BSE Odisha 9th Class English Solutions Non-Detailed Chapter 4 The Magic Flute

Odisha State Board BSE Odisha 9th Class English Solutions Non-Detailed Chapter 4 The Magic Flute Textbook Exercise Questions and Answers.

BSE Odisha Class 9 English Solutions Non-Detailed Chapter 4 The Magic Flute

BSE Odisha 9th Class English Chapter 4 The Magic Flute Questions and Answers

Introduction:

The flute is a traditional musical instrument. The music played on a flute is quite musical. People enjoy listening to its music. It fills our souls with joy. It appeals to our hearts. It rouses various feelings and sentiments in us. Basically, it purifies man’s soul and gives him/her divine pleasure. Of course, the instrument itself can’t be magical but its music or tune can be magical. Its tune can win the heart of others. Here is a story of a boy named Sukumar who played the flute and could win the love of others. Let’s know what made him play the flute and the magic it produced.

Notes:
soul – ଆତ୍ମା , appeal – ଆବେଦନ , rouse — ଜାଗ୍ରତ କରିବା, various — ବିବିଧ , music — ସଙ୍ଗୀତ, sentiment — ଅନୁଭବ, divine — ଦିବ୍ୟ, instrument — ଉପକରଣ, heart — ହୃତ୍ପିଣ୍ଡ , feelings — ଭାବନା, basically — ମୂଳତଃ, pleasure — ଆନନ୍ଦ, tune — ସ୍ୱର , win — ଜିତିବା

ବିଷୟ ସୂଚନା :
ବଂଶୀ ଏକ ପାରମ୍ପରିକ ବାଦ୍ୟଯନ୍ତ୍ର । ଏହାର ସ୍ଵର ଏକ ସଙ୍ଗୀତମୟ ଭାବଧାରା ସୃଷ୍ଟି କରେ । ଲୋକମାନେ ଏହାର ସଙ୍ଗୀତ ସ୍ୱରକୁ ଶୁଣି ବହୁତ ଆନନ୍ଦ ଉପଭୋଗ କରନ୍ତି । ଏହା ଆମର ହୃଦୟ ତଥା ଆତ୍ମାକୁ ସ୍ପର୍ଶ କରେ । ବଂଶୀର ସ୍ଵର ଆମ ମନ ମଧ୍ୟରେ ବିଭିନ୍ନ ଭାବନା ଓ ଭାବାବେଗ ଭରିଦିଏ । ଏହା ମଣିଷର ଆତ୍ମାକୁ ଶୁଦ୍ଧ କରି ତାକୁ ସ୍ବାର୍ଗୀୟ ଆନନ୍ଦ ପ୍ରଦାନ କରେ । ଅବଶ୍ୟ ବାଦ୍ୟଯନ୍ତ୍ରର କୌଣସି ନିଜସ୍ବ କୁହୁକ ଶକ୍ତି ନ ଥାଏ, କିନ୍ତୁ ଏହାର ସୁମଧୁର ସ୍ୱରରେ କୁହୁକ ଶକ୍ତି ରହିଥାଏ । ଏହାର ମଧୁର ସ୍ୱର ଅନ୍ୟମାନଙ୍କ ହୃଦୟକୁ ଜୟ କରିଥାଏ । ଏହି ଗଳ୍ପଟି ଏକ ବାଳକ ସୁକୁମାର ସମ୍ପର୍କରେ ଯିଏ କି ବଂଶୀବାଦନ କରି ଅନ୍ୟମାନଙ୍କର ହୃଦୟକୁ ଜୟ କରିପାରିଥିଲା । ଏବେ ଆସ ଆମେ ଜାଣିବା ଯେ କ’ଣ ତାକୁ ବଂଶୀ ବଜାଇବାକୁ ବାଧ୍ୟ କରିଥିଲା ଏବଂ ଏହାର ସ୍ଵର କିପରି କୁହୁକ ପରି ଆକର୍ଷଣ ସୃଷ୍ଟି କରିଥିଲା ।

