Students can use Class 5 Math Solution Odia Medium and Class 5 Maths Chapter 14 Question Answer Odia Medium ମାନଚିତ୍ର ଓ ଅବସ୍ଥାନ to check their answers after solving exercises.
5th Class Maths Chapter 14 Question Answer Odia Medium
Class 5 Maths Chapter 14 Odia Medium
ଦିଗ ଖୋଜିବା
Page No. (୧୭୧)
ଦିଗଗୁଡ଼ିକୁ (ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ) ଖୋଜିବାର ଏକ ଉପାୟ ହେଉଛି ଉଦିତ ସୂର୍ଯ୍ୟଙ୍କୁ ସାମ୍ନା ଆଡ଼କୁ ଚାହିଁବା

Question 1.
ମନୁ ଉଦିତ ସୂର୍ଯ୍ୟ ଆଡକୁ ମୁହଁ କରି ଠିଆ ହୋଇଛି ।
ସେ ଦିଗଟି ହେଉଛି …………………… ।
ତାଙ୍କ ବାମହାତ …………………. ଦିଗକୁ ସୂଚାଉଛି ।
ତାଙ୍କ ଡାହାଣହାତ ………………… ଦିଗକୁ ସୂଚାଉଛି ।
କେଉଁ ପାର୍ଶ୍ୱଟି ପଶ୍ଚିମକୁ ଅଛି ?
Solution:
ସେ ଦିଗଟି ହେଉଛି ପୂର୍ବଦିଗ ।
ତାଙ୍କ ବାମହାତ ଉତ୍ତର ଦିଗକୁ ସୂଚାଉଛି । ତାଙ୍କ ଡାହାଣହାତ ଦକ୍ଷିଣ ଦିଗକୁ ସୂଚାଉଛି ।
ତାଙ୍କ ପଛପଟ ପାର୍ଶ୍ୱଟି ପଶ୍ଚିମକୁ ଅଛି ।
![]()
ପକ୍ଷୀ ଦେଖୁ
Page No. (୧୭୨)
Question 1.
ସୂଚନାଗୁଡ଼ିକୁ ପଢ଼ ଏବଂ ଶିବିରରେ ଥିବା ତମ୍ବୁଗୁଡ଼ିକୁ ସେହି ଅନୁସାରେ ରଙ୍ଗକର ।

ସମାଧାନ :
ନିଜେ ନିଜେ ଚେଷ୍ଟାକର, ରଙ୍ଗଦିଅ ଓ ଅଙ୍କନ କର ।
ଏକ କୋଠରୀର ମାନଚିତ୍ର
Page No. (୧୭୨)
Question 1.
ଝିଅ ସହ ସମ୍ପର୍କିତ କରି ନିମ୍ନ ଜିନିଷଗୁଡ଼ିକର ଦିଗ ଲେଖ ।

ଝରକା ………………….
ଖଟ ………………………
କାନ୍ଥ ଆଲମାରୀ ……………………..
ଖଟ ପାଖ ଟେବୁଲ ………………………
Solution:
ଝରକା : ଉତ୍ତର, ଖଟ : ପୂର୍ବ,
କାନ୍ଥ ଆଲମିରା : ପଶ୍ଚିମ,
ଖଟପାଖ ଟେବୁଲ : ଦକ୍ଷିଣ ।
Question 2.
ତୁମ କୋଠରୀର ଏକ ଚିତ୍ର ଅଙ୍କନ କର ଏବଂ ତୁମେ କୋଠରୀର ମଝିରେ ଠିଆ ହୋଇଥିବା ବେଳେ ବିଭିନ୍ନ ଜିନିଷ କେଉଁ କେଉଁ ଦିଗରେ ଅଛି ସ୍ଥିର କର । କୋଠରୀ ପାଇଁ ଦିଗସୂଚକ ତୀର ଆଙ୍କ ।

