Odisha State Board BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.1 Textbook Exercise Questions and Answers.
BSE Odisha Class 7 Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.1
Question 1.
ପ୍ରତ୍ୟେକ ଚିତ୍ରର ପ୍ରତିସମ ଅକ୍ଷ ଅଙ୍କନ କରିବାକୁ ଚେଷ୍ଟା କର । କେଉଁ ଚିତ୍ରରେ କେତୋଟି ପ୍ରତିସମ ଅକ୍ଷ ପାଇଲ ଲେଖ । କେଉଁ ଚିତ୍ରରେ ପ୍ରତିସମ ଅକ୍ଷ ନାହିଁ ? (ପ୍ରଶ୍ନ ସହ ଉତ୍ତର)
(କ)

ସମାଧାନ:

(ଖ)

ସମାଧାନ:

![]()
(ଗ)

ସମାଧାନ:

(ଘ)

ସମାଧାନ:

(ଙ)

ସମାଧାନ:

(ଚ)

ସମାଧାନ:

![]()
(ଛ)

ସମାଧାନ:
ଚିତ୍ରର ପ୍ରତିସମ ଅକ୍ଷ ନାହିଁ ।
(ଜ)

ସମାଧାନ:
ଚିତ୍ରର ପ୍ରତିସମ ଅକ୍ଷ ନାହିଁ ।
Question 2.
ଟଣାଯାଇଥିବା ଗାରଟି ଆକୃତିର ପ୍ରତିସମ ଅକ୍ଷ କି ? ଯଦି ହଁ, ତେବେ ଅନ୍ୟ ଅକ୍ଷ ଗୁଡ଼ିକ ଅଙ୍କନ କର, ଯଦି ନୁହେଁ, ତେବେ ନାହିଁ ବୋଲି ଲେଖ ।
ସମାଧାନ:
ଟଣାଯାଇଥିବା ଗାରଟି ଆକୃତିର ପ୍ରତିସମ ଅକ୍ଷ । ଏହିପରି 5 ଟି ପ୍ରତିସମ ଅକ୍ଷ ସମ୍ଭବ ।
Question 3.
ପ୍ରତ୍ୟେକ ଚିତ୍ରର ପ୍ରତିସମ ଅକ୍ଷ ସଂଖ୍ୟା ତା’ର ଡାହାଣରେ ଥିବା କୋଠରିରେ ଲେଖ ।
| ଚିତ୍ରର ନାମ | ପ୍ରତିସମ ଅକ୍ଷ ସଂଖ୍ୟା |
| ସମବାହୁ ତ୍ରିଭୁଜ | |
| ସମଦ୍ବିବାହୁ ତ୍ରିଭୁଜ | |
| ଟିକ୍ଷମବାହୁ ତ୍ରିଭୁଜ | |
| ଟର୍ଗକ୍ଷେତ୍ର | |
| ଅ।ୟତକ୍ଷେତ୍ର | |
| ରମ୍ବସ | |
| ବୃଭ | |
| ସାମାନ୍ତରିକ ଚିତ୍ର |
ସମାଧାନ:
| ଚିତ୍ରର ନାମ | ପ୍ରତିସମ ଅକ୍ଷ ସଂଖ୍ୟା |
| ସମବାହୁ ତ୍ରିଭୁଜ | 3 |
| ସମଦ୍ବିବାହୁ ତ୍ରିଭୁଜ | 1 |
| ଟିକ୍ଷମବାହୁ ତ୍ରିଭୁଜ | 0 |
| ଟର୍ଗକ୍ଷେତ୍ର | 4 |
| ଅ।ୟତକ୍ଷେତ୍ର | 2 |
| ରମ୍ବସ | 2 |
| ବୃତ୍ତ | ଅ ସଂଖ୍ୟ |
| ସାମାନ୍ତରିକ ଚିତ୍ର | 0 |
Question 4.
ତଳେ ଦିଆଯାଇଥିବା ନାମର ବାମ ପଟେ ଦର୍ପଣ ରଖୁ ଦେଖୁଲେ ପ୍ରତିବିମ୍ବ କିପରି ଦେଖାଯିବ ଲେଖ । ଦର୍ପଣ ବ୍ୟବହାର କରି ତୁମ ଉତ୍ତରର ପରୀକ୍ଷା କର । ପ୍ରତ୍ୟେକ ଶବ୍ଦରେ କେଉଁ ଅକ୍ଷର ଗୁଡ଼ିକ ପ୍ରତିବିମ୍ବ ମୂଳ ଅକ୍ଷର ଭଳି ଦେଖାଯାଉଛି ?
GOPAL
RAMESH
MIRROR
RAJESH
EEMA
ସମାଧାନ:

O ଓ A ମୂଳ ଅକ୍ଷରପରି ଦେଖାଯାଉଛି ।
A ଓ M ମୂଳ ଅକ୍ଷର ପରି ଦେଖାଯାଉଛି ।
O, I, M ମୂଳ ଅକ୍ଷରପରି ଦେଖାଯାଉଛି ।
A, H ମୂଳ ଅକ୍ଷରପରି ଦେଖାଯାଉଛି ।
A ଓ M ମୂଳ ଅକ୍ଷରପରି ଦେଖାଯାଉଛି ।
![]()
Question 5.
ନିଜର ଘରେ, ବିଦ୍ୟାଳୟରେ ଓ ପରିବେଶରେ ଥିବା ବିଭିନ୍ନ ପ୍ରତିସମ ଆକୃତି ସଂଗ୍ରହ କର ଓ ଗୋଟିଏ ଖାତାରେ ଅଠା ଦେଇ ଲଗାଅ ।
ସମାଧାନ:
ନିଜେ କର ।