BSE Odisha 9th Class Sanskrit Grammar Solutions Chapter 1 ବର୍ଷ

Odisha State Board BSE Odisha Class 9 Sanskrit Grammar Book Solutions Chapter 1 ବର୍ଷ Textbook Exercise Questions and Answers.

BSE Odisha Class 9 Sanskrit Grammar Solutions Chapter 1 ବର୍ଷ

BSE Odisha 9th Class Sanskrit Grammar Solutions Chapter 1 ବର୍ଷ

ବର୍ଣ୍ଣ:
ଲିଖନ ପ୍ରକ୍ରିୟା ମାଧ୍ୟମରେ ଭାଷାକୁ ବ୍ୟକ୍ତକରିବାଲାଗି ଉପଯୋଗୀ ବିଶିଷ୍ଟ ଧ୍ଵନିଗୁଡ଼ିକୁ ବା ଧ୍ୱନ୍ୟାତ୍ମକ ସଙ୍କେତଗୁଡ଼ିକୁ ବର୍ଷ କୁହାଯାଏ ।
ସଂସ୍କୃତ ବର୍ଣ୍ଣମାଳା:
ସଂସ୍କୃତ ବର୍ଣ୍ଣମାଳାକୁ ଦୁଇଟି ପ୍ରଧାନ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା – (କ) ସ୍ଵର, (ଖ) ବ୍ୟଞ୍ଜନ । ମହର୍ଷି ପାଣିନି ଅଷ୍ଟାଧ୍ୟାୟୀରେ ଚତୁର୍ଦ୍ଦଶ ମାହେଶ୍ଵର ସୂତ୍ରର ଉଲ୍ଲେଖ କରି ୯ଟି ସ୍ୱରବର୍ଣ୍ଣ ଓ ୩୩ଟି ବ୍ୟଞ୍ଜନବର୍ଣ୍ଣର ବିନ୍ୟାସ କରିଛନ୍ତି; ମାତ୍ର ଭାଷାରେ ପାଣିନୀୟ ବର୍ଣ୍ଣମାଳାସହ ଅଯୋଗବାହ ମିଶି ୪୯ ଗୋଟି ବର୍ଷର ବ୍ୟବହାର ଦେଖାଯାଏ; ଯଥା – ମାହେଶ୍ୱର ସୂତ୍ରର ସ୍ଵରବର୍ଷ ୯ + ବ୍ୟଞ୍ଜନବର୍ଣ୍ଣ ୩୩ + ଦୀର୍ଘସ୍ଵର ୪ + ଅଯୋଗବାହ ୩ = ୪୯ ।

