Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ

Students can use Class 4 Math Solution Odia Medium and Class 4 Maths Chapter 7 Question Answer Odia Mediumସବୁଠାରୁ ସ୍ଵଚ୍ଛ ଗ୍ରାମ to check their answers after solving exercises.

4th Class Maths Chapter 7 Question Answer Odia Medium

Class 4 Maths Chapter 7 Odia Medium

ବିଦ୍ୟାଳୟ ପରିଭ୍ରମଣ

Page No. (୨)

ଲିତ୍ରୁ ଓ ମିତ୍ରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଚତୁର୍ଥ ଶ୍ରେଣୀରେ ପାଠପଢ଼ନ୍ତି । ଡିସେମ୍ବର ୨୫ରେ ଛାତ୍ରଛାତ୍ରୀମାନଙ୍କର ଏକ ଦିନିକିଆ ପରିଭ୍ରମଣ ମୟୂରଭଞ୍ଜ ଜିଲ୍ଲା ବୋବେଇଜୋଡ଼ା ଆଦିବାସୀ ବହୁଳ ସ୍ବଚ୍ଛ ଗ୍ରାମକୁ ଯିବାପାଇଁ ସ୍ଥିର କରାଗଲା । ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀ ବସ୍‌ରେ ଯିବା ପାଇଁ ସ୍ଥିର ହେଲା !
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 1

ଲିଙ୍ଗ ଓ ମିତୃ ବଜାରକୁ ଗଲେ

ଲିତୁ ଓ ମିତୃ ପରିଭ୍ରମଣ ପାଇଁ ବହୁତ ଉତ୍ସାହିତ ଥିଲେ । ସେମାନେ ତାଙ୍କ ମାଆଙ୍କ ସହିତ ସାପ୍ତାହିକ ବଜାରକୁ ଦରକାରୀ ଜିନିଷପତ୍ର କିଣିବା ପାଇଁ ଗଲେ । ସେମାନେ ପରିଭ୍ରମଣ ନିମନ୍ତେ କ’ଣ କ’ଣ କିଣିବେ ତାର ଏକ ଚିଠା ପ୍ରସ୍ତୁତ କଲେ ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 2
• ଫଳ ଓ ପନିପରିବା
• ପରିଭ୍ରମଣ ପାଇଁ ବିସ୍କୁଟ, ପାଣିବୋତଲ ଓ ଶୁଖୁଲା ଖାଦ୍ୟ
• ମିଟୁ ଦାଦା ଗୋଟିଏ ଚାରିଚକିଆ ଠେଲାଗାଡ଼ିରେ ଫଳ ଓ ପନିପରିବା ବିକନ୍ତି ।
• ଫଳ ଓ ପନିପରିବାର ଦର ତାଲିକା ତଳ ସାରଣୀରେ ଦର୍ଶାଯାଇଅଛି ।

Question 1.
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 3
Solution:

ଫଳ/ପନିପରିବା ୧ କି.ଗ୍ରା. ପ୍ରତି ଦର (ଟଙ୍କା)
ଆତ ୪୫ ଟଙ୍କା
ବିସ୍ ୯୫ ଟଙ୍କା
ମୂଳା ୨୩ ଟଙ୍କା
ପିଆଜ ୩୨ ଟଙ୍କା
ଆଳୁ ୩୭ ଟଙ୍କା
ମାଟି ଆଳୁ ୪୫ ଟଙ୍କା
ସପେଟା ୭୦ ଟଙ୍କା
ଅମୃତଭଣ୍ଡା ୬୫ ଟଙ୍କା
କଦଳୀ ୫୫ ଟଙ୍କା

Question 2.
ମିଟୁ ଦାଦା, ଲିତୁ ଓ ମିତ୍ରୁକୁ ବିଭିନ୍ନ ପରିମାଣର ଫଳ ଓ ପନିପରିବାର ଦର ହିସାବ କରିବାକୁ କହିଲେ । ଏହି କାର୍ଯ୍ୟ କରିବା ପାଇଁ ଗାର ଟାଣି, ଖେଳନା ଟଙ୍କା ବ୍ୟବହାର କରି କିମ୍ବା ଅନ୍ୟ କୌଣସି ଉପାୟରେ ତାଙ୍କୁ ହିସାବ କରିବାରେ ସାହାଯ୍ୟ କରିବା ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 4
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 5
୧ମ ହିସାବରେ ୧ କି.ଗ୍ରା. ଓ ୧ କି.ଗ୍ରା.ର ମୂଲ୍ୟ ମିଶିଥ‌ିବା ବେଳେ ୨ୟ ହିସାବରେ ୨ କି.ଗ୍ରା. ଓ ୨ କି.ଗ୍ରା. ମୂଲ୍ୟ ମିଶାଇ ଦିଆଯାଇଛି ।

Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ

Question 3.
ତାଙ୍କ ମାଆ ମୋଟ୍‌ରେ ୧୬୩ ଟଙ୍କାର ଜିନିଷ କିଣିଲେ । ସେ କ’ଣ ସବୁ କିଣି ଥାଇପାରନ୍ତି ? (ଏକରୁ ଅଧିକ ସମ୍ଭାବନା ମଧ୍ଯ ଅଛି) ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 6
Solution:
ନାଁ, ସେ ସବୁ ଦ୍ରବ୍ୟ ୧୬୩ ଟଙ୍କାରେ କିଣିପାରିବେ ନାହିଁ ।
ତାଙ୍କ ମାଆ ୧୬୩ ଟଙ୍କାରେ ଆଳୁ ୧ କି.ଗ୍ରା., ବିନ୍ସ ୧ କି.ଗ୍ରା. ଓ ମୂଳା ୧ କି.ଗ୍ରା. କିଣିଥିଲେ ।
∴ ୪୫ ଟଙ୍କା + ୯୫ ଟଙ୍କା + ୨୩ ଟଙ୍କା = ୧୬୩ ଟଙ୍କା ।

