୁ
8. 10-10
9. ଭାଲଟନ
10. ଗୋଲଡ
11. ଫେରମ୍ , Fe
12. ନେଟ୍ରିୟମ୍, Na
13. କେଲିୟମ୍ , K
14. Pb,Ra
15. Hg, Xe
16. ଅକ୍‌ସିଜେନ୍‌ 1/16 ଅଂଶ
17. ପରମାଣୁକତ
18. କ୍ୟାଟାୟନ୍
19. ଆନାୟନ୍
20. ଅସମକ।ତୟ

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

D ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. କି ମାଲ୍ଟିସର୍‌ଙ୍କ ମନରେ ପଦାର୍ଥଗୁଡ଼ିକ କ୍ଷୁଦ୍ର ଓ ଅଦିରାଜ୍ୟ କରିବାକୁ ନେଇ ଗଠିତ ।
2. ଭାନୁ ପାତ ନିୟମର ପ୍ରଣେତା ଏ, ଏଲ୍‌. ଲାଭଲସିଅର ।
3. ବିସ୍ତୁତ୍ରର ଅନୁ ପାତ ସର୍ବଦା 1:21
4. ହାଇଡ୍ରୋଜେନ୍ ପରମାଣୁଜ ବ୍ୟାସାର୍ଡ 10-4 ମିଟର ।
5. ମୌଳିକଗୁଡ଼ିକର ନାମ IUPAC ଦ୍ଵାରା ପ୍ରଣୀତ ।
6. ଅକ୍‌ସିଜେନ୍ ଏକ ଦୂର ପରମାଣୁ ବିଶିଷ୍ଟ ଅଣୁ ।
7. ଓଜୋନ୍ ଏକ ଦୁଇ ପରମାଣୁ ବିଶିଷ୍ଟ ଅ ।
8. ସଲ୍‌ଫେଟ୍‌ର ଯୋଗ୍ୟତା 2 ।
9. ସଲ ର ଏକ ଏକପରମାଣୁ ବିଶିଷ୍ଟ ଅଣୁ ।
10. ଏଲୁମିନିୟମ୍‌ର ଯୋଗ୍ୟତା 3 ।
11. ମୋଲ ଏକ ସଂଖ୍ୟା ।
12. କାର୍ବନ୍ ଡାଇଅକ୍‌ସାଇଡର ମୋଲର ବସ୍ତୁତ୍ଵ 28 ଗ୍ରାମ୍ ।
13. CO ଓ Co ଏକ ପ୍ରକାର ପଦାର୍ଥର ପ୍ରତୀକ ବା ସଂକେତ ।
14. ମିଥେନ୍ ଅଣୁରେ କାର୍ବନ୍ ଓ ହାଇଡ୍ରୋଜେନ୍‌ ର ବସ୍ତୁତ୍ଵର ଅନୁ ପାତ 1:4 ।

Answers
1. (✓)
2. (✗)
3. (✗)
4. (✗)
5. (✓)
6. (✓)
7. (✗)
8. (✓)
9. (✗)
10. (✓)
11. (✓)
12. (✓)
13. (✗)
14. (✗)

E ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 12
ଉ-
BSE Odisha 9th Class Physical Science Important Questions Chapter 3ପରମାଣୁ ଓ ଅଣୁ - 13

BSE Odisha 9th Class Physical Science Important Questions Chapter 3ପରମାଣୁ ଓ ଅଣୁ - 14
ଉ-
BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ - 15

F ପ୍ରଥମ ଯୋଡ଼ିର ସମ୍ପର୍କରୁ ଲକ୍ଷ୍ୟ କରି ଦ୍ଵିତୀୟ ସୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ପରମାଣୁ : ପ୍ରତୀକ : : ଅଣୁ : …………………
2. ଆଣବିକ ବସ୍ତୁତ୍ର : ଏକକ ବିସ୍ଥାନ :: ଗ୍ରାମ୍ ଅଧିକ ରୟତ୍ଵ ………………
3. ଜଳ : 8 :: କାର୍ବନ ଡାଇଅକ୍ସାଇଡ୍: ……………………..
4. ଦେଖିଲିୟମ୍ : Be :: ମଲ୍ୟାତି : ………………….।
5, ଏମୋନିୟମ : NH4+: ଫଲ୍‌ଫେଟ୍ : ………………
6. ପରମାଣୁ ତତ୍ତ୍ଵ : ଜନ୍ ଡାଲଟନ୍ :: ସ୍ଥିରାନୁପାତ ନିୟମ: ………………….. ।
7. 1ଗ୍ରସ : 144 :: 1 ଗୋଲ ………………….।
8. ସାମଜାତୀୟ ପରମାଣୁ : ମୌଳିକ : : ବିଷମକାତୀୟ ………………..।

Answer:
BSE Odisha 9th Class Physical Science Important Questions Chapter 3ପରମାଣୁ ଓ ଅଣୁ - 11

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କଣିକାଗୁଡ଼ିକ ସମ୍ମିଳିତ ଭାବେ ପଦାର୍ଥ ଗଠନ କରନ୍ତି ବୋଲି କେଉଁ ଭାରତୀୟ ଦାର୍ଶନିକ ମତପ୍ରଦାନ କରିଥିଲେ ?
(A) ବୌଦ୍ଧାୟନ
(B) ପାକୁଧା କାତ୍ୟାୟନ
(C) ଆପସ୍ତବ
(D) କଣାଦ
Answer:
(B) ପାକୁଧା କାତ୍ୟାୟନ

2. ପଦାର୍ଥର କ୍ଷୁଦ୍ରତମ କଣିକାର ନାମ ‘ପରମାଣୁ’ ବୋଲି କିଏ ଦେଇଥିଲେ ?
(A) ବୌଦ୍ଧାୟନ
(B) କାତ୍ୟାୟନ
(C) କଣାଦ
(D) ଆପସ୍ତବ
Answer:
(C) କଣାଦ

3. ପଦାର୍ଥକୁ ଆମେ ବିଭାଜନ କରି କରି ଗଲେ କ୍ଷୁଦ୍ରରୁ କ୍ଷୁଦ୍ର କଣିକା ପାଇବା ପ୍ରାଚୀନ ଭାରତର କେଉଁ ମହର୍ଷି ବୋଲି କହିଥିଲେ ?
(A) ଚରକ
(B) ସୁଶ୍ରୁତ
(C) ପାକୁଧା କାତ୍ୟାୟନ
(D) କଣାଦ
Answer:
(D) କଣାଦ

4. 0.5 ମୋଲ୍ ନାଇଟ୍ରୋଜେନ୍ ଗ୍ୟାସ୍‌ର ବସ୍ତୁତ୍ଵ କେତେ ଗ୍ରାମ୍ ?
(A) 14
(B) 16
(C) 5
(D) 19
Answer:
(A) 14

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

5. ଜଳର ଆଣବିକ ବସ୍ତୁତ୍ଵ କେତେ ?
(A) 3u
(B) 9u
(C) 16u
(D) 18u
Answer:
(D) 18u

6. ଫେରିକ୍ ଅକ୍‌ ସାଇଡ୍‌ରେ ଆଇରନ୍‌ର ଯୋଜ୍ୟତା କେତେ ?
(A) 1
(B) 2
(C) 3
(D) 4
Answer:
(C) 3

7. କେଉଁଟି ଏକ ପଲିଆଟମିକ୍ ଆୟନ ଅଟେ ?
(A) Na
(B) Mg
(C) NH
(D) Br
Answer:
(C) NH

8. କ୍ୟାଲ୍‌ସିୟମ୍‌ର ପାରମାଣବିକ ବସ୍ତୁତ୍ଵ କେତେ ?
(A) 20u
(B) 35u
(C) 38u
(D) 40u
Answer:
(D) 40u

୨. ସୁନାର ପ୍ରତୀକ କ’ଣ ଅଟେ ?
(A) Au
(C) G
(B) Ag
(D) GO
Answer:
(A) Au

10. ଜଳରେ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ବସ୍ତୁତ୍ଵର ଅନୁପାତ କେତେ ?
(A) 1 : 2
(B) 2 : 1
(C) 1 : 8
(D) 8 : 1
Answer:
(C) 1 : 8

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

11. କ୍ଲୋରିନ୍‌ର ପ୍ରତୀକ କ’ଣ ?
(A) Ch
(B) C
(C) Cl
(D) CO
Answer:
(C) Cl

12. Mg କାହାର ପ୍ରତୀକ ?
(A) ମାଙ୍ଗାନିଜ୍
(B) ମାଗ୍ନେସିୟମ୍
(C) ମଲିବିଡ଼େନମ୍
(D) ସୀସା
Answer:
(B) ମାଗ୍ନେସିୟମ୍

13. ମାଗ୍ନେସିୟମ୍‌ର ପାରମାଣବିକ ବସ୍ତୁତ୍ଵ କେତେ ?
(A) 24 u
(B) 12 u
(C) 16 u
(D) 40 u
Answer:
(A) 24 u

14. 32 u କେଉଁ ମୌଳିକର ପାରମାଣବିକ ବସ୍ତୁତ୍ଵ ?
(A) ଅକ୍‌ସିଜେନ୍
(B) କ୍ୟାଲ୍‌ ସିୟମ୍
(C) ସଲ୍ଫର୍
(D) କ୍ଲୋରିନ୍
Answer:
(C) ସଲ୍ଫର୍

15. ଆଇରନ୍‌ର ପ୍ରତୀକ କ’ଣ ?
(A) I
(B) Fe
(C) F
(D) Pb
Answer:
(B) Fe

16. Sn କାହାର ପ୍ରତୀକ ?
(A) ଟିଣ
(B) ସଲ୍‌ଫର୍
(C) ଏଣ୍ଟି ମୋନି
(D) ସିଲିକନ୍
Answer:
(A) ଟିଣ

17. ହାଇଡ୍ରୋଜେନ୍ ର ପାର ମାଣବିକ ବସ୍ତୁ ତ୍ଵ ଓ କେତେ ?
(A) 14 : 1
(B) 7 : 1
(C) 1: 7
(D) 1 : 14
Answer:
(D) 1 : 14

BSE Odisha 9th Class Physical Science Important Questions Chapter 3 ପରମାଣୁ ଓ ଅଣୁ

18. କେଉଁଟି ବହୁପରମାଣୁ ବିଶିଷ୍ଟ ଅଣୁ ?
(A) ସଲ୍ଫର୍
(B) ଫସ୍‌ ଫରସ୍
(C) ନାଇଟ୍ରୋଜେନ୍
(D) କାର୍ବନ୍
Answer:
(A) ସଲ୍ଫର୍

19. ଓଜୋନ୍‌ର ପରମାଣୁକତା କେତେ ?
(A) 1
(B) 2
(C) 3
(D) 4
Answer:
(C) 3

20. କେଉଁଟି ଆଲୁମିନିୟମ୍ ଆୟକୁ ବୁଝାଏ ?
(A) Al
(B) Al+3
(C) Al-3
(D) Al+2
Answer:
(B) Al+3

21. କେଉଁଟି ଏକ ପଲିଆଟମିକ୍ ଆୟନ୍ ?
(A) Br
(B) K+
(C) H+
(D) SO4-2
Answer:
(D) SO4-2

22. କେଉଁଟି ଏକ ପଲିଆଟମିକ୍ ଆୟନ ନୁହେଁ ?
(A) PO43-
(B) SO42-
(C) CO32-
(D) Mg++
Answer:
(D) Mg++

23. କେଉଁ ମୌଳିକଟି 1, 2, 3, 4, 5 ଆଦି ଯୋଗ୍ୟତା ପ୍ରଦର୍ଶନ କରେ ?
(A) ଅକ୍‌ସିଜେନ୍
(B) ହାଇଡ୍ରୋଜେନ୍
(C) ନାଇଟ୍ରୋଜେନ୍
(D) ଆଇରନ୍
Answer:
(C) ନାଇଟ୍ରୋଜେନ୍

24. Fe2O3 ରେ ଆଇରନ୍‌ର ଯୋଗ୍ୟତା କେତେ ?
(A) 3.
(B) 2
(C) 5
(D) 1
Answer:
(A) 3.

25. Na2CO3 ଯୌଗିକର ଗୋଟିଏ ଅଣୁରେ ପରମାଣୁ ସଂଖ୍ୟା କେତେ ?
(A) 6
(B) S
(C) 3
(D) 2
Answer:
(A) 6

Leave a Comment