BSE Odisha 9th Class Sanskrit Grammar Solutions Chapter 3 ପଦ ପ୍ରକରଣ

Odisha State Board BSE Odisha Class 9 Sanskrit Grammar Book Solutions Chapter 3 ପଦ ପ୍ରକରଣ Textbook Exercise Questions and Answers.

BSE Odisha Class 9 Sanskrit Grammar Solutions Chapter 3 ପଦ ପ୍ରକରଣ

କୌଣସି ଅର୍ଥ ପ୍ରକାଶକରୁଥିବା ଏକ ବା ଏକାଧ୍ଵକ ବର୍ଷର ସମଷ୍ଟିକୁ ଶବ୍ଦ ବା ପ୍ରକୃତି କୁହାଯାଏ । ଏହି ପ୍ରକୃତି ଦୁଇପ୍ରକାରର । ବସ୍ତୁବାଚକ କିମ୍ବା ବସ୍ତୁର ବିଶେଷଣବାଚକ ପ୍ରକୃତିକୁ ‘ନାମ’ ବା ‘ପ୍ରାତିପାଦିକ’ ଏବଂ କ୍ରିୟାବାଚକ ପ୍ରକୃତିକୁ ‘ଧାତୁ’ କହନ୍ତି । ପ୍ରାତିପାଦିକ ଓ ଧାତୁରେ ପ୍ରତ୍ୟୟ ଯୋଗ କରାଯାଇ ପଦ ନିର୍ମାଣ କରାଯାଏ । ଏହି ପତ୍ୟୟକୁ ବିଭକ୍ତି ପ୍ରତ୍ୟୟ କହନ୍ତି । ପ୍ରାତିପଦିକରୁ ଉତ୍ତର ‘ସୁପ୍’ ନାମକ ବିଭକ୍ତି ପ୍ରତ୍ୟୟ ଯୋଗରେ ସୁବନ୍ତ (ସୁପ୍ + ଅନ୍ତ) ପଦ ଓ ଧାତୁରୁ ଉତ୍ତର ତିଡ୍ ପ୍ରତ୍ୟୟ ଯୋଗରେ ତିଙନ୍ତ (ତିଜ୍ + ଅନ୍ତ) ପଦମାନ ଗଢ଼ାଯାଏ । ବାକ୍ୟର ବିଶ୍ଳେଷଣଦ୍ବାରା ପଦର ଓ ପଦର ବିଶ୍ଳେଷଣଦ୍ଵାରା ପ୍ରକୃତି ପ୍ରତ୍ୟୟର ବୋଧ ହୁଏ । ‘ସୁପତିଙ୍ଖ ପଦମ୍’ ଓ ‘ଅପଦଂ’ ନ ପ୍ରୟୁଞ୍ଜୀତ’ ନ୍ୟାୟରେ ବାକ୍ୟରେ ବ୍ୟବହାରଲାଗି ‘ପଦ’ ଉଦ୍ଦିଷ୍ଟ, ଶବ୍ଦନୁହେଁ । ବାକ୍ୟସ୍ଥିତ ପଦଗୁଡ଼ିକ ଦୁଇଭାଗରେ ବିଭକ୍ତ ।

