CHSE Odisha Class 11 Sanskrit Solutions Chapter 4 जावालः सत्यकामः

Odisha State Board CHSE Odisha Class 11 Sanskrit Solutions Chapter 4 जावालः सत्यकामः Textbook Exercise Questions and Answers.

CHSE Odisha Class 11 Sanskrit Chapter 4 जावालः सत्यकामः Question Answer

GROUP – A

(क) बन्धनीमध्यात् शुद्धम् उत्तरं चित्वा लिखत-

1. महर्षेः गौतमस्य __________ ।
(आलय:, आश्रमः, गृहम् )
Answer:
आश्रमः

2. गौतमं परितः __________ उपविष्टाः सन्ति ।
(शष्यिाः, च्छात्राः, वटवः)
Answer:
वटवः

3. मन्त्र __________ प्रचलति ।
( पारायणं, लिखनं, श्रबणं)
Answer:
पारायणं

4. भगवन्, मम __________ सत्यकामः ।
(ग्राम:, विद्यालय:, नाम)
Answer:
नाम

5. भगवन ! __________ आगतवान् ।
( अध्यापनार्थम्, ब्रह्मज्ञानार्थम्, मन्त्रपारायणार्थम्)
Answer:

6. भवतः आश्रमे स्थित्वा __________ कर्तुमिच्छामि ।
( सेवां, अध्ययनं, ब्रह्मचर्यं )
Answer:
ब्रह्मचर्यं

7. वत्स ! भवतः __________ किम् ?
(गोत्रं, नाम, कुलं )
Answer:
गोत्रं

8. परन्तु भवतः __________ जानीयात् एव ।
(भ्राता, माता, पिता)
Answer:
पिता

9. भवतः __________ कः ?
( नाम, गोत्र, पिता )
Answer:
पिता

10. तर्हि __________ परिहृता ।
(भावना, समस्या, कामना.)
Answer:
समस्या

CHSE Odisha Class 11 Sanskrit Solutions Chapter 4 जावालः सत्यकामः

11. अनन्तरं भवतः __________ व्यवस्थां करिस्यामि ।
(वेदाभ्यासस्य, अध्ययनस्य, विद्याभ्यासस्य)
Answer:
वेदाभ्यासस्य

12. गौतमः अपि उत्थाय __________ प्रति गच्छति ।
(आश्रमं गृहं, कुटीरं)
Answer:
कुटीरं

13. __________ कूपात् जलम् निष्कासयति ।
(अम्बाला, जबाला, कुबाला)
Answer:
जबाला

14. जबाला __________ जलम् निष्कासयति ।
( तड़ागात्, विलात्, कूपात्)
Answer:
कूपात्

15. __________ भवन्तं न अङ्गीकृतवन्तः वा ।
(सभापतयः, कुलपतयः, वाचस्पतयः)
Answer:
कुलपतयः

16. __________ कठिनः इति चिन्तयित्वा भवान् पलायनं कृतवान् वा ।
(अरण्यनिवासः, विद्याभ्यासः, गुरुकुलवासः)
Answer:
गुरुकुलवासः

17. कुलपतय: माम् एकं __________ पृष्टवन्तः ।
(कथां, प्रश्नं, पद्यं)
Answer:
प्रश्नं

18. अहं तस्य __________ न ज्ञातवान् ।
( प्रश्नं, कथा, उत्तरं )
Answer:
उत्तरं

19. तर्हि मातरं __________ आगच्छतु ।
(दृष्ट्वा, पृष्ट्वा, त्यक्त्वा)
Answer:
पृष्ट्वा

20. नेत्राभ्याम् __________ निर्गच्छन्ति ।
( जलानि, रक्तानि, अश्रूणि)
Answer:
अश्रूणि

21. तर्हि मम __________ कथम् अभवत् ?
(जन्म, नाम, कर्म)
Answer:
जन्म

22. अहं पूर्वं कस्यचित् महर्षेः __________ वासं कृतवती ।
(आश्रमे, कुटीरे तपोवने).
Answer:
आश्रमे

23. तदा अहं तत्र आग्रतानाम् अतिथीनाम् __________ कृतवती ।
(सेवां, पदवन्दनां, अनुचर्यां)
Answer:
अनुचर्यां

CHSE Odisha Class 11 Sanskrit Solutions Chapter 4 जावालः सत्यकामः

24. तस्य __________ भवत: जन्म अभवत् ।
(संसर्गवशात्, अनुकम्पावशात्, वरप्रदानात्)
Answer:
संसर्गवशात्

25. स: __________ कः इति भवती न पृष्टवती वा ।
( महर्षि:, महात्मा, तेजस्वी )
Answer:
महात्मा

26. कुलपतिभ्यः __________ एव कथयतु ।
(कथाम्, मिथ्याम्, सत्यम्)
Answer:
सत्यम्

27. तदेव सत्यं भवन्तं मां च __________ ।
( उपदिशतु, रक्षतु वदतु)
Answer:
रक्षतु

28. गच्छतु, कुलपतीनाम् __________ सम्पाद्य आगच्छतु ।
(दयां, सेवां, अनुग्रहं )
Answer:
अनुग्रहं

29. तर्हि भवन्तं किम् इति __________ वत्स ?
(निवेदयामि, आह्वयामि, पालयामि)
Answer:
आह्वयामि

30. अज्ञातकुलगोत्र : एषः कथं __________ अधिकारी भवितुम् अर्हति ।
(वेदाध्ययनस्य, विद्यालाभस्य, वेदपारायणस्य)
Answer:
वेदाध्ययनस्य

31. एतस्य __________ पश्यामः, चेत् निराकर्तुम् इच्छा न भवति ।
(कामनां, वासनां, शुद्धां)
Answer:
शुद्धां

32. उतिष्ठतुं वत्स ! __________ माम् अनुसरतु ।
( दण्डपाणिः, सामित्पाणिः, बीणापाणिः )
Answer:
सामित्पाणिः

(ख) अतिसंक्षेपेण उत्तरं लिखत –

1. महर्षिः गौतमः कुत्र आसीत् ?
Answer:
ଆଶ୍ରମେ

2. गौतमं परित: के उपविष्टाः सन्ति ?
Answer:
ବଟମଃ

3. आश्रमे किं प्रचलति ?
Answer:
ମନ୍ତ୍ରପାରାୟଣମ୍

4. सत्यकामः किमर्थं गौतमस्य आश्रमम् आगतवान् ?
Answer:
ଅଧ୍ୟୟନାର୍ଥମ୍

5. सत्यकामः आश्रमे स्थित्वा किं कर्त्तुमिच्छति ?
Answer:
ବ୍ରହ୍ମଚର୍ଯ୍ୟମ

6. तर्हि का परिद्हता ?
Answer:
ସମସ୍ୟା

7. भवतः कस्य व्यवस्थां करिष्यामि ?
Answer:
ବିଦ୍ୟାଭ୍ୟାସସ୍ୟ

8. जवाला कूपात् किं निष्कासयति ?
Answer:
ଜଳମ୍

CHSE Odisha Class 11 Sanskrit Solutions Chapter 4 जावालः सत्यकामः

9. काभ्याम् अश्रूणि निर्गच्छन्ति ?
Answer:
ନେତ୍ରାତ୍ଯାମ୍

10. जवाला पूर्वं कस्यचित् महर्षेः आश्रमे किं कुर्वती आसीत् ?
Answer:
ବାସମ୍

11. जवाला केषाम् अनुचर्यां कुर्वती आसीत् ?
Answer:
ଅତିଥୀନାମ୍

12. आश्रमम् आगतस्य कस्यचित् महात्मनः संसर्गवशात् कस्य जन्म अभवत् ?
Answer:
ସତ୍ୟକ।ମସ୍ୟ

13. कस्या: पुत्र: जावाल: ?
Answer:
ଜବ।ଳାୟଃ

14. किं भवन्तं मां च रक्षतु ?
Answer:
ସତ୍ୟମ୍

15. मया क: न पाठित: ?
Answer:
ଅଜ୍ଞାତକୁଳଗୋତ୍ରଃ

16. कै: अपि न पाठितं स्यात् ?
Answer:
ପୂର୍ବଜଃ

17. कुत्र सत्यकामस्य महती श्रद्धा अस्ति ?
Answer:
ଅଧ୍ୟୟନେ

18. अहं कया अभ्यासं करोमि ?
Answer:
ନିଷ୍ଠୟା

19. विद्याया: अध्ययनार्थम् अधिकार: कया भवति ?
Answer:
ଶ୍ରଦ୍ଧୟା

20. स्वसत्यनिष्ठया सत्यकाम: कस्य अधिकारी सज्जात: ?
Answer:
ବ୍ରହ୍ମଚର୍ଯ୍ୟସ୍ୟ

GROUP – B

(ग) संक्षेपेण (षड्भि: वाक्यै:/ पञ्चविंशत्यापदै:) उत्तरं लिखत –

1. जावाल: गुरुकुलं गत्वा गौतमं किम् अवदत् ?
Answer:
ଜାବାଳୀ ଗୁରୁକୁଳଂ ଗତ୍ବା ଗୌତମମ୍ ଅଭିବାଦନଂ କୃତବାନ୍ । ତଦନନ୍ତରଂ କଣ୍ଠତବାନ୍-ଭଗବନ୍ ! ମମ ନାମ ସତ୍ୟକାମଃ । ଅହମ୍ ଅଧ୍ୟୟନାର୍ଥମ୍ ଆଗତବାନ୍ । ଭବତଃ ଆଶ୍ରମେ ସ୍ଥିତ୍ୱ ବ୍ରହ୍ମଚର୍ଯ୍ୟ କର୍ତୁମିଚ୍ଛାମି ।

2. अध्ययनार्थम् आगतं सत्यकामं गौतमः किम् अपृच्छत् ?
Answer:
ଅଧ୍ୟୟନୀର୍ଥମ୍ ଆଗତଂ ସତ୍ୟକାମଂ ଗୌତମଃ ଅଚ୍ଛତ୍ – ବତ୍ସ ! ଭବତଃ ଗୋତ୍ର କିମ୍ ? ଗୌତମତ୍ସ୍ୟ ଗୁରୁକୁଳେ ଏତାଦୃଶୀ ବ୍ୟବସ୍ଥା ଆସୀତ୍ । ଗୋତ୍ରଜ୍ଞାନାଦନନ୍ତରମେବ ବିଦ୍ୟାଭ୍ୟାସସ୍ୟ ବ୍ୟବସ୍ଥା ଭବିଷ୍ଯତି ଅତଃ ଗୌତମଃ ସତ୍ୟକାମଂ ତସ୍ୟ ଗୋଚିଂ କିମ୍ ଇତି ଅପୂଚ୍ଛତ୍ ?

3. गौतम: जावालस्य गोत्रं ज्ञातुं किमवदत् ?
Answer:
ଗୌତମଃ ଜାବାଳଂ ଗୋତ୍ର କିମ୍ ଇତି ଅପୂଚ୍ଛତ୍ ? ଯଦା ଜାବାଳୀ ଅହଂ ନ ଜାନାମି ଇତି ଭକ୍ତବାନ୍ ତଦା ଗୁରୁ କଥ୍ତବାନ୍ ଯତ୍ ପିତରଂ ପୃଚ୍ଛତୁ । ଅତଃ ଭବତଃ ପିତା କଃ ? ଇତି ପୃଷେ ସତି ପିତରପି ନ ଜାନାମି ନ୍ ଦୃଷ୍ଟମ୍ ଇତି ଚ ସ କଥୁତବାନ୍ । ଗୌତମଃ କଥ୍ତବାନ୍ – ଭବାନ୍ ମାତରଂ ପୃଷ୍ଟା ସ୍ଵଗୋତ୍ର କିଂ, ପିତା କଃ ଇତି ଜ୍ଞାତ୍ମା ଆଗଛତୁ । ଅନନ୍ତରଂ ଭବତଃ ବିଦ୍ୟାଭ୍ୟାସସ୍ୟ ବ୍ୟବସ୍ଥା କରିଷ୍ୟାମି ।

4. गुरो: प्रश्नं श्रुत्वा जावाल: किम् अकरोत् ?
Answer:
ଗୁରୋଃ ଗୌତମସ୍ୟ ପ୍ରଶ୍ନ ଶୁତ୍ବା ଜାବାଳୀ କଣ୍ଠତବାନ୍ – ମମ ଗୋତ୍ର ବା ? ଭଗବାନ୍ ଅହଂ ନ ଜାନାମି । ପୁନଶ୍ଚ ପିତରଂ ପୃଚ୍ଛତୁ ଇତି ଉଲ୍ଲେ – ଜାବାଳୀ ଉକ୍ତବାନ୍ – ପିତରମ୍ ଅପି ନ ଜାନାମି । ତମ୍ ଅହଂ କଦାପି ନ ଦୃଷ୍ଟବାନ୍ ।

5. जवाला पुत्रस्य जन्मविषये किं कथितवती ?
Answer:
ଜବାଳା କଥୟତି ଯତ୍ – ଅହଂ ପୂର୍ବ କସ୍ୟଚିତ୍ର ମହର୍ଷେ ଆଶ୍ରମେ ବାସଂ କୃତବତୀ । ତଦା ଅହଂ ତତ୍ର ଆଗତାନାମ୍ ଅତିଥୀନାମ୍ ଅନୁଚର୍ଯ୍ୟା କୁର୍ବତୀ ଆସ୍‌ମ୍ । କଦାଚିତ୍ କଳ୍ପନ ତେଜସ୍ବୀ ମହର୍ଷି ତତ୍ର ଆଗତଃ । ତସ୍ୟ ସଂସର୍ଗବଶାତ୍ ଭବତଃ ଜନ୍ମ ଅଭବତ୍ ।

