Students can use Class 5 Math Solution Odia Medium and Class 5 Maths Chapter 12 Question Answer Odia Medium ସମୟର ମାପ to check their answers after solving exercises.
5th Class Maths Chapter 12 Question Answer Odia Medium
Class 5 Maths Chapter 12 Odia Medium
ରାଘବ ସକାଳେ ଯୋଗ ଅଭ୍ୟାସ କରେ ।
Page No. (୧୫୫ to ୧୫୬)

ଆସ ଜାଣିବା
Question 1.
ରାଘବ କେତେବେଳେ ଯୋଗ ଅଭ୍ୟାସ ଆରମ୍ଭ କଲେ ?
Solution:
୫.୩୫ a.m.
Question 2.
ସେ କେତେବେଳେ ଶେଷ କଲେ ?
Solution:
୫.୫୫ a.m.
Question 3.
ସେ ଯୋଗଅଭ୍ୟାସ କରିବାରେ କେତେ ସମୟ ନେଲେ ?
Solution:
ସେ ସମୟ ନେଲେ = ଯୋଗ ଶେଷ ହେବା ସମୟ – ଯୋଗ ଆରମ୍ଭ ସମୟ = ୫.୫୫ a.m. – ୫.୩୫ a.m= ୨୦ ମିନିଟ୍ ।
Question 4.
ଦିଆଯାଇଥିବା ସମୟ ଅବଧୂ ମଧ୍ଯରେ ବିତିଥିବା ସମୟ ହିସାବ କର । ତୁମର ହିସାବ ପ୍ରଣାଳୀକୁ ଆଲୋଚନା କର ।
(କ) ୦୧ : ୧୫ p.m. ରୁ ୦୧ : ୪୨ pm. ?
(ଖ) ୦୩ : ୧୮ pm ରୁ ୦୮ : ୧୮ p.m. ?
(ଗ) ୦୯ : ୧୫ a.m. ରୁ ୧୧ : ୩୦ a.m. ?
Solution:
(କ) ସମୟ ଅବଧୂ = ପରସମୟ – ପୂର୍ବସମୟ = ୦୧ : ୪୨ p.m. – ୦୧ : ୧୫ p.m. = ୨୭ ମିନିଟ୍ ।
(ଖ) ସମୟ ଅବଧୂ = ପରସମୟ – ପୂର୍ବସମୟ = ୦୮ : ୧୮ p.m. – ୦୩ : ୧୮ pm. = ୫.୦୦ ଘଣ୍ଟା ।
(ଗ) ସମୟ ଅବଧୂ = ପରସମୟ – ପୂର୍ବ ସମୟ = ୧୧ : ୩୦ am. – ୦୯ : ୧୫ am = ୨.୧୫ ଘଣ୍ଟା ବା ୨ଘ. ୧୫ମି.
Question 5.
ତଳେ ଦିଆଯାଇଥିବା ସାରଣୀରେ ତିନିଜଣ ଶିକ୍ଷାର୍ଥୀ ଏକ ଚିତ୍ର ଅଙ୍କନ କରିବାରେ ନେଇଥିବା ସମୟ ଦର୍ଶାଯାଇଛି ।

