BSE Odisha 8th Class English Solutions Lesson 4 The Stonecutter

Odisha State Board BSE Odisha 8th Class English Solutions Lesson 4 The Stonecutter Textbook Exercise Questions and Answers.

BSE Odisha Class 8 English Solutions Lesson 4 The Stonecutter

Session-1
I. Pre-Reading

Here is a Japanese folk-tale. The folk-tale is about a stone cutter. He becomes a rich man, then a king, then the sun, then cloud, then stone-cutter. Let’s read and enjoy.

Here is a Japanese folk-tale

ଏଠାରେ ଏକ ଜାପାନୀ ଲୋକ ଗଳ୍ପ । ଲେ।କ ଗଳ୍ପ ଟି ଗୋଟିଏ ପଥରକଟାଳି ଉପରେ ଲିଖିତ । ପଥରକଟାଳିଟି କିପରି ପ୍ରଥମେ ଧନୀ, ତା’ପରେ ସେ ଦେଶରେ ରାଜା, ତା’ପରେ ସୂର୍ଯ୍ୟ, ତା’ପରେ ମେଘ ଏବଂ ଶେଷରେ ପଥରକଟାଳି ହେଲା, ସେ ସମ୍ପର୍କରେ ଥ‌ିବା ଏହି ଗପଟି ପଢ଼ି ମଜା ନେବା ।

BSE Odisha 8th Class English Solutions Lesson 4 The Stonecutter

II. While Reading

SGP-1
Read paragraphs 1- 2 silently and answer the questions that follow.
(ପ୍ରଥମ ଓ ଦ୍ବିତୀୟ ଅନୁଚ୍ଛେଦଗୁଡ଼ିକୁ ନୀରବରେ ପାଠ କରିବା ପରେ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

1. Kalu was …………………………………………………………………………………. all day.
କାଲୁ ଜଣେ ଦରିଦ୍ର ପଥରକଟାଳି ଥିଲା । ଦିନେ ପ୍ରବଳ ଗରମ ହେଲା ଏବଂ କାଲୁ ଏତେ ଖରାରେ କାମ କରିପାରିବ ନାହିଁ ବୋଲି ଅନୁଭବ କଲା । ସେ ତା’କୁରାଢ଼ିଟିକୁ ତଳେ ଥୋଇଦେଲା ଏବଂ କହିଲା, ‘‘ମୁଁ ଜଣେ ଖୁବ୍ ଧନୀ ଲୋକ ହେବାକୁ ଚାହେଁ । ସେ ସମୟରେ ହଠାତ୍ ଜଣେ ସ୍ଵର୍ଗର ଦେବଦୂତ ପହଞ୍ଚିଲେ ଏବଂ କିହଲେ, ‘ତୁ ଧନୀ ହୋଇଯାଅ ।’’ ସେ ଧନୀ ହୋଇଗଲା । ଦିନରାତି ବସି ରହି ଖୁବ୍ ଖାଇଲା ଏବଂ ନିଶା ସେବନ କଲା ।

2. One day, ………………………………………………………………………… to be the sun”.
ଦିନେ ସେ ଜଣେ ରାଜାଙ୍କୁ ଦେଖିଲା । ରାଜାଙ୍କୁ ଦେଖି ରାଜ୍ୟର ସମସ୍ତ ଲୋକ ନତମସ୍ତକ ହୋଇ ସମ୍ମାନ ଜଣାଇଲେ । କାଲୁ ଏହା ଦେଖି କହିଲା, ଟଙ୍କାଟା ବଡ଼ କଥା ନୁହେଁ । ମୁଁ ଜଣେ ରାଜା ହେବାକୁ ଚାହେଁ । ସ୍ଵର୍ଗର ଦେବଦୂତ କାଲୁର ଅଭିଳାଷ ପୂର୍ଣ୍ଣ କରି, ତାକୁ ରାଜା କରିଦେଲେ । ବର୍ତ୍ତମାନ ସମସ୍ତେ ତାକୁ ନତମସ୍ତକ ହେଲେ । କାଲୁ ଖୁସି ହୋଇଗଲା । ଦିନେ ସେ ପାରିଲ୍‌ରେ ଯାଇଥିଲା । ଉତ୍ତପ୍ତ ସୂର୍ଯ୍ୟରେ ତା’ଶରୀର ଜଳିଗଲା ପ୍ରାୟ ହେଲା । ହଠାତ୍ କାଲୁ ଚିତ୍କାର କରି ଉଠି କହିଲା ‘ମୁଁ ସୂର୍ଯ୍ୟ ହେବାକୁ ଚାହେଁ ।’’

Word Meaning
stonecutter : one who cuts stone to size
axe : an edge tool with a heavy bladed head mounted across a handle
suddenly : abruptly / unexpectedly
angel : divine messenger
heaven : abode of God
bowed : bending the head down in respect or shame
burnt : destroyed / damaged by fire
shouted : to speak loudly

Comprehension Questions and Answers

Question 1.
What was Kalu?
(କାଲୁ କ’ଣ ଥିଲା ?)
Answer:
Kalu was a stonecutter.

Question 2.
Why didn’t he want to work?
(ସେ କାହିଁକି କାମ କରିବାକୁ ଇଚ୍ଛା କଲା ନାହିଁ ?)
Answer:
He didn’t want to work because there was very hot.