6. गुरवे निवेदनाय माता पुत्रम् किम् अवदत् ?
Answer:
ଗୁରବେ ନିବେଦନାୟ ମାତା ପୁତ୍ରମ୍ ଅବଦତ୍ ଯତ୍ – ତଦ୍ ଅହଂ ନ ଜାନାମି । ଅହମ୍ ଏତାବଦେବ ଜାନାମି, ଅହଂ ଜବାଳା, ଭବାନ୍ ମମ ପୁନଃ । ଜବାଳାୟଃ ପୁନଃ ଜାବାନଃ । ଅତଃ ଭବାନ୍ ଜାବାଳୀ । ସତ୍ୟକାମଃ ଜାବାଜଃ ।

7. सत्यकामः स्वजन्मविषये गुरुं किम् अकथयत् ?
Answer:
ସତ୍ୟକାମଃ ସ୍ଵଜନ୍ମବିଷୟେ ଗୁରୁମ୍ ଅକଥୟତ୍ ଯତ୍-ଭଗବନ୍ ! ମମ ମାତା ଭକ୍ତବତୀ – ସା ପୂର୍ବ କସ୍ୟଚିତ୍ ମହର୍ଷେ ଆଶ୍ରମେ ପରିଚର୍ଯ୍ୟା କୁର୍ବତୀ ଆସୀତ୍ । ତଦା ତତ୍ର ଆଗତସ୍ୟ କସ୍ୟଚିତ୍ ମହାତ୍ମନଃ ସଂସର୍ଗବଶାତ୍ ମମ ଜନ୍ମ ଅଭିବତ୍ ଇତି । ଡଃ ମହାତ୍ମା କଃ ଇତି ମମ ମାତା ଅପି ନ ଜାନାତି ।

CHSE Odisha Class 11 Sanskrit Solutions Chapter 4 जावालः सत्यकामः

8. सत्यकामस्य जन्मवृत्तान्तं श्रुत्वा गुरुः किम् अचिन्तयत् ?
Answer:
ସତ୍ୟକାମସ୍ୟ ଜନ୍ମବୃତାନ୍ତ୍ର ଶୁଦ୍ୱା ଗୁରୁଃ ଅଚିନ୍ତୟତ୍‌ ଯତ୍ – ଏବଂ ଚେତ୍ ଅଜ୍ଞାତକୁଳଗୋତ୍ରୀ ଏଷ କରଂ ବେଦାଧ୍ୟୟନସ୍ୟ ଅଧିକାରୀ ଭବିତୁମ୍ ଅର୍ହତି ? ଅଦ୍ୟପର୍ଯ୍ୟନ୍ତ କୋଽପି ଈଦୃଶଃ ଅଜ୍ଞାତକୁଳଗୋତିଃ ମୟା ନ ପାଠ୍ୟତଃ । ଅସ୍ମାକଂ ପୂର୍ବ ଅପି ନ ପାଠିତଂ ସ୍ୟାତ୍ । ଅତଃ କିଂ କମି ଇଦାନୀମ୍ ?

9. सत्यकामस्य नाम अन्वर्थम् इति गुरुणा कथम् उक्तम् ?
Answer:
ସତ୍ୟକାମ୍ ! ଯଦ୍ୟପି ଭବାନ୍ ସ୍ଵଗୋତ୍ର ନ ଜାନାତି, ପିତରମ୍ ଅପି ନ ଜାନାତି, ତଥାପି ତମ୍ ଅଂଶଂ ଗ୍ରହିତାଂ ଛନ୍ଦମ୍ ଅକୃତ୍ମା ଭବାନ୍ ସତ୍ୟମେବ ଉକ୍ତବାନ୍ କିଳ । ଭବାନ୍‌ ବସ୍ତୁତଃ ସତ୍ୟକାମଃ । ସତ୍ୟକାମ ଇତି ଭବତଃ ଅନ୍ବର୍ଥୀ ନାମ ଇତି ଗୁରୁଣା ଭକ୍ତମ୍ ।

10. अध्ययनार्थम् अधिकारः श्रद्धया भवति इति केन कथम् उक्तम् ?
Answer:
ଗୁରୁଃ ସତ୍ୟକାମସ୍ୟ ଶ୍ରଦ୍ଧା ଦୃଷ୍ଟା ନିରାକର୍ଭୁମ୍ ନ ଇଚ୍ଛତି । କନ୍ୟାଶ୍ଚିତ୍ ଅପି ବିଦ୍ୟାୟା ଅଧ୍ୟୟନାର୍ଥମ୍ ଅଧିକାରଃ ଶ୍ରଦ୍ଧୟା ଭବତି, ନ ତୁ ଜନ୍ମନା ଇତି ଗୁରୁଣା ଅଭିହିତମ୍ । ପୁନଶ୍ଚ ବ୍ରହ୍ମବିଦ୍ୟାୟଃ ଅପି ତଥୈବ ଖଳୁ ? ଯତ୍‌କିମପି ଭବତୁ । ଏବଂ ମମ ଶିଷ୍ୟଡ୍ରେନ ଅଙ୍ଗୀକରୋମି ।

11. जावालस्य सत्यवचनं श्रुत्वा गुरुः किं निर्णितवान् ?
Answer:
ଜାବାଳସ୍ୟ ସତ୍ୟବଚନଂ ଶ୍ରୁତ୍ଵା ଗୁରୁଃ ତମେବ ଶିଷ୍ୟଡ୍ରେନ ଅଙ୍ଗୀକୃତମ୍ । ସ୍ବତ୍ର ପିତରଂ ଚ ଅଜାନନ୍ ଅପି ଭବାନ୍ ସ୍ଵସତ୍ୟନିଷ୍ଠଯା ବ୍ରହ୍ମଚର୍ଯ୍ୟସ୍ୟ ଅଧିକାରୀ ସଂଜାତଃ । ବୟଂ ଭବତେ ବ୍ରହ୍ମଚର୍ଯ୍ୟଦୀକ୍ଷା ଦାସ୍ୟାମଃ । ଉପନୟନଂ କାରୟିଷ୍ୟାମଃ । ଅତଃ ଉଦ୍ଦିଷ୍ଠତୁ ବତ୍ସ ! ସମିପାଣିଃ ମାମ୍ ଅନୁସରତୁ ।

GROUP – C

(घ) प्रायशः चत्वारिंशता पदै: अथवा अष्टाभि: वाक्यै: उत्तरं लिखत –

1. अध्ययनार्थम् आगतं सत्यकामं गौतमः किम् अपृच्छत् ?
अथवा, प्रथमदृश्यस्य कथावस्तु संक्षेपेण विवृणुत ।
Answer:
ମହର୍ଷି ଗୌତମସ୍ୟ ଆଶ୍ରମେ ମନ୍ତ୍ରପାରାୟଣଂ ପ୍ରଚଳତି । ତସ୍ୟ ଶିଷ୍ୟଃ ଉପବିଷ୍ଟା ସତ୍ତି । ଅଗ୍ନିନେବ ମୁହୂର୍ତ୍ତେ ସତ୍ୟକାମଃ ଗଡା଼ ଗୁରୁଗୌତମମ୍ ଅଭିବାଦନଂ କରୋତି । ତସ୍ୟାଶ୍ରମେ ସ୍ଥିତ୍ଵା ବ୍ରହ୍ମଚର୍ଯ୍ୟ କର୍ଭୁମିୟେଷ । ଗୁରୁ ଗୌତମଃ ସତ୍ୟକାମଂ ଗୋତ୍ର ପିତୁଃ ନାମ ଚ ପୃଚ୍ଛତି । ପରନ୍ତୁ ସତ୍ୟକାମଃ ଅସ୍ୟ ପ୍ରଶ୍ନସ୍ୟ ଉତ୍ତରାଂ ନ ଦରବାନ୍ ଯତୋହି ଡଃ ସ୍ଵଗୋତ୍ର ପିତରଂ ଚ ନ ଜ୍ଞାତବାନ୍ । ଏତତ୍ ଶୁତ୍ବା ଭଗବନ୍‌ ଗୌତମଃ ସତ୍ୟକାମଂ ପୃଚ୍ଛତି ଯତ୍ ତବ ମାତା ଅସ୍ଥି ବା ? ସତ୍ୟକାମଃ କଥୟତି ଯତ୍ ମମ ମାତା ଅସ୍ତି । ଅନନ୍ତରଂ ଗୁରୁ ଗୌତମଃ କଥୟତି, ହେ ସୌମ୍ୟ ! ଅଧୁନା ସମସ୍ୟା ପରିହୃତା । ବଂ ମାତରଂ ପୃଷ୍ଟା ସ୍ଵଗୋତ୍ର କିମ୍ ? ପିତା କଃ ? ଇତି ଜ୍ଞାତ୍ମା ଆଗଚ୍ଛତୁ, ଅହଂ ତବ ବିଦ୍ୟାଭ୍ୟାସସ୍ୟ ବ୍ୟବସ୍ଥା କରିଷ୍ୟାମି । ଏତତ୍ ଶୁତ୍ବା ସତ୍ୟକାମଃ ନିର୍ଗଚ୍ଛତି ।

2. द्वितीयदृश्यस्य कथावस्तु संक्षेपेण विवृणुत ।
अथवा, सत्यकामजवालयोः मध्ये कथोपकथनं वर्णयत ।
Answer:
ସତ୍ୟକାମସ୍ୟ ମାତା ଜବାଳା କୃପାତ୍ ଜଳ ନିଷ୍କାସୟତି । ମାତା ପୁତ୍ର ସତ୍ୟକାମଂ ଦୃଷ୍ଟ୍ରା କଥୟତି ଯତ୍ – ଅୟେ ସତ୍ୟକାମ ! କଥମ୍ ଏତାବତ୍ ଶୀଘ୍ର ପ୍ରତ୍ୟାଗତମ୍ ? କୁଳପତୟଃ କିଂ ନ ସ୍ବୀକୃତବାନ୍ ? ଗୁରୁକୁଳାବାସୀ କିଂ କଠିନମ୍ ? ପରନ୍ତୁ ସତ୍ୟକାମଃ କଥୟତି ନହି କୁଳପତିଃ ମାମ୍ ଏବଂ ପ୍ରଶ୍ନ ପୃଷ୍ଟବାନ୍ । ଭବତଃ ଗୌରଂ କିମ୍ ? ଭବତଃ ପିତା କଃ ? ଇତି । ଅହଂ ନ ଜ୍ଞାତବାନ୍ ଅତଃ ନ କଥ୍ବାନ୍ । ଡଃ ଏବଂ ପ୍ରଶଂ ମାତରଂ ପୃଷ୍ଟା ଆଗଚ୍ଛତୁ ଇତି କଥ୍ତବାନ୍ । ପୁତ୍ରମୁଖାତ୍ ଏତତ୍ ଶୁଦ୍ଧା ମାତା ଜବାଳାୟା ନେତ୍ରାଭ୍ୟାମ୍ ଅଶୁଣି ନିର୍ଗଛନ୍ତି । ଚିତାଂ ମାତାଂ ସତ୍ୟକାମଃ ପୁନଃ ପୃଚ୍ଛତି । ଭୃଶଂ ପୃକ୍ଷେ ମାତା ଉତ୍ତରତି ଯତ୍ଵ ଅହମ୍ ଅପି ନ ଜାନାମି ତବ ଗୋତ୍ର ପିତାଂ ଚ । ପରନ୍ତୁ ଯଦା ଅହଂ କସ୍ୟଚିତ୍ର ମହର୍ଷୀ ଆଶ୍ରମେ ସ୍ଥିତ୍ଵା ତତ୍ରଡ୍ୟାମ୍ ଅତିଥୀନାଂ ପରିଚର୍ଯ୍ୟା କୃତବତୀ ତଦା କଣ୍ଠନ ତେଜସ୍ୱୀ ମହର୍ଷୀ ସଂସର୍ଗବଶାତ୍ ତବ ଜନ୍ମ ଅଭବତ୍ । ସ ମହାତ୍ମା କଃ ଇତି ଅହମ୍ ଅପି ନ ଜାନାମି । ଅହଂ କେବଳମ୍ ଏତାବଦେ ଜାନାମି ଯତ୍ ଅହଂ ଜବାଳା, ନଂ ମମ ପୁନଃ । ଜବାଳାୟଃ ପୁନଃ ଜାବାଳ, ସତ୍ୟକାମଃ ଜ୍ବାବାଜଃ । ମାତା ପୁତ୍ର ସତ୍ୟ ବଦିତ୍ରୁ ପ୍ରେରୟତି । ସତ୍ୟ ହି ସର୍ବାନ୍ ରକ୍ଷିଷ୍ୟତି । ମାତୁଃ ଆଶୀର୍ବାଦଂ ଲବ୍ଧ ସତ୍ୟକାମଃ ଗୁରୁ ଗୌତମସ୍ୟ ଆଶ୍ରମଂ ନିର୍ଗଚ୍ଛତି ।

