BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions

Odisha State Board BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions

ଗୋଟିଏ ଦୋକାନୀ ପାଞ୍ଚଦିନରେ ଯଥାକ୍ରମେ 12, 16, 14, 18 ଓ 10 ଟି ଗୁଡ଼ି ବିକ୍ରିକଲେ। ଯଦି ଦୁଇଟି ଗୁଡ଼ି ପାଇଁ BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questionsବ୍ୟବହାର କରାଯାଏ। ତେବେ ପ୍ରତ୍ୟେକ ଦିନ ବିକ୍ରି କରିଥିବା ଗୁଡି଼ସଂଖ୍ୟାକୁ ଚିତ୍ରଲେଖରେ ଓ ସ୍ତମ୍ଭଲେଖରେ କିପରି ସୂରଯିବ ।
ସମାଧାନ:
ଗୋଟିଏ ଦୋକାନରେ 5ଦିନର ଗୁଡ଼ି ବିକ୍ରିକୁ ତଳ ସାରଣୀରେ ଦିଆଯାଇଛି । ସେହି ତଥ୍ୟକୁ ଚିତ୍ରଲେଖରେ ପ୍ରକାଶ କରିବା ।

1ମ ଦିନ 2ୟ ଦିନ 3ୟ ଦିନ 4ର୍ଥ ଦିନ 5ମ ଦିନ
12 16 14 18 10

ତଥ୍ୟ ଓ ଏହାର ବିଶ୍ଳେଷଣ:
ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀ ପିଲାମାନେ ବାର୍ଷିକ ପରୀକ୍ଷାର ଗଣିତରେ ପାଇଥିବା ନମ୍ବର ସମ୍ବନ୍ଧୀୟ ବିବରଣୀ ତଳ ସାରଣୀରେ ଦିଆଯାଇଛି । ଏହାକୁ ଦେଖ୍ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions 1

ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ –
(କ) କେତେଜଣ ପିଲା ଗଣିତରେ 90 ରୁ ଅଧିକ ନମ୍ବର ରଖୁଛନ୍ତି ? 
ସମାଧାନ:
3 ଜଣ

(ଖ) କେତେଜଣ ପିଲା ଗଣିତରେ 60ରୁ କମ୍ ନମ୍ବର ରଖୁଛନ୍ତି ?
ସମାଧାନ:
3 ଜଣ

(ଗ) ଯେଉଁ ପିଲାମାନେ 90 ରୁ ଅଧିକ ନମ୍ବର ରଖୁଛନ୍ତି, ସେମାନେ ଅଧିକ ନମ୍ବର ରଖିବାପାଇଁ କ’ଣ କରିଥିବେ ବୋଲି ଭାବୁଛ ?
ସମାଧାନ:
ଅଧିକ ନମ୍ବର ରଖିପାଇଁ ସେମାନେ ଗଣିତରେ ଅଧିକ ସମୟ ପରିଶ୍ରମ କରିଥିବେ । ଟେଷ୍ଟପେପର, ଗଣିତ ବିଚିତ୍ରା, ପ୍ରଶ୍ନ ବ୍ୟାଙ୍କମାନ କସିଥ‌ିବେ ।

(ଘ) 60 ରୁ କମ୍ ନମ୍ବର ରଖୁଥ‌ିବା ପିଲାମାନେ କେଉଁ କାରଣରୁ କମ୍ ନମ୍ବର ରଖୁଛନ୍ତି ବୋଲି ତୁମେ ଭାବୁଛ ? 
ସମାଧାନ:
ଗଣିତ ପାଠରେ ଅବହେଳା କରିଥିବେ । କମ୍ ପରିଶ୍ରମ କରିଥିବେ । ଟେଷ୍ଟପେପର, ଗଣିତ ବିଚିତ୍ରା, ପ୍ରଶ୍ନ ବ୍ୟାଙ୍କ ମଧ୍ୟ କରୁନଥୁବେ ।

BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions

ସାରଣୀର ପ୍ରଶ୍ନ ଓ ଉତ୍ତର:
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions 2
(କ) ଯେଉଁମାନେ ଗଣିତରେ 90 ରୁ ଅଧିକ ନମ୍ବର ରଖୁଛନ୍ତି, ସେମାନଙ୍କ ମଧ୍ୟରୁ କିଏ ଦୈନିକ କେତେ ସମୟ ଗଣିତ ପଢ଼ନ୍ତି ?
ସମାଧାନ:
ସଂଗ୍ରାମ ସେନାପତି, ବନିତା ମହାନ୍ତି, ସାଇନା ପ୍ରଧାନ ପ୍ରତ୍ୟେକ 3 ଘଣ୍ଟା ପାଠ ପଢ଼ନ୍ତି ଓ ରଣବୀର କାପୁର ଦୈନିକ 3½ ଘଣ୍ଟା ପାଠ ପଢ଼ନ୍ତି ।

(ଖ) ଗଣିତରେ 90 ରୁ ଅଧିକ ନମ୍ବର ରଖୁବା ପିଲାମାନେ ଅନ୍ୟ କେଉଁ କେଉଁ ବହି ପଢୁଥିଲେ ?
ସମାଧାନ:
ଟେଷ୍ଟପେପର, ଗଣିତ ବିଚିତ୍ରା ଓ ପ୍ରଶ୍ନବ୍ୟାଙ୍କ ବହି ପଢୁଥିଲେ ।

(ଗ) ଯେଉଁମାନେ ଗଣିତରେ 60 ରୁ କମ୍ ନମ୍ବର ରଖୁଛନ୍ତି । ସେମାନେ ପ୍ରତ୍ୟେକ ଦୈନିକ କେତେ ସମୟ ଲେଖାଏଁ ଗଣିତ ପଢ଼ନ୍ତି ?
ସମାଧାନ:
ଦୈନିକ 1 ଘଣ୍ଟା ପାଠ ପଢ଼ନ୍ତି ।

(ଘ) ଯେଉଁମାନେ ଗଣିତରେ 60 ରୁ କମ୍ ନମ୍ବର ରଖୁଛନ୍ତି ସେମାନେ ଗଣିତ ପାଠ୍ୟପୁସ୍ତକ ବ୍ୟତିତ ଅନ୍ୟ କେଉଁ ସବୁ ବହି ପଢ଼ୁଥିଲେ ?
ସମାଧାନ:
ଅନ୍ୟ କୌଣସି ବହି ପଢୁନଥିଲେ ।

1. ମିତା କିପରି ତାହାକୁ ସାରଣୀରେ ଦେଖାଇଲା ଲକ୍ଷ୍ୟ କର ।

ଖାଦ୍ୟର ନାମ ପିଲା ସଂଖ୍ୟା
ଭାତ |||||||||||||||||||||||
ଜଳଖୁଆ ||||||||||||||||
ଫଳ ||||||

ସେ ଖାଦ୍ୟ ପଦାର୍ଥର ନାମ ତଳକୁ ତଳ ଲେଖୁ ପ୍ରତ୍ୟେକ ଖାଦ୍ୟ ପଦାର୍ଥର ଡାହାଣ ପାଖରେ ଚିହ୍ନ ଦେଲା । ଜଣେ ପିଲା ପାଇଁ (|) ଚିହ୍ନ ଦେଇ ଦେଖାଇଲା । ଏହି ସାରଣୀକୁ ଦେଖ୍ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(i) କେତେ ଜଣ ପିଲା ସକାଳୁ ଭାତ ଖାଇ ଆସିଛନ୍ତି ? 
ସମାଧାନ:
23 ଜଣ

(ii) କେତେ ଜଣ ପିଲା ସକାଳୁ ଜଳଖୁଆ ଖାଇ ଆସିଛନ୍ତି ? 
ସମାଧାନ:
16 ଜଣ

(iii) କେତେ ଜଣ ପିଲା ସକାଳୁ ଫଳ ଖାଇ ଆସିଛନ୍ତି ?
ସମାଧାନ:
6 ଜଣ

2. ମିତା ଓ ଜିତୁ ର ସଜାଇବା ପ୍ରଣାଳୀ ମଧ୍ୟରୁ କାହାର ପ୍ରଣାଳୀ ତୁମକୁ ଭଲ ଲାଗୁଛି ଓ କାହିଁକି ?
ସମାଧାନ:
ଜିତୁର ସଜାଇବା ପ୍ରଣାଳୀ ଭଲ ଲାଗୁଛି । କାରଣ ଦଶ ଜଣକୁ ଏକ ମୁଣ୍ଡଳି ବାଟି ଗଣିବା ସହଜ ହେଲା ।

3. ଶିକ୍ଷକ ବତାଇଥ‌ିବା ପ୍ରଣାଳୀରେ ସାରଣୀ ପ୍ରସ୍ତୁତ କଲେ କି କି ସୁବିଧା ହେବ ?
ସମାଧାନ:
ଗଣିବାକୁ ଖୁବ୍ ସହଜ ହେବ ।

BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions

4. ଏହିପରି ପରବର୍ତ୍ତୀ ଧାଡିମାନଙ୍କରେ ଆଉ ଗୋଟିଏ ଲେଖାଏଁ ଅଯୁଗ୍ମ ସଂଖ୍ୟାନେଇ ତୁମେ କ’ଣ ପାଉଛ ଦେଖ ।
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions 3
ସମାଧାନ:
1 + 3 = 4 = 2 × 2
1 + 3 + 5 = 9 = 3 × 3
1 + 3 + 5 + 7 = 16 = 4 × 4
1 + 3 + 5 + 7 + 9 = 25 = 5 × 5
1 + 3 + 5 + 7 + 9 + 11 = 36 = 6 × 6

ତୁମେ ଏହିପରି କେତେ ଆଗକୁ ଯାଇ ପାରିବ ଯାଅ ।
ସମାଧାନ:
1 + 3 + 5 + 7 + 9 + 11 + 13 = 49 = 7 × 7
1 + 3 + 5 + 7 + 9 + 11 + 13 + 15 = 64 = 8 × 8

5. ତୁମେ ସେହିପରି 5, 6, 7, 8 ଓ 9 କୁ ବିଭିନ୍ନ ଉପାୟରେ ଚିତ୍ର ସାହାଯ୍ୟରେ ପ୍ରକାଶ କର ।
ସମାଧାନ:
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions 4

6. ଏହି କ୍ରମରେ (5)2 ଓ (6)2 କୁ ବର୍ଗଚିତ୍ରରେ ଦେଖାଇ ଗୋଟିଏ ପୂର୍ବବର୍ଗ ସଂଖ୍ୟା ଓ ଅଯୁଗ୍ମ ସଂଖ୍ୟାର ସମଷ୍ଟିରେ ପ୍ରକାଶ କର:
ସମାଧାନ:
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା InText Questions 5

Leave a Comment