ସୃରବର୍ଣ୍ଣ:
‘‘ସ୍ଵୟଂ ରାଜନ୍ତେ ଇତି ସ୍ୱରା’’ । ଯେଉଁ ବର୍ଷ ନିରପେକ୍ଷ ଭାବରେ ସ୍ଵତଃ ସ୍ପଷ୍ଟ ଉଚ୍ଚାରିତ ହୁଏ ତାହା ସ୍ୱରବର୍ଣ୍ଣ । ସ୍ୱରବର୍ଣ୍ଣ ସାହାଯ୍ୟରେ ବ୍ୟଞ୍ଜନର ସ୍ପଷ୍ଟ ଉଚ୍ଚାରଣ ସମ୍ଭବ ହୁଏ । ଉଚ୍ଚାରଣ କାଳର ମାତ୍ରା ଆଧାରରେ ଏହା ତିନିପ୍ରକାର; ଯଥା – (କ) ହ୍ରସ୍ଵ (ଖ) ଦୀର୍ଘ (ଗ) ପୃୃୃୃୃତ
ଏଠାରେ ଆମେ କେବଳ ହ୍ରସ୍ବ ଓ ଦୀର୍ଘସ୍ୱରର ଅଧ୍ୟୟନ କରିବା । ଏହାର ମୋଟ୍ ସଂଖ୍ୟା ୧୩ ଅଟେ ।
(କ) ହ୍ରସ୍ଵ ସ୍ବର :
ଅ, ଇ, ଉ, ୠ, ୡ ଏହି ମୂଳସ୍ବର ସମୁଦାୟ ପାଞ୍ଚଗୋଟି । ଏମାନଙ୍କର ଉଚ୍ଚାରଣ କାଳ ଏକ ମାତ୍ରା ସମୟ ବିଶିଷ୍ଟ ।
(ଖ) ଦୀର୍ଘସ୍ଵର :
ଆ, ଈ, ଊ, ୠ, ଏ, ଐ, ଓ, ଔ ସମୁଦାୟ ଆଠଗୋଟି । ଏମାନଙ୍କର ଉଚ୍ଚାରଣ କାଳ ଦୁଇମାତ୍ରା ସମୟ ବିଶିଷ୍ଟ । ଏମାନଙ୍କ ମଧ୍ୟରୁ ପ୍ରଥମ ଚାରିଗୋଟି ଦୀର୍ଘସ୍ବର ଆ, ଈ, ଊ, ଋ, ର ହ୍ରସ୍ବରୂପ କ୍ରମଶଃ ଅ, ଇ,ଉ, ଋ ଅଟେ । ଏ, ଐ, ଓ, ଔ, ର ହ୍ରସ୍ବରୂପ ନାହିଁ । ଏମାନେ ଯଥାକ୍ରମେ ଅ ସହିତ ଇ, ଏ, ଉ ଏବଂ ର ମିଳନରୁ ଉଚ୍ଚାରିତ ହେଉଥ‌ିବାରୁ ଏମାନଙ୍କୁ ସନ୍ଧ୍ୟକ୍ଷରର ମଧ୍ୟ କୁହାଯାଏ । (ଅ + ଇ = ଏ, ଅ + ଏ = ଐ, ଅ +ଉ = ଓ, ଅ + ଓ = : ଔ)

