Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ

Students can use Class 5 Math Solution Odia Medium and Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ to check their answers after solving exercises.

5th Class Maths Chapter 15 Question Answer Odia Medium

Class 5 Maths Chapter 15 Odia Medium

ପିଲା ଟିଭି ସାମ୍ବାଦିକ

Page No. (୧୭୯ to ୧୮୦)

Question 1.
ସୀମା ଓ କବୀର ସାମ୍ବାଦିକ ଭଳି ଅଭିନୟ କରିବାକୁ ନିଷ୍ପତ୍ତି ନେଲେ ଏବଂ ତାଙ୍କ ସାଙ୍ଗମାନଙ୍କ ଠାରୁ ତଥ୍ୟ ସଂଗ୍ରହ କଲେ ।
Solution:
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 1
ସେମାନେ ୩୫ ଜଣ ସାଙ୍ଗମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଗୋଟିଏ ଖାତାରେ ନିମ୍ନରେ ଦର୍ଶାଯାଇଥିବା ଭଳି ଲିପିବଦ୍ଧ କଲେ ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 1 Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 2

Question 2.
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 3
Solution:
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 4

Question 3.
ସାରଣୀ ପଢ଼ି ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

୧. କେତେଜଣ ପିଲା ଅଧଘଣ୍ଟାରୁ ଅଧ‌ିକ ସମୟ ଟିଭି ଦେଖନ୍ତି ?
Solution:
ମୋଟ ପିଲା ସଂଖ୍ୟା = ୩୫ ଜଣ
ଅଧ ଘଣ୍ଟା ଟିଭି ଦେଖୁଥ‌ିବା ପିଲା ସଖ୍ୟା = ୯
∴ ଅଧଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥ‌ିବା ପିଲା ସଂଖ୍ୟା
= ମୋଟ୍ ପିଲା ସଂଖ୍ୟା – ଅଧଘଣ୍ଟା ଟିଭି ଦେଖୁଥ‌ିବା ପିଲା ସଂଖ୍ୟା
= ୩୫ – ୯ = ୨୬ ଜଣ

ଅଧ୍ଵ ସମୟ ଟିଭି ଦେଖୁବା ଆଖପାଇଁ କ୍ଷତିକାରକ କି ?
Solution:
ହଁ

୨. କେତେଜଣ ପିଲା ୨ ଘଣ୍ଟାରୁ କମ୍ ସମୟ ଟିଭି ଦେଖନ୍ତି ?
Solution:
୨ ଘଣ୍ଟାରୁ କମ୍ ସମୟ ଟିଭି ଦେଖୁଥ‌ିବା ପିଲା ସଂଖ୍ୟା
= (ଅଧ ଘଣ୍ଟା ଟିଭି ଦେଖୁଥ‌ିବା + ୧ ଘଣ୍ଟା ଟିଭି ଦେଖୁଥ‌ିବା + ୧\(\frac{୧}{୨}\) ଘଣ୍ଟା ଟିଭି ଦେଖୁଥ‌ିବା) ପିଲା ସଂଖ୍ୟା
= ୯ + ୧୩ + ୭ = ୨୯ ଜଣ

୩. ଦୁଇ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥ‌ିବା ପିଲାମାନଙ୍କ ସଂଖ୍ୟା …………………. ଅଟେ ।
Solution:
୩ ଜଣ

୪. ଦୁଇଘଣ୍ଟା ଟିଭି ଦେଖୁଥ‌ିବା ପିଲା ସଂଖ୍ୟା ଅଧ ଘଣ୍ଟା ଟିଭି ଦେଖୁଥ‌ିବା ପିଲାଙ୍କ ସଂଖ୍ୟାଠାରୁ ଅଧ‌ିକ (ସତ୍ୟ / ମିଥ୍ୟା)
Solution:
ଦୁଇ ଘଣ୍ଟା ଟିଭି ଦେଖୁଥିବା ପିଲା ସଂଖ୍ୟା = ୩ ଜଣ
ଅଧ ଘଣ୍ଟା ଟିଭି ଦେଖୁଥ‌ିବା ପିଲା ସଂଖ୍ୟା = ୯ ଜଣ
ଏଠାରେ ୩ < ୯
ତେଣୁ ଦତ୍ତ ଉକ୍ତିଟି ମିଥ୍ୟା ।

Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ

ରାସ୍ତାରେ ଦୁଇ ଚକିଆଯାନ

Page No. (୧୮୧ to ୧୮୨)

ଦୀପ୍ତି ତିନୋଟି ଭିନ୍ନ ଦିନରେ ତା’ର ଘରଦେଇ ଏକ ଘଣ୍ଟାରେ ଯାଉଥ‌ିବା ଦୁଇ ଚକିଆ ଯାନର ସଂଖ୍ୟା ଲେଖୁଲା ।
ସେ ୩ଟି ଦୁଇ ଚକିଆ ଯାନ ଦର୍ଶାଇବା ପାଇଁ ଗୋଟିଏ ଚିତ୍ର ବ୍ୟବହାର (Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 5) କରିଥିଲା ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 6
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 7

Question 1.
ଛବିଲେଖକୁ ନିରୀକ୍ଷଣ କରି ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତର ଦିଅ ।

୧. କେଉଁଦିନ ତାଙ୍କ ଘରଦେଇ ସର୍ବାଧ‌ିକ ଦୁଇଚକିଆ ଯାନ ଯାଇଥିଲା ……………………
Solution:
ତାଙ୍କ ଘର ଆଗରେ ଦୁଇ ଚକିଆ ଯାନ ଯାଇଥିଲା :
ସୋମବାର = ୩ × ୮ = ୨୪ଟି
ବୁଧବାର = ୩ × ୪ = ୧୨ଟି
ଶୁକ୍ରବାର = ୩ × ୧୨ = ୩୬ଟି
ତାଙ୍କ ଘର ଦେଇ ଶୁକ୍ରବାର ସର୍ବାଧ‌ିକ ୩୬ଟି ଦୁଇଚକିଆ ଯାନ ଯାଇଥିଲା ।

୨. ସେ ତିନିଦିନରେ ମୋଟ କେତୋଟି ଦୁଇଚକିଆ ଯାନ ଲିପିବଦ୍ଧ କରିଥିଲା ?
Solution:
ସେ ୩ ଦିନରେ ମୋଟ୍ ଦୁଇଚକିଆ ଯାନ ଲିପିବଦ୍ଧ କରିଥିଲା = ୨୪ + ୧୨ + ୩୬ = ୭୨ଟି

୩. ସୋମବାର ତୁଳନାରେ ବୁଧବାର କେତୋଟି ଦୁଇଚକିଆ ଯାନ କମ୍ ଦେଖାଯାଇଥିଲା ?
Solution:
ସୋମବାର ତୁଳନାରେ ବୁଧବାର ୨ ଚକିଆ ଯାନ କମ୍ ଦେଖାଯାଇଥିଲା = ୨୪ – ୧୨ = ୧୨ଟି

୪. ବୁଧବାର ତୁଳନାରେ ଶୁକ୍ରବାର କେତେ ଅଧିକ ଦୁଇ ଚକିଆ ଯାନ ଦେଖାଯାଇଥିଲା ?
Solution:
ବୁଧବାର ତୁଳନାରେ ଶୁକ୍ରବାର ଅଧ୍ବକ ୨ ଚକିଆ ଯାନ ଦେଖା ଯାଇଥିଲା = ୩୬ – ୧୨ = ୨୪ଟି

୫. ଅନ୍ୟ କୌଣସି ମାପକ ବାଛି ତୁମ ଖାତାରେ ଏହି ତଥ୍ୟ ମାନଙ୍କୁ ନେଇ ଏକ ଚିତ୍ରଲେଖ ପ୍ରସ୍ତୁତ କର ।
Solution:
ଆମେ ୨୪, ୧୨ ଓ ୩୬ର ଯେକୌଣସି ସାଧାରଣ ଗୁଣନୀୟକ (୨, ୪, ୬ କିମ୍ବା ୧୨)କୁ ମାପକ ନେଇ ଲେଖ ଚିତ୍ର ପ୍ରସ୍ତୁତ କରିପାରିବା ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 8

ଏକ ଦିନର ଲିପିବଦ୍ଧ କରଣ

Page No. (୧୮୨ to ୧୮୩)