ନିମ୍ନ ଦିଗମାନଙ୍କରେ ରଖାଯାଇଥିବା ଜିନିଷଗୁଡ଼ିକର ନାମ ଲେଖ ।
ପୂର୍ବ ____________________________________________________
ପଶ୍ଚିମ ____________________________________________________
ଭ୍ରମଣ ____________________________________________________
ଦକ୍ଷିଣ ____________________________________________________
Solution:
ନିଜେ ଚେଷ୍ଟା କର |
ଚଢ଼ିଆଖାନା ଭ୍ରମଣ
Page No. (୧୭୩ to ୧୭୪)
ବସ୍ର ଗତିପଥ :
1. ବସ୍ ପାକିଂ ଅଞ୍ଚଳରୁ ବାହାରିବ । ଏହା ଉତ୍ତର ଦିଗକୁ ଯିବ ଏବଂ ତା’ପରେ ଡାହାଣକୁ ବୁଲି ………………….. ରାସ୍ତାକୁ ଯିବ ………………….. ଦିଗରେ ଗାଡ଼ି ଚଳାଇ ରହଣିସ୍ଥାନ – ୧(S – 1) ରେ ପହଞ୍ଚିବ ।
Solution:
ଡାକ୍ତରଖାନା ରାସ୍ତାକୁ ଯିବ ଏବଂ ପୁର୍ବ ଦିଗରେ ଗାଡ଼ି ଚଳାଇ (S – 1) ରେ ପହଞ୍ଚିବ ।
2. ରହଣୀସ୍ଥାନ – ୨ (S – 2) ରେ ପହଞ୍ଚିବା ପାଇଁ ଏହା ……………………. (ଡାହାଣ/ବାମ)କୁ ବୁଲି ……………………… ରାସ୍ତାକୁ ଯିବ …………………. ଦିଗରେ ଗାଡ଼ି ଚଳାଇବ ।
Solution:
ରହଣୀସ୍ଥାନ (S – 2) ରେ ପହଞ୍ଚିବା ପାଇଁ ଏହା ବାମକୁ ବୁଲି ବଜାର ରାସ୍ତାକୁ ଯିବ ପଶ୍ଚିମ ଦିଗରେ ଗାଡ଼ି ଚଳାଇବ ।

(କ) ଜୟଦୀପର ଘରର ପୂର୍ବ ଦିଗରେ କେଉଁମାନଙ୍କର ଘର ଅଛି ?
(ଖ) ରବିର ଘରଠାରୁ ଶିଶୁ ଉଦ୍ୟାନ ପର୍ଯ୍ୟନ୍ତ ରାସ୍ତା ଚିହ୍ନଟ କର ।
(ଗ) ଲାଲିର ଘରକୁ କେଉଁ ବସ୍ ରହଣୀ ସ୍ଥାନ ଅଧିକ ନିକଟତର ?
(ଘ) ଗୋଲୁ ବିଳମ୍ବରେ ଚାଲୁଛି । ତାକୁ ନିକଟତମ ରହଣି ସ୍ଥାନରେ ପହଞ୍ଚିବାରେ ସାହାଯ୍ୟ କରିବା ପାଇଁ ଚିହ୍ନଟ ସୂଚନା ଦିଅ ।
(ଙ) ପ୍ରେମକୁ ବସ୍ ରହଣୀ ସ୍ଥାନ-୨ରେ ପହଞ୍ଚିବା ପାଇଁ କେଉଁ ଦିଗରେ ଯିବାକୁ ପଡିବ ?
Solution:
(କ) ଜୟଦୀପ୍ର ଘରର ପୂର୍ବ ଦିଗରେ ପ୍ରେମର ଘର ଏବଂ ରାଜୁର ଘର ଅଛି ।
(ଖ) 
ସୂଚନା : ରବିର ଘରୁ ଉତ୍ତରକୁ ଯାଇ ଡାହାଣକୁ ବୁଲି ଡାକ୍ତରଖାନା ରାସ୍ତା ଦେଇ ଶିଶୁ ଉଦ୍ୟାନରେ ପହଞ୍ଚିବ ।
(ଗ) ଲାଲିର ଘରକୁ ବସ୍ ରହଣୀସ୍ଥାନ – ୧ (S – 1) ଅଧିକ ନିକଟତର ।
(ଘ ଗୋଲୁ ଘରୁ ଉତ୍ତରକୁ ଯାଇ ବାମକୁ ବୁଲିବ ଏବଂ ଡାକ୍ତରଖାନା ରାସ୍ତା ଦେଇ ବସ୍ ରହଣୀସ୍ଥାନ – ୧ (S – 1)ରେ ପହଞ୍ଚିବ । S – 1 ଗୋଲୁ ଘରକୁ ନିକଟତର।
(ଙ) ପ୍ରେମ ଘରୁ ବାହାରି ଦକ୍ଷିଣ ଦିଗରେ ଚାଲିବ ଏବଂ ଡାହାଣକୁ ବୁଲି ବସ୍ରହଣୀସ୍ଥାନ-୨ (S – 2)ରେ ପହଞ୍ଚିବ ।
![]()
ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଷ୍ଟେସନ
Page No. (୧୭୫ to ୧୭୬)
Question 1.
ମାନଚିତ୍ରକୁ ଯତ୍ନର ସହ ପଢ଼ ଏବଂ ତଳ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