BSE Odisha 9th Class Sanskrit Grammar Solutions Chapter 1 ବର୍ଷ

ବ୍ୟଞ୍ଜନବର୍ଣ୍ଣ:
ଯାହା ସ୍ଵରର ଅନୁଗାମୀ ବା ସ୍ଵର ବିନା ଯାହାର ଉଚ୍ଚାରଣ ହୋଇପାରେ ନାହିଁ ସେ ‘ବ୍ୟଞ୍ଜନ’ । ବର୍ଣ୍ଣମାଳାନ୍ତର୍ଗତ ‘କ’ ଆଦି ବ୍ୟଞ୍ଜନ ବର୍ଣ୍ଣ ସହିତ ଯେଉଁ ‘ଅ’ ମିଶାଯାଇ ଲେଖାଯାଏ ତାହା କେବଳ ବ୍ୟଞ୍ଜନର ଉଚ୍ଚାରଣଲାଗି ଉଦ୍ଦିଷ୍ଟ । ସମୁଦାୟ ବ୍ୟଞ୍ଜନ ସଂଖ୍ୟା ୩୩ । ଏହାର ଦୁଇଟି ଭାଗ ଅଛି – (କ) ବର୍ଗୀୟ ବ୍ୟଞ୍ଜନ, (ଖ) ଅବର୍ଗୀୟ ବ୍ୟଞ୍ଜନ ।
(କ) ବର୍ଗୀୟବ୍ୟଞ୍ଜନ :
ଏଗୁଡ଼ିକୁ ସ୍ପର୍ଶବର୍ଷ ମଧ୍ୟ କୁହାଯାଏ । ଏମାନଙ୍କ ସଂଖ୍ୟା ସମୁଦାୟ ୨୫ । ଏଗୁଡ଼ିକୁ ପାଞ୍ଚଗୋଟି ବର୍ଗରେ ବିଭକ୍ତ କରାଯାଇ ପ୍ରତ୍ୟେକ ବର୍ଗରେ ପାଞ୍ଚ ପାଞ୍ଚ ବର୍ଷଙ୍କୁ ସ୍ଥାନିତ କରାଯାଇଛି ।
(i) କ ବର୍ଗ – କ୍, ଖ୍, ଗ୍, ଘ, ଡ୍
(ii) ଚ ବର୍ଗ – ଚ୍, ଛ, ଜ୍, ଝ, ଭ୍
(iii) ଟ ବର୍ଗ – ଟ୍, ଠ୍, ଡା଼, ଢ, ଣ୍
(iv) ତ ବର୍ଗ – ତ୍, ଥ, ଦ୍, ଧ, ନ୍
(v)ପ ବର୍ଗ – ପ୍, ଫ୍, ବ୍, ଭ, ମ୍
ମୋଟ୍ = ୫ + ୫ + ୫ + ୫ + ୫ = ୨୫
(ଖ) ଅବର୍ଗୀୟବ୍ୟଞ୍ଜନ :
ଏମାନଙ୍କ ସଂଖ୍ୟା ସମୁଦାୟ ୮ । ଏହା ଦୁଇଭାଗରେ ବିଭକ୍ତ । ୧ – ଅନ୍ତଃସ୍ଥ, ୨ – ଉଷ୍ମ ।
(୧) ଅନ୍ତଃସ୍ଥ – ୟ, ର୍, ଲ୍, ବ୍
ଏହି ବର୍ଣ୍ଣମାନଙ୍କୁ ଅର୍ଦ୍ଧସ୍ବର ମଧ୍ୟ କୁହାଯାଏ । ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ଏହି କ୍ରମ ଠିକ୍ ମନେହୁଏ; ମାତ୍ର ପାଣିନି ଇ – ଉ, ୠ, ୡ ର କ୍ରମ ଅନୁସାରେ ଏଗୁଡ଼ିକର କ୍ରମ ୟ-ବ୍-ର-ଲ୍ ରଖୁଛନ୍ତି କାରଣ ଏହି ଶ୍ରେଣୀଦ୍ଵୟ ଗୋଟିଏ ଅନ୍ୟର ରୂପାନ୍ତର । ଯଥା – ଇ → ଯ (ୟ) ଉ → ବ, ଋ → ଋ, ୡ → ଲ (ଯଦି + ଅପି ) = ଯଦ୍ୟପି, ସୁ + ଆଗତମ୍ = ସ୍ବାଗତମ୍, ପିତୃ + ଆଳୟ = ପିତ୍ରାଳୟ, ଅ + ଅନମ୍ = ଲବନମ୍ ।

ଯେଉଁ ‘ବ’ ସ୍ଥାନରେ ଉ, ଊ ହୁଏ (ବଚ୍, ବଦ୍, ସ୍ୱପ୍ ପ୍ରଭୃତି ଧାତୁର ବ), ସନ୍ଧିଦ୍ୱାରାଜାତ ‘ବ’ (ଅନ୍ଵେଷଣ, ସ୍ଵାଗତ, ପବନ, ଭାବୁକ ପ୍ରଭୃତି), ପ୍ରତ୍ୟୟର ‘ବ’ (ଧନବାନ୍, ମାୟାବୀ) ପ୍ରଭୃତି ‘ବ’ ଅନ୍ତଃସ୍ଥ ଅଟନ୍ତି ।
(୨) ଉଷ୍ମ – ଶ୍, ଷ୍, ସ୍, ହ୍
ମୋଟ୍ – ୪ + ୪ = ୮
ବ୍ୟଞ୍ଜନ ବର୍ଣ୍ଣକୁ ହଳ୍ ମଧ୍ୟ କୁହାଯାଏ । ଏହା ଅର୍ଥମାତ୍ରା ବିଶିଷ୍ଟ । ଏହାର ଉଚ୍ଚାରଣକାଳ ଅର୍ଥନିମେଷ ମାତ୍ର । କେବଳ ବ୍ୟଞ୍ଜନର ପ୍ରୟୋଗ ‘ହଲ୍‌’ ଚିହ୍ନ ( ) ଯୋଗରେ କରାଯାଏ ଏବଂ ଏହି ସଂକେତ ବର୍ଣ୍ଣର ଅଧୋଭାଗରେ ଅଙ୍କିତ ରହେ ।
ଅଯୋଗବାହ – ଂ ( ଅନୁସ୍ଵାର), ଃ (ବିସର୍ଗ), ‍ଁ (ଚନ୍ଦ୍ରବିନ୍ଦୁ) ଏହା ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣରେ ମିଶି ଉଚ୍ଚାରିତ ହୁଏ ।