ଦିନେ ରମଣ ଓ ଶୀଲା ସେମାନେ କିପରି ଦିନ ବିତାଇଲେ ତାହା ଲିପିବଦ୍ଧ କରିବାକୁ ସ୍ଥିର କଲେ ।
ରମଣ ତା’ର ଦୈନିକ କାର୍ଯ୍ୟସୂଚୀକୁ ତଳ ସାରଣୀରେ ଲିପିବଦ୍ଧ କରିଛି ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 9
ଶୀଲା ତା’ର ଦିନ ଚର୍ଯ୍ୟାକୁ ନିମ୍ନ ଉପାୟରେ ଲିପିବଦ୍ଧ କରିଥିଲା ।

Question 1.
ଶୀଲାର ଲିପିବଦ୍ଧକରଣ ରମଣଙ୍କ ଲିପିବଦ୍ଧକରଣ ଠାରୁ କିପରି ଭିନ୍ନ ? ଶ୍ରେଣୀରେ ଆଲୋଚନା କର ।
Solution:
ଶୀଲାର ତଥ୍ୟ ଲିପିବଦ୍ଧ କରଣକୁ ସ୍ତମ୍ଭଲେଖ କହନ୍ତି । ରମଣର ତଥ୍ୟ ଲିପିବଦ୍ଧ କରଣକୁ ଛବି/ଚିତ୍ର ଲେଖ କହନ୍ତି । ଦିନଚର୍ଯ୍ୟାର ବିଭିନ୍ନ ସମୟକୁ ଶୀଲା ସମ୍ଭରେ ପ୍ରକାଶ କଲାବେଳେ ରମଣ ତାହା କେତୋଟି ଚିତ୍ର (ଚିହ୍ନ) ଦ୍ଵାରା ସୂଚାଇଅଛି ।

ଶୀଲାର ତଥ୍ୟ ଲିପିବଦ୍ଧ କରିବାର ଉପାୟକୁ ଏକ ସ୍ତମ୍ଭଲେଖ କୁହାଯାଏ ।

Question 2.
ରମଣ ଓ ଶୀଲାର ଦିନଚର୍ଯ୍ୟାକୁ ଲକ୍ଷ୍ୟ କରି ଏବଂ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
୧. କାହାର ଦିନଚର୍ଯ୍ୟାରେ ଶୋଇବାରେ ଅଧ‌ିକ ସମୟ ବିତାଇଥାଏ ? _________________
୨. କିଏ ବିଦ୍ୟାଳୟରେ ଅଧ୍ବକ ଘଣ୍ଟା ବିତାଇଥାଏ ? __________________
୩. ରମଣ ତୁଳନାରେ ଶୀଲାଙ୍କ ପାଠପଢ଼ାରେ ଆଉ କେତେ ଘଣ୍ଟା ଅଧ୍ବକ ବିତାଇଥାଏ ? ____________________
୪. କୌଣସି କାର୍ଯ୍ୟକଳାପରେ ସେମାନେ ସମାନ ସମୟ ବିତାଇଛନ୍ତି କି ? ଯଦି ହଁ, ତେବେ ସେହି କାର୍ଯ୍ୟକଳାପର ନାମ ଲେଖ । ? ____________________
୫. ସେମାନଙ୍କ ତଥ୍ୟ ଆଧାରରେ ତୁମେ କାହାର ଦିନଚର୍ଯ୍ୟା ଅଧ‌ିକ ସନ୍ତୁଳିତ ବୋଲି ଭାବୁଛ ? କାହିଁକି ? ____________________
Solution:
୧. ରମଣ ଶୋଇବାରେ ଅଧିକ ସମୟ ବିତାଇଥାଏ । (୯ ଘଣ୍ଟା)
୨. ଶୀଲା ବିଦ୍ୟାଳୟରେ ଅଧିକ ସମୟ ବିତାଇଥାଏ । (୭ ଘଣ୍ଟା)
୩. ଶୀଲାର ପାଠପଢ଼ା ସମୟ = ୪ ଘଣ୍ଟା
ରମଣର ପାଠପଢ଼ା ସମୟ = ୨ ଘଣ୍ଟା
∴ ରମଣ ତୁଳନାରେ ଶୀଲାର ପାଠପଢ଼ା ସମୟ = ୪ – ୨ = ୨ ଘଣ୍ଟା ଅଧିକ ।
୪. ସେମାନଙ୍କର ସମାନ ସମୟ ବିତାଇଥବା କୌଣସି କାର୍ଯ୍ୟକଳାପ ନାହିଁ ।
୫. ଶୀଲାର ଦିନଚର୍ଯ୍ୟା ଅଧ୍ବକ ସନ୍ତୁଳିତ ଲାଗୁଛି । କାରଣ ସେ ସମସ୍ତ କାର୍ଯ୍ୟକଳାପକୁ ଉପଯୁକ୍ତ ସମୟ ଦେଇଛି ।

Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ

ମୋ ଜୀବନର ଏକ ଦିନ

Page No. (୧୮୩ to ୧୮୪)

Question 1.
ଆବଶ୍ୟକ ଅନୁସାରେ ତୁମର ଦିନଚର୍ଯ୍ୟା ଘଣ୍ଟା ଓ ମିନିଟ୍‌ରେ ଲିପିବଦ୍ଧ କର । ଶୋଇବା, ଖେଳିବା, ପାଠପଢ଼ା, ଖାଇବା ଏବଂ ଅନ୍ୟ କାର୍ଯ୍ୟକଳାପରେ ବିତାଇଥିବା ସମୟ ଟିପ ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 11
Solution:
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 12

Question 2.
ତଳେ ଦିଆଯାଇଥ‌ିବା ସ୍ଥାନରେ ବିଭିନ୍ନ କାର୍ଯ୍ୟ କଳାପରେ ତୁମେ ବିତାଉଥ‌ିବା ସମୟର ଏକ ସ୍ତମ୍ଭଲେଖ ପ୍ରସ୍ତୁତି କର ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 13
Solution:
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 14

କାହାର ତର୍ଜନୀ ଆଙ୍ଗୁଠି ଲମ୍ବା

Page No. (୧୮୪ to ୧୮୫)

ଅଳିଆ କାଗଜରୁ ଲମ୍ବା କାଗଜ ପଟି କାଟ / ତୁମର ପ୍ରତି ସାଙ୍ଗକୁ ସମାନ ଓସାରର ଗୋଟିଏ ଲେଖାଏଁ ପଟିଦିଅ । ବର୍ତ୍ତମାନ କାଗଜ ପଟିକୁ ତୁମ ତର୍ଜନୀ ଆଙ୍ଗୁଠି ଉପରେ ରଖ ଏବଂ ଆଙ୍ଗୁଠି ଉପରକୁ ବଢ଼ିଥ‌ିବା ଅତିରିକ୍ତ ପଟିକୁ ଚିରଦିଅ ।
ଦିଆଯାଇଥ‌ିବା ସ୍ତମ୍ଭଲେଖରେ ଏହି କାଗଜ ପଟିକୁ ଭୂସମାନ୍ତର ରେଖା ସହିତ ଅଠା ଦେଇ ଲଗାଅ ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 15
ଚିତ୍ର ଆଧାରରେ ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତର ଲେଖ ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 16

Question 1.
ଚିତ୍ର ଆଧାରରେ ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତର ଲେଖ ।
୧. କାହାର ତର୍ଜନୀ ଆଙ୍ଗୁଠି ସବୁଠାରୁ ଲମ୍ବା ?
୨. ସବୁଠାରୁ ଲମ୍ଵା ତର୍ଜନୀ ଆଙ୍ଗୁଠିର ଲମ୍ବ ………………… ସେ.ମି ।
୩. ସବୁଠାରୁ ଛୋଟ ତର୍ଜନୀ ଆଙ୍ଗୁଠି ……………………… ସେ.ମି. ଲମ୍ବ ।
୪. ଏହି ଆଙ୍ଗୁଠିଟି କାହାର …………………..
Solution:
ନିଜେ ଚେଷ୍ଟା କରି ସ୍ତମ୍ଭଲେଖ ପ୍ରସ୍ତୁତ କର ।
ତା’ପରେ ଉପର ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