(କ) କିଏ ସବୁଠାରୁ ଅଧିକ ସମୟ ନେଲା ?
(ଖ) କିଏ ସବୁଠାରୁ କମ୍ ସମୟ ନେଲା ?
Solution:
ଚିତ୍ର ଆଙ୍କିବା ପାଇଁ ରାଘବ ସମୟ ନେଇଛି = ୧ଘ. ୨୦ ମିନିଟ୍ = ୬୦ମି. + ୨୦ମି. = ୮୦ ମିନିଟ୍
ରାଣୀ ସମୟ ନେଇଛି = ୨ଘ. ୧୦ ମିନିଟ୍ = ୬୦ × ୨ ମି. + ୧୦ମି = ୧୩୦ ମିନିଟ୍
ଏବଂ ରିତୁ ସମୟ ନେଇଛି = ୧ଘ. ୩୫ ମିନିଟ୍ = ୬୦ ମି. + ୩୫ମି. = ୯୫ ମିନିଟ୍
ରାଣୀ ସବୁଠାରୁ ଅଧିକ ସମୟ ନେଇଛି (୨ ଘ. ୧୦ମି.) ।
(ଖ) ରାଘବ ସବୁଠାରୁ କମ୍ ସମୟ ନେଇଛି (୧ ଘ. ୨୦ମି.) ।
![]()
Question 6.
ନିମ୍ନଲିଖତ ସମୟ ସାରଣୀରେ ଖାଲିଥିବା ସ୍ଥାନଗୁଡିକୁ ଉପଯୁକ୍ତ ଭାବେ ପୂରଣ କର । (ପ୍ରଶ୍ନ ସହ ଉତ୍ତର)

Solution:

Question 7.
ନିମ୍ନଲିଖ୍ ସାରଣୀରେ ୧୨ ଘଣ୍ଟିଆ ସମୟକୁ ୨୪ ଘଣ୍ଟିଆ ସମୟ ସହ ମେଳ କର । (ପ୍ରଶ୍ନ ସହ ଉତ୍ତର)

Solution:

ବିଦ୍ୟାଳୟରେ ଦୌଡ଼ ପ୍ରତିଯୋଗିତା
Page No. (୧୫୬ to ୧୬୦)
ନମିତା, ସୁନିତା ଏବଂ ମେରୀ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ।

ଚିତ୍ରରେ ଏକ ନୂତନ ଏକକ ‘ସେକେଣ୍ଡ’ର ବ୍ୟବହାରକୁ ଲକ୍ଷ୍ୟ କରିଛ କି ?
ମନେରଖ : ୧ ଘଣ୍ଟା = ୬୦ ମିନିଟ୍, ୧ ମିନିଟ୍ = ୬୦ ସେକେଣ୍ଡ ।
Question 1.
ଦୌଡ଼ ପ୍ରତିଯୋଗିତା ଭଳି ପରିସ୍ଥିତିରେ ‘ସେକେଣ୍ଡ’ ଏକକ ଆମକୁ ଅଂଶ ଗ୍ରହଣକାରୀଙ୍କ ଦ୍ବାରା ନିଆଯାଇଥିବା ସମୟର କମ୍ ପାର୍ଥକ୍ୟକୁ ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରେ । ପ୍ରତ୍ୟେକ ପ୍ରତିଯୋଗୀ ୧ ମିନିଟ୍ରୁ ଅଧିକ ସମୟ ନେଇଥିଲେ, କିନ୍ତୁ କିଏ କେତେ ଅଧିକ ସମୟ ନେଇଥିଲେ ? ପ୍ରତିଯୋଗିତାରେ ଜିତିଥିବା ପିଲାଟିକୁ ଚିହ୍ନଟ କର । ସେ କେତେ ସମୟ ନେଇଥିଲା ?
Solution:
ଉକ୍ତ ପ୍ରତିଯୋଗିତାରେ ଜିତିଥିବା ପିଲାଟିର ନମ୍ବର ହେଉଛି
।
ସେ ମୋଟ ୧,୫୫ ସେକେଣ୍ଡ ସମୟ ନେଇଥିଲା ।
ଆସ ସମାଧାନ କରିବା
Question 1.
ନିମ୍ନଲିଖତ କାର୍ଯ୍ୟକଳାପ ଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ତୁମେ ସମୟକୁ ସେକେଣ୍ଡ କିମ୍ବା ମିନିଟ୍ ନେବ ତାହା ଅନୁମାନ କର । ଉପଯୁକ୍ତ କୋଠରୀରେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

Solution:

Question 2.
ପୂର୍ବପୃଷ୍ଠାର ତାଲିକାଭୁକ୍ତ ଘଟଣାଗୁଡ଼ିକୁ ଛାଡ଼ି ଅନ୍ୟ ଘଟଣାଗୁଡ଼ିକର ତାଲିକା ପ୍ରସ୍ତୁତ କର ଯାତ୍ରା ଏକ ମିନିଟ୍ରୁ କମ୍ ସମୟ କିମ୍ବା କିଛି ସେକେଣ୍ଡ୍ ମଧ୍ଯରେ ଘଟିଥାଏ ।

Solution:
| କିଛି ସେକେଣ୍ଡ ସମୟ ନିଏ | ୧ ମିନିଟ୍ରୁ କମ୍ ସମୟ ନିଏ |
| • ଛିଙ୍କିବା | • ଜୋତାର ଲେସ୍ ଲଗେଇବା |
| • ବହିର ଏକ ପୃଷ୍ଠା ଖୋଲିବା | • ଆମ ବାହୁକୁ ସିଧା କରିବା |
| • ଏକ ଫଟୋ କ୍ଲିକ୍ କରିବା | • ଗଛରେ ପାଣି ଦେବା |
| • ଏକ ପେନ୍ ଉଠାଇବା | • ଏକ ବ୍ୟାଗ୍ ଖୋଲିବା |
| • ଏକ ବଲ୍ ଫୋପାଡ଼ିବା | • ଅଳିଆ କୁଣ୍ଡରେ କିଛି ପକାଇବା |
Question 3.
ତୁମେ ଏକ ମିନିଟ୍ରେ ଏହି କାର୍ଯ୍ୟଗୁଡ଼ିକ ମଧ୍ୟରୁ କେତୋଟି କରିପାରିବ ତାହା ଅନୁମାନ କର ଏବଂ ପରୀକ୍ଷା କର ।

Solution:
| କାର୍ଯ୍ୟକଳାପ | ଆନୁମାନିକ ସଂଖ୍ୟା | ପ୍ରକୃତ ସଂଖ୍ୟା |
| ବେଲୁନ୍ ଫୁଙ୍କିବା | ୪ | ୩ |
| ଦଣ୍ଡ ବୈଠକ କରିବା | ୧୮ | ୧୫ |
| ନିଶ୍ୱାସ-ପ୍ରଶ୍ୱାସ ନେବା | ୧୦ | ୧୩ |
| ଏକ ଗୋଡରେ ଡେଇଁବା | ୪୫ | ୫୦ |
ଟୀକା : ଉତ୍ତର ପିଲାଙ୍କ ମଧ୍ୟରେ ଅଲଗା ଅଲଗା ହୋଇପାରେ । ସେମାନଙ୍କ ଅଭ୍ୟାସ ଓ ସ୍ଵାସ୍ଥ୍ୟ ଉପରେ ନିର୍ଭର କରେ ।
![]()
ଆସ ଖୋଳିବା
Question 1.
୧୦ ସେକେଣ୍ଡରେ ତୁମେ କେତେଥର ଦଉଡ଼ି ଡିଆଁ ଖେଳରେ ଡେଇଁ ପାରିବ ?

Solution:
ନିଜେ ଚେଷ୍ଟା କର ।
Question 2.
‘FRIEND’ ଶବ୍ଦଟି ଲେଖୁବାକୁ ତୁମେ କେତେ ସମୟ ନେବ ?
Solution:
‘FRIEND’ ଶବ୍ଦଟି ଲେଖୁବାକୁ ପ୍ରାୟ ୨-୩ ସେକେଣ୍ଡ ସମୟ ଲାଗିବ
Question 3.
୧୦୦ ମିଟର ଦୌଡିବାକୁ ତୁମେ କେତେ ସମୟ ନେବ ?