(୧) ସୁବନ୍ତପଦ (ବିଶେଷ୍ୟ, ବିଶେଷଣ,ସର୍ବନାମ ଓ ଅବ୍ୟୟ),
(୨) ତିଙନ୍ତ ପଦ (କ୍ରିୟା) ।

BSE Odisha 9th Class Sanskrit Grammar Solutions Chapter 3 ପଦ ପ୍ରକରଣ 1

ବିଶେଷ୍ୟ ଓ ବିଶେଷଣ
‘‘ଗୁଣାଦିଭିଶ୍ଚ ଯଚ୍ଛେଦ୍ୟ ତଦ୍ ବିଶେଷ୍ୟମୁଦାହୃତମ୍ ।’’
ଯେଉଁ ପଦଦ୍ୱାରା କୌଣସି ବସ୍ତୁ, ବ୍ୟକ୍ତି, ଜାତି, ଗୁଣ ବା କ୍ରିୟାର ବୋଧହୁଏ ତାହାକୁ ବିଶେଷ୍ୟ ପଦ କହନ୍ତି ।
(କ) ବସ୍ତୁବାଚକ – ଘଟ, ସୁବର୍ଣ୍ଣମ୍, ବସ୍ତ୍ରମ୍, ଶିଳା
(ଖ) ବ୍ୟକ୍ତିବାଚକ – ରାମ, ହିମାଳୟଃ, ଗଙ୍ଗା
(ଗ) ଜାତିବାଚକ – ନରଃ, ପଶୁ, ପକ୍ଷୀ, ନଦୀ
(ଘ) ଗୁଣବାଚକ – ଗୁରୁତ୍ଵମ୍, ଧୈର୍ଯ୍ୟମ୍, ସାଧୁତା
(ଙ) କ୍ରିୟାବାଚକ – ଗମନମ୍, ଶ୍ରବଣମ୍, ଶୟନମ୍ ।

BSE Odisha 9th Class Sanskrit Grammar Solutions Chapter 3 ପଦ ପ୍ରକରଣ

‘ବିଶେଷଣମାତ୍ର – ପ୍ରୟୋଗୋ ବିଶେଷ୍ୟପ୍ରତିପରୌ ।’’
ଯେଉଁ ପଦଦ୍ୱାରା ବିଶେଷ୍ୟର ଗୁଣ, ଅବସ୍ଥା ଓ ସଂଖ୍ୟା ପ୍ରଭୃତି ପ୍ରକାଶିତ ହୁଏ ତାହାକୁ ବିଶେଷଣ ପଦ କହନ୍ତି । କୌଣସି ବିଶେଷଣ ପଦର ପ୍ରୟୋଗଦ୍ଵାରା ବିଶେଷ୍ୟର ସ୍ବତଃ ବୋଧ ହେଉଥିଲେ ସେଠାରେ ବିଶେଷ୍ୟର ପ୍ରୟୋଗ ଐଚ୍ଛିକ ।

ଯଥା – ଦରିଦ୍ରା (ଦରିଦ୍ର ଜନା) ଦୁଃଖଶତାନି ସହନ୍ତେ ।
‘ବିଶେଷ୍ୟସ୍ୟ ହି ଯଲ୍ଲିଙ୍ଗ ବିଭକ୍ତି-ବଚନେ ଚ ଯେ- ତାନି ସର୍ବାଣି ଯୋଜ୍ୟାନି ବିଶେଷଣପଦେଷ୍ଟପି ।’’
ବିଶେଷଣ ବିଶେଷ୍ୟ, ସର୍ବନାମ, ଅବ୍ୟୟ ଓ କ୍ରିୟାକୁ ବିଶେଷିତ କରିଥାଏ । ବିଶେଷ୍ୟ ପଦର ଯେଉଁ ଲିଙ୍ଗ, ଯେଉଁ ବିଭକ୍ତି ଓ ଯେଉଁ ବଚନ ଥାଏ ବିଶେଷଣ ପଦର ସେହି ଲିଙ୍ଗ, ସେହି ବିଭକ୍ତି ଓ ସେହି ବଚନ ହୁଏ ।

ଯଥା – ଚିତ୍ର ପଦଃ, ଚିତ୍ରା ଶାଟୀ, ଚିତ୍ର ବସ୍ତ୍ରମ୍ ।
କେତେକ ସ୍ଥଳରେ ଏଥ‌ିରେ ବ୍ୟତିକ୍ରମ ଦେଖାଯାଏ;

ଯଥା – ବେଦା ପ୍ରମାଣମ୍, ସନ୍ତାନା ମାତୁଃ ସ୍ନେହସ୍ୟ ଆସ୍ପଦମ୍, ଲୋଭଃ ପାପସ୍ୟ କାରଣମ୍, ଘୃତମ୍ ଆୟୁଷଃ ହେତୁଃ, ଧଃ ସର୍ବେକ୍ଷାଂ ବିଶ୍ୱାସଭାଜନମ୍, ଜଗନ୍ନାଥ ଶରଣମ । ଏଠାରେ ବିଶେଷ୍ୟର ଲିଙ୍ଗ ଅନୁସାରେ ବିଶେଷଣ ଶବ୍ଦଗୁଡ଼ିକର ଲିଙ୍ଗର ପରିବର୍ତ୍ତନ ହେଉ ନ ଥିବାରୁ ସେଗୁଡ଼ିକ ନିୟତ ଲିଙ୍ଗ ବିଶିଷ୍ଟ ।

