BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions

Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା InText Questions

ତଳେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକୁ ନିଜେ ଖାତାରେ ଲେଖ ଓ ଚିତ୍ରଗୁଡ଼ିକୁ ଲକ୍ଷ୍ୟ କରି ସେଥ‌ିରେ ଥ‌ିବା ଶୂନ୍ୟସ୍ଥାନରେ ଉପଯୁକ୍ତ ଭଗ୍ନସଂଖ୍ୟା ଲେଖ ।

(କ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions
ରେ ଛୋଟ ଘରେ ଥ‌ିବା ଫୁଲଗୁଡ଼ିକ ବଡ଼ଘରେ ଥିବା ଫୁଲ ସମୂହର _____ ସମାନ ଭାଗରୁ _____  ଭାଗ । ଏଣୁ ଛୋଟ ଘରେ ଥ‌ିବା ଟି ଫୁଲ ସମଗ୍ର ଫୁଲ ସମୂହର _____ ଭଗ୍ନସଂଖ୍ୟା ।
ସମାଧାନ:
ଦୁକ, ଏକ, \(\frac{6}{12}=\frac{1}{2}\)

(ଖ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 1
ରେ ଛୋଟଘରେ ଥିବା ଫଳଗୁଡ଼ିକ ବଡ଼ ଘରେ ଥିବା ଫଳ ସମୂହର _____ ସମାନ ଭାଗରୁ _____ଭାଗ । ଏଣୁ ଏହି 4 ଟି ଫଳ 8 ଟି ଫଳର _____ ଭଗ୍ନସଂଖ୍ୟା ।
ସମାଧାନ:
ଦୁକ, ଏକ, \(\frac{4}{8}=\frac{1}{2}\)

ପୂର୍ବ ପୃଷ୍ଠାରେ ଥ‌ିବା କାର୍ଯ୍ୟ-2କୁ ଦେଖୁ ଶୂନ୍ୟସ୍ଥାନ ପୂରଣ କର । 
ମୋଟ ପାଞ୍ଚଟି ବିଡ଼ା ମଧ୍ଯରୁ ତିନୋଟି ବିଡ଼ା ନେଇ ତୁମ ବନ୍ଧୁଙ୍କୁ ଦିଅ ।

(କ) ବନ୍ଧା ଯାଇଥିବା _____ ଗୋଟି ସମାନ ବିଡ଼ାରୁ ତୁମ ବନ୍ଧୁକୁ _____ ଗୋଟି ବିଡ଼ା ଦିଆଯାଇଛି ।
ସମାଧାନ:
5, 3

(ଖ) ଏଣୁ ତୁମ ବନ୍ଧୁ ପାଇଥବା କାଠିଗୁଡ଼ିକ ମୂଳ କାଠି ସମୂହର _____ ସମାନ ଭାଗରୁ _____ ଭାଗ ।
ସମାଧାନ:
5, 3

(ଗ) ଫଳରେ ମୂଳ କାଠି ସମୂହର _____ ଭଗ୍ନାଂଶ କାଠି ତୁମ ବନ୍ଧୁ ପାଇଛନ୍ତି ।
ସମାଧାନ:
\(\frac{3}{5}\)

(ଘ) ଏଣୁ ତୁମ ବନ୍ଧୁ ପାଇଛନ୍ତି 10 ଗୋଟି କାଠିରୁ _____ ଗୋଟି କାଠି ।
ସମାଧାନ:
6

(ଙ) ତୁମ ବନ୍ଧୁ ପାଇଥିବା 3 ଗୋଟି ବିଡ଼ାରେ ଅଛି _____ ଗୋଟି କାଠି ।
ସମାଧାନ:
6

(ଚ) 5 ଗୋଟି କଲମରୁ 3ଟି କଲମ ହେବ _____ ଭଗ୍ନସଂଖ୍ୟା ।
ସମାଧାନ:
\(\frac{3}{5}\)

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions

(ଛ) 7 ଗୋଟି ପେନ୍‌ସିଲ୍‌ରୁ 4ଟି ପେନ୍‌ସିଲ୍ ହେବ _____ ଭଗ୍ନସଂଖ୍ୟା ।
ସମାଧାନ:
\(\frac{4}{7}\)

(ଜ) 9 ଜଣ ପିଲାଙ୍କ ମଧ୍ୟରୁ 5 ଜଣ ପିଲା ହେବେ _____ ଭଗ୍ନସଂଖ୍ୟା ।
ସମାଧାନ:
\(\frac{5}{9}\)

କହିଲ ଦେଖ୍ :
(କ) ସଂଖ୍ୟାରେଖାରେ \(\frac{3}{4}\) କୁ କିପରି ସୂଚାଇବ?
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 2
\(\overline{\mathrm{OA}}\) କୁ ଚାରିଭାଗ କର, ଯେପରି OP = PQ = QR = RA
ଏଠାରେ R ଦ୍ବାରା ସୂଚିତ ସଂଖ୍ୟା \(\frac{3}{4}\)

(ଖ) S ଦ୍ଵାରା ସୂଚିତ ବିନ୍ଦୁ ଓ T ଦ୍ଵାରା ସୂଚିତ ବିନ୍ଦୁ କେଉଁ କେଉଁ ଭଗ୍ନସଂଖ୍ୟାକୁ ସୂଚାଉଛି?
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 3
S ଦ୍ଵାରା ସୂଚିତ ସଂଖ୍ୟା = OC + CS = 3 + \(\frac{3}{4}=3 \frac{3}{4}\)
T ଦ୍ବାରା ସୂଚିତ ସଂଖ୍ୟା = OD + DT = 4 + \(\frac{4}{5}=4 \frac{4}{5}\)

(ଗ) \(\frac{9}{15}\) ର ଏକ ସମଭଗ୍ନାଂଶ ସ୍ଥିର କରିପାରିବ କି ଯାହାର ହର 5 ହେବ ?
ସମାଧାନ:
\(\frac{9}{15}\) ର ଏକ ସମଭଗ୍ନାଂଶ = \(\frac{9 \div 3}{15 \div 3}=\frac{3}{5}\)

କହିଲ ଦେଖ୍ :
(କ) ପାଞ୍ଚଟି ସଦୃଶ ଭଗ୍ନାଂଶ ଲେଖ ।
ସମାଧାନ:
\(\frac{1}{9}, \frac{2}{9}, \frac{4}{9}, \frac{5}{9}, \frac{7}{9}\)

(ଖ) ପାଞ୍ଚଟି ଅସଦୃଶ ଭଗ୍ନାଂଶ ଲେଖ ।
ସମାଧାନ:
\(\frac{1}{2}, \frac{3}{4}, \frac{5}{7}, \frac{11}{13}, \frac{19}{21}\)

(ଗ) \(\frac{2}{5}, \frac{3}{4}, \frac{1}{5}, \frac{7}{2}, \frac{3}{5}, \frac{4}{5}, \frac{4}{7}\) ଭଗ୍ନାଂଶଗୁଡ଼ିକ ମଧ୍ୟରୁ ସଦୃଶ ଭଗ୍ନାଂଶଗୁଡ଼ିକୁ ଅଲଗା କରି ଲେଖ ।
ସମାଧାନ:
\(\frac{2}{5}, \frac{1}{5}, \frac{3}{5}, \frac{4}{5}\)

(ଘ) ଦୁଇଟି ସଦୃଶ ଭଗ୍ନସଂଖ୍ୟା ମଧ୍ୟରେ ବଡ଼ ଭଗ୍ନସଂଖ୍ୟାଟିକୁ କିପରି ଚିହ୍ନିବା ?
ସମାଧାନ:
ଯେଉଁ ଭଗ୍ନସଂଖ୍ୟାର ଲବ ବଡ଼ ହୋଇଥ‌ିବ ସଦୃଶ ଭଗ୍ନସଂଖ୍ୟାଦ୍ଵୟ ମଧ୍ୟରେ ସେହି ଭଗ୍ନ ସଂଖ୍ୟାଟି ବଡ଼ ହେବ ।

(ଙ) ଚିତ୍ର ମାଧ୍ୟମରେ \(\frac{2}{5}\) ଓ \(\frac{4}{5}\) ମଧ୍ୟରେ ତୁଳନା କର ।
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 4

(ଚ) ସମାନ ଆକାରର ଦୁଇ ଖଣ୍ଡ କାଗଜ ନିଅ । ପ୍ରତ୍ୟେକକୁ ଆଠ ଭାଙ୍ଗକରି \(\frac{3}{8}\) ଓ \(\frac{7}{8}\) ମଧ୍ୟରେ ତୁଳନା କର ।
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 5

ଉପର ପ୍ରଶ୍ନର ସମାଧାନକୁ ଦେଖ୍ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଓ ଭଗ୍ନାଂଶଦ୍ଵୟ ଲାଗି ବଛାଯାଇଥିବା ସମହର ବିଶିଷ୍ଟ ସମଭଗ୍ନାଂଶ ଦୁଇଟିର ହର କେତେ?
ସମାଧାନ:
30

(ଖ) ବଛାଯାଇଥିବା ସମହର ବିଶିଷ୍ଟ ଭଗ୍ନାଂଶର ହର ସହ ମୂଳ ଭଗ୍ନାଂଶ ଦ୍ଵୟର ହର ଦୁଇଟିର କ’ଣ ସମ୍ପର୍କ ଅଛି ? ଅର୍ଥାତ 30 ସହ 5 ଓ 6 ର କ’ଣ ସମ୍ପର୍କ ଅଛି?
ସମାଧାନ:
5 ଓ 6 ଉଭୟ 30 ର ଗୁଣନୀୟକ ଅଟନ୍ତି ।

(ଗ) ଗୋଟିଏ ଭଗ୍ନସଂଖ୍ୟାର କେତୋଟି ସମଭଗ୍ନାଂଶ ଥାଏ?
ସମାଧାନ:
ଏକ ବା ଅଧୁକ ସମଭଗ୍ନାଂଶ ଥାଏ ।

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions

ଯୋଗଫଳ ସ୍ଥିର କର ।
(କ) \(\frac{5}{2}+\frac{3}{7}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 6

(ଖ) \(\frac{4}{5}+\frac{3}{5}\)
ସମାଧାନ:
= \(\frac{4+3}{5}=\frac{7}{5}\)

(ଗ) \(\frac{6}{7}+\frac{5}{7}\)
ସମାଧାନ:
= \(\frac{6+5}{7}=\frac{11}{7}\)

(ଘ) \(\frac{1}{4}+\frac{5}{7}\)
ସମାଧାନ:
= \(\frac{1 \times 7+4 \times 5}{28}=\frac{7+20}{28}=\frac{27}{28}\)

(ଙ) \(\frac{3}{4}+\frac{5}{6}\)
ସମାଧାନ:
= \(\frac{3 \times 3+5 \times 2}{12}=\frac{9+10}{12}=\frac{19}{12}\)

(ଚ) \(\frac{7}{8}+\frac{5}{9}\)
ସମାଧାନ:
\(\frac{7 \times 9+5 \times 8}{72}=\frac{63+40}{72}=\frac{103}{72}\)

ବିୟୋଗ କର :
(କ) \(\frac{5}{6}\) ରୁ \(\frac{3}{4}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 7

(ଖ) \(\frac{5}{7}\) ରୁ \(\frac{1}{3}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 8

(ଗ) \(\frac{8}{15}-\frac{2}{5}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 9

(ଘ) \(\frac{5}{15}-\frac{1}{7}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 10

(ଙ) ମିଶ୍ର ଭଗ୍ନାଂଶକୁ ଅପ୍ରକୃତ ଭଗ୍ନାଂଶରେ ପରିଣତ କରି ତା’ପରେ ଯୋଗ ବା ବିୟୋଗ କରାଯାଏ । 2 \(\frac{1}{3}\) ଓ 2 \(\frac{2}{3}\) ର ଯୋଗଫଳ ଉଭୟ ପ୍ରଣାଳୀରେ ନିର୍ଣ୍ଣୟ କର ।
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 11

ତୁମ ଖାତାରେ ନିମ୍ନରେ ଦିଆଯାଇଥିବା ଯୋଗ – ବିୟୋଗ କୋଠରି ତିଆରି କରି ଖାଲି ଘର ପୂରଣ କର ।
(କ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 12
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 14

(ଖ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 13
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା InText Questions 15

Leave a Comment