Solution:
ଏକ ସୁସ୍ଥ ପିଲାପାଇଁ ସମୟ ୧୮ ରୁ ୨୨ ସେକେଣ୍ଡ ଦରକାର । ଏହା ପିଲାର ଫିଟ୍ନେସ୍ ଓ ଅଭ୍ୟାସ ଉପରେ ନିର୍ଭର କରେ ।
ଆସ ସମାଧାନ କରିବା
Question 1.
ଘଣ୍ଟାକୁ ଦେଖ୍ ଶୂନ୍ୟସ୍ଥାନ ପୂରଣ କର । (ପ୍ରଶ୍ନ ସହ ଉତ୍ତର)


ଡାହାଣ ପାଖରେ ଥିବା ଘଣ୍ଟାର ଉପଯୁକ୍ତ ସ୍ଥାନରେ ସେକେଣ୍ଡ କଣ୍ଟାଟିକୁ ଅଙ୍କନ କର ।


Solution:



![]()
ଘଣ୍ଟାକୁ ମିନିଟ୍ରେ ପରିବର୍ତ୍ତନ
Page No. (୧୬୧ to ୧୬୩)
ଆସ ସମାଧାନ କରିବା
Question 1.
ନିମ୍ନରେ ଥିବା ଦୁଇଟି ସଂଖ୍ୟାରେଖାକୁ ବ୍ୟବହାର କରି ପରିବର୍ତ୍ତନ ଗୁଡିକୁ ସଂପୂର୍ଣ୍ଣ କର ।
(କ) 
(ଖ) ନିମ୍ନୋକ୍ତ ପ୍ରଶ୍ନ ଗୁଡିକର ଉତ୍ତର ଦିଅ । ତଳେ ଦିଆଯାଇଥିବା ପରିବର୍ତ୍ତନ ପାଇଁ ଉପର ସଂଖ୍ୟାରେଖା ଦୁଇଟିକୁ ବ୍ୟବହାର କରି ପାରିବ ।
(କ) ୧ଘଣ୍ଟା ୧୦ ମିନିଟ୍ = ମିନିଟ୍
(ଖ) ୨ ଘଣ୍ଟା ୪୫ ମିନିଟ୍ = …………………… ମିନିଟ୍
(ଗ) ୩ ଘଣ୍ଟା ୧୫ ମିନିଟ୍ = ………………….. ମିନିଟ୍
(ଘ) ୪ ଘଣ୍ଟା ୨୦ ମିନିଟ୍ = …………………… ମିନିଟ୍
(ଙ) ୭୫ ମିନିଟ୍ = ……………….. ଘଣ୍ଟା …………………… ମିନିଟ୍
(ଚ) ୧୫୦ ମିନିଟ୍ = ………………….. ଘଣ୍ଟା ………………….. ମିନିଟ୍
(ଛ) ୨୨୦ ମିନିଟ୍ = …………………. ଘଣ୍ଟା ………………….. ମିନିଟ୍
(ଜ) ୩୯୦ ମିନିଟ୍ = ……………….. ଘଣ୍ଟା ……………………… ମିନିଟ୍
(ଗ) ଦୁଇଟି ସଂଖ୍ୟା ରେଖାରେ ଥିବା ଶୂନ୍ୟସ୍ଥାନ ଗୁଡିକରେ ମିନିଟ୍କୁ ସେକେଣ୍ଡରେ ଏବଂ ସେକେଣ୍ଡକୁ ମିନିଟ୍ରେ ପରିବର୍ତ୍ତନ କରି
ଶୂନ୍ୟସ୍ଥାନ ପୂରଣ କର ।