Question 3.
What did Kalu want to become?
(କାଲୁ କ’ଣ ହେବାକୁ ଇଚ୍ଛା ଥିଲା ?)
Answer:
Kalu wanted to become a rich man.

Question 4.
Who said, ‘You shall be rich’?
(କିଏ କହିଲେ, ‘‘ତୁମେ ଧନୀ ହୋଇଯାଅ’’ ?)
Answer:
The Angel from heaven said, “You shall be rich.”

Question 5.
What did Kalu do when he became rich?
(କାଲ୍ ଧନୀ ହେବା ପରେ କ’ଣ ହେଲା ?)
Answer:
Kalu ate and drank all day when he became rich.

BSE Odisha 8th Class English Solutions Lesson 4 The Stonecutter

Question 6.
What did he see one day?
(ସେ ଦିନେ କ’ଣ କଲା ?)
Answer:
One day Kalu saw the king of that kingdom and all the people bowed their heads at him with honour.

Question 7.
“Money is not enough, I want to be a king.” Who said ?
(‘ଟଙ୍କା କିଛି ନୁହେଁ, ମୁଁ ଅଜା ହେବାକୁ ଚାହେଁ ।’’ କିଏ କହିଲା ?)
Answer:
“Money is not enough. I want to be a king.” Kalu said.

Question 8.
Who made Kalu a king?
(କାଲୁକୁ କିଏ ରାଜା କଲା ?)
Answer:
The Angel from heaven made Kalu a king.

Question 9.
Why was Kalu happy?
(କାଲୁ କାହିଁକି ଖୁସି ଥୁଲା ?)
Answer:
Kalu was happy because all the people bowed their heads at him with honour.

Question 10.
Who burnt him ? When?
(କିଏ ତାକୁ ପୋଡ଼ି ପକାଇଲା ? କେତେବେଳେ ?)
Answer:
The hot sun burnt him, when he was going around his country.

Question 11.
What did Kalu want to be next?
(ଏହାପରେ କାଲୁ କ’ଣ ହେବାକୁ ଇଚ୍ଛା କଲା ?)
Answer:
Kalu wanted to be sun next.

BSE Odisha 8th Class English Solutions Lesson 4 The Stonecutter

Session-2

SGP-2
Read paragraphs 3-4 silently and answer the questions that follow.
3. The angel ……………………………………………………………………… be a cloud.
ଦେବଦୂତ ପୁନର୍ବାର ଆସିଲେ ଏବଂ କାଲୁକୁ ସୂର୍ଯ୍ୟ କରିଦେଲେ । କାଲୁ ତା’ର ପ୍ରବଳ ତେଜରେ ସବୁ ପଦାର୍ଥ ଜାଳିଦେଲା । ସେ ରାଜାମା ନଙ୍କ ମୁଖ ଜାଲି ଦେଲା । ସେ ଧନୀବ୍ୟକ୍ତିମାନଙ୍କ ମୁଖ ଏବଂ ପଥର କାଟୁଥ‌ିବା ପଥରକଟାଳିଙ୍କ ମୁଖ ମଧ୍ୟ ଜାଳିଦେଲା। ସେ ଖୁସି ହୋଇଗଲା । କିନ୍ତୁ କିଛି ଦିନ ପରେ ତା ତଳେ ଏକ ବାଦଲ ଦେଖିଲା । ଏହି ବାଦଲକୁ ଦେଖି ଚିନ୍ତାକଲା, ବର୍ତ୍ତମାନ ଏହା ଯିବନାହିଁ । ଏଣୁ ସେ ପୃଥ‌ିବୀରେ ଆଉ ପହଞ୍ଚିପାରିବ ନାହିଁ । ଏଣୁ ମେଘ ତା’ଅପେକ୍ଷା ଶକ୍ତିଶାଳୀ ନିଶ୍ଚୟ। ଏଣୁ ସେ ମେଘ ହେବାକୁ ଇଚ୍ଛା କଲା ।

Read paragraphs 3-4 silently and answer the questions that follow.

4. The angel ……………………………………………………………………… by the rain.
ଦେବଦୂତ ପୁନର୍ବାର ଆସିଲେ ଏବଂ ତାକୁ ମେଘରେ ପରିଣତ କରିଦେଲେ । ମେଘ ପ୍ରତିଦିନ ବର୍ଷା କଲା । ଏତେ ବର୍ଷା ହେଲା ଯେ ଲୋକମାନେ ଘରୁ ବାହାରି ପାରିଲେ ନାହିଁ । ସୂର୍ଯ୍ୟ ମଧ୍ୟ ପୃଥ‌ିବୀକୁ କିରଣ ଦେଲେ ନାହିଁ । ଲୋକଟି ଅତ୍ୟଧ୍ୱ ଆନନ୍ଦରେ ବିହ୍ବଳିତ ହୋଇପଡ଼ିଲା । ସେ ସୂର୍ଯ୍ୟଠାରୁ ଶକ୍ତିଶାଳୀ ବୋଲି ନିଜକୁ ଅନୁଭବ କଲା । ପ୍ରବଳ ବର୍ଷା ଫଳରେ ଲୋକ, ଘାସ, ଗଛ, ସବୁକିଛି ଧୋଇଗଲେ ।

BSE Odisha 8th Class English Solutions Lesson 4 The Stonecutter

Word Meaning
turned : changed
below : beneath
shine : to produce or reflect light
overjoyed : be greatly happy
washed away : to take something away by force of water

Question 1.
Did the Angel make Kalu the sun?
(ଦେବଦୂତ କାଲୁକୁ ସୂର୍ଯ୍ୟ କରିଦେଲେ କି ?)
Answer:
Yes, the angel made Kalu, the sun.

Question 2.
What did Kalu burn? How did he feel? Do you like him?
(କାଲୁ କ’ଣ ପୋଡ଼ି ପକାଇଲା ? ତାକୁ କିପରି ଲାଗିଲା ? ତୁମେ ତାକୁ ଭଲ ପାଅ କି ?)
Answer:
He burnt the faces of kings, faces of rich and stone cutters. He felt very happy. No, we don’t prefer it.

Question 3.
Why couldn’t Kalu, the sun reach the earth?
(କାଲୁ-ସୂର୍ଯ୍ୟ ପୃଥ‌ିବୀରେ ପହଞ୍ଚି ପାରିଲା ନାହିଁ କାହିଁକି ?)
Answer:
Kalu, the sun couldn’t reach the earth because below him a cloud was seen which would not go away.

Question 4.
What did Kalu want to be next?
(ଏହାପରେ କାଲୁ କ’ଣ ହେବାକୁ ଇଚ୍ଛା କଲା ?)
Answer:
Kalu wanted to be a cloud next.

BSE Odisha 8th Class English Solutions Lesson 4 The Stonecutter

Question 5.
Was Kalu turned into a cloud?
(କାଲ ମେଘରେ ପରିଣତ ହୋଇଗଲା କି ?)
Answer:
Yes, the angel came again and turned Kalu into a cloud.

Question 6.
Why did people stop coming out of their houses?
( ଲୋକମାନେ ସେମାନଙ୍କ ଘର ବାହାରି ପାରିଲେ ନାହିଁ କାହିଁକି ?)
Answer:
People stopped coming out of their houses because the cloud rained everyday.

Question 7.
Why did not the sun shine on the earth?
( ସୂର୍ଯ୍ୟ ପୃଥ‌ିବୀରେ କିରଣ ଦେଇପାରିଲେ ନାହିଁ କାହିଁକି ?)
Answer:
The sun did not shine on the earth as the cloud covered the sky and rained.

Question 8.
The man was overjoyed. Who is the ‘man’ in the sentence?
( ମନଷ୍ୟଟି କାହିଁକି ଆନନ୍ଦରେ ବିମୋହିତ ହୋଇପଡ଼ିଲା ? ଏଠାରେ ମନୁଷ୍ୟଟି କିଏ ?)
Answer:
The man was overjoyed. Kalu is the ‘man’ here in the sentence.

Question 9.
What did the rain wash away?
(ବର୍ଷା କ’ଣସବୁ ଧୋଇନେଲା ?)
Answer:
The rain washed away the people, the grass, the trees and everything.

BSE Odisha 8th Class English Solutions Lesson 4 The Stonecutter

SGP – 3
Read paragraphs 5 silently and answer the questions that follow.
(ପଞ୍ଚମ ଅନଚ୍ଛେଦଟି ନୀରବରେ ପାଠକରି ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

5. But ………………………………………………………………………… happy.
କିନ୍ତୁ ପ୍ରବଳ ବର୍ଷାରେ ପଥରର କିଛି ହେଲା ନାହିଁ । ପଥର ବର୍ଷା ଫଳରେ ଅବିଚଳିତ ହୋଇ ରହିଲା । କାଲୁ ଏହା ଦେଖିଲା । ସେ ଚିତ୍କାର କରି କହିଉଠିଲା, ‘ମୁଁ ପଥର ହେବାକୁ ଚାହେଁ ।’’ କାରଣ ବର୍ଷାରେ ପଥରର କୌଣସି କ୍ଷତି ହେଉନାହିଁ । ଦେବଦୂତ ସଙ୍ଗେ ସଙ୍ଗେ ଆସି କାଲୁକୁ ପଥର କରିଦେଲେ । ପଥରର ବର୍ଷାରେ କିଛି ହେଲାନାହିଁ । କିନ୍ତୁ ହଠାତ୍ ଜଣେ ବ୍ୟକ୍ତି କୁରାଢ଼ି ଧରି ଆସି ପହଞ୍ଚିଲା ଏବଂ ପଥରକୁ କାଟିବା ଆରମ୍ଭ କଲା । କାଲୁ ପଥର ହେବାକୁ ଇଚ୍ଛା ପ୍ରକାଶ କଲା ନାହିଁ । ଏଥର ଶେଷଥର ପାଇଁ ଦେବଦୂତ ପୃଥ‌ିବୀକୁ ଆସିଲେ ଏବଂ କାଲୁକୁ କହିଲେ ‘ତୁ ଗୋଟିଏ ପଥରକଟାଳି ହୋଇଯିବୁ । ଏଣୁ କାଲୁ ପୁନର୍ବାର ପଥରକଟାଳି ହୋଇଗଲା । ସେ ଗରିବ ହୋଇଗଲା ହେଲେ ସୁଖ ଅନୁଭବ କଲା

Word Meaning
rock : large mass of stone
move : set in motion
anymore : at the present or from now on; usually used with a negative
for the last time : for a later and final time

Comprehension Questions and Answers 

Question 1.
Why did Kalu want to be a rock?
(କାଲୁ କାହିଁକି ପଥରଖଣ୍ଡ ହେବାକୁ ଚାହିଁଲା ?)
Answer:
Kalu wanted to be a rock because it did not move in the heavy rain of the cloud.

Question 2.
Did Kaiu become a rock?
(କାଲୁ ପଥର ହେଲା କି ?)
Answer:
Yes, as kalu wanted to be a rock, the angel came down and turned Kalu into a rock.

Question 3.
Why didn’t he want to be a rock anymore?
(ସେ କାହିଁକି ଆଉ ପଥର ହେବାକୁ ଇଚ୍ଛା କଲା ନାହିଁ ?)
Answer:
Kalu didn’t want to be a rock anymore because there was the stonecutter to cut stones from rock.

Question 4.
What did the angel do then?
(ଦେବଦୂତ ତା’ପରେ କ’ଣ କଲେ ?)
Answer:
The angel came down for the last time made Kalu into rockcutter.

Question 5.
Was Kalu happy to be a stonecutter again ?
(ଆଉ ଥରେ ପୁଣି ପଥରକଟାଳି ହୋଇ କାଲୁ ଖୁସି ଥିଲା କି ?)
Answer:
Yes, Kalu was happy to be a stone cutter again.

BSE Odisha 8th Class English Solutions Lesson 4 The Stonecutter

Session-3
III. Post-Reading

1. Visual Memory Development Technique (VMDT)
(ଦୃଶ୍ୟ ଚିତ୍ର ସାହାଯ୍ୟରେ ସୂତି ଶକ୍ତିର ଉନ୍ନତି ହେବା)
Whole Text: Find the paragraphs which describe Kalu as a stone cutter, rich man, king, the sun, a cloud, a rock.
(କେଉଁ କେଉଁ ଅନୁଚ୍ଛେଦରେ କାଲୁ କେଉଁ କେଉଁ ଅବସ୍ଥା ହୋଇଥିଲା, ଖୋଜି ବାହାର କର ।)
[Kalu as a stone cutter, rich man – para – 1
Kalu as a king – para – 2
Kalu as the sun – para – 3
Kalu as a cloud – para – 4
Kalu as a rock – para – 5 ‘
para – 1,
Part : Paragraph 5-angel, cloud, stonecutter.

2. Comprehension Activities :
( ବୋଧ ପରିମାପକ କାର୍ଯ୍ୟାବଳୀ’)
Choose the correct alternatives and complete the sentences.
(ଚାରିଟି ଉତ୍ତର ମଧ୍ଯର ଠିକ୍ ଉତ୍ତରଟି ବାଛି ବାକ୍ୟ ପୃଷ୍ଠି କର ।)

Question 1.
Kalu was ____________ .
(A) a rich man
(B) a king
(C) a stonecutter
(D) a farmer
Answer:
(C) a stonecutter

Question 2.
__________ burnt Kalu, the king.
(A) The sun
(B) The moon
(C) The fire
(D) The match box
Answer:
(A) The sun

Question 3.
Kalu, the sun could not reach the earth because ____________ came in his way.
(A) a cloud
(B) a star
(C) an eagle
(D) an angel
Answer:
(D) an angel

Question 4.
The people, the grass, the trees, everything was washed away by __________.
(A) the storm
(B) the sea
(C) the rain
(D) the water
Answer:
(C) the rain

Question 5.
At last Kalu became ____________.
(A) a rock
(B) a stonecutter
(C) a woodcutter
(D) a log
Answer:
(B) a stonecutter

BSE Odisha 8th Class English Solutions Lesson 4 The Stonecutter

Session-4

(b) Kalu was a stonecutter. He went through five stages to become a stonecutter again. These five stages are shown in the circle below. Name the stages on the circle.
(କାଲୁ ଗୋଟିଏ ପଥରକଟାଳି ଥିଲା । ସେ ପାଞ୍ଚଟି ଅବସ୍ଥା ଅତିକ୍ରମ କରି ପୁନର୍ବାର ପଥରକଟାଳି ହେଲା । ଗୋଲେଇଟିରେ ପାଞ୍ଚଟି ଖାଲି ଘର ରଖାଯାଇଛି । ସେ ପାଞ୍ଚଟି ଅବସ୍ଥା ସେଥ‌ିରେ ଉଲ୍ଲେଖ କର ।) (ବାମରୁ ଡାହାଣକୁ)

Kalu was a stonecutter. He went through five stages to become a stonecutter again

Answer:
Kalu was a stonecutter. He went through five stages to become a stonecutter again Answer

(c) The following sentences are from the story. But they are not in order. Read the story and put them in right order. The first one is done for you.
(ନିମ୍ନଲିଖ୍ ବାକ୍ୟଗୁଡ଼ିକ ଗଳ୍ପରୁ ଅଣାଯାଇଛି । କିନ୍ତୁ ସେଗୁଡ଼ିକ କ୍ରମରେ ନାହିଁ । ଗପଟିକୁ ପଢ଼ ଏବଂ ସେମାନଙ୍କୁ ସଠିକ କ୍ରମରେ ସଜାଅ । ପ୍ରଥମଟି ତୁମ ପାଇଁ କରିଦିଆଯାଇଛି ।)

The following sentences are from the story

Answer:
2 – “Money is not enough, I want to be a king.”
6 – “You shall be a stonecutter.”
4 – And of course, the man wanted to be a cloud.
1 – “I want to be rich.”
7 – He was poor, but he was happy.
5 – “I want to be a rock.”
3 – “I want to be the sun.”

BSE Odisha 8th Class English Solutions Lesson 4 The Stonecutter

Session-5
3. Listening

(a) Teacher gives dictation of 10 simple words of 3-4 letters from the text like ‘axe’, ‘rich’ etc. Students will write. Then, teacher corrects and gives feedback.
(ଶିକ୍ଷକ ୧୦ଟି ସରଳ ଇଂରାଜୀ ଶବ୍ଦ ଡାକିବେ । ପିଲାମାନେ ତାକୁ ଶୁଣି ବନାନ ନିର୍ଭୁଲ୍ ଥିବା ଲେଖିବାକୁ ଚେଷ୍ଟା କରିବେ ।)
(b) From the list of words given below, your teacher will read aloud some words. You will tick the words while listening to your teacher.
(ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକ ମଧ୍ୟରୁ ତୁମ ଶିକ୍ଷକ ବଡ଼ ପାଟିରେ କେତେକ ଶବ୍ଦ ଉଚ୍ଚାରଣ କରିବେ । ତମେ ତାକୁ ଶୁଣି ନିର୍ଭୁଲ ଭାବରେ ଚିହ୍ନ ଦେବ ।)
List of words:
heaven, enough, around, suddenly, angel, again, overjoyed, people, earth

4. Speaking

(a) Chain-drill : “I’m happy to be a stonecutter again.”
(b) Dialogues/Role-play : (Follow the steps as stated in previous lessons.)
Kalu : I want to be rich.
Angel : You shall be rich.
Kalu : I want to be a king.
Angel : You shall be a king.
Kalu : I want to be the sun.
Angel : You shall be the sun.
Kalu : I want to be a stonecutter.
Angel : You shall be a stonecutter.

Session-6
5. Vocabulary

All the characters of your story are hiding in this cross-word puzzle. Try to find them out.

All the characters of your story are hiding in this cross-word puzzle. Try to find them out.

Clues : All the words are built around the word what Kalu was. Now write the words.
1. CLOUD
2. KING
3. ANGEL
4. RICHMAN
5. SUN
6. ROCK
7. STONECUTTER

BSE Odisha 8th Class English Solutions Lesson 4 The Stonecutter

6. Usage

(a) See the sentence below and fill in the gaps choosing words from the box.
( ତଳେ ଥିବା ବାକ୍ୟଗୁଡ଼ିକ ଦେଖ କେଠରୀ ମଧ୍ଯରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।)
The cloud is stronger than the sun. Therefore, Kalu wanted to be cloud.
(i) A mountain is __________ than a squirrel.
(ii) A coconut tree is __________ than a mango tree.
(iii) Cotton is __________than iron.
(iv) A car runs __________ than a bicycle.
(v) A sea is __________ than a river.
lighter, mightier, larger, taller, faster.

Answer:
(i) A mountain is mightier than a squirrel.
(ii) A coconut tree is taller than a mango tree.
(iii) Cotton is lighter than iron.
(iv) A car runs faster than a bicycle.
(v) A sea is larger than a river.

(b) Look at the following sentence.
The pen is mightier than,the sword. The describing word ‘mighter’ is in its comparative form. It compares ‘pen’ with ‘sword’. It takes the word ‘than’ after it. All words of comparison take ‘than’ after them. Rewrite the following sentences using words in brackets in their comparative forms. One is done for you.

Question (i)
My uncle is (young) my father.
Answer:
My uncle is younger than my father.

Question (ii)
Mango is (sweet) pineapple.
Answer:
Mango is sweeter than pineapple.

Question (iii)
Kashmir is (cool) Kanyakumari.
Answer:
Kashmir is cooler than Kanyakumari.

Question (iv)
Elephant is (big) lion.
Answer:
Elephant is bigger than lion.

Question (v)
Sun is (big) moon.
Answer:
Sun is bigger than moon.

Question (vi)
Ankit is (smart) Swagat.
Answer:
Ankit is smarter than Swagat.

BSE Odisha 8th Class English Solutions Lesson 4 The Stonecutter

Session-7

(c) Notice the underlined words in the sentence taken from you lesson.
(ଦେଖ, ତୁମ ବିଷୟ ମଧ୍ୟରୁ କେତେକ ଶବ୍ଦ ତଳେ ଗାର ଦିଆଯାଇଛି ।)

  • He gut his. axe down.
  • One day, he was going around his country.’
  • The angel came again and turned Kalu into a cloud.
  • The people, the grass, the trees, everything was washed away.
  • He saw a cloud below him. It would not go away. .

In each sentence the first word underlined is a doing word or a verb. When a verb takes another word as underlined, it changes in meaning. For example, ‘wash’ means to clean something with water. When ‘wash’ takes ‘away’ after it, it means carried away by water / flood etc.
(ତଳେ ଦିଆଯାଇଥ‌ିବା ଶବ୍ଦ ପରି ଗୋଟିଏ କ୍ରିୟା ସହିତ ଆଉ ଗୋଟିଏ ଶବ୍ଦ ଯୋଗ ହେଲେ ଏହାର ଅର୍ଥ ପରିବର୍ତ୍ତନ ହୁଏ । ଯେପରି ‘wash’ ଅର୍ଥ ଧୋଇବା କିନ୍ତୁ ଯେତେବେଳେ (wash) away ସେଥିରେ ଯୋଗ ହୁଏ ତାହା ଧୋଇ ହୋଇଯିବା ଅର୍ଥ ପ୍ରକାଶ କରେ ।)

Now match the ‘two word-verbs’ in ‘A’ with their meaning in ‘B’.
( ବର୍ତମାନ ଏହିପରି ଦୁଇ ଶବ୍ଦବିଶିଷ୍ଟ ଶବ୍ଦ ପାଇଁ ‘A’ ଓ ‘B’ ସ୍ତମ୍ଭକୁ ଯୋଗ କର ।)

Now match the ‘two word-verbs’ in ‘A’ with their meaning in ‘B’

Answer:
Now match the ‘two word-verbs’ in ‘A’ with their meaning in ‘B’ Answer

7. Writing

Answer the following questions
Question (i)
What was Kalu?
(କାଳୁ କ’ଣ ଥୁଲଶ ?)
Answer:
Kalu was a stonecutter.

Question (ii)
What did he become?
(ସେ କ’ଣ ହେଲା ?)
Answer:
He became rich.

Question (iii)
Who turned him into different forms?
( କିଏ ତାକ ବିଭିନ୍ନ ରପ ଦେଇଥିଲା ?)
Answer:
The angel turned him into different forms.

Question (iv)
Was he happy with riches?
(ସେ ଧନୀମାନଙ୍କ ସହିତ ଖୁସି ଥିଲା କି ?)
Answer:
No, he was not happy with riches.

Question (v)
Why was he happy as a king?
(ସେ ରାଜା ହୋଇ ଖୁସି ଥିଲା କି ?)
Answer:
He was happy as a king because all the people bowed at him with honour.

BSE Odisha 8th Class English Solutions Lesson 4 The Stonecutter

Question (vi)
How did the sun put him into trouble?
(ସୂର୍ଯ୍ୟ ତାକୁ କି ପ୍ରକାର ବାଧା ଦେଲା ?)
Answer:
The hot sun burnt him when Kalu-king was going around his country.

Question (vii)
How did Kalu, the sun, harm the people?
(କାଲୁ-ସୂର୍ଯ୍ୟ ଲୋକମାନଙ୍କୁ କି ପ୍ରକାର ହଇରାଣ କଲା ?)
Answer:
Kalu, the sun burnt everything. He burnt the faces of kings, faces of rich and stonecutters when they were on work.

Question (viii)
Why couldn’t Kalu, the sun, reach the earth?
(କାଲୁ-ସୂର୍ଯ୍ୟ କାହିଁକି ପୃଥ‌ିବୀରେ ପହଞ୍ଚୁରିଲା ନାହିଁ ?)
Answer:
Kalu, the sun couldn’t reach the earth because a cloud was below him and over the earth. It didn’t move.

Question (ix)
What did Kalu do when he became a cloud?
(କାଲୁ ମେଘ ହେବା ପରେ କ’ଣ କଲା ?)
Answer:
When Kalu became a cloud, he rained heavily everyday for which people couldn’t come out of their houses and the sun didn’t shine on the earth anymore.

Question (x)
Why did Kalu not want become a rock anymore?
(କାଲୁ ଆଉ ଶିଳାଖଣ୍ଡ ହେବାକୁ ଇଚ୍ଛା କଲା ନାହିଁ କାହିଁକି ?)
Answer:
Kalu did not want to become a rock anymore because the stonecutter began to cut stones from a rock with his axe.

Question (xi)
What did the angel make Kalu at last?
(ଦେବଦୂତ ଶେଷରେ କାଲୁକୁ କ’ଣ କଲେ ?)
Answer:
The angel made Kalu a stonecutter at last.

Question (xii)
Why was Kalu happy to be a poor stone cutter ?
(ପଥରକଟାଳି ହେବା ପରେ କାଲୁ କାହିଁକି ଖୁସି ହେଲା ?)
Answer:
Kalu was happy to be a poor stonecutter because he felt a stonecutter was the strongest of all.

8. Mental Talk 

“Our wants are unlimited.”
( ଆମ୍ଭମାନଙ୍କର କାମନାର ଅନ୍ତ ନାହିଁ ।)

“Be happy with what you have.”
( ନିଜର ଯେତିକି ଅଛି, ସେତିକିରେ ସନ୍ତୁଷ୍ଟ ରୁହ ।)

BSE Odisha 8th Class English Solutions Lesson 4 The Stonecutter

9. Let us Think 

Think about the following ways of life.
(ଏହି ଜୀବନଶୈଳୀ ଉପରେ ଚିନ୍ତା କରିବା ।)

We should not be made like Kalu to possess more and still more. It leads to sorrow and dissatisfaction.
(ଆମେ କାଳୁ ପରି ଅସୀମିତ କାମନାଦ୍ଵାରା ବଶୀଭୂତ ହେବା ଉଚିତ ନୁହେଁ । ଏହା ଜୀବନକୁ ବିଷାଦ ଏବଂ ସନ୍ତୋଷ ଆଡ଼କ ଟାଣିନିଏ ।)

Tail-Piece

Read the following text and answer the questions that follow.
( ଏ ଅନଚ୍ଛେଦ ପାଠ କର ଇ ନିମ୍ନ କେତେକ ପ୍ରଶ୍ନର ଉତ୍ତର ଦିଅ ।)

BSE Odisha 8th Class English Solutions Lesson 4 The Stonecutter

Punarmushika Bhaba
In a forest …………………………………………………………………………. the tiger into a rat.
ଗୋଟିଏ ଅରଣ୍ୟରେ ଜଣେ ଋଷି ବା ସନ୍ଥ ରହୁଥିଲେ । ସେ କେବଳ ଫଳମୂଳ ଖାଇ ବଞ୍ଚୁଥିଲେ ଏବଂ ଅଧିକାଂଶ ସମୟ ଯୋଗ ଓ ପ୍ରାର୍ଥନାରେ ବ୍ୟସ୍ତ ରହୁଥିଲେ । ମଣିଷ, ପଶୁ କିମ୍ବା ପ୍ରାଣୀମାନଙ୍କ ସହ କୌଣସି ସମ୍ପର୍କ ନରଖୁ ଅତି ଐକିକ ଜୀବନ ଯାପନ କରୁଥିଲେ । ଥରେ ଗୋଟିଏ ମୂଷା ଆସିଲା ଏବଂ ତାଙ୍କ ଗୁମ୍ଫାରେ ରହିଲା । ଯେତେବେଳେ ଋଷି ଯୋଗ ସାଧନରେ ରହୁଥିଲେ ଏ ମୂଷା ଦୌଡ଼ିଯାଇ ତାଙ୍କ ଫଳକୁ ଆସ୍ତେ ଆସ୍ତେ ରାମ୍ପି ଦେଉଥିଲା ଏବଂ ସନ୍ନ୍ୟାସୀଙ୍କ ସହ ଖେଳ କୌତୁକ କରୁଥିଲା । ଥରେ ଥରେ ସେ ଋଷିଙ୍କ ଉପରେ ଚଢ଼ିଯାଇ ତାଙ୍କ ଯୋଗରେ ବାଧା ଦେଉଥିଲା । କିନ୍ତୁ ଋଷି କିଛି କହୁନଥିଲେ ବରଂ ଉଭୟଙ୍କ ଭିତରେ ଖେଳ କୌତୁକକୁ ଉପଭୋଗ କରୁଥିଲେ । ଦୁହିଁଙ୍କର ଭିତରେ ବନ୍ଧୁତା ଧୀରେ ଧୀରେ ବଢ଼ିଲା ଏବଂ ସେମାନେ ପରସ୍ପରକୁ ଖୁବ୍ ଭଲ ପାଇଲେ । ସନ୍ନ୍ୟାସୀ ମୂଷାର ଖେଳ, କୌତୁକ ଆଉ ଦୁଷ୍ଟାମକୁ ଉପଭୋଗ କରୁଥିଲେ ।

ମୂଷାର ସାଙ୍ଗ ହେବାପରେ ତା’ର କାହାକୁ ଭୟ ନଥିଲା । ସେ ଆନନ୍ଦରେ ଏବଂ ନିରାପଦରେ କାଳାତିପାତ କରୁଥୁଲା ଯେପର୍ଯ୍ୟନ୍ତ ଋଷିଙ୍କ କୁଟୀର ନିକଟକୁ ଗୋଟିଏ ଧଳା ବଣଭୁଆ ଆସିନଥିଲା । ବିରାଡ଼ିଟି ଭୟରେ ପଦାକୁ ବାହାରୁ ନଥୁଳା । ଦିନେ ମୂଷା ଋଷିଙ୍କୁ ଅନୁରୋଧ କଲା, ‘ମହର୍ଷି, ମୋତେ ଗୋଟିଏ ବିରାଡ଼ି କିମ୍ବା ଅନ୍ୟ ବଳବାନ୍ ପ୍ରାଣୀ କରିଦିଅନ୍ତୁ । ତା’ନହେଲେ ବିରାଡି ଭୟରେ ମୁଁ ଖୁସିରେ ଚଳିପାରିବି ନାହିଁ ।’’ ଋଷି, ‘ତଥାସ୍ତୁ’ କହି ମୂଷାକୁ ବିରାଡ଼ିରେ ପରିଣତ କରିଦେଲେ । ଋଷି ଏବଂ ବିରାଡି ଏକଖୁସିରେ ଚଳିଲେ । ବିରାଡି ଋଷିଙ୍କ ଯୋଗ ସାଧନା ସମୟରେ ତାଙ୍କ ଚାରିପଟେ ଘୂରୁଥିଲା । ସମୟ ସମୟରେ ଋଷି ତପସ୍ୟାରେ ଥ‌ିବାବେଳେ ସେ ତାଙ୍କ କୋଳରେ ବସିଯାଉଥିଲା । ଋଷି ମୂଷା ସହିତ କରୁଥିବା ଆନନ୍ଦରୁ ଆହୁରି ଆନନ୍ଦ ପାଉଥିଲେ ।

Punarmushika Bhaba

ବିରାଡ଼ିଟି ଖୁସିରେ ନର୍ଦ୍ଧରେ ଚଳୁଥୁଲା, ଯେତେବେଳ ପର୍ଯ୍ୟନ୍ତ ଋଷିଙ୍କ ଆଶ୍ରମ ନିକଟକୁ ଏକ ବିଲୁଆ ଆସିନଥିଲା । ବିରାଡିଟି ବିଲୁଆ ଆକ୍ରମଣ ଆଶଙ୍କାରେ ଆଉ ପଦାକୁ ବାହାରି ପାରିଲା ନାହିଁ । ଏଣୁ ଦିନେ ଋଷିଙ୍କୁ ସେ ଅନୁରୋଧ କରି କହିଲା ‘ମହର୍ଷି, ମୋତେ ବିଲୁଆ କିମ୍ବା ସେପରି କିଛି ଅନ୍ୟ ପ୍ରାଣୀରେ ପରିଣତ କରିଦିଅନ୍ତୁ । ମୁଁ ବିଲୁଆ ଭୟରେ ଏଠି ନିରାପଦରେ ରହିପାରନାହିଁ ।’’ ଏଣୁ ଋଷି ତଥାସ୍ତୁ କହି ବିରାଡିଟିକୁ ବିଲରେ ପରିଣତ କରିଦେଲେ । ଋଷି ଏବଂ ବିଲୁଆ ଏକାଠି ଆନନ୍ଦରେ ରହିଲେ । ବିଲୁଆ ଆଶ୍ରମକୁ ଜଗି ରହିଲା । ଋଷିଙ୍କ କୁଟୀର ମଧ୍ୟକୁ ଗୋଟିଏ ଛୋଟିଆ ପ୍ରାଣୀକୁ ବି ଛାଡ଼ିଦେଲା ନାହିଁ । ଋଷି ସକାଳ ଓ ସନ୍ଧ୍ୟାରେ ତା’ର ହୁକେ ହୋ’ ହୁକେ ହୋ’ ଶବ୍ଦକୁ ବି ଖୁବ୍ ଉପଭୋଗ କଲେ । ଆଗରୁ ମୂଷା କିମ୍ବା ବିଲେଇ ଥିବାବେଳେ ସେ ସକାଳ ଓ ସନ୍ଧ୍ୟାରେ ସମୟ ଜାଣିବାକୁ କୌଣସି ସୂତ୍ର ପାଉନଥିଲେ ।

ଦିନ-ରାତି ଏକ ମନେ ହେଉଥିଲା । ଏହି କାରଣରୁ ସେ ବିରାଡ଼ିର ବନ୍ଧୁତ୍ୱଠାରୁ ବିଲୁଆର ବନ୍ଧୁତ୍ଵକୁ ଅଧିକ ଅନୁଭବ କଲେ । ଋଷିଙ୍କ ଆଶ୍ରମ ନିକଟକୁ ଏକ ବାଘ ଆସି ରହିବା ପର୍ଯ୍ୟନ୍ତ ବିଲୁଆ ଖୁବ୍ ମସ୍ତି କରୁଥିଲା । ବାଘ ରହିବା ପରେ ବିଲୁଆ ବାଘର ଆକ୍ରମଣ ଭୟରେ ଆଉ ପଦାକୁ ବାହାରି ପାରିଲା ନାହିଁ, କିମ୍ବା ଖୁସିରେ ଚଳିପାରିଲା ନାହିଁ । ଏଥ‌ିପାଇଁ ସେ ଋଷିଙ୍କୁ ଅନୁରୋଧ କଲା, ‘‘ମହର୍ଷି, ମୋତେ ବାଘ କିମ୍ବା ସେହିପରି କିଛି ପ୍ରାଣୀରେ ପରିଣତ କରିଦିଅନ୍ତୁ, ତା’ନହେଲେ ମୁଁ ନିରାପଦରେ ରହିପାରୁ ନାହିଁ ।’’ ମହର୍ଷି ତତ୍‌ତ୍‌ ‘ତଥାସ୍ତୁ’ କହି ବିଲୁଆକୁ ବାଘ କରିଦେଲେ । କିନ୍ତୁ ଋଷି ଯେମିତି ବିଲୁଆକୁ ବାଘରେ ପରିଣତ କରିଦେଇଛନ୍ତି, ବାଘ ହିଂସ୍ର ହୋଇ ଋଷିଙ୍କୁ ଖାଇବାକୁ ବାହାରିଲଲା । ଋଷି ମର୍ମାହତ ହେଲେ ଏବଂ ନିଜକୁ ବଞ୍ଚାଇବାକୁ ସେ ବାଘକୁ କହିଲେ ‘‘ପୁନମୂଷିକ ଭବ’’ । ଅର୍ଥାତ୍ ତୁମେ ପୁନର୍ବାର ମୂଷା ହୋଇଯାଅ ଏବଂ ତା’ପରେ ବାଘଟି ମୂଷାରେ ପରିଣତ ହୋଇଗଲା ।

BSE Odisha 8th Class English Solutions Lesson 4 The Stonecutter

Word Meaning
spent : to pass time
meditation : the practice of thinking deeply in silence for regligious reasons or in order to make your mind chain
contact with : the state of touching something
nibbling : to take small bites of something
pranks : a trick that is played on somebody as a joke
monk : saint
for fear of : to avoid the danger of something happening
lap : the top part of your leg that forms a flat surface when you are sitting down
undisturbed : not moved / touched by anyone or anything

Leave a Comment