BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6

Question 1.
A͞B ରେଖାଖଣ୍ଡ ଅଙ୍କନ କର। ଏହାର ଉପରେ X ନାମକ ବିନ୍ଦୁ ନିଅ। X ବିନ୍ଦୁଠାରେ A͞B ରେଖାଖଣ୍ଡ ପ୍ରତି ଲମ୍ବ ଅଙ୍କନ କର (କେବଳ କମ୍ପାସ୍ ଓ ସ୍କେଲ୍ ବ୍ୟବହାର କର)।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6 1

Question 2.
X͞Y ରେଖାଖଣ୍ଡ ଅଙ୍କନ କର । ଏହାର ଉପରେ ନ ଥିବା A ବିନ୍ଦୁ ନିଅ। A ବିନ୍ଦୁରୁ X͞Y ପ୍ରତି ଲମ୍ବ ଅଙ୍କନ କରିବାର ସୋପାନଗୁଡ଼ିକୁ
ଲେଖ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6 2
ସୋପାନ:
(i) \(\overrightarrow{\mathrm{XY}}\) ରେଖାଖଣ୍ଡ ଅଙ୍କନ କର ।
(ii) A ବିନ୍ଦୁ ନିଅ, ଯାହା \(\overrightarrow{\mathrm{XY}}\) ଉପରେ ଅବସ୍ଥିତ ହୋଇ ନଥ‌ିବ ।
(iii) A କୁ କେନ୍ଦ୍ର ବିନ୍ଦୁଭାବେ ନେଇ ଏପରି ଏକ ଚାପ ଅଙ୍କନ କର, ଯାହା \(\overrightarrow{\mathrm{XY}}\) କୁ P ଓ Q ନାମକ ଦୁଇଟି ବିନ୍ଦୁରେ ଛେଦ କରିବ ।
(iv) ବ୍ୟାସାର୍ଦ୍ଧ ନ ବଦଳାଇ P ଓ Q ବିନ୍ଦୁକୁ କେନ୍ଦ୍ର ଭାବେ ନେଇ ଦୁଇଟି ଚାପ ଅଙ୍କନ କର ଯେପରି ସେମାନେ ପରସ୍ପରକୁ C ବିନ୍ଦୁରେ ଛେଦ କରିବେ ।
(v) ଏବେ A͞C କୁ ଯୋଗ କର । A͞C ⊥ \(\overrightarrow{\mathrm{XY}}\) ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6

Question 3.
P͞Q ରେଖାଖଣ୍ଡ ଅଙ୍କନ କର । ଏହା ଉପରେ S ବିନ୍ଦୁ ନିଅ | S ବିନ୍ଦୁଠାରେ P͞Q ପ୍ରତି ଲମ୍ବ ଅଙ୍କନ କର । ଏବେ P͞S ଓ Q͞S ର ଦୈର୍ଘ୍ୟ ମାପ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6 3

Question 4.
9 ସେ.ମି. ଦୈର୍ଘ୍ୟର ଏକ ରେଖାଖଣ୍ଡ ଅଙ୍କନ କର । ଏହାର ନାମ A͞B ଦିଅ। A͞B ଉପରେ ଅବସ୍ଥିତ ନ ଥୁବା S ବିନ୍ଦୁ ନେଇ S ବିନ୍ଦୁରୁ A͞B ପ୍ରତି ଲମ୍ବ ଅଙ୍କନ କର।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6 4

Leave a Comment