Solution:
(କ) 
(ଖ) ନିମ୍ନୋକ୍ତ ପ୍ରଶ୍ନ ଗୁଡିକର ଉତ୍ତର ଦିଅ । ତଳେ ଦିଆଯାଇଥିବା ପରିବର୍ତ୍ତନ ପାଇଁ ଉପର ସଂଖ୍ୟାରେଖା ଦୁଇଟିକୁ ବ୍ୟବହାର କରି ପାରିବ । (ପ୍ରଶ୍ନ ସହ ଉତ୍ତର)
(କ) ୧ ଘଣ୍ଟା ୧୦ ମିନିଟ୍ = ୭୦ ମିନିଟ୍ (୧ ଘଣ୍ଟା ୧୦ ମି. = ୬୦ ମି. + ୧୦ ମି. = ୭୦ ମିନିଟ୍)
(ଖ) ୨ ଘଣ୍ଟା ୪୫ ମିନିଟ୍ = ୧୬୫ ମିନିଟ୍ (୨ ଘଣ୍ଟା ୪୫ ମି. = ୧୨୦ମି. + ୪୫ ମି. = ୧୬୫ ମିନିଟ୍)
(ଗ) ୩ ଘଣ୍ଟା ୧୫ ମିନିଟ୍ = ୧୯୫ ମିନିଟ୍ (୩ ଘଣ୍ଟା ୧୫ ମି. = ୩ × ୬୦ମି. + ୧୫ ମି. = ୧୮୦ + ୧୫ = ୧୯୫ ମିନିଟ୍)
(ଘ) ୪ ଘଣ୍ଟା ୨୦ ମିନିଟ୍ = ୨୬୦ ମିନିଟ୍ (୪ ଘଣ୍ଟା ୨୦ ମି. = ୪ × ୬୦ମି. + ୨୦ମି. = ୨୪୦ମି. + ୨୦ = ୨୬୦ ମିନିଟ୍)
(ଙ) ୭୫ ମିନିଟ୍ = ୧ ଘଣ୍ଟା ୧୫ ମିନିଟ୍ (୭୫ ମି. = ୬୦ମି. + ୧୫ ମି. = ୧ ଘଣ୍ଟା ୧୫ ମିନିଟ୍)
(ଚ) ୧୫୦ ମିନିଟ୍ = ୨ ଘଣ୍ଟା ୩୦ ମିନିଟ୍ (୧୫୦ ମି. = ୨ × ୬୦ମି. + ୩୦ମି. = ୨ ଘଣ୍ଟା ୩୦ ମିନିଟ୍)
(ଛ) ୨୨୦ ମିନିଟ୍ = ୩ ଘଣ୍ଟା ୪୦ ମିନିଟ୍ (୨୨୦ ମି. = ୩ × ୬୦ ମି. + ୪୦ମି. = ୩ ଘଣ୍ଟା ୪୦ ମିନିଟ୍)
(ଜ) ୩୯୦ ମିନିଟ୍ = ୬ ଘଣ୍ଟା ୩୦ ମିନିଟ୍ (୩୯୦ ମି. = ୬ × ୬୦ ମି. + ୩୦ ମି. = ୬ ଘଣ୍ଟା ୩୦ ମିନିଟ୍)
(ଗ) ଦୁଇଟି ସଂଖ୍ୟା ରେଖାରେ ଥିବା ଶୂନ୍ୟସ୍ଥାନ ଗୁଡିକରେ ମିନିଟ୍କୁ ସେକେଣ୍ଡରେ ଏବଂ ସେକେଣ୍ଡକୁ ମିନିଟ୍ରେ ପରିବର୍ତ୍ତନ କରି ଶୂନ୍ୟସ୍ଥାନ ପୂରଣ କର ।