ବିଦ୍ୟାଳୟ ଭୋଜନାଳୟରେ ନଷ୍ଟ ହେଉଥ‌ିବା ଖାଦ୍ୟ

Page No. (୧୮୫ to ୧୮୭)
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 17
ରାନୀ ଏକ ଆବାସିକ ବିଦ୍ୟାଳୟରେ ରହୁଛି ।
ତାଙ୍କ ବିଦ୍ୟାଳୟର ଭୋଜନାଳୟରେ ନଷ୍ଟ ହୋଇଥିବା ଖାଦ୍ୟର ପରିମାଣ ଏବଂ ସେହି ଖାଦ୍ୟକୁ କେତେଜଣ ପିଲା ଖାଇପାରିବେ, ଦର୍ଶାଯାଇଅଛି ।
ନିମ୍ନରେ ସପ୍ତାହର ଭିନ୍ନ ଭିନ୍ନ ଦିନ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀର ତଥ୍ୟ ଦିଆଯାଇଛି ।
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 18

Question 1.
ରାନୀ ଏହି ତଥ୍ୟଦେଖ୍ ଦୁଃଖ ହେଲା । ଖାଦ୍ୟ ନଷ୍ଟ ବିଷୟରେ ତୁମେ କ’ଣ ଭାବୁଛ ? ଆମେ କିପରି ଖାଦ୍ୟ ନଷ୍ଟକୁ କମାଇପାରିବା ? ବଳକା ଖାଦ୍ୟକୁ ଆମେ କ’ଣ କରିପାରିବା ?
Solution:
ଆମେ ଖାଇ ନ ପାରୁଥ‌ିବା ଖାଦ୍ୟକୁ ଫୋପାଡ଼ି ଦେଲେ ଖାଦ୍ୟ ନଷ୍ଟ ହୁଏ । ଆମେ ଖାଦ୍ୟ ନଷ୍ଟକୁ କମାଇ ପାରିବା ଯଦି ଆମେ, ଯେତିକି ଖାଇ ପାରିବା ସେତିକି ଖାଦ୍ୟ ଖାଇବାକୁ ଆଣିବା । ଅଧିକ ଆଣିବା ନାହିଁ । ଅବଶିଷ୍ଟ ବଳକା ଖାଦ୍ୟକୁ ଅନ୍ୟ ଏକ ମିଲ୍ ପାଇଁ ସାଇତି ରଖିବା, ଏହାକୁ ଅନ୍ୟ ଜଣକୁ ଖାଇବାକୁ ଦେବା ଯାହାର ଆବଶ୍ୟକତା ଥିବ କିମ୍ବା ଖାଦ୍ୟ ବ୍ୟାଙ୍କକୁ ଦେବା ।

Question 2.
ଉପରୋକ୍ତ ଲେଖଚିତ୍ରକୁ ନିରୀକ୍ଷଣ କର ଏବଂ ତଳ ପ୍ରଶ୍ନ ଗୁଡିକର ଉତ୍ତର ଦିଅ ।
୧. କେଉଁ ଖାଦ୍ୟ ସାମଗ୍ରୀ ସର୍ବାଧ‌ିକ ପରିମାଣର ନଷ୍ଟ ହୋଇଥିଲା ? ________
୨. କେଉଁ ଖାଦ୍ୟ ସାମଗ୍ରୀ ସର୍ବନିମ୍ନ ପରିମାଣର ନଷ୍ଟ ହୋଇଥିଲା ?
୩. ଏହିଦିନ ଗୁଡିକରେ ମୋଟ କେତେ ପରିମାଣର ଖାଦ୍ୟ ନଷ୍ଟ ହୋଇଥିଲା ?
୪. ଯଦି ୧କି.ଗ୍ରା. ନଷ୍ଟ ହୋଇଥ‌ିବା ଖାଦ୍ୟକୁ ୩ ଜଣ ପିଲାଙ୍କୁ ଖାଇବାକୁ ଦେଇପାରିବା ତେବେ ସମୁଦାୟ ନଷ୍ଟ ହୋଇଥ‌ିବା ଖାଦ୍ୟକୁ କେତେଜଣ ପିଲାଙ୍କୁ ଖାଇବାକୁ ଦେଇପାରିଥାନ୍ତେ ?
୫. ……………………. ଦିନ ଅପେକ୍ଷା ……………………. ଦିନରେ କମ୍ ଖାଦ୍ୟ ନଷ୍ଟ ହୋଇଥିଲା ।
୬. ଯଦି ପରବର୍ତ୍ତୀ ସପ୍ତାହରେ ଏହି ସମାନ ଖାଦ୍ୟ ପିଲାମାନଙ୍କୁ ଦିଆଯାଏ, ତେବେ କେଉଁ ଖାଦ୍ୟ ନଷ୍ଟ ହେବାର ସମ୍ଭାବନା ଅଛି ବୋଲି ତୁମେ ପୂର୍ବାନୁମାନ କରିପାରୁଛ ?
Solution:
୧. ଭାତ ତରକାରୀ ସର୍ବାଧ‌ିକ ପରିମାଣର ନଷ୍ଟ ହୋଇଥିଲା । (୮ କିଗ୍ରା)

