Odisha State Board BSE Odisha 7th Class Sanskrit Solutions Chapter 19 ବିଦ୍ୟାଳୟଃ Textbook Exercise Questions and Answers.
BSE Odisha Class 7 Sanskrit Solutions Chapter 19 ବିଦ୍ୟାଳୟଃ
१. उत्तराणि लिखतु
(ଉତ୍ତରାଣି ଲିଖତୁ) ଉତ୍ତର ଲେଖନ୍ତୁ:
(क) विद्यालयम् अभितः कः गच्छति ?
ବିଦ୍ୟାଳୟମ୍ ଅଭିତଃ କଃ ଗଚ୍ଛତି ?
(ସ୍କୁଲ ଆଗରେ କିଏ ଯାଉଛି ?)
उत्तर:
विद्यालयम् अभित: छात्र: गच्छति ।
ବିଦ୍ୟାଳୟମ୍ ଅଭିତଃ ଛାତ୍ରୀ ଗଚ୍ଛତି।
(ख) प्राचीरं कुत्र अस्ति ?
ପ୍ରାଚୀରଂ କୁତ୍ର ଅସ୍ତି ?
(ପାଚେରୀ କେଉଁଠାରେ ଅଛି ? )
उत्तर:
विद्यालयं परितः प्राचीरम् अस्ति ।
ବିଦ୍ୟାଳୟଂ ପରିତଃ ପ୍ରାଚୀରମ୍ ଅସ୍ଥି।
(ग) पुष्पवाटिका कुत्र अस्ति ?
ପୁଷ୍ପବାଟିକା କୁତ୍ର ଅସ୍ତି ?
(ଫୁଲବଗିର କେଉଁଠି ଅଛି ?)
उत्तर:
विद्यालयम् उभयतः पुष्पवाटिकाअस्ति।
ବିଦ୍ୟାଳୟମ୍ ଉଭୟତଃ ପୁଷ୍ପବାଟିକା ଅସ୍ତି।
(घ) वाटिकां सर्वतः के सन्ति ?
ବାଟିକାଂ ସର୍ବତଃ କେ ସନ୍ତି ?
(ବଗିପ୍ଟର ସବୁଆଡ଼େ କ’ଣ ଅଛି ?)
उत्तर:
वाटिकां सर्वतः वृक्षाः सन्ति ।
ବାଟିକାଂ ସର୍ବତଃ ବୃକ୍ଷା ସନ୍ତି।
(ङ) बालक: कुत्र उपविष्ट:?
ବାଳକଃ କୁତ୍ର ଉପବିଷ୍ଟ ?
(ବାଳକ କେଉଁଠି ବସିଛି ?)
उत्तर:
बालक: वृक्षस्य अध: उपविष्टः।
ବାଳକ ବୃକ୍ଷସ୍ୟ ଅଧଃ ଉପବିଷ୍ଟ ।
२. कोष्ठकस्थपदै: वाक्यानि रचयतु ।
(କୋଷ୍ଠକସୁପଦଃ ବାକ୍ୟାନି ରଚୟତୁ।)
(क) विद्यालयम् अभितः छात्रः गच्छति।
ବିଦ୍ୟାଳୟମ୍ ଅଭିତଃ ଛାତ୍ରୀ ଗଛତି।
(ख) विद्यालयम् उभयतः पुष्पवाटिका।
ବିଦ୍ୟାଳୟମ୍ ଉଭୟତଃ ପୁଷ୍ପବାଟିକା।
(ग) विद्यालयं परितः प्राचीरम् अस्ति ।
ବିଦ୍ୟାଳୟଂ ପରିତଃ ପ୍ରାଚୀରମ୍ ଅସ୍ତି।
३. वाक्यानि रचयतु।
(ବାକ୍ୟାନି ରଚୟତୁ।)
उच्चै :, पुनः, तूष्पीम्, परितः, अभितः
उत्तर:
उच्चै: (ଉଚ୍ଚୈଃ) – उच्चै: पाठस्य अभ्यासं करोतु ।
ଉଚ୍ଚୈଃ ପାଠସ୍ୟ ଅଭ୍ୟାସଂ କରୋତୁ।
पुनः (ପୁନଃ) – पुनः विषयं पठतु।
ପୁନଃ ବିଷୟଂ ପଠତୁ।
तूष्णीम् (ତୂଷ୍ଣୀମ୍)- श्रेण्याः अन्तः तूष्णीं तिष्ठतु ।
ଶ୍ରେଣ୍ୟା ଅନ୍ତଃ ତୂଷ୍ଣୀ ତିଷ୍ଠତୁ।
परितः (ପରିତଃ) – विद्यालयं परितः प्राचीरम् अस्ति।
ବିଦ୍ୟାଳୟଂ ପରିତଃ ପ୍ରାଚୀରମ୍ ଅସ୍ତି।
अभितः (ଅଭିତଃ) – विद्यालयम् अभितः छात्र: गच्छति।
ବିଦ୍ୟାଳୟମ୍ ଅଭିତଃ ଛାତ୍ର ଗଚ୍ଛତି।
४. अव्ययपदानि निर्वाचयतु ।
(ଅବ୍ୟୟପଦାନି ନିର୍ବାଚୟତୁ।)
पठतु, नमः, अधः, पुनः, तिष्ठतु, तूष्णीम्