(କ) ମେଟ୍ରୋ ମ୍ୟାପ ଦେଖ ଏବଂ କୁତବମିନାର ମେଟ୍ରୋ ଷ୍ଟେସନରୁ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ବିଭିନ୍ନ ରାସ୍ତା ଖୋଳ ।
(ଖ) ଲାଲି କହୁଛି “ଆମେ ହଳଦିଆ ରେଖା ନେବା ଏବଂ ଗୋଲାପି ରେଖା ନେବା ପାଇଁ ହାଉଜ ଖାସରେ ମେଟ୍ରୋ ବଦଳାଇ ପାରିବା । ଯଦି ପିଲାମାନେ ଲାଲିର ପରାମର୍ଶ ଗ୍ରହଣ କରନ୍ତି, ତେବେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନରେ ପହଞ୍ଚିବା ପାଇଁ ସେମାନଙ୍କୁ କେଉଁ ଷ୍ଟେସନରେ ପୁନର୍ବାର ମେଟ୍ରୋ ରାସ୍ତା ବଦଳାଇବାକୁ ପଡ଼ିବ ?
(ଗ) କୁତବମିନାର ଓ ସୁପ୍ରିମ୍କୋର୍ଟ ମଧ୍ୟରେ କେଉଁ ରାସ୍ତାରେ ସର୍ବନିମ୍ନ ସଂଖ୍ୟକ ଷ୍ଟେସନ ଅଛି ?
(ଘ) ତୁମ ମତରେ କୁତବମିନାରରୁ ଚିଡ଼ିଆଖାନା ଠାରେ ପହଁଞ୍ଚିବା ପାଇଁ କେଉଁ ମେଟ୍ରୋ ରାସ୍ତା ସହଜ ଉପାୟ ?
Solution:

(ଖ) ବଟାନିକାଲ ଗାର୍ଡେନ୍ କିମ୍ବା ଜନକପୁରୀ ପଶ୍ଚିମ

(ଘ) ହଳଦିଆ ଓ ନୀଳ ଲାଇନ୍ ।
ଆସ ପ୍ରସ୍ତୁତ କରିବା
Question 1.
ତୁମ ବିଦ୍ୟାଳୟରେ ଥିବା ବିଭିନ୍ନ ସ୍ଥାନ ଦର୍ଶାଉଥିବା ଏକ ମାନଚିତ୍ର ପ୍ରସ୍ତୁତ କର । ମାନଚିତ୍ରରେ ବ୍ୟବହୃତ ସଙ୍କେତ ଗୁଡିକ ପାଇଁ ଏକ ସୂଚକ (ଚାବି) ପ୍ରସ୍ତୁତ କର । ଏହି ସ୍ଥାନ ଗୁଡିକରେ କିଛି ବସ୍ତୁ ଲୁଚାଇ ରଖ ।
ଲାଇଟିକୁ କିମ୍ବା ପତାକା ସହିତ ଲୁଚି ରହିଥିବା ଜିନିଷ ଗୁଡିକର ଅବସ୍ଥିତି ଚିହ୍ନିତ କର । ବର୍ତ୍ତମାନ ମାନଚିତ୍ର ପଢ଼ି ତୁମର ସାଙ୍ଗମାନଙ୍କୁ ଲୁଚିଥିବା ଜିନିଷ ଗୁଡ଼ିକର ଅବସ୍ଥିତି ଚିହ୍ନିତ କର । ସାଙ୍ଗମାନଙ୍କୁ ଲୁଚିଥିବା ଜିନିଷ ଗୁଡ଼ିକୁ ଖୋଜିବା ପାଇଁ ଆହ୍ଵାନ କର ।

Solution:
ନିଜେ କର ।
ଚିଡ଼ିଆଖାନାରେ ପିମ୍ପୁଡ଼ି
Page No. (୧୭୭)
ଖାଦ୍ୟ ସଂଗ୍ରହ କରିବା ପାଇଁ ପିମ୍ପୁଡି କେବଳ ଗ୍ରୀଡ୍ ଉପରେ ଥିବା ଡଟ୍ ଡଟ୍ ରେଖା ଦେଇ ଚାଲିପାରିବ । ତୀର ଗୁଡିକ ପିମ୍ପୁଡି ଯେଉଁ ଦିଗରେ ଯାଇପାରିବ ତାହାକୁ ଦର୍ଶାଉଛି ।

Questin 1.
ନିମ୍ନଲିଖତ ଶୂନ୍ୟସ୍ଥାନ ପୂରଣ କର ଯେଉଁଥରେ ପିମ୍ପୁଡିକୁ ତାହାର ଆରମ୍ଭ ସ୍ଥାନରୁ ଯିବାକୁ ଥିବା ଦୂରତା ଓ ଦିଗ ଦିଆଯାଇଛି ।
(କ) ଲଡୁ ପାଖରେ ପହଞ୍ଚିବା ପାଇଁ ପିମ୍ପୁଡିକୁ ………………………… ସେ.ମି. ଓ ……………………. ଦିଗରେ ଚାଲିବାକୁ ପଡିବ ।
(ଖ) ଚିନି ପାଖରେ ପହଞ୍ଚିବା ପାଇଁ ପିମ୍ପୁଡିକୁ ……………………….. ସେ.ମି. ଓ ……………………………. ଦିଗରେ ଚାଲିବାକୁ ପଡ଼ିବ ।
(ଗ) ପାଉଁରୁଟି ପାଖରେ ପହଞ୍ଚିବା ପାଇଁ ପିମ୍ପୁଡିକୁ ………………………. ସେ.ମି. ………………………… ଦିଗରେ ଏବଂ ତା’ପରେ ସେ.ମି …………………………… ଦିଗରେ ଚାଲିବାକୁ ପଡ଼ିବ ।
(ଘ) ସେଓ ପାଖରେ ପହଞ୍ଚିବା ପାଇଁ ପିମ୍ପୁଡିକୁ …………………………. ସେ.ମି ………………………. ଦିଗରେ, ତା’ପରେ …………………. ସେ.ମି. ……………….. ଦିଗରେ ଏବଂ ଶେଷରେ ……………………. ଦିଗରେ ଚାଲିବାକୁ ପଡ଼ିବ ।
ସେଓ ପାଖରେ ପହଞ୍ଚିବା ପାଇଁ ଅନ୍ୟ ମାର୍ଗ ଗୁଡିକୁ ଚିହ୍ନଟ କର । ସେଥୁମଧ୍ୟରୁ କେଉଁଟି ସବୁଠାରୁ କମ୍ ଦୂରତା ବିଶିଷ୍ଟ ?
Solution:
(କ) ଲଡୁ ପାଖରେ ପହଞ୍ଚିବା ପାଇଁ ପିମ୍ପୁଡ଼ିକୁ ୨ସେ.ମି. ପୂର୍ବ ଦିଗରେ ଚାଲିବାକୁ ପଡ଼ିବ ।
(ଖ) ଚିନି ପାଖରେ ପହଞ୍ଚିବା ପାଇଁ ପିମ୍ପୁଡ଼ିକୁ ୩ ସେ.ମି. ଓ ଉତ୍ତର ଦିଗରେ ଚାଲିବାକୁ ପଡ଼ିବ ।
(ଗ) ପାଉଁରୁଟି ପାଖରେ ପହଞ୍ଚିବା ପାଇଁ ପିମ୍ପୁଡ଼ିକୁ ୩ ସେ.ମି. ପଶ୍ଚିମ ଦିଗରେ ଏବଂ ତାପରେ ୨ ସେ.ମି. ଦକ୍ଷିଣ ଦିଗରେ ଚାଲିବାକୁ ପଡ଼ିବ ।
(ଘ) ସେଓ ପାଖରେ ପହଞ୍ଚିବା ପାଇଁ ପିମ୍ପୁଡ଼ିକୁ ୫ ସେ.ମି. ଦକ୍ଷିଣ ଦିଗରେ ଏବଂ ତା’ପରେ ୩ ସେ.ମି. ପୂର୍ବ ଦିଗରେ ଏବଂ ଶେଷରେ ୨ ସେ.ମି. ଉତ୍ତର ଦିଗରେ ଚାଲିବାକୁ ପଡ଼ିବ ।
ଯେହେତୁ ଖାଦ୍ୟ ସଂଗ୍ରହ କରିବା ପାଇଁ ପିମ୍ପୁଡ଼ି କେବଳ ଗ୍ରୀଡ୍ ଉପରେ ଥିବା ଡଟ୍ ରେଖା ଦେଇ ଚାଲିପାରିବ, ତେଣୁ ସେଓ ପାଖରେ ପହଞ୍ଚିବା ପାଇଁ ଅନ୍ୟ ମାର୍ଗ ନାହିଁ ।
ପ୍ରାଣୀ ଉଦ୍ୟାନ (ଚିଡ଼ିଆଖାନା)ରେ ପଶୁମାନଙ୍କୁ ଖୋଜିବା
Page No. (୧୭୮)
ଚିତ୍ରରେ ଚିଡ଼ିଆଖାନାର ଏକ ମାନଚିତ୍ର ଦିଆଯାଇଛି । ପ୍ରତ୍ୟେକ ଲମ୍ବରେଖା (ସ୍ତମ୍ଭ) ଏବଂ ଭୂ-ସମାନ୍ତରରେଖା (ଧାଡ଼ି) ଏକ ସଂଖ୍ୟା ଦ୍ଵାରା ଚିହ୍ନିତ ହୋଇଛି ।

ପାଣ୍ଡା ନିକଟରେ ପହଞ୍ଚିବା ପାଇଁ ଆମେ ଶୂନରୁ ଆରମ୍ଭ କରିବା । ଏକ ପାଦ ପୂର୍ବ ଦିଗକୁ ଭୂସମାନ୍ତର ଭାବରେ ଯାଇ ପ୍ରଥମ ସ୍ତମ୍ଭରେ ପହଞ୍ଚିବ । ଗୋଟିଏ ପାଦ ଉପରୁ (ଲମ୍ବ ଭାବରେ) ଉତ୍ତର ଦିଗକୁ ଯାଇ ପ୍ରଥମ ଧାଡ଼ିରେ ପହଞ୍ଚିବ । ପାଣ୍ଡା ସେଠାରେ ଅଛି ଯେଉଁଠାରେ ପ୍ରଥମ ଧାଡ଼ି ଓ ପ୍ରଥମ ସ୍ତମ୍ଭ ମିଶିଛନ୍ତି ।
ସୂଚନା : ପ୍ରଥମେ ‘୦’ରୁ ଭୂସମାନ୍ତର ଭାବରେ ଗତିକର ଏବଂ ତା’ପରେ ଲମ୍ବ ଭାବରେ ଗତି କର । ପାଣ୍ଡା ସେହିଠାରେ ଅଛି ଯେଉଁଠାରେ ୧ମ ଧାଡ଼ି ଓ ପ୍ରଥମ ସ୍ତମ୍ଭ ମିଶିଛନ୍ତି । ଏହି ମିଳନ ସ୍ଥାନକୁ ଆମେ (୧,୧) ଭାବରେ ଲେଖୁ ।
ପ୍ରଥମେ ‘୦ ’ ରୁ ଭୂସମାନ୍ତର ଭାବରେ ଗତି କର ଏବଂ ତାପରେ ଲମ୍ବ ଭାବରେ ।
ଆମେ ପ୍ରଥମ ଧାଡ଼ି ଓ ପ୍ରଥମସ୍ତମ୍ଭର ମିଳନ ସ୍ଥାନକୁ (୧, ୧) ଭାବରେ ଲେଖୁ । କଇଁଛ ନିକଟରେ ପହଁଞ୍ଚିବା ପାଇଁ ପୂର୍ବ ସ୍ତମ୍ଭରେ ପହଁଞ୍ଚିବ ।
ଦିଗକୁ …………………. ପାଦ ଯାଅ ଏବଂ ………………………
ତାପରେ ……………………. ପାଦ ……………………… ଗତି କର ଏବଂ ପ୍ରଥମ ରେ ପହଞ୍ଚିବ ।
କଇଁଛର ଅବସ୍ଥାନ (୪,୧), ଅଟେ (୧,୪) ସ୍ଥାନରେ କ’ଣ ଅଛି ?
ବର୍ତ୍ତମାନ ନିମ୍ନଲିଖତ ପ୍ରଶ୍ନ ମାନଙ୍କର ଉତ୍ତର ଦିଅ ।
Solution:
କଇଁଛ ନିକଟରେ ପହଞ୍ଚିବା ପାଇଁ ପୂର୍ବ ଦିଗକୁ ୪ ପାଦ ଯାଅ ଏବଂ ୪ର୍ଥ ସ୍ତମ୍ଭରେ ପହଞ୍ଚିବ ।
ତା’ପରେ ୧ ପାଦ ଉତ୍ତରକୁ ଗତି କର ଏବଂ ପ୍ରଥମ ଧାଡ଼ିରେ ପହଞ୍ଚିବ ।
କଇଁଛର ଅବସ୍ଥାନ (୪, ୧) ଅଟେ । (୧,୪) ସ୍ଥାନରେ କ’ଣ ଅଛି ?
Solution:
(୧, ୪) ସ୍ଥାନରେ ସାପ ଅଛି ।
![]()
ବର୍ତ୍ତମାନ ନିମ୍ନଲିଖତ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
Question 1.
ମାନଚିତ୍ରରେ ନିମ୍ନଲିଖତ ସ୍ଥାନଗୁଡିକରେ ଥିବା ପଶୁର ନାମ ଲେଖ । (ପ୍ରଶ୍ନ ସହ ଉତ୍ତର)
(କ) (୧୧, ୧୧) ____________________
(ଖ) (୨, ୬) ____________________
(ଗ) (୬, ୪) ____________________
(ଘ) (୩, ୧୦) ____________________
(ଙ) (୧୧, ୩) ____________________
(ଚ) (୧୦, ୯) ____________________
Solution:
(କ) (୧୧, ୧୧) କୋଚିଳାଖାଇ (ଖ) (୨, ୬) କଲରାପତରିଆ ବାଘ (ଗ) (୬, ୪) ହାତୀ
(ଘ) (୩, ୧୦) ଫ୍ରାମିଙ୍ଗୋ (ଙ) (୧୧, ୩) ମାଙ୍କଡ଼ (ଚ) (୧୦, ୯) ଜେବ୍ରା ।
Question 2.
ମାନଚିତ୍ରରେ ନିମ୍ନ ପଶୁ ମାନଙ୍କର ଅବସ୍ଥାନ ଲେଖ । (ପ୍ରଶ୍ନ ସହ ଉତ୍ତର)
(କ) ସିଂହ ____________________
(ଖ) ହାତୀ ____________________
(ଗ) କଇଁଛ ____________________
(ଘ) ହରିଣ ____________________
(ଙ) ପାଣ୍ଡା ____________________
(ଚ) କୁମ୍ଭୀର ____________________
Solution:
(କ) ସିଂହ (୩, ୩)
(ଖ) ହାତୀ (୬, ୪)
(ଗ) କଇଁଛ (୪, ୧)
(ଘ) ହରିଣ (୧୦, ୬)
(ଙ) ପାଣ୍ଡା (୧, ୧)
(ଚ) କୁମ୍ଭୀର (୧୦, ୧) ।
Question 3.
ନିମ୍ନ ସ୍ଥାନଗୁଡିକରେ ବିଭିନ୍ନ ରଙ୍ଗର ବିନ୍ଦୁ ସ୍ଥାପନ କର ।

Solution:
