BSE Odisha 9th Class Sanskrit Grammar Solutions Chapter 6 ଷତ୍ବ ବିଧ୍

Odisha State Board BSE Odisha Class 9 Sanskrit Grammar Book Solutions Chapter 6 ଷତ୍ବ ବିଧ୍ Textbook Exercise Questions and Answers.

BSE Odisha Class 9 Sanskrit Grammar Solutions Chapter 6 ଷତ୍ବ ବିଧ୍

ବିଶେଷ ନିୟମ ଅନୁସାରେ ‘ସ୍’ ର ‘ଷ୍’ ରେ ପରିଣତକୁ ଷତ୍ୱ ବିଧ୍ କୁହାଯାଏ ।
ଅ, ଆ ଭିନ୍ନ ସ୍ୱରବର୍ଣ୍ଣ, କ୍, ଙ ଏବଂ ର୍ ରୁ ପର ପ୍ରତ୍ୟୟରେ ଥିବା ସ’ କାରର କ୍ଷ’ କାର ହୁଏ । ଉକ୍ତ ସ’ କାରର ପୂର୍ବରେ (ନ ସ୍ଥାନରେ ହୋଇଥବା) ଅନୁସ୍ଵାର, ବିସର୍ଗ କିମ୍ବା ଷ୍ ଥିଲେ ମଧ୍ୟ ଷକାର ହୁଏ ।
ଯଥା – ହରି + ସୁ = ହରିଷ୍ଣୁ । ସାଧୁ + ସୁ = ସାଧୁଷୁ + ପିତୃ + ସୁ = ପିତୃଷୁ । ରାମେ + ସୁ = ରାମେଷୁ । ଗୋ + ସୁ = ଗୋଷୁ । ନୌ + ସୁ = ନୌଷୁ । ବାକ୍ + ସୁ = ବାକ୍ଷୁ । ପ୍ରାଙ୍ + ସୁ = ପ୍ରାଙ୍‌ଷୁ । ବାର୍ + ସୁ = ବାହୁଁ । ମୁମୂର୍ + ସୁ = ମୁମୂର୍ଷୁ । ଚିକୀର୍ + ସା = ଚିକୀର୍ଷା । ସପିଂ + ସି = ସପିଂଷି । ହବୀ + ସି = ହବୀଷି । ସର୍ପିଷ୍ + ସୁ = ସର୍ପିସ୍‌ ।

କିନ୍ତୁ – ଲତା + ସୁ = ଲତାସୁ । ଗଚ୍ଛତ୍ + ସୁ = ଗଚ୍ଛସ୍ତୁ । ରାଜନ୍ + ସୁ = ରାଜସୁ । ବିଦ୍ୟା + ସୁ = ବିଦ୍ୟାସୁ । ପଦାନ୍ତ ସ୍ ର ଷ୍ ହୁଏ ନାହିଁ; ଯଥା- ଅଗ୍ନିସ୍ + ତତ୍ର = ଅଗ୍ନିସ୍ତତ୍ର । ପ୍ରତ୍ୟୟସ୍ଥ ଦନ୍ତ୍ଯ ସ କାରର ଷକାର ହୁଏ ନାହିଁ । ଯଥା – ଅଗ୍ନିସାତ୍, ନଦୀସାତ୍ ।
ମାତ୍ର – ବିଷମ, ସୁଷମ, ଆନୁଷଙ୍ଗିକ ହୁଏ ।

BSE Odisha 9th Class Sanskrit Grammar Solutions Chapter 6 ଷତ୍ବ ବିଧ୍

ଅଭ୍ୟାସଃ
ସମୀଚୀନଂ ‘ଷରଂ’ ‘ଣ” ଚ ବିଧାୟ ସଂଶୋଧୟତ ।
ବିଦ୍ୟାର୍ଥିମାଂ ବିଦ୍ୟାଶ୍ରୁ ଅନୁରାଗ ଅସ୍ତ । ବୃକ୍ଷାନାଂ ଅଗ୍ରେସୁ ପତ୍ରାନି ନ ସନ୍ତି । ଗ୍ରୀଷ୍ମର୍ଭେ ସରଷୁ ଜଳମ୍ ଅନଂ ତିଷ୍ଠତି । ସଦାଚରଣେଣ ଛାତ୍ରା ପୁରସ୍କାରଂ ପ୍ରାପ୍‌ଷ୍ୟନ୍ତ । ସୂର୍ପଣଖା ରାବଣସ୍ୟ ଭଗିନୀ ଆସୀତ୍ । ଧାର୍ମିକାନାଂ ସଭା ଅଭବତ୍ । ପରୋପକାରଃ ମନୁଷ୍ୟାନାଂ ଧର୍ମଃ।
Answer:
ବିଦ୍ୟାର୍ଥିନାମ୍, ବିଦ୍ୟାସୁ, ବୃକ୍ଷାଣାମ୍, ଅଗ୍ରେଷୁ, ପତ୍ରାଣି, ସରଃସୁ, ସଦାଚରଣେନ, ପ୍ରାପ୍‌ସ୍ୟନ୍ତ, ଶୂର୍ପଣଖା, ଧାର୍ମିକାଣାମ୍, ମନୁଷ୍ୟତାଂ ।

Leave a Comment