Summary – 1

Once, there was an orphan named Sukumar. He was an eleven-year-old boy. His father had made a flute for him and taught him how to play it. One day, Sukumar came to a village at sun set with the hope to find shelter for the night. He took out his flute and started playing it. In the meantime, the village headman’s wife, a middle-aged woman had reached there. She was carrying a heavy load of grass. She felt in her heart that the boy was calling her with the tune of his flute. She was enchanted by the music of the flute. Sukumar and the woman looked at each other. It seemed to both of them that they had known each other. She liked the boy too much. She thought him to be his own son and took him to her house. The boy followed her silently.

Note:
sun set – ସୂର୍ୟ୍ୟ ସେଟ, hope — ଆଶା , shelter — ଆଶ୍ରୟସ୍ଥଳୀ middle-aged — ମଝିଆ ବୟସର, enchant — ମନ୍ତ୍ରମୁଗ୍ଧ କରିବା, a heavy load of grass — ଭାରି ଘାସ ବୋଝେଇ

ବିଷୟ ସୂଚନା :
ଏକଦା ସୁକୁମାର ନାମକ ପିତୃମାତୃହୀନ ବାଳକଟିଏ ଥିଲା । ତା’ର ବୟସ ୧୧ ବର୍ଷ ଥିଲା । ତା’ ବାପା ତା’ ପାଇଁ ଗୋଟିଏ ବଂଶୀ ତିଆରି କରି ଦେଇଥିଲେ ଏବଂ ଏହାକୁ କିପରି ବଜାଇବାକୁ ହୁଏ ଶିଖାଇ ଦେଇଥିଲେ । ଦିନେ ସୂର୍ଯ୍ୟାସ୍ତ ସମୟରେ ସେହି ବାଳକ ସୁକୁମାର ରାତିକ ପାଇଁ ଆଶ୍ରୟ ପାଇବା ଆଶାରେ ଗୋଟିଏ ଗାଆଁକୁ ଆସିଲା । ସେ ତା’ର ବଂଶୀ ବାହାର କରି ବଜାଇବା ଆରମ୍ଭ କଲା । ସେହି ସମୟରେ ଜଣେ ମଧ୍ୟବୟସ୍କା ସ୍ତ୍ରୀ ଲୋକ ସେଠାରେ ପହଞ୍ଚିଲେ । ସେହି ସ୍ତ୍ରୀଲୋକର ମୁଣ୍ଡରେ ଏକ ଓଜନିଆ ଘାସ ବୋଝେଇ ଟୋକେଇ ଥିଲା । ପିଲାଟି ତା’ର ବଂଶୀ ସ୍ଵରଦ୍ଵାରା ତାଙ୍କୁ ଡାକୁଛି ବୋଲି ସ୍ତ୍ରୀଲୋକଟି ଅନୁଭବ ଏକ ଓଜନିଆ ଘାସ ବୋଝେଇ ଟୋକେଇ ଥିଲା । ପିଲାଟି ତା’ର ବଂଶୀ ସ୍ଵରଦ୍ଵାରା ତାଙ୍କୁ ଡାକୁଛ ବୋଲ ସ୍ତ୍ରୀଲୋକଟ ଅନୁଭବ ଜାଣିଥିଲା ପରି ଉଭୟ ଅନୁଭବ କରୁଥିଲେ । ସେ ବାଳକଟିକୁ ଖୁବ୍ ସ୍ନେହ କଲା । ସେ ତାକୁ ନିଜ ପୁଅଭଳି ଭାବିଲା ଓ ତା’ ଘରକୁ ନେଇଗଲା । ବାଳକଟି ନୀରବରେ ତାଙ୍କ ପଛେ ପଛେ ଗଲା ।