Question 4.
ଗୀତା ଦିଦି ଗୋଟିଏ ଦୋକାନରେ ଚାଉଳ, ଅଟା, ଡାଲି, ମସଲା ଆଦି ଦ୍ରବ୍ୟ ବିକ୍ରି କରୁଥିଲେ । ଯେତେବେଳେ ତାଙ୍କ ମା ସଉଦା କିଣୁଥିଲେ ଲିତୁ ଓ ମିତୁ ଗ୍ରାହକମାନଙ୍କୁ ଅବଶିଷ୍ଟ ରାଶି ଫେରସ୍ତ କରିବାରେ ଗୀତା ଦିଦିକୁ ସାହାଯ୍ୟ କରୁଥିଲେ । ଗୀତା ଦିଦି ମଧ୍ୟ ସେମାନଙ୍କୁ କିଛି କୌଶଳପୂର୍ଣ ପ୍ରଶ୍ନ ପଚାରୁଥିଲେ । ତଳେ ଦିଆଯାଇଥ‌ିବା ପ୍ରତ୍ୟେକ କ୍ଷେତ୍ରରେ ଖାଲି ସ୍ଥାନରେ ଥ‌ିବା ସଂଖ୍ୟାଗୁଡ଼ିକ ପାଇବାପାଇଁ ସେମାନଙ୍କୁ ସାହାଯ୍ୟ କର । ଏଥ‌ିପାଇଁ କିମ୍ବା ଅନ୍ୟ କୌଣସି ଉପାୟ ବ୍ୟବହାର କରିପାରିବ ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 7
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 8
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 9

Question 5.
ଲିତୁ ଓ ମିତ୍ରୁ ବାଟରେ ସାଙ୍ଗମାନଙ୍କ ସହିତ ଖାଇବା ପାଇଁ ୩ କି.ଗ୍ରା. କଦଳୀ କିଣିଲେ । ତଳ ଲିଖ୍ ବିକଳ୍ପ ଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକୁ ବ୍ୟବହାର କରି ସେମାନେ କଦଳୀ କିଣିପାରିବେ ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 10
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 11
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 12
କଦଳୀ କିଲୋ ପ୍ରତି ଦାମ୍ = ୫୫ ଟଙ୍କା ୩ କିଲୋ କଦଳୀର ଦାମ୍ = ୫୫ ଟଙ୍କା × ୩ ଟଙ୍କା = ୧୬୫ ଟଙ୍କା
∴ (ଖ) ବିକଳ୍ପଟି ଠିକ୍ କାରଣ ଏଠାରେ ୧୦୦ ଟଙ୍କା + ୫୦ ଟଙ୍କା + ୧୦ ଟଙ୍କା + ୫ ଟଙ୍କା = ୧୬୫ ଟଙ୍କା ।

ଶିକ୍ଷକଙ୍କ ପାଇଁ ସୂଚନା : ପିଲାମାନେ ବ୍ୟବହାର କରିଥିବା କାର୍ଯ୍ୟ ପନ୍ଥାଗୁଡ଼ିକୁ ସହପାଠୀମାନଙ୍କ ମଧ୍ୟରେ ଆଲୋଚନା କରିବାପାଇଁ ଉତ୍ସାହିତ କରନ୍ତୁ । ଉପର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ସହଜ ଓ ସରଳ ପନ୍ଥା ଅବଲମ୍ବନ କରିବାରେ ସେମାନଙ୍କୁ ମାର୍ଗଦର୍ଶନ କରନ୍ତୁ ।

ଗାଣିତିକ ଧନ୍ଦା

Page No. (୨)

ଚାରିଜଣ ପିଲା ବୁଲୁଥିବା ସମୟରେ ଏକ କମଳା ବଗିଚା ପାଖ ଦେଇ ଯାଉଥିଲେ । ସେଠାରେ ବିକୁଥ‌ିବା ଲୋକକୁ ଗୋଟିଏ କମଳାର ଦାମ୍ ପଚାରିଲେ । ଲୋକଟି ପ୍ରତି କମଳାର ଦାମ୍ ୨୧ ଟଙ୍କା ବୋଲି କହିଲା ।

ସେମାନେ ସମସ୍ତେ ଦୁଇଟି ଲେଖାଏଁ କମଳା କିଣିଲେ । ଲୋକଟି ଖୁସି ମନରେ ସମସ୍ତଙ୍କୁ କମଳା ଦେଲା । ସେମାନେ କମଳାଗୁଡ଼ିକୁ ନେଇ ସେମାନଙ୍କ ପକେଟ୍‌ରେ ରଖିଲେ ଏବଂ ପକେଟ୍‌ରୁ ଟଙ୍କା ବାହାର କରି ଲୋକଟିକୁ ଦେଲେ ।

ପ୍ରତ୍ୟେକେ ବିଭିନ୍ନ ମୂଲ୍ୟର ନୋଟ୍ ଦେଇଥିଲେ । କୃଷ୍ଣ ୫୦ ଟଙ୍କା ନୋଟ୍, ସୁଦାମା ୧୦୦ ଟଙ୍କା ନୋଟ୍, ମାଳା ୨୦୦ ଟଙ୍କା ନୋଟ୍ ଓ ମିଳିମା ୫୦୦ ଟଙ୍କା ନୋଟ୍ ଦେଲେ ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 13
Question 1.
ପ୍ରତ୍ୟେକ କେତେ ଲେଖାଏଁ ଟଙ୍କା ଫେରସ୍ତ ପାଇବେ ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 14
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 15

Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ

ଆସ ଖୋଜିବା

Question 1.
୧ରୁ ୬ ସଂଖ୍ୟା ଗୁଡ଼ିକୁ ଖାଲିସ୍ଥାନରେ ଏପରି ଲେଖ, ଯେପରି ତ୍ରିଭୂଜର ପ୍ରତ୍ୟେକ ପାର୍ଶ୍ବର ସଂଖ୍ୟାମାନଙ୍କ ସମଷ୍ଟି ୯ ହେବ । କୌଣସି ସଂଖ୍ୟା ପୁନରାବୃତ୍ତି ହେବ ନାହିଁ ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 16
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 17

Question 2.
୧ ରୁ ୬ ପର୍ଯ୍ୟନ୍ତ ସଂଖ୍ୟାଗୁଡ଼ିକୁ ଏପରି ବ୍ୟବହାର କର । ଯେପରି ତ୍ରିଭୁଜର ପ୍ରତ୍ୟେକ ପାର୍ଶ୍ବର ସଂଖ୍ୟାମାନଙ୍କ ସମଷ୍ଟି ୧୦ ହେବ ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 18

Solution:

Question 3.
ଏହି ୬ ଗୋଟି ସଂଖ୍ୟା ଗୁଡ଼ିକୁ ନେଇ ତୁମେ ଆଉ କେଉଁ ସମଷ୍ଟି ନିଷ୍କ୍ରିୟ କରିପାରିବ ? ତୁମେ ପ୍ରତ୍ୟେକ ପାର୍ଶ୍ବର ସଂଖ୍ୟାମାନଙ୍କ ସମଷ୍ଟି ୧୨ କରିପାରିବ କି ? ପ୍ରତ୍ୟେକ ପାର୍ଶ୍ବର ସଂଖ୍ୟାମାନଙ୍କ ସମଷ୍ଟି ୧୩ କରିପାରିବ କି ?
Solution:
ହଁ
କୋଣରେ : ୪, ୫, ୬
୧ ମଝିରେ : ୪-୫ ମଧ୍ୟରେ ୩, ୫-୬ ମଧ୍ୟରେ ୧, ୬-୪ ମଧ୍ଯରେ ୨ ।

Question 4.
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 20
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 21

ଯୋଗ କର

Page No. (୨)

ଲିମ୍ବୁ ଓ ମିତୁ ତା ପରଦିନ ସକାଳୁ ଏକ ବସ୍‌ରେ ବୋବେଇଜୋଡ଼ା ଗ୍ରାମକୁ ପରିଭ୍ରମଣରେ ଗଲେ । ତାଙ୍କ ବିଦ୍ୟାଳୟରୁ ୨୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୪୩୮ ଜଣ ଛାତ୍ରଛାତ୍ରୀ ପରିଭ୍ରମଣରେ ଯାଇଥିଲେ । ପଡ଼ୋଶୀ ବିଦ୍ୟାଳୟରୁ ୪୭୬ ଜଣ ଛାତ୍ରଛାତ୍ରୀଙ୍କ ସହିତ ୨୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସେହି ସ୍ଥାନକୁ ପରିଭ୍ରମଣରେ ଯାଇଥିଲେ ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 22
Question 1.
ଦୁଇଟି ବିଦ୍ୟାଳୟର କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କ ସହିତ ଯାଇଥିଲେ ?
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 23
ପିଲାମାନଙ୍କ ସହିତ ୫୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯାଇଥିଲେ ।

ଶିକ୍ଷକଙ୍କ ପାଇଁ ସୂଚନା ; ପିଲାମାନଙ୍କୁ ସମସ୍ୟା ସମାଧାନ ପାଇଁ ପାରମ୍ପରିକ ଶବ୍ଦ ଯଥା ଛାଡ଼ିବା, ସମୁଦାୟ, କମ୍, ଅଧିକ ବ୍ୟବହାର କରିବା ପରିବର୍ତ୍ତେ ଶିକ୍ଷକମାନେ ପ୍ରଶ୍ନ ଦେଖ୍ ବିଭିନ୍ନ ଛବି ଅଙ୍କନ କରି ସମସ୍ୟା ଗୁଡ଼ିକର ସମାଧାନ କରିବା ନିମିତ୍ତ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରନ୍ତୁ। ବହିଶେଷରେ କେତେକ ଉକ୍ତି ଭିତ୍ତିକ ଗଣିତ ଓ ସେମାନଙ୍କର ଚିତ୍ରିତ ଉପସ୍ଥାପନର ଉଦାହରଣ ଦିଆଯାଇଛି !

Question 2.
ଏହି ପରିଭ୍ରମଣରେ କେତେ ଜଣ ପିଲା ଯାଇଥିଲେ ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 24
Solution:
୪୩୮ + ୪୭୬
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 25
୯୧୪ ଜଣ ଛାତ୍ରଛାତ୍ରୀ ବୋବେଇଜୋଡ଼ା ଯାଇଥିଲେ ।