ଅଭ୍ୟ।ସଃ
୧। କବର୍ଗବର୍ଷା କେ ?
(କ) _____ (ଖ) ______ (ଗ) ______ (ଘ) ______ (ଙ)
Answer:
(କ)
(ଖ)
(ଗ)
(ଘ)
(ଙ)

୨। ଚବର୍ଗବର୍ଷା କେ ?
(କ) _____ (ଖ) ______ (ଗ) ______ (ଘ) ______ (ଙ)
Answer:
(କ)
(ଖ)
(ଗ)
(ଘ)
(ଙ)

୩। ଟବର୍ଗବର୍ଷା କେ ?
(କ) _____ (ଖ) ______ (ଗ) ______ (ଘ) ______ (ଙ)
Answer:
(କ)
(ଖ)
(ଗ)
(ଘ)
(ଙ)

୪। ତବର୍ଗବର୍ଷା
(କ) _____ (ଖ) ______ (ଗ) ______ (ଘ) ______ (ଙ)
Answer:
(କ)
(ଖ)
(ଗ)
(ଘ)
(ଙ)

BSE Odisha 9th Class Sanskrit Grammar Solutions Chapter 1 ବର୍ଷ

୫। ପବର୍ଗବର୍ଷା
(କ) _____ (ଖ) ______ (ଗ) ______ (ଘ) ______ (ଙ)
Answer:
(କ)
(ଖ)
(ଗ)
(ଘ)
(ଙ)

୬। କେ ଅନ୍ତଃସ୍ଥବର୍ଣ୍ଣା ?
Answer:
ଯ, ର, ଳ, ବ।
୭ । କେ ଉଷ୍ମବର୍ଣ୍ଣା ?
Answer:
ଶ, ସ, ଷ ।
୮। ‘ଗଚ୍ଛତି’ଇତ୍ୟସ୍ମିନ୍ ପଦେ ସ୍ଵରବ୍ୟଞ୍ଜନାନି ପୃଥକ୍ ପୃଥକ୍ ଲିଖିତ ।
ଗଛତି = ଗ୍ + ଅ + ଚ୍ + ଛ୍ + ଅ + ତ୍ + ଇ
ସ୍ୱର :
(କ) _____ (ଖ) ______ (ଗ) ______
Answer:
(କ)
(ଖ)
(ଗ)

ବ୍ୟଞ୍ଜନ :
(କ) _____ (ଖ) ______ (ଗ) ______ (ଘ) ______ (ଙ)
Answer:
(କ)
(ଖ)
(ଗ)
(ଘ)