BSE Odisha 9th Class English Solutions Non-Detailed Chapter 4 The Magic Flute

The Text : ପାଠ୍ୟଚିଷୟ
Paragraphwise Analysis

Text – 1
The sun was setting as Sukumar walked up the dirt path and into the small village. He was a boy of about eleven or so. In the distance lay the majestic Himalayas. Sukumar was alone and knew no one in the village, but he hoped to find someone who would put him up for the night. In the distance, a girl was calling her mother, and he was reminded of his own mother, who was dead. He was filled with memories of her and took out his flute to play. As he stood there playing, a middle-aged woman carrying a heavy load of grass on her back came up the path behind him. She was the wife of the village headman. She stopped and listened silently to the boy‘s tune. Sensing her presence, Sukumar looked at her. When their eyes met, it seemed to both of them that they had always known each other.

ଅନୁବାଦ :
ସୂର୍ଯ୍ୟାସ୍ତ ସମୟରେ ସୁକୁମାର ଏକ ମାଟି ରାସ୍ତାରେ ଏକ ଛୋଟ ଗାଁ ଭିତରକୁ ଯାଉଥିଲା । ସେ ପ୍ରାୟ ଏଗାର ବର୍ଷ ବୟସର ଏକ ବାଳକ ଥିଲା । ଅଳ୍ପ ଦୂରରେ ବିଶାଳ ହିମାଳୟ ଦଣ୍ଡାୟମାନ ଥିଲା । ସୁକୁମାର ଏକୁଟିଆ ଥିଲା ଏବଂ ଗାଁରେ କୌଣସି ଲୋକକୁ ଜାଣିନଥିଲା; କିନ୍ତୁ ସେ ଏପରି ଜଣେ ଲୋକକୁ ପାଇବାକୁ ଆଶା ରଖୁଲା ଯିଏକି ତାକୁ ରାତିକ ପାଇଁ ରହିବାକୁ ସୁଯୋଗ ଦେବ । କିଛି ଦୂରରେ ଏକ ଝିଅ ତା’ର ମା’ଙ୍କୁ ଡାକୁଥୁଲା ଏବଂ ସୁକୁମାରର ନିଜ ମାଆଙ୍କର କଥା ମନେ ପଡ଼ିଗଲା, ଯେ କି ମୃତା । ତା’ର ମାଆଙ୍କ ସ୍ମୃତିରେ ମନ ପୂରି ଉଠିଲା ଓ ବଂଶୀଟିକୁ ବଜାଇବାକୁ ବାହାର କଲା । ସେ ଠିଆ ହୋଇ ବଂଶୀ ବଜାଉଥ‌ିବା ସମୟରେ ପିଠିରେ ଘାସର ଏକ ବଡ଼ ବୋଝ ଧରିଥିବା ଜଣେ ମଧ୍ୟବୟସ୍କା ସ୍ତ୍ରୀଲୋକ ତା’ ପଛ ପାଖ ରାସ୍ତାରେ ଆସିଲେ । ସେ ଗାଁ ମୁଖୁଙ୍କର ସ୍ତ୍ରୀ ଥିଲେ। ସେ ଠିଆ ହୋଇଗଲେ ଏବଂ ବାଳକର ବଂଶୀସ୍ଵରକୁ ନୀରବରେ ଶୁଣିଲେ । ତାଙ୍କର (ସ୍ତ୍ରୀଲୋକର) ଉପସ୍ଥିତି ଜାଣିପାରି, ସୁକୁମାର ତାଙ୍କୁ ଚାହିଁଲେ । ଯେତେବେଳେ ସେମାନଙ୍କ ପରସ୍ପର ଆଖ୍ ମିଶିଗଲା, ଉଭୟଙ୍କୁ ଜଣାପଡ଼ିଲା ଯେ, ସେମାନେ ଆଗରୁ ପରସ୍ପରକୁ ଜାଣିଥିଲେ ।

Text-2

The woman asked, “My son, where are you going ?“ “I’m a stranger here, mother, looking for a place to spend the night,” he replied. “come with me, my son,” she said. “That’s your sister calling me. When I heard your flute, 1 felt in my heart that you too were calling me with your tune. Come along, we must go home.” Tucking away his flute, the boy followed the woman to her house.