ଶିକ୍ଷକଙ୍କ ପାଇଁ ସୂଚନା : ବାସ୍ତବ ଜିନିଷରୁ ଅମୂଇଁ ଆଲଗୋରିଦିମ୍‌ରେ ପହଞ୍ଚିବା ଯାଏଁ ଶିକ୍ଷାର୍ଥୀ ମାନଙ୍କୁ ସହାୟତା କରନ୍ତୁ । ଦର୍ଶାଯାଇଥ‌ିବା ଭଳି ସୋପାନଭିତ୍ତିକ ଗାଣିତିକ ବାଖ୍ୟ ପିଲାମାନଙ୍କ ପାଇଁ ଉତ୍ତମ ହେବ । ଦର୍ଶାଅ ଯେ ପ୍ରତ୍ୟେକ ସମୟରେ ୧୦ ଏକ କୁ ୧ ଦଶ, ୧୦ ଦଶକୁ ୧ ଶହ, ୧୦ ଶହକୁ ୧ ହଜାରରେ ପୁନର୍ଗଠନ ଶବ୍ଦର ବ୍ୟବହାର କରାଯାଇଛି । ଶିକ୍ଷାର୍ଥୀମାନଙ୍କୁ ପୂର୍ବଶ୍ରେଣୀରେ ପଢ଼ାଯାଇଥିବା ପ୍ରଣାଳୀ ଯଥା ଗାର ପକାଇବା, ଗଣିବା ବା ଉଚ୍ଚ ସ୍ବରରେ ପଠନ କରିବା ପାଇଁ ଉତ୍ସାହିତ କରନ୍ତୁ ଶିକ୍ଷାର୍ଥୀମାନଙ୍କୁ ସଂପୂର୍ଣ୍ଣ ସାମର୍ଥ୍ୟ କରିବା ପର୍ଯ୍ୟନ୍ତ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ନେଇ ବିଭିନ୍ନ ଗାଣିତିକ ପ୍ରକ୍ରିୟା କରନ୍ତୁ ।

Question 3.
ଲିଡୁ ଓ ମିତ୍ର ୩୮ଟଙ୍କା ମୂଲ୍ୟର ଏକ ତରଭୁଜ ଖଣ୍ଡ ଖାଇଲେ । ଏହା ତାଙ୍କୁ ଭଲ ଲାଗିବାରୁ ଆଉ ଏକ ଛୋଟ ତରଭୂଜ ଖଣ୍ଡ ୧୬ ଟଙ୍କା ମୂଲ୍ୟରେ କିଣିଲେ । ସେମାନେ ତରଭୁଜ ଖାଇବାର କେତେ ଟଙ୍କା ଖର୍ଚ୍ଚ କଲେ ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 26
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 27

ତରଭୂଜ ଏକ ଖରାଦିନିଆ ଫଳ । ଏହା ଖରାଦିନେ ଆମ ଓଡ଼ିଶାରେ ପ୍ରଚୁର ପରିମାଣରେ ମିଳେ । କାକୁଡ଼ି ଭଳି ତରଭୂଜ ଖରା ସମୟରେ ଖାଇଲେ ଦେହକୁ ପ୍ରଚୁର ଜଳୀୟ ଅଂଶ ମିଳେ । ନଦୀ କୂଳିଆ ଅଞ୍ଚଳରେ ଏହା ବହୁ ପରିମାଣରେ ଚାଷ ହୁଏ । ବୋବେଇଜୋଡ଼ାରେ ଖରାଦିନେ । ଏହା ପ୍ରଚୁର ପରିମାଣରେ ମିଳେ।

ଶିକ୍ଷକଙ୍କ ପାଇଁ ସୂଚନା : ପିଲାମାନଙ୍କୁ ଉତ୍ସାହିତ କରନ୍ତୁ ଦଶ ଆଧାର ବ୍ଲକ୍ ପରିବର୍ତ୍ତେ ଧୀରେ ଧୀରେ ଟୋକେନ୍ ବ୍ୟବହାର କରିବେ । ଉଭୟ ସୋପାନରେ ଥିବା ସମାନତା ପିଲାଙ୍କ ଦୃଷ୍ଟିକୁ ଆଣନ୍ତୁ ।

Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ

Question 4.
ଲିତୁ ଓ ମିତ୍ର ତାଙ୍କ କୁଞ୍ଚିରୁ ୧୮୫ ଟଙ୍କା ସଂଗ୍ରହ କଲେ । ତାଙ୍କ ମାଆ ତାଙ୍କୁ ୧୨୫ ଟଙ୍କା ପରିଭ୍ରମଣ ପାଇଁ ଦେଲେ । ପରିଭ୍ରମଣ ପାଇଁ ସେମାନେ ସମୁଦାୟ କେତେ ଟଙ୍କା ନେଇଥିଲେ ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 28
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 29

ଆସ ହିସାବ କରିବା

Question 1.
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 30
କୋରାପୁଟର ଏକ ବିଦ୍ୟାଳୟରେ କଳାଶିକ୍ଷା କେନ୍ଦ୍ରଟିଏ ଅଛି । ନିମ୍ନ ସଂଖ୍ୟକ ଛାତ୍ରଛାତ୍ରୀମାନେ ତବଲା ବଜାଇବା ଓ ଗୀତ ଗାଇବା ଶିଖୁଛନ୍ତି । ପ୍ରଥମେ କଳନା କର ଓ ପରେ ମୋଟ ପିଲାମାନଙ୍କର ସଂଖ୍ୟା ନିର୍ଣ୍ଣୟ କର ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 31
Solution:

ତବଲା ବାଦକ ଗାୟକ ଗାୟିକା ମୋଟ
ବାଳକ ୭୮ ୫୩୨ ୬୧୦ ବାଳକ
ବାଳିକା ୯୫ ୩୪୬ ୪୪୧ ବାଳିକା
ମୋଟ୍ ୧୭୩ ତବଲା ବାଦକ ୮୭୮ ଗାୟକ ଗାୟିକା ୧୦୫୧ ବାଳକ ଓ ବାଳିକା

୧୫ ଜଣ ଅଧ୍ବକ ବାଳିକା ବିଦ୍ୟାଳୟରେ ଯୋଗ ଦେଲେ ଏବଂ ସେମାନେ ତବଲା ବାଦନ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କଲେ । ବର୍ତ୍ତମାନ କେତେଜଣ ବାଳିକା ତବଲା ବାଦନ ଶିକ୍ଷାଲାଭ କଲେ ?
Solution:
ବାଳିକା ତବଲା ବାଦକରେ ବାଳିକା ସଂଖ୍ୟା ୯୫, ଯୋଗଦେଲେ ୧୫ଜଣ
∴ ମୋଟ ହେଲେ ୯୫ + ୧୫ = ୧୧୦ଜଣ ।

Question 2.
ଉପଯୁକ୍ତ ଭାବେ ସଂଖ୍ୟାଗୁଡ଼ିକୁ ନିଜ ଖାତାରେ ସ୍ତମ୍ଭରେ ଯୋଗ କର ।
(କ) ୩୨ + ୪୭
(ଖ) ୬୫୪ + ୯୫
(ଗ) ୨୮୬ + ୧୨୩
(ଘ) ୪୭୬ + ୩୨୪
(ଡ) ୭୦୦ + ୨୮୯
(ଚ) ୫୩୪ + ୪୮୩
Solution:
(କ) ୩୨ + ୪୭ = ୭୯
(ଖ) ୬୫୪ + ୯୫ = ୭୪୯
(ଗ) ୨୮୬ + ୧୨୩ = ୪୦୯
(ଘ) ୪୭୬ + ୩୨୪ = ୮୦୦
(ଡ) ୭୦୦ + ୨୮୯ = ୯୮୯
(ଚ) ୫୩୪ + ୪୮୩ = ୧୦୧୭

Question 3.
ପ୍ରୀତିର ବିଦ୍ୟାଳୟରେ ୪୨୩ ଜଣ ଛାତ୍ରଛାତ୍ରୀ ଅଛନ୍ତି । ତାଙ୍କ ବିଦ୍ୟାଳୟରେ ତା’ର ମାମୁଁ ଝିଅ ଭଉଣୀ ପଢୁଥ‌ିବା ବିଦ୍ୟାଳୟ ଅପେକ୍ଷା ୧୭୮ ଜଣ କମ୍ଛା ତ୍ରଛାତ୍ରୀ ଅଛନ୍ତି । ପ୍ରୀତିର ମାମୁଁ ଝିଅ ଭଉଣୀ ପଢୁଥ‌ିବା ବିଦ୍ୟାଳୟରେ ମୋଟ୍ କେତେଜଣ ଛାତ୍ରଛାତ୍ରୀ ପଢୁଛନ୍ତି ?
Solution:
ପ୍ରୀତିର ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା = ୪୨୩
ତା’ର ମାମୁଁ ଝିଅ ଭଉଣୀ ପଢୁଥ‌ିବା ବିଦ୍ୟାଳୟ ଅପେକ୍ଷା ୧୭୮ ଜଣ କମ୍ ଛାତ୍ରଛାତ୍ରୀ ଅଛନ୍ତି ।
∴ ପ୍ରୀତିର ମାମୁଁ ଝିଅ ଭଉଣୀ ପଢୁଥ‌ିବା ବିଦ୍ୟାଳୟରେ ପଢୁଥ‌ିବା ମୋଟ ଛାତ୍ରଛାତ୍ରୀ ସଂଖ୍ୟା = ୪୨୩ + ୧୭୮ = ୬୦୧ଜଣ ।

ବିୟୋଗ କର

Question 1.
ବାଟରେ ବସ୍‌ କିଛି ସମୟ ଜଳଖୁଆ ପାଇଁ ଅଟକିଥିଲା । ୮୩ ଜଣ ଛାତ୍ରଛାତ୍ରୀ ମାଣ୍ଡିଆଲଡୁ ଓ ୪୬ ଜଣ ଛାତ୍ରଛାତ୍ରୀ ମୁଢ଼ିମୁଆଁ କିଣିଲେ । କେତେଜଣ ଅଧ୍ବକ ପିଲା ମାଣ୍ଡିଆ ଲଡୁ କିଣିଲେ ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 32
Solution:
ମାଣ୍ଡିଆ ଲଡୁ କିଣିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ମୁଢ଼ିମୁଆଁ କିଣିଥିବା
ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ = ୮୩ – ୪୬
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 33
୩୭ ଜଣ ଅଧ୍ବକ ଛାତ୍ରଛାତ୍ରୀ ମାଣ୍ଡିଆ ଲଡୁ କିଣିଥିଲେ ।

Question 2.
ସମସ୍ତ ୪୩୮ ଜଣ ଛାତ୍ରଛାତ୍ରୀ ସ୍ବଚ୍ଛଗ୍ରାମ ବୋବେଇଜୋଡ଼ା ବୁଲି ଯିବାକୁ ବାହାରିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ୨୧୫ ଜଣ ଛାତ୍ରଛାତ୍ରୀ ସ୍ବଚ୍ଛଗ୍ରାମ ଅଭୟାରଣ୍ୟ ଦେଖିବାକୁ ଗଲେ । କେତେଜଣ ଛାତ୍ରଛାତ୍ରୀ ବୋବେଇଜୋଡ଼ା ସ୍ବଚ୍ଛ ପରିବେଶ ଦେଖିବାକୁ ଅପେକ୍ଷା କରି ରହିଲେ ? ଅପେକ୍ଷାରେ ରହିଥ‌ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା = ୪୩୮ – ୨୧୫
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 34
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 35
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 36

Question 3.
ଲିତ୍ରୁ ଓ ମିତ୍ରୁ ମୋଟ୍‌ରେ ୩୧୦ ଟଙ୍କା ଆଣିଥିଲେ । ବାଟରେ ଖାଦ୍ୟ ଓ ଉପହାର କିଣିବା ପରେ ତାଙ୍କ ପାଖରେ ୧୭୯ ଟଙ୍କା ରହିଲା । ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 37
Solution:
ଖର୍ଚ୍ଚ ହୋଇଥିବା ଟଙ୍କା = ୩୧୦ – ୧୭୯
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 38

