Odisha State Board BSE Odisha 7th Class Science Important Questions Chapter 8 ମାଟି (ମୃତ୍ତିକା) Important Questions and Answers.
BSE Odisha Class 7 Science Important Questions Chapter 8 ମାଟି (ମୃତ୍ତିକା)
Question 1.
ବୈଜ୍ଞାନିକ କାରଣ ଦର୍ଶାଅ :
(କ) ମୃତ୍ତିକା କ୍ଷୟ ଜମିର ଅନୁର୍ବରତା ପାଇଁ ଦାୟୀ ।
Solution:
(i) ମୃତ୍ତିକା କ୍ଷୟ ପାଇଁ ଜଳ ଓ ବାୟୁ ମୁଖ୍ୟତଃ ଦାୟୀ ।
(ii) ଅଧିକ ବେଗରେ ବୃଷ୍ଟିପାତ ହେଲେ ଜଳବିନ୍ଦୁ ମାଟିରେ ବାଡ଼େଇ ହୋଇ ମାଟିକଣାଗୁଡ଼ିକୁ ଅଲଗା କରିଦିଏ । ଫଳରେ ପୃଷ୍ଠ ମୃତ୍ତିକାରେ ଥିବା ଜୈବପଦାର୍ଥ ଓ ଖଣିଜ ଲବଣ ଧୋଇ ହୋଇ ସ୍ଥାନାନ୍ତରିତ ହୁଏ ।
(iii) ଅଧୁକ ବେଗରେ ଖରାଦିନେ ପବନ ବୋହିଲେ ମାଟିର ଉପର ସ୍ତରରୁ ଧୂଳି ଉଡ଼ି ସ୍ଥାନାନ୍ତରିତ ହୁଏ । ଏହି ମାଟିରେ ଥିବା ଜୈବପଦାର୍ଥ ଓ ଖଣିଜ ଲବଣ ଆଦି ମଧ୍ୟ ସ୍ଥାନାନ୍ତରିତ ହୋଇ ମାଟିକୁ ଅନୁର୍ବର କରିଦିଏ । ଏଣୁ ମୃଭିକା କ୍ଷୟ ଜମିର ଅନୁର୍ବରତା ପାଇଁ ଦାୟୀ ହୋଇଥାଏ ।
(ଖ) ମୃତ୍ତିକା ସଂରକ୍ଷଣ କରିବା ପାଇଁ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ ।
Solution:
(i) କଲେ ଉଭିଦର ଚେର ମାଟିକୁ ଜାବୁଡ଼ିଧରି ଏହାକୁ ସ୍ଥାନାନ୍ତରିତ ହେବାକୁ ସୁଯୋଗ ଦିଏ ନାହିଁ । ଏଣୁ ପଡ଼ିଆରେ ଘାସ ଥିଲେ, ଗୋରୁ ଚାରଣ ବାରଣ କରିବା ଉଚିତ୍ ।
(ii) ଏହାଛଡ଼ା ଉଭିଦ ମାନଙ୍କର ଡାଳପତ୍ର ମାଟିକୁ ଘୋଡ଼ାଇରଖ୍ ପାଣି, ପବନ ଓ ସୂର୍ଯ୍ୟତାପ ପ୍ରକୋପରୁ ଏହାକୁ
(iii) ଗଛଲତାର ଶୁଖୁଲା ଡାଳପତ୍ର ମାଟି ଉପରେ ପଡ଼ିରହି ଉପରୁ ତଳକୁ ଦିଏ ଏବଂ ମୃତ୍ତିକା କ୍ଷୟ ରୋକିବାରେ ସାହାଯ୍ୟ କରେ । ଏଣୁ ମୃର୍ତ୍ତିକା ପାର୍ଥକ୍ୟ ଦର୍ଶାଅ ।
Question 2.
(କ) ପୃଷ୍ଠମୃତ୍ତିକା ଓ ଉପମୃତ୍ତିକା
(ଖ) ବାଲିଆ ମାଟି ଓ ଦୋରସା ମାଟି
(ଗ) ଲାଲ୍ ମାଟି ଓ କଳା ମାଟି
(ଘ) ପଟୁ ମାଟି ଓ ପାହାଡ଼ିଆ ମାଟି
Question 3.
ହ୍ୟୁମସ୍ କ’ଣ ? ଏହାର ଆବଶ୍ୟକତା ଲେଖ ।
Solution:
(i) ତାହାର ବିଘଟନରେ ଯେଉଁ ଅଂଶ ଗଠିତ ହୁଏ, ତାହାକୁ ହ୍ୟୁମସ୍ କହନ୍ତି ।
(ii) ଏହା ଦେଖିବାକୁ ଚିକ୍କଣ ଓ ଅଠାଳିଆ । ଏହା ମାଟିକୁ ଉର୍ବର କରେ ଫଳରେ ଏପରି ମାଟିରେ ଫସଲ କଲେ ଥିବାରୁ ଏହା ଉର୍ବର ।
Question 4.
ମାଙ୍କଡ଼ା ମାଟି ବା ମୋରମ୍ କାହାକୁ କହନ୍ତି ? ଆମ ରାଜ୍ୟରେ ଏହା କେଉଁଠି ଦେଖାଯାଏ ?
Solution:
(i) ଲାଲମାଟି ସହ କାଦୁଅ ଓ ଗୋଡ଼ି ମିଶିଲେ ମାଙ୍କଡ଼ା ମାଟି ବା ମୋରମ ସୃଷ୍ଟି ହୁଏ । ଏହା ଅନୁର୍ବର ମାଟି ।
(ii) ଆମ ରାଜ୍ୟର ଖୋର୍ଦ୍ଧା ଓ ଭୁବନେଶ୍ୱର ଅଞ୍ଚଳରେ ଏହି ମାଟି ଦେଖାଯାଏ ।
Question 5.
ମୃତ୍ତିକାର ଉପାଦାନଗୁଡ଼ିକ କ’ଣ ?
Solution:
(i) ବାଲି, କାଦୁଅ, ଜୈବପଦାର୍ଥ ଓ ଶିଳାରେ ଥିବା ଲବଣ ମିଶି ମାଟି ସୃଷ୍ଟି ହୁଏ । ଏଥରେ ପ୍ରଧାନତଃ ଦୁଇଟି ଉପାଦାନ ଦେହାବଶେଷ ଓ ମଳମୂତ୍ର ଏବଂ ଉଭିଦର ବିଘଟନରୁ ହ୍ୟୁମସ୍ ସୃଷ୍ଟି ହୋଇଥାଏ । ଏହା ହେଉଛି ମାଟିର ଜୈବିକ ଭପାଦାନ |
(ii) ଦେଖାଯାଏ; ଯଥା – ସରୁବାଲି, ମୋଟାବାଲି, ସରୁଗରଡ଼ା ଓ ବାଲିଗରଡ଼ା ।
ସଂଶିପ୍ତଧାମା ପ୍ରଣୋଉର :
I. ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।
(i) ମୃଭିକା ଏକ _________ ଉର୍ବର ।
(ii) ମୃଭିକା କ୍ଷୟ ମାଟିର _________ କମାଇଥାଏ ।
(iii) ମୃତ୍ତିକାରେ ସବୁଠାରୁ ଅଧିକ _________ ଉପାଦାନ ଥାଏ ।
(iv) _________ ମାଟି ସବ୍ଲଠାରୁ ଭରର |
(v) ମାଟିରେ _________ ରହିଲେ ତାହାର ରଙ୍ଗ ଧୂସର ହୁଏ ।
(vi) 70 ରୁ 80 ଭାଗ ବାଲିଥିବା ମୃତ୍ତିକାକୁ _________ କୁହାଯାଏ ।
(vii) ଧାନଚାଷପାଇଁ _________ ମାଟି ଉତ୍ତମ ।
(viii) _________ ମାଟିରେ ପନିପରିବା ଚାଷ କରାଯାଏ ।
(ix) _________ ଦ୍ଵାରା ମୃତ୍ତିକା କ୍ଷୟ ରୋକାଯାଇ ପାରିବ ।
(x) ବାଲିଆ ଓ କାଦୁଆ ଉପାଦାନ ସମପରିମାଣରେ ମିଶି _________ ଗଠିତ ହୋଇଥାଏ ।
(xi) ମୃତ୍ତିକାର ଦ୍ଵିତୀୟ ସ୍ତରରେ _________ ର ପରିମାଣ ଅଧ୍ଵ ଥାଏ ।
(xii) କୃଷ୍ଣ ମୃତ୍ତିକା (କଳାମାଟି) _________ ଚାଷ ପାଇଁ ଅଧିକ ଉପଯୋଗୀ ।
(xiii) ଲୋହିତ ମୃତ୍ତିକା ମାଙ୍ଗାନିଜ ଲବଣ ଓ _________ ମାଟିରେ ପନିପରିବା ଚାଷ କରାଯାଏ ।
(xiv) _________ ମାଟିରେ ଶତକଡ଼ା 50 – 60 ଭାଗ ଛିଦ୍ରସ୍ଥାନ ଥାଏ ।
(xv) ବାଲିଆ ମାଟିର ଜଳଧାରଣ କ୍ଷମତା _________ |
(xvi) ଉଦ୍ଭଦ ନିଜର ପୁଷ୍ଟି ପାଇଁ ମାଟିତଳୁ _________ ଓ _________ ଶୋଷଣ କରେ ।
(xvii) ଲାଲ୍ ମାଟିରେ, _________ ଓ _________ ର ଲବଣ ପରିମାଣ ଅଧ୍ଵ ଥାଏ ।
(xviii) ଧାଲା ମାଟିରେ _________ ଓ _________ ଅଧ୍ୟକ ପରିମାଣରେ ଥାଏ ।
(xix) କଳା ମାଟିରେ _________ ଓ _________ ର ଲବଣ ଅଧିକ ଥାଏ ।
(xx) ଓଡ଼ିଶାର _________ ଓ _________ ଅଥଲରେ ମାଇତା ମାଟି ଦେଖାଯାଏ |
(xxi) ମଟାଳ ମାଟିରେ _________ ରୁ _________ ଭାଗ ଛିଦ୍ରସ୍ଥାନ ଥାଏ ।
(xxii) _________ ମାଟିରେ କଲଧାରଣ ଯମତା ସଢାଧିକ ଓ _________ ମାଟିରେ ସର୍ବନିମ୍ନ ।
(xxiii) _________ ଓ _________ ମୃତ୍ତିକା ଅବକ୍ଷୟର ମୁଖ୍ୟ ପ୍ରାକୃତିକ କାରକ ଅଟନ୍ତି |
Solution:
(i) ପ୍ରାକୃତିକ
(ii) ଉର୍ବରତା
(iii) ଅଜୈବିକ
(iv) ପଟୁ
(v) ହ୍ୟୁମସ
(vi) ବାଲିଆ
(vii) ମମାନ
(viii) ଦୋରସା
(ix) ବୃକ୍ଷରୋପଣ
(x) ଦୋରସା ମାଟି
(xi) ଖଣିଜ ପଦାର୍ଥ
(xii) କପା
(xiii) ଲତ୍ରର
(xiv)ମଟାଳ
(xv) ସନ୍ଦନିମ୍ନ
(xvi) ଜଳ, ପୋଷକ
(xix) ଲୌହ, ମ୍ୟାଗ୍ନେସିୟମ୍
(xx) ଖୋର୍ଦ୍ଧା, ଭୁବନେଶ୍ଵର
(xxi)50,60
(xxii) ମଟାଳ, ବାଲିଆ
(xxiii) ଜଳ, ବାୟୁ
(xvii) ଲୌହ, ମାଙ୍ଗାନିଜ
(xviii) ଚୂନ, ଆଲୁମିନିୟମ୍ ଅକ୍ସାଇଡ୍
II. ବାମପାର୍ଶ୍ବରେ ଥିବା ଶବ୍ଦଦ୍ୱୟର ସମ୍ପର୍କକୁ ଦେଖୁ ଦକ୍ଷିଣପାର୍ଶ୍ବର ଶବ୍ଦର ସମ୍ପର୍କିତ ଶବ୍ଦଟି ଲେଖ ।
(i) ଧାନ : ମଟାଳ :: ପନିପରିବା : _________
(ii) ଚିନାବାଦାମ : ବାଲିଆ :: ନଳିତା : _________
(iii) ପ୍ରଥମ ସ୍ତର ମୃତ୍ତିକା : ଉର୍ବର :: ଦ୍ଵିତୀୟ ସ୍ତର ମୃତ୍ତିକା : _________
(iv) ବୃକ୍ଷରୋପଣ : ମୃତ୍ତିକା ସଂରକ୍ଷଣ :: ଜଙ୍ଗଲ ଉଚ୍ଛେଦ _________
(v) ମରୁମାଟି : ରାଜସ୍ଥାନ :: ମାଙ୍କଡ଼ା ମାଟି : _________
(vi) ସର୍ବାଧିକ ଜଳଧାରଣ କ୍ଷମତା : ମଟାଳ ମାଟି :: _________
(vii) କଳାମାଟି : ଲୌହ ଓ ମାଗ୍ନେସିୟମ :: ଲାଲମାଟି : _________
(viii) ହ୍ୟୁମସ୍ : ଧୂସର :: ବକ୍ସାଇଟ : _________
(ix) ଟାଙ୍ଗରା ଜମିରେ କାଜୁବାଦାମ ଚାଷ : ମୃତ୍ତିକା ସଂରକ୍ଷଣ :: ବକ୍ସାଇଟ : _________
(x) ଦୋରସା ପଟୁ ମାଟି : ମକା :: କୃଷ୍ଣମୃତ୍ତିକା : _________
Solution:
(i) ବୋରପା
(ii) ମଟାଳ
(iii) ଅନୁର୍ବର
(iv) ମୃତ୍ତିକାକ୍ଷୟ
(v) ଖୋର୍ଦ୍ଧା
(vi) ବାଲିଆ ମାଟି
(vii) ମାଙ୍ଗାନିଜ ଓ ଲୌସ
(viii) ଧାଳା
(ix) ମୃତ୍ତିକା କ୍ଷୟ
(x) କାପା
III. ପ୍ରତ୍ୟେକ ପ୍ରଶ୍ନର ଚାରୋଟି ସମ୍ଭାବ୍ୟ ଉତ୍ତର ପ୍ରଶ୍ନତଳେ ଦିଆଯାଇଛି । ସେଥୁମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(i) ମାଟିରେ ଥବା ମୋଟା ବାଲିର ବ୍ୟାସ ପ୍ରାୟ –
(କ) 2.0 ରୁ 5.0 ମି.ମି.
(ଖ) 0.02 ରୁ 0.2 ମି.ମି.
(ଗ) 0.7 ରୁ 2.0 ମି.ମି.
(ଘ) 0.002 ରୁ 0.02 ମି.ମି.
Solution:
(ଘ) 0.002 ରୁ 0.02 ମି.ମି.
(ii) ଯେଉଁ ମାଟିରେ ବକ୍ସାଇଟ୍ ଅବ୍ଲକ ପରିମାଣରେ ଥାଏ ତାହାକୁ କେଉଁ ପ୍ରକାର ମାଟି କହନ୍ତି ?
(କ) ଲାଲମାଟି
(ଖ) ମଶାଳ ମାଟି
(ଗ) ଧୁସରମାନି
(ଘ) ଧଲାମାଟି
Solution:
(ଘ) ଧଲାମାଟି
(iii) ଝାଉଁ ଗଛ ପାଇଁ କେଉଁ ମାଟି ଉପଯୋଗୀ ?
(କ) ବାଲିଆ ମାଟି
(ଖ) ମଶାଳ ମାଟି
(ଗ) ଦୋରସା ମାଟି
(ଘ) ପଟୁ ମାଟି
Solution:
(କ) ବାଲିଆ ମାଟି
(iv) ନିମ୍ନୋକ୍ତ ମଧ୍ୟରୁ କେଉଁଟିର ମୃତ୍ତିକା ଗଠନରେ ଭୂମିକା ନାହିଁ ?
(କ) ଉକା
(ଖ) ସୁଯକରିଣ
(ଗ) ସୂର୍ଯ୍ୟକିରଣ
(ଘ) ବିକ୍ଳି
Solution:
(ଘ) ବିକ୍ଳି
(v) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅତି ଉର୍ବର ମୃତ୍ତିକା ?
(କ) ପୃଷ୍ଠ ମୃତ୍ତିକା
(ଖ) ମୃତ ମୂରିକା
(ଗ) ଭପସ୍ଣିକା
(ଘ) ବାଲିଥା ମୂଶିକା
Solution:
(କ) ପୃଷ୍ଠ ମୃତ୍ତିକା
(vi) ଯେଉଁ ମାଟିର ଜଳଧାରଣ କ୍ଷମତା ସର୍ବାଧ୍ଵକ ସେହି ମାଟି ପାଇଁ ନିମ୍ନୋକ୍ତ କେଉଁ ଫସଲ ଉପଯୁକ୍ତ ?
(କ) ଆଳୁ
(ଖ) ଚିନାବାଦାମ୍
(ଗ) କତା
(ଘ) ସୂର୍ଯ୍ୟମୁଖୀ
Solution:
(ଗ) କତା
(vii) ମାଟିରେ କେଉଁଟି ଅଧୂକ ରହିଲେ ମାଟି ଉର୍ବର ହୋଇଥାଏ ?
(କ) ହ୍ୟୁମସ୍
(ଖ) ଲୌହ ଅକ୍ସାଇଡ
(ଗ) ବାୟୁ
(ଘ) ତକ୍ସାଲଟ
Solution:
(କ) ହ୍ୟୁମସ୍
(viii) ନଈକୂଳ ଅତଡ଼ା ଖାଉଥିଲେ ମୃତ୍ତିକାକ୍ଷୟ କିପରି ରୋକିବାକୁ ହେବ ?
(କ) ପଥର ବନ୍ଧ ତିଆରି କରି
(ଖ) ବୃକ୍ଷରୋପଣ କରି
(ଗ) ସୋପାନପ୍ରଣାଳୀ ବ୍ୟବହାର କରି
(ଘ) ବୃଷ୍ଟିପାତ
Solution:
(ଘ) ବୃଷ୍ଟିପାତ
IV. ‘କ’ ସ୍ତମ୍ଭରେ ଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦକୁ ସଂଯୋଗ କର ।
V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ମଟାଳ ମାଟିରେ ଶତକଡ଼ା 50-60 ଭାଗ ଛିଦ୍ରସ୍ଥାନ ଥାଏ ।
(ii) ସର୍ବାଧିକ ଜଳଧାରଣ କ୍ଷମତା ଦୋରସା ମାଟିର ଥାଏ ।
(iii) ଯେଉଁ ପ୍ରକ୍ରିୟାରେ ଉପର ପାଣି ମାଟି ଦେଇ ତଳକୁ ଗଲା, ତାହାକୁ ଶୋଷଣ କହନ୍ତି ।
(iv) ଛୋଟ ବାଲିଗରଡ଼ାର ହାରାହାରି ବ୍ୟାସ 0.02 ରୁ 0.2 ଅଟେ ।
(v) ମାଟି ସୃଷ୍ଟି ହେବା ଏକ ଅତ୍ୟନ୍ତ ଦୃଢ଼ ପ୍ରକ୍ରିୟା ।
Solution:
(i) ମଟାଳ ମାଟିର ଶତକଡ଼ା 30 40 ଭାଗ ଛିଦ୍ରସ୍ଥାନ ଥାଏ ।
(ii) ସର୍ବାଧିକ ଜଳଧାରଣ କ୍ଷମତା ମଟାଳ ମାଟିର ଥାଏ ।
(iii) ଯେଉଁ ପ୍ରକ୍ରିୟାରେ ଉପର ପାଣି ମାଟି ଦେଇ ତଳକୁ ଗଲା । ତାହାକୁ ଅବଶୋଷଣ କହନ୍ତି ।
(iv) ମୋଟା ବାଲିର ହାରାହାରି ବ୍ୟାସ 0.02 ରୁ 0.2 ଅଟେ ।
(v) ମାଟି ସୃଷ୍ଟି ହେବା ଏକ ଅତ୍ୟନ୍ତ ମନ୍ଥର ପ୍ରକ୍ରିୟା ।
VI. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ରଙ୍ଗର ବିଭିନ୍ନତାକୁ ନେଇ ମାଟିର ପ୍ରକାର ଲେଖ ।
(ii) କଳାମାଟିରେ କେଉଁ ଲବଣ ଥାଏ ?
(iii) ଉପାଦାନ ଅନୁସାରେ ମାଟି କେତେ ପ୍ରକାର ଓ କ’ଣ କ’ଣ ?
(iv) । ସେ.ମି. ମାଟି ସୃଷ୍ଟି ହେବାକୁ କେତେ ସମୟ ଲାଗେ ?
(v) ମାଟିର ଉପର ସ୍ତରକୁ କ’ଣ କହନ୍ତି ?
(vi) ଭୂ-ଶିଳାସ୍ତର କାହାକୁ କୁହାଯାଏ ?
(vii) ଅବଶୋଷଣ କାହାକୁ କହନ୍ତି ?
(viii) ଶୋଷଣ କ’ଣ ?
(ix) ଉଦ୍ଭଦ ମାଟିରୁ କ’ଣ ପାଏ ?
(x) ମାଟିର ଉପାଦାନଗୁଡ଼ିକ କ’ଣ ?
Solution:
(i) ରଙ୍ଗର ବିଭିନ୍ନତାକୁ ନେଇ ମାଟି ଚାରି ପ୍ରକାର; ଯଥା – ଲାଲ, କଳା, ଧଳା ଓ ଧୂସର ।
(ii) କଳାମାଟିରେ ଲୁହା ଓ ମାଗ୍ନେସିୟମ ଲବଣ ଥାଏ ।
(iii) ଉପାଦାନ ଆଧାରରେ ମାଟି ଚାରି ପ୍ରକାର; ଯଥା- ବାଲିଆ, ଦୋରସା, ମଟାଳ ଓ କାଦୁଆ ।
(iv) ସେ.ମି. ମାଟି ସୃଷ୍ଟି ହେବାକୁ ପ୍ରାୟ 500ରୁ 1000 ବର୍ଷ ସମୟ ଲାଗେ ।
(v) ମାଟିର ଉପର ସ୍ତରକୁ ହ୍ୟୁମସ୍ କହନ୍ତି ।
(vi) ମାଟିର ଭିତରର ତୃତୀୟସ୍ତରକୁ ଭୂ-ଶିଳାସ୍ତର କହନ୍ତି ।
(vii) ଭୂପୃଷ୍ଠରୁ ଜଳ ମାଟିଭେଦ କରି ମାଟିର ଭିତର ସ୍ତରକୁ ଯିବା ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ ।
(viii)ମାଟିର ଅଭ୍ୟନ୍ତରରୁ ଜଳ ମାଟିର ଉପରକୁ ସଞ୍ଚରିତ ହୋଇ ଆସିବା ପ୍ରକ୍ରିୟାକୁ ଶୋଷଣ କୁହାଯାଏ ।
(ix) ଉଦ୍ଭଦ ମାଟିରୁ ଜଳ ଓ ଖଣିଜ ଲବଣ ପାଏ ।
(x) ବାଲି, ପଟୁ, କାଦୁଅ ଓ ଖଣିଜଲବଣ ମାଟିର ଉପାଦାନ ଅଟନ୍ତି ।