उत्तर:
अधः ( ଅଧଃ), पुनः (ପୁନଃ), तूष्पीम् (ତୂଷ୍ଣୀମ୍)
अतिरिक्त प्रश्नोत्तरम्
(ଅତିରିକ୍ତ ପ୍ରଶ୍ନୋତ୍ତରମ୍)
१. मातृभाषया अनुवादं कुरुत।
(क) विद्यालयः ज्ञानमन्दिरं भवति।
उत्तर:
ବିଦ୍ୟାଳୟ ଜ୍ଞାନର ମନ୍ଦିର ଅଟେ ।
(ख) स: भगिन्या सह गच्छति।
उत्तर:
ସେ ଭଉଣୀ ସହିତ ଯାଉଛି ।
(ग) विद्यालयम् उभयतः पुष्पवाटिका।
उत्तर:
ବିଦ୍ୟାଳୟ ଦୁଇ ପଟେ ଫୁଲବଗିଚା ।
(घ) विद्यालये गुरुः अस्ति।
उत्तर:
ବିଦ୍ୟାଳୟରେ ଗୁରୁ ଅଛନ୍ତି |
(ङ) कक्षायां नीचै: वदतु।
उत्तर:
ଶ୍ରେଣୀରେ ଧୀରେ ଧୀରେ କୁହନ୍ତୁ ।
(च) कदापि मिथ्या मा वदतु ।
उत्तर:
କେବେହେଲେ ମିଛ କୁହ ନାହିଁ ।
(छ) वृक्षस्य उपरि वानराः कूर्दन्ति।
उत्तर:
ଗଛ ଉପରେ ମାଙ୍କଡ଼ମାନେ କୂଦୁଛନ୍ତି ।
२. शून्यस्थानं पूरयत।
(क) ………… अभित: छात्र: गच्छति।
उत्तर: ବିଦ୍ୟାଳୟମ୍
(ख) विद्यालयं परितः ………… अस्ति।
उत्तर: ପ୍ରାଚୀରମ୍
(ग) ………… नम:।
उत्तर: ଗୁରବେ
(घ) अलं ………… |
उत्तर: ବିବାଦେନ
(ङ) श्रेण्या: अन्त: ………… तिष्ठतु।
उत्तर: ତୂଷ୍ଣୀ
(च) ………… अध: बालक: उपविष्ट:।
उत्तर : ବୃକ୍ଷସ୍ଯ
३. विक्षिप्तवर्णानां मेलनेन शुद्धपदं रचयत।
(क) तः भि अ
उत्तर: ଅଭିତଃ
(ख) न वा वि दे
उत्तर: ବିବାଦେନ
(ग) ल या द्या वि त्
उत्तर: ବିଦ୍ୟାଳୟାତ୍
(घ) दि प श उ ति
उत्तर: ଉପଦିଶତି
(ङ) तः भ य उ
उत्तर: ଉଭୟତଃ
४. स्तम्भमेलनं कुरूत।
‘क’ स्मम्भः — ‘ख’ स्तम्भः
विद्यालयम् — नम:
भगिन्या — उपरि
गुरवे — अलम्
विवादेन — अभितः
वृक्षस्य — सह
उत्तर:
‘କ’ ସ୍ତମ୍ଭ — ‘ଖ’ ସ୍ତମ୍ଭ
ବିଦ୍ୟାଳୟମ୍ — ଅଭିତଃ
ଭଗିନ୍ଯା — ସହ
ଗୁରବେ — ନମଃ
ବିବାଦେନ — ବୃକ୍ଷସ୍ଯ
ଅଳମ୍ — ଉପରି
६. मातृभाषया अर्थं प्रकाशयत।
(क) प्राचीरम्
उत्तर:
ପାଚେରୀ
(ख) सर्वतः
उत्तर:
ସବୁଆଡେ
(ग) अधः
उत्तर:
ତଳେ
(घ) परितः
उत्तर:
ଚାରିପଟେ
(ङ) अस्ति
उत्तर:
ଅଛି
६. रेखाड्कितपदानां भ्रमसंशोधनं कुरुत।
(क) कदापि मिथ्यां मा वदतु।
उत्तर:
କଦାପି ମିଥ୍ୟା ମା ବଦତୁ ।
(ख) विद्यालयस्य वहि: मा भ्रमतु।
उत्तर:
ବିଦ୍ୟାଳୟାତ୍ ବହିଃ ମା ଭ୍ରମତୁ ।
(ग) पुष्पवाटिकां सर्वतः वृक्षाः अस्ति।
उत्तर:
ପୁଷ୍ପ ବାଟିକାଂ ସର୍ବତଃ ବୃକ୍ଷା ସନ୍ତି ।
(घ) विवादं अलम्।
उत्तर:
ବିବାଦେନ ଅଳମ୍ ।
(घ) गुरूणा नमः।
उत्तर:
ଗୁରବେ ନମଃ ।
८. उत्तर चयनं कुरूत।
(क) क: ज्ञानमन्दिरं भवति ?