ଅନୁବାଦ :
ସ୍ତ୍ରୀଲୋକଟି ପଚାରିଲା, ‘ପୁଅ, ତୁ କେଉଁଆଡ଼କୁ ଯାଉଛୁ ?”’
ସେ (ସୁକୁମାର) ଉତ୍ତର ଦେଲା, ‘ମାଆ, ଏଠାରେ ମୁଁ ଜଣେ ଅପରିଚିତ, ରାତିଟି କଟାଇବାକୁ ଏକ ଜାଗା ଖୋଜୁଛି ।’’ ସେ (ସ୍ତ୍ରୀଲୋକଟି) କହିଲା, ‘‘ପୁଅ, ମୋ ସହିତ ଆସ, ସେଠାରେ ତୁମର ଭଉଣୀ ମୋତେ ଡାକୁଛି । ଯେତେବେଳେ ମୁଁ ତୋର ବଂଶୀ ଶୁଣିଲି, ମୁଁ ମୋ ହୃଦୟରେ ଅନୁଭବ କଲି ଯେ ତୁ ମଧ୍ୟ ମୋତେ ତୋ ବଂଶୀସ୍ବରରେ ଡାକୁଥିଲୁ । ମୋ ସହିତ ଆ, ଆମେ ନିଶ୍ଚୟ ଆମ ଘରକୁ ଯିବା ।”’
ନିଜ ବଂଶୀଟିକୁ ସାଇତି ରଖ୍, ବାଳକଟି ସ୍ତ୍ରୀଲୋକ ପଛରେ ତା’ର ଘରକୁ ଗଲା ।

Notes And Glossary : ଟିପ୍‌ପଣୀ ଓ କଠିନ ଶବ୍ଦାର୍ଥ :
dirt path – soil path – ମୃତ୍ତିକା ପଥ
lay – to cause to lie, to place – ମିଛ କହିବା ପାଇଁ, ସ୍ଥାନ ଦେବା ପାଇଁ
set out – begin the journey – ଯାତ୍ରା କରିବାକୁ
majestic – beautiful, impressive – ସୁନ୍ଦର
put up – be lodged – ଏକତ୍ର ମିଶାନ୍ତୁ
remind – to cause to remember – ମନେ ପକାଇବା
memories – reminiscences – ସ୍ମୃ ତିସବୁ One gets lost in childhood memories.
flute – ବଂଶୀ
gaze (y) – look fixedly – ସ୍ଥିର ଭାବରେ ଦେଖନ୍ତୁ
sensing – guessing – ଜାଣିପାରି
stranger – person new to a panicular place ଅପରିଚିତ
nod – ମୁଣ୍ଡ ନୁଆଁଇବା
tune – ସ୍ୱର
tuck away – to hide something – ଦୂରକୁ ଟାଣିନେବା
follow – go after – ଅନୁସରଣ କରିବା
beyond – over there – ବାହାରେ
although – even though – ଯଦିଓ

Now Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ)

Question 1.
What was the name of the boy? Why was he going to the village?
(ବାଳକଟିର ନାମ କ’ଣ ଥୁଲା ? ସେ କାହିଁକି ଗାଁଟିକୁ ଯାଉଥିଲା ?)
Answer:
The name of the boy was Sukumar. He was going to the village to find some shelter for the night as he had already left his home.

Question 2.
Why did he play the flute?
( ସେ କାହିଁକି ବଂଶୀବାଦନ କଲା ?)
Answer:
He heard a girl calling her mother in the village. It reminded him of his own mother who had died. He was filled with memories of his mother. So he began to play the flute.