3. तृतीयदृश्यस्य कथावस्तु संक्षेपेण विवृणुत ।
अथवा, गौतमः कथं सत्यकामं शिष्यरूपेण अङ्गीकृतवान् ?
Answer:
ଆଶ୍ରମେ ମହର୍ଷିଗୌତମଃ ଗ୍ରନ୍ଥପରିଶୀଳନଂ କରୋତି । ଇତ୍ଯସ୍ମିନ୍‌କାଳେ ସତ୍ୟକାମଃ ପ୍ରବିଶ୍ୟ ଗୁରୁଗୌତମଂ ମାତୁଃ ବଚନଂ କଥୟତି । ସ୍ଵପରିଚୟଂ ପ୍ରଦକ୍ତା ସତ୍ୟକାମଃ କଥୟତି ଯତ୍ ସତ୍ୟକାମଃ ଜାବାଳୀ ଇତି ଏତତ୍ ଶୁତ୍ବା ଗୁରୁଗୌତମଃ ଚିନ୍ତିତମନା ଅଭବତ୍ । ଅଜ୍ଞାତକୁଳଗୋତ୍ର ସତ୍ୟକାମଂ ବେଦାଧ୍ୟୟନଂ କାରୟିତୁମ୍ ଅନିଚ୍ଛନ୍ ଅପି ସତ୍ୟକାମସ୍ୟ ସତ୍ୟନିଷ୍ଠୟା, ଶ୍ରଦ୍ଧୟା, ଉଦ୍ୟା ଚ ସନ୍ତୁଷ୍ଟ ସନ୍‌ ତସ୍ୟ ଅଧ୍ୟୟନାର୍ଥୀ ତଂ ଶିଷ୍ୟଡ୍ରେନ ଅଙ୍ଗୀକୃତମ୍ । ବସ୍ତୁତଃ ବିଦ୍ୟାୟା ଅଧ୍ୟୟନାର୍ଥମ୍ ଅଧିକାରଃ ଶ୍ରଦ୍ଧୟା ଭବତି, ନ ତୁ ଜନ୍ମନା – ଇତ୍ୟେବ ଗୁରୁଗୌତମଃ ସୁଷ୍ଟୁରୂପେଣ ଜାନାତି । ଅତଃ ସତ୍ୟକାମସ୍ୟ ଗୋତ୍ର ପିତରଂ ଚ ଅଜାନତ୍ ଅପି ତଥୈବ ବ୍ରହ୍ମଚର୍ଯ୍ୟଦୀକ୍ଷା ପ୍ରଦତ୍ତବାନ୍ । ଉପନୟନସଂସ୍କାରମପି କାରିତବାନ୍ । ଅନନ୍ତରଂ ଗୁରୁଗୌତମଃ ସମିତ୍‌ପାତିଃ ସତ୍ୟକାମଂ ଶିଷ୍ୟଡ୍ରେନ ସ୍ୱୀକୃତମ୍ । ସତ୍ୟକାମୋପି ସ୍ଵସ୍ୟ ସତ୍ୟନିଷ୍ଠୟା ଗୁରୁଗୌତମସ୍ୟ ଶିଷ୍ୟ ଅଭବତ୍ ।

4. गुरुगौतमस्य चरत्रिं चित्रयत ।
Answer:
ମହର୍ଷି ଗୌତମଃ ଆଶ୍ରମେ ନିବାସଂ କୃତବାନ୍ । ତସ୍ୟ ବହନଃ ଶିଷ୍ୟା ମନ୍ତ୍ରପାରାୟଣଂ, ଗ୍ରନ୍ଥପରିଶୀଳନଂ ବ୍ରହ୍ମଚର୍ଯ୍ୟ ଶିକ୍ଷା ଚ ପ୍ରଦତ୍ତବାନ୍ । ଡଃ ଶିଷ୍ୟାନାଂ ନାମ, ଗୋତ୍ର, କୁଳଂ ଚ ଜ୍ଞାତ୍ମା ତେଭ୍ୟ ବ୍ରହ୍ମଚର୍ଯ୍ୟଶିକ୍ଷାମ୍ ଅଦଦାତ୍ । ତଥ୍ୟ ମନସି କ୍ରୋଧଃ ନାସୀତ୍ । ସ ସତ୍ୟକାମସ୍ୟ ସତ୍ୟନିଷ୍ଠା, ଶ୍ରଦ୍ଧା, ବିଦ୍ୟାଗ୍ରହଂ ଚ ଦୃଷ୍ଟା ସନ୍ତୋଷମନା ଅଭିବତ୍ । ଅତଃ ସ୍ଵାଗତୋତିଃ ଯଥା – ‘ଏତସ୍ୟ ଶ୍ରଦ୍ଧା ପଶ୍ୟାମଃ ଚେତ୍ ନିରାକର୍ଭୁମ୍ ଇଚ୍ଛା ନ ଭବତି ଅଥବା କସ୍ୟାଶ୍ଚିତ୍ ଅପି ବିଦ୍ୟାୟା ଅଧ୍ୟୟନାର୍ଥମ୍ ଅଧିକାରଃ ଶ୍ରଦ୍ଧୟା ଭବତି, ନ ତୁ ଜନ୍ମନା, ବ୍ରହ୍ମବିଦ୍ୟାୟ ଅପି ତଥୈବ ଖଳୁ?” ଗୁରୁଗୌତମଃ ଅତୀବ ସତ୍ୟବାଦୀ ଆସୀତ୍ । ସ ସତ୍ୟକାମସ୍ୟ ସତ୍ୟନିଷ୍ଠା ପ୍ରଶଂସତି । ତସ୍ୟ ହୃଦୟବତ୍ତା ଗୌରବଂ ଚ ପରିଲକ୍ଷିତଂ ଭବତି ଯଦା ସ କଥୟତି – ‘‘ବୟଂ ଭବତେ ବ୍ରହ୍ମଚର୍ଯ୍ୟଦୀକ୍ଷା ଦାସ୍ୟାମ ଉପନୟନଂ କରିଷ୍ୟାମଃ ଚ ।’’ ଅତଃ ଗୁରୋ ଗୌତମସ୍ୟ ଆଦର୍ଶ ଗୌରବଂ ଚ ଅତୀବ ସ୍ପୃହଣୀୟଂ ଗ୍ରହଣୀୟଂ ଚ ଭବତି ।

5. सत्यकामस्य चरित्रं चित्रयत ।
अथवा, सत्यकामस्य सत्यनिष्ठां गुरुभक्तिं च वर्णयत ।
Answer:
ସତ୍ୟକାମଃ ଜବାଳାୟଃ ପୁନଃ ଆସୀତ୍ । ଡଃ ଗୌତମସ୍ୟ ଶିଷ୍ୟଡ୍ରେନ ଅଧ୍ୟୟନାର୍ଥେ ତସ୍ୟାଶ୍ରମେ ସ୍ଥିତ୍ଵା ବ୍ରହ୍ମଚର୍ଯ୍ୟ କର୍ଭୁମିଚ୍ଛତି । ସତ୍ୟକାମଃ ସ୍ଵସ୍ୟ ଗୋ ପିତରଂ ଚ ନ ଜାନାତି । ଡଃ ସର୍ବଦା ସତ୍ୟମେବ କଥୟତି । ଗୁରୁଗୌତମସ୍ୟ ଆଦେଶଂ ପାଳୟତି । ମହର୍ଷିଗୌତମଂ ପ୍ରତି ତସ୍ୟ ମହତୀ ଶ୍ରଦ୍ଧା ଭକ୍ତି ଚ ଭବତି । ଅତଃ କଥୟତି ମାତରଂ ପ୍ରତି ଯତ୍ – ‘ତେ ତୁ ଅଙ୍ଗୀକରିଷ୍ୟନ୍ତ ଏବ ।’ ମାତୁଃ ମୁଖାତ୍ ସ୍ୱସ୍ୟ ଜନ୍ମବୃତ୍ତାନ୍ତ କସ୍ୟଚିତ୍ ତେଜସ୍ବୀ ମହର୍ଷୀ ସଂସର୍ଗୀତ୍ ବତ ଇତି ଶ୍ରୁତ୍ଵାପି ମାତରଂ ପ୍ରତି କ୍ରୋଧଭାବଂ ଘୃଣାଭାବଂ ଚ ନାୟାତି । ସତ୍ୟକାମଃ ମାତରି ଅତୀବ ସୁହ୍ୟତି ।

ମାତା ସଦେବ ପୁତ୍ର ସତ୍ୟ କଥୟିତାଂ ପ୍ରେରୟତି । ସତ୍ୟକାମଃ କଥୟତି – ‘ସତ୍ୟ ଭଗବନ୍, ଅହଂ ନ ଜାନାମି ।’ ଗୁରୁଗୌତମଃ ଯଦା ଚିନ୍ତତଃ ଭବତି ତଦା ସତ୍ୟକାମ ସ୍ବାଭିଳାଷମ୍ ଅନେନ ପ୍ରକାରେଣ ପ୍ରକଟୟତି ଯତ୍ନ – ‘ଭର୍ଗବନ୍, ଅଧ୍ୟୟନେ ମମ ମହତୀ ଶ୍ରଦ୍ଧା ଅସ୍ତି । ମମ ଅବକାଶଂ କଳ୍ପୟନ୍ତୁ । ଅହଂ ନିଷ୍ପୟା ଅଭ୍ୟାସଂ କରୋମି ।’’ ସତ୍ୟକାମସ୍ୟ ଶ୍ରଦ୍ଧା, ନିଷ୍ଠା ସତ୍ୟବାଦୀତାଂ ଚ ଦୃଷ୍ଟା ମହର୍ଷିଗୌତମଃ ତଂ ଶିଷ୍ୟରୂପେଣ ଅଙ୍ଗୀକୃତମ୍ । ଗୁରୁଗୌତମଃ ତସ୍ମ ବ୍ରହ୍ମଚର୍ଯ୍ୟଦୀକ୍ଷା ପ୍ରଦତ୍ତବାନ୍ ଉପନୟନସଂସ୍କାରଂ ଚ କୃତବାନ୍ । ଅତଃ ସତ୍ୟକାମସ୍ୟ ଚାରିତ୍ରିକଂ ମହତ୍ତ୍ଵମ୍ ଅତୀବ ବର୍ଣ୍ଣନୀୟଂ ସ୍ପୃହଣୀୟଂ ଗ୍ରହଣୀୟଂ ଚ ଭବତି ।

6. जवालायाः चरित्रं चित्रयत ।
Answer:
ଜବାଳା ସତ୍ୟକାମସ୍ୟ ମାତା ଆସୀତ୍ । ସା ଗୃହକାର୍ଯ୍ୟ ନିପୁଣା ଆସୀତ୍ । କୃପାତ୍ ଜଳ ନିଷ୍କାସୟତି । ସା ଅତୀବ ସ୍ନେହଶୀଳା ଆସୀତ୍ । ଜବାଳା ସତ୍ୟକାମେ ଅତୀବ ସ୍ନିହ୍ୟତି । ପୁତ୍ରସ୍ୟ ପ୍ରଶଂ ଶୁତ୍ଵା ତସ୍ୟା ନେତ୍ରାଭ୍ୟାମ୍ ଅଶୁଣି ନିର୍ଗଛନ୍ତି । ସା ସ୍ଵକୀୟଂ ଦୁଃଖ୍ୟ ପୁତ୍ରମପି ନ ପ୍ରଦର୍ଶୟତି । ଅଶୁଣି ମାର୍ଜୟିତ୍ଵା ପୁତ୍ରମ୍ ଉତ୍ତରୟତି । ଜବାଳା ସତ୍ୟବତୀ ଆସୀତ୍ । ସା ସେବିକା ଅତିଥ୍ୟପରାୟଣା ଚ ଆସୀତ୍ । ସା ପୂର୍ବ କସ୍ୟଚିତ୍ର ମହର୍ଷେ ଆଶ୍ରମେ ବାସଂ କୃତବତୀ । ସା ତତ୍ର ଆଗତାନାମ୍ ଅତିଥୀନାମ୍ ଅନୁଚର୍ଯ୍ୟା କୃତବତୀ । କଣ୍ଟନ ତେଜସ୍ଵୀ ମହର୍ଷୀ ସଂସର୍ଗବଶାତ୍ ସତ୍ୟକାମସ୍ୟ ଜନ୍ମ ତତ୍ରୈବ ଅଭବତ୍ । ଏତତ୍ ଜନ୍ମବୃତ୍ତାନ୍ତ ମାତା ସତ୍ୟକାମଂ ବର୍ଣ୍ଣୟତି । ଡଃ ମହର୍ଷି କଃ ଇତି ଜବାଳାପି ନ ଜାନାତି । ତସ୍ୟ ନାମଜ୍ଞାନେ ଧୃଷ୍ଟତା ସା ନ କରୋତି । ସତ୍ୟକାମସ୍ୟ ପରିଚୟଂ ପ୍ରଦାନାର୍ଥୀ ଜବାଳା କଥୟତି ଯତ୍ – ‘ଅହଂ ନ ଜାନାମି । ଅହମ୍ ଏତାବଦେବ ଜାନାମି । ଅହଂ ଜବାଳା, ଭବାନ୍ ମମ ପୁନଃ । ଜବାଳାୟଃ ପୁନଃ ଜାବାଜଃ । ଅତଃ ଭବାନ୍‌ ଜାବାଳୀ । ସତ୍ୟକାମଃ ଜାବାଳୀ ।’’ ଅନେନ ପ୍ରକାରେଣ ଜବାଳାୟା ଚରିତ୍ର ଚିତ୍ରିତମ୍ ।

(ङ) उत्कलभाषया अनुवादं कुरुत –

1. गौतमं परित: वटवः उपविष्टाः सन्ति ।
Answer:
ଶିଷ୍ୟମାନେ ଗୌତମଙ୍କ ଚାରିପାଖରେ ବସିଛନ୍ତି ।

2. अस्मिन् समये सत्यकाम: आगत्य प्रणमति ।
Answer:
ଏହି ସମୟରେ ସତ୍ୟକାମ ଆସି ପ୍ରଣାମ କଲା ।

3. भगवन्, मम नाम सत्यकामः ।
Answer:
ଭଗବନ୍, ମୋର ନାମ ସତ୍ୟକାମ ।

4. भवत: आश्रमे स्थित्वा ब्रह्मचर्यं कर्तुमिच्छमि ।
Answer:
ଆପଣଙ୍କ ଆଶ୍ରମରେ ରହି ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଇଚ୍ଛାକରୁଛି ।

5. अस्माकम् आश्रमे स्थित्वा ब्रह्मचर्यं कर्त्तुम् इच्छति भवान् ?
Answer:
ଆମ ଆଶ୍ରମରେ ରହି ବ୍ରହ୍ମଚର୍ଯ୍ୟ ପାଳନ କରିବା ତୁମର ଇଚ୍ଛା ?

