BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(f)

Odisha State Board BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(f) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 4 ଅଙ୍କନ Ex 4(f)

Question 1.
ABCD ଚତୁର୍ଭୁଜ ଅଙ୍କନ କର, ଯେପରି AB = 7.0 ସେ.ମି., BC = 5.5 ସେ.ମି., AD = 7.4 ସେ.ମି., AC = 8.0 ସେ.ମି. ଓ BD = 8.5 ସେ.ମି. |
Solution:
(i) △ABC ଅଙ୍କନ କର, ଯାହାର AB = 7 ସେ.ମି., BC = 5.5 ସେ.ମି. ଏବଂ AC = 8 ସେ.ମି. |
(ii) A ଓ Bକୁ କେନ୍ଦ୍ର କରି ଯଥାକ୍ରମେ 7.4 ସେ.ମି. ଏବଂ 8.5 ସେ.ମି. ବ୍ୟାସାର୍ଷବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ D ବିନ୍ଦୁରେ ଛେଦ କରନ୍ତୁ ।
BSE Odisha 8th Class Maths Solutions Geometry Chapter 4 Img 25
(iii) D, C କୁ ଯୋଗକରି ABCD ଚତୁର୍ଭୁଜ ସଂପୂର୍ଣ୍ଣ କର।

Question 2.
PORS ଚତୁର୍ଭୁଜ ଅଙ୍କନ କର, ଯହିଁରେ QR = 7.5 ସେ.ମି., RP = PS = 6.0 ସେ.ମି., RS = 5 ସେ.ମି. ଓ QS = 10 ସେ.ମି. |
Solution:
(i) △PSR ଅଙ୍କନ କର, ଯାହାର PS = PR = 6.0 ସେ.ମି., SR = 5 ସେ.ମି. |
BSE Odisha 8th Class Maths Solutions Geometry Chapter 4 Img 26
(ii) S ଓ Rକୁ କେନ୍ଦ୍ର କରି ଯଥାକ୍ରମେ 10 ସେ.ମି. ଏବଂ 7.5 ସେ.ମି. ବ୍ୟାସାର୍ଥବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ Q ବିନ୍ଦୁରେ ଛେଦକରନ୍ତୁ ।
(ii) Q, P କୁ ଯୋଗକରି PORS ଚତୁର୍ଭୁଜ ସଂପୂର୍ଣ୍ଣ କର ।

BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(f)

Question 3.
BC = 7.5 ସେ.ମି., AC = AD 8.3 ସେ.ମି., CD = 6.5 ସେ.ମି., ଓ BD = 11.0 ସେ.ମି., ମାପନେଇ ABCD ଚତୁର୍ଭୁଜଟି ଅଙ୍କନ କର ।
Solution:
(i) △ACD ଅଙ୍କନ କର, ଯାହାର AC = AD = 8.3 ସେ.ମି. ଏବଂ CD = 6.5 ସେ.ମି. ।
(ii) C ଓ Dକୁ କେନ୍ଦ୍ର କରି ଯଥାକ୍ରମେ 7.5 ସେ.ମି. ଏବଂ 11.0 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ B ବିନ୍ଦୁରେ ଛେଦକରନ୍ତୁ ।
BSE Odisha 8th Class Maths Solutions Geometry Chapter 4 Img 27
(iii) B, A କୁ ଯୋଗ କରି ABCD ଚତୁର୍ଭୁଜ ସଂପୂର୍ଣ୍ଣ କର ।

Question 4.
ABCD ଚତୁର୍ଭୁଜ ଅଙ୍କନ କର, ଯାହାର BC = 2.6 ସେ.ମି., CA = 4.0 ସେ.ମି., AD = 3.5 ସେ.ମି. CD = 2 ସେ.ମି. ଓ BD = 3.0 ସେ.ମି. |
Solution:
BSE Odisha 8th Class Maths Solutions Geometry Chapter 4 Img 28
(i) △ACD ଅଙ୍କନ କର, ଯାହାର AD = 3.5 ସେ.ମି., CD = 2 ସେ.ମି. ଏବଂ CA = 4.0 ସେ.ମି. |
(ii) D ଓ Cକୁ କେନ୍ଦ୍ର କରି ଯଥାକ୍ରମେ 3.0 ସେ.ମି. ଏବଂ 2.6 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ B ବିନ୍ଦୁରେ ଛେଦକରନ୍ତୁ ।
(iii) B, A କୁ ଯୋଗ କରି ABCD ଚତୁର୍ଭୁଜ ସଂପୂର୍ଣ୍ଣ କର ।

Question 5.
ABCD ଜଣାଇଲଗେ AB = 4.5 ସେ.ମି., CD = 6.0 ସେ.ମି., AD = 6.3 ସେ.ମି., BD = 5.0 ସେ.ମି. ଓ AC = 5.5 ସେ.ମି. | ପଣଭୁଲ ଫଳନ କର |
Solution:
BSE Odisha 8th Class Maths Solutions Geometry Chapter 4 Img 29
(i) △ABD ଅଙ୍କନ କର, ଯାହାର AD = 6.3 ସେ.ମି., AB = 4.5 ସେ.ମି. ଏବଂ BD = 5.0 ସେ.ମି. |
(ii) A ଓ Dକୁ କେନ୍ଦ୍ର କରି ଯଥାକ୍ରମେ 5.5 ସେ.ମି. ଏବଂ 6.0 ସେ.ମି. ବ୍ୟାସାର୍ଥବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ C ବିନ୍ଦୁରେ ଛେଦକରନ୍ତୁ ।
(iii) C, B କୁ ଯୋଗକରି ABCD ଚତୁର୍ଭୁଜ ସଂପୂର୍ଣ୍ଣ କର ।

Leave a Comment