ଅଯୋଗବାହବର୍ଷ:
ଉପନ୍ଯୁକ୍ତ ବର୍ଷ ଅତିରିକ୍ତ ଅନୁସ୍ବାର (୧) ବିସର୍ଗ (୫) ଏବଂ ଅନୁନାସିକ () ର ପ୍ରୟୋଗ ସଂସ୍କୃତ ଭାଷାରେ ଦେଖାଯାଏ । ପ୍ରତ୍ୟାହାର ନିର୍ମାଣରେ ନିରପେକ୍ଷ ଓ ଣତ୍ବାଦି ପ୍ରୟୋଗରେ ସାପେକ୍ଷ ହୋଇଥିବାରୁ ଏମାନଙ୍କୁ ଅଯୋଗବାହ କୁହାଯାଏ । ଅନୁସ୍ବାର କୌଣସି ସ୍ବର ପରେ ନ୍ କିମ୍ବା ମ୍ ସ୍ଥାନରେ ଆସିଥାଏ । ଉଦାହରଣ – ଗୃହଂ ଗଚ୍ଛତି । ଏଠାରେ ‘ଗୃହମ୍’ ସ୍ଥିତ ମ୍ ସ୍ଥାନରେ ଏହାର ପୂର୍ବବର୍ତ୍ତୀ ‘ଅ’ ସ୍ବର ସହିତ ଅନୁସ୍ଵାରର ପ୍ରୟୋଗ ହୋଇଛି । ବିସର୍ଗର ପ୍ରୟୋଗ କୌଣସି ସ୍ଵର ପରେ ହୋଇଥାଏ ଏବଂ ଏହାର ପୃଥକ୍ ଉଚ୍ଚାରଣ ହୁଏ । ଉଦାହରଣ ନରଃ, ସାଧୁ ଇତ୍ୟାଦି । ଅନୁନାସିକର ସ୍ଵରୂପ ଚନ୍ଦ୍ରବିନ୍ଦୁ ଅଟେ; ଯଥା – କର୍ଣ୍ଣିଶ୍ଚିତ, ସଁବତ୍ସରଃ ଇତ୍ୟାଦି ।
ଲୌକିକ ସଂସ୍କୃତରେ ସାଧାରଣଭାବେ ବ୍ୟବହୃତ ହେଉଥିବା ବର୍ଷମାନଙ୍କର ସଂଖ୍ୟା ଅଣଚାଶ (ସ୍ବର-୧୩ + ବ୍ୟଞ୍ଜନ- ୩୩ + ଅଯୋଗବାହ – ୩)
ଶବ୍ଦ ଆରମ୍ଭରେ ‘ଯ’ରହେ; ମାତ୍ର ପଦ ମଧ୍ଯରେ ବା ଶେଷରେ ‘ଯ’ ଥିଲେ ‘ୟ’ ଉଚ୍ଚାରିତ ହୁଏ; ଯଥା – ଯୋଗ- ବିୟୋଗ, ଯମ-ନିୟମ ଇତ୍ୟାଦି ।

ଅଭ୍ୟ।ସଃ
ଶୁଦ୍ଧମ ଉତ୍ତରଂ ନିରୂପୟତ ।
୧। କେ ଅଯୋଗବାହବର୍ଣ୍ଣା ?
(କ) କ, ଖ, ଗ
(ଖ) ଶ, ସ, ଷ
(ଗ) ଂ, ଃ, ‍ଁ
(ଘ) ଚ, ଛ, ଜ
Answer:
(ଗ) ଂ, ଃ, ‍ଁ

୨। ଅନୁସ୍ଵାରସ୍ୟ କିଂ ସ୍ଵରୂପମ୍ ?
(କ) ଂ
(ଖ) ଃ
(ଗ) ‍ଁ
(ଘ) ମ୍
Answer:
(ଘ) ମ୍

୩। ବିସର୍ଗସ୍ୟ କିଂ ସ୍ଵରୂପମ୍ ?
(କ) ଂ
(ଖ) ଃ
(ଗ) ‍ଁ
(ଘ) ହ୍
Answer:
(ଖ) ଃ

BSE Odisha 9th Class Sanskrit Grammar Solutions Chapter 1 ବର୍ଷ

୪। ସଂସ୍କୃତବର୍ଣ୍ଣମାଳାୟାଂ କତି ବର୍ଷା ବିଦ୍ୟନ୍ତେ ?
(କ) ୧୩
(ଖ) ୩୩
(ଗ) ୪୯
(ଘ) ୪୨
Answer:
(ଗ) ୪୯

ବର୍ଷଗୁଡ଼ିକର ଉଚ୍ଚାରଣ ସ୍ଥାନ :
କୌଣସି ବର୍ଣ୍ଣର ଉଚ୍ଚାରଣ ସମୟରେ ଆମ ମୁଖଗହ୍ଵରରେ ଏକ ବା ଏକାଧିକ ଭାଗ ସକ୍ରିୟ ହୋଇଥା’ନ୍ତି । ସେହି ଭାଗ ବା ଅଂଶ ସେହି ସଂପୃକ୍ତ ବର୍ଣ୍ଣର ଉଚ୍ଚାରଣ ଓ ଉତ୍ପତ୍ତି ସ୍ଥାନ । ସେହି ସ୍ଥାନର ନାମ ଅନୁସାରେ ତତ୍ ସଂଶ୍ଳିଷ୍ଟ ବର୍ଷ ମଧ୍ୟ ନାମିତ ହୋଇଥାଏ ।
ଉଦାହରଣସ୍ୱରୂପ : ଅ, ଆ, କ୍, ଖ୍, ଗ୍, ଘ, ଙ୍, ହ୍, ୫ (ବିସର୍ଗ) – ଏଗୁଡ଼ିକର ଉଚ୍ଚାରଣ ସ୍ଥାନ କଣ୍ଠ ହୋଇଥିବାରୁ ଏମାନେ କଣ୍ୟ ବର୍ଣ୍ଣ ।

ବିନ୍ୟ।ସ:
BSE Odisha 9th Class Sanskrit Grammar Solutions Chapter 1 ବର୍ଷ 1

ଅଭ୍ୟ।ସଃ
୧। କେଷା ବର୍ଣ୍ଣାନାମ୍ ଉଚ୍ଚାରଣସ୍ଥାନଂ କଣ୍ଠ ଅସ୍ଥି ?
(କ) _____ (ଖ) _____ (ଗ) _____
(ଘ) _____ (ଙ) _____ (ଚ) _____
(ଛ) _____ (ଜ) _____ (ଝ) _____
Answer:
(କ)
(ଖ)
(ଗ)
(ଘ)
(ଙ)
(ଚ)
(ଛ)
(ଜ)
(ଝ)

୨। କେ ତାଲବ୍ୟବର୍ଣ୍ଣା ?
(କ) _____ (ଖ) _____ (ଗ) _____
(ଘ) _____ (ଙ) _____ (ଚ) _____
(ଛ) _____ (ଜ) _____ (ଝ) _____
Answer:
(କ)
(ଖ)
(ଗ)
(ଘ)
(ଙ) ଜ୍
(ଚ) ଟ୍
(ଛ) ଞ୍
(ଜ) ଯ୍
(ଝ) ଣ୍

୩। ମୂର୍ଦ୍ଧନ୍ଯବର୍ଷା କେ କେ ସନ୍ତି ?
(କ) _____ (ଖ) _____ (ଗ) _____
(ଘ) _____ (ଙ) _____ (ଚ) _____
(ଛ) _____ (ଜ) _____ (ଝ) _____
Answer:
(କ)
(ଖ)
(ଗ) ଟ୍
(ଘ) ଠ୍
(ଙ) ଡ୍
(ଚ)
(ଛ) ଣ୍
(ଜ) ର୍
(ଝ)

BSE Odisha 9th Class Sanskrit Grammar Solutions Chapter 1 ବର୍ଷ

୪। କେ କେ ଦନ୍ତବର୍ଣ୍ଣା ?
(କ) _____ (ଖ) _____ (ଗ) _____ (ଘ) _____
(ଙ) _____ (ଚ) _____ (ଛ) _____ (ଜ) _____
Answer:
(କ)
(ଖ) ତ୍
(ଗ) ଥ୍
(ଘ) ଦ୍
(ଙ) ଧ୍
(ଚ) ନ୍
(ଛ) ଲ୍
(ଜ)

୫। କେ କେ ଓଷ୍ୟବର୍ଣ୍ଣା ?
(କ) _____ (ଖ) _____ (ଗ) _____ (ଘ) _____
(ଙ) _____ (ଚ) _____ (ଛ) _____
Answer:
(କ)
(ଖ)
(ଗ) ଷ୍
(ଘ) ଫୁ
(ଙ) ବ୍
(ଚ) ଭ୍
(ଛ) ମ୍

୬। ଦନ୍ତୋଷ୍ୟ ତଃ ?
Answer:
ବ୍
୭। କଣ୍ଠତାଲବ୍ୟବର୍ଷେ କୌ ?
(କ) ______ (ଖ) _____
Answer:
(କ) (ଖ)

୮। ନାସିକ୍ୟବର୍ଣ୍ଣା କେ କେ ସନ୍ତି ?
(କ) _____ (ଖ) _____ (ଗ) _____ (ଘ) _____ (ଙ) _____
Answer:
(କ) ଙ୍
(ଖ) ଞ୍
(ଗ) ଣ୍
(ଘ) ନ୍
(ଙ) ମ୍

୯୮ ଶୂନ୍ୟସ୍ଥାନାନି ପୂରୟତ ।
ନାସିକ୍ଯବର୍ଣ୍ଣା ଉଚ୍ଚାରଣସ୍ଥାନମ୍
ଯଥା :
ଙ୍ ଉତ୍ତରମ୍ – ନାସିକା + କଣ୍ଠ
ଞ୍ (କ) ____ + ____
Answer:
ନାସିକା + ତାଳୁ

ଣ୍ (ଖ) ____ + ____
Answer:
ନାସିକା + ମୂର୍ଖ

ନ୍ (ଗ) ____ + ____
Answer:
ନାସିକା + ଦନ୍ତ

ମ୍ (ଘ) ____ + ____
Answer:
ନାସିକା + ଓଷ୍ଠ

୧୦। ନିମ୍ନଲିଖୂତାନାଂ ବର୍ଣ୍ଣାନାମ୍ ଉଚ୍ଚାରଣସ୍ଥାନାନି ଲିଖତ :
ମ୍ _____ ୟ _____ ସ୍ _____ ବ୍ _____ ଇ _____ ଙ୍ _____ ଲ୍ _____
Answer:
ମ୍ ନାସିକା
ତାଳୁ
ସ୍ ଦନ୍ତ
ବ୍ ଓଷ୍ଠ
ତାଳୁ
ଙ୍ ନାସିକା
ଲ୍ ଦନ୍ତ

BSE Odisha 9th Class Sanskrit Grammar Solutions Chapter 1 ବର୍ଷ

୪। ବ୍ୟଞ୍ଜନ ସ୍ବର ସଂଯୋଗ :
‘ଅ’ ସ୍ବର ବ୍ୟତୀତ ଅନ୍ୟ ସ୍ବର ସହିତ ମିଶି ଉଚ୍ଚାରିତ ହେଉଥ‌ିବା ବ୍ୟଞ୍ଜନର ଲିଗ୍‌ ରୂପ ସେହି ସେହି ସ୍ଵରର ଚିହ୍ନଯୁକ୍ତ ହୋଇ ଅଙ୍କିତ ହୁଏ । ‘ଅ’ ସ୍ଵରର କୌଣସି ଚିହ୍ନ ନାହିଁ; ମାତ୍ର କ୍, ଖ୍, ଗ୍ ପ୍ରଭୃତି ଶୁଦ୍ଧ ବ୍ୟଞ୍ଜନ ସହିତ ‘ଅ’ ସ୍ଵର ଯୋଗ ହେଲେ ଏଗୁଡ଼ିକର ନିମ୍ନରେ ଥ‌ିବା ହଲନ୍ତ ଚିହ୍ନ ( ) ଲୋପପାଏ । ଉଦାହରଣସ୍ୱରୂପ – ‘କ’ ବ୍ୟଞ୍ଜନ ସହିତ ମିଶି ବିଭିନ୍ନ ସ୍ଵରର ମିଳିତ ରୂପ ନିମ୍ନରୂପେ ପ୍ରକାଶ ପାଏ ବା ଲେଖାଯାଏ ।

BSE Odisha 9th Class Sanskrit Grammar Solutions Chapter 1 ବର୍ଷ 2

ଅଭ୍ୟ।ସଃ
୧। ପ୍ରସନ୍ନ ଇତି ପଦେ ଅ-ସ୍ବର ସଂଯୁକ୍ତାନି ବ୍ୟଞ୍ଜନାନି ଲିଖତ; ଯଥା –
(କ) _____ (ଖ) _____ (ଗ) _____
Answer:
(କ) ପ୍ର
(ଖ) ସ
(ଗ) ନ୍ନ

୨। ଜାଗରଣମ୍ ଇତି ପଦେ ଅ-ସ୍ୱର ସଂଯୁକ୍ତାନି ବ୍ୟଞ୍ଜନାନି ଲିଖତ ।
(କ) _____ (ଖ) _____ (ଗ) _____
Answer:
(କ) ଗ
(ଖ) ର
(ଗ) ଣ

୩ । ମାଳାକାରଃ ଇତି ପଦେ ଆ-ସ୍ଵର ସଂଯୁକ୍ତାନି ବ୍ୟଞ୍ଜନାନି ଲିଖ୍ ।
(କ) _____ (ଖ) _____ (ଗ) _____
Answer:
(କ) ମା
(ଖ) ଳା
(ଗ) କା

୪। ବିଲିଖତଃ ଇତି ପଦେ ଇ-ସ୍ୱର ସଂଯୁକ୍ତାନି ବ୍ୟଞ୍ଜନାନି ଲିଖତ ।
(କ) _____ (ଖ) _____ (ଗ) _____
Answer:
(କ) ବି
(ଖ) ଲି
(ଗ) ଖୁ

୫। ରୂପେଣ ଇତି ପଦେ ଊ-ସ୍ୱର ସଂଯୁକ୍ତ ବ୍ୟଞ୍ଜନ ଲିଖିତ ।
(କ) _____
Answer:
ରୁ

୬ । କୁରୁତ ଇତି ପଦେ ଉ-ସ୍ୱର ସଂଯୁକ୍ତବ୍ୟଞ୍ଜନେ ଲିଖତ ।
(କ) _____ (ଖ) _____
Answer:
(କ) କୁ
(ଖ) ରୁ

୭। ସୌଭାଗ୍ୟମ୍ ଇତି ପଦେ ଔ-ଯୁକ୍ତ ବ୍ୟଞ୍ଜନଂ ଲିଖତ ।
(କ) _____
Answer:
ସୌ

୮। ମତୈକ୍ୟମ୍ ଇତ୍ୟତ୍ର ଐ-ଯୁକ୍ତବ୍ୟଞ୍ଜନଂ ଲିଖିତ ।
(କ) _____
Answer:
ତୈ

BSE Odisha 9th Class Sanskrit Grammar Solutions Chapter 1 ବର୍ଷ

୯ । କୃତିଃ ଇତ୍ୟତ୍ର ଋ-ଯୁକ୍ତବ୍ୟଞ୍ଜନ ଲିଖତ ।
(କ) _____
Answer:
କୃ

୧୦। ନିମ୍ନଲିଖତବର୍ଣ୍ଣାନାଂ ସଂଯୁକ୍ତରୂପଂ ଲିଖତ ।
(କ) ଚ୍ + ଯ + ଆ + କ୍ + ଅ + ର୍ + ଅ + ଣ୍ + ଅ + ମ୍ -= _______
Answer:
ବ୍ୟାକରଣମ୍

(ଖ) ମ୍ + ଇ + ତ୍ + ର୍ + ଅ + ମ୍ = _________
Answer:
ମିତ୍ରମ୍

(ଗ) ସ୍ + ଅ + ମ୍ + ଆ + ଚ୍ + ଆ + ର୍ + ଅ + ଃ = _______
Answer:
ସମାଚାରଃ

(ଘ) ଚ୍ + ଆ + ଷ୍ + ଟ୍ + ର୍ + ଅ + ମ୍ = _______
Answer:
ରାଷୄ୍ମ୍

(ଙ) ପ୍ + ଅ + ର୍ + ଇ + ଶ୍ + ର୍ + ଅ + ମ୍ + ଅ = _________
Answer:
ପରିଶ୍ରମ

Leave a Comment