(a) गृहम्
(b) कार्यालय:
(c) विद्यालय:
(d) देवालय:
उत्तर:
(c) ବିଦ୍ୟାଳୟ
(ख) उच्चै: कस्य अभ्यासं करोतु ?
(a) पाठस्य
(b) गीतस्य
(c) नृत्यस्य
(d) पुस्तकस्य
उत्तर:
(a) ପାଠସ୍ଯ
(ग) गुरुः किं करोति ?
(a) उपविशति
(b) उपदिशति
(c) उपदिशन्ति
(d) उपदिशतः
उत्तर:
(b) ଉପଦିଶନ୍ତି
(घ) वृक्षस्य अधः कया उपविष्ट: ?
(a) चालक:
(b) सर्प:
(c) बालक:
(d) गोपालक:
उत्तर:
(c) ବାଳକଃ
(ङ) स: क्या सह गच्छति ?
(a) लतया
(b) गीतया
(c) सीतया
(d) भगिन्या
उत्तर:
(d) ଭଗିନ୍ୟା
उपपदविभक्तिप्रयोगः :
(ଉପପଦବିଭନ୍ତଃ ପ୍ରୟୋଗ ଅବ୍ୟୟପ୍ରୟୋଗଶ୍ଚ)
ସଦୃଶଂ ତ୍ରିଶୁ ଲିଙ୍ଗେଷୁ ସର୍ବାସୁ ଚ଼ ବିଭଭିକ୍ଷୁ
ବଚନେଷୁ ତ୍ବ ସର୍ବେଷୁ ଯତ୍ନ ବେତି ତଦବ୍ୟୟମ୍ ।
ସୂଚନା : ଶବ୍ଦ ଯୋଗରେ ଯେଉଁ ବିଭକ୍ତି ହୁଏ, ତାହା ଉପପଦ ବିଭକ୍ତି ଏବଂ ଯେଉଁ ପଦର ତିନି ଲିଙ୍ଗ, ସାତ ବିଭକ୍ତି ଓ ତିନି ବଚନରେ ସମାନ ରୂପ ହୁଏ, ତାହା ଅବ୍ୟୟ ପଦ।
विद्यालयः (ବିଦ୍ୟାଳୟ) ବିଦ୍ୟାଳୟ
उपपदविभक्तिप्रयोगः (ଉପପଦବିଭକ୍ତିପ୍ରୟୋଗ)
- उभयतः (ଉଭୟତଃ) ଉଭୟପଟେ
- परितः (ପରିତଃ) ଋରିପଟେ
- सर्वतः (ପରିତଃ) ଋରିପଟେ
- नम: (ନମଃ) ନମସ୍କାର
- उपरि (ଉପରି) ଉପରେ
अव्ययप्रयोग: (ଅବ୍ୟୟପ୍ରୟୋଗ)
- अलम् (ଅଳମ୍) ବୃଥା
- अन्तः (ଅନ୍ତଃ) ଭିତରେ
- वहि: (ବହିଃ) ବାହାରେ
- अधः (ଅଧଃ) ତଳେ
- उच्चै: (ଉଚ୍ଚୈଃ) ବଡ଼ ପାଟିରେ
- नीच्चै: (ନୀଚ୍ଚି) ଧୀରେ ତଳେ
- कदापि (କଦାପି) କେବେହେଲେ
- पुनः (ପୁନଃ) ପୁଣି