ଶିକ୍ଷକଙ୍କ ପାଇଁ ସୂଚନା : ସୋପାନଭିଭିକ କାର୍ଯ୍ୟ କରିବା ଆଗରୁ ପିଲାମାନେ ପ୍ରଥମେ ସ୍ଥୂଳ ବସ୍ତୁ ବ୍ୟବହାର କରିବେ । ଆପଣଙ୍କୁ ଏହା ଜଣାଇବାକୁ ହେବ ଯେ ସୋପାନ ଭିତ୍ତିକ ପନ୍ଥା ବ୍ୟବହାର କରି ପର୍ଯ୍ୟାୟକ୍ରମେ ହିସାବ କରିବା ବେଳେ ଏକକ ସ୍ଥାନ ଅଙ୍କରୁ ଆରମ୍ଭ କରିବାକୁ ହେବ । ପରେ ଏକକରୁ ଦଶକ ଅଙ୍କ ଏବଂ ଦଶକରୁ ଶତକ ଅଙ୍କର କାର୍ଯ୍ୟ କରାଯିବ । ଏକକ ସ୍ଥାନର ବିୟୋଗ ବେଳେ ଆବଶ୍ୟକୀୟ ଏକ ନ ଥିଲେ ଗୋଟିଏ ଦଶକୁ ଭାଙ୍ଗି ୧୦ଟି ଏକରେ ପରିଣତ କରିବାକୁ ହେବ । ସେହି କ୍ରମରେ ଏକ ଶହକୁ ୧୦ଟି ଦଶରେ ପରିଣତ କରାଯାଇପାରିବ ।

Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ

ଆସ ସମାଧାନ କରିବା

Question 1.
ରାମ ମଉସା ତାଙ୍କ ଆମ୍ବଗଛରୁ ଗତବର୍ଷ ୨୬୪ଟି ଆମ୍ବ ପାଇଥିଲେ । ଏ ବର୍ଷ ସେ ୫୨୭ଟି ଆମ୍ବ ପାଇଲେ । ଏବର୍ଷ ସେ ଗତବର୍ଷ ଅପେକ୍ଷା କେତେ ଅଧ‌ିକ ଆମ୍ବ ପାଇଲେ ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 39
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 40

Question 2.
ଦଶହରା ଅବସରରେ ହେଉଥ‌ିବା ଖେଳନା ମେଳାକୁ ରଞ୍ଜିତା ୬୩୯ଟି ଖେଳନା ତିଆରି କରି ନେଇଥିଲା । ସେହି ମେଳାରେ ସେ ୫୩୧ଟି ଖେଳନା ବିକ୍ରି କରିଥିଲା । କେତୋଟି ଖେଳନା ବଳକା ରହିଲା ?
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 41
Solution:
ଖେଳନା ବଳକା ରହିଲା = ୧୦୮ଟି (୬୩୯ – ୫୩୧ = ୧୦୮)
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 42

Question 3.
ସଂଖ୍ୟା ଗୁଡ଼ିକୁ ସ୍ତମ୍ଭରେ ସଜାଇ ବିୟୋଗଫଳ ନିର୍ଣ୍ଣୟ କର ।
(କ) ୮୩ – ୨୯ (ଖ) ୩୪୫ -୧୨୩ (ଗ) ୭୬୩ – ୪୩୭ (ଘ) ୮୦୩ – ୩୫୦ (ଙ) ୯୦୦ – ୩୨୮
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 43
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 44

Question 4.
ନିମ୍ନଲିଖତ ବହିଗୁଡ଼ିକ ରାମପୁର ଗ୍ରାମର ଫକୀରମୋହନ ପାଠାଗାରରେ ଅଛି । ପିଲାମାନେ ଛୁଟିରେ ବହିଗୁଡ଼ିକ ପଢ଼ିବା ପାଇଁ ପାଠାଗାରରୁ ଆଣିଲେ ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 45
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 46

(କ) ରାଜୁ ପଞ୍ଚତନ୍ତ୍ର କାହାଣୀର ବହିଟି ଖରାଛୁଟିରେ ପଢ଼ିଲା । ନିକୁ ଆକବର ଓ ବୀରବଲ, ଜହ୍ନମାମୁଁ ଓ ନୀଳଛତା ବହି ପଢ଼ିଲା । ଏମାନଙ୍କ ମଧ୍ୟରୁ କିଏ ଅଧିକ ପୃଷ୍ଠାର ବହି ପଢ଼ିଲା ଓ କେତେ ଅଧିକ ପୃଷ୍ଠା ପଢ଼ିଲା ?
Solution:
ରାଜୁ ପଢ଼ିଲା ପଞ୍ଚତନ୍ତ୍ର କାହାଣୀ ପୃଷ୍ଠା ସଂଖ୍ୟା = ୨୩୬
ନିକୁ ପଢ଼ିଲା ଆକବର ଓ ବିରବଲ୍ ପୃଷ୍ଠାସଂଖ୍ୟା = ୯୬, ଜହ୍ନମାମୁଁ ପୃଷ୍ଠାସଂଖ୍ୟା = ୩୦ ଓ ନୀଳଛତା ପୃଷ୍ଠାସଂଖ୍ୟା = ୯୦
ନିକୁର ମୋଟ ପୃଷ୍ଠା ସଂଖ୍ୟା = ୯୬ + ୩୦ + ୯୦ = ୨୧୬
ପାର୍ଥକ୍ୟ = ୨୩୬ – ୨୧୬ = ୨୦ ପୃଷ୍ଠା
∴ ରାଜୁ ଅଧ‌ିକ ପଢ଼ିଲା ୨୦ ପୃଷ୍ଠା |

