Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.8 Textbook Exercise Questions and Answers.
BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.8
ଯୋଗଫଳ ନିଶ୍ଚୟ କର ।
1. \frac{2}{3} ଓ \frac{1}{3}
ସମାଧାନ:
= \frac{2+1}{3}=\frac{3}{3} = 1
2. \frac{3}{8}+\frac{1}{8}
ସମାଧାନ:
= \frac{3+1}{8}=\frac{4}{8}=\frac{1}{2}
3. \frac{1}{9}+\frac{2}{9}+\frac{5}{9}
ସମାଧାନ:
= \frac{1+2+5}{9}=\frac{8}{9}
4. 1 \frac{2}{5}+2 \frac{1}{5}
ସମାଧାନ:
= \frac{7}{5}+\frac{11}{5}=\frac{7+11}{5}=\frac{18}{5}=3 \frac{3}{5}
5. 2 \frac{1}{7}+3 \frac{2}{7}
ସମାଧାନ:
= \frac{15}{7}+\frac{23}{7}=\frac{15+23}{7}=\frac{38}{7}=5 \frac{3}{7}
6. \frac{1}{5}+\frac{3}{10}
ସମାଧାନ:
7. \frac{3}{8}+\frac{5}{16}
ସମାଧାନ:
8. \frac{5}{8}+\frac{5}{12}
ସମାଧାନ:
9. \frac{4}{9}+\frac{5}{12}
ସମାଧାନ:
10. 1 \frac{3}{8}+2 \frac{5}{12}
ସମାଧାନ:
11. 1 \frac{2}{5}+2 \frac{3}{10}+3 \frac{1}{2}
ସମାଧାନ:
12. 1 \frac{1}{10}+2 \frac{1}{15}+3 \frac{1}{6}
ସମାଧାନ:
ବିୟୋଗଫଳ ନିର୍ଣ୍ଣୟ କର ।
13. \frac{3}{8}-\frac{1}{8}
ସମାଧାନ:
= \frac{3-1}{8}=\frac{2}{8}=\frac{1}{4}
14. \frac{7}{12}-\frac{5}{12}
ସମାଧାନ:
= \frac{7-5}{12}=\frac{2}{12}=\frac{1}{6}
15. \frac{2}{3}-\frac{5}{12}
ସମାଧାନ:
16. \frac{7}{18}-\frac{2}{9}
ସମାଧାନ:
17. \frac{5}{12}-\frac{1}{6}
ସମାଧାନ:
18. 1 \frac{2}{3}-\frac{5}{6}
ସମାଧାନ:
19. 2 \frac{3}{8}-1 \frac{1}{4}
ସମାଧାନ:
20. 3 \frac{5}{12}-2 \frac{3}{8}
ସମାଧାନ:
21. 3 \frac{7}{10}-2 \frac{8}{15}
ସମାଧାନ:
22. 2 – 1 \frac{3}{5}
ସମାଧାନ:
= \frac{2}{1}-\frac{8}{5}=\frac{2 \times 5-8 \times 1}{5}=\frac{10-8}{5}=\frac{2}{5}
23. 3 – 2 \frac{7}{8}
ସମାଧାନ:
= \frac{3}{1}-\frac{23}{8}=\frac{3 \times 8-23 \times 1}{8}=\frac{24-23}{8}=\frac{1}{8}
24. 2 – 1 \frac{5}{12}
ସମାଧାନ:
Question 25.
ଦୋକାନରୁ ସରିତା \frac{2}{5} ମିଟର ଲମ୍ବର ଓ ଲଳିତା \frac{3}{4} ମିଟର ଲମ୍ବର ରିବନ କିଣିଲେ । ଉଭୟ ମୋଟ କେତେ ଦୈର୍ଘ୍ୟର ରିବନ୍ କିଣିଲେ?
ସମାଧାନ:
ସରିତା ରିବନ୍ କିଣିଲେ \frac{2}{5} ମିଟର ଓ ଲଳିତା ରିବନ୍ କିଣିଲେ \frac{3}{4} ମିଟର
ମିଟର ଓ ଲଳିତା ମିଣି ରିବନ୍ କିଣିଲେ = \frac{2}{5} ମି. + \frac{3}{4} ମି. = \frac{2 \times 4+3 \times 5}{20} ମି.
= \frac{8+15}{20} ମି. = \frac{23}{20} ମି. = 1 \frac{3}{20} ମି.
ଉଭୟ ମୋଟ 1 \frac{3}{20} ମିଟର ରିବନ କିଣିଲେ ।
Question 26.
ବିଦ୍ୟାଳୟ ହତା ଚାରିପାଖରେ ଥରେ ଗଲି ଆସିବାକୁ ନିଲୁ 2 \frac{1}{5} ମିନିଟ୍ ସମୟ ନିଏ। ସେତିକି ବାଟ ସ୍ଫୁଲିବା ପାଇଁ ଜିତୁ \frac{7}{4} ମିନିଟ୍ ସମୟ ନିଏ। ଦୁଇଜଣଙ୍କ ମଧ୍ୟରୁ କିଏ କମ୍ ସମୟ ନିଏ ଓ କେତେ କମ୍ ସମୟ ନିଏ?
ସମାଧାନ:
ହତା ଚାରିପାଖରେ ଗଲି ଆସିବାକୁ ନିଲୁଲୁ ସମୟ ଲାଗେ 2 \frac{1}{5} ମିନିଟ୍ ଓ କିତୁକୁ ସମୟ ଲାଗେ \frac{7}{4} ମିନିଟ୍
2 \frac{1}{5}-\frac{7}{4}=\frac{11}{5}-\frac{7}{4}=\frac{11 \times 4-7 \times 5}{20}=\frac{44-35}{20}=\frac{9}{20} ମିନିଟ୍
ଦୁଇଜଣଙ୍କ ମଧ୍ୟରୁ କିତୁ \frac{9}{20} ମିନିଟ୍ କମ୍ ସମୟ ନିଏ