For effective revision, students can use BSE Odisha Class 4 English Solutions Chapter 7 Out in the Garden Answer to practice textbook exercises.
Class 4 English Out in the Garden Question Answer
Class 4 English Chapter 7 Question Answer Odia Medium
Pre-reading
ପଠନ ପୂର୍ବରୁ
Look at the toys in the pictures given below. Tick the correct name in the box.
ତଳେ ଦିଆଯାଇଥିବା ଚିତ୍ରରେ ଖେଳଣାଗୁଡ଼ିକୁ ଦେଖ । ବାକ୍ସରେ ଠିକ୍ ନାମ ପାଖରେ ଟିକ୍ (-) ଚିହ୍ନ ଦିଅ ।

Answer:

![]()
Answer the following questions.
ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Question 1.
Who are there in the poem?
କବିତାରେ କିଏ ସବୁ ଅଛନ୍ତି?
Answer:
A child and his/her friends are there in the poem.
Question 2.
What are they doing?
ସେମାନେ କ’ଣ କରୁଛନ୍ତି?
Answer:
They are playing in the garden.
Question 3.
How are the children playing with the ball ? ପିଲାମାନେ ବଲ୍ ସହିତ କିପରି ଖେଳୁଛନ୍ତି?
Answer:
They are bouncing the ball, throwing it and catching it.
Question 4.
Where are they playing? ସେମାନେ କେଉଁଠି ଖେଳୁଛନ୍ତି?
Answer:
They are playing out in the garden.
Question 5.
How does the child play with the kite?
ପିଲାଟି ଗୁଡ଼ି ସହିତ କିପରି ଖେଳୁଛି?
Answer:
The child plays with the kite by tugging and pulling it.
Question 6.
What games do you play with your friends ?
ତୁମେ ତୁମ ସାଙ୍ଗମାନଙ୍କ ସହିତ କେଉଁ ସବୁ ଖେଳ ଖେଳ?
Answer:
I play cricket, football, ludo, chess, hide-and-seek and many more games with my friends. We also jump, run and swing in the garden.
Question 7.
What games do you play outside?
ବାହାରେ ତୁମେ କେଉଁ ସବୁ ଖେଳ ଖେଳ?
Answer:
We play cricket, football, hide-and-seek and badminton outside.
![]()
Question 8.
What happens if we are not careful while playing outside?
ବାହାରେ ଖେଳିବା ସମୟରେ ଯଦି ଆମେ ସାବଧାନ ନରହୁ, ତେବେ କ’ଣ ହେବ?
Answer:
We may get hurt (or injured), if we are not careful while playing outside.
Post-reading –
ପଠନ ପରେ
A. Visual Memory Development Technique (VMDT)
(ଦୃଶ୍ୟ ସାହାଯ୍ୟରେ ସ୍ମୃତି ଶକ୍ତି ବିକାଶ କରିବାର ଉପାୟ)
ତୁମ ଆଖ୍ର କ୍ୟାମେରାରେ କବିତାଟିର ଚିତ୍ର ନିଅ (କବିତାଟିକୁ ଭଲ ଭାବରେ ଦେଖ) । ତୁମର ଆଖ୍ ବନ୍ଦ କର ଏବଂ ନିମ୍ନୋକ୍ତ ଭାଗଗୁଡ଼ିକ ଉପରେ ତୁମର ତର୍ଜନୀ ଆଙ୍ଗୁଠି ରଖ ।
Whole: (ଯେଉଁ ସ୍ଥାନରେ ନିମ୍ନୋକ୍ତ ଚିତ୍ର ଗୁଡ଼ିକ ଅଛି, ସେଗୁଡ଼ିକ ଉପରେ ଯଥାକ୍ରମେ ନିଜର ଆଙ୍ଗୁଠି ରଖ ।)
flying kite, children playing together,
Part: (ନିମ୍ନୋକ୍ତ ଶବ୍ଦ ଗୁଡ଼ିକ ଉପରେ ଯଥାକ୍ରମେ ନିଜର ଆଙ୍ଗୁଠି ରଖ ।)
ball, friends, swing, jump
B. Let us Listen and Speak
1. Look at the pictures. Do you know the games? Have you played them?
ଚିତ୍ରଗୁଡ଼ିକୁ ଦେଖ । ତୁମେ ଏହି ଖେଳଗୁଡ଼ିକୁ ଜାଣିଛ କି? ତୁମେ ସେଗୁଡ଼ିକୁ ଖେଳିଛ କି?
What do you call them in your mother tongue ? Talk about what you know.
ତୁମ ମାତୃଭାଷାରେ ତୁମେ ସେଗୁଡ଼ିକୁ କ’ଣ କୁହ? ତୁମେ ଯାହା ଜାଣିଛ ସେ ବିଷୟରେ କଥା ହୁଅ ।

