BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

Odisha State Board BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର Important Questions and Answers.

BSE Odisha Class 9 Political Science Important Questions Chapter 1 ମୌଳିକ ଅଧୂକାର

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶୋଷଣ ବିରୋଧରେ ଅଧିକାର ସମ୍ପର୍କରେ ଆଲୋଚନା କର ।
Answer:
ଭାରତୀୟ ନାଗରିକମାନଙ୍କୁ ସମ୍ବିଧାନର ଧାରା ୨୩ ଓ ୨୪ରେ ଶୋଷଣ ବିରୋଧରେ ଅଧିକାର ପ୍ରଦାନ କରାଯାଇଛି । ସେଥ‌ିରେ ନିମ୍ନଲିଖ୍ ବିଷୟରେ ଉଲ୍ଲେଖ ଅଛି ।

  • ଆଗକାଳ ପରି ମଣିଷ କିଣାବିକା, ବେଠି ଓ ବିନା ମଜୁରିରେ ବ୍ୟକ୍ତିଙ୍କୁ ଖଟାଇବା ଆଦି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।
  • ଉକ୍ତ ବ୍ୟବସ୍ଥାର ଖ୍ପ କରୁଥିବା ବ୍ୟକ୍ତିଙ୍କୁ ଆଇନ ଅନୁସାରେ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି ।
  • ଦେଶର ସ୍ଵାର୍ଥ ଦୃଷ୍ଟିରୁ ଜାତି, ଧର୍ମ, ବର୍ଣ୍ଣ ଓ ବାଧ୍ୟତାମୂଳକ ଭାବେ ରାଷ୍ଟ୍ର ନିୟୋଜିତ କରିପାରିବ ।
  • ୧୪ ବର୍ଷ ବୟସରୁ କମ୍ ବୟସର ଶିଶୁମାନଙ୍କୁ ଖଣି, କଳକାରଖାନା ଓ ଅନ୍ୟ କୌଣସି ବିପଦଜନକ କାମରେ ନିୟୋଜିତ କରିବାକୁ ନିଷିଦ୍ଧ କରାଯାଇଛି ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୨। ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସମ୍ପର୍କରେ ବର୍ଣ୍ଣନା କର ।
Answer:

  • ସମ୍ବିଧାନରେ ଭାରତରେ ବାସ କରୁଥିବା ସ୍ୱାର୍ଥରକ୍ଷା ପାଇଁ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ପ୍ରଦାନ କରାଯାଇଛି ।
  • ଭାରତୀୟ ସମ୍ବିଧାନର ଧାରା ୨୯ ଓ ୩୦ରେ ଏହି ଅଧିକାର ସମ୍ପର୍କରେ ନିମ୍ନଲିଖ୍ତ ପ୍ରସଙ୍ଗ ଉଲ୍ଲିଖିତ ହୋଇଛି ।
    (a) ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା କରିବାପାଇଁ ଅଧିକାର ପାଇଛନ୍ତି ।
    (b)ସରକାରଙ୍କଠାରୁ ଅନୁଦାନ ପାଉଥ‌ିବା ଶିକ୍ଷାନୁଷ୍ଠାନରେ କେବଳ ଧର୍ମ, ବର୍ଣ୍ଣ, ଜାତି, ଭାଷା ଓ ବାସସ୍ଥାନ ଆଦି କରାଯାଇପାରିବ ନାହିଁ ।
    (c) ମୁତାବକ ଶି କ୍ଷାନୁଷ୍ଠାନ ପ୍ରତିଷ୍ଠା ସାହାଯ୍ୟ ମିଳିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

୩। ସାମ୍ବିଧାନିକ ପ୍ରତିକାରର ଅଧ‌ିକାରର ତାତ୍ପର୍ଯ୍ୟ ବୁଝାଇ ଲେଖ ।
Answer:

  • ସମ୍ବିଧାନର ୩୨ ଧାରାରେ ସାମ୍ବିଧାନିକ ପ୍ରତିକାର ଅଧ୍ୟାର ବର୍ଣ୍ଣନା କରାଯାଇଛି । ମୌଳିକ ଅଧିକାରର ସୁରକ୍ଷା ପାଇଁ ଅଦାଲତର ସାହାଯ୍ୟ ନେଇପାରିବ ।
  • ନାଗରିକର ମୌଳିକ ଅଧ୍ଵରଗୁଡ଼ିକ ଯଦି ସରକାର ବା ଅନ୍ୟ କେହି କ୍ଷୁଣ୍ଣ କରନ୍ତି ତାହାହେଲେ ସେ ୩୨ ଧାରା ଅନୁସାରେ – ସିଧାସଳଖ ଭାରତର ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ।
  • ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ଦେବାପାଇଁ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ପାଞ୍ଚ ପ୍ରକାର ‘ରିଟ୍’ ଜାରି କରିପାରିବେ ।
  • ସେଗୁଡ଼ିକ ହେଉଛି – (କ) ବନ୍ଦୀ ପ୍ରତ୍ୟକ୍ଷୀକରଣ, (ଖ) ପରମାଦେଶ, (ଗ) ନିଷେଧାଦେଶ, (ଘ) ଅଧିକାର ପୃଚ୍ଛା, (ଙ) ଉତ୍ପ୍ରେକ୍ଷଣ ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ କିପରି ଯଥେଚ୍ଛାଚାର କ୍ଷମତାକୁ ସଙ୍କୁଚିତ କରାଯାଇଛି ?
Answer:

  • ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକମାନଙ୍କୁ ଦେଶର ସମ୍ବିଧାନ କେତେକ ମୌଳିକ ଅଧିକାର ପ୍ରଦାନ କରିଥାଏ ।
  • ନିଜର ବ୍ୟକ୍ତିତ୍ୱର ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଯଥେଚ୍ଛାଚାର କ୍ଷମତା ସଙ୍କୁଚିତ କରିଥାଏ ।

୨। ଭାରତୀୟ ସମ୍ବିଧାନର କେଉଁ ଭାଗର କେତେ ଧାରାରେ ମୌଳିକ ଅଧିକାର ବର୍ଣ୍ଣିତ ହୋଇଛି ଓ ସମ୍ବିଧାନର ପ୍ରଣେତାମାନେ ଏଥୁଁନିମନ୍ତେ କେଉଁ ଆଇନଦ୍ୱାରା ପ୍ରଭାବିତ ହୋଇଛନ୍ତି ?
Answer:

  • ଭାରତ ସମ୍ବିଧାନର ତୃତୀୟ ଭାଗରେ ଥ‌ିବା ଧାରା ୧୨ରୁ ଧାରା ୩୫ ମଧ୍ୟରେ ମୌଳିକ ଅଧିକାରଗୁଡ଼ିକ ବର୍ଣ୍ଣିତ ହୋଇଛି ।
  • ଭାରତ ସମ୍ବିଧାନର ତୃତୀୟ ଭାଗରେ ଥ‌ିବା ଧାରା ୧୨ରୁ ଧାରା ୩୫ ମଧ୍ୟରେ ମୌଳିକ ‘ଅଧିକାର ସମ୍ପର୍କିତ ଆଇନ’ (Bill of Rights)ଦ୍ଵାରା ପ୍ରଭାବିତ ହୋଇଛନ୍ତି ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୩ । ଭାରତ ସମ୍ବିଧାନର ତୃତୀୟ ଭାଗରେ ଥ‌ିବା ଧାରା ମୌଳିକ ଅସ୍ଵୀକାର କୁହାଯାଇଛି ?
Answer:

  • ସମ୍ବିଧାନର ଧାରା ୧୨ରୁ ୩୫ ମଧ୍ୟରେ ପ୍ରଦତ୍ତ ଅଧ୍ୟାରଗୁଡ଼ିକ ମୌଳିକ, କାରଣ ଜୀବନଯାପନ ଓ ବ୍ୟକ୍ତିଗତ ସୁରକ୍ଷା ଲାଗି ଏଗୁଡ଼ିକର ଆବଶ୍ୟକତା ରହିଛି ।
  • ଏହି ଆର୍ଟିକିଲଗୁଡିକ ବ୍ୟକ୍ତିଗତ ଇଚ୍ଛାରେ ପରିବର୍ତ୍ତନ କରାଯାଇପାରିବ ନାହିଁ |

୪। ମୌଳିକ ଅଧିକାରଗୁଡ଼ିକ କାହିଁକି ନିରଙ୍କୁଶ ନୁହେଁ ବୋଲି କୁହାଯାଇଛି ?
Answer:

  • ମୌଳିକ ଅଧ‌ିକାରଗୁଡ଼ିକ ନିରଙ୍କୁଶ ନୁହେଁ ।
  • ଅଧିକାରକୁ ସାମୟିକ ଭାବରେ ସଙ୍କୁଚିତ ବା ସ୍ଥଗିତ ବା ନିଲମ୍ବିତ ରଖାଯାଇପାରିବ ।

୫। କେବେ ଓ କେଉଁ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ବ୍ୟକ୍ତିର ସମ୍ପତ୍ତିଗତ ଅଧିକାରକୁ ଦିଆଯାଇଛି ?
Answer:
୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ବ୍ୟକ୍ତିର ସମ୍ପଭିଗତ ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍ ଦିଆଯାଇଛି ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୬ | ଭାରତରେ କେଉଁସବୁ ଉପାଧ୍ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ?
Answer:

  • ସ୍ବାଧୀନତା ପରଠାରୁ ଦେଶରେ ଉଲ୍ଲେଖନୀୟ ସେବା ପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରପତିଙ୍କଦ୍ୱାରା ଭାରତରତ୍ନ, ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଆଦି ଉପାଧ୍ ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।
  • ଉପାଧ୍ ପ୍ରଦାନ ପାଇଁ ଅଧିକାର ଦିଆଯାଇଛି । ରାଷ୍ଟ୍ରଦ୍ୱାରା ବିଭିନ୍ନ ପ୍ରକାରର ‘ସାମରିକ ଉପାଧ୍’ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ।

୭। କେଉଁ ସମୟରେ ନାଗରିକର ବ୍ୟକ୍ତି ଗତ ସ୍ବାଧନୀତାକୁ ସରକାର ନିୟନ୍ତ୍ରଣ କରିପାରିବେ ?
Answer:

  • ଆବଶ୍ୟକସ୍ଥଳେ ରାଷ୍ଟ୍ରର ଐକ୍ୟ ଓ ନିରାପତ୍ତା, ଶାନ୍ତି ଓ ଶୃଙ୍ଖଳା ରକ୍ଷା, ନୈତିକତା ଓ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ରକ୍ଷା ଦୃଷ୍ଟିରୁ ସରକାର ନ୍ୟାୟୋଚିତ ଭାବରେ ନାଗରିକର କରିପାରିବେ ।
  • ରାଷ୍ଟ୍ରପତି ଜରୁରିକାଳୀନ ପରିସ୍ଥିତିରେ ଏହି କରିପାରିବେ ବା ସ୍ଥଗିତ ରଖୁପାରିବେ ।

୮। ସମ୍ବିଧାନର ଧାରା ୨୦ରେ ଦୋଷୀ ବା ଅପରାଧୀ ବିବେଚିତ ହେଉଥ‌ିବା ବ୍ୟକ୍ତିଙ୍କୁ କେତୋଟି ଅଧ୍ୟାର ପ୍ରଦାନ କରାଯାଇଛି ଓ ସେଗୁଡ଼ିକ କ’ଣ କ’ଣ ? ସମ୍ବିଧାନର ଧାରା ୨୦ ଅନୁସାରେ ଦୋଷୀ
Answer:

  • ସମ୍ବିଧାନର ଧାରା ୨୦ ଅନୁସାରେ ଦୋଷୀ ବା ଅପରାଧୀ ବିବେଚିତ ହେଉଥ‌ିବା ବ୍ୟକ୍ତିଙ୍କୁ ତିନିଗୋଟି ଅଧ୍ୟାର ପ୍ରଦାନ କରାଯାଇଛି ।
  • ସେଗୁଡ଼ିକ ହେଉଛି – (କ) କୌଣସି ବ୍ୟକ୍ତି ସେହି ସମୟରେ ପ୍ରଚଳିତ ନ ଥ‌ିବା କୌଣସି ଆଇନ ଅନୁସାରେ ଦଣ୍ଡିତ ହେବେ ନାହିଁ ।
    ଖ) କୌଣସି ବ୍ୟକ୍ତି ଗୋଟିଏ ଅପରାଧ ପାଇଁ ଦୁଇଥର ଦଣ୍ଡ ଭୋଗ କରିବେ ନାହିଁ ।
    (ଗ) କୌଣସି ବ୍ୟକ୍ତିଙ୍କୁ ନିଜ ବିରୋଧରେ ସାକ୍ଷ୍ୟ ଦେବାକୁ ବାଧ୍ୟ କରାଯିବ ନାହିଁ ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୯। ସମ୍ବିଧାନର ଧାରା ୨୧ରେ ଭାରତୀୟମାନଙ୍କୁ କେଉଁ ଅଧୂକାର ପ୍ରଦାନ କରାଯାଇଛି ?
Answer:

  • ସମ୍ବିଧାନର ଧାରା ୨୧ ଅନୁସାରେ ଆଇନ ଅନୁମୋଦିତ ପନ୍ଥା ଭିନ୍ନ ଅନ୍ୟ କୌଣସି ପନ୍ଥାରେ ନାଗରିକକୁ ତାହାର ଜୀବନ ଓ ବ୍ୟକ୍ତିଗତ ସ୍ଵାଧୀନତାରୁ ବଞ୍ଚିତ କରାଯିବ ନାହିଁ ।
  • ବିଶ୍ବବିଦ୍ୟାଳୟ ତଥା ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଉପାଧ୍ ପ୍ରଦାନ ପାଇଁ ଅଧିକାର ଦିଆଯାଇଛି । ରାଷ୍ଟ୍ରଦ୍ୱାରା ବିଭିନ୍ନ ପ୍ରକାରର ‘ସାମରିକ ଉପାଧ୍’ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି । ଉପାଧ୍’ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ।

୧୦ । ସମ୍ବିଧାନର ଧାରା ୨୨ରେ ନାଗରିକମାନଙ୍କୁ କେଉଁସବୁ ଅଧିକାର ଦିଆଯାଇଛି ?
Answer:

  • ସମ୍ବିଧାନର ଧାରା ୨୨ ଅନୁସାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ପ୍ରଦତ୍ତ କେତେକ ସୁରକ୍ଷା ଅଧିକାର ବଳରେ ସେ ପୋଲିସ୍‌ର ବେଆଇନ ଗିରଫଦାରୀରୁ ନିଜକୁ ମୁକ୍ତ ରଖ୍ଯାରିବ ।
  • ଗିରଫ ହୋଇଥିବା ବ୍ୟକ୍ତିକୁ ଗିରଫ ହେବାର କାରଣ ଯଥାଶୀଘ୍ର ଜଣାଇ ଦିଆଯିବ ଓ ଗିରଫ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯିବା

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୧୧। ସମ୍ବିଧାନର ଧାରା ୨୧(କ)ରେ ଥ‌ିବା ଶିକ୍ଷା ଅଧିକାର ବ୍ୟବସ୍ଥାକୁ ଆଲୋଚନା କର ।
Answer:

  • ଶିକ୍ଷାଲାଭକୁ ମୌଳିକ ଅଧିକାର ଭାବେ ସମ୍ବିଧାନର ଧାରା ୨୧(କ)ରେ ଯୋଗ କରାଯାଇଛି ।
  • ୨୦୧୦ ମସିହା ଏପ୍ରିଲ ୧ ତାରିଖରେ ଯୋଗ ହୋଇଥିବା ନୂତନ ଶିକ୍ଷା ଅଧିକାର ବ୍ୟବସ୍ଥା ଅନୁସାରେ ଛଅ ବର୍ଷରୁ ଚଉଦ ବର୍ଷ ବୟସ ମଧ୍ୟରେ ଥ‌ିବା ବାଳକ ଓ ବାଳିକାମାନଙ୍କ ପାଇଁ ହୋଇଛି । ସେଥ‌ିପାଇଁ ସମସ୍ତ ଖର୍ଚ୍ଚ ରାଷ୍ଟ୍ର ବହନ କରିବାର ବ୍ୟବସ୍ଥା ହୋଇଛି ।

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଗଣତାନ୍ତ୍ରିକ ରାଷ୍ଟ୍ରରେ କେଉଁ ଦୁଇଟି କ୍ଷେତ୍ରରେ ଭାରସାମ୍ୟ ରହିବା ଦରକାର ?
Answer:
ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟକ୍ତିର ସ୍ଵାଧୀନତା ଓ ରାଷ୍ଟ୍ରର କ୍ଷମତା ମଧ୍ଯରେ ଭାରସାମ୍ୟ ରହିବା ଦରକାର ।

୨। ମୌଳିକ ଅଧ୍ୟାରଗୁଡ଼ିକ ବ୍ୟକ୍ତିର ଅତ୍ୟନ୍ତ ଦରକାର କାହିଁକି ?
Answer:
ବ୍ୟକ୍ତିର ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ ପାଇଁ ମୌଳିକ ଅଧିକାରଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୩ । ସରକାରଙ୍କର ଯଥେଚ୍ଛାଚାର କ୍ଷମତା ଉପରେ କିଏ ଅଙ୍କୁଶ ଲଗାଇଥାଏ ?
Answer:
ସରକାରଙ୍କର ଯଥେଚ୍ଛାଚାର କ୍ଷମତା ଉପରେ ମୌଳିକ ଅଧିକାର ଅଙ୍କୁଶ ଲଗାଇଥାଏ ।

୪। କେଉଁ ସମୟରେ ମୌଳିକ ଅସ୍କାରକୁ ସାମୟିକ କାରଣରୁ ମୌଳିକ ଅଧିକାରକୁ ସାମୟିକ ଭାବେ ରଖାଯାଇପାରିବ ?
Answer:
କେଉଁ ସମୟରେ ମୌଳିକ ଅସ୍କାରକୁ ସାମୟିକ କାରଣରୁ ମୌଳିକ ଅଧିକାରକୁ ସାମୟିକ ଭାବେ ସଙ୍କୁଚିତ ବା ସ୍ଥଗିତ ବା ନିଲମ୍ବିତ ରଖାଯାଇପାରିବ ।