6. भवान् स्वकीयं गोत्रं न जानाति ?
Answer:
ତୁମେ ନିଜର ଗୋତ୍ର ବାଣିନାହିଁ ?

7. परन्तु भवत: पिता जानीयात् एव ।
Answer:
କିନ୍ତୁ ତୁମ ପିତା ଜାଣିଥୁବେ ଅବଶ୍ୟ ।

8. तम् अहं कदापि न दृष्टवान् ।
Answer:
ତାଙ୍କୁ ମୁଁ କେବେହେଲେ ଦେଖୁନାହିଁ ।

9. अस्तु सौम्य, भवतः माता अस्ति वा ?
Answer:
ହେଉ ହେ ପ୍ରିୟଦର୍ଶନ, ତୁମର ମାଆ ଅଛନ୍ତି ତ ?

CHSE Odisha Class 11 Sanskrit Solutions Chapter 4 जावालः सत्यकामः

10. सा एतं विषयं जानीयात् एव ।
Answer:
ସେ ନିଶ୍ଚୟ ଏସବୁ ଜାଣିଥ‌ିବେ ।

11. अनन्तरं भवत: विद्याभ्यासस्यं व्यवस्थां करिष्यामि ।
Answer:
ତା’ପରେ ତୁମ ବିଦ୍ୟା ଅଧ୍ୟୟନ ବ୍ୟବସ୍ଥା ମୁଁ କରିବି ।

12. गौतमः अपि उत्थाय कुटीरं प्रतिगच्छति ।
Answer:
ଗୌତମ ମଧ୍ଯ ଉଠି କୁଡ଼ିଆକୁ ଯାଇଛନ୍ତି ।

13. जवाला कूपात् जलम् निष्कासयति ।
Answer:
ଜବାଳା କୂଅରୁ ପାଣି କାଢୁଛନ୍ତି ।

14. कुलपतयः भवन्तं न अङ्गीकृतवन्तः वा ?
Answer:
କୁଳପତି ତୁମକୁ କ’ଣ ଗ୍ରହଣ କଲେନି ?

15. गुरुकुलवासः कठिन: इति चिन्तयित्वा भवान् पलायनं कृतवान् वा ?
Answer:
ଗୁରୁଗୃହରେ ରହିବା କଷ୍ଟସାଧ୍ୟ ବୋଲି ମନେକରି ତୁମେ ଚାଲିଆସିଲ କି ?

16. कुलपतय: माम् एकं प्रश्नं पृष्टवन्तः ।
Answer:
କୁଳପତି ମୋତେ ଗୋଟିଏ ପ୍ରଶ୍ନ ପଚାରିଲେ ।

17. ‘तर्हि मातरं पृष्टवा आगच्छतु’- इति ते उक्तवन्त: ।
Answer:
‘ତେବେ ମା’ଙ୍କ ପଚାରି ଆସ’ ବୋଲି ସେ କହିଲେ ।

18. किमर्थं तावती चिन्ता अम्ब ?
Answer:
ଏତେ ଚିନ୍ତା କାହିଁକି ମାଆ ?

19. भवान् कुलपतीनां प्रश्नस्य उत्तरं किमर्थं न उक्तवान् ?
Answer:
ତୁମେ କୁଳପତିଙ୍କ ପ୍ରଶ୍ନର ଉତ୍ତର ଦେଲନି କାହିଁକି ?

20. मम पिता कः इति भवती अपि न जानाति ?
Answer:
ମୋର ବାପା କିଏ ବୋଲି ତୁମେ ବି ଜାଣନି ?

21. तदा अहं तत्र आगतानामम् अतिथीनाम् अनुचर्यां कुर्वती आसम् ।
Answer:
ସେତେବେଳେ ମୁଁ ସେଠାକୁ ଆସୁଥ‌ିବା ଅତିଥିମାନଙ୍କର ପରିଚର୍ଯ୍ୟ କରୁଥୁଲି ।

22. तस्य संसर्गवशात् भवत: जन्म अभवत् ।
Answer:
ତାଙ୍କ ସହ ସମ୍ପର୍କରୁ ତୁମର ଜନ୍ମ ହୋଇଥିଲା ।

23. अस्तु अम्ब अहं कुलपतीन् तथैव वदामि ।
Answer:
ହେଉ, ମା ମୁଁ କୁଳପତିଙ୍କୁ ସେହିପରି ହିଁ କହିବି ।

24. तदेव सत्यं भवन्तं मां च रक्षतु ।
Answer:
ସେଇ/ସତ ହିଁ ତୁମକୁ ଓ ମୋତେ ରକ୍ଷା କରୁ ।

25. सः महात्मा कः इति मम माता अपि न जानाति ।
Answer:
ସେ ମହାତ୍ମା କିଏ ବୋଲି ମୋ ମା’ ମଧ୍ୟ ଜାଣନ୍ତିନି ।

26. सत्यकाम, तर्हि भवान् गोत्रम् अपि न जानाति ।
Answer:
ସତ୍ୟକାମ, ତେବେ ତୁମେ ଗୋତ୍ର ବି ଜାଣିନାହଁ ।

27. एवं चेत् अज्ञातकुलगोत्रः एषः कथं वेदाध्ययनस्य अधिकारी भवितुम् अर्हति ?
Answer:
ଯଦି ଏପରି ତେବେ କୁଳଗୋତ୍ର ଜଣାନଥୁବା ଇଏ ବେଦପାଠରେ ଅଧିକାରୀ ହେବ କିପରି ?

28. मम अध्ययनार्थम् अवकाशं कल्पयन्ति किल भवन्त: ?
Answer:
ମୋ ପଢ଼ିବାର ଅବସର କଥା ନିଶ୍ଚୟ ଆପଣ ଚିନ୍ତାକରୁଛନ୍ତି ?

29. अस्माकं पूर्वजै: अपि न पाठितं स्यात् ।
Answer:
ଆମର ପୂର୍ବପୁରୁଷରେ ମଧ୍ୟ କେହି ପଢ଼ାଇନଥବେ ।

30. भगवन्, अध्ययने मम महती श्रद्धा अस्ति ।
Answer:
ଭଗବନ୍‌ ପାଠାରେ ମୋର ଅନେକ ଶ୍ରଦ୍ଧା ରହିଛି ।

31. एतस्य श्रद्धां पश्यामः चेत् निराकर्त्तुम् इच्छा न भवति ।
Answer:
ଏହାର ଶ୍ରଦ୍ଧା କଥା ଚିନ୍ତାକଲେ, ବାରଣ କରିବାକୁ ଇଚ୍ଛା ହେଉନି ।

32. अथवा कस्याश्चित् अपि विद्यायाः अध्ययनार्थम् अधिकारः श्रद्धया भवति न तु जन्मना ।
Answer:
ଅଥବା କୌଣସି ପ୍ରକାରର ବିଦ୍ୟାଶିକ୍ଷା ନିମନ୍ତେ ଅଧ୍ୟାର ଶ୍ରଦ୍ଧାରୁ ହିଁ ମିଳିଥାଏ, ଜନ୍ମ କାରଣରୁ ନୁହେଁ ।

33. सत्यकामः इति भवत: अन्वर्थं नाम ।
Answer:
ସତ୍ୟକାମ ବୋଲି ତୁମର ନାମ ସାର୍ଥକ ଅଟେ ।

34. वयं भवते ब्रहमचर्यदीक्षां दास्याम: ।
Answer:
ଆମେ ତୁମକୁ ବ୍ରହ୍ମଚର୍ଯ୍ୟଦୀକ୍ଷା ପ୍ରଦାନ କରିବୁ ।

35. उतिष्ठतु वत्स ! समित्पाणि: माम् अनुसरतु ।
Answer:
ଉଠ ବତ୍ସ ! ହାତରେ ସମିଧ ଧରି ମୋର ଅନୁସରଣ କର ।

ଲେଖକ ପରିଚୟ:

ଆଲୋଚିତ ‘ଜାବାତଃ ସତ୍ୟକାମଃ’ ବିଷୟର ରଚୟିତା ହେଉଛନ୍ତି ଡା. ଏଚ୍.ଆର୍. ବିଶ୍ଵାସ । ସେ କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୋର୍‌ ନଗରର ବାବୁଲହରିଦାସ ଲେନ୍‌ର ନିବାସୀ ଅଟନ୍ତି । ତାଙ୍କର ଜନ୍ମତିଥ୍ ହେଉଛି ୦୧-୦୩- ୧୯୫୯ ଖ୍ରୀଷ୍ଟାବ୍ଦ । ସେ ସମ୍ଭାଷଣ ସଂଦେଶର ଉପଦେଷ୍ଟା । ତାଙ୍କଦ୍ବାରା ପ୍ରଣୀତ ଏଗାରଟି ପୁସ୍ତକ ରହିଛି । ସେ ପ୍ରତାପନାରାୟଣ ମିଶ୍ରସ୍ଥ ତି ଯୁବସାହିତ୍ୟକାର ସମ୍ମାନ ଏବଂ ଶୃଙ୍ଗେରୀପୀଠ ସଂସ୍କୃତ ବର୍ଷାଚରଣ ସମିତି ସମ୍ମାନଦ୍ୱାରା ସମ୍ମାନିତ ହୋଇଛନ୍ତି । ତାଙ୍କର ରଚନାର ଏକ ସଂଗ୍ରହ ଏ ‘ଜାବାଳୀ ସତ୍ୟକାମଃ’ ବିଷୟ । ଏହା ଏକ କ୍ଷୁଦ୍ର ନାଟିକା ଯାହାକି ତିନୋଟି ଦୃଶ୍ୟରେ ବିଭାଜିତ ।

ବିଷୟ ପ୍ରବେଶ:

‘ଜାବାଳ ସତ୍ୟକାମଃ’ ବିଷୟଟି ଛାନ୍ଦୋଗ୍ୟ ଉପନିଷଦରେ ବର୍ଣ୍ଣିତ ଏକ ଉପାଖ୍ୟାନ । ଏହି ଛାନ୍ଦୋଗ୍ୟ ଉପନିଷଦ୍ ଆକାର ଦୃଷ୍ଟିରୁ ଏକ ବିଶାଳ ଗ୍ରନ୍ଥ । ଏହା ସାମବେଦର କୌଥୁମ ଶାଖା ସହିତ ସଂଶ୍ଳିଷ୍ଟ । ଏହି ଉପନିଷଦ୍ରର ବିଭିନ୍ନ ଅଧ୍ୟାୟରେ ସାମଗାନ, ଓଁକାର, ବ୍ରହ୍ମଜ୍ଞାନ ପ୍ରଭୃତିର ମହତ୍ତ୍ବ ଏବଂ ସତ୍ୟକାମ, ଜାବାଳ, ଉଦ୍ଦାଳକ, ଅଶ୍ଵପତି, ଆରୁଣି, ଶ୍ଵେତକେତୁ ପ୍ରଭୃତି ଉପାଖ୍ୟାନ ସୁନ୍ଦରଭାବରେ ବର୍ଣ୍ଣିତ ହୋଇଛି । ଭୂମା ହିଁ ହେଉଛି ସୁଖ । ଯାହା ଅଳ୍ପ ତାହା ସୁଖ ନୁହେଁ । ଅବାମନସଗୋଚର ନିତ୍ୟ, ଶୁଦ୍ଧ, ବୁଦ୍ଧ ଓ ମୁକ୍ତ ଚୈତନ୍ୟ ହିଁ ହେଉଛନ୍ତି ଭୂମା । ଏହା ଭୂମା ହିଁ ଅମୃତ ଏବଂ ଅଳ୍ପ ହିଁ ମର୍ତ୍ତ୍ୟ । ଭୂମା ବା ଅମୃତତ୍ଵର ଅନୁସନ୍ଧାନ ହିଁ ଉକ୍ତ ଉପନିଷଦ୍ରର ଆଭିମୁଖ୍ୟ ।