Answer:
Tug of war: In this game, two teams grab (hold) the two ends of a rope. Each team tries to pull the other team across the line. The team that pulls the other team across the line wins the game.
(ଏହି ଖେଳରେ, ଦୁଇଟି ଦଳ ଏକ ଦଉଡ଼ିକୁ ପରସ୍ପର ବିପରୀତ ଦିଗକୁ ଟାଣନ୍ତି । ଯେଉଁ ଦଳ ଅନ୍ୟ ଦଳକୁ ଗାର ପାର୍ କରାଇ ନିଜ ଆଡ଼କୁ ଟାଣିନିଏ, ସେ ଜିତେ ।)
String telephone: It is a simple toy made using two paper or tin cups and a string. Join the cups with a string. Two friends hold one cup each. One friend speaks into the cup and the other listens through the other cup.
(ଏହା ଦୁଇଟି କପ୍ ଏବଂ ଗୋଟିଏ ସୂତାରେ ତିଆରି ହୋଇପାରୁଥିବା ଏକ ମଜାଦାର୍ ଖେଳନା । ପ୍ରଥମେ ଦୁଇଟି କାଗଜ କିମ୍ବା

ଟିଣ କପ୍.ରେ କଣା କରି, ତା’ମଧ୍ୟ ଦେଇ ଗୋଟିଏ ସୂତା ପୁରାଅ । ଏବେ ନିଜେ ଗୋଟେ କପ୍ ଧର ଏବଂ ଅନ୍ୟ କପ୍.ଟି ନିଜର ସାଙ୍ଗକୁ ଦିଅ । ଜଣେ ଗୋଟେ କପ୍ ଭିତରେ କଥା କହିଲେ, ଅନ୍ୟ ସାଙ୍ଗ ଜଣକ ଆରପଟ କପ୍.ରେ ତାହା ଶୁଣିପାରିବ ।)
Spinner: This is made by passing a string through the hole of a large button or a flat metal or plastic bottle cap. When we pull the string tight and let it go, the “Chakri” spins rapidly with a buzzing sound.
(ଗୋଟିଏ ବଡ଼ ବୋତାମ ବା ବୋତଲ ଠିପି ଭିତରେ ସୂତା ପୁରାଇ, ଆମେ ଚକ୍ରି ତିଆରି କରି ପାରିବା । ତା’ପରେ ସୂତାକୁ ଜୋର୍ରେ ଟାଣିଲେ ଚକ୍ରି ଖୁବ୍ ଜୋର୍ରେ ଶବ୍ଦ କରି ଘୁରିବ ।)
Skipping: Skipping a rope is played with a skipping rope. We hold the two ends of the rope in our hands and swing it over our heads. We have to jump over the rope every time it reaches near our feet.
(ଏହି ଖେଳରେ, ଗୋଟିଏ ଦଉଡ଼ି ଡ଼ିଆଁର ଦୁଇ ମୁଣ୍ଡକୁ ଧରି ଏହାକୁ ନିଜର ମୁଣ୍ଡ ଉପର ଦେଇ ବୁଲାଯାଏ । ଯେତେବେଳେ ଦଉଡ଼ିଟି ଆମର ପାଦ ପାଖକୁ ଆସେ, ସେତେବେଳେ ଆମେ ତା’ ଉପର ଦେଇ ଡ଼େଇଁ ପଡୁ ।)
Tyre racing: We need an old cycle tyre and a stick to play this game. We have to hit the tyre with the stick and roll it as far as we can. We have to run fast and keep pushing the tyre.
(ଏହି ଖେଳ ପାଇଁ ଆମକୁ ଗୋଟିଏ ବାଡ଼ି ଏବଂ ପୁରୁଣା ସାଇକେଲ ଟାୟାର ଦରକାର । ଆମକୁ ଟାୟାରକୁ ବାଡ଼ିରେ ପିଟି ପିଟି ଯେତେ ଦୁର ସମ୍ଭବ ଗଡ଼ାଇବାକୁ ହୁଏ । ଏବଂ ଟାୟାର୍ ସହିତ ଦୌଡ଼ିବାକୁ ମଧ୍ୟ ହୁଏ । ଆମେ ଆମ ସାଙ୍ଗମାନଙ୍କ ସହିତ ମିଶି ଦୌଡ଼ ମଧ୍ୟ ଲଗାଇ ପାରିବା । ଦେଖିବା, କାହା ଟାୟାର୍ କେତେ ଦୁର ଯାଉଛି ।)
![]()
Seven stones: In this game, one team tries to stack seven flat stones (keep one stone over another), while the other team tries to hit them with a ball.
One team knocks down a pile of seven stones with a ball and tries to stack them back up. The other team tries to stop them by hitting a foram) them with the ball. If the stones are restacked in time, the first team wins!
(ଏହି ଖେଳର ଦୁଇ ଦଳ ମଧ୍ୟରେ ହୁଏ । ପ୍ରଥମେ ଗୋଟିଏ ଦଳ ବଲ୍ ମାରି ଗୋଟିକ ଉପରେ ଗୋଟିଏ କରି ରଖାଯାଇଥିବା ସାତୋଟି ପଥରର ଗଦାକୁ ଭାଙ୍ଗି ଦିଏ । ତ’ପରେ ସେହି ପଥରଗୁଡ଼ିକୁ ଆଣି, ଗଦାକୁ ପୁଣି ସଜାଇବାକୁ ଚେଷ୍ଟା କରେ । ସେହି ସମୟରେ ଅନ୍ୟ ଦଳଟି ସେମାନଙ୍କୁ ବଲ୍ ମାରି ଅଟକାଇବାକୁ ଚେଷ୍ଟା କରେ । ଯଦି ପ୍ରଥମ ଦଳ ପଥରଗୁଡ଼ିକ ଠିକ୍ ସମୟରେ ସଜାଇ ଦିଏ, ତେବେ ସେ ଜିତିଯାଏ ।)
Question 2.
Listen to the song and repeat it with action.
ଗୀତଟିକୁ ଶୁଣ ଏବଂ ଅଭିନୟ (ଆକ୍ସନ୍) ସହିତ ଏହାକୁ ବାରମ୍ବାର ଗାଅ ।
Clap your hands,
Clap your hands,
Listen to the music,
And clap your hands.

(କ୍ଲାପ୍ ୟୋର୍ ହ୍ୟାଣ୍ଡସ୍,
ତୁମର ହାତ ତାଳି ମାର, ତୁମର
କ୍ଲାପ୍ ୟୋର୍ ହ୍ୟାଣ୍ଡସ୍, ଲିସିନ୍ ଟୁ ଦ ମ୍ୟୁଜିକ୍,
ଆଶ୍ କ୍ଲାପ୍ ୟୋର୍ ହ୍ୟାଣ୍ଡସ୍.)
ହାତ ତାଳି ମାର, ସଙ୍ଗୀତ ଶୁଣ,
ଏବଂ ତୁମର ହାତ ତାଳି ମାର ।

Stamp your feet,
Stamp your feet,
Listen to the music,
And stamp your feet.
(ଷ୍ଟାମ୍ପ ୟୋର୍ ଫିଟ୍, ଷ୍ଟାମ୍ପ ୟୋର୍ ଫିଟ୍,
ଲିସିନ୍ ଟୁ ଦ ମ୍ୟୁଜିକ୍, ଆଣ୍ଡ୍ ଷ୍ଟାମ୍ପ ୟୋର୍ ଫିଟ୍.)
ତୁମର ପାଦ କଚାଡ଼, ତୁମର ପାଦ କଚାଡ଼,
ସଙ୍ଗୀତ ଶୁଣ, ଏବଂ ତୁମର ପାଦ କଚାଡ଼ ।

Jump up high,
Jump up high,
Listen to the music,
And jump up high.
(ଜମ୍ପ୍ ଅପ୍ ହାଇ, ଜମ୍ପ୍ ଅପ୍ ହାଇ,
ଲିସିନ୍ ଟୁ ଦ ମ୍ୟୁଜିକ୍,
ଆଶ୍ ଜମ୍ପ୍ ଅପ୍ ହାଇ.)
ଉପରକୁ ଡେଇଁପଡ଼, ଉପରକୁ ଡେଇଁପଡ଼,
ସଙ୍ଗୀତ ଶୁଣ, ଏବଂ ଉପରକୁ ଡେଇଁପଡ଼ ।

Turn around,
Turn around,
Listen to the music,
And turn around.
(ଟର୍ଣ୍ଣ ଆରାଉଣ୍ଡ୍, ଟଏଁ ଆରାଉଣ୍ଡ୍,
ଲିସିନ୍ ଟୁ ଦ ମ୍ୟୁଜିକ୍, ଆଣ୍ଟ ଟର୍ଣ୍ଣ ଆରାଉଣ୍ଡ୍.)
ଚାରିଆଡ଼େ ବୁଲିପଡ଼, ଚାରିଆଡ଼େ ବୁଲିପଡ଼,
ସଙ୍ଗୀତ ଶୁଣ, ଏବଂ ଚାରିଆଡ଼େ ବୁଲିପଡ଼ ।
C. Let us write
Read the sentences. Guess the sports and games and match the pictures
ବାକ୍ୟଗୁଡ଼ିକୁ ପଢ଼ । ଖେଳ ଏବଂ କ୍ରୀଡ଼ାଗୁଡ଼ିକ ବିଷୟରେ ଅନୁମାନ କର ଏବଂ ଚିତ୍ରଗୁଡ଼ିକ ସହିତ ମେଳ କର ।

Answer:

![]()
2. Read the words aloud. Circle the words you find in the poem.
ଶବ୍ଦଗୁଡ଼ିକୁ ବଡ଼ ପାଟିରେ ପଢ଼ । ତୁମେ କବିତାରେ ଯେଉଁ ଶବ୍ଦଗୁଡ଼ିକୁ ପାଉଛ, ସେଗୁଡ଼ିକୁ ଗୋଲ୍ ବୁଲାଅ ।

Answer:

3. Vowel Sound ‘u’. ସ୍ଵରବର୍ଣ ଧ୍ବନି ‘u’ (ୟୁ । ଅ)
Read the words below each picture. ପ୍ରତ୍ୟେକ ଚିତ୍ର ତଳେ ଥିବା ଶବ୍ଦଗୁଡ଼ିକୁ ପଢ଼ ।

(ଏଠାରେ ଥିବା ଶବ୍ଦଗୁଡ଼ିକରେ, ଆମେମାନେ “u” vowel କୁ ବିଭିନ୍ନ ସ୍ଥାନରେ ବ୍ୟବହୃତ ହେବାର ଦେଖୁଛେ । କୁ ପ୍ରତ୍ୟେକ ଶବ୍ଦକୁ ବଡ଼ ପାଟିରେ ପଢ଼ ଏବଂ ସେସବୁରେ “u” ର ଉଚ୍ଚାରଣ ଉପରେ ଧ୍ୟାନ ଦିଅ ।
D. Let us read
ଚତୁର୍ଥ ଶ୍ରେଣୀ
1. In the poem, we find- କବିତାରେ, ଆମେ ପାଉ-

run and skip
ଦୌଡ଼ିବା ଏବଂ ଡେଇଁବା
jump and sway
ଡେଇଁବା ଏବଂ ଦୋହଲିବା
slide and swing
ଖସିବା ଏବଂ ଦୋଳି ଖେଳିବା
Here we use ‘and’ to link two words.
ଏଠାରେ ଆମେ ଦୁଇଟି ଶବ୍ଦକୁ ଯୋଡ଼ିବା ପାଇଁ ‘and’ (ଏବଂ) ବ୍ୟବହାର କରୁଛୁ ।
Combine these words using ‘and’ and write them in the blanks. One has been done for you.
‘and’ ବ୍ୟବହାର କରି ଏହି ଶବ୍ଦଗୁଡ଼ିକୁ ମିଶାଅ ଏବଂ ସେଗୁଡ଼ିକୁ ଖାଲି ସ୍ଥାନରେ ଲେଖ । ତୁମ ପାଇଁ ଗୋଟିଏ କରିଦିଆଯାଇଛି ।

Answer:
a. give, take —- give and take
ଦେବା, ନେବା
b. sing, dance —– sing and dance
ଗାଇବା, ନାଚିବା
c. eat, drink —– eat and drink
ଖାଇବା, ପିଇବା
d. catch, throw —- catch and throw
ଧରିବା, ଫିଙ୍ଗିବା
e. run, catch …….. run and catch
ଦୌଡ଼ିବା, ଧରିବା
Can you think of two more pairs? Write them here.
ତୁମେ ଆହୁରି ଦୁଇଟି ଯୋଡ଼ା ଶବ୍ଦ ଭାବିପାରିବ କି ? ସେଗୁଡ଼ିକୁ ଏଠାରେ ଲେଖ । ତୁମେ (ଏହି ଭଳି) ଆଉ ଦୁଇଟି ଯୋଡ଼ି ଭାବି ପାରିବ କି ?
Answer:
Yes, I can think of two more pairs) ସେଗୁଡ଼ିକ ଏଠାରେ ଲେଖ ।
(i) food and drink
(ii) bat and ball
Additional word pairs :

2. Fill in the blanks choosing the correct word from the bracket.
ବନ୍ଧନୀରୁ ସଠିକ୍ ଶବ୍ଦ ବାଛି ଖାଲି ସ୍ଥାନ ପୂରଣ କର ।
a. The child in the poem plays out in the……….
(garden, forest, park) (ବଗିଚା, ଜଙ୍ଗଲ, ପାର୍କ)
Answer: garden
b. The child …….. the ball. ପିଲାଟି ବଲ୍କୁ
(jumps, tugs, catches) pat ban
Answer: catches
![]()
c. The child …………. the kite. ପିଲାଟି ଗୁଡ଼ିକୁ …….|
(swings, flies, throws) (ଦୋଳି ଖେଳାଏ, ଉଡ଼ାଏ, ଫିଙ୍ଗେ)
Answer: flies
d. The child likes to play with ………….
ପିଲାଟି ………… ସହିତ ଖେଳିବାକୁ ପସନ୍ଦ କରେ ।
Answer: friends
Question 3.
Write the names of some interesting sports and games that you know.
ତୁମେ ଜାଣିଥିବା କିଛି ମଜାଦାର କ୍ରୀଡ଼ା ଏବଂ ଖେଳର ନାମ ଲେଖ ।
Answer:
Names of some interesting sports and games that I know are as follows.
| Games | Sports |
| Chess, ludo, kho-kho, kabaddi, hide and seek, hopscotch, ping-pong, and blindfold. | Cricket, badminton, hockey, football, archery, swimming, and soccer. |
Question 4.
Arrange the jumbled letters to make words. (The words are from your lesson) :
ଶବ୍ଦ ଗଠନ କରିବା ପାଇଁ ଅସଜଡ଼ା ଅକ୍ଷରଗୁଡ଼ିକୁ ସଜାଡ଼ । (ଏହି ଶବ୍ଦଗୁଡ଼ିକ ତୁମ ପାଠରୁ ଆସିଛି)

Answer:

E. Mental Talk
“Playing with friends is joyful.”
ସାଙ୍ଗମାନଙ୍କ ସହିତ ଖେଳିବା ଆନନ୍ଦଦାୟକ ଅଟେ ।
F. Let us do
1. Talk to your elders at home. Find out what games they used to play when they were young.
(ଘରେ ତୁମର ଗୁରୁଜନମାନଙ୍କ ସହିତ କଥା ହୁଅ । ସେମାନେ ଛୋଟ ଥିଲାବେଳେ କେଉଁ ସବୁ ଖେଳ ଖେଳୁଥିଲେ ତାହା ଜାଣ ।)
Learn a game from them and share it with your friends in class.
(ସେମାନଙ୍କଠାରୁ ଗୋଟିଏ ଖେଳ ଶିଖ ଏବଂ ଏହାକୁ ଶ୍ରେଣୀରେ ତୁମ ସାଙ୍ଗମାନଙ୍କ ସହିତ ବାଣ୍ଟ (ଖେଳ) ।)
2. Follow the steps to draw a rangoli.
ରଙ୍ଗୋଲି ଆଙ୍କିବା ପାଇଁ ପଦାଙ୍କ ଗୁଡ଼ିକ ଅନୁସରଣ କର ।

3. Follow the steps to draw a rangoli and colour it.
ଝୋଟି ଆଙ୍କିବା ପାଇଁ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କର ଏବଂ ଏଥିରେ ରଙ୍ଗ ଦିଅ ।

Out in the Garden Class 4 Summary
While-reading
ପଠନ ସମୟରେ
THE TEXT
Out in the garden,
Each fine day.
With my ball,
I like to play.
(ଆଉଟ୍ ଇନ୍ ଦ ଗାର୍ଡେନ୍,
ଇଚ୍ ଫାଇନ୍ ଡେ. ୱିଥ୍ ମାଇଁ ବଲ୍,
ଆଇ ଲାଇକ୍ ଟୁ ପ୍ଲେ.)
ପ୍ରତି ସୁନ୍ଦର ଦିନରେ,
ମୁଁ ବଗିଚାରେ ମୋ ବଲ୍ ସହିତ
ଖେଳିବାକୁ ପସନ୍ଦ କରେ ।
ବଲ୍ ଧରି ଖୁସିରେ ମୁଁ କେତେ ଖେଳ ଖେଳେ ।

I bounce my ball,
I throw my ball.
I catch my ball,
On each fine day.
(ଆଇ ବାଉନ୍ସ ମାଇଁ ବଲ୍, ଆଇ ଥ୍ରୋ ମାଇଁ ବଲ୍. ଆଇ କ୍ୟାଚ୍ ମାଇଁ ବଲ୍,
ଅନ୍ ଇଚ୍ ଫାଇନ୍ ଡେ.) ପ୍ରତି ସୁନ୍ଦର ଦିନରେ,
ମୁଁ ମୋ ବଲ୍କୁ ତଳେ ପିଟେ (ବାଉନ୍ସ କରେ),
ଉପରକୁ ଫିଙ୍ଗେ ଏବଂ ତାକୁ ଧରେ ।
Out in the garden,
Each fine day.
With my kite,
I like to play.
![]()
(ଆଉଟ୍ ଇନ୍ ଦ ଗାର୍ଡେନ୍,
ଇଡ୍ ଫାଇନ୍ ଡେ. ୱିଥ୍ ମାଇଁ କାଇଟ୍, ଆଇ ଲାଇକ୍ ଟୁ ପ୍ଲେ.)
ପ୍ରତି ସୁନ୍ଦର ଦିନରେ, ମୁଁ ବଗିଚାରେ ମୋ
ଗୁଡ଼ି ସହିତ ଖେଳିବାକୁ ପସନ୍ଦ କରେ ।

I tug my kite,
I pull my kite.
I fly my kite,
On each fine day.
(ଆଇ ଟର୍ ମାଇଁ କାଇଟ୍, ଆଇ ପୁଲ୍ ମାଇଁ କାଇଟ୍.
ଆଇ ଫ୍ଲାଏ ମାଇଁ କାଇଟ୍, ଅନ୍ ଇଚ୍ ଫାଇନ୍ ଡେ.)
ଚତୁର୍ଥ ଶ୍ରେଣୀ ପ୍ରତି ସୁନ୍ଦର ଦିନରେ,
ମୁଁ ମୋ ଗୁଡ଼ିକୁ ଜୋରରେ ଟାଣେ,
ଧୂରେ ଟାଣେ ଏବଂ ଆକାଶରେ ଉଡ଼ାଏ ।
Out in the garden,
Each fine day.
With my friends,
I like to play.
(ଆଉଟ୍ ଇନ୍ ଦ ଗାର୍ଡେନ୍,
ଇଚ୍ ଫାଇନ୍ ଡେ. ୱିଥ୍ ମାଇଁ ଫ୍ରେଣ୍ଟ,
ଆଇ ଲାଇକ୍ ଟୁ ପ୍ଲେ.) ପ୍ରତି ସୁନ୍ଦର ଦିନରେ,
ମୁଁ ବଗିଚାରେ ମୋ ସାଙ୍ଗମାନଙ୍କ ସହିତ ଖେଳିବାକୁ ପସନ୍ଦ କରେ ।
We run and skip,
We jump and sway.
We slide and swing,
On each fine day.
(ୱି ରନ୍ ଆଣ୍ଡ୍ ସ୍କ୍ରିପ୍, ୱି ଜମ୍ପ୍ ଆଣ୍ଡ୍ ସେ.
ୱି ସ୍ଲାଇଡ୍ ଆଣ୍ଡ୍ ସ୍ପିଙ୍ଗ୍, ଅନ୍ ଇଚ୍ ଫାଇନ୍ ଡେ.)
ପ୍ରତି ସୁନ୍ଦର ଦିନରେ,
ଆମେ ଦୌଡୁ, ଡେଉଁ, ହଲିବୋଲି ହେଉ, ଖସଡ଼ାରେ ଖସୁ ଏବଂ ଦୋଳି ଖେଳୁ ।
Out in the Garden Summary in English
We all love playing games. We also have many toys to play with. Like all of us, the child in the poem also loves playing outside. The poem describes the happiness of the child. The child enjoys playing in the garden with his/her friends on beautiful sunny days. They play with many toys like balls and kites. They run, skip, jump, sway, swing and slide too. Above all, they have a lot of fun together in the garden.
Out in the Garden Summary in Odia
ଆମେ ସମସ୍ତେ ଖେଳ ଖେଳିବାକୁ ଭଲ ପାଉ । ଆମମାନଙ୍କ ପାଖରେ ଖେଳିବା ପାଇଁ ଅନେକ ଖେଳନା ମଧ୍ଯ ଥାଏ । ଠିକ୍ ଆମ ସମସ୍ତଙ୍କ ଭଳି, କବିତାରେ ଥିବା ପିଲାଟି ମଧ୍ଯ ବାହାରେ ଖେଳିବାକୁ ବହୁତ ଭଲ ପାଏ । ଏହି କବିତାଟି ପିଲାଟିର ଖୁସି ଚିତ୍ରଣ କରୁଛି । ଭଲ ପାଗ ହୋଇଥିବା ଦିନଗୁଡ଼ିକରେ, ପିଲାଟି ତାର ସାଙ୍ଗମାନଙ୍କ ସହିତ ବଗିଚାରେ ଖୁବ୍ ମଜାରେ ଖେଳେ । ସେମାନେ ବଲ୍ ଏବଂ ଗୁଡ଼ି ଭଳି ଅନେକ ଖେଳନା ସହିତ ଖେଳନ୍ତି । ଆହୁରି ମଧ୍ୟ, ସେମାନେ ନାଚନ୍ତି, ଦୌଡ଼ନ୍ତି, ଡିଆଁକୁଦା କରନ୍ତି, ଦୋଳିରେ ଝୁଲନ୍ତି ଏବଂ ଖସଡାରେ ଖସନ୍ତି । ସବୁଠାରୁ ବଡ଼ କଥା ହେଲା, ସେମାନେ ବଗିଚାରେ ଏକାଠି ମିଶି ବହୁତ ମଜାମସ୍ତୀ କରନ୍ତି ।
Notes and Glossary:

Out in the Garden Class 4 Extract Based Questions
Question 1.
What does the child like?
Answer:
The child likes to play out in the garden.
Question 2.
When does the child like to play out in the garden?
Answer:
The child likes to play out in the garden when the weather is fine.
Question 3.
What toys does the child have?
Answer:
The child has a ball and a kite.
Question 4.
What games do the children play in the poem?
Answer:
In the poem, the children play with a ball, fly a kite, run, jump, skip, sway, swing and slide.
Question 5.
Which game do you like the most?
Answer:
I like cricket the most.
Out in the Garden Class 4 MCQ
Question 1.
The child loves to play …………
(a) in the park
(b) in the garden
(c) at home
(d) in school
Answer:
(b) in the garden
Question 2.
I bounce my ………….
(a) shoe
(b) football
(c) ball
(d) kite
Answer:
(c) ball
Question 3.
The child flies …………in the garden.
(a) aeroplane
(b) helicopter
(c) kite
(d) balloon
Answer:
(c) kite
Question 4.
The child in the poem doesn’t …………in the garden.
(a) jump
(b) sway
(c) run
(d) stamp
Answer:
(d) stamp
![]()
Question 5.
The child likes to play with …………out in the garden.
(a) siblings
(b) cousins
(c) friends
(d) parents
Answer:
(c) friends