BSE Odisha 10th Class Sanskrit Grammar Solutions Chapter 7 ଯଙନ୍ତ ଧାତୁ ପ୍ରକରଣ

Odisha State Board BSE Odisha Class 10 Sanskrit Grammar Book Solutions Chapter 7 ଯଙନ୍ତ ଧାତୁ ପ୍ରକରଣ Textbook Exercise Questions and Answers.

BSE Odisha 10 Class Sanskrit Grammar Solutions Chapter 7 ଯଙନ୍ତ ଧାତୁ ପ୍ରକରଣ

କ୍ରିୟାର ପୁନରାବୃତ୍ତି ବା ବାରମ୍ବାର କରିବା ଅର୍ଥରେ ଧାତୁରେ ଯଙ୍‌ ( ଯ) ପ୍ରତ୍ୟୟ ଲାଗେ। ଯଙନ୍ତ ହେଲେ ଧାତୁର ଦ୍ଧିତୁ ହୁଏ। ଣିଚ୍‌ ଓ ସନ୍‌ ପ୍ରତ୍ୟୟ ପ୍ରତ୍ୟେକ ଧାତୁରୁ ହୋଇପାରେ ମାତ୍ର ଯଙ୍‌ ପ୍ରତ୍ୟୟ ପ୍ରତ୍ୟେକ ଧାତୁରୁ ହୁଏ ନାହିଁ ।

୧। ବ୍ୟଞ୍ଜନବର୍ଣ୍ଣ ଆଦିରେ ଥୁବା ଏକସର ବିଶିଷ୍ଟ ଧାତୁରୁ ପୁନଃ ପୁନଃ ବା ଅତିଶୟ ଅର୍ଥରେ ଯଙ୍‌ ( ଯ) ପ୍ରତ୍ୟୟ ବିକଳ୍ପରେ ହୁଏ। ଏହି ଧାତୁ ଆତ୍ମନେପଦୀ ।
ଯଥା- ଭୂ + ଯଙ୍‌ (ଯ) = ବୋଭୂୟ + ତେ = ବୋଭୂୟତେ
( ପୁନଃ ପୂନଃ ଅତିଶୟେନ ବା ଭବତି) । ଯଙ୍‌ ପ୍ରତ୍ୟୟ ହେଲେ ଧାତୁ ଅଭ୍ୟସ୍ତ ( ଦେଶ- ଉଭେ ଅଭ୍ୟସ୍ତମ୍‌ / ୬.୧.୫) ହୁଏ ଏବଂ ଯାବତୀୟ ଅଭ୍ୟସ୍ତ କାର୍ଯ୍ୟକୁ ପ୍ରାପ୍ତ ହୁଏ ।
୨। ଦୂଇ ସରବିଶିଷ୍ଟ ସୂଚ, ସୂତ୍ର ଓ ମୂତ୍ର ଧାତୂରୂ ଏବଂ ସରାଦି ଅଟ୍‌, ଅଶ୍‌ ଧାତୁରୁ ମଧ୍ଯ ଯଙ୍‌ ହୁଏ । ଯଥା- ସଚ୍‌- ସୋସୂଚ୍ଯତେ, ସୂତ୍ର- ସୋସୂତ୍ର୍ୟତେ, ମୂତ୍ର- ମୋମୁତ୍ର୍ୟତେ, ଅଟ୍‌- ଅଟାଟ୍ୟତେ, ଅଶ୍‌ – ଅଶାଶ୍ଯତେ।
୩ । ଗତ୍ୟର୍ଥକ ଧାତୁରୁ କେବଳ କୌଟିଲ୍ୟ ବା ବକ୍ରତା ଅର୍ଥରେ ବିକଳ୍ପରେ ଯଙ୍‌ ହୁଏ । ପୁନଃ ପୁନଃ ବା ଅତିଶୟ ଅର୍ଥରେ ହୁଏ ନାହିଁ। ଯଥା- କୁଟିଳମ୍‌ ଅଟତି – ଅଟାଟ୍ୟତେ, କୁଟିଳଂ ଗଚ୍ଛତି – ଜଙ୍ଗମ୍ଯତେ ଇତ୍ୟାଦି ।
୪। ଯଙ୍୍‌ ପ୍ରତ୍ଯୟାନ୍ତ ଧାତୁର ପୂର୍ବଭାଗର ଗୁଣ ହୁଏ । ଯଥା ଶୁଚ୍‌ – ଶୋଶୁଚ୍ଯତେ, ଦୀପ୍‌- ଦେଦୀପ୍ଯତେ, ଲୁପ୍‌ –
ଲୋଲୁପ୍ୟତେ, ଭୁଜ୍‌ – ବୋଭୁଜ୍ୟତେ, ଲିଖ୍‌ – ଲେଲିଖ୍ୟତେ ଇତ୍ୟାଦି ।

BSE Odisha 10th Class Sanskrit Grammar Solutions Chapter 7 ଯଙନ୍ତ ଧାତୁ ପ୍ରକରଣ

୫। କେତେକ ଯନ୍ନ୍ତ ଧାତୁର ଲଟ୍‌ ପ୍ରଥମପୁରୁଷ ଏକବଚନରେ ରୂପ –
ଦା – ଦେଦୀୟ – ଦେଦୀୟତେ
ସ୍ମ – ସାସ୍ମର୍ଯ୍ୟ – ସାସୁର୍ଯ୍ୟତେ
ହନ୍‌ – ଜେଘ୍ୀୟ – ଜେଘ୍ଵୀୟତେ
ହନ୍‌ ( ଗତି ) – ଜଘନ୍ୟ – ଜଘନ୍ୟତେ
ନୃତ୍‌ – ନରୀନୃତ୍ୟ – ନରୀନୃତ୍ଯତେ
ଗ୍ରହ – ଜରୀଗୃହ୍ଯ – ଜରୀଗୃହ୍ଯତେ
ପ୍ରଛ୍ଚ – ପରୀପୂଚ୍ଛ୍ୟ – ପରୀପୃଚ୍ଥ୍ୟତେ
ଶୀ – ଶାଶଯ୍ୟ – ଶାଶଯ୍ୟତେ
ଜ୍ଵଳ୍‌ – ଜାଜ୍ଵଲ୍ଯ – ଜାଜ୍ଵ୍‌ଲ୍ଯତେ ।
ନୀ – ନେନୀୟ – ନେନୀୟତେ
ରୂଦ୍‌ – ରୋଦୁଦ୍ୟ – ରୋରୁଦ୍ୟତେ
କୃ – ଚେକ୍ରୀୟ – ଚେକ୍ରୀୟତେ
ପା – ପେପୀୟ -ପେପୀୟତେ

ଅଭ୍ୟାସଃ:
୧। ଏକପଦୀ କୁରୁତ। (ଏକପଦ କର।)
( ଭୃଶଂ) ପୁନଃ ପୁନର୍ବା ପତତି। ପୁନଃ ପୁନର୍ଭବତି । କୁଟିଳମ୍‌ ଅଟତି। ପୁନଃ ପୁନଃ ( ଅତିଶୟେନ ବା) ହରତି । ପୁନଃ ପୁନଃ ଜାୟତେ। ପୁନଃ ପୁନଃ ପୃଚ୍ଛତି। ପୁନଃ ପୁନଃ ପଶ୍ୟତି। ଅତିଶୟେନ ରୋଦିତି।
Answer:
( ଭୃଶଂ) ପୁନଃ ପୁନର୍ବା ପତତି – ପପାତ୍ୟତେ
ପୁନଃ ପୁନର୍ଭବତି – ବୋଭୟତେ
କୁଟିଳମ୍‌ ଅଟତି – ଅଟାଟ୍ୟତେ
ପୁନଃ ପୁନଃ ( ଅତିଶୟେନ ବା) ହରତି – ହିହର୍ଯ୍ୟତେ
ପୁନଃ ପୁନଃ ଜାୟତେ – ଜିଜାୟତେ
ପୁନଃ ପୁନଃ ପୃଚ୍ଛତି – ପରିପୃଚ୍ଛ୍ୟତେ
ପୁନଃ ପୁନଃ ପଶ୍ୟତି – ଦିଦୃଶତେ
ଅତିଶୟେନ ରୋଦିତି – ରୋରୂଦ୍ୟତେ

୨। ଯଙନ୍ତଧାତୁରୂପୈଃ ଶୂନ୍ଯସ୍ପାନାନି ପୂରୟତ। (ଯଙ୍ନ୍ତ ଧାତୂ ରୂପରେ ଶୂନ୍ୟଯସ୍ଫାନ ପୂରଣ କର। ) (ଲଟ୍‌ -ପ୍ରଥମ ପୁରୁଷୈକବଚନେ )
(କ) ବାଳକାଃ ଗାମଂ ___________________ (ଗମ୍‌)
Answer:
ଜଙ୍ଗମ୍ୟନ୍ତେ

(୧) କୃଷଃ ଗଣିତଂ ______________________ (ପଠ୍‌)
Answer:
ପିପଠ୍ୟତେ

(ଗ) ଅଗ୍ନିଃ ଯଜ୍ଞଶାଳାୟାଂ _________________ ( ଜଳ୍‌ )
Answer:
ଜାଜୁଲ୍ୟତେ

BSE Odisha 10th Class Sanskrit Grammar Solutions Chapter 7 ଯଙନ୍ତ ଧାତୁ ପ୍ରକରଣ

(ଘ) ସୀତା ଜଳଂ __________________ (ପା)
Answer:
ପେପୀୟତେ

(ଡ) ଶିକ୍ଷକଃ ସମତଂ __________________ (ବଦ୍‌)
Answer:
ଏଏଦ୍ୟତେ

Leave a Comment