(କ) ୩୨୦ ସେକେଣ୍ଡ = ୫ × ୬୦ ସେକେଣ୍ଡ + ୨୦ ସେକେଣ୍ଡ = ୫ ମିନିଟ୍ ୨୦ ସେକେଣ୍ଡ ।
(ଖ) ୨୨୫ ସେକେଣ୍ଡ = ୩ × ୬୦ ସେକେଣ୍ଡ + ୪୫ ସେକେଣ୍ଡ = ୩ ମିନିଟ୍ ୪୫ ସେକେଣ୍ଡ ।
(ଗ) ୭୦୦ ସେକେଣ୍ଡ = ୧୧ × ୬୦ ସେକେଣ୍ଡ + ୪୦ ସେକେଣ୍ଡ = ୧୧ ମିନିଟ୍ ୪୦ ସେକେଣ୍ଡ ।
(ଘ) ୧୦୦୦ ସେକେଣ୍ଡ = ୧୬ × ୬୦ ସେକେଣ୍ଡ + ୪୦ ସେକେଣ୍ଡ = ୧୬ ମିନିଟ୍ ୪୦ ସେକେଣ୍ଡ ।
(ଙ) ୧୦ ମିନିଟ୍ ୧୩ ସେକେଣ୍ଡ = ୧୦ × ୬୦ ସେକେଣ୍ଡ + ୧୩ ସେକେଣ୍ଡ = (୬୦୦ + ୧୩) ସେକେଣ୍ଡ = ୬୧୩ ସେକେଣ୍ଡ)
(ଚ) ୪ ମିନିଟ୍ ୮ ସେକେଣ୍ଡ = ୪ × ୬୦ ସେକେଣ୍ଡ + ୮ ସେକେଣ୍ଡ = (୨୪୦ + ୮) = ୨୪୮ ସେକେଣ୍ଡ ।
(ଛ) ୧୫ ମିନିଟ୍ ୪୦ ସେକେଣ୍ଡ = ୧୫ × ୬୦ ସେକେଣ୍ଡ + ୪୦ ସେକେଣ୍ଡ = (୯୦୦ + ୪) = ୯୪୦ ସେକେଣ୍ଡ ।
Question 2.
ରାଘବ ଗଣିତ, ଇଂରାଜୀ, ହିନ୍ଦୀ ଓ “ଆମ ଚାରିପାଖ ଦୁନିଆ” ବିଷୟ ଗୁଡିକ ପଢ଼େ । ସେ ପ୍ରତ୍ୟେକ ବିଷୟକୁ ୫୦ ମିନିଟ୍ ସମୟ ନିଏ । ସେ ସମୁଦାୟ କେତେ ସମୟ ପଢନ୍ତି ତାହା ଘଣ୍ଟା ଓ ମିନିଟ୍ରେ ପ୍ରକାଶ କର । ତୁମ ସମାଧାନର ପ୍ରଣାଳୀ ଶ୍ରେଣୀରେ ଆଲୋଚନା କର ।
Solution:
ରାଘବ ୧ଟି ବିଷୟ ପଢ଼ିବାକୁ ସମୟ ନିଏ = ୫୦ ମିନିଟ୍
୪ଟି ବିଷୟ ପଢ଼ିବାକୁ ସମୟ ନେବ = ୫୦ × ୪ ମିନିଟ୍ = ୨୦୦ ମିନିଟ୍

ଆମେ ଜାଣୁ ଯେ, ୧ ଘଣ୍ଟା = ୬୦ ମିନିଟ୍
ଏଠାରେ ୨୦୦ ମିନିଟ୍ = ୩ × ୬୦ ମିନିଟ୍ + ୨୦ ମିନିଟ୍ = ୩ ଘଣ୍ଟା ୨୦ ମିନିଟ୍
∴ ସେ ସମୁଦାୟ ୩ ଘଣ୍ଟା ୨୦ ମିନିଟ୍ ପଢ଼େ ।
Question 3.
ରଘୁ ସକାଳ ୮ ଟାରେ ଘରୁ ବାହାରି ୯ଟା ୦୫ ରେ ତା ଅଜାଙ୍କ ଘରେ ପହଞ୍ଚିଲା । ତାଙ୍କ ଘରେ ପହଞ୍ଚିବା ପାଇଁ ସେ କେତେ ସମୟ ନେଲା ?

Solution:
ରଘୁ ଘରୁ ବାହାରିଲା ସକାଳ ୮ଟାରେ = ୮:୦୦ am.
ସେ ଅଜାଘରେ ପହଞ୍ଚିଲା ୯ଟା ୦୫ରେ = ୯.୦୫ a.m.
ସେ ଅଜାଙ୍କ ଘରେ ପହଞ୍ଚିବା ପାଇଁ ସମୟ ନେଇଛି = 
∴ ସେ ସମୟ ନେଇଛି ୧ ଘଣ୍ଟା ୦୫ ମିନିଟ୍ ।
Question 4.
ଜ୍ୟୋତି ୦୬:୧୩ p.m. ରେ ଖେଳିବାକୁ ଗଲା । ସେ ୧ଘଣ୍ଟା ୪୫ ମିନିଟ୍ ପରେ ଘରକୁ ଫେରିଲା । କେତେବେଳେ ଘରେ ପହଞ୍ଚିଲା ?
Solution:
ଜ୍ୟୋତି ଖେଳିବାକୁ ଯିବା ସମୟ = ୦୬.୧୩ p.m.
ତା’ର ଖେଳିବା ସମୟ = ୧ ଘଣ୍ଟା ୪୫ ମିନିଟ୍
ବର୍ତ୍ତମାନ ୦୬.୧୩ p.m. + ୧ ଘଣ୍ଟା ୪୫ ମିନିଟ୍ = ୦୭.୫୮ pm.

∴ ସେ ୦୭:୫୮ pm.ରେ ଘରକୁ ଫରିଲା ।
Question 5.
ରାଗିଣୀ ତାଙ୍କ ଘରକାମ କରିବାକୁ ୧ ଘଣ୍ଟା ୧୦ ମିନିଟ୍ ସମୟ ନେଲା । ସେ ୦୯:୪୦ pm ରେ କାମଟିକୁ ଶେଷ କଲା । ତେବେ ସେ କେତେବେଳେ କାମଟିକୁ ଆରମ୍ଭ କରିଥିଲା ?
Solution:
ରାଗିଣୀ ଘର କାମ କରିବାକୁ ସମୟ ନେଲା = ୧ ଘଣ୍ଟା ୧୦ ମିନିଟ୍
ସେ କାମ ଶେଷ କଲା = ୦୯,୪୦ p.m.ରେ
ସେ କାମ ଆରମ୍ଭ କରିବା ସମୟ = 
ତେଣୁ ସେ କାମଟିକୁ ୦୮.୩୦ p.m.ରେ ଆରମ୍ଭ କରିଥିଲା ।
![]()
Question 6.
ପିଲା ମାନଙ୍କର ଏକ ଦଳ ୦୮:୩୦ am ରେ ବଣଭୋଜି ପାଇଁ ବାହାରିଲେ । ସେମାନେ ୪ ଘଣ୍ଟା ୧୦ ମିନିଟ୍ ପରେ ଫେରି ଆସିଲେ । ତେବେ ସେମାନେ କେତେବେଳେ ଫେରିଲେ ?
Solution:
ପିଲାମାନେ ବଣଭୋଜି ପାଇଁ ବାହାରିବା ସମୟ ୦୮.୩୦ am.
ବଣଭୋଜି କରିଥିବା ସମୟ ଅବଧୂ = ୪ ଘଣ୍ଟା ୧୦ ମିନିଟ୍

ସେମାନେ ଫେରିବା ସମୟ = ୦୮.୩୦ am. + ୪ ଘଣ୍ଟା ୧୦ ମିନିଟ୍ = ୧୨.୪୦ p.m. ।
Question 7.
ରୋଜି ସନ୍ଧ୍ୟା ୦୬:୦୦ pm ରେ ଗୃହ କାର୍ଯ୍ୟ ଆରମ୍ଭ କଲା । ସେ ୧ ଘଣ୍ଟା ୩୦ ମିନିଟ୍ ରେ ତା ଗୃହକାର୍ଯ୍ୟ ଶେଷ କଲା । ତେବେ ସେ କେତେବେଳେ ଗୃହକାର୍ଯ୍ୟ ଶେଷକଲା ?
Solution:
ରୋଜି ଗୃହକାର୍ଯ୍ୟ ଆରମ୍ଭ କରିବା ସମୟ = ୬,୦୦ p.m.
ଗୃହକାର୍ଯ୍ୟ କରିବାର ସମୟ ଅବଧୂ = ୧ ଘଣ୍ଟା ୩୦ ମିନିଟ୍
∴ ସେ ଗୃହକାର୍ଯ୍ୟ ଶେଷ କରିବା ସମୟ = ୦୬.୦୦ ମିନିଟ୍ + ୧ଘ. ୩୦ ମି.
= (୦୬.୦୦ ମିନିଟ୍ + ୧ଘଣ୍ଟା ) + ୩୦ ମିନିଟ୍ = ୭.୩୦ ମିନିଟ୍
ସେ ଗୃହକାର୍ଯ୍ୟ ୭.୩୦ p.m.ରେ ଶେଷ କଲା ।
Question 8.
ଦିଶା ୫:୩୦ p.m. ରେ ବାହାରକୁ ଖେଳିବାକୁ ଯାଏ ଓ ୧ ଘଣ୍ଟା ୧୦ ମିନିଟ୍ ପରେ ଫେରିଆସେ । ତେବେ ସେ କେତେବେଳେ ଫେରିଆସେ ?
Solution:
ଦିଶା ଖେଳିବାକୁ ବାହାରିବା ସମୟ = ୦୫.୩୦ p.m.
ଖେଳିବା ସମୟ ଅବଧୂ = ୧ ଘଣ୍ଟା ୧୦ ମିନିଟ୍