Question 3.
Who was the middle-aged woman? When she met Sukumar, how did both of them feel?
( ମଧ୍ୟବୟସ୍କା ସ୍ତ୍ରୀଲୋକଟି କିଏ ଥିଲା ? ଯେତେବେଳେ ସେ ସୁକୁମାରକୁ ଭେଟିଲା ଉଭୟ କିପରି ଅନୁଭବ କଲେ ?)
Answer:
The middle-aged woman was the village headman’s wife. Sukumar was playing his flute standing in the village. The woman met him on her back home. Fascinated by the boy’s flute tune, she stopped there and listened to it silently. Sensing her presence, Sukumar turned back. Both looked at each other and it seemed to them as if they had known each other before.

Question 4.
What did she ask Sukumar to do? Do you think Sukumar will stay in the elderly woman’s house? Why? / Why not?
(ସେ ସୁକୁମାରକୁ କ’ଣ କରିବାକୁ କହିଲା ? ସୁକୁମାର ସେହି ବୟସ୍କା ସ୍ତ୍ରୀଲୋକଟି ଘରେ ରହିବ ବୋଲି ତୁମେ ଭାବୁଛ କି ? କାହିଁକି ? | କାହିଁକି ନୁହେଁ ?)
Answer:
The woman came to know that Sukumar was looking for a place to spend the night. So she asked him to go with her to her house, I think Sukumar will stay in the elderly woman’s house. Because the woman called him her son and Sukumar felt her as his own mother in her.

BSE Odisha 9th Class English Solutions Non-Detailed Chapter 4 The Magic Flute

Summary – 2

At the age of five, Sukumar lost his own mother, unfortunately. After his mother’s death, his father used to play his flute every evening. One night Sukumar asked his father if he had ever met his mother in his heart. His father admitted that he had met her in his heart when he played the flute. Sukumar was interested to see his mother in his heart. So, Sukumar’s father made a nice flute and taught him how to play it. A few days later his father passed away. Then he set out on a journey taking his flute with him and met the village headman’s wife in a village. The woman called him ‘son’ and took him to her home. He became emotional and in her, he felt that he had found his own true mother. Sukumar and the woman reached her house. She introduced him to her daughter, Sayapatri. Both became happy to find each other brother and sister. The woman also introduced Sukumar to her husband. But he said nothing to the boy. The poor boy became very sad. The next morning Sukumar was prepared to leave the house. But the loving woman didn’t let him go away. So Sukumar stayed there with the family.

Note:
death — ମୃତ୍ୟୁ , admit — ଗ୍ରହଣ କରିବା , passed away — ପରଲୋକ ଗମନ, journey — ଯାତ୍ରା, emotional — ଭାବପ୍ରବଣ, reach — ପହଁଞ୍ଚିବା, introduce – ପ୍ରଚଳନ କରିବା, husband – ସ୍ୱାମୀ

ଅନୁବାଦ :
ଦୁର୍ଭାଗ୍ୟବଶତଃ, ସୁକୁମାର ତା’ର ମାଆକୁ ପାଞ୍ଚବର୍ଷ ବୟସରେ ହରାଇଥିଲା । ତା’ ମାଆର ମୃତ୍ୟୁ ପରେ ତା’ର ବାପା ପ୍ରତିଦିନ ସନ୍ଧ୍ୟାରେ ନିୟମିତ ବଂଶୀବାଦନ କରୁଥିଲେ । ଦିନେ ରାତିରେ ସେ ତାଙ୍କ ମାଆକୁ କେବେ ହୃଦୟରେ ଦେଖୁଛନ୍ତି କି ବୋଲି ସୁକୁମାର ତା’ର ବାପାଙ୍କୁ ପଚାରିଲା । ତାଙ୍କ ବାପା ଯେତେବେଳେ ବଂଶୀବାଦନ କରନ୍ତି ସେହି ସମୟରେ ତାଙ୍କ ମାଆଙ୍କୁ ନିଜ ହୃଦୟରେ ଦେଖନ୍ତି ବୋଲି ସ୍ଵୀକାର କଲେ । ସୁକୁମାର ତା’ର ମାଆକୁ ତା’ ହୃଦୟରେ ