BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.4

Odisha State Board BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 6 ଦଶମିକ ସଂଖ୍ୟା Ex 6.4

Question 1.
ପ୍ରତ୍ୟେକ କ୍ଷେତ୍ରରେ ଯୋଗଫଳ ନିର୍ଣ୍ଣୟ କର ।

(କ) 8.5 + 0.03
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.4

(ଖ) 15 + 12.5 + 0.523
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.4 1

(ଗ) 0.75 + 10.531 + 3.7
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.4 2

Question 2.
ମମତାର ଜନ୍ମଦିନରେ ତାକୁ ବାପା ଟ. 15.50 ଓ ମା’ ଟ. 23.75 ଦେଲେ । ଉଭୟ ବାପା ଓ ମା’ ମିଶି ମମତାକୁ କେତେ ଟଙ୍କା ଦେଲେ?
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.4 3
ସମାଧାନ:
ବାପା ଦେଲେ = ଟ 15.50 ଓ ମା’ ଦେଲେ = ଟ 23.75
ବାପା ଓ ମା’ ଦେଲେ =  15.50 +  23.75 = 39.25
∴ ଉଭୟ ବାପା ଓ ମା’ ମିଶି ମମତାକୁ ଟ 39.25 ଦେଲେ ।

BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.4

Question 3.
ଅକମଲ ପ୍ରତିଦିନ ସକାଳେ 2 କି.ମି. 35 ମି. ଓ ସଂଧ୍ୟାବେଳେ 1 କି.ମି. 7 ମି. ବାଟ ଚାଲନ୍ତି । ତେବେ ସେ ଦିନକୁ ମୋଟ କେତେ ବାଟ ଚାଲନ୍ତି ।
ସମାଧାନ:
ସକାଳେ  ଚାଲନ୍ତି = 2 କି.ମି. 35 ମି.= 2.035 କି.ମି.
ସଂଧ୍ୟାବେଳେ ଚାଲନ୍ତି = 1 କି.ମି. 7 ମି. = 1.007 କି.ମି.
ମୋଟ ଚାଲନ୍ତି =  (2.035 + 1.007) କି.ମି. = 3.042 କି.ମି.
∴ ଅକମଲ ଦିନକୁ ମୋଟ 3.042 କି.ମି. ବାଟ ଚାଲନ୍ତି ।

Question 4.
ସଞ୍ଜୟ ସରକାରୀ ଖାଉଟି ଦୋକାନରୁ 5 କି.ଗ୍ରା. 400 ଗ୍ରା. ଚାଉଳ, 2 କି.ଗ୍ରା. 50 ଗ୍ରା. ଚିନି ଓ 10 କି.ଗ୍ରା. 750 ଗ୍ରା. ଗହମ କିଣିଲେ । ସେ ମୋଟ କେତେ ଓଜନର ଜିନିଷ କିଣିଲେ?
ସମାଧାନ:
ଚାଉଳର ପରିମାଣ = 5 କି.ଗ୍ରା. 400 ଗ୍ରା. = 5.400 କି.ଗ୍ରା.
ଚିନିର ପରିମାଣ = 2 କି.ଗ୍ରା. 50 ଗ୍ରା. = 2.050 କି.ଗ୍ରା.
ଗହମର ପରିମାଣ = 10 କି.ଗ୍ରା. 750 ଗ୍ରା. = 10.750 କି.ଗ୍ରା.
ମୋଟ ପରିମାଣ = 5.400 କି.ଗ୍ରା. + 2.050 କି.ଗ୍ରା. + 10.750 କି.ଗ୍ରା. = 18.200 କି.ଗ୍ରା.
∴ ସଞ୍ଜୟ ମୋଟ 18.200 କି.ଗ୍ରା. ଜିନିଷର ଓଜନ କିଣିଲେ ।

Leave a Comment