Odisha State Board BSE Odisha Class 10 Sanskrit Grammar Book Solutions Chapter 12 ଅନୁବାଦନିୟମାବଳୀ Textbook Exercise Questions and Answers.
BSE Odisha 10 Class Sanskrit Grammar Solutions Chapter 12 ଅନୁବାଦନିୟମାବଳୀ
ଅଡୁବାଦଳିୟଥାବଳୀ
୧ । ପ୍ରଥମେ ବାକ୍ୟକୁ ପଢ଼ି କର୍ତା, କ୍ରିୟା ଏବଂ ଅନ୍ୟାନ୍ୟ ବିଭକ୍ତିକୁ ଚିହ୍ନିବା ଦରକାର।
୨ । ପୁରୁଷ ବଚନ ଅନୁସାରେ କ୍ରିୟାପଦ ବ୍ୟବହାର କରାଯିବ ।
୩ । ବିଶେଷ୍ୟ ପଦର ଲିଙ୍ଗ ବିଭକ୍ତି ବଚନ ଅନୁସାରେ ବିଶେଷଣ ପଦ ବ୍ୟବହାର କରିବ ।
୪ । ବାକ୍ୟରେ କେଉଁ ଶବ୍ଦ ବା ଧାତୁ ଯୋଗେ କେଉଁଠାରେ କେଉଁ ବିଭକ୍ତି ହୁଏ ସ୍ଥିର ରହିବ ।
(ଯଥା- ବିନା, ପତି, ଅନୁଯୋଗେ ୨ୟା; ଦାନ, ଧାର ଯୋଗେ ୪ର୍ଥୀ)
୫ । ଯୁଷ୍ମଦ୍, ଅସ୍କଦ୍ ଶବ୍ଦର, ୨ୟା, ୪ର୍ଥୀ ଓ ୬ଷ୍ଠ ବିଭଳ୍ତିରେ ବିକଳ୍ପ ରୂପ ବାକ୍ୟରେ ଆରମ୍ଭରେ ଏବଂ ସମ୍ବୋଧନ ପଦ ପରେ ରହେ ନାହିଁ ।
(ଯଥା – ତ୍ସ, ବାମ୍, ବଃ, ତେ, ମା, ନୌ, ନଃ, ମେ)
୬ । ପାତ୍ର, ସ୍ଫରାନ/ ପ୍ରମାଣ, ଭାଜନ, ଭୂଷଣ, ନିଦାନ, କାରଣ, ଆସ୍ନଦ ପ୍ରଭୂତି ଶବ୍ଦ ବିଶେଷଣ ରୂପେ ବ୍ୟବହୃତ ହେଲେ ମଧ୍ଯ ସେମାନଙ୍କର ଲିଙ୍ଗରେ କୌଣସି ପରିବର୍ତନ ହୁଏ ନାହିଁ । ଏସବୁ ଅଜହଲ୍ଲିଙ୍ଗ। ନଫୁଂସକ ଏକବଚନ ରୂପେ ଏମାନଙ୍କର ପ୍ରୟୋଗ ହୁଏ ।
୭ । ଓଡ଼ିଆ ଭାଷାରେ ପ୍ରଚଳିତ ସରଳ ସାଧୁଶବ୍ଦ ( ତତ୍ସମଶବ୍ଦ) କୁ ସଂସ୍କୃତ ଅନୁବାଦରେ ଅଗ୍ରାଧ୍କାର ଦେବା ଉଚିତ ।
ଅପ୍ରଚଳିତ, କଷ୍ଟ, ଦୁର୍ବୋଷ ଶବ୍ଦ ପ୍ରୟୋଗ ଯଥ!ସମାବ କମ୍ ହେବା ଦରକାର ।
ସଂସ୍କୃତାନୁବାଦ ଅଭ୍ୟାସ
୧ । ପିଲାମାନେ ସତ କୁହନ୍ତି ।
Answer:
ବାଳକାଃ ସତା ବଦନ୍ତି
୨ । ସେଠାରେ ବହୁତ ଫୁଲଗଛ ଅଛି ।
Answer:
ତତ୍ର ବହବଃ ପୁଷ୍ପବୃକ୍ଷାଃ ସନ୍ତି ।
୩ । ମୁନିମାନେ ଆଶ୍ରମରେ ଅଛନ୍ତି ।
Answer:
ମୁନୟଃ ଆଶ୍ରମେ ସନ୍ତି ।
୪ । ହରିର ସାନ ଭାଇ ଦଶମ ଶ୍ରେଣୀରେ ପଢ଼ୁଛି ।
Answer:
ହରେଃ ଅନୁଜଃ ଦଶମବର୍ଗେ ପଠତି ।
୫ । ମୃଗଗୁଡ଼ିକ ଏଣେତେଣେ ବୁଲୁଛନ୍ତି।
Answer:
ମୃଗାଃ ଇତସ୍ତତଃ ଭ୍ରମନ୍ତି ।
୬ । ହରିଶ୍ଚନ୍ଦ୍ର ବୋଲି ଜଣେ ରାଜା ଥିଲେ ।
Answer:
ହରିଶ୍ଚନ୍ଦୁଃ ଇତି ଏକଃ ରାଜା ଆସୀତ୍ ।
୭ । ଆପଣମାନଙ୍କ ଘର କେଉଁଠି ?
Answer:
ଭବତାଂ ଗୃହଂ କୁତ୍ର ?
୮ । ସ୍କୁଲ ଲାଇବ୍ରେରୀରେ ପିଲାମାନେ ପଢ଼ନ୍ତି ।
Answer:
ବିଦ୍ୟାଳୟସ୍ଯ ପାଠାଗାରେ ବାଳକାଃ ପଠନ୍ତି ।
୯ । ତୁମେ କାଲି କୁଆଡ଼େ ଯିବ ?
Answer:
ତ୍ସଂ ଶ୍ବଃ କୁତ୍ର ଗମିଷ୍ଯସି ?
୧୦ । ମୁଁ କାଲି ଗାଁକୁ ଯାଇଥଲି ।
Answer:
ଅହଂ ହ୍ୟଃ ଗ୍ରାମଂ ଗତବାନ୍/ ଗତବତୀ ଅଗଚ୍ଛମ୍ ।
୧୧ । କାଲି କାମ ଆଜି କର।
Answer:
ଶ୍ଵଃ କାର୍ଯ୍ୟମ୍ ଅଦ୍ୟ କୁରୁ ।
୧୨ । ଝିଅଟି କାହାଣୀ ପଢ଼ୁଛି ।
Answer:
ବାଳିକା ଆଖ୍ୟାନଂ ପଠତି ।
୧୩ । ଓଡ଼ିଶାର ଲୋକ ମାନେ ଭାତ ଖାଆନ୍ତି ।
Answer:
ଉତକୁଳୀୟାଃ ଓଦନଂ ଖାଦନ୍ତି ।
୧୪ । ନେତାମାନେ ବର୍ଭମାନ ଗାଁକୁ ବୁଲିବେ ।
Answer:
ନେତାରଃ ଅଧୁନା ପ୍ରତିଗ୍ରାମଂ ଭ୍ରମିଷ୍ୟନ୍ତି ।
୧୫ । ମନ୍ଦିର ଚାରିପଟେ ଉଦ୍ୟାନ ଅଛି ।
Answer:
ମନ୍ଦିଗଂ ପରିତଃ ଉଦ୍ୟାନମ୍ ଅସ୍ତି ।
୧୬ । ଗାଁ ପାଖରେ ନଦୀ ବହୁଛି ।
Answer:
ଗ୍ରାମଂ ନିକଷା ନଦୀ ବହତି ।
୧୭ । ପିଲାଟି ଶେଯରେ ଶୋଇଛି ।
Answer:
ବାଳକଃ ଶଯ୍ୟାମ୍ ଅଧ୍ଶେତେ ।
୧୮ । ଉଲ୍ତମାନେ ସକାଳେ ସନ୍ଧ୍ୟାରେ ମନ୍ଦିର ଯାଆନ୍ତି ।
Answer:
ଭକ୍ତାଃ ପ୍ରାତଃ ସାୟଂ ଚ ମନ୍ଦିରଂ ଗଚ୍ଛନ୍ତି ।
୧୯ । ବୁଢ଼ା ଲୋକଟି ଏହି ଘରେ ରହୁଛି ।
Answer:
ବୁଦ୍ଧଃ ଅସ୍ମିନ୍ ଗୃହେ ତିଷ୍ଠତି ।
୨୦ । ଗରିବ ଲୋକଟି ଘରେ ଉପବାସରେ ଅଛି ।
Answer:
ଦରିଦ୍ରଃ ଗୃହେ ଉପବସତି ।
୨୧ । ମା’ ପଛରେ ପିଲାମାନେ ଧାଉଁଥୁଲେ ।
Answer:
ମାତରମ୍ ଅନୁ ଶିଶବଃ ଧାବନ୍ତି ସ୍ମ ।
୨୨ । ଗଛର ତଳକୁ ତଳ ଫୁଲଗୁଡ଼ିଏ ଫୁଟିଛି ।
Answer:
ବୃକ୍ଷମ୍ ଅଧୋ୍ଷଃ ପୁଷ୍ପାଣି ବିକସନ୍ତି ।
୨୩ । ଗାଁର ସବୁଆଡ଼େ ଅଶାନ୍ତି ଦେଖାଦେଇଛି ।
Answer:
ଗ୍ରାମଂ ସର୍ବତଃ ଅଶାନ୍ତିଃ ଦୃଶ୍ୟତେ ।
୨୪ । ନିଜ ଦେଶରେ ରାଜା ପୂଜା ପାଏ ।
Answer:
ସଦେଶେ ପୂଜ୍ୟତେ ରାଜା ।
୨୫ । ବିଦ୍ଵାନ୍ ସବୁଠି ପୂଜା ପାଏ ।
Answer:
ବିଦ୍ବାନ୍ ସର୍ବତ୍ର ପୂଜ୍ୟତେ ।
୨୬ । ଦେଶର ସବୁଆଡ଼େ ବର୍ତମାନ ବର୍ଷା ନାହିଁ ।
Answer:
ଦେଶଂ ସର୍ବତଃ ଅଧୁନା ବୃଷ୍ଟିଃ ନାସ୍ତି ।
୨୭ । ମୋ ପଛରେ ତୁମେ ଆସ ।
Answer:
ମାମ୍ ଅନୁ ତ୍ଵମ୍ ଆଗଚ୍ଛ ।
୨୮ । ରୋଗୀଟି ବିଛଣାରେ ଶୋଇଛି ।
Answer:
ରୋଗୀ / ଆତୁରଃ / ରୁଗ୍ଣଃ କଟେ ଶେତେ ।
୨୯ । ମୁଁ ସନ୍ଧ୍ୟା ବେଳେ ସେଠାକୁ ଯାଇଥୁଲି ।
Answer:
ଅହଂ ସାୟଂ କାଳେ ତତ୍ର ଗତବାନ୍ / ଗତବତୀ / ଗଢ୍ଛାମି ସ୍ମ ।
୩୦ । ଗୁରୂନିନ୍ଦକକୁ ଧକ୍ ।
Answer:
ଗୁରୁନିନ୍ଦକଂ ଧୂକ୍ ।
୩୧ । ଆମେ ଏ ବର୍ଷ ପୁରୀ ଯିବୁ ।
Answer:
ବୟମ୍ ଏଷମଃ ପୁରୀଂ ଗମିଷ୍ଯାମଃ ।
୩୨ । ତୁମେ କାଲି କୁଆଡ଼େ ଯାଇଥୁଲ ?
Answer:
ତ୍ବଂ ହ୍ଯଃ କୁତ୍ର ଅଗଚ୍ଛଃ ଗତବାନ୍ ?
୩୩ । ଖେଳ ପଡ଼ିଆ ମଝିରେ ସେମାନେ ଖେଳୁଥଲେ ।
Answer:
କ୍ରୀଡ଼ାଙ୍ଗନମ୍ ଅନ୍ତରା ତେ କ୍ରୀଡ଼ନ୍ତି ସ୍ମ ।
୩୪ । ପତ୍ରଗୁଡ଼ିକ ଗଛରୁ ଝଡ଼ୁଛି ।
Answer:
ପତ୍ରାଣି ବୃକ୍ଷାତ୍ ପତନ୍ତି ।
୩୫ । ପରିବେଶ ହିଁ ଜୀବନ ।
Answer:
ପରିବେଶୋ ହି ଜୀବନମ୍ ।
୩୬ । ବୃକ୍ଷ ଆମର ବନ୍ଧୁ ।
Answer:
ବୃକ୍ଷଃ ଅସ୍ନାକଂ ବନ୍ଧୁଃ ।
୩୭ । ଏବେ ମୋ ବାପା ଦିଲ୍ଲୀରେ ରହୁଛନ୍ତି ।
Answer:
ଅଧୁନା ମମ ପିତା ଦିଲ୍ଲ୍ୟାଂ ତିଷ୍ଠତି ।
୩୮ । ଘୋଡ଼ାଟି ଜୋର୍ରେ ଧାଉଁଛି।
Answer:
ଅଶ୍ଵଃ ତୁରଙ୍ଗୁଃ/ ହୟଃ ବେଗେନ ଧାବତି ।
୩୯ । ହାତୀ ଧୀରେ ଧୀରେ ଚାଲେ ।
Answer:
ଗଜଃ ମନ୍ଦଂ ମନ୍ଦଂ ଗଚତି ।
୪୦ । ସେମାନେ ମାସେ ହେଲା ଭାଗବତ ପଢ଼ୁଛନ୍ତି ।
Answer:
ତେ ମାସଂ ଭାଗବତଂ ପଠନ୍ତି ।
୪୧ । ବୁଢ଼ା ବାପାଙ୍କ ସହିତ ନାତିମାନେ ଗାଁକୁ ଯିବେ ।
Answer:
ପିତାମହେନ ସାକଂ ନପ୍ତାରଃ ଗ୍ରାମଂ ଗମିଷ୍ୟନ୍ତି ।
୪୨ । ଅଜାଙ୍କ ସହ ମୁଁ ଢେଙ୍କାନାଳ ଯାଇଥୁଲି ।
Answer:
ମାତାମହେନ ସାକମ୍ ଅହଂ ଢ଼େଙ୍କାନାଳମ୍ ଅଗଚ୍ଛମ୍ ।
୪୩ । ମୋ ବଡ଼ବାପା କଟକରେ ରହୁଛନ୍ତି ।
Answer:
ମମ ଜ୍ୟେଷଠତାତଃ କଟକେ ତିଷ୍ଠତି ।
୪୪ । ମୋ କକା ଗାଁ ସ୍କୁଲରେ ଶିକ୍ଷକ ଅଛନ୍ତି ।
Answer:
ମମ ପିତୃବ୍ୟଃ/ ଖୁଲ୍ତାତଃ ଗ୍ରାମବିଦ୍ୟାଳୟେ ଶିକ୍ଷକଃ ଅନ୍ତି ।
୪୫ । ତୁମ ମାମୁ ଏବେ କେଉଁଠି ଅଛନ୍ତି ?
Answer:
ତବ-ମାତୁଳଃ ଅଧୁନା କୁତ୍ର ଅସ୍ତି ?
୪୬ । ଶିବଦତ୍ତର ସାନ ଭଉଣୀ ନନ୍ଦନକାନରେ ବୁଲୁଛି ।
Answer:
ଶିବଦତ୍ତସ୍ଯ ଅନୁଜା ନନ୍ଦନକାନନେ ଭ୍ରମତି ।
୪୭ । ତାଂର ବଡ଼ ଭଉଣୀ ଆଜି ଏଠାକୁ ଆସିପାରେ ।
Answer:
ତସ୍ୟ ଅଗ୍ରଜା ଅଦ୍ୟ ଅତ୍ର ଆଗଚ୍ଛେତ୍ ।
୪୮ । ଆଖୁର ପ୍ରକୃତି ମିଠା ।
Answer:
ଇକ୍ଷୁଃ/ ଇକ୍ଷୁକାଣ୍ଡଃ ପ୍ରକୃତ୍ୟା ମଧୁରଃ ।
୪୯ । ବନବାସୀମାନେ ସଭାବରେ ସରଳ ।
Answer:
ବନବାସିନଃ ସଭାବେନ ସରଳାଃ ।
୫୦ । ମୋ ମା” ଦେବତା ଅଟେ ।
Answer:
ମମ ମାତା ଦେବତା ଭବତି।
୫୧ । ସେ ଆମକୁ ଖାଇବାକୁ ଦିଏ ।
Answer:
ସା ଅସ୍ମଭ୍ୟଂ ଖାଦ୍ୟଂ ଦଦାତି ।
୫୨ । ସେ ଜାତିରେ ବ୍ରାହ୍ମଣ ଅଟେ ।
Answer:
ସଃ ଜାତ୍ୟା ବ୍ରାହ୍ମଣଃ ଭବତି ।
୫୩ । ଲୋକଟିର ନାମ ଦେବୀପ୍ରସନ୍ନ ଅଟେ ।
Answer:
ଜନଃ ନାମ୍ନା ଦେବୀପ୍ରସନ୍ନ ଭବତି ।
୫୪ । ମୁଁ ଗୋତ୍ରରେ ଭରଦ୍ଵାଜ ।
Answer:
ଅହଂ ଗୋତ୍ରେଣ ଭରଦ୍ଧାଜଃ ।
୫୫ । ସେମାନେ ଯତ୍ନରେ ଲେଖୁବା ଉଚିତ ।
Answer:
ତେ ଯତ୍ନେନ ଲିଖେୟୁଃ ।
୫୬ । ପାଞ୍ଚ ଟଙ୍କାରେ କଲମଟି କିଣିଲି ।
Answer:
ପଞ୍ଚଭିଃ ମୁଦ୍ରାଭିଃ କଲମଂ କ୍ରୀତବାନ୍ ।
୫୭ । ତୁମେ ଦଶଟଙ୍କାରେ ଖଣ୍ଡିଏ ବହି ଆଣ ।
Answer:
ତଂ ଦଶଭିଃ ମୁଦ୍ରାଭିଃ ପୁସ୍ତକମ୍ ଆନୟ ।
୫୮ । ଗ୍ରାମବାସୀମାନେ ସଭାବରେ ଦୟାଳୁ ।
Answer:
ର୍ରାମବାସିନଃ ସଭାବେନ ଦୟାଳବଃ ।
୫୯ । ମୂର୍ଖର ପାଠ କ’ ଣ ଦରକାର ।
Answer:
ମୂର୍ଖସ୍ଯ ପାଠେନ କିମ୍/ କଃ ଅର୍ଥଃ ?
୬୦ । ଧନୀ ଲୋକର ଟଙ୍କା କ’ଣ ଦରକାର ?
Answer:
ଧନିକସ୍ଯ ଧନେନ/ ରୂପ୍ଯକେଣ କିମ୍ ?
୬୧ । ଲୋକଟି ଶୀତରେ ଥରୁଥ୍ଲା ।
Answer:
ଜନଃ ଶୀତାତ୍/ ଶୀତେନ କମ୍ତେ ସ୍ପ ।
୬୨ । ପିଲାଟି ଶୀତରେ ଥରୁଛି ।
Answer:
ବାଳକଃ ଶୀତେନ/ ଶୀତାତ୍ କମ୍ପତେ ।
୬୩ । ଆଭ୍ ମାସକରେ ଭାଗବତ ପଢ଼ିଲେ ।
Answer:
ମାତାମହୀ ମାସେନ ଭାଗବତମ୍ ଅପଠତ୍ ।
୬୪ । ଏହିବାଟେ ସେମାନେ ଯାଆନ୍ତି ।
Answer:
ଅନେନ ମାର୍ଗେଣ ତେ ଗହନ ।
୬୫ । ମୁଁ ଜାତୀୟତାରେ ଭାରତୀୟ ।
Answer:
ଅହଂ ଜାତ୍ୟା ଭାରତୀୟଃ ।
୬୬ । ମୋ ମାମୁ ଏବେ ଆସିଥୁଲେ ।
Answer:
ମମ ମାତୁଳଃ ଅଧୁନା ଆଗଛୁଛତ୍ ।
୬୭ । ତୁମେ କେଉଁବାଟେ ଯାଉଛ ।
Answer:
ତଂ କେନ ମାର୍ଗେଣ ଗଚ୍ଛସି ?
୬୮ । ସେହିବାଟେ ଆପଣ ଯାଆନ୍ତୁ ।
Answer:
ତେନ ମାର୍ଗେଣ ଭବାନ୍ ଗଢ୍ଛତୁ ।
୬୯ । ଗରିବ ଲୋକ ଦୁଃଖରେ ଥାଏ ।
Answer:
ଦରିଦ୍ରଃ ଦୁଃଖେନ ତିଷ୍ଠତି ।
୭୦ । ମୁଁ ସମୁଖରେ ଅଛି ।
Answer:
ଅହଂ ସୁଖେନ/ ସୁଖମ ଅସ୍ଥି ।
୭୧ । ପିଲାମାନେ କ୍ରମରେ ଯାଆନ୍ତି ।
Answer:
ବାଳକାଃ କ୍ରମେଣ ଗଛନ୍ତି ।
୭୨ । ପିମ୍ପୁଡ଼ିମାନେ ଧାଡ଼ିରେ ଯାଆନ୍ତି ।
Answer:
ପିପୀଲିକାଃ ଫକ୍ତ୍ଯା/ ପଙ୍କ୍ତ୍ୟଯା ଗଚ୍ଛନ୍ତି ।
୭୩ । ମୁଁ ହାତରେ ଖାଏ ।
Answer:
ଅହଂ ହସ୍ତେନ ଖାଦାମି ।
୭୪ । ବଡ଼ ଭାଇ ସାଙ୍ଗରେ ସାନଭାଇ ପାଠ ପଢ଼େ ।
Answer:
ଅଗ୍ରଜେନ ସହ ଅନୁଜଃ ପାଠଂ ପଠତି ।
୭୫ । ବର୍ଷକରେ ମାମୁ ଏଠାକୁ ଆସନ୍ତି ।
Answer:
ବର୍ଷେଣ ମାତୁଳଃ ଅତ୍ର ଆଗଚ୍ଛତି ।
୭୬ । ତୁମେ କଂଣ ଜାଣିଛ ?
Answer:
ତ୍ବଂ କିଂ ଜାନାସି ?
୭୭ । ଘରେ ଚାଭଳ ନାହିଁ ।
Answer:
ଗୃହେ ତଣୁଳଃ ନାସ୍ତି ।
୭୮ । ବାପା ଘରେ ନାହାଁନ୍ତି ।
Answer:
ପିତା ଗୃହେ ନାସ୍ତି ।
୭୯ । ଗଣେଶ ଶିବଙ୍କ ପୁଅ ।
Answer:
ଗଣେଶଃ ଶିବସ୍ ପୁତ୍ଃ ।
୮୦ । ମା” ମୋ ଉପରେ ରାଗିଛନ୍ତି ।
Answer:
ମାତା ମହାଂ କରୁଧ୍ପତି ।
୮୧ । ମୋ ବାପା ସଭାବରେ ସରଳ ।
Answer:
ମମ ପିତା ସଭାବେନ ସରଳଃ ।
୮୨ । ପ୍ରଧାନଶିକ୍ଷକ ତୁମକୁ ପୂରସ୍କାର ଦେବେ ।
Answer:
ପ୍ରଧାନଶିକ୍ଷକଃ ତୁଭ୍ୟଂ ପୁରସ୍କାରଂ ଦାସ୍ୟତି ।
୮୩ । ଭିକାରିକୁ ସମସ୍ତେ ଭିକ ଦିଅନ୍ତି ।
Answer:
ଭିକ୍ଷୁକାୟ ସର୍ବେ ଭିକ୍ଷାଂ ଦଦତି ।
୮୪ । ଶିକ୍ଷକ ମୋତେ ପୁରସ୍କାର ଦେବେ ।
Answer:
ଶିକ୍ଷକଃ ମହ୍ଯଂ ପୁରସ୍କାରଂ ଦାସ୍ୟତି ।
୮୫ । ଛୋଟପିଲାକଥା ସମସ୍ତଙ୍କୁ ଭଲ ଲାଗେ ।
Answer:
ଶିଶୁବାକ୍ଯଂ ସର୍ବେଭ୍ୟଃ ରୋଚତେ ।
୮୬ । ବାପା ଯାହା କୁହନ୍ତି ତାହା କରନ୍ତି ।
Answer:
ପିତା ଯତ୍ ବଦତି ତତ୍ କରୋତି ।
୮୭ । ତୁମେ କାହାଠାରୁ ଧାର କରିଛ ?
Answer:
ତ୍ବଂ କସ୍ମୈ ଧାରୟସି ?
୮୮ । ମୁଁ କାହାରିଠାରୁ ଧାର କରୁ ନାହିଁ ।
Answer:
ଅହଂ କସ୍ପୈ ନ ଧାରୟାମି ।
୮୯ । ସେ ମୋଠାରୁ ଧାର କରିଛି ।
Answer:
ସଃ ମହ୍ଯଂ ଧାରୟତି ।
୯୦ । ଗୋବିନ୍ଦ ମୋତେ ଭର୍ଷ୍ୟା କରେ ।
Answer:
ଗୋବିନ୍ଦଃ ମହ୍ୟମ୍ ଭର୍ଷ୍ଯତି ।
୯୧ । ମୁଁ ତୁମକୁ ଭର୍ଷା କରୁନାହିଁ ।
Answer:
ଅହଂ ତୁଭ” ନ ଭର୍ଷ୍ଯାମି ।
୯୨ । ସେମାନଙ୍କୁ ଦହି ଭଲ ଲାଗେ ।
Answer:
ତେଭ୍ଯଃ ଦଧୂ ରୋଚତେ ।
୯୩ । କୃଷ୍ଣକଥା ଅତି ମଧୁର ।
Answer:
କୃଷ୍କଥା ନିତରାଂ ମଧୁରା ।
୯୪ । ବସନ୍ତରେ କୋଇଲି ରାବେ ।
Answer:
ବସନ୍ତେ କୋକିଳଃ କୂଜତି ।
୯୫ । ତୁମକୁ ମୁଁ ପ୍ରଣାମ କରୁଛି ।
Answer:
ଅହଂ ତ୍ବାଂ ନମାମି/ ନମସ୍କରୋମି ।
୯୬ । ମୋତେ ପଇଡ଼ପାଣି ଭଲ ଲାଗେ ।
Answer:
ମହ୍ଯଂ ନାରୀକେଳଜଳଂ ସଦତେ ।
୯୭ । ଲତାରୁ ଫୁଲଗୁଡ଼ିକୁ ଆଣ ।
Answer:
ଲତାୟାଃ ପୁଷାାଣି ଆନୟ ।
୯୮ । ଲତାରେ ଫୁଲଗୁଡ଼ିକ ଶୋଭା ପାଉଛି ।
Answer:
ଲତାୟାଂ ପୁଷ୍ପାଣି ଶୋଭନ୍ତେ ।
୯୯ । ଚାରିଜଣ ଝିଅ ସେଠାରେ ଖେଳୁଥ୍ଲେ ।
Answer:
ଚତସ୍ସଃ ବାଳିକାଃ ତତ୍ର ଅଖେଳନ୍ ।
୧୦୦ । ଦଶରଥଙ୍କର ତିନି ରାଣୀ ଥୁଲେ ।
Answer:
ଦଶରଥସ୍ୟ ତିସ୍ତଃ ରାଜ୍ଞ୍ୟଃ ଆସନ୍ ।
୧୦୧ । ତାଙ୍କର ଚାରି ପୁଅ ଥୂଲେ ।
Answer:
ତସ୍ୟ ଚତ୍ଵାରଃ ପୁତ୍ରାଃ ଆସନ୍ ।
୧୦୨ । ସେ ମୋତେ କାହିଁକି ଡରୁଛି ।
Answer:
ସଃ ମତ୍ କଥଂ ବିଭେତି ?
୧୦୩ । ତୁମେ ମୋତେ ଡରୁଛ କି ?
Answer:
ତ୍ବଂ ମତ୍ ବିଭେଷି କିମ୍ ?
୧୦୪ । ମୁଁ ତୁମୁକ ଡରୁ ନାହିଁ ।
Answer:
ଅହଂ ତ୍ଵତ୍ ନ ବିଭେମି ।
୧୦୫ । ସେମାନେ ବାଘକୁ ଡରନ୍ତି ।
Answer:
ତେ ବ୍ୟାଘ୍ରାତ୍ ବିଭ୍ୟତି ।
୧୦୬ । ମାଆକୁ କୃଷ୍ଣ ଲୁଚନ୍ତି ।
Answer:
ମାତୁଃ ନିଲୀୟତେ କୃଷ୍ଃ ।
୧୦୭ । ପିଲାଟି ତୁମକୁ ଲୁଚୁଛି ।
Answer:
ଶିଶୁଃ ତ୍ଵତ୍ ନିଲୀୟତେ ।
୧୦୮ । ତୂମେ ମୋତେ କାହିଁକି ଲୁଚୁଛ ?
Answer:
ତ୍ଵଂ ମତ୍ କଥଂ ନିଲୀୟସେ ?
୧୦୯ । ଗାଁ ବାହାରେ ମଶାଣି ଅଛି ।
Answer:
ଗ୍ରାମାତ୍ ବହିଃ ଶ୍ମଶାନମ୍ ଅସ୍ତି ।
୧୧୦ । ସ୍କୁଲ ବାହାରେ ପଡ଼ିଆ ଅଛି ।
Answer:
ବିଦ୍ୟାଳୟାତ୍ ବହିଃ ପ୍ରାନ୍ତରମ୍ ଅସ୍ତି ।
୧୧୧ । ସେମାନେ କାହାରିକୁ ଡରୁନାହାନ୍ତି ।
Answer:
ତେ କସ୍ମାତ୍ ନ ବିଭ୍ୟତି ।
୧୧୨ । ମୋତେ ସେମାନେ ଘୃଣା କରୁଛନ୍ତି ।
Answer:
ତେ ମତ୍ ଜୁଗୁପ୍ସନ୍ତେ ।
୧୧୩ । ତୂମେ କାହାକୁ ଘୃଣା କରୁଛ ?
Answer:
ତ୍ବଂ କସ୍ମାତ୍ ଜୁଗୁପ୍ସସେ ?
୧୧୪ । ପିଲାମାନେ ଖେଳରୁ ନିବୃତ୍ତ ହେଉ ନାହାଁନ୍ତି ।
Answer:
ବାଳାଃ କ୍ରୀଡ଼ନାତ୍ ନ ବିରମନ୍ତି ।
୧୧୫ । ପଢ଼ିବା ପରେ ଭୋଜନ କର ।
Answer:
ପଠନାତ୍ ପରଂ ଭୋଜନ କୁରୁ ।
୧୧୬ । ମୁଁ ପିଲାଦିନୁ ଆମିଷ ଖାଏ ନାହିଁ ।
Answer:
ବାଲ୍ଯାତ୍ ଅହଂ ନିରାମିଷାଶୀ ।
୧୧୭ । ଆଜିଠାରୁ ସତ କୁହ ।
Answer:
ଅଦ୍ୟ ଆରଭ୍ୟ ସତ୍ୟଂ ବଦ ।
୧୧୮ । କାଲି ଠାରୁ ଏଠାରେ ପ୍ରଶିକ୍ଷଣ ହେବ ।
Answer:
ଶ୍ବଃ ଆରଭ୍ୟ ଅତ୍ର ପ୍ରଶିକ୍ଷଣଂ ଭବିଷ୍ୟତି ।
୧୧୯ । ଦେଶର ଉତ୍ତର ପଟେ କଂଣ ଅଛି ?
Answer:
ଦେଶସ୍ଯ ଉତ୍ତରେଣ କିମ୍ ଅସ୍ତି ?
୧୨୦ । ଗାଁର ଦକ୍ଷିଣ ପଟେ ମନ୍ଦିର ଅଛି ।
Answer:
ଗ୍ରାମସ୍ୟ ଦକ୍ଷିଣାତ୍ ମନ୍ଦିରମ୍ ଅସ୍ତି ।
୧୨୧ । ଘର ବାହାରେ ପିଲାମାନେ ଖେଳିବେ ।
Answer:
ଗୃହାତ୍ ବହିଃ ବାଳକାଃ କ୍ରୀଡ଼ିଷ୍ୟନ୍ତି ।
୧୨୨ । ଗାଁ ପାଖରେ ସ୍କୁଲ ଅଛି ।
Answer:
ଗ୍ରାମାତ୍ ଆରାତ୍ ବିଦ୍ୟାଳୟଃ ଅସ୍ତି ।
୧୨୩ । ଲୋକଟି ବିପଦରୁ ମୁକୁଳିଲା ।
Answer:
ଜନଃ ବିପଦଃ ମୁକ୍ତଃ ।
୧୨୪ । କିଏ ସ୍କୁଲ ଯିବ ଆସୁ ।
Answer:
କଃ ବିଦ୍ୟାଳୟଂ ଗମିଷ୍ୟତି ଆଗଚ୍ଛତୁ ।
୧୨୫ । ସେ ତୁମେ ଓ ମୁଁ ନାଟକ ଦେଖୁବା ।
Answer:
ସଃ ତ୍ଵମ୍ ଅହଂ ଚ ନାଟକଂ ଦ୍ରକ୍ଷ୍ୟାମଃ ।
୧୨୬ । ତୁମ ବିନା ଦୁଃଖରୁ କିଏ ରକ୍ଷା କରିବ ?
Answer:
ତ୍ବାଂ ବିନା ଦୁଃଖାତ୍ କଃ ରକ୍ଷିଷ୍ୟତି ?
୧୨୭ । ଦିନକୁ ତିନିଥର ଆମେ ଖାଉ ।
Answer:
ଦିବସସ୍ୟ ତ୍ରିଃ ବୟଂ ଖାଦାମଃ ।
୧୨୮ । ଦିନକୁ ଦୂଇଥର ବାପା ମନ୍ଦିର ଯାଆନ୍ତି ।
Answer:
ଦିବସସ୍ୟ ଦ୍ବିଃ ପିତା ମନ୍ଦିରଂ ଯାତି ।
୧୨୯ । ମାସକୁ ସାତଥର ମାନସ ଏଠାକୁଆସେ ।
Answer:
ମାନସଃ ମାସସ୍ୟ ସପ୍ତକୃତ୍ବଃ ଅତ୍ର ଆଗଚ୍ଛତି ।
୧୩୦ । ଶିକ୍ଷକ ମାସକୁ ତିନିଥର ଗାଁକୁ ଯାଆନ୍ତି ।
Answer:
ଶିକ୍ଷକଃ ମାସସ୍ୟ ତ୍ରିଃ ଗ୍ରାମ ଗଚଛତି ।
୧୩୧ । ପ୍ରଭୁଦତ୍ତ ମାଂକୁ ମନେ ପକାଉଛି ।
Answer:
ପ୍ରଭୁଦ୍ଃ ମାତୁଃ ସ୍ମରତି ।
୧୩୨ । ଆପଣମାନେ ଦୟା କରି ସଭାସ୍ମଳକୁ ଆସନ୍ତୁ ।
Answer:
ଭବନ୍ତଃ କୃପୟା ସଭାସ୍ଥ୍ଳମ୍ ଆଗଚ୍ଛନ୍ତୁ ।
୧୩୩ । ଛାତ୍ରମାନେ ନମ୍ର ହୁଅନ୍ତୁ ।
Answer:
ଛାତ୍ରାଃ ନମ୍ରାଃ ଭବନ୍ତୁ ।
୧୩୪ । ଗାଁର ଚାରିଆଡ଼େ ଦୀପ ଜଳୁଛି ।
Answer:
ଗ୍ରାମଂ ସର୍ବତଃ ଦୀପାଃ ଜ୍ଵଳନ୍ତି ।
୧୩୫ । ତୁମେ କାହିଁକି ମିଛ କହୁଛ ?
Answer:
ତୁଂ କଥଂ ମିଥ୍ୟା ବଦସି ?
୧୩୬ । ହେ ଭାଇ ! ତୁମର ମଙ୍ଗଳ ହେଉ।
Answer:
ଭୋ ଭ୍ରାତଃ ! ତବ ମଙ୍ଗଳଂ ଭବତୁ ।
୧୩୭ । ଭୋକିଲା ଲୋକକୁ ଖାଇବାକୁ ଦିଅ ।
Answer:
କ୍ଷୁଧାଉଁଁୟ ଖାଦ୍ଯଂ ଦେହି ।
୧୩୮। ଗଛ ତଳେ ଗାଭଟି ଶୋଇଛି ।
Answer:
ବୃକ୍ଷସ୍ୟ ଅଧଃ ଗୌଃ ଶେତେ ।
୧୩୯ । ପିଲାମାନେ ଦିନରେ ପାଞ୍ଚଥର ଦୁଧ ପିଅନ୍ତି ।
Answer:
ବାଳକାଃ ଦିବସସ୍ୟ ପଞ୍ଚକୃତ୍ଵଃ ଦୁଗ୍ଂ ପିବନ୍ତି ।
୧୪୦ । ମୁଁ ତୁମକୁ ଭଲ ଭାବେ ଜାଣେ ।
Answer:
ଅହଂ ତ୍ଵାଂ ସମ୍ୟକ୍ ଜାନାମି ।
୧୪୧। ରାସ୍ତାର ଦୁଇପଟେ ଗଛଗୁଡ଼ିଏ ଅଛି।
Answer:
ମାର୍ଗମ୍ ଉଭୟତଃ ବୃକ୍ଷାଃ ସନି ।
୧୪୨ । ସୂର୍ଯ୍ୟ ଉଇଁଲେ ପଦ୍ମ ଫୁଟେ ।
Answer:
ସୂର୍ଯ୍ୟେ ଉଦିତେ ପଦ୍ମଂ ବିକସତି ।
୧୪୩ ମୁଁ ଚାହୁଁ ଚାହୁଁ କାଉ ପିଠା ନେଇଗଲା ।
Answer:
ମମ ପଶ୍ୟତଃ/ ମୟି ପଶ୍ଯତି କାକଃ ପିଷ୍ଠକମ୍ ଅନୟତ୍ ।
୧୪୪ । ଅନ୍ଧଟିର ହାତଧରି ମୁଁ ଆଣିଲି ।
Answer:
ଅନ୍ଧଂ କରେ ଧୃତ୍ବା ଅହମ୍ ଆନୟମ୍ ।
୧୪୫ । ମୋ ଉପରେ ତୁମେ କାହିଁକି ବିରକ୍ତ ?
Answer:
ତୁଂ କଥଂ ମୟି ବିରକ୍ତଃ ?
୧୪୬ । ସାନ ଭାଇକୁ ସ୍ନେହ କର ।
Answer:
ଅନୁଜେ ତ୍ବଂ ସ୍ଵେହଂ କୁରୁ ।
୧୪୭ । ମା’ ମୋତେ ଭଲ ପାଏ ।
Answer:
ମାତା ମଯି ସ୍ବିହ୍ୟତି ।
୧୪୮ । ତିନି ଭୁବନରେ ତୁମେ ରାଜା ହେବାକୁ ଯୋଗ୍ୟ ।
Answer:
ତ୍ରିଭୁବନସ୍ୟ ପ୍ରଭୁତ୍ଵଂ ତ୍ଵୟି ଯୁଜ୍ୟତେ ।
୧୪୯ । ପ୍ରାଣୀମାନଙ୍କ ମଧ୍ଯରେ ମନୁଷ୍ୟ ଶ୍ରେଷ୍ଠ ।
Answer:
ପ୍ରାଣିଷୁ ମନୁଷ୍ଯଃ ଶ୍ରେଷ୍ଠଃ ।
୧୫୦ । ଗୁରୁଜନମାନଙ୍କୁ ଭଳ୍ତି କର ।
Answer:
ଗୁରୁଜନେଷୁ ଭକ୍ତିଂ କୁରୁ ।
୧୫୧ । ଜୟଦେବଙ୍କର ଜଗନ୍ନାଥଙ୍କଠାରେ ଭକ୍ତି ଥୁଲା ।
Answer:
ଜୟଦେବସ୍ୟ ଜଗନ୍ନାଥେ ଭକ୍ତିଃ ଆସୀତ୍ ।
୧୫୨ । ନନ୍ଦିକାର ମୋ ଠାରେ ବିଶ୍ବାସ ନଥୁଲା ।
Answer:
ନନ୍ଦିକାୟାଃ ମୟି ବିଶ୍ଵାସଃ ନାସୀତ୍ ।
୧୫୩ । ମା’ ପିଲାମାନଙ୍କୁ ସ୍ବେହ କରେ ।
Answer:
ମାତା ସନ୍ତାନେଷୁ ସ୍ବିହ୍ୟତି ।
୧୫୪ । ବାପା ପୁଅକୁ ବିଶ୍ଵାସ କରନ୍ତି ।
Answer:
ପିତା ପୁତ୍ରେ ବିଶ୍ଵସିତି ।
୧୫୫ । ତୁମେ ମୋତେ ବିଶ୍ଵାସ କରୁନାହଁ ।
Answer:
ତଂ ମୟି ନ ବିଶ୍ବସିଷି ।
୧୫୬ । ସେମାନଙ୍କର ମୋ ଉପରେ ସ୍ନେହ ଅଛି ।
Answer:
ତେଷାଂ ମୟି ସ୍ନେହଃ ଅସ୍ତି ।
୧୫୭ । ହେ ଅଚ୍ୟୁତ ମୋତେ ରକ୍ଷା କର ।
Answer:
ହେ ଅଚ୍ୟୁତ ! ମାଂ ରକ୍ଷ ତ୍ରାହି ଅଚ୍ୟୁତ ।
୧୫୮ । ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ।
Answer:
ସର୍ବେ ପଠନ୍ତୁ ସମୃତ୍ଧାଃ ସନ୍ତୁ ।
ସାଧାରଣତଃ ସଂସ୍କୃତ ଭାଷାରେ ଲେଖ୍ବା ସମୟରେ ବିଭିନ୍ନ ଶବ୍ଦରୂପ, ଧାତୁରୂପକୁ ଶୁଦ୍ଧଭାବରେ ଲେଖ୍ବା ଆବଶ୍ୟକ । ଅନେକ ସମୟରେ କାରକ ବିଭକ୍ତି ଓ ବିଶେଷଣର ଭ୍ରମାତ୍ମକ ପ୍ରୟୋଗ ଯୋଗୁଁ ବାକ୍ୟ ଅଶୁଦ୍ଧ ହୋଇଥାଏ । ତେଣୁ କେତେକ ସାଧାରଣ ଭ୍ରମ ହେଉଥୁବା ବାକ୍ୟଗୁଡ଼ିକର ଆଦର୍ଶ ସଂଶୋଧନ ଅଭ୍ୟାସ କରିବା ପାଇଁ ପ୍ରଦତ୍ତ ହୋଇଛି ।