विद्यलायः ज्ञानमन्दिरं भवति। विद्यालयम् अभितः छात्रः गच्छति। स: भगिन्या सह गच्छति। विद्यालयं परितः प्राचीरम् अस्ति। विद्यालयम् उभयतः पुष्पवाटिका। पुष्पवाटिकां सर्वतः वृक्षाः सन्ति। विद्यालये गुरुः अस्ति। गुरवे नमः गुरुः उपदिशति – अलं विवादेन। श्रेण्याः अन्तः तूष्णीं तिष्ठतु । विद्यालयात् वहि: मा भ्रमतु । उच्चै : पाठस्य अभ्यासं करोतु। कक्षायां नीचै: वदतु। कदापि मिश्या मा वदतु । पुनः विषयं पठतु । वृक्षस्य अधः बालक: उपविष्टः। वृक्षस्य उपरि वानराः कूर्दन्ति ।
ବିଦ୍ୟାଳୟ ଜ୍ଞାନମନ୍ଦିରଂ ଭବତି । ବିଦ୍ୟାଳୟମ୍ ଅଭିତଃ ଛାତ୍ରୀ ଗଚ୍ଛତି । ଡଃ ଭଗିନ୍ୟା ସହ ଗଛତି । ବିଦ୍ୟାଳୟ ପରିତଃ ପ୍ରାଚୀରମ୍ ଅଛି। ବିଦ୍ୟାଳୟମ୍ ଉଭୟତଃ ପୁଷ୍ପବାଟିକା । ପୁଷ୍ପବାଟିକାଂ ସର୍ବତଃ ବୃକ୍ଷା ସନ୍ତି । ବିଦ୍ୟାଳୟେ ଗୁରୁ ଅସ୍ତି । ଗୁରବେ ନମଃ। ଗୁରୁ ଉପଦିଶତି – ଅଳଂ ବିବାଦେନ । ଶ୍ରେଣ୍ୟା ଅନ୍ତଃ ତୂଷ୍ଣୀ ତିଷ୍ଠତି । ବିଦ୍ୟାଳୟାତ୍ ବହିଃ ମା ଭ୍ରମତୁ। ଉଚ୍ଚୈଃ ପାଠସ୍ୟ ଅଭ୍ୟାସଂ କରୋତୁ। କକ୍ଷାୟା ନୀତିଃ ବଦତୁ। କଦାପି ମିଥ୍ୟା ମା ବଦତୁ। ପୁନଃ ବିଷୟଂ ପଠତୁ। ବୃକ୍ଷସ୍ୟ ଅଧଃ ବାଳକଃ ଉପବିଷ୍ଟ । ବୃକ୍ଷସ୍ୟ ଉପରି ବାନରାଃ କୂର୍ଦନ୍ତି
ଅର୍ଥ :
ବିଦ୍ୟାଳୟ ଜ୍ଞାନର ମନ୍ଦିର ଅଟେ। ବିଦ୍ୟାଳୟ ଆଗରେ ଛାତ୍ରଟି ଯାଉଛି। ସେ ଭଉଣୀ ସହିତ ଯାଉଛି। ବିଦ୍ୟାଳୟ ଋରିପଟେ ପାଚେରୀ ଅଛି । ବିଦ୍ୟାଳୟ ଦୁଇପଟେ ଫୁଲବଗିର । ଫୁଲବଗିରର ସବୁଆଡ଼େ ଗଛ ରହିଛି। ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ଗୁରୁଙ୍କୁ
ନମସ୍କାର, ଗୁରୁ ଉପଦେଶ ଦିଅନ୍ତି – କଳି କର ନାହିଁ । ଶ୍ରେଣୀରେ ନୀରବ ରୁହ। ବିଦ୍ୟାଳୟ ବାହାରେ ବୁଲ ନାହିଁ । ବଡ଼ ପାଟିରେ ପାଠ ଅଭ୍ୟାସ କର। ଶ୍ରେଣୀରେ ଧୀରେ ଧୀରେ କୁହନ୍ତୁ। କେବେହେଲେ ମିଛ କୁହନ୍ତୁ ନାହିଁ। ବିଷୟକୁ ବାରମ୍ବାର ପଢ଼ନ୍ତୁ। । ଗଛତଳେ ପିଲାଟି ବସିଥିଲା। ଗଛ ଉପରେ ମାଙ୍କଡ଼ମାନେ କୂଦୁଛନ୍ତି ।
शब्दार्थ (ଶବ୍ଦାର୍ଥ) :