BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.7

Odisha State Board BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.7 Textbook Exercise Questions and Answers.

BSE Odisha Class 7 Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.7

Question 1.
ପାର୍ଶ୍ୱସ୍ଥ ଚିତ୍ରରେ ଥ‌ିବା m∠L = m∠B = 90° ଓ AB = KL । ଅନ୍ୟ କେଉଁ ସର୍ଭରେ ତ୍ରିଭୁଜଦ୍ଵୟ ସ-କ-ବା ସର୍ବସମତା ଅନୁସାରେ ସର୍ବସମ ହେବେ ?
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.7 1
ସମାଧାନ:
Δ ABC ଓ Δ KLM ଦ୍ଵୟରେ m∠B = m∠L = 90°
AB = KL (ଦତ୍ତ)
AC = KM ହେଲେ ତ୍ରିଭୁଜଦ୍ବୟ ସ-କ-ବା ସର୍ବସମତା ଅନୁସାରେ ସର୍ବସମ ହେବେ ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.7

Question 2.
Δ ABC ରେ AB = AC ଓ AD ⊥ BC । Δ ABD ଓ Δ ACD ମଧ୍ୟରେ କେଉଁ ଅଙ୍ଗଗୁଡ଼ିକର ସର୍ବସମତା ଯୋଗୁଁ Δ ABD ଓ Δ ACD ସ-କ-ବା ସର୍ବସମତା ଅନୁସାରେ ସର୍ବସମ ହେବ ?
ସମାଧାନ:
Δ ABC ରେ AD ⊥ BC ଓ AB = AC (ଦତ୍ତ)
m∠ADB = m∠ADC, AB = AC ଓ AD ସାଧାରଣ ବାହୁ ।
ହେଲେ Δ ABD = Δ ACD (ସ-କ-ବା ସର୍ବସମତା)
m∠ADB = m∠ADC, AB = AC
ଏବଂ BD = DC ହେଲେ Δ ABD = Δ ADC (ସ-କ-ବା ସର୍ବସମତା) ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.7 2

Leave a Comment