ସାରକଥା:

ମହର୍ଷ ଗୌତମ ଆଶ୍ରମରେ ଶିଷ୍ୟମାନଙ୍କୁ ବେଦମନ୍ତ୍ରୋକାରଣ କର।ଉଥାଆନ୍ତି । ଏହ ସମୟରେ ସତ୍ୟକାମ ଆସି ଗୁରୁଙ୍କୁ ପ୍ରଣାମ କଲା ଆଉ କହିଲା – ମୁଁ ଅଧ୍ୟୟନ କରିବାପାଇଁ, ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପାଇଁ ଆପଣଙ୍କର ଶିଷ୍ୟତ୍ବ ଗ୍ରହଣ ନିମନ୍ତେ ଆସିଅଛି । ଏହାପରେ ମହର୍ଷି ଗୌତମ ସତ୍ୟକାମକୁ ତାଙ୍କର ଗୋତ୍ର ଏବଂ ପିତାଙ୍କ ନାମ ପଚାରିଛନ୍ତି ହେଲେ ଚୁପ୍ ରହିଛନ୍ତି ସତ୍ୟକାମ । କିଛି ବି ଉତ୍ତର ଦେଇପାରି ନାହାନ୍ତି । ଋଷି ଗୌତମ କହିଛନ୍ତି ଗୋତ୍ର ଏବଂ ପିତାଙ୍କୁ ଜାଣିନଥିବା ଶିଷ୍ୟକୁ ମୁଁ ଅଧ୍ୟୟନ କରାଇପାରିବି ନାହିଁ । ତୁମର ମାତାଙ୍କୁ ତୁମେ ପଚାରିଆସ ସେ ନିଶ୍ଚୟ ତୁମ ପିତାଙ୍କୁ ଜାଣିଥୁବେ । ଏହା କହି ଗୌତମ କୁଟୀରକୁ ଚାଲିଗଲେ ।

ଏହାପରେ ସତ୍ୟକାମ ଘରକୁ ଆସି ମାତା କୂଅରୁ ପାଣି କାଢୁଥ‌ିବା ଦେଖ‌ିଲେ । ମାତା ମଧ୍ୟ ସତ୍ୟକାମକୁ ଏତେ ଶୀଘ୍ର ଚାଲିଆସିଥିବାର ଦେଖୁ ପଚାରିଲେ – ପୁତ୍ର ! ସତ୍ୟକାମ ଏତେ ଶୀଘ୍ର କ’ଣ ଚାଲିଆସିଲ, କ’ଣ ଗୁରୁ ତୁମକୁ ଗ୍ରହଣ କଲେ ନାହିଁ ? ନା ଗୁରୁକୁଳ ବାସ କଷ୍ଟକର ମନେକରି ତୁମେ ଚାଲିଆସିଲ । ସତ୍ୟକାମ ମାତାଙ୍କୁ କହିଲେ – ମାତ୍ର ! କୁଳପତି ମୋର ଗୋତ୍ର ଏବଂ ପିତାଙ୍କ ନାମ ପଚାରିଲେ, ମୁଁ କହିପାରିଲି ନାହିଁ । ସେ ମୋତେ ତୁମକୁ ପଚାରିବାପାଇଁ କହିଛନ୍ତି । ଏଣୁ କୁହ ମୋର ପିତା କିଏ ? ସତ୍ୟକାମଠାରୁ ଏକଥା ଶୁଣି ମାତା ଜବାଳା ଆଖରୁ ଲୁହ ଗଡ଼ାଇ କହିଲେ – ମୁଁ ମଧ୍ୟ ଏହା ଜାଣେନାହିଁ । ସତ୍ୟକାମ କହିଲେ – ମାତ ! ମୋର ପିତା କିଏ ତୁମେ ମଧ୍ଯ ଜାଣିନାହଁ ।

CHSE Odisha Class 11 Sanskrit Solutions Chapter 4 जावालः सत्यकामः

ତେବେ ମୋର ଜନ୍ମ କିପରି ହେଲା ? ଜବାଳା କହିଲେ – ବତ୍ସ ! ପୂର୍ବେ ମୁଁ ଏକ ମହର୍ଷିଙ୍କର ଆଶ୍ରମରେ ବାସ କରୁଥିଲି । ସେଠାକୁ ଆସୁଥିବା ଅତିଥିମାନଙ୍କର ମୁଁ ପରିଚର୍ଯ୍ୟା କରୁଥିଲି । ଥରେ କୌଣସି ତେଜସ୍ବୀ ମହର୍ଷି ସେଠାକୁ ଆସିଲେ । ତାଙ୍କର ସଂସର୍ଗ ହେତୁ ତୋର ଜନ୍ମ ହେଲା । ଏହା ଶୁଣି ସତ୍ୟକାମ କହିଲେ – ସେ ମହାତ୍ମା କିଏ ? ଜବାଳା ଉତ୍ତର ଦେଲେ ନାମ ମୁଁ ଜାଣେନା । ସତ୍ୟକାମ ‘ମୁଁ ଜାଣେ ନାହିଁ’ ଏହାହିଁ କହିବ । ହେଲେ ଏତିକି ଜାଣେ ଯେ – ମୁଁ ଜବାଳା, ତୁମେ ମୋର ପୁତ୍ର, ଜବାଳାର ପୁତ୍ର ଜାବାଳ ସତ୍ୟକାମ । ଏହାପରେ ଏହାହିଁ କହିବି ବୋଲି କହି ସତ୍ୟକାମ ଗୌତମଙ୍କ ନିକଟକୁ ଚାଲିଗଲେ । ମାଆ ମଧ୍ଯ ତାଙ୍କୁ ସତ୍ୟବଚନ କହି ଗୁରୁଙ୍କର ଅନୁଗୃହୀତ ହେବାକୁ ନିର୍ଦ୍ଦେଶ କଲେ ।

ଏହାପରେ ମହର୍ଷି ଗୌତମ ବୃକ୍ଷମୂଳରେ ବସି ଗ୍ରନ୍ଥ ପରିଶୀଳନ କରୁଥା’ନ୍ତି । ସତ୍ୟକାମ ଯାଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଗୌତମ ପଚାରିଲେ – ଏତେ ଶୀଘ୍ର ଚାଲିଆସିଲ ଆଉ ତୁମ ମାତା କ’ଣ କହିଲେ ? ସତ୍ୟକାମ କହିଲା – ଭଗବନ୍, ମୋର ମାତା କହିଲେ ସେ ଏକ ଋଷି ଆଶ୍ରମରେ ପରିଚର୍ଯ୍ୟା କରୁଥିଲେ । ସେତେବେଳେ ସେଠାକୁ ଆସିଥିବା କୌଣସି ମହାତ୍ମାଙ୍କ ସଂସର୍ଗବଶତଃ ମୋର ଜନ୍ମ ହୋଇଥିଲା । ସେ ମହାତ୍ମା କିଏ ବୋଲି ମାତା ଜାଣିନାହାନ୍ତି । ଏହା ଶୁଣି ଗୌତମ କହିଲେ – ମୁଁ ତୁମକୁ କ’ଣ ଡାକିବି ? ସତ୍ୟକାମ କହିଲେ – ‘ଜାବାଳ ସତ୍ୟକାମ’ ବୋଲି ଡାକନ୍ତୁ । ଗୌତମ ଚିନ୍ତାକଲେ, ଏପରି ଗୋତ୍ର ଓ ପିତାଙ୍କ ନାମ ଜାଣିନଥିବା ଶିଷ୍ୟକୁ କିପରି ବା ବେଦାଧ୍ୟୟନ କରାଇବି ? ମୋର ପୂର୍ବଜମାନେ ମଧ୍ୟ ଏପରି କରିନାହାନ୍ତି, ଏବେ ମୁଁ କ’ଣ କରିବି ?

ଏହ।ପରେ ସତକାମ କହିଲେ:

ଗୁରୁଦେବ, ମୋର ଅଧ୍ୟୟନରେ ଅତୀବ ଶ୍ରଦ୍ଧା ରହିଛି । ମୋର ଅବକାଶର କଳ୍ପନା କରନ୍ତୁ ଏବଂ ମୁଁ ନିଷ୍ଠାର ସହ ବିଦ୍ୟାଭ୍ୟାସ କରିବି । ମହର୍ଷି ଗୌତମ ଶେଷରେ ସତ୍ୟକାମର ସତ୍ୟନିଷ୍ଠା ତଥା ଉତ୍ସାହ ଓ ଅଭିରୁଚି ବା ଶ୍ରଦ୍ଧା ଦେଖ୍ ବିଚାରକଲେ ଯେ ବେଦ ତଥା ବ୍ରହ୍ମଜ୍ଞାନ ଜନ୍ମଦ୍ୱାରା ନୁହେଁ ବରଂ ଶ୍ରଦ୍ଧାଦ୍ୱାରା ହିଁ ସମ୍ଭବ ହୋଇଥାଏ । ଏଣୁ ଏହାକୁ ଶିଷ୍ୟରୂପେ ହିଁ ଅଙ୍ଗୀକାର କରିବି । ଏହିପରି ମନେ ମନେ ଚିନ୍ତାକରି ମହର୍ଷି ଗୌତମ କହିଲେ – ବତ୍ସ ! ଯଦ୍ୟପି ତୁମେ ସ୍ଵଗୋତ୍ର ଏବଂ ପିତାଙ୍କ ନାମ ଜାଣିନାହଁ ତଥାପି ଛଳନା ବା କପଟ ନକରି ସତ୍ୟ କହିଥିବାରୁ ତୁମେ ସତ୍ୟକାମ ରୂପେ ବ୍ରହ୍ମଚର୍ଯ୍ୟର ପ୍ରକୃଷ୍ଟ ଅଧିକାରୀ । ମୁଁ ତୁମକୁ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଦେବି । ଉପନୟନ ସଂସ୍କାର କରାଇବି । ବସ୍ତୁତଃ ତୁମେ ହିଁ ଜାବାଳ ସତ୍ୟକାମ । ଏହାପରେ ସତ୍ୟକାମ ଗୌତମଙ୍କର ଶିଷ୍ୟତ୍ବ ଗ୍ରହଣ କରିଛି ଓ ତାଙ୍କର ପାଦତଳେ ପ୍ରଣାମ କରିଛି । ଗୌତମ ସତ୍ୟକାମକୁ ସମିତ୍‌ପାଣିଯୁକ୍ତ ହୋଇ ଅନୁସରଣ କରିବାକୁ କହିଛନ୍ତି।

ନୀତିଶିକ୍ଷା:

ଏଥରୁ ଏହି ନୀତିଶିକ୍ଷା ମିଳୁଛି ଯେ – ବ୍ରହ୍ମଚର୍ଯ୍ୟ ତଥା ଶିଷ୍ୟତ୍ବର ଆଧାର କୁଳ ପରମ୍ପରା ନୁହେଁ ପରନ୍ତୁ ସତ୍ୟବାଦିତା ହିଁ ଅଟେ । ଜାବାଳ ସତ୍ୟକାମର ସତ୍ୟନିଷ୍ଠା ହିଁ ତାଙ୍କୁ ମହର୍ଷି ଗୌତମଙ୍କର ଶିଷ୍ୟତ୍ବ ପ୍ରଦାନ କରିଥିଲା । ଏଣୁ ସର୍ବଦା ସତ୍ୟକାମ ଜାବାଳଙ୍କ ପରି ସତ୍ୟବାନ୍ ହେବା ଉଚିତ ।

ପ୍ରଥମ ଦୃଶ୍ୟ

Text – 1.