୫ ! ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର କୁ ସଙ୍କୁଚିତ ବା ପ୍ରତ୍ୟାହାର କରିବାର କ୍ଷମତା କାହାର ରହିଛି ?
Answer:
ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରକୁ ସଙ୍କୁଚିତ ବା ପ୍ରତ୍ୟାହାର କରିବାର କ୍ଷମତା କେବଳ ଭାରତର ସଂସଦର ରହିଛି ।

୬। ମୌଳିକ ଅଧିକାର ଗୁଡ଼ିକ ନ୍ୟାୟାଳୟରେ ପ୍ରତିପାଦନୀୟ – ଏହାର ଅର୍ଥ କ’ଣ ?
Answer:
ମୌଳିକ ଧ୍ୟାର ଗୁଡ଼ିକ ନ୍ୟାୟାଳୟରେ ପ୍ରତିପାଦନୀୟ ଅର୍ଥାତ୍ କୌଣସି ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେ ନ୍ୟାୟାଳୟର ଆଶ୍ରୟ ନେଇ ତାହାର ପ୍ରତିକାର କରିପାରିବ ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୭। କେଉଁ ଆଇନକୁ ନ୍ୟାୟାଳୟ ଅସିଦ୍ଧ ଘୋଷଣା କରିପାରିବ ?
Answer:
ନାଗରିକର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥି ଯେକୌଣସି ଆଇନକୁ ନ୍ୟାୟାଳୟ ଅସିଦ୍ଧ ଘୋଷଣା କରିପାରିବ ।

୮| କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସଙ୍କୁଚିତ କରାଯାଇ ପାରିବ ନାହିଁ ?
Answer:
ସମାଜର ଦୁର୍ବଳ ବର୍ଗ ବା ଅନୁନ୍ନତ ଶ୍ରେଣୀ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ ପାଇଁ ବ୍ୟବସ୍ଥାକୁ ସଙ୍କୁ ଚି ତ କରାଯାଇ ପାରିବ ନାହିଁ ।

୯ । କେଉଁ ଆର୍ଟିକିଲ୍ ନାଗରିକମାନଙ୍କୁ ସ୍ୱାଧୀନତାର ଅଧିକାର ଦେଇଥାଏ | ?
Answer:
ସମ୍ବିଧାନର ଧାରା ୧୯ରୁ ଧାରା ୨୨ ମଧ୍ୟରେ ନାଗରିକମାନଙ୍କୁ ସ୍ୱାଧୀନତାର ଅଧିକାର ଦିଆଯାଇଛି ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୧୦ । ସମ୍ବିଧାନର କେଉଁ ଧାରାରେ ପ୍ରଥମେ ସାତଗୋଟି ଅଧିକାର ଦିଆଯାଇଥିଲା ?
Answer:
ଭାରତର ସମ୍ବିଧାନର ଧାରା ୧୯ରେ ପ୍ରଥମେ ସାତଗୋଟି ପ୍ରସଙ୍ଗରେ ନାଗରିକମାନଙ୍କୁ ସ୍ଵାଧୀନତାର ଅଧିକାର ଦିଆଯାଇଥିଲା

୧୧ । ଭାରତୀୟ ନାଗରିକମାନେ କେଉଁ ମୌଳିକ ଅଧିକାର ବଳରେ ଶାନ୍ତିପୂର୍ଣ୍ଣ ଭାବରେ ଓ ନିରସ୍ତ୍ର ପାଇଛନ୍ତି ?
Answer:
ବଳରେ ଶାନ୍ତିପୂର୍ଣ୍ଣ ଭାବରେ ଓ ନିରସ୍ତ୍ର ହୋଇ ସମାବେଶରେ ମିଳିତ ହେବାର ସ୍ଵାଧୀନତା ପାଇଛନ୍ତି ।

୧୨। କିଏ, କେଉଁ ସମୟରେ ବ୍ୟକ୍ତି ଗତ ସ୍ଵାଧୀନତାଗୁଡ଼ିକୁ ନିଲମ୍ବିତ କରିପାରିବେ ବା ସ୍ଥଗିତ ରଖ୍ଯାରିବେ ?
Answer:
ରାଷ୍ଟ୍ରପତି ଜରୁରିକାଳୀନ ପରିସ୍ଥିତିରେ ବ୍ୟକ୍ତିଗତ ସ୍ଵାଧୀନତାଗୁଡ଼ିକୁ ନିଲମ୍ବିତ କରିପାରିବେ ବା ସ୍ଥଗିତ ରଖ୍ଯାରିବେ ।

୧୩ । କାହା ଆଦେଶ ବିନା କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧ୍ୟା ସମୟ ଅଟକ ରଖାଯାଇ ପାରିବ ନାହିଁ ?
Answer:
ମାଜିଷ୍ଟ୍ରେଟ୍‌ଙ୍କ ଆଦେଶ ବିନା କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧ‌ିକ ସମୟ ଅଟକ ରଖାଯାଇ ପାରିବ ନାହିଁ ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୧୪। ଭାରତର ସମ୍ବିଧାନର କେଉଁ ଧାରାରେ ନାଗରିକମାନଙ୍କୁ ଶୋଷଣ ବିରୋଧରେ ଅଧିକାର ଦିଆଯାଇଛି ?
Answer:
ଭାରତର ସମ୍ବିଧାନର ଧାରା ୨୩ ଓ ୨୪ରେ ନାଗରିକମାନଙ୍କୁ ଶୋଷଣ ବିରୋଧରେ କିଛି ଅଧିକାର ପ୍ରଦାନ କରାଯାଇଛି ।

୧୫ । ଜରୁରୀ ପରିସ୍ଥିତି ସମୟରେ କେଉଁ ଅଧିକାର ସଙ୍କୁଚିତ ହୁଏ ?
Answer:
ଜରୁରିକାଳୀନ ପରିସ୍ଥିତିରେ ସ୍ଵାଧୀନତାର ଅଧ୍ୟାର ସଙ୍କୁଚିତ ହୋଇଥାଏ ।

୧୬ । କିଏ ଭାରତର ସମ୍ବିଧାନ ‘ଓକିଲମାନଙ୍କର ଭୂସ୍ୱର୍ଗ’ ବୋଲି କହିଛନ୍ତି ?
Answer:
ପାଶ୍ଚାତ୍ୟ ସାମ୍ବିଧାନବିତ୍ ଆଇଭର୍‌ ଜେନିଙ୍ଗସ୍ ଭାରତର ସମ୍ବିଧାନ ‘ଓକିଲମାନଙ୍କର ଭୂସ୍ବର୍ଗ’ ବୋଲି କହିଛନ୍ତି ।

୧୭ । ଭାରତୀ ମାମଲାରେ ନିଜର ପୂର୍ବ ନିଷ୍ପତ୍ତି ବଦଳାଇ କିଭଳି ରାୟ ପ୍ରଦାନ କରିଥିଲେ ?
Answer:
୧୯୭୩ ମସିହାରେ କୈଶବାନନ୍ଦ ଭାରତୀ ମାମଲାରେ ଉଚ୍ଚତମ ନ୍ୟାୟାଳୟ ନିଜର ପୂର୍ବ ନିଷ୍ପତ୍ତି ବଦଳାଇ ରାୟ ଦେଇଥିଲେ ଯେ ସଂସଦ ଚାହିଁଲେ, ମୌଳିକ ଅଧିକାରଗୁଡ଼ିକ ସଂଶୋଧନ କରିପାରିବେ ସତ, କିନ୍ତୁ ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରିପାରିବେ ନାହିଁ

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

୧୮ । ଶିକ୍ଷା ଅଧିକାର ମାଧ୍ୟମରେ କେତେରୁ କେତେ ବର୍ଷ ବୟସ ମଧ୍ୟରେ ଥ‌ିବା ବାଳକ ବାଳିକାଙ୍କ ପାଇଁ ହୋଇଛି ?
Answer:
ଶିକ୍ଷା ଅଧିକାର ମାଧ୍ୟମରେ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବାଳକ ଓ ବାଳିକାମାନଙ୍କ ପାଇଁ ମାଗଣା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ ବ୍ୟବସ୍ଥା ଓ ବାଧ୍ୟତାମୂଳକ ଶିକ୍ଷାଦାନ ବ୍ୟବସ୍ଥା୧୯ । କିଏ

୧୯ । ‘ରିଟ୍’ ଜାରି ପାରିବେ ?
Answer:
ଧାରା 226 ସମସ୍ତକୁ ସଶକ୍ତ କରେ | ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ‘ରିଟ୍’ ଜାରି କରିପାରିବେ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। କେତେ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କୁ ଖଣି, ନିୟୋଜିତ କରିବାକୁ ନିଷେଧ କରାଯାଇଛି ?
୨। ସମ୍ବିଧାନର କେଉଁ ଧାରାରେ ଧର୍ମଗତ ସ୍ଵାଧୀନତା ଅଧିକାର ପ୍ରଦାନ କରାଯାଇଛି ?
୩। ସମ୍ବିଧାନର କେଉଁ ଧାରାରେ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ବର୍ଣ୍ଣନା କରାଯାଇଛି ?
୪। ଭାରତର ସମ୍ବିଧାନର ପ୍ରଣେତାମାନେ ମୌଳିକ ଅଧିକାରଗୁଡ଼ିକର ଆବଶ୍ୟକତା ଅନୁଭବ କଲାବେଳେ ଅନେକାଂଶରେ କେଉଁ ଦେଶର ‘ଅଧିକାର ସମ୍ପର୍କିତ ଆଇନ’ ଦ୍ଵାରା ପ୍ରଭାବିତ ହୋଇଥିଲେ ?
୫ । ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ନାଗରିକର କେଉଁ ଅଧ୍ୟାରଗୁଡ଼ିକୁ ନିଲମ୍ବିତ କରିପାରିବେ ବା ସ୍ଥଗିତ ରଖ୍ଯାରିବେ ?
୬ । କେଉଁ ନ୍ୟାୟାଳୟ ମୌଳିକ ଅସ୍ଵୀକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରନ୍ତି ?
୭। ଭାରତରେ ମୌଳିକ ଅଧିକାରଗୁଡ଼ିକୁ ସଙ୍କୁଚିତ ପ୍ରତ୍ୟାହାର କରିବାର କ୍ଷମତା କାହାର ଅଛି ?
୮। ଶିକ୍ଷାଲାଭକୁ ମୌଳିକ ଅସ୍ଵାକାର ଭାବେ ସମ୍ବିଧାନରେ କେଉଁ ଧାରାରେ ଯୋଗ କରାଯାଇଛି ?
୯।ନୂତନ ଶିକ୍ଷା ଅତ୍କାର ଆଇନ ଆମ ସମ୍ବିଧାନରେ କେବେ ଯୋଗ କରାଯାଇଛି ?
୧୦ । କେତେ ବର୍ଷରୁ କେତେ ବର୍ଷ ପର୍ଯ୍ୟନ୍ତ ବାଳକ ଓ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି ?
୧୧ । ସମ୍ବିଧାନର କେଉଁ ଧାରାରେ ପୋଲିସ୍‌ର ବେଆଇନ ଗିରଫଦାରୀ ବିଷୟରେ କୁହାଯାଇଛି ?
୧୨ । ଆମ ସମ୍ବିଧାନର ଧାରା ୨୩ ଓ ୨୪ରେ ନାଗରିକମାନଙ୍କୁ କାହା ବିରୋଧରେ କିଛି ଅଧ୍ୟାର ପ୍ରଦାନ କରାଯାଇଛି ?
୧୩। ଭାରତରେ ବସବାସ କରୁଥ‌ିବା ବିଭିନ୍ନ ଧର୍ମର ନାଗରିକମାନଙ୍କୁ ସମ୍ବିଧାନର ଧାରା ୨୫-୨୮ରେ କେଉଁ ଅଧିକାର ପ୍ରଦାନ କରାଯାଇଛି ?
୧୪ । ଆମ ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ଗୋଷ୍ଠୀର ବ୍ୟକ୍ତିମାନଙ୍କର ସ୍ବାର୍ଥରକ୍ଷା ପାଇଁ ସମ୍ବିଧାନର କେଉଁ ଧାରାରେ ଅଧ୍ୟାର ପ୍ରଦାନ କରାଯାଇଛି ?
୧୫ । ଜଣେ ନାଗରିକ ନିଜର ମୌଳିକ ଅଧ୍ଵରର ସୁରକ୍ଷା ପାଇଁ ଅଦାଲତର ସାହାଯ୍ୟ ନେଇପାରିବ, ଏହା ସମ୍ବିଧାନରେ କେଉଁ ଧାରାରେ ଉଲ୍ଲେଖ କରାଯାଇଛି ?

Answers:
୧। ୧୪,
୨। ଧାରା ୨୫ରୁ ୨୮,
୩। ଧାରା ୨୯ ଓ ୩୦
୪ । ଯୁକ୍ତରାଷ୍ଟ୍ର ଆମେରିକା,
୫ । ବ୍ୟକ୍ତିଗତ ସ୍ଵାଧୀନତା,
୬ । ଉଚ୍ଚତମ ନ୍ୟାୟାଳୟ,
୭ । ଭାରତର ସଂସଦ,
୮ । ଧାରା ୨୧(କ),
୯ ।୨୦୧୦ ଏପ୍ରିଲ୍,
୧୦ । ୬-୧୪ ବର୍ଷ,
୧୧ । ଧାରା-୨୨,
୧୨ । ଶୋଷଣ,
୧୩ । ଧର୍ମଗତ ସ୍ଵାଧୀନତା ଅଧିକାର,
୧୪। ଧାରା-୨୯ ଓ ୩୦,
୧୫ । ଧାରା -୩୨

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

C ଶୂନ୍ୟସ୍ଥାନ ପୂରଣ କର ।

୧। ଗଣତନ୍ତ୍ରର ଲକ୍ଷ୍ୟ ହେଉଛି ବ୍ୟକ୍ତିର____________ର ବିକାଶ ।
Answer:
ବ୍ୟକ୍ତିତ୍ଵ

୨। ବ୍ୟକ୍ତିର ବ୍ୟକ୍ତିତ୍ୱ ବସ୍ତୁତଃ ବ୍ୟକ୍ତିର _____________ଆଧାରିତ ।
Answer:
ସ୍ଵାଧୀନତା

୩ । ______________ରାଷ୍ଟ୍ରରେ ବ୍ୟକ୍ତିର ସ୍ଵାଧୀନତା ଓ ରାଷ୍ଟ୍ରର କ୍ଷମତା ମଧ୍ଯରେ ଭାରସାମ୍ୟ ରହିବା ଦରକାର ।
Answer:
ଗଣତାନ୍ତ୍ରିକ

୪। ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ଥ‌ିବା ଧାରା _________ ଧାରା _________ ମଧ୍ୟରେ ମୌଳିକ ଅଧିକାରଗୁଡ଼ିକ ବର୍ଣ୍ଣିତ ହୋଇଛି ।
Answer:
୧୨,୩୫

୫। ମୌଳିକ ଅଧୂକାରଗୁଡ଼ିକର ପରିବର୍ତ୍ତନ ବା ପ୍ରତ୍ୟାହାର _____________ ଆଇନ ବଳରେ କରାଯାଇ ପାରିବ ନାହିଁ ।
Answer:
ସାଧାରଣ

୬ | ____________ମସିହାରେ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ସମ୍ପଭି ଗତ ଅଧିକାରକୁ ମୌଳିକ ଅଧିକାରରୁ ବାଦ୍ ଦିଆଗଲା ।
Answer:
୧୯୭୮

୭ । ___________ ସମ୍ବିଧାନି ସଂଶୋଧନ ଆଇନଦ୍ୱାରା ବ୍ୟକ୍ତିର ସମ୍ପତ୍ତିଗତ ଅଧିକାରକୁ ବାଦ୍ ଦିଆଗଲା ।
Answer:
୪୪ତମ

୮। ସମ୍ବିଧାନର ଧାରା____________ _____ଅନୁସାରେ_ସମ୍ପଭିଗତ ଅଧିକାର ଏକ ମୌଳିକ ଅଧିକାର ନୁହେଁ ।
Answer:
୩୦୦(କ)

୯। ପ୍ରଥମେ ଭାରତର ସମ୍ବିଧାନରେ ଭାରତୀୟ ନାଗରିକମାନଙ୍କୁ ___________ଗୋଟି ମୌଳିକ ଅଧ୍ୟାର ପ୍ରଦାନ କରାଯାଇଥିଲା ।
Answer:
ସାତ

୧୦ । ବର୍ତ୍ତମାନ ଭାରତୀୟ ନାଗରିକମାନେ ___________ ଗୋଟି ମୌଳିକ ଅଧିକାର ଉପଭୋଗ କରୁଛନ୍ତି ।
Answer:
ଛଅ

୧୧। ସମ୍ବିଧାନର _____________ ରୁ __________ ଧାରା ମଧ୍ଯରେ ନାଗରିକମାନଙ୍କୁ ସମାନତାର ଅଧ୍ୟାର ପ୍ରଦାନ କରାଯାଇଛି ।
Answer:
୧୪, ୧୮

୧୨। ___________ଆଗରେ ସମସ୍ତ ନାଗରିକ ସମାନ ଓ ଆଇନଗତ ସୁରକ୍ଷା ସମସ୍ତଙ୍କ ପାଇଁ ସମାନ ।
Answer:
ଆଇନ

୧୩ । ____________ ଅଧିକାର ବଳରେ ଅସ୍ପୃଶ୍ୟତା ନିବାରଣ କରାଯିବା ସହିତ ଏହାର ବିଲୋପ ସାଧନ କରାଯାଇଛି ।
Answer:
ସମାନତା

୧୪ । ଭାରତୀୟ ନାଗରିକ ସଂଘ ବା ସମିତି ଗଠନର _______ସ୍ଵାଧୀନତା ମୌଳିକ ଅଧିକାରରେ ବଣ୍ଠନା କରାଯାଇଛି ।
Answer:
ସ୍ଵାଧୀନତାର ଅଧିକାର

୧୫ । ସମ୍ବିଧାନର ________________ ଧାରାରେ ଅପରାଧୀ ବିବେଚିତ ବ୍ୟକ୍ତିଙ୍କୁ ୩ଟି ଅଧ୍ୟାର ପ୍ରଦାନ କରାଯାଇଛି ।
Answer:
୨୦

୧୬ । ଶିକ୍ଷାଲାଭକୁ ମୌଳିକ ଅଧିକାର ଭାବେ ସମ୍ବିଧାନର _____________ ଧାରାରେ ଯୋଗ କରାଯାଇଛି ।
Answer:
୨୧(କ)

୧୭ | ______________ ମସିହାରେ ଶିକ୍ଷା ଅଧିକାର ବ୍ୟବସ୍ଥା ସମ୍ବିଧାନରେ ଯୋଗ କରାଯାଇଛି ।
Answer:
୨୦୧୦

୧୮ । ପୋଲିସ୍ ଗିରଫ କରିଥିବା ବ୍ୟକ୍ତିଙ୍କୁ _______ ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯିବା ବାଧ୍ୟତାମୂଳକ ଅଟେ ।
Answer:
୨୪

୧୯ । ଜଣେ ନାଗରିକ ମୌଳିକ ଅଧିକାରର ସୁରକ୍ଷା ପାଇଁ ___________ ଧାରା ଅନୁସାରେ ଅଦାଲତର ସାହାଯ୍ୟ ନେଇପାରିବ ।
Answer:
୩୨
୨୦ । ଭାରତରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାପାଇଁ ସଂସଦଦ୍ୱାରା ସୂଚନା ଅଧିକାର ଆଇନ ___________ମସିହାରେ ପ୍ରଣୟନ କରାଯାଇଛି ।
Answer:
୨୦୦୫

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ୪୪ତମ ସମ୍ବିଧାନ ସଂଶୋଧନ ୧୯୭୭ ମସିହାରେ କରାଯାଇଥିଲା ।
୨। ପ୍ରଥମେ ଭାରତର ସମ୍ବିଧାନରେ ନାଗରିକମାନଙ୍କୁ ସାତଗୋଟି ମୌଳିକ ଅଧିକାର ପ୍ରଦାନ କରାଯାଇଥିଲା ।
୩। ବର୍ତ୍ତମାନ ଭାରତୀୟ ନାଗରିକମାନଙ୍କର ଛଅଗୋଟି ମୌଳିକ ଅଧ‌ିକାର କାର୍ଯ୍ୟକାରୀ ହେଉଛି ।
୪। ଧାରା ୧୯ ରେ ୫ ଗୋଟି ସ୍ଵାଧୀନତା ନାଗରିକମାନଙ୍କୁ ପ୍ରଦାନ କରାଯାଇଛି ।
୫। ରାଷ୍ଟ୍ରପତି ଜରୁରିକାଳୀନ ପରିସ୍ଥିତିରେ ନାଗରିକର ବ୍ୟକ୍ତିଗତ ସ୍ଵାଧୀନତାଗୁଡ଼ିକୁ ସଙ୍କୁଚିତ କରିପାରିବେ ।
୬। ଶିକ୍ଷାଲାଭକୁ ମୌଳିକ ଅଧୁକାର ଭାବେ ସମ୍ବିଧାନର ଧାରା ୨୧(କ)ରେ ଯୋଗ କରାଯାଇଛି ।
୭ । ୨୦୧୦ମସିହା ମାର୍ଚ୍ଚ ୧ ତାରିଖରେ ନୂତନ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା ।
୮। ମାଜିଷ୍ଟ୍ରେଟ୍‌ଙ୍କ ଆଦେଶ ବିନା କୌଣସି ବ୍ୟକ୍ତିଙ୍କୁ ୧୨ ଘଣ୍ଟାରୁ ଅଧ‌ିକ ସମୟ ଅଟକ ରଖାଯିବ ନାହିଁ ।
୯୮ ଆମ ସମ୍ବିଧାନର ଧାରା ୨୩ ଓ ୨୪ରେ ନାଗରିକମାନଙ୍କୁ ଶୋଷଣ ବିରୋଧରେ କିଛି ଅଧିକାର ଦିଆଯାଇଛି ।
୧୦ । ଭାରତରେ ବସବାସ କରୁଥ‌ିବା ବିଭିନ୍ନ ଧର୍ମର ନାଗରିକମାନଙ୍କୁ ସମ୍ବିଧାନର ୨୬-୨୮ ଧାରା ମଧ୍ୟରେ ଧର୍ମଗତ ମୌଳିକ ଅଧ୍ୟାର ପ୍ରଦାନ କରାଯାଇଛି ।

Answers:
୧। (×)
୨। (√)
୩। (√)
୪। (×)
୫। (√)
୬।(√)
୭ । (×)
୮। (×)
୯୮ (√)
୧୦ । (x)

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର - 1
BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର - 2

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର - 3
BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର - 4

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର - 5
BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର - 6

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ସମ୍ବିଧାନର ଚତୁର୍ଥ ଭାଗରେ ମୌଳିକ ଅଧିକାର ବର୍ଣ୍ଣନା କରାଯାଇଛି ।
୨। ମୌଳିକ ଅଧିକାରଗୁଡ଼ିକୁ ପୋଲିସ ପ୍ରଶାସନ ସୁରକ୍ଷା ପ୍ରଦାନ କରିଥାଏ ।
୩। ଭାରତରେ ମୌଳିକ ଅଧିକାରଗୁଡ଼ିକୁ ସଙ୍କୁଚିତ କରିବାର ଅଧିକାର କେବଳ ରାଷ୍ଟ୍ରପତିଙ୍କର ରହିଛି ।
୪। ଆମ ସମ୍ବିଧାନର ୩୫ ଧାରାରେ ପାଞ୍ଚଟି ହୁକୁମନାମା ଉଲ୍ଲେଖ କରାଯାଇଛି ।
୫। ସୂଚନା ଅଧିକାର ଆଇନ ୨୦୦୪ ମସିହାରେ ସଂସଦରେ ଆଇନ ପ୍ରଣୟନ କରାଯାଇଥିଲା ।
୬। ସାମ୍ବିଧାନିକ ପ୍ରତିକାରର ଅଧିକାର ସମ୍ବିଧାନର ୩୦ ଧାରାରେ ପ୍ରଦାନ କରାଯାଇଛି ।
୭। କେଶବାନନ୍ଦ ଭାରତୀ ମାମଲାରେ ୧୯୭୨ ମସିହାରେ ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ ।
୮ । ଗିରଫ କରିଥିବା ବ୍ୟକ୍ତିକୁ ପୋଲିସ ସର୍ବାଧ‌ିକ ୪୮ ଘଣ୍ଟା ଘଣ୍ଟା ହାଜତରେ ରଖ୍ଯାରିବେ ।
୯୮ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ବିପଦଜନକ କାମରେ ନିୟୋଜିତ କରାଯାଇପାରିବ ।
୧୦ ।୪୪ ତମ ସମ୍ବିଧାନ ସଂଶୋଧନ ଆଇନ ୧୯୭୯ ମସିହାରେ ସଂସଦରେ ପ୍ରଣୀତ ହୋଇଥିଲା ।

Answers:
୧ । ତୃତୀୟ,
୨ । ନ୍ୟାୟାଳୟ,
୩ । ସଂସଦର,
୪ । ୩୨,
୫। ୨୦୦୫,
୬। ୩୨,
୭। ୧୯୭୩,
୮ । ୨୪ ଘଣ୍ଟା,
୯। ୧୪ ବର୍ଷ,
୧୦ । ୧୯୭୮

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

G ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ମୌଳିକ ଅଧିକାରକୁ ସଙ୍କୁଚିତ ବା ପ୍ରତ୍ୟାହାର କରିବା କ୍ଷମତା କାହାର ରହିଛି ?
(A) ପ୍ରଧାନମନ୍ତ୍ରୀ
(B) ରାଷ୍ଟ୍ରପତି
(C) ଉପରାଷ୍ଟ୍ରପତି
(D) ଭାରତର ସଂସଦ
Answer:
(D) ଭାରତର ସଂସଦ

2. କେଉଁ ଧାରା ଅନୁସାରେ ସମ୍ପଭିଗତ ଅଧ୍ୟାର ଏକ ମୌଳିକ ଅଧିକାର ନୁହେଁ ?
(A) ଧାରା ୨୯୫
(B) ଧାରା ୨୯୮(କ)
(C) ଧାରା ୨୯୯(ଗ)
(D) ଧାରା ୩୦୦ (କ)
Answer:
(D) ଧାରା ୩୦୦ (କ)

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

3. ସମ୍ବିଧାନର କେଉଁ ଧାରାରେ ଧର୍ମଗତ ସ୍ଵାଧୀନତା ଅଧିକାର ପ୍ରଦାନ କରାଯାଇଛି ?
(A) ଧାରା ୨୫ରୁ ୨୬
(B) ଧାରା ୨୪ରୁ ୨୭
(C) ଧାରା ୨୫ରୁ ୨୮
(D) ଧାରା ୨୪ରୁ ୨୯
Answer:
(C) ଧାରା ୨୫ରୁ ୨୮

4. ସମ୍ବିଧାନର କେଉଁ ଧାରାରେ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ବର୍ଣ୍ଣନା କରାଯାଇଛି ?
(A) ଧାରା ୨୮ରୁ ୩୧
(B) ଧାରା ୨୯ ଓ ୩୦
(C) ଧାରା ୩୦ ଓ ୩୧
(D) ଧାରା ୨୮ ଓ ୨୯
Answer:
(B) ଧାରା ୨୯ ଓ ୩୦

5. ଆମ ସମ୍ବିଧାନର ଧାରା ୧୯ରେ କେତେଗୋଟି ସ୍ଵାଧୀନତାର ଅଧ୍ଵର ପ୍ରଦାନ କରାଯାଇଛି ?
(A) ୫ ଗୋଟି
(B) ୬ ଗୋଟି
(C) ୪ ଗୋଟି
(D) ୭ ଗୋଟି
Answer:
(B) ୬ ଗୋଟି

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

6. ଶିକ୍ଷାଲାଭକୁ ମୌଳିକ ଅଧ୍ୟାକାରଭାବେ ସମ୍ବିଧାନର କେଉଁ ଧାରାରେ ଯୋଗ କରାଯାଇଛି ?
(A) ଧାରା ୧୮
(B) ଧାରା ୨୧
(C) ଧାରା ୨୩
(D) ଧାରୀ ୨୩ (କ)
Answer:
(B) ଧାରା ୨୧

7.ସମ୍ବିଧାନର କେଉଁ ଧାରାରେ ସାମ୍ବିଧାନିକ ପ୍ରତିକାର ଅଧିକାର ବର୍ଣ୍ଣନା କରାଯାଇଛି ?
(A) ଧାରା ୨୯
(B) ଧାରି ୩୨
(C) ଧାରା ୨୮
(D) ଧାରା ୨୨
Answer:
(B) ଧାରି ୩୨

8. ସମ୍ବିଧାନର କେଉଁ ଧାରାରେ ସାମ୍ବିଧାନିକ ପ୍ରତିକାରର ଅଧିକାର ସମ୍ପର୍କରେ ଉଲ୍ଲେଖ କରାଯାଇଛି ?
(A) ଧାରା ୨୫
(B) ଧାରା ୨୮
(C) ଧାରା ୩୨
(D) ଧାରା ୩୩
Answer:
(C) ଧାରା ୩୨

BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର

9. ପାଶ୍ଚାତ୍ୟ ସମ୍ବିଧାନବିତ୍ ଆଇଭର୍ ଜେନିଙ୍ଗସ୍‌ଙ୍କ ଭାଷାରେ କେଉଁ ଦେଶର ସମ୍ବିଧାନ ହେଉଛି ‘ଓକିଲମାନଙ୍କର ଭୂସ୍ୱର୍ଗ’ ?
(A) ଭାରତ
(B) ଶ୍ରୀଲଙ୍କା
(C) ଚୀନ୍
(D) ଇଂଲାଣ୍ଡ
Answer:
(A) ଭାରତ

10. କେବେ ଭାରତର ସଂସଦଦ୍ୱାରା ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି ?
(A) ୨୦୦୦
(B) ୨୦୧୩
(C) ୨୦୦୪
(D)୨୦୦୫
Answer:
(D)୨୦୦୫

Leave a Comment