(ଖ) ସୋନୁ ମହାପୁରୁଷଙ୍କ ଜୀବନୀ ବହିରୁ ୨୩ ପୃଷ୍ଠା ପଢ଼ିଲା । ଆଉ କେତେ ପୃଷ୍ଠା ବଳକା ରହିଲା ?
Solution:
ମହାପୁରୁଷଙ୍କ ଜୀବନୀ ପୃଷ୍ଠାସଂଖ୍ୟା = ୧୨୮, ସେ ପଢ଼ିଲା ୨୩ ପୃଷ୍ଠା
∴ ଆଉ ପୃଷ୍ଠା ବଳିଲା = ୧୨୮ – ୨୩ = ୧୦୫ |

(ଗ) ମିଟୁ ଛୁଟିରେ ତାଲିକାରେ ଥ‌ିବା ସମସ୍ତ ବହି ପଢ଼ିବା ପାଇଁ ସ୍ଥିର କଲା । ସେ ୪ ସପ୍ତାହରେ ସ୍ଵାମୀ ବିବେକାନନ୍ଦ, ଆକବର ଓ ବୀରବଲ ବହି ଶେଷ କରିଛି ଏବଂ ମହାପୁରୁଷଙ୍କ ଜୀବନୀରୁ ୫୦ ପୃଷ୍ଠା ପଢ଼ିଛି । ସମସ୍ତ ବହିଗୁଡ଼ିକ ଶେଷ କରିବା ପାଇଁ ତାକୁ
ଆଉ ଅଧ‌ିକ କେତେ ପୃଷ୍ଠା ପଢ଼ିବାକୁ ହେବ ?
Solution:
ମହାପୁରୁଷଙ୍କ ଜୀବନୀ ପୃଷ୍ଠାସଂଖ୍ୟା = ୧୨୮, ସେଥୁରୁ ସେ ପଢ଼ିଛି = ୫୦ ପୃଷ୍ଠା
∴ ଆଉ ବାକି ଅଛି ୧୨୮ – ୫୦ = ୭୮ ପୃଷ୍ଠା ।

Question 5.
ଦୈନିକ ଗୋଟିଏ ଟ୍ରେନ୍ ଜୟପୁର ଓ ରାୟଗଡ଼ା ମଧ୍ଯରେ ୧୩୧ କି.ମି. ଯାତ୍ରା କରେ । ନିମ୍ନଲିଖ୍ତ ଚିତ୍ରକୁ ଦେଖ୍ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 47
Solution:
ଜୟପୁରରେ ଯାତ୍ରୀ ଚଢ଼ିଲେ = ୮୯୪, କୋରାପୁଟରେ ଯାତ୍ରୀ ଚଢ଼ିଲେ = ୧୫୮ ଓ ଓହ୍ଲାଇଲେ = ୨୩
କୋରାପୁଟରେ ରହିଲେ = ୮୯୪ + ୧୫୮ – ୨୩
= ୧୦୫୨ – ୨୩ = ୧୦୨୯
ଲକ୍ଷ୍ମୀପୁର ଚଢ଼ିଲେ = ୬୭, ମୋଟ ଯାତ୍ରୀ ହେଲେ = ୧୦୨୯ + ୬୭ = ୧୦୯୬, ଯାତ୍ରୀ ଓହ୍ଲାଇଲେ = ୭୫
∴ ଲକ୍ଷ୍ମୀପୁର ଛାଡ଼ିବା ପରେ ରହିଲେ = ୧୦୯୬ – ୭୫ = ୧୦୨୧ ଜଣ ।

(କ) ଲକ୍ଷ୍ମୀପୁର ଷ୍ଟେସନ ଛାଡ଼ିଲା ପରେ ଟ୍ରେନ୍‌ରେ କେତେ ଯାତ୍ରୀ ରହିଲେ ? ______________________
Solution:
୧୦୨୧ ଜଣ ।

(ଖ) ରାୟଗଡ଼ା ଷ୍ଟେସନରେ କେତେ ଯାତ୍ରୀ ଓହ୍ଲାଇଲେ ? _______________________
Solution:
୧୦୨୧ ଜଣ ।

(ଗ) ଜୟପୁର କିମ୍ବା ରାୟଗଡ଼ା ଷ୍ଟେସନ ମଧ୍ୟରୁ କେଉଁଠାରେ ଅଧ‌ିକ ଯାତ୍ରୀ ଟ୍ରେନ୍‌ରେ ଥିଲେ ? କେତେ ଅଧ‌ିକ ବା କେତେ କମ୍ ? _______________________
Solution:
ଜୟପୁର ଛାଡ଼ିବା ପରେ ଅଧିକ ଯାତ୍ରୀ (୧୦୨୯ ଜଣ) ଥିଲେ । ରାୟଗଡ଼ା ପହଞ୍ଚିବା ବେଳେ ୧୦୨୧ ଥିଲେ । ଜୟପୁର ପାଖରେ ୮ଜଣ ଅଧିକ ଥିଲେ ।

(ଘ) ଟ୍ରେନ୍‌ରେ ସମୁଦାୟ କେତେ ଜଣ ଯାତ୍ରୀ ଯାତ୍ରା କରିଥିଲେ ? ___________________________
Solution:
ଟ୍ରେନ୍‌ରେ ସମୁଦାୟ ଯାତ୍ରୀ ଯାତ୍ରା କରିଥିଲେ = ୮୯୪ + ୧୫୮ + ୬୭ = ୧୧୧୯ ଜଣ ।

Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ

Question 6.
ସମାଧାନ କର ।
(କ) Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 48
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 49

(ଖ) Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 50
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 51

(ଗ) ଶୀଘ୍ର ହିସାବ କରିବା ପାଇଁ ଉପାୟ ଖୋଜ । ତୃତୀୟ ଶ୍ରେଣୀରେ ଶିଖୁବା କିଛି ଉପାୟ ସମ୍ପର୍କରେ ଚିନ୍ତା କର ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 52
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 53

(ଘ) ତୁମ ଖାତାରେ ସଂଖ୍ୟାଗୁଡ଼ିକୁ ସ୍ତମ୍ଭରେ ସଜାଇ ସମାଧାନ କର ।
(୧) ୩୮ + ୯୪୩
(୨) ୪୬୫ + ୩୦୫
(୩) ୪୩୫ + ୪୬୨
(୪) ୭୬୪ – ୬୫୭
(୫) ୫୧୮ – ୨୦୯
(୬) ୭୮୯ – ୫୩
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 54

(ଙ) ଦୁଇଟି ସଂଖ୍ୟା କୁହ ଯେପରି କି ସେମାନଙ୍କର ଯୋଗଫଳ ୮୫୬ ହେବ । ଏହିପରି ଆଉ ଦୁଇଟି ସଂଖ୍ୟା କୁହ ଯେପରିକି କି ସେମାନଙ୍କର ବିୟୋଗଫଳ ୫୬୩ ହେବ । ଏହି ସଂଖ୍ୟାଗୁଡ଼ିକ ସହିତ ନିଜ ମନରୁ ଧାରା ଗଣିତ ତିଆରି କର ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 55
Solutinon:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 56
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 57

ସଂଖ୍ୟା ଯୋଡ଼ିର ଖେଳ

Page No. (୨)

Question 1.
ଏଠାରେ ଏକ ସଂଖ୍ୟା ଗ୍ରୀଡ୍ ଅଛି । ଏହି ଗ୍ରୀଡ୍‌ରେ ଅନେକ ସଂଖ୍ୟା ଯୋଡ଼ି ଅଛି । ଧାଡ଼ିରେ ବା ସ୍ତମ୍ଭରେ ପାଖାପାଖୁ ଥ‌ିବା ‘ ସଂଖ୍ୟା ଦୁଇଟିକୁ ଯୋଗ କରିବା । ଉଦାହରଣ ସ୍ବରୂପ – ଏହି ଗ୍ରୀଡ୍‌ରେ ୧୧୧ ଓ ୧୮୫, ୪୮ ଓ ୧୮୫ ଦୁଇଟି ସଂଖ୍ୟା ଯୋଡ଼ା ଅଛି ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 58
Solution:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 59

୧। ସର୍ବାଧ‌ିକ ଯୋଗଫଳ ବିଶିଷ୍ଟ ସଂଖ୍ୟା ଯୋଡ଼ି ଚିହ୍ନାଅ ।
_________________________________________
Solution:
୨୨୫ ଓ ୧୯୦ (ଯୋଗଫଳ ୪୧୫)

୨। ସର୍ବନିମ୍ନ ଯୋଗଫଳ ବିଶିଷ୍ଟ ସଂଖ୍ୟା ଯୋଡ଼ି ଚିହ୍ନାଅ ।
________________________________________
Solution:
୬୮ ଓ ୫୪ (ଯୋଗଫଳ ୧୨୨)

୩। ସର୍ବାଧ୍ବକ ବିୟୋଗଫଳ ବିଶିଷ୍ଟ ସଂଖ୍ୟା ଯୋଡ଼ି ଚିହ୍ନାଅ ।
__________________________________________
Solution:
୩୨୧ ଓ ୬୩ (ବିୟୋଗଫଳ ୨୫୮)

୪। ସର୍ବନିମ୍ନ ବିୟୋଗଫଳ ବିଶିଷ୍ଟ ସଂଖ୍ୟା ଯୋଡ଼ି ଚିହ୍ନାଅ ।
___________________________________________
Solution:
୬୮ ଓ ୫୪ (ବିୟୋଫଳ ୧୪)

ହଜିଲା ଅଙ୍କ ଖୋଜ

Page No. (୨)

Question 1.
ଠିକ୍ ଯୋଗଫଳ ପାଇବା ପାଇଁ ତଳ କୋଠରିରେ ହଜିଥିବା ଅଙ୍କ ଲେଖୁ ପୂରଣ କର ।
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 60
Solutioon:
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 61
Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ 62

Class 4 Maths Chapter 7 Question Answer Odia Medium ସବୁଠାରୁ ସ୍ଵଚ୍ଛ ଗ୍ରାମ

ଆସ ହିସାବ କରିବା

Question 1.
ଯୋଗ କର ।
Solution:
(କ) ୨୩ + ୪୮୯ = ୫୧୨
(ଖ) ୧୦୫ + ୨୯୫ = ୪୦୦
(ଗ) ୬୩୦ + ୫୬ = ୬୮୬
(ଘ) ୩୫ + ୯୯ = ୧୩୪
(ଙ) ୪୦୯ + ୩୮୭ = ୭୯୬
(ଚ) ୬୭ + ୭୬ = ୧୪୩
(ଛ) ୫୮୦ + ୨୦୭ = ୭୮୭
(ଜ) ୩୩୩ + ୬୬୬ = ୯୯୯
(ଝ) ୮୨୬ + ୨୬୮ = ୧୦୯୪

Question 2.
ବିୟୋଗ କର ।
Solution:
(କ) ୩୦୦ – ୪୫ = ୨୫୫
(ଖ) ୯୬୨ – ୨୬୮ = ୬୯୪
(ଗ) ୭୦୬ – ୨୦୯ = ୪୯୭
(ଘ) ୮୪୨ – ୩୮୭ = ୪୫୫
(ଙ) ୬୭୪ – ୭୬ = ୫୯୮
(ଚ) ୭୫୪ – ୪୦୯ = ୩୪୫
(ଛ) ୪୦୩ – ୨୪୫ = ୧୫୮
(ଜ) ୬୦୦ – ୩୮୪ = ୨୧୬
(ଖ) ୫୪୬ – ୫୩୮ = ୮