महर्षे: गौतमस्य ………………… अहं न जानामि ।
ଶବ୍ଦାର୍ଥ – ପରିତଃ = ଚାରିପଟରେ । ବଟକଃ = ଶିଷ୍ୟମାନେ । ଇଷ୍ଟ = ଅଭିଳଷିତ । ଅଧ୍ୟୟନାର୍ଥମ୍ = ପଢ଼ିବାକୁ । ସ୍ଥିଦ୍ଵା = ରହି ।
ଅନୁବାଦ – (ମହର୍ଷି ଗୌତମଙ୍କର ଆଶ୍ରମ । ଗୌତମଙ୍କ ଚତୁଃପାର୍ଶ୍ବରେ ଶିଷ୍ୟମାନେ ବସିଛନ୍ତି । ମନ୍ତ୍ରପାରାୟଣ ଚାଲିଛି । ଏହି ସମୟରେ ସତ୍ୟକାମ ଆସି ପ୍ରଣାମ କରିଛି ।)
ସତ୍ୟକାମ – ଭଗବାନ୍ ଅଭିବାଦନ କରୁଛି ।
ଗୌତମ – ଅଭିଳାଷ ସିଦ୍ଧି ହେଉ । ବସ୍ତ୍ର ତୁମେ କିଏ ?
ସତ୍ୟକାମ – ଭଗବାନ୍, ମୋର ନାମ ସତ୍ୟକାମ ।
ଗୌତମ – କୁହ ବତ୍ସ, ତୁମେ କ’ଣ ପାଇଁ ଆସିଲ ?
ସତ୍ୟକାମ – ଭଗବାନ୍, ମୁଁ ଅଧ୍ୟୟନ ନିମନ୍ତେ ଆସିଥୁଲି । ଆପଣଙ୍କ ଆଶ୍ରମରେ ରହି ବ୍ରହ୍ମଚର୍ଯ୍ୟ କରିବାକୁ ଇଚ୍ଛା କରୁଛି ।
ଗୌତମ – କ’ଣ ? ଆମର ଆଶ୍ରମରେ ରହି ବ୍ରହ୍ମଚର୍ଯ୍ୟ କରିବାକୁ ତୁମେ ଇଚ୍ଛା କରୁଛ ? ଉତ୍ତମ, ଉତ୍ତମ । ବତ୍ସ ! ତୁମର ଗୋତ୍ର କ’ଣ ?
ସତ୍ୟକାମ – ମୋର ଗୋତ୍ର ? ଭଗବାନ୍, ମୁଁ ଜାଣିନାହିଁ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ଇଷ୍ଟାର୍ଥସିଦ୍ଧରସ୍ତୁ = ଇଷ୍ଟ + ଅର୍ଥସିଦ୍ଧି + ଅସ୍ତୁ । କର୍ଭୁମିଚ୍ଛାମି = କର୍ଭୁମ୍ + ଇଚ୍ଛାମି ।
ସମାସ – ମନ୍ତ୍ରପାରାୟଣମ୍ = ମନ୍ତ୍ରାମାଂ ପାରାୟଣମ୍ (୬ଷ୍ଠୀ ତତ୍) । ଅଧ୍ୟୟନାର୍ଥମ୍ = ଅଧ୍ୟୟନାୟ ଇଦମ୍ (ନିତ୍ୟ) ।
ସକାରଣବିଭକ୍ତି – ମହର୍ଷୋଃ = ସମ୍ବନ୍ଧ ୬ଷ୍ଠୀ । ଗୌତମମ୍ = ପରିତ ଯୋଗେ ୨ୟା । ସମୟେ = ଅଧିକରଣେ = ୭ମୀ । ଆଶ୍ରମେ = ଅଧିକରଣେ ୭ମୀ । ବତ୍ସ ! = ସମ୍ବୋଧନେ ୧ ମା । ଭବତଃ = ସମ୍ବନ୍ଧ ୬ଷ୍ଠୀ । ଗୋତ୍ରମ୍ = କର୍ମଣି ୨ୟା ।
ପ୍ରକୃତିପ୍ରତ୍ୟୟ – ଉପବିଷ୍ଟାଃ = ଉପ + ବିଶ୍ + କ୍ତ । ଆଗତ୍ୟ = ଆ + ଗମ୍ + ଲ୍ୟାପ୍ । ସିଦ୍ଧି = ସିସ୍ + ସ୍କ୍ରିନ୍ । = ଆଗତବାନ୍ = ଆ + ଗମ୍ + କ୍ତବତୁ । ସ୍ଥିତ୍ଵା = ସ୍ଥା + କ୍ଵାଚ୍ । କର୍ଭୁମ୍ = କୃ + ତୁମୁନ୍ ।

Text – 2.

गौतंम: ……………….. कुटिरं प्रति गच्छति ।
ଶବ୍ଦାର୍ଥ – ସ୍ଵକୀୟଂ = ନିଜର । ପୃଚ୍ଛତୁ = ପଚାରନ୍ତୁ । କଦାପି = କେବେହେଲେ । ସୌମ୍ୟ = ସୁନ୍ଦର । ତହିଁ = ତେବେ । ଜ୍ଞାତ୍ମା = ଜାଣିକରି । ନିର୍ଗଚ୍ଛତି = ଚାଲିଗଲେ । ଉହାୟ = ଉଠି । କୁଟିରମ୍ = କୁଡ଼ିଆକୁ ।
ଅନୁବାଦ – ଗୌତମ – ତୁମେ ନିଜର ଗୋତ୍ର ଜାଣିନାହଁ ? ବତ୍ସ, ତୁମେ ଜାଣି ନ ପାର । କିନ୍ତୁ, ତୁମର ପିତା ହିଁ ଜାଣିଥ‌ିବେ । ତାଙ୍କୁ ପଚାର । ତୁମର ପିତା କିଏ ?
ସତ୍ୟକାମ – ଭଗବାନ୍, ମୋର ପିତା କିଏ ମୁଁ ଜାଣେନାହିଁ । ତାଙ୍କୁ ମୁଁ କେବେହେଲେ ଦେଖୁନାହିଁ ।
ଗୌତମ – ପିତାଙ୍କୁ ମଧ୍ୟ ତୁମେ ଜାଣିନାହଁ ? ହେଉ ସୁନ୍ଦର, ତୁମର ମାତା ଅଛନ୍ତି ନା ?
ସତ୍ୟକାମ – ହଁ, ଭଗବାନ୍ । ମୋର ମାତା ଅଛନ୍ତି ।
ଗୌତମ – ତେବେ ସମସ୍ୟା ସରିଗଲା । ସେ ହିଁ ଏହି ବିଷୟକୁ ଜାଣିଥ‌ିବେ । ତୁମେ ମାଆଙ୍କୁ ପଚାରି, ନିଜର ଗୋତ୍ର କ’ଣ, ପିତା କିଏ ? ଜାଣି ଆସ । ଏହାପରେ ତୁମର ବିଦ୍ୟାଭ୍ୟାସର ବ୍ୟବସ୍ଥା କରିବି ।
ସତ୍ୟକାମ – ତାହାହିଁ ହେଉ ଭଗବାନ୍ । (ସତ୍ୟକାମ ଚାଲିଗଲେ । ଗୌତମ ମଧ୍ଯ ଉଠି କୁଡ଼ିଆ ଆଡ଼କୁ ଗଲେ ।)

ବ୍ୟାକରଣ:

ସନ୍ଧିବିଚ୍ଛେଦ – ବିଦ୍ୟାଭ୍ୟାସସ୍ୟ = ବିଦ୍ୟା + ଅଭ୍ୟାସସ୍ୟ । ତଥୈବ = ତଥା + ଏବ । ନିର୍ଗଚ୍ଛତି = ନିଃ + ଗଚ୍ଛତି ।
ସମାସ – ସ୍ୱଗୋତ୍ରମ୍ = ସ୍ୱସ୍ୟ ଗୋତ୍ରମ୍ (୬ଷ୍ଠୀ ତତ୍) । ବିଦ୍ୟାଭ୍ୟାସସ୍ୟା = ବିଦ୍ୟାୟା ଅଭ୍ୟାମଃ, ତସ୍ୟ (୬ଷ୍ଠ ତତ୍) ।
ସକାରଣବିଭକ୍ତି – ଗୋତ୍ରମ୍ = କର୍ମଣି ୨ୟା । ଭବତଃ = ସମ୍ବନ୍ଧ ୬ଷ୍ଠୀ । ମାତରମ୍ = କର୍ମଣି ୨ୟା । କୁଟିରମ୍ = ପ୍ରତି ଯୋଗେ ୨ୟା ।
ପ୍ରକୃତିପ୍ରତ୍ୟୟ – ଦୃଷ୍ଟବାନ୍ = ଦୃଶ୍ + କ୍ତବନ୍ତୁ । ପରିହୃତା = ପରି + ହୃ + କ୍ତ + ଟାପ୍ । ପୃଷ୍ଟା = ପ୍ରଚ୍ଛ + କ୍ଵାଚ୍ । ଜ୍ଞା + କ୍ବାଚ୍ ।

ଦ୍ଵିତୀୟ ଦୃଶ୍ୟ

Text – 3.

जवाला कूपात् ………………… पिता क: ?
ଶବ୍ଦାର୍ଥ – କୃପାତ୍ର = କୂଅରୁ । ନିଷ୍କାସୟତି = ବାହାର କରୁଥିଲେ । ଅଙ୍ଗୀକୃତବନ୍ତଃ = ଗ୍ରହଣ କରିଛନ୍ତି । କିମର୍ଥମ୍ = କ’ଣ ପାଇଁ । ଚିନ୍ତୟିତ୍ଵା = ଚିନ୍ତାକରି । ପୃଷ୍ଟବନ୍ତଃ = ପଚାରିଛନ୍ତି । ଜାନାମି = ଜାଣିଛି । ତହିଁ = ତେବେ । ଇଦାନୀମ୍ = ବର୍ତ୍ତମାନ ।
ଅନୁବାଦ – (ଜବାଳା କୂଅରୁ ପାଣି କାଢୁଥିବାବେଳେ, ସତ୍ୟକାମର ପ୍ରବେଶ ।)
ସତ୍ୟକାମ – ମାତ !
ଜବାଳା – ଆରେ ସତ୍ୟକାମ ! କାହିଁକି ଏତେ ଶୀଘ୍ର ତୁମେ ଫେରିଆସିଲ ? କୁଳପତି ଅବା ତୁମକୁ ସ୍ଵୀକାର କଲେନାହିଁ କି ?
ସତ୍ୟକାମ – ସେ କିନ୍ତୁ ଗ୍ରହଣ କରିବେ ।
ଜବାଳା – ତେବେ କ’ଣ ପାଇଁ ତୁମେ ଫେରିଆସିଲ ? ଅଥବା ଗୁରୁକୁଳ ବାସ କଠିନ ବୋଲି ଚିନ୍ତାକରି ତୁମେ ପଳାଇଆସିଲ ?
ସତ୍ୟକାମ – ନାହିଁ ମାଆ । କୁଳପତି ମୋତେ ଏକ ପ୍ରଶ୍ନ ପଚାରିଛନ୍ତି । ମୁଁ ତା’ର ଉତ୍ତର ଜାଣିନାହିଁ ।
ଜବାଳା – କେଉଁ ପ୍ରଶ୍ନ ବସ୍ତ୍ର ?
ସତ୍ୟକାମ – ‘ତୁମର ଗୋତ୍ର କ’ଣ – ବୋଲି ସେ ପଚାରିଛନ୍ତି । ‘ମୁଁ ଜାଣେନାହିଁ’ ବୋଲି ମୁଁ କହିଲି । ‘ତେବେ ମାଆଙ୍କୁ ପଚାରିଆସ’ ବୋଲି ସେ କହିଛନ୍ତି । ଏଣୁ ମୁଁ ଚାଲିଆସିଲି ମାଆ । ବର୍ତ୍ତମାନ ଆପଣ କୁହନ୍ତୁ – ମୋର ଗୋତ୍ର କ’ଣ ? ପିତା କିଏ ?

ବ୍ୟାକରଣ:

ସନ୍ଧିବିଚ୍ଛେଦ – ପ୍ରତ୍ୟାଗତବାନ୍ = ପ୍ରତି + ଆଗତବାନ୍ । କିମର୍ଥମ୍ = କିମ୍ + ଅର୍ଥମ୍ । ନୈବ = ନ + ଏବ ।
ସମାସ – ଗୁରୁକୁଳବାସୀ = ଗୁରୋ କୁଳ (୬ଷ୍ଠୀ ତତ୍), ତସ୍ମିନ୍ ବାସୀ (୭ମୀ ତତ୍) ।
ସକାରଣବିଭକ୍ତି – କୃପାତ୍ର = ଅପାଦାନେ ୫ମୀ । ଅମ୍ବ ! = ସମ୍ବୋଧନେ ୧ମା । ଶୀଘ୍ରମ୍ = କ୍ରିୟାବିଶେଷଣେ ୨ୟା । କଠିନଃ = ଇତି ଅବ୍ୟୟ ଯୋଗେ ୧ମ । ପ୍ରଶ୍ନମ୍ = କର୍ମଣି ୨ୟା । ମମ = ସମ୍ବନ୍ଧ ୬ଷ୍ଠୀ |
ପ୍ରକୃତିପ୍ରତ୍ୟୟ – ଆଗତବାନ୍ = ଆ + ଗମ୍ + କ୍ତବତୁ । କୃତବନ୍ତଃ = କୃ + କ୍ତବତୁ । ବାସୀ = ବସ୍ + ଘଞ୍ଚ୍ । ଚିନ୍ତୟିତ୍ଵା = ଚିନ୍ତ୍ + ଣିଚ୍ + କ୍ସାଚ୍ । ଜ୍ଞାତବାନ୍ = ଜ୍ଞା + କ୍ତବତୁ । ଉକ୍ତବାନ୍ = ବଚ୍ + କ୍ତବତୁ । ପୃଷ୍ଟା = ପ୍ରଚ୍ଛ + ସ୍କାଚ୍ ।

Text – 4.

जवाला ……………….. न उक्तवान् ?
ଶବ୍ଦାର୍ଥ – ସ୍ୱଗତମ୍ = ମନେ ମନେ । ନିର୍ଗଛନ୍ତି = ବାହାରିଅଛି । ମାର୍ଜୟିତ୍ୱ = ପୋଛି । କିମର୍ଥମ୍ = କ’ଣ ପାଇଁ ।
ଅନୁବାଦ :
ଜବାଳା – (ମନେ ମନେ ! ଚିନ୍ତାମିଶ୍ରିତ ସ୍ଵରରେ) ଗୋତ୍ର କ’ଣ ? ପିତା କିଏ … ଗୋତ୍ର କ’ଣ ? ପିତା କିଏ ? (ଆଖରୁ ଲୁହ ବହିଛି)
ସତ୍ୟକାମ – କ’ଣ ହେଲା ମାଆ ? କ’ଣ ପାଇଁ ତୁମେ ସେହିପରି ରହିଅଛ ?
ଜବାଳା – କିଛି ହେଲାନାହିଁ । କିଛି ନୁହେଁ … । (ଲୁହ ପୋଛି ମନେ ମନେ) କିନ୍ତୁ … କିନ୍ତୁ … । କ’ଣ କହିବି ? କିପରି କହିବି ?
ସତ୍ୟକାମ – କ’ଣ ପାଇଁ ସେପରି ଚିନ୍ତା ମାଆ ? ମୋର ପ୍ରଶ୍ନର ଉତ୍ତର ତୁମେ କ’ଣ ପାଇଁ କହୁନାହଁ ?
ଜବାଳା – କହୁଛି ବତ୍ସ । କହୁଛି । ତୁମେ କୁଳପତିଙ୍କର ପ୍ରଶ୍ନର ଉତ୍ତର କ’ଣ ପାଇଁ କହିଲ ନାହିଁ ?

ବ୍ୟାକରଣ:

ସନ୍ଧିବିଚ୍ଛେଦ – ନିର୍ଗଛନ୍ତି = ନିଃ + ଗଛନ୍ତି । କିମପି = କିମ୍ + ଅପି । କିମର୍ଥମ୍ = କିମ୍ + ଅର୍ଥମ୍ ।
ସମାସ – ଚିନ୍ତାମିଶ୍ରିତସ୍ୱରେଣ = ଚିନ୍ତୟା ମିଶ୍ରିତସ୍ଵରଃ, ତେନ (୩ୟା ତତ୍) ।
ସକାରଣବିଭକ୍ତି – ନେତ୍ରାଭ୍ୟାସ୍ = ଅପାଦାନେ ୫ମୀ । ପ୍ରଶ୍ନସ୍ୟ = ସମ୍ବନ୍ଧ ୬ଷ୍ଠୀ । ବତ୍ସ ! = ସମ୍ବୋଧନେ ୧ମା । କୁଳପତିନାମ୍ = ଶେଷେ ୬ଷ୍ଠୀ ।
ପ୍ରକୃତିପ୍ରତ୍ୟୟ – ମାର୍ଜୟିତ୍ୱ = ମାର୍ଚ୍ଚ + ଣିଚ୍ + ଷ୍ଟାଚ୍ । ଉକ୍ତବାନ୍ = ବିଚ୍ + କ୍ତବନ୍ତୁ ।

Text – 5.

सत्यकाम ……………… जन्म अभवत् ?
ଶବ୍ଦାର୍ଥ – ଅତଃ = ଏଣୁ । କସ୍ୟଚିତ୍ = କୌଣସି । ଅନୁଚର୍ଯ୍ୟାମ୍ = ସତ୍କାର ବା ସେବା । ଆଗତଃ = ଆସିଲୋ ସଂସର୍ଗବଶାତ୍ = ସଂଯୋଗ ହେତୁରୁ ବା ମିଳନ ଯୋଗୁ ।
ଅନୁବାଦ :
ସତ୍ୟକାମ – ମୁଁ ଜାଣେନାହିଁ । ଏଣୁ କହିଲି ନାହିଁ ।
ଜବାଳା – ଏହା ମଧ୍ୟ ସେହିପରି ପୁତ୍ର ।
ସତ୍ୟକାମ – ସେହି ନାମ ? ମୋର ପିତା କିଏ ବୋଲି ଆପଣ ମଧ୍ୟ ଜାଣିନାହାନ୍ତି ?
ଜବାଳା – ସତ୍ୟ ପୁତ୍ର । ମୁଁ ଜାଣେନାହିଁ ।
ସତ୍ୟକାମ – ତେବେ ମୋର ଜନ୍ମ କିପରି ହେଲା ? କୁହନ୍ତୁ ମାତ !
ଜବାଳା – କହୁଛି ପୁତ୍ର । ମୁଁ ପୂର୍ବେ କୌଣସି ମହର୍ଷିଙ୍କର ଆଶ୍ରମରେ ବାସ କରୁଥିଲି । ସେତେବେଳେ ମୁଁ ସେଠାକୁ ଆସୁଥିବା ଅତିଥିମାନଙ୍କର ସେବା ଓ ପରିଚର୍ଯ୍ୟା କରୁଥୁଲି । ଥରେ କୌଣସି ତେଜସ୍ବୀ ମହର୍ଷି ସେଠାକୁ ଆସିଲେ । ତାଙ୍କର ମିଳନ ହେତୁରୁ ତୁମର ଜନ୍ମ ହେଲା ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ତଥୈବ = ତଥା + ଏବ । ତନ୍ନାମ = ତତ୍ + ନାମ ।
ସମାସ – ଅନୁଚର୍ଯ୍ୟାମ୍ = ଚର୍ଯ୍ୟା ପଶ୍ଚାତ୍ (ଅବ୍ୟୟୀଭାବ) । ସଂସର୍ଗବଶାତ୍ = ସଂସର୍ଗେଣ ବଶଃ, ତସ୍ମାତ୍ (୩ୟା ତତ୍) ।
ସକାରଣବିଭକ୍ତି – ମମ = ସମ୍ବନ୍ଧ ୬ଷ୍ଠୀ । ଅମ୍ବ ! = ସମ୍ବୋଧନେ ୧ମା । ମହର୍ଷେ = ସମ୍ବନ୍ଧେ ୬ଷ୍ଠୀ । ଆଶ୍ରମେ = ଅଧ୍ଵରଣେ ୭ମୀ । ବାସମ୍ = କର୍ମଣି ୨ୟା । ସଂସ୍ପର୍ଶବଶାତ୍ = ହେତୌ ୫ମୀ ।
ପ୍ରକୃତିପ୍ରତ୍ୟୟ – ଜ୍ଞାତବାନ୍ = ଜ୍ଞା + କ୍ତବତୁ । ଉକ୍ତବାନ୍ = ବଚ୍ + କ୍ତବତୁ । ସତ୍ୟମ୍ = ସତ୍ + ଯତ୍ । କୁର୍ବତୀ = କୃ + ଶତୃ + ଡୀପ୍ । ଆଗତଃ ଆ + ଗମ୍ + କ୍ତ ।

CHSE Odisha Class 11 Sanskrit Solutions Chapter 4 जावालः सत्यकामः

Text – 6.

सत्यकाम: ………………. निर्गच्छति ।
ଶବ୍ଦାର୍ଥ – ମହାତ୍ମା : = ସାଧୁ ବା ମହର୍ଷି । ଜାନାମି = ଜାଣିଛି । ଅତଃ = ଏଣୁ । ଅସ୍ତୁ = ହେଉ । କଥୟତୁ = କୁହନ୍ତୁ । = ଦୟା । ସମ୍ପାଦ୍ୟ = ସମ୍ପାଦନ କରି । ନିର୍ଗଚ୍ଛତି = ଚାଲିଗଲେ ।
ଅନୁବାଦ :
ସତ୍ୟକାମ – ସେହି ମହାତ୍ମା ବା ମହର୍ଷି କିଏ ବୋଲି ଆପଣ ପଚାରି ନଥିଲେ କି ?
ଜବାଳା – ନା ।
ସତ୍ୟକାମ – ତେବେ ବର୍ତ୍ତମାନ କୁଳପତିଙ୍କୁ କ’ଣ ବୋଲି ଜଣାଇବି ?
ଜବାଳା – ତାହା ମୁଁ ଜାଣେନାହିଁ । ମୁଁ ଏତିକି ହିଁ ଜାଣିଛି । ମୁଁ ଜବାଳା, ତୁମେ ମୋର ପୁଅ । ଜବାଳାର ପୁତ୍ର ଜାବାଳ । ଏଣୁ ତୁମେ ଜାବାଳ । ସତ୍ୟକାମ ଜାବାଳ ।
ସତ୍ୟକାମ – ଜବାଳାର ପୁତ୍ର ଜାବାଳ । ହେଉ ମାତା ମୁଁ କୁଳପତିଙ୍କୁ ସେହିପରି କହିବି ।
ଜବାଳା – ତାହାହିଁ ହେଉ । କୁଳପତିଙ୍କୁ ସତ୍ୟ ହିଁ କୁହ । ସେହି ସତ୍ୟ ହିଁ ତୁମକୁ ଓ ମୋତେ ରକ୍ଷାକରୁ । ଯାଅ, କୁଳପତିଙ୍କର ଅନୁଗ୍ରହ ବା ଦୟା ସମ୍ପାଦନ କରି ଆସ।
ସତ୍ୟକାମ – ଆସୁଛି ମାଆ । (ଚାଲିଗଲେ ।)

ବ୍ୟାକରଣ:

ସନ୍ଧିବିଚ୍ଛେଦ – ନୈବ = ନ + ଏବ । ଏତାବଦେବ = ଏତାବତ୍ + ଏବ । ତଥୈବ = ତଥା + ଏବ । ନିର୍ଗଚ୍ଛତି = ନିଃ + ଗଚ୍ଛତି । ସତ୍ୟମେବ = ସତ୍ୟମ୍ + ଏବ ।
ସମାସ – ଜବାଳାପୁନଃ (ଜାବାଳୀ) = ଜବାଳାୟଃ ପୁନଃ ( ୬ଷ୍ଠୀ ତତ୍) ।
ସକାରଣବିଭକ୍ତି – କଃ = ଇତି ଅବ୍ୟୟ ଯୋଗେ ୧ମ । କୁଳପତିଷ୍ଟ୍ୟ = ନିବେଦନାର୍ଥେ ୪ର୍ଥୀ । ମମ = ସମ୍ବନ୍ଧ ଶେଷ ଷଷ୍ଠୀ । କୁଳପତୀନ୍ = କର୍ମଣି ୨ୟା । ଅମ୍ବ = ସମ୍ବୋଧନେ ୧ମା ।
ପ୍ରକୃତିପ୍ରତ୍ୟୟ – ପୃଷ୍ଟବତୀ = ପ୍ରଭୁ + କ୍ତବତୁ + ଡୀପ୍ ।

ତୃତୀୟ ଦୃଶ୍ୟ

Text – 7.

महर्षि: गौतम: ……………….. आह्वयतु भगवन् ।
ଶବ୍ଦାର୍ଥ – ଉପବିଶ୍ୟ = ବସି । ଗ୍ରନ୍ଥପରିଶୀଳନମ୍ = ଗ୍ରନ୍ଥାଲୋଚନା । କିୟତ୍ = କେତେ । ପ୍ରଶ୍ନସ୍ୟ = ପ୍ରଶ୍ନର । ପ୍ରାପ୍ତବାନ୍ = ପାଇଲେ । ପରିଚର୍ଯ୍ୟାମ୍ = ସେବା । ମହାତ୍ମାନଃ = ମହାତ୍ମାଙ୍କର । ଆହ୍ଵାୟାମି = ଡାକିବି ।
ଅନୁବାଦ – (ମହର୍ଷି ଗୌତମ ବୃକ୍ଷମୂଳରେ ବସି ଗ୍ରନ୍ଥାଲୋଚନା କରୁଥା’ନ୍ତି ।)
ସତ୍ୟକାମ – ଭଗବାନ୍, ମୁଁ ଆସିଗଲି ।
ଗୌତମ – ଆହେ ସତ୍ୟକାମ ! ଆସ ବତ୍ସ । କେତେ ଶୀଘ୍ର ତୁମେ ଫେରିଆସିଲ ବତ୍ସ, ମୋ ପ୍ରଶ୍ନର ଉତ୍ତର ତୁମେ ପାଇଲ କି ନାହିଁ ? ତୁମର ମାଆ କ’ଣ କହିଲେ ?
ସତ୍ୟକାମ – ଭଗବାନ୍ ! ମୋ ମାଆ କହିଲେ – ସେ ପୂର୍ବେ କୌଣସି ମହର୍ଷିଙ୍କ ଆଶ୍ରମରେ ସେବା କରୁଥିଲେ । ସେତେବେଳେ ସେଠାକୁ ଆସିଥିବା କୌଣସି ମହାତ୍ମାଙ୍କର ସଂସର୍ଗରୁ ମୋର ଜନ୍ମ ହେଲା । ସେ ମହାତ୍ମା କିଏ ବୋଲି ମୋର ମାଆ ମଧ୍ୟ ଜାଣିନାହାନ୍ତି ।
ଗୌତମ – ତେବେ ତୁମକୁ କ’ଣ ବୋଲି ଡାକିବି ବତ୍ସ ?
ସତ୍ୟକାମ – ମୁଁ ଜବାଳାର ପୁତ୍ର ଜାବାଳ । ସତ୍ୟକାମ ଜାବାଳ । ତାହାହିଁ ଡାକନ୍ତୁ ଭଗବାନ୍ ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – ପ୍ରତ୍ୟାଗତବାନ୍ = ପ୍ରତି + ଆଗତବାନ୍ । ତଥୈବ : ତଥା + ଏବ ।
ସମାସ – ବୃକ୍ଷମୂଳେ = ବୃକ୍ଷସ୍ୟ ମୂଳ, ତସ୍ମିନ୍ (୬ଷ୍ଠ ତତ୍) । ଗ୍ରନ୍ଥପରିଶୀଳନମ୍ = ଗ୍ରନ୍ଥାନାଂ ପରିଶୀଳନମ୍ ( ୬ଷ୍ଠୀ ତତ୍) । ସଂସର୍ଗବଶାତ୍ = ସଂସର୍ଗେଣ ବଶଃ, ତସ୍ମାତ୍ (୩ୟା ତତ୍) ।
ସକାରଣବିଭକ୍ତି – ବୃକ୍ଷମୂଳେ = ଅଧିକରଣେ ୭ମୀ । ଶୀଘ୍ରମ୍ = କ୍ରିୟାବିଶେଷଣେ ୨ୟା । ଭବାନ୍ ! = ସମ୍ବୋଧନେ ୧ମା । ପ୍ରଶ୍ନସ୍ୟ = ସମ୍ବନ୍ଧ ୬ଷ୍ଠୀ । ଭବତଃ = ସମ୍ବନ୍ଧ ୬ଷ୍ଠୀ । ମହର୍ଷି = ସମ୍ବନ୍ଧ ୬ଷ୍ଠୀ । ଆଶ୍ରମେ = ଅଧ୍ୟାକରଣେ ୭ମୀ । ମହାମ୍ନିଃ = ସମ୍ବନ୍ଧ ୬ଷ୍ଠୀ । ସଂସର୍ଗବଶାତ୍ = ହେତୌ ୫ମୀ ।
ପ୍ରକୃତିପ୍ରତ୍ୟୟ – ଉପବିଶ୍ୟ = ଉପ + ବିଶ୍ + ଲ୍ୟାପ୍ । କୁର୍ବନ୍ = କୃ + ଶତୃ । ପ୍ରତ୍ୟାଗତବାନ୍ = ପ୍ରତି + ଆ + ଗମ୍ + କ୍ତବତୁ। ପ୍ରାପ୍ତବାନ୍ = ପ୍ର + ଆପ୍ + କ୍ତବତୁ ।

Text – 8.

गौतम: ………………… करोमि इदानीम् ?
ଶବ୍ଦାର୍ଥ – ସ୍ୱଗତମ୍ = ମନେ ମନେ । ଉଦିଷ୍ୟ = ଉଦ୍ଦେଶ୍ୟରେ । ତହିଁ = ତେବେ । ଚେତ୍ = ଯଦି । ଅର୍ହତି = ସମର୍ଥ । ଇଦାନୀମ୍ = ବର୍ତ୍ତମାନ ।
ଅନୁବାଦ :
ଗୌତମ – (ମନେ ମନେ ) ସତ୍ୟକାମ ଜାବାଳ । (ସତ୍ୟକାମଙ୍କୁ ଉଦ୍ଦେଶ୍ୟ କରି) ସତ୍ୟକାମ, ତେବେ ତୁମେ ଗୋତ୍ର ମଧ୍ୟ ଜାଣିନାହଁ । ପିତାଙ୍କୁ ମଧ୍ୟ ଜାଣିନାହଁ ।
ସତ୍ୟକାମ – ସତ ଭଗବାନ୍, ମୁଁ ଜାଣେନାହିଁ ।
ଗୌତମ – (ମନେ ମନେ) ଯଦି ଏପରି, କୁଳ ଏବଂ ଗୋତ୍ର ଜାଣିନଥ‌ିବା ଏ କିପରି ବେଦାଧ୍ୟୟନର ଅଧିକାରୀ ହେବାକୁ ସମର୍ଥ ହେବ ?
ସତ୍ୟକାମ – କ’ଣ ଭଗବାନ୍, ଆପଣ କ’ଣ ଚିନ୍ତା କରୁଛନ୍ତି ? ମୋର ଅଧ୍ୟୟନ ନିମନ୍ତେ ଆପଣ ନିଶ୍ଚୟ ସୁଯୋଗ ସୃଷ୍ଟି କରିବେ ।
ଗୌତମ – ତାହା ହିଁ ଚିନ୍ତାକରୁଛି ବସ । (ମନେ ମନେ) ଆଜିପର୍ଯ୍ୟନ୍ତ କେହି ମଧ୍ୟ ଏପରି ଅଜଣା କୁଳଗୋତ୍ର ନଥ‌ିବା ଶିଷ୍ୟ ମୋଦ୍ଵାରା ପଢ଼ାଯାଇ ନାହିଁ । ଆମର ପୂର୍ବଜମାନଙ୍କଦ୍ଵାରା ମଧ୍ୟ ପଢ଼ାଯାଇ ନଥିଲା । ଏଣୁ ବର୍ତ୍ତମାନ କ’ଣ କରିବି ?

ବ୍ୟାକରଣ:

ସନ୍ଧିବିଚ୍ଛେଦ – ପିତରମପି = ପିତରମ୍ + ଅପି । ବେଦ।ଧ୍ୟୟନସ୍ୟ = ବେଦ + ଅଧ୍ୟୟନସ୍ୟ । ଅଧ୍ୟୟନାର୍ଥମ୍ = ଅଧ୍ୟୟନ + ଅର୍ଥମ୍ । ତଦେବ = ତତ୍ + ଏବ । କୋଽପି = କଃ + ଅପି ।
ସମାସ – ଅଜ୍ଞାତକୁଳଗୋତ୍ର = ନ ଜ୍ଞାତ (ନଡ୍ ତତ୍) କୁଳଂ ଚ ଗୋତିଃ ଚ (ଦ୍ବନ୍ଦ୍ବ) । ବେଦାଧ୍ୟୟନସ୍ୟ ବେଦାନାମ୍ ଅଧ୍ୟୟନଂ, ତସ୍ୟ (୬ଷ୍ଠ ତତ୍) । ଅଧ୍ୟୟନାର୍ଥମ୍ = ଅଧ୍ୟୟନାୟ ଇଦମ୍ (ନିତ୍ୟ) । ପୂର୍ବଜଃ = ପୂର୍ବ ଜାୟତେ ଇତି, ଡଃ (ଉପପଦ ତତ୍) ।
ସକାରଣବିଭକ୍ତି – ଗୋତ୍ରମ୍ = କର୍ମଣି ୨ୟା । ଅବକାଶମ୍ = କର୍ମଣି ୨ୟା । ଅଜ୍ଞାତକୁଳଗୋତ୍ର ୧ମା । ମୟା = ଅନୁକ୍ତ କର୍ଭରି ୩ୟା । ପୂର୍ବଜଃ = ଅନୁକ୍ତ କର୍ଭରି ୩ୟା ।
ପ୍ରକୃତି ପ୍ରତ୍ୟୟ – ଭବିତୁମ୍ = ଭୂ + ତୁମୁନ୍ । ପାଠିତଃ = ପଠ୍ + ଣିଚ୍ + କ୍ତ ।

Text – 9.

सत्यकामः ………………. माम् अनुसरतुळा
ଶବ୍ଦାର୍ଥ – ଅଧ୍ୟୟନେ = ପଢ଼ିବାରେ । ଶ୍ରଦ୍ଧା = ଇଚ୍ଛା । ଅବକାଶମ୍ = ସୁଯୋଗ । ନିରାକର୍ଭୁମ୍ = ଦୂର କରିବାକୁ । ଜନ୍ମନା = ଜନ୍ମଦ୍ଵାରା । ଖଳୁ = ନିଶ୍ଚୟ । ଅଙ୍ଗୀକରୋମି = ସ୍ଵୀକାର କରୁଛି । ଗୃହିତୁମ୍ = ଗୋପନୀୟ କରିବାକୁ । ସମିତ୍ = ଯଜ୍ଞକାଷ୍ଠ ।
ଅନୁବାଦ :
ସତ୍ୟକାମ – ଭଗବାନ୍, ପଢ଼ିବାରେ ମୋର ଅତୀବ ଶ୍ରଦ୍ଧା ରହିଛି । ମୋର ସୁଯୋଗ କଳ୍ପନା କରନ୍ତୁ ବା ଚିନ୍ତା କରନ୍ତୁ ମୁଁ ନିଷ୍ଠା ସହକାରେ ଅଭ୍ୟାସ କରିବି ।
ଗୌତମ – (ମନେ ମନେ) ଏହାର ଶ୍ରଦ୍ଧାକୁ ଯଦି ଦେଖୁଛି ତେବେ ଦୂର କରିବାକୁ ଇଚ୍ଛା ହେଉନାହିଁ । ଅଥବା କାହାର ବିଦ୍ୟାର ଅଧ୍ୟୟନ ନିମନ୍ତେ ଅଧ୍ୟାର ଶ୍ରଦ୍ଧାଦ୍ୱାରା ହୋଇଥାଏ, କିନ୍ତୁ ଜନ୍ମଦ୍ୱାରା ନୁହେଁ । ବ୍ରହ୍ମବିଦ୍ୟାର ମଧ୍ୟ ସେହିପରି ହିଁ ହୋଇଥାଏ । ଯାହାକିଛି ହେଉ, ଏହାକୁ ମୋର ଶିଷ୍ୟରୂପେ ସ୍ଵୀକାର କରିବି । (ପ୍ରକାଶ୍ୟରେ) ସତ୍ୟକାମ ! ଯଦିଚ ତୁମେ ନିଜର ଗୋତ୍ର ଜାଣିନାହଁ, ପିତାଙ୍କୁ ମଧ୍ୟ ଜାଣିନାହିଁ ତଥାପି ସେହି କଥାକୁ ଗୋପନୀୟ ନକରି, ଛଳନା ନକରି ତୁମେ ନିଶ୍ଚୟ ସତ୍ୟ ହିଁ କହିଲ । ତୁମେ ବସ୍ତୁତଃ ସତ୍ୟକାମ । ସତ୍ୟକାମ ବୋଲି ତୁମର ଅନ୍ଧର୍ଥ ନାମ । ନିଜ ଗୋତ୍ର ଓ ପିତାଙ୍କୁ ନଜାଣି ମଧ୍ଯ ତୁମେ ତୁମର ସତ୍ୟନିଷ୍ଠାଦ୍ୱାରା ବ୍ରହ୍ମଚର୍ଯ୍ୟର ଅଧିକାରୀ ହୋଇଛ । ଆମ୍ଭେ ତୁମକୁ ବ୍ରହ୍ମଚର୍ଯ୍ୟ ଦୀକ୍ଷାଦେବୁ । ଉପନୟନ ବା ବ୍ରତସଂସ୍କାର କରାଇବୁ । ବସ୍ତୁତଃ ତୁମେ ଜାବାଳ ସତ୍ୟକାମ ।
ସତ୍ୟକାମ – ଭଗବାନ୍ ! ମୁଁ ଅନୁଗୃହୀତ ହେଲି । (ପାଦତଳେ ପଡ଼ିଲେ).
ଗୌତମ – ଉତ୍ସ ବସ୍ତ୍ର, ଯଜ୍ଞକାଷ୍ଠଧାରୀ ମୋତେ ଅନୁସରଣ କର ।

ବ୍ୟାକରଣ:

ସନ୍ଧିବିଚ୍ଛେଦ – କଲ୍ୟାଶ୍ଚିତ୍ = କନ୍ୟା + ଚିତ୍ । ଅଧ୍ୟୟନାର୍ଥମ୍ = ଅଧ୍ୟୟନ + ଅର୍ଥମ୍ । ଯତ୍କିମପି = ଯତ୍ + କିମପି । ଯଦ୍ୟପି = ଯଦି + ଅପି । ଅନ୍ବର୍ଥମ୍ = ଅନୁ + ଅର୍ଥମ୍ ।
ସମାସ – ବ୍ରହ୍ମବିଦ୍ୟାୟା = ବ୍ରହ୍ମଶଃ ବିଦ୍ୟା, ତସ୍ୟା ସତ୍ୟ ନିଷ୍ଠା, ତୟା (୭ମୀ ତତ୍) । ସମିତ୍‌ପାଣି = ସମିତ୍ (୬ଷ୍ଠୀ ତତ୍) । ଅକୃତ୍ୱା = ନ କୃତ୍ୱା (ନୡ ତତ୍) । ସତ୍ୟନିଷ୍ଠୟା = ପାଶୌ ଯସ୍ୟ ଡଃ (ବହୁବ୍ରୀହିଃ) ।
ସକାରଣବିଭକ୍ତି – ଅଧ୍ୟୟନେ = ଅଧ୍ଵରଣେ ୭ମୀ । ମମ = ସମ୍ବନ୍ଧ ୬ଷ୍ଠୀ । ନିଷ୍କ୍ରିୟା = କରଣେ ତୃତୀୟା । ଅଭ୍ୟାସମ୍ = କର୍ମଣି ୨ୟା । ଶ୍ରଦ୍ଧୟା = ହେତୌ ୩ୟା । । ଜନ୍ମନା = ହେତୌ ୩ୟା ଭବତେ = ସମ୍ପ୍ରଦାନେ ୪ର୍ଥୀ । ଉପନୟନମ୍ = କର୍ମଣି ୨ୟା । ମାମ୍ = କର୍ମଣି ୨ୟା ।
ପ୍ରକୃତି ପ୍ରତ୍ୟୟ – କର୍ଭୁମ୍ = କୃ + ତୁମୁନ୍ । ଗୃହିତୁମ୍ = ଗୃହ୍ + ତୁମୁନ୍ । ଅକୃତ୍ରା = ନ + କୃ + କ୍ଵାଚ୍ । ଉକ୍ତବାନ୍ ବଚ୍ + କ୍ତବତୁ । ସଞ୍ଜାତଃ ସମ୍ + ଜନ୍ + କ୍ତ।

Leave a Comment