BSE Odisha 8th Class English Solutions Lesson 3 A Wise Grandmother

Odisha State Board BSE Odisha 8th Class English Solutions Lesson 3 A Wise Grandmother Textbook Exercise Questions and Answers.

BSE Odisha Class 8 English Solutions Lesson 3 A Wise Grandmother

Session-1
I. Pre-Reading

Perhaps all of you know what a riddle is.
( ବୋଧହୁଏ ତମେମାନେ ସଭିଏଁ ଗୋଲକ ଧନ୍ଦା ବା ପହଲି କ’ଣ ଜାଣିଛ ।)
It is not only interesting but also amusing to solve a riddle. Here are some riddles. Try to solve them.
(ଗୋଲକ ଧନ୍ଦାଟିଏର ସମାଧାନ ବାହାର କରିବା କେବଳ କୌତୁକପ୍ରଦ ନୁହେଁ, ଚମକପ୍ରଦ ମଧ୍ଯ । ଏଠାରେ କେତେକ ଗୋଲକ ଧନ୍ଦା ଦିଆଯାଇଛି । ସେଗୁଡ଼ିକ ସମାଧାନ କରିବାକୁ ଚେଷ୍ଟା କର ।)

lam once in tea. (ମୁଁ ‘tea’ରେ ଥରୁଟିଏ ଅଛି ।)
Twice in coffee, ( ‘coffee’ (କଫି)ରେ ଦୁଇଥର ଅଛି ।)
But not in sugar. (କିନ୍ତୁ ‘sugar’ (ସୁଗାର)ରେ ନାହିଁ ।)
Who am I ? ( ତେବେ ମୁଁ କିଏ ? )
Answer:
‘e’ (English Alphabet)

I have a crown. (ମୋର ଗୋଟିଏ ମୁକୁଟ ଅଛି ।)
But I am not a king. (କିନ୍ତୁ ମୁଁ ରାଜା ନୁହେଁ ।)
I wake up early in the morning. (ମୁଁ ସକାଳେ ଶୀଘ୍ର ଉଠେ ।)
But I am not a watchman. (କିନ୍ତୁ ମୁଁ ଜଣେ ଜଗୁଆଳି ନୁହେଁ)
Answer:
Cock (କୁକୁର)

BSE Odisha 8th Class English Solutions Lesson 3 A Wise Grandmother

Now let’s try another :
( ଆସ, ଅନ୍ୟ ଏକ ଗୋଲକ ଧନ୍ଦା | ପ୍ରହେଳିକାର ସମାଧାନ କରିବା ।
“How can you make a rope of ashes ?
(ପାଉଁଶର ଦଉଡି଼ ତୁମେ କିପରି ତିଆରି କରିପାରିବ ?)

Not easy to answer? Don’t worry.
(ଉତ୍ତର ଦେବା କ’ଣ ସହଜ ନୁହେଁ ? ବ୍ୟସ୍ତ ହୁଅ ନାହିଁ ।)
Let’s read a story and get the answer.
(ଆସ ଆମେ ଆଉ ଏକ ଗପ ପାଠ କରିବା ଓ ଉତ୍ତର ଜାଣିବା ।)

Let’s read a story and get the answer.

II. While Reading
SGP- 1
Text
Read paragraphs 1-4 silently and answer the questions that follow.
(୧ମରୁ ୪ର୍ଥ ଅନୁଚ୍ଛେଦ ପର୍ଯ୍ୟନ୍ତ ପାଠକରି ନୀରବରେ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

In the good …………………………………………………………………………………….. no food at all.
ବହୁଦିନ ତଳେ ଜାପାନରେ ଜଣେ ଯୁବ କୃଷକ ତା’ର ବୁଢ଼ୀମା’ ସହିତ ରହୁଥିଲା । ‘ତାରୋ’ ନାମକ ଏହି ଯୁବ କୃଷକ ତା’ର ବୁଢ଼ୀମା’କୁ ଭାରି ଭଲ ପାଉଥିଲା । ଗାଁର ଅନ୍ୟ କୃଷକମାନଙ୍କ ପରି ‘ତାରୋ’ ମଧ୍ଯ ଧାନ, ଗହମ ଏବଂ ପନିପରିବା ଚାଷ କରୁଥିଲା ଏବଂ ବେଶ୍ ସୁଖ-ଶାନ୍ତିରେ ରହୁଥିଲା । କିନ୍ତୁ ସବୁଦିନ ସମାନ ଯାଏନା । ଏକଦା ବର୍ଷା ଆଦୌ ହେଲା ନାହିଁ । ବର୍ଷା ଅଭାବରୁ ମରୁଡ଼ି ଆସିଲା । ବିଲବାଡ଼ିସବୁ ଫାଟି ଆଁ କଲା । କୂଅ-ପୋଖରୀରୁ ପାଣି ଶୁଖୁଲା । ଧୀରେ ଧୀରେ ଖାଦ୍ୟର ଘୋର ଅଭାବ ଦେଖାଦେଲା । ଲୋକମାନଙ୍କ ମନରେ ଭୟର ଆତଙ୍କ ଖେଳିଗଲା । ସେମାନେ ଆଶଙ୍କା କଲେ ଆଉ କିଛି ଦିନ ପରେ ଆଦୌ ଖାଦ୍ୟଶସ୍ୟ ମିଳିବ ନାହିଁ ।

2. The headmand …………………………………………………………………………….. without water.”
ଗାଁର ମୁଖୁଆ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଲେ । ସେ ଗୋଟିଏ ଗ୍ରାମସଭା ଡାକି କହିଲେ ‘ଆମକୁ ଏ ସମସ୍ୟାର ସମାଧାନ ପାଇଁ କିଛି କରିବାକୁ ପଡ଼ିବ ।’’ ଜଣେ କୃଷକ କହିଲା – ‘‘ପ୍ରତ୍ୟେକ ଲୋକ ଯେପରି କିଛି ନା କିଛି ଖାଦ୍ୟ ନିଶ୍ଚୟ ପାଇବେ । କିନ୍ତୁ ଜଳ ବିନା କିଛି ବି ଉତ୍ପାଦନ ହୋଇପାରିବ ନାହିଁ ।’’

3. “I know ……………………………………………………………………………………… easier to get food.”
‘‘ମୁଁ ଜାଣେ, ଏହାର ଏକମାତ୍ର ସମାଧାନ ହେଉଛି ଆମ ସମସ୍ତ ଗ୍ରାମବାସୀମାନଙ୍କୁ ଏ ଗାଁ ଛାଡ଼ି ପାଖରେ ଥ‌ିବା ପାହାଡ଼ତଳି ଅଞ୍ଚଳକୁ ଯିବାକୁ ହେବ । ମାତ୍ର ଯୁବ କୃଷକମାନେ ହିଁ ଏଇ ଗାଁରେ ରହିବେ ଯେହେତୁ ସେମାନେ ଶକ୍ତିଶାଳୀ ଏବଂ ଏଭଳି ଦୁର୍ଦ୍ଦିନ ପରିସ୍ଥିତିର ଉନ୍ନତି ନିମନ୍ତେ ସେମାନେ ହିଁ କଠିନ ପରିଶ୍ରମ କରି ସମସ୍ୟାର ସମାଧାନ କରିପାରିବେ । କିଛି ସମୟ ନୀରବତା ପରେ, ମୁଖୁ କହିଲେ ‘ଯେଉଁ ବ୍ୟକ୍ତିଙ୍କୁ ଷାଠିଏ ବର୍ଷରୁ ଉର୍ଦ୍ଧ ସେମାନେ ଏ ଗାଁ ଛାଡ଼ି ଚାଲିଯିବେ ସେହି ପାହାଡ଼ତଳି ଅଞ୍ଚଳକୁ ଯେଉଁଠାରେ କି ସେମାନେ ସେଠାରେ ଅକ୍ଳେଶରେ ଖାଦ୍ୟ ପାଇବେ ।’’

4. All the families ………………………………………………………………….. her needs there.
ଗାଁର ସମସ୍ତ ପରିବାରବର୍ଗ ନିଜର ପ୍ରିୟ ବୁଢ଼ାଲୋକମାନଙ୍କୁ ଦୁଃଖରେ ବିଦାୟ ଦେଲେ । ସେମାନେ ଯାଇ ଗାଁ ପାଖ ପାହାଡ଼ତଳି ଅଞ୍ଚଳରେ ରହିଲେ । କିନ୍ତୁ ‘ତାରୋ’ ଏପରି ବିଦାୟ ମୁହୂର୍ତ୍ତକୁ ଆଦୌ ସହିପାରିଲା ନାହିଁ କାରଣ ସେ ତା’ର ବୁଢ଼ୀମା’କୁ ଅତ୍ୟନ୍ତ ଭଲ ପାଉଥିଲା । ସେ ତା’ର ବୁଢ଼ୀ ମା’କୁ ଘରର ପଛପଟେ ଥିବା ଏକ ମାଟିତଳ କୋଠରିରେ ଚୁପ୍‌ଚାପ୍ ଛାଡ଼ିଦେଲା । ସେ ସେହି ଜାଗାକୁ ବୁଢ଼ୀମା’ ପାଇଁ ଖାଦ୍ୟ ପଠାଇଲା ଏବଂ ତା’ର ସମସ୍ତପ୍ରକାର ଯତ୍ନ ନେଲା ।

BSE Odisha 8th Class English Solutions Lesson 3 A Wise Grandmother

Word Meaning
peace : the state of being clam and quite
rainfall : water falling in drops from vapour condensed in the atmosphere ( ବୃଷ୍ଟିପାତ)
drought : a long period of time when there is little or no rain (ଅନାବୃଷ୍ଟି | ମରୁଡ଼ି)
scarce : rare / deficient (ବିରଳ | ଦୁର୍ଲଭ)
headman : chief (ମୁଖ୍| ମୁଖ୍ୟବ୍ୟକ୍ତି)
worried : troubled / upset (ଚିନ୍ତିତ)
solve : to find a solution (ସମାଧାନ କରିବା )
problem : trouble (ସମସ୍ୟା)
grown : develop / mature
without : in absence of
solution : removal of doubt / problem (ସମାଧାନ)
improve : make better / correct
situation : condition / position (ଅବସ୍ଥା | ପରିସ୍ଥିତି)
easier : not difficult
farewell : taking leave / parting (ବିଦାୟ)
parting : separation (ଅଲଗା ହେବା | ବିଚ୍ଛେଦ)
attachment : affection / devotion (ସ୍ନେହ । ଆସକ୍ତି)
quietly : silently (ଚୁପ୍‌ଚାପ୍)
underground : under the surface of the ground (ଭୂଗର୍ଭ)
courtyard : an open space in front of a large house
supplied : provide (ଯୋଗାଇ ଦେବା)
look after : take care of (ଯତ୍ନ ନେବା)
needs : of necessity (ଆବଶ୍ୟକତା)

Comprehension Questions and Answers

Question 1.
Who was Taro? Who lived with him?
(ତାରୋ କିଏ ? କିଏ ତାଙ୍କ ସାଙ୍ଗରେ ରହୁଥିଲେ ? )
Answer:
Taro was a young farmer in Japan. Taro’s old grandmother lived with him.

Question 2.
What kind of life did Taro live?
(ତାରୋର ଜୀବନଶୈଳୀ କିପରି ଥିଲା ?)
Answer:
Taro lived in peace and happiness by growing his own rice, wheat and vegetables.

Question 3.
What troubles came to the villagers?
(ଗ୍ରାମବାସୀଙ୍କ ପ୍ରତି କି ବିପଦ ଆସି ପହଞ୍ଚିଲା ?)
Answer:
Once there was no rainfall and the village was affected by drought. It dried the fields and wells which became a great trouble for villagers.

BSE Odisha 8th Class English Solutions Lesson 3 A Wise Grandmother

Question 4.
Who were forced to leave the village? Why?
(ଗ୍ରାମ ଛାଡ଼ିବାକୁ କିଏ ବାଧ୍ୟ ହେଲେ ? କାହିଁକି ?)
Answer:
All the old people above sixty were forced to leave the village because of a shortage of food.

Question 5.
Who stayed back in the village? Why?
(ଗ୍ରାମରେ କେଉଁମାନେ ରହିଲେ ? କାହିଁକି ?)
Answer:
The young people stayed back in the village because they were strong and capable to work hard to improve the situation.

Question 6.
Was the village headman’s decision right?
(ଗ୍ରାମ ମୁଖୁଆଙ୍କ ନିଷ୍ପତ୍ତି ଠିକ୍ ଥିଲା କି ?)
Answer:
Yes, the village headman’s decision was right.

Question 7.
How did the young people feel when they said goodbye to their old parents and grandparents?
( ରଦ୍ଧ ପିତାମାତାଙ୍କ ବିଦାୟ ଦେଲାବେଳେ ଯବପିଢୀ କିପରି ଅନୁଭବ କରିଥିଲେ ?)
Answer:
The young people felt very sad when they said goodbye to their old parents and grandparents.

Question 8.
How would you feel if you were the young villager?
(ତମେ ମବ ଗ୍ରାମବାସୀ ହୋଇଥଲେ କିପରି ଅନୁଭବ କରିଥା’ନ୍ତ ?)
Answer:
I would feel sad if I were a young villager.

Question 9.
Why did Taro not send his grandma with other old people?
( ତାରୋ ତା’ର ଜେଜେମା’ଙ୍କୁ ବୃଦ୍ଧ ଲୋକଙ୍କ ସଙ୍ଗରେ କାହିଁକି ପଠାଇଦେଲା ? )
Answer:
Taro did not send his grandma with other old people because he was deeply attached to his dear grandmother.

Question 10.
What did he do with her?
(ସେ ତାଙ୍କ ସହିତ କ’ଣ କଲା ?)
Answer:
Taro did not send his grandmother to the mountain village. He quietly took her to an underground room at the back of the courtyard.

BSE Odisha 8th Class English Solutions Lesson 3 A Wise Grandmother

Session-2
SGP – 2
Read paragraphs 5-8 silently and answer the questions that follow.
(୫ମର ୮ମ ଅନଳେଦଟି ପାଠକରି ( ନୀରବରେ) ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

5. But troubles ……………………………………………………………………….. the food they needed.
କିନ୍ତୁ ସମସ୍ୟା ପରେ ସମସ୍ୟା ମାଡ଼ି ଆସିଲା । କିଛି ସପ୍ତାହପରେ, ଗାଁ ମୁଖ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଲେ ଯାହାକି ସମସ୍ତଙ୍କର ଜାଣିବା ଦରକାର । ସୂଚନାଟି ପଡ଼ୋଶୀ ସହରର ମୁଖ୍ୟ ସେନାପତିଙ୍କର ଥୁଲା, ଯେ କି ଧମକ ଦେଇଥିଲେ ଯେ ଯଦି ଗ୍ରାମବାସୀ ସେ ପଠାଇଥବା ତିନୋଟି ଜଟିଳ ପ୍ରଶ୍ନର ଉତ୍ତର ନ ଦେଇପାରନ୍ତି, ତା’ ହେଲେ ତାଙ୍କ ଜମିର ଅର୍ଦ୍ଧେକ ନେଇଯିବେ । କିନ୍ତୁ ଯଦି ସଠିକ୍ ଉତ୍ତର ଦିଅନ୍ତି ତା’ହେଲେ ଗ୍ରାମବାସୀଙ୍କୁ ସେ ଆବଶ୍ୟକୀୟ ସମସ୍ତ ଖାଦ୍ୟ ଯୋଗାଇଦେବେ ।

6. Taro quickly …………………………………………………………………….. remain on the water.”
‘ତାରୋ’ ସଙ୍ଗେ ସଙ୍ଗେ ବୁଢ଼ୀମା’କୁ ଜଟିଳ ପ୍ରଶ୍ନ ବିଷୟରେ କହିବାକୁ ଘରକୁ ଦୌଡ଼ିଲା, କାରଣ ସେ ଭାବିଲା, ଯଦି ବୁଢ଼ୀମା’ ସଠିକ୍ ଉତ୍ତର ଦେଇଦେବେ, ତା’ ହେଲେ ମୁଖୁଆ ବୁଢ଼ୀମା’କୁ ଗାଁରେ ରହିବା ପାଇଁ ନିଶ୍ଚୟ ଅନୁମତି ଦେବେ । ‘ବୁଢ଼ୀମା’, ଶୁଣ, ଦୟାକରି ମନ ଦେଇ ଶୁଣ । ତୁମେ କହିପାରିବ କି ଗୋଟିଏ କାଠଗଣ୍ଡିର କେଉଁ ଅଂଶଟି ଅଗ୍ର ଭାଗର ଏବଂ କେଉଁ ଅଂଶଟି ମୂଳପାର୍ଶ୍ଵର ?’ ତାରୋ କହିଲା । ବୁଢ଼ୀ ମା’ ଆଖୁ ବନ୍ଦ କରି ଗଭୀର ଭାବରେ ଚିନ୍ତା କଲେ । ତା’ପରେ ଆଖୁ ଖୋଲି ଲେ କହି ଲେ , ‘‘କାଠଗଣ୍ଡିଟିକୁ ପାଣିରେ ଭସାଇ ଦିଅ । ମୂଳ ପାର୍ଶ୍ଵର ଅଂଶଟି ପାଣିରେ ବୁଡ଼ିଯିବ କିନ୍ତୁ ଅଗ୍ରଭାଗର ଅଂଶଟି ପାଣି ଉପରେ ଭାସିବ ।’’

Read paragraph 5-8 silently and answer the questions that follow.

7. Taro smiled with …………………………………………………………………….. said Taro.
‘ତାରୋ’ ଖୁସିରେ ନାଚି ଉଠିଲା । ଉତ୍ତରଟି ନିଶ୍ଚିତ ଠିକ୍ ହୋଇଥବ ଅନୁଭବ କରି ସେ ଦ୍ଵିତୀୟ ଜଟିଳ ପ୍ରଶ୍ନଟି ପଚାରିଲା, ‘ତୁମେ ପାଉଁଶରେ ଦଉଡ଼ି କେମିତି କରିପାରିବ, ବୁଢ଼ୀମା’ ?’’ ବୁଢ଼ୀ ମା’ ଆଖୁ ବନ୍ଦ କରି ଗଭୀର ଚିନ୍ତାମଗ୍ନ ହେବାରୁ ତାଙ୍କ କପାଳ ସଙ୍କୁଚିତ ହୋଇଗଲା । ସେ ଆଖ୍ ଖୋଲିଲେ ଓ କହିଲେ, ‘ଗୋଟିଏ ଶକ୍ତ ଦଉଡ଼ିଟି ନିଅ । ଏହାକୁ ସମ୍ପୂର୍ଣ୍ଣ ଭାବରେ ଲୁଣଦ୍ବାରା ବୋଳିଦିଅ, ଦଉଡ଼ିର ଗୋଟିଏ ମୁଣ୍ଡରେ ନିଆଁ ଲଗାଇଦିଅ । ଧୀରେ ଧୀରେ ଏହା ଇଞ୍ଚେ ଇଞ୍ଚେ ଜଳିଜଳିଯିବ ଏବଂ ଶେଷକୁ ଏହା ପାଉଁଶର କୁଣ୍ଡଳୀ ହୋଇ ଯାଇଥବ । ‘‘ଓ, ବହୁତ ବଢ଼ିଆ । ତୁମେ ଅତି ଚମତ୍କାର ବୁଢ଼ୀ ମା’ ! ଏବେ, ମୁଁ ତୃତୀୟ ଜଟିଳ ପ୍ରଶ୍ନଟି ପଚାରିପାରେ କି ?’’ ‘ତାରୋ’କହିଲା ।

8. “Go ahead, …………………………………………………………………. like my grandma !.”
“ ଆଗକୁ ବଢ଼, ମୁଁ ଦେଖେ ଉତ୍ତର ଦେଇପାରୁଛି କି ନାହିଁ ।’? ‘‘ଠିକ୍ ଅଛି, ଏହା ହେଉଛି ଗୋଟିଏ ଶେଷ ପ୍ରଶ୍ନ । ଗୋଟିଏ ଅଙ୍କାବଙ୍କା ନଳୀ ମଧ୍ଯରେ ପଶମ ସୂତାକୁ ପୂରାଇ ବାହାର କରିପାରିବ ?’’ ବୁଢ଼ୀ ମା’ ଜୋର୍‌ରେ ହସି ଉଠିଲେ । ‘ଏଇଟା ଅତି ସହଜ, ସୂତାକୁ ଧରି, ପିମ୍ପୁଡ଼ି ଗୋଡ଼ରେ ଏହାକୁ ବାନ୍ଧିଦିଅ । ନଳୀର ଗୋଟିଏ ମୁହଁରେ କିଛି ମହୁ ରଖିଦିଅ ଏବଂ ଅନ୍ୟ ମୁହଁ ଭିତରେ ପିମ୍ପୁଡ଼ିକୁ ପୁରାଇଦିଅ । ନଳୀଟି ଯେତେ ଅଙ୍କାବଙ୍କା ହୋଇ ଥାଉନା କାହିଁକି, ପିମ୍ପୁଡ଼ି ମହୁ ପାଇଁ ଯେକୌଣସି ପ୍ରକାରେ ଗୁରୁଣ୍ଡି ଗୁରୁଣ୍ଡି ସେ ମୁହଁ ପାଖରେ ପହଞ୍ଚିଯିବ ।’’ ‘ସତରେ ମୋ ବୁଢ଼ୀ ମା’ କେତେ ମହନୀୟ !’’

BSE Odisha 8th Class English Solutions Lesson 3 A Wise Grandmother

Word Meaning
later : at a time in the future
notice : a small announcement/notification
put up : keep in front
warlord : a military leader who exercises civil power in a particular are when the Central Government is weak
threaten : to present a danger to something/someone
riddles : puzzle / a question that is difficult to understand and that has a surprising answer
allow : permit/grant
log : bulky unshaped wood
root : bottom/origin / part of plants that sucks in water
sink : fall below the surface of water
happiness : joy/pleasure
rope : twisted cord
ashes : powder residue left after fire
forehead : The part of face above eyes and below hair
creased : to make wrinkles on the skin
pour : cause to flow in a stream
superb : grand/superior / Magnificient
hollow : having a hole or empty space inside
crooked : bent or twisted
curved : having a round shape
hearty : cheerful and full of energy
thread : a long thin piece of cotton, silk, etc.
push : use arms or body to move forward
crawl : creep/move as a worm
wonderful : extraordinary/fantastic

Comprehension Questions and Answers

Question 1.
What did the warlord want the villagers to do?
(ସେନାପତି ଗ୍ରାମବାସୀଙ୍କୁ କ’ଣ କରିବାକୁ ଇଚ୍ଛା କରୁଥିଲା ?)
Answer:
The warlord wanted the villagers to answer his three riddles otherwise he would take half of the village.

Question 2.
What was the warlord’s first riddle?
(ସେନାପତିଙ୍କର ପ୍ରଥମ ପ୍ରହେଳିକାଟି କ’ଣ ଥିଲା ?)
Answer:
The warlord’s first riddle was to know which part of a log is close to the top and which is closer to the root.

Question 3.
What was the grandmother’s answer to it?
(ଜେଜେମା’ ଏହାର କି ଉତ୍ତର ଦେଇଥିଲେ ?)
Answer:
Taro’s grandmother answered the first riddle. She suggested to float the log on water. The root part will sink and the upper part will float.

BSE Odisha 8th Class English Solutions Lesson 3 A Wise Grandmother

Question 4.
What was the second riddle?
(ଦ୍ଵିତୀୟ ପ୍ରହେଳିକାଟି କ’ଣ ଥିଲା ?)
Answer:
The second riddle was to know the process of making a rope of ashes.

Question 5.
What was the right answer to it?
(ଏହାର ସଠିକ୍ ଉତ୍ତରଟି କ’ଣ ?)
Answer:
The right answer to the second riddle was to take a strong rope with salt poured over it. Then one end of the rope should be lighted which will bum it inch by inch and the coil of ashes will be left.

Question 6.
What was the third riddle?
(ତୃତୀୟ ପ୍ରହେଳିକାଟି କ’ଣ ଥିଲା ?)
Answer:
The third riddle was to know the process of passing a silk thread through a crooked and curved hollow pipe.

Question 7.
What was the answer?
(ଉତ୍ତରଟି କ’ଣ ଥିଲା ?)
Answer:
The old lady answered the third riddle with a hearty laugh. She advised to tie the thread to the leg of an ant and push it into the pipe keeping some honey at the other end.

Question 8.
When the grandma listened to the riddles she kept her eyes closed for some time. Why?
( ଜେଜେମା’ ପ୍ରହେଳିକା ଶୁଣିବା ସମୟରେ ନିଜର ଆଖି ବନ୍ଦ କରି ଦେଉଥିଲେ । କାହିଁକି ?)
Answer:
Grandmother closed her eyes for sometime before giving answers to riddles beacuse she was trying to find a suitable answer to the riddles.

Question 9.
What would have happened to the people in the mountain village?
(ପାହାଡୀ ଗ୍ରାମରେ ଥ‌ିବା ଲୋକମାନଙ୍କର ଅବସ୍ଥା କ’ଣ ହୋଇଥା’ନ୍ତା ? )
Answer:
The people in the mountain village would have got sufficient food to eat, but they would have suffered the sorrow of separation from their families.

BSE Odisha 8th Class English Solutions Lesson 3 A Wise Grandmother

Session-3
SGP – 3
Read paragraphs 9- 11 silently and answer the questions that follow.
(୯ମ ଠାରୁ ଏକାଦଶ ଅନୁଚ୍ଛେଦ ପର୍ଯ୍ୟନ୍ତ ନୀରବରେ ପାଠକରି ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

9. Taro was thrilled ……………………………………………………………………………… answered all of them.”
‘ତାରୋ’ ଖୁସିରେ ଆତ୍ମହରା ହୋଇଗଲା । ସେ ଆନନ୍ଦରେ ତାଳିମାରି ଡେଇଁପଡ଼ିଲା । ‘ମୁଁ ଭାଗ୍ୟବାନ୍ , ଏଭଳି ବିଜ୍ଞ ବୁଢ଼ୀ ମା’ ପାଇଛି ।’’ ଏହି କଥା କହିକହି ସେ ଗାଁ ମୁଖ୍ଙ୍କ ନିକଟକୁ ଦୌଡ଼ିଲା । ମୁଖୁଆଙ୍କୁ ସେ ଉତ୍ତରଗୁଡ଼ିକ ଜଣାଇଲା ଏବଂ ମୁ ମଧ୍ୟ ଏହାସବୁ ଠିକ୍ ବୋଲି ଏକମତ ହେଲେ । ତାଙ୍କ ଗାଁରେ ଏଭଳି ଏକ ଜ୍ଞାନୀ ଯୁବକ ଅଛି ଜାଣି ମୁଖ୍ୟ ଅତି ଆନନ୍ଦିତ ହେଲେ । ‘ନା’ ଆଜ୍ଞା, ଉତ୍ତର ଦେବା ଲୋକ ମୁଁ ନୁହେଁ ।’’ ତାରେ ମୁଣ୍ଡ ନୁଆଁଇ ବିନମ୍ରଭାବରେ କହିଲା । ‘ସେ ହେଉଛନ୍ତି ମୋର ବୁଢ଼ୀ ମା’ ଯିଏ ସମସ୍ତ ଉତ୍ତର ଦେଇଛନ୍ତି ।’’

10. The headman was full ……………………………………………………………………. saved the village.
ସମସ୍ତ ବୃଦ୍ଧଲୋକଙ୍କ ଅଦରକାରୀ ଭାବିଥିବାରୁ ମୂଖୁଆଙ୍କର ମନ ଅନୁଶୋଚନା ଓ ଲଜ୍ଜାରେ ପରିପୃଷ୍ଠ ହୋଇଗଲା । ସେ ‘ତାରୋ’କୁ ଧନ୍ୟବାଦ ଦେଲେ ଏବଂ ବହୁତ ଉପହାର ଦେଲେ ଏବଂ ଗ୍ରାମର ସମସ୍ତ ଲୋକଙ୍କୁ ଏକତ୍ରିତ କରି ଯାହାଙ୍କର ବିଜ୍ଞତା ଓ ବିଚାରଶୀଳତା ପାଇଁ ଗ୍ରାମ ରକ୍ଷା ପାଇପାରିଲା, ସେହି ବୁଢ଼ୀ ମା’ଙ୍କୁ ସମ୍ମାନିତ
କଲେ ।

11. The same day …………………………………………………………… Taro’s grandmother.
ସେହିଦିନ ହିଁ ମୁଖ୍ୟା ଗ୍ରାମର ସମସ୍ତ ବୃଦ୍ଧବୃଦ୍ଧାମାନଙ୍କୁ ସମ୍ମାନଜନକ ଭାବରେ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ ସେମାନେ ସେଠାରେ ଆରାମ ଓ ଆନନ୍ଦଦାୟକ ଜୀବନ ଅତିବାହିତ କଲେ । ତା’ପରେ ବର୍ଷା ହେଲା ଏବଂ କୂଅଗୁଡ଼ିକ ଜଳରେ ପୂର୍ଣ୍ଣ ହୋଇଗଲା । ଜମିରେ ଭଲ ଫସଲ ହେଲା ଏବଂ ଗ୍ରାମଟି ପୁଣିଥରେ ସମୃଦ୍ଧିଶାଳୀ ହୋଇଗଲା, ଏସବୁ ତାରୋର ବୁଢ଼ୀ ମା’ ପାଇଁ ସମ୍ଭବ ହେଲା ।

Word Meaning
thrilled : very excited and pleased, very much happy
rushed : moved fast
pleased : delighted / feel happy
humbly : in a modest way
bowing : bending the head down
remorse : a feeling of guilt, regret

BSE Odisha 8th Class English Solutions Lesson 3 A Wise Grandmother

Comprehension Questions and Answers

Question 1.
The village headman was full of shame and repentance. Why?
(ଗ୍ରାମର ମୁଖୁ ଲଜ୍ଜା ଓ ପରିତାପରେ ରହିଲେ । କାହିଁକି ? )
Answer:
The village headman was full of shame and repentance because he had thought all the old people useless.

Question 2.
How did he deal with Taro and his grandmother?
(ସେ ତାରୋ ଓ ତା’ର ଜେଜେମା’ ସହିତ କି ବ୍ୟବହାର କରିଥିଲେ ?)
Answer:
The village headman thanks Taro and gifted him handsomely. He also gladly honoured Taro’s grandmother in a gathering of villagers.

Question 3.
Why did he reward them?
(ସେ କାହିଁକି ସେମାନଙ୍କୁ ପୁରସ୍କୃତ କରିଥିଲେ ?)
Answer:
The village headman reward both Taro and his grandmother because Taro’s decision and the wisdom of the old lay had saved the village.

Question 4.
What did he do with the old people?
(ସେ ବୃଦ୍ଧ ଲୋକମାନଙ୍କର କ’ଣ କଲେ ?)
Answer:
He ordered to bring back all the old people to the village with respect and allow them to live in comfort and happiness.

Question 5.
What happened with the old people returning to the village?
(ବୃଦ୍ଧ ଲୋକମାନେ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିବା ପରେ କ’ଣ ଘଟିଲା ?)
Answer:
When the old people returned to the village, it rained and all the wells were filled. The land became fertile again and the villagers lived happily.

Session-4
III. Post-Reading

1. Visual Memory Development Technique (VMDT)

Whole Text : Taro’s life, drought, old people driven out, warlords riddles answers, Taro and grandma, honored, old men returned, happy and peaceful life restored
Part : Paragraph 2 – Taro with grandma in the village, no rainfall, old people moved to the nearby mountain

2. Comprehension Activity
(a) MCQs (Choose the correct alternatives and complete each sentence.

BSE Odisha 8th Class English Solutions Lesson 3 A Wise Grandmother

Question 1.
Taro lived happily with his ______________________.
(A) father
(B) grandfather
(C) mother
(D) grandmother
Answer:
(D) grandmother

Question 2.
The village headman ordered the old people to move to the nearby ________________.
(A) hillside
(B) lakeside
(C) mountainside
(D) roadside
Answer:
(C) mountainside

Question 3.
Taro hid his grandmother in _________________________.
(A) an old building
(B) an underground room
(C) a farmhouse
(D) a grain store
Answer:
(B) an underground room

Question 4.
The ___________________ set three riddles for the villagers.
(A) warlord
(B) landlord
(C) judge
(D) king
Answer:
(A) warlord

Question 5.
The ___________________ answered all the riddles.
(A) village headman
(B) old villagers
(C) Taro
(D) Taro’s grandmother
Answer:
(D) Taro’s grandmother

(b) Match the SGPs with their main ideas.

Match the SGPs with their main ideas.

Answer:

Match the SGPs with their main ideas Answers

BSE Odisha 8th Class English Solutions Lesson 3 A Wise Grandmother

Session-5
3. Listening

Listen to your teacher reading out the paragraph.
(ଶିକ୍ଷକ ଅନୁଚ୍ଛେଦଟିକୁ ପାଠ କରିବା ସମୟରେ ତାଙ୍କୁ ଶୁଣ ।)

Fill in the gaps while listening. (Question with Answer)
(ଶୁଣିବା ସମୟରେ ଶୂନ୍ୟସ୍ଥାନ ପୂରଣ କର ।)

Listen to your teacher reading out the paragraph.
Answer:
“That’s easy. Take the thread, tie the leg of an ant to the thread, put some honey at one end of the pipe and push the ant from the other end. The ant is sure to crawl through for the honey at the other end, however crooked or curved the pipe may be.”

4. Speaking

Here are some dialogues of the conversation between Taro and his grandmother. Practice them.

Steps for practice
1. Rehearsal – teacher reads aloud, students listen. Teacher reads aloud and students repeat after him / her dialogue by dialogue.
2. Teacher vs. Students
3. Students vs. students (in two groups) (They do this reading from the Text)
Taro : Grandma, listen. Please listen carefully.
Grandmother : Yes.
Taro : Can you please solve a riddle for me ?
Grandmother : Yes, with pleasure.
Taro : Can you tell which part of a log is closer to the top and which part is closer to the root ?
Grandmother : (Closes her eyes for a moment and says) Float the log on water. The part closer to the root will sink, but the part closer to the top will float.
Taro : Thank you. A second question for you : How can you make a rope of ashes ?
Grandmother : Hum…m… Well, take a strong rope. Pour salt all over the rope. Light one end of it. It’ll bum slowly inch by inch and what’s left at the end is the coil of ashes.
Taro : Wow ! That’s great! You’re superb, grandma ! So, can I ask my last question ?
Grandmother : Go ahead. Let me see if I can.

BSE Odisha 8th Class English Solutions Lesson 3 A Wise Grandmother

Session-6
5. Vocabulary
(a) Read the clues and find the words in the story. Figures in brackets indicate the paragraph numbers. (Question with Answer)

Read the clues and find the words in the story. Figures in brackets indicate the paragraph numbers

Answer:
Read the clues and find the words in the story. Figures in brackets indicate the paragraph numbers Answer

(b) Riddle Game
Match the riddles with

Match the riddles with

Answer:
Riddle Game Answers

(c) Write some riddles. One is done for you. Ask friends/class to solve your riddles.

Write some riddles. One is done for you. Ask friends class to solve your riddles.

Answer:
Write some riddles. One is done for you. Ask friends class to solve your riddles Answers

BSE Odisha 8th Class English Solutions Lesson 3 A Wise Grandmother

Session-7
6. Writing
Write answers to the following questions.

Question (i)
Why did the crops fail?
Answer:
Once there was no rain. Ponds and wells dried up. A drought came. It dried all wells and fields. So the crops became scarce.

Question (ii)
Why did the village headman send all the old people out of the village?
Answer:
There is a drought in the village. So the village headman sent all the old people out of the village to live in a mountainside where they can easily get food.

Question (iii)
Why were the young people not sent out?
Answer:
The young people were not sent out because they were strong and could work hard to improve the situation after the drought.

Question (iv)
What did Taro do with her grandmother?
Answer:
Taro did not send her grandmother with other old people. He hid her in an underground room and took care of her as he loved her ‘ deeply.

Question (v)
What did the warlord want the villagers to do?
Answer:
The warlord wanted the villagers to answer his three riddles, otherwise, he threatened to take half of the land of the village.

Question (vi)
What was the warlord’s first riddle?
Answer:
The warlord’s first riddle was to tell which part of a log is closer to the top and which is closer to the root.

Question (vii)
What was the grandmother’s answer to it?
Answer:
The grandmother advised floating the log on water. The part which sinks is the root part and the floating part is the top.

Question (viii)
What was his second riddle?
Answer:
The second riddle was how to make a rope of ashes.

Question (ix)
What was its answer?
Answer:
The answer to the second riddle was to pour salt over a strong rope and then put it on fire. After the rope is burnt, the remainings will be a coil of ashes.

Question (x)
What was his third riddle?
Answer:
The third riddle was to know how to pass a silk thread through a crooked and curved hollow pipe.

BSE Odisha 8th Class English Solutions Lesson 3 A Wise Grandmother

Question (xi)
What was its right answer?
Answer:
The right answer was to tie the thread to the leg of an ant. At one end of the pipe, some honey should be kept and the ant should be pushed through from the other end.
It will crawl through for honey and carry the thread.

Question (xii)
How did the village headman feel when he knew about the grandmother’s role?
Answer:
The village headman was ashamed and he regretted for his idea that all old people were useless.

Question (xiii)
What did he do for Taro and his grandmother?
Answer:
He thanked Taro and gave him many gifts. He also honored Taro’s grandmother for her wisdom which saved the village.

Question (xiv)
What happened after the old people returned?
Answer:
When all the old people returned to the village. It rained and all the wells were filled. The land became fertile again.

Session-8
7. Mental Talk

Old is gold.
We owe a lot of our elders in the first place. So elderly people must be taken care of.

Tail-Piece

It is the age-old experience and wisdom of our elderly people that counts much. You got to know it from the story “A Wise Grandmother.” Let’s read another story and see what it tells.
(ଏହାହିଁ ବୟସ୍କ ଲୋକମାନଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ବୁଦ୍ଧିମତ୍ତା ଯାହାର ଗୁରୁତ୍ୱ ରହିଛି । “A Wise Grandmother” ( ଜଣେ ବୁଦ୍ଧିମତୀ ଆଈମା’) କାହାଣୀରୁ ତୁମେ ଏହା ଜାଣିଲ । ଆସ ଅନ୍ୟ ଏକ କାହାଣୀ ପାଠ କରିବା ଏବଂ ଏହା କ’ଣ ଶିକ୍ଷା ଦିଏ, ଜାଣିବା ।)

BSE Odisha 8th Class English Solutions Lesson 3 A Wise Grandmother

The Land Without Old Men
Long long ago, ………………………………………………………………………… all old people.

ଅନେକ ଦିନ ପୂର୍ବେ ଗୋଟିଏ ଶୀତପ୍ରଧାନ ଦେଶର ଯୁବକମାନେ ସମସ୍ତ ବୃଦ୍ଧ ଲୋକଙ୍କୁ ମାରି ଦେବାକୁ ମନସ୍ଥ କଲେ । ସେମାନେ ଭାବିଲେ ଧଳା ଦାଢ଼ିରେ ସେମାନେ ଅଧ‌ିକ ଦିନ ବଞ୍ଚିବାର ଆବଶ୍ୟକତା କ’ଣ ? ସେମାନେ ତାଙ୍କ ସମୟ ଓ ଜୀବନ ବିତାଇ ସାରିଛନ୍ତି । ‘‘କିନ୍ତୁ ଆମେ ସେମାନଙ୍କୁ ଆବଶ୍ୟକ କରୁ’’, ଜଣେ ଲୋକ କହିଲେ ଯିଏ ଯୁବକ ବା ବୁଢ଼ା ନ ଥିଲେ । କିନ୍ତୁ ରାଜା ଯୁବକ ଥିଲେ । ତେଣୁ ଆଦେଶ ଦେବା ତାଙ୍କୁ ଅସୁବିଧା ହେଲା ନାହିଁ । ସେ ଘୋଷଣା କଲେ ଯେ ଯେଉଁମାନେ ୫୦ ବର୍ଷ ବୟସରେ ପହଞ୍ଚି ଯାଇଛନ୍ତି, ସେମାନଙ୍କୁ ମାରି ଦିଆଯିବ । ତେଣୁ ଅକେ ବୁଦ୍ଧିମାନ ବୃଦ୍ଧିଲୋକଙ୍କୁ ମାରି ଦିଆଗଲା ଏବଂ ସେମାନଙ୍କ ସହିତ ଅନେକ ଜ୍ଞାନର ସମାପ୍ତ ଘଟିଲା ।

ଜଣେ ଯୁବକ ତାଙ୍କ ବୃଦ୍ଧ ପିତାଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ । ଯାହା ହେଲେ ବି ସେ ତାଙ୍କ ଜୀବନ ପାଇଁ ବାପାଙ୍କ ପାଖରେ ଋଣୀ ଥିଲେ । ତେଣୁ ସେ ବାପାଙ୍କୁ ଗୋଟିଏ ମାଟିତଳେ ଗୁପ୍ତ କୋଠରିରେ ଲୁଚାଇ ରଖୁଲେ ଏବଂ ତାଙ୍କର ଯତ୍ନ ନେଲେ । ସମୟ ଗଡିଚାଲିଲା ଏବଂ କିଛିଦିନ ପରେ ଏକ ଭୟଙ୍କର ମରଡ଼ି ପଡ଼ିଲା । ଯୁବକମାନେ ସମସ୍ତ ପ୍ରକାର ଅସୁବିଧାକୁ ସାମ୍ନା କରିବାକୁ ଚେଷ୍ଟା କଲେ । କିନ୍ତୁ ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଲା । ବରଫ ତରଳିଗଲା ଏବଂ ବସନ୍ତ ଋତୁ ଆସିଲା । କିନ୍ତୁ ସେମାନଙ୍କ ପାଖରେ ଗୋଟିଏ ମଧ୍ୟ ଶସ୍ୟ ମାଟିରେ ପୋତିବା ପାଇଁ ନ ଥିଲା ।

The Land Without Old Men

ଗୁପ୍ତ କୋଠରିରେ ଥ‌ିବା ବୃଦ୍ଧଲୋକ ତାଙ୍କ ପୁଅକୁ ସୁବବେଳେ ଅସୁଖୀ ଥ‌ିବାର ଦେଖ‌ିଲେ । ଦିନେ ସେ ତାଙ୍କ ପୁଅକୁ ପଚାରିଲେ, ‘ତୁମେ ଅସୁବିଧାରେ ଅଛ କି ? ପୁଅ । ତୁମ ବାପାଙ୍କୁ ସବୁ ବିଷୟରେ କୁହ । ସେ ତୁମକୁ ହୁଏତ ସାହାଯ୍ୟ କରିପାରନ୍ତି ।’’ ପୁଅ ତାଙ୍କୁ ମୂଳରୁ ଶେଷ ପର୍ଯ୍ୟନ୍ତ ସମସ୍ତ ସମସ୍ୟା ବିଷୟରେ କହିଲା । ବୃଦ୍ଧ କିଛି ସମୟ ଚିନ୍ତା କଲେ ଏବଂ ତା’ପରେ କହିଲେ, ‘ବର୍ତ୍ତମାନ କାହାକୁ କିଛି କୁହ ନାହିଁ, କିନ୍ତୁ ଯେତେବେଳେ ଶେଷ ବରଫଖଣ୍ଡ ସବୁ ତରଳିଯିବ, ତୁମର ହଳ ଲଙ୍ଗଳ ନିଅ ଏବଂ ଘର ସାମ୍ନା ଗଳିକୁ ଚାଷ କରିଦିଅ ।’’ଯେତେବେଳେ ବସନ୍ତ ଋତୁ ଆସିଲା ଏବଂ ବରଫ ତରଳିଗଲା, ବାପାଙ୍କ କଥା ମୁତାବକ ପୁଅ କାମ କଲା ଏବଂ ସେ କ’ଣ ଦେଖିଲା ? ବସନ୍ତର ବର୍ଷା ପରେ ମାଟି ଭିତରୁ ଗହମ, ମକା, ଯଅ, ଯବ ଏପରିକି ଶିମ୍ବ ଓ ମଟରଜାତୀୟ ଶସ୍ୟ ଗଛ ମାଟିରୁ ଗଜା ହେବାକୁ ଲାଗିଲା । ଏହି ଖବର ସାରା ଦେଶରେ ବ୍ୟାପିଗଲା । ମାଟିରେ ଶସ୍ୟ ନ ବୁଣି ଶସ୍ୟ ଉଠିବା କଥା କେହି କେବେ ଶୁଣି ନ ଥିଲେ । ରାଜା ମଧ୍ୟ ଏକଥା ଶୁଣିଲେ ଏବଂ ସେହି ବାଳକକୁ ତାଙ୍କ ସାମ୍ନାକୁ ଆଣିବାକୁ ଆଦେଶ ଦେଲେ ।

‘ତୁମେ କ’ଣ କଲ ଏବଂ କିପରି ଏହା କଲ ?’’ରାଜା ସହସା ସେ ବିଷୟରେ ପ୍ରଶ୍ନ କଲେ ଏବଂ ଭୟରେ ବାଳକଟି ସତ୍ୟ କଥା କହିଦେଲା । ‘ତୁମ ବାପାଙ୍କୁ ଏଠାକୁଆଣ,’’ ରାଜା ଆଦେଶ ଦେଲେ । ‘‘ତୁମେ କିପରି ଜାଣିଲ ଯେ ଘର ସାମ୍ନାରେ ମଞ୍ଜି ସବୁ ରହିଛି ?’’ ରାଜା ପଚାରିଲେ ‘‘ମହାରାଜା, ଟିକିଏ ଚିନ୍ତା କରନ୍ତୁ । ଲୋକେ ଶସ୍ୟକ୍ଷେତ୍ରରୁ ଘରକୁ ଶସ୍ୟ ଆଣିବାବେଳେ କେତେକ ଶସ୍ୟ ବିଜ୍ଞ ବୃଦ୍ଧ ଲୋକଙ୍କୁ ରାଜକୀୟ ପୁରସ୍କାର ଦିଆଗଲା । ସେ ସାରା ଦେଶର ଜୀବନ ରକ୍ଷା କରିଥିଲେ । ସେହଦିନଠାରୁ ସେମାନେ ସମସ୍ତ ବୃଦ୍ଧ ଲୋକଙ୍କୁ ସମ୍ମାନ ଦେଲେ ।

BSE Odisha 8th Class English Solutions Lesson 3 A Wise Grandmother

Word Meaning
melt : to make or become a liquid by heating
pass away : die
reward : something given in return of good work
royal : relating to a king or a queen or their family
terrible : making frightened, unpleasant
wisdom : the quality of being wise

Leave a Comment