∴ ତା’ର ଫେରିଆସିବା ସମୟ = ୦୫.୩୦ p.m. + ୧ ଘଣ୍ଟା ୧୦ ମିନିଟ୍ = ୦୬.୪୦ p.m.
Question 9.
ଯଦି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବିରତି ୧୨:୩୦ pm ରେ ଆରମ୍ଭ ହୁଏ ଏବଂ ୩୫ ମିନିଟ୍ ପରେ ଶେଷ ହୁଏ, ତେବେ ମଧ୍ୟାହ୍ନ ଭୋଜନ ବିରତି କେତେବେଳେ ଶେଷ ହୁଏ ?
Solution:
ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଆରମ୍ଭ ସମୟ = ୧୨.୩୦ p.m.
ମଧ୍ୟାହ୍ନ ଭୋଜନ ୩୫ ମିନିଟ୍ ପରେ ଶେଷ ହୁଏ
∴ ମଧ୍ୟାହ୍ନ ଭୋଜନ ଶେଷ ହେବା ସମୟ = ୧୨.୩୦ p.m. + ୩୫ ମିନିଟ୍
= (୧୨.୩୦ p.m + ୩୦ ମିନିଟ୍ ) + ୫ ମିନିଟ୍ = ୧୩.୦୦ ବା, ୦୧.୦୦ p.m. + ୫ ମିନିଟ୍ = ୦୧.୦୫ p.m.
Question 10.
ବର୍ତମାନ ସମୟ ୦୮: ୩୫ pm । ୮ ଘଣ୍ଟା ୨୫ ମିନିଟ୍ ପରେ ସମୟ କେତେ ହେବ ?
Solution:
ବର୍ତ୍ତମାନ ସମୟ = ୦୮.୩୫ p.m.
ଆମକୁ ଏଥିରେ ୮ ଘଣ୍ଟା ୨୫ ମି. ମିଶାଇବାକୁ ପଡ଼ିବ ।
ବର୍ତ୍ତମାନ = ୮ ଘଣ୍ଟା ୨୫ ମିନିଟ୍ = ୪ ଘଣ୍ଟା + ୪ ଘଣ୍ଟା + ୨୫ ମିନିଟ୍
ତେଣୁ = ୦୮.୩୫ p.m. + ୮ ଘଣ୍ଟା ୨୫ ମିନିଟ୍ = (୦୮.୩୫ p.m. + ୪ ଘଣ୍ଟା) + ୪ ଘଣ୍ଟା + ୨୫ ମିନିଟ୍
(୧୨ ଟା ୩୫ a.m. + ୪ ଘଣ୍ଟା) + ୨୫ ମି. = ୪.୩୫ a.m, + ୨୫ ମିନିଟ୍
= ୫.୦୦ a.m. (∵ ୩୫ + ୨୫ = ୬୦ ମିନିଟ୍ = ୧ ଘଣ୍ଟା)