୨. ଇଡ଼ଲି ତରକାରୀ ସର୍ବନିମ୍ନ ପରିମାଣର ନଷ୍ଟ ହୋଇଥିଲା । (୪ କିଗ୍ରା)

୩. ଏହି ଦିନ ଗୁଡ଼ିକରେ ମୋଟ ଖାଦ୍ୟ ନଷ୍ଟ ହୋଇଥିଲା :
= (ସୋମବାର + ମଙ୍ଗଳବାର + ବୁଧବାର + ଗୁରୁବାର + ଶୁକ୍ରବାର) ନଷ୍ଟ ହୋଇଥ‌ିବା ଖାଦ୍ୟ
= (୫ କିଗ୍ରା + ୬ କି.ଗ୍ରା. + ୮ କି.ଗ୍ରା. + ୭ କିଗ୍ରା + ୪ କି.ଗ୍ରା.)
= (୫ + ୬ + ୮ + ୭ + ୪) କି.ଗ୍ରା. = ୩୦ କି.ଗ୍ରା. ।

୪. ୧ କି.ଗ୍ରା. ଖାଦ୍ୟ ୩ ଜଣ ପିଲାଙ୍କୁ ଖାଇବାକୁ ଦେଇପାରିବ ।
୩୦ କି.ଗ୍ରା. ଖାଦ୍ୟକୁ = ୩ × ୩୦ = ୯୦ ଜଣ ପିଲାଙ୍କୁ ଖାଇବାକୁ ଦେଇପାରିବା ।
∴ ମୋଟ ନଷ୍ଟ ଖାଦ୍ୟକୁ ୯୦ ଜଣ ପିଲାଙ୍କୁ ଖାଇବାକୁ ଦେଇ ପାରିଥାଆନ୍ତେ ।

୫. ମଙ୍ଗଳବାର ଦିନ ଅପେକ୍ଷା ସୋମବାର ଦିନରେ କମ୍ ଖାଦ୍ୟ ନଷ୍ଟ ହୋଇଥିଲା । (ଏହାର ଅନେକ ଉତ୍ତର ହୋଇପାରିବ) ବୁଧବାର ଅପେକ୍ଷା ମଙ୍ଗଳବାର / ବୁଧବାର ଅପେକ୍ଷା ଶୁକ୍ରବାର / ବୁଧବାର ଅପେକ୍ଷା ଗୁରୁବାର / ଗୁରୁବାର ଅପେକ୍ଷା ଶୁକ୍ରବାର କମ୍ ଖାଦ୍ୟ ନଷ୍ଟ ହୋଇଥିଲା ।

୬. ଯଦି ପରବର୍ତ୍ତୀ ସପ୍ତାହରେ ଏହି ସମାନ ଖାଦ୍ୟ ପିଲାମାନଙ୍କୁ ଦିଆଯାଏ, ତେବେ ଭାତ ତରକାରୀ ନଷ୍ଟ ହେବାର ଅଧିକ ସମ୍ଭାବନା
ଅଛି ।

Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ

ଭୁଲ ଏବଂ ଠିକ୍
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 19

Question 1.
ଉପର ଚିତ୍ରକୁ ଭଲ ଭାବରେ ନିରୀକ୍ଷଣ କର । ତୁମ ନିରୀକ୍ଷଣ ଆଧାରରେ ନିମ୍ନ ଉକ୍ତି ମାନଙ୍କ ମଧ୍ୟରୁ କେଉଁଟି ଠିକ୍ ଓ କେଉଁଟି ଭୁଲ ତାହା ବାହାରକର । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 20

Solution:
Class 5 Maths Chapter 15 Question Answer Odia Medium ଚିତ୍ର ମାଧ୍ୟମରେ ତଥ୍ୟ 21