ବିଶେଷଣ ଯଦି ବିଶେଷ୍ୟର ସମାନ ବିଭକ୍ତି ଗ୍ରହଣ କରିଥାଏ; ତେବେ ତାହାକୁ ସମାନାଧ୍ଵରଣ ବିଶେଷଣ ଏବଂ ଯଦି ଭିନ୍ନ ବିଭକ୍ତିକୁ ଗ୍ରହଣ କରିଥାଏ ତେବେ ତାହାକୁ ବ୍ୟଧ୍ୱକରଣ ବିଶେଷଣ କହନ୍ତି । ରାମସ୍ୟ ଗୃହମ୍, ଗଙ୍ଗା ଜଳମ୍, ତିଳେ ତୈଳମ୍, କୁଠାରେଣ ଛେଦନମ୍ ଇତ୍ୟାଦି ସ୍ଥଳରେ ରାମ, ଗଙ୍ଗା, ତିଳ, କୁଠାର- ଏହି ବିଶେଷଣଗୁଡ଼ିକ ବିଶେଶ୍ୟର ସମାନ ବିଭକ୍ତି ଗ୍ରହଣ କରି ନଥିବାରୁ ଏଗୁଡ଼ିକ ବ୍ୟଧ୍ୟାକରଣ ବିଶେଷଣ ।

ବିଶେଷଣର ବିଶେଷଣ –
ଅଳ୍ପମ୍ ଉତଂ ଦୁଗ୍ଧମ୍ । ଅଧ୍ଵଂକଂ ଶୀତଳଂ ଜଳମ୍ ।
ସର୍ବନାମର ବିଶେଷଣ –
ଅଧାର୍ମିକଃ ଡଃ । ଧାର୍ମିକଃ ତ୍ୱମ୍ ।
ଅବ୍ୟୟର ବିଶେଷଣ –
ରମଣୀୟଂ ପ୍ରାତଃ । ବହୁ ମିଥ୍ୟା ।
କ୍ରିୟାର ବିଶେଷଣ –
ମଧୁରଂ ଗାୟତି । ମୃଦୁ ହସତି ।
କ୍ରିୟା ଓ ଅବ୍ୟୟର ବିଶେଷଣ ଜୀବଲିଙ୍ଗ ଓ ଏକବଚନାନ୍ତ ହୁଏ ।

BSE Odisha 9th Class Sanskrit Grammar Solutions Chapter 3 ପଦ ପ୍ରକରଣ

ସର୍ବନାମ:
ଯେଉଁ ପଦଗୁଡ଼ିକ ବିଶେଷ୍ୟ-ବିଶେଷଣ ପ୍ରଭୃତିର ବଦଳରେ ବ୍ୟବହୃତ ହୁଅନ୍ତି ସେହି ସର୍ବ, ବିଶ୍ବ ପ୍ରଭୃତି ୩୩ ଟି ଶବ୍ଦକୁ ସର୍ବନାମ କହନ୍ତି । ସେଗୁଡ଼ିକ ହେଲେ -ସର୍ବ, ବିଶ୍ବ, ଉଭ, ଉଭୟ, ଅନ୍ୟ, ଅନ୍ୟତର, ଇତର, ସ୍ୱତ୍, ତ୍ୱ, ନେମ, ସମ, ସିମ, ପୂର୍ବ, ପର, ଅବର, ଦକ୍ଷିଣ, ଉତ୍ତର, ଅପର, ସ୍ୱ, ଅନ୍ତର, ତ୍ୟଦ୍, ତଦ୍, ଯଦ୍, ଏତଦ୍, ଇଦିମ୍, ଅଦସ୍, ଏକ, ଦ୍ବି, ଯୁଷ୍ପଦ୍, ଅସ୍ପୃଦ୍, ଭବତୁ (ଭବତ୍) ଓ କିମ୍ । ଏତଦ୍‌ଭିନ୍ନ ଡତର ଓ ଡତମ ପ୍ରତ୍ୟୟାନ୍ତ ପଦ ସର୍ବନାମ ।

ସର୍ବନାମର ବ୍ୟବହାର:
(କ) ଈଶ୍ୱରଃ ସର୍ବସ୍ୟ କର୍ତ୍ତା, ଡଃ ତୁ ତସ୍ୟ ରକ୍ଷକୋଽପି । ଏଠାରେ ‘ସ’ ଓ ‘ତସ୍ୟ’ ସର୍ବନାମଦ୍ଵୟ ଯଥାକ୍ରମେ ବିଶେଷ୍ୟ-ଈଶ୍ଵର ଓ ସର୍ବନାମ-ସର୍ବ ସ୍ଥାନରେ ବ୍ୟବହୃତ ହୋଇଅଛି ।
(ଖ) ଗଙ୍ଗାୟା ଜଳଂ ସ୍ୱାସ୍ଥ୍ୟକରମ୍, ଅତଃ ଜନାଃ ତସ୍ୟା ଜଳେ ସ୍ନାନଂ କୁର୍ବନ୍ତି ।
ଏଠାରେ ‘ତସ୍ୟା’ ସର୍ବନାମ ପଦଟି ‘ଗଙ୍ଗାୟା’ ବିଶେଷଣ ପଦ ସ୍ଥାନରେ ବ୍ୟବହୃତ ।
(ଗ) ପ୍ରାତଃ ଶଯ୍ୟା ତ୍ୟାଜ୍ୟା, ତସ୍ମିନ୍ ଈଶ୍ଵରସ୍ମରଣମପି କାର୍ଯ୍ୟମ୍ । ଏଠାରେ ‘ତସ୍ମିନ୍’ ଏହି ସର୍ବନାମ ‘ପ୍ରାତଃ’ ଏହି ଅବ୍ୟୟ ସ୍ଥାନରେ ବ୍ୟବହୃତ ।
(ଘ) ‘ ଅହଂ ଯଥାନିୟତଂ ରାଜ୍ୟ ପାଳୟିଷ୍ୟାମି’ ଏତତ୍‌ ଉତ୍ଥା ମନ୍ତ୍ରୀ ଶପରଂ କୃତବାନ୍ । ଏଠାରେ ‘ଏତତ୍’ ଏହି ସର୍ବନାମ ‘ଅହଂ ……. ପାଳୟିଷ୍ୟାମି’ ଏହି ବାକ୍ୟ ବଦଳରେ ବ୍ୟବହୃତ ହୋଇଅଛି ।

ଅବ୍ୟୟ:
“ସଦୃଶଂ ତ୍ରିଶୁ ଲିଙ୍ଗେଷୁ ସର୍ବାସୁ ଚ ବିଭକ୍ତଷ୍ଣୁ ।
ବଚନେଷୁ ଚ ସର୍ବେଷୁ ଯନ୍ତ୍ରବ୍ଯତି ତଦବ୍ୟୟମ୍ ॥’’

ତିନି ଲିଙ୍ଗ, ତିନି ବଚନ ଓ ସାତ ବିଭକ୍ତିରେ ଯେଉଁ ଶବ୍ଦ ଏକାପରି ରହେ ତାହା ‘ଅବ୍ୟୟ ପଦ’ ।
(କ) ଅତଃ, ତତ୍ର, ଇହ, ସଦା, ଅଧୁନା, ଇଦାନୀମ୍, ତହିଁ, ଯଥା, ଇଡମ୍, ପୁରସ୍ତାତ୍‌, ପୁରଃ, ଦ୍ବିଧା ଇତ୍ୟାଦି ଅବ୍ୟୟ ପଦ ।
(ଖ) ଅବ୍ୟୟୀଭାବ ସମାସ ଅବ୍ୟୟ ହୁଏ; ଯଥା- ଉପକୂଳମ୍, ଯଥାଶକ୍ତି ପ୍ରଭୃତି ।
(ଗ) ପ୍ର, ପରା, ଅପ, ସମ୍, ଅନୁ, ଅବ, ନିର୍, ନିସ୍, ଦୁସ୍, ଦୁର୍, ବି, ନି, ଆଡ୍, ଅଧ, ଅପି, ଅତି, ସୁ, ଉଦ୍, ଅଭି, ପ୍ରତି, ପରି, ଉପ – ଏହି ୨୨ଟି ଶବ୍ଦ କ୍ରିୟା ସଂଯୋଗରେ ଉପସର୍ଗ ବୋଲାନ୍ତି ।
ସମୟ ସମୟରେ ଏଗୁଡ଼ିକ ଅବ୍ୟୟ ରୂପେ ବ୍ୟବହୃତ ହୁଅନ୍ତି ।
(ଘ) କ୍କା, ଲ୍ୟାପ୍ ପ୍ରଭୃତି କେତେକ କୃତ୍ ପ୍ରତ୍ୟୟାନ୍ତ ପଦ ଅବ୍ୟୟ ।

BSE Odisha 9th Class Sanskrit Grammar Solutions Chapter 3 ପଦ ପ୍ରକରଣ

କେତେକ ଅବ୍ୟୟର ପ୍ରୟୋଗ:
ଆଡ୍ (ସୀମା) – ଅୟଂ ପନ୍ଥା ଆସମୁଦ୍ର (ସମୁଦ୍ର ପର୍ଯ୍ୟନ୍ତ) ଗଚ୍ଛତି ।
(ବ୍ୟାପ୍ତି) – ଆକୀଙ (କୀଟପତଙ୍ଗପର୍ଯ୍ୟନ୍ତ ବ୍ୟାପି) ସର୍ବେକ୍ଷାଂ ଜୀବାନାଂ ସୁଖେଚ୍ଛା ଅସ୍ଥି ।
ହାଃ (ଗତକାଲି) – ହ୍ୟ ସଭା ଅଭବତ୍ ।
ବା (ବିକଳ୍ପ) – ଛାତ୍ରଃ ପଠତି ବା ?
ଶଃ (ଆସନ୍ତାକାଲି) – ଶ୍ୱ ସୋମବାସରଃ
ଅଦ୍ଯ (ଆଜି) – ଅଦ୍ୟ ରବିବାସରଃ ।
ପରଦଃ (ଆସନ୍ତା ପରଦିନ) – ପରଶଃ ମଙ୍ଗଳବାସରଃ ।
ନୂନମ୍ (ନିଶ୍ଚୟ) – ଅହଂ ନୂନଂ ଗମିଷ୍ୟାମି ।
ଜାତୁ (କଦାଚିତ୍) – ନ ଜାତୁ ଦୁଃଖ୍ୟ ଗଣନୀୟମ୍ ।
ସୁକ୍ଷ୍ମ (ଭଲ ଭାବରେ) – ଅୟଂ ବାଳକଃ ସୁଶ୍ରୁ ପଠତି ।
ଇବ (ପରି) – ରାମଃ ଇବ ରାଜା ନାସ୍ତି ।
ଏବ (ନିଶ୍ଚୟ, ହିଁ) – ସତ୍ୟମ୍ ଏବ ଜୟତେ ।
ପ୍ରାୟଃ (ପ୍ରାୟ) – ପ୍ରାୟଃ ଜନଃ ସ୍ବାର୍ଥପରଃ ।
ପୁରା (ପୂର୍ବେ) – ପୁରା ଖାରବେଳ ଉତ୍କଳେ ରାଜା ଆସୀତ୍ ।
ବହିଃ (ବାହାରେ) – ଗୃହାଦ୍ ବହିଃ ଶିଶୁ ଖେଳତି ।
ଅନ୍ତଃ (ମଧ୍ୟରେ) – ସମୁଦ୍ରସ୍ୟ ଅନ୍ତଃ ରତ୍ନାନି ସନ୍ତି ।
ଋତେ (ବିନା) – ପରିଶ୍ରମାତ୍ ଋତେ ବିଦ୍ୟା ନ ଭବତି ।
ସହ/ ସମମ୍‌ / ସାକମ୍ / ସାର୍କମ (ସହିତ) – କ୍ଷୀରେଣ ସହ/ ସମମ୍/ ସାକମ୍ | ସାଉଂ ଲବଣଂ ନ ଭକ୍ଷୟେତ୍‌ ।
ଦିଷ୍ଟ୍ୟ (ସୌଭାଗ୍ୟବଶତଃ) – ଦିଷ୍ଟ୍ୟ ଡଃ ବିପଦଃ ମୁକ୍ତା ।
ବୃଥା (ଅକାରଣରେ) – ବୃଥା କାଳକ୍ଷେପଃ ନ କରଣୀୟ ।
ଆରାତ୍‌ (ଦୂର ବା ନିକଟ) – ଗ୍ରାମାତ୍ ଆରାତ୍ ନଦୀ ପ୍ରବହତି ।
ମନାକ୍ (ଅଳ୍ପ) – ମନାକ୍ କଷ୍ଟ କରୋତୁ ।
ଅପି (ମଧ୍ଯ) – ତ୍ୱମ୍ ଅପି ପଠିଷ୍ୟସି ।
ମୃଷା (ମିଥ୍ୟା) – କରଂ ମୃଷା ବଦସି ?
ମିଥ୍ୟା (ମିଥ୍ୟା) – ମିଥ୍ୟା ମା କଥୟ ।
ଅଳମ୍ (ନିଷେଧ) – ଅଳଂ ବିଳମ୍ବନ ।
(ସମର୍ଥ) (ଭୂଷଣ) – ଈଶ୍ବରକଥା ପାପାନାଂ ନାଶାୟ ଅଳମ୍ ।
(ଭୂଷଣ) – ଅତିଥ୍ୟ ଆସନମ୍ ଅଳଙ୍କରୋତି ।
ତିରସ୍ (ନିନ୍ଦାକରିବା) – ନ କମପି ତିରସ୍କର୍ଯ୍ୟାତ୍ ।
ଶଶ୍ବତ୍ (ସର୍ବଦା) – ଆତ୍ମା ଶଶ୍ବତ୍ ତିଷ୍ଠତି ।
(ପୁନଃ ପୁନଃ) – ବିଦ୍ୟା ଶଶ୍ବତ୍ ଅଭ୍ୟସନୀୟା ।
ସକୃତ୍ (ଥରେ) – ସକୃତ୍ ଗୀତାଂ ପଠେତ୍ ।
ଦିବା (ଦିନ) – ଦିବା ଶୟନମ୍ ଅନୁଚିତମ୍ ।
ନକ୍ତମ୍ (ରାତ୍ରି) – ନଭଃ ନକ୍ଷତ୍ରାଣି ପଶ୍ୟ ।
ସମୟା / ନିକଷା (ନିକଟରେ) – ଭୁବନେଶ୍ଵରଂ ସମୟା/ନିକଷା ଖଣ୍ଡିଗିରି ଅସ୍ଥି ।
ଅନ୍ତରା (ମଧ୍ଯରେ) – ହିମାଳୟଂ ବିନ୍ଧ୍ୟ ଚ ଅନ୍ତରା ଆର୍ଯ୍ୟାବର୍ତ୍ତେ ବର୍ଗତେ ।
ଅଭିତଃ (ସମୀପ) – କୋଣାର୍କମନ୍ଦିରମ୍ ଅଭିତଃ ଚନ୍ଦ୍ରଭାଗା ଅସ୍ଥି ।
ଉଭୟତଃ (ଦୁଇପାଖରେ) – ଗ୍ରାମମ୍ ଉଭୟତଃ ପର୍ବତଃ ସନ୍ତି ।
ଐଷମଃ (ଏହିବର୍ଷ) – ଐଷମ ଅହଂ ନବମବର୍ଗେ ପଠାମି ।
ପରୁତ୍ (ପୂର୍ବବର୍ଷ) – ପରୁତ୍ ଶସ୍ୟହାନିଃ ଅଭବତ୍ ।
ପରାରି (ପୂର୍ବତର ବର୍ଷ) – ପରାରି ବନ୍ୟା ଅଭବତ୍ ।
ଅନ୍ତରେଣ (ବିନା) – ଦୁଃଖମ୍ ଅନ୍ତରେଣ ସୁଙ୍ଖ ନାସ୍ତି ।
କଦା (କେତେବେଳେ) – ପିତା କଦା ଆଗଛତି ?
ତଦା (ସେତେବେଳେ) – ତଦା ସାୟମ୍ ଆସୀତ୍ ।

କେତେକ ପ୍ରସିଦ୍ଧ ଅବ୍ୟୟ:
ଚ, ହେ, ଭୋ, ତୁ, ମା, ନ, ନୋ, ନଞ, ସ୍ଵ (ଅତୀତ ଓ ପାଦପୂରଣ), ହି (ହେତୁ, ଅବଧାରଣ), କିମ୍ (ବିକଳ୍ପ), ଚିତ୍, ଚନ, ଚେତ୍‌, ପ୍ରାକ୍, ଯତ୍, ତତ୍, ବ୍ଲକ୍, ପ୍ରାତଃ, ପୁନଃ, ଉଚ୍ଚୈଃ, ନୀଚୈ, ଶନିଃ, ନାମ (ପ୍ରକାଶ୍ୟ), ପୃଥକ୍, ସାୟମ୍, ଚିରମ୍, ବହିଃ, ବିନା, ନାନା, ସ୍ଵସ୍ତି, ସ୍ୱାହା, ବଷଟ୍, ମିଥ (ପରସ୍ପର, ଗୋପନରେ), ପୁରା, ଉତ (ଅଥବା), ପ୍ରାୟଃ, ନମଃ, ପୁରଃ, ଯାବତ୍, ତାବତ୍, ଖଳୁ (ନିଷେଧ, ନିଶ୍ଚୟ, ବାକ୍ୟାଳଂକାର), ଅଥ, ଅହୋ, ଇବ, ଏବ, ନତୁ, ବତ (ଖେଦ, ଅନୁକମ୍ପା, ସନ୍ତୋଷ ବିସ୍ମୟ), ଇତି, ସଦ୍ୟ, ନହି, ଯଦ୍, ଏବ, ଉÉମ୍, କିମୁ, ଭୂୟାଁ, ଯଦି, ସାୟମ୍, କିଳ (ପ୍ରସିଦ୍ଧି), ସାକ୍ଷାତ୍‌, ସହସା, ସପଦି, ସମ୍ପ୍ରତି, ସାମ୍ପ୍ରତମ (ବର୍ତ୍ତମାନ, ଯୁକ୍ତ), ଯୁଗପତ୍ (ଏକା ସମୟରେ) ମୁଦୁଃ (ବାରମ୍ବାର) ।

BSE Odisha 9th Class Sanskrit Grammar Solutions Chapter 3 ପଦ ପ୍ରକରଣ

ଅଭ୍ୟାସଃ:
୧। ସ୍ତମ୍ଭୟସ୍ଥିତପଦାନଂ ସମ୍ୟକ୍ ସଂଯୋଜନଂ ବିଧେୟମ୍ ।

ମଧୁମୟଃ ଜଳମ୍
ପୀତାମ୍ୱରଃ ଫଳମ୍
ସୁପକ୍ବମ୍ ବ୍ୟଞ୍ଜନମ୍
ସୁଶୀତଳମ୍ ସରସ୍ୱତୀ
ଶୁକ୍ଳାମ୍ୱରା ବିଷ୍ଣୁଃ
ରୁଚିକରମ୍ ବସ୍ତ୍ରମ୍
ଶୁଭ୍ରମ୍ ବସନ୍ତଃ

୨। ବନ୍ଧନୀସ୍ଥିତଯଥାର୍ଥପଦେନ ଶୂନ୍ୟସ୍ଥାନଂ ପୂରୟତ ।
_________________ ବାଳକଃ । (ବିନୀତମ୍, ବିନୀତଃ) ।
Answer:
ବିନୀତଃ

ଭବାନ୍ ________________ (ପ୍ରମାତଃ, ପ୍ରମାଣମ୍) ।
Answer:
ପ୍ରମାଣମ୍

ଗୁଣାଃ _________________ (ପୂଜାସ୍ଥାନାନି, ପୂଜାସ୍ଥାନମ୍ ) ।
Answer:
ପୂଜାସ୍ଥାନମ୍

ବଳଭଦ୍ରଃ __________________ (ନୀଳାମ୍ବରମ୍, ନୀଳାମ୍ବରଃ)
Answer:
ନୀଳାମ୍ବରଃ

୩। ଉଚିତଃ ବିଶେଷ ମଧୁରାଣି ବିଶେଷୋର୍ବା ଶୂନ୍ୟସ୍ଥାନାନି ପୂରୟତ ।
Answer:
ମଧୁରାଣି _____________ ଶୁଦ୍ଧା _____________ ଆନନ୍ଦିତଃ । ଇୟଂ ନଦୀ ଇୟଂ ନଦୀ ________________ । ____________________ ଜନଃ ଆଦରଣୀୟ । ଧୂନଃ _________________ ସର୍ବାନ୍ ପ୍ରତାରୟତି । ବ୍ୟାଘ୍ର – ପଶୁ ।

(ବାଳକଃ, ଉତ୍ତମଃ, ବଚନାନି, ବକ୍ରା, ନରଃ, ରାଷ୍ଟ୍ରୀୟ)
Answer:
ମଧୁରାଣି ବଚନାନି ଶୁଣ୍ଢା ବାଳକଃ ଆନନ୍ଦିତଃ । ଇୟଂ ନଦୀ ବକ୍ରା । ଉତ୍ତମଃ ଜନଃ ଆଦରଣୀୟ । ଧୂନଃ ନରଃ ସର୍ବାନ୍ ପ୍ରତାରୟତି । ବ୍ୟାଘ୍ର ରାଷ୍ଟ୍ରୀୟ ପଶୁ ।

୪। ବିଶେଷଣସ୍ୟ ଭେଦାନ୍ ଦର୍ଶୟତ ।
Answer:
ବିଶେଷ୍ୟ ୫ ପ୍ରକାର ଅଟେ । ଯଥା – (୧) ବସ୍ତୁବାଚକ (୨) ବ୍ୟକ୍ତିବାଚକ (୩) ଜାତିବାଚକ (୪) ଗୁଣବାଚକ (୫) କ୍ରିୟାବାଚକ ।

୫। ସର୍ବନାମଶବ୍ଦ କେତାଂ ବିନିମୟେ ବ୍ୟବହୃତ ଭବନ୍ତି ?
Answer:
ବିଶେଷ୍ୟ ଓ ବିଶେଷଣ ପଦର ବିନିମୟରେ ସର୍ବନାମ ବ୍ୟବହୃତ ।

୬। ଅବ୍ୟୟସ୍ୟ ସଂଜ୍ଞା ଲିଖିତ ।
Answer:
ସଦୃଶଂ ତ୍ରିଶୁ ଲିଙ୍ଗେଷୁ ସର୍ବାସୁ ଚ ବିଭକ୍ତିଷ୍ଣୁ । ବଚନେଷୁ ଚ ସର୍ବେଷୁ ଯନ୍ତ୍ର ବେତି ତଦବ୍ୟୟମ୍ । ତିନି ଲିଙ୍ଗ, ସବୁ ବିଭକ୍ତି ଓ ତିନି ବଚନରେ ଯେଉଁ ପଦର ଆକାରରେ କିଛି ପରିବର୍ତ୍ତନ ହୁଏ ନାହିଁ ତାହାକୁ ଅବ୍ୟୟ ପଦ କହନ୍ତି ।

BSE Odisha 9th Class Sanskrit Grammar Solutions Chapter 3 ପଦ ପ୍ରକରଣ

୭। ଅଧୋଲିଷ୍ଠାନି ପଦାନି ବ୍ୟବହୃତ୍ୟ ବାକ୍ୟାନି ରଚୟତ ।
ନ, ପୁରା, ପ୍ରାତଃ, ଚ, ଅପି, ବହିଃ, ପ୍ରାୟଃ, ଇବ, ଏବ ।
Answer:
ନ (ନାହିଁ) – ଅହଂ ନ ଖାଦାମି ।
ପ୍ରାତଃ (ସକାଳ) – ପ୍ରାତଃ ସ୍ମରାମି ମହେଶମ୍ ।
ଅପି (ମଧ୍ଯ) – ଅହମ୍ ଅପି ଗମିଷ୍ୟାମି ।
ପ୍ରାୟଃ (ପ୍ରାୟ) – ପ୍ରାୟଃ ବୃଷ୍ଟି ଭବିଷ୍ୟତି ।
ଏବ (ହିଁ | ନିଶ୍ଚୟ) – ତ୍ୱମେବ ମାତା ।
ପୁରା (ପୂର୍ବେ) – ପୁରା ତତ୍ର ବନମ୍ ଆସୀତ୍ ।
ଚ (ଓ) – ରାତଃ ଶ୍ୟାମଃ ଚ୍ ପଠତଃ ।
ବହିଃ (ବାହାରେ) – ବହିଃ ଗଚ୍ଛତୁ ଭବାନ୍ ।
ଇବ (ପରି) – ରାମଃ ଇବ ରାଜା ନାସ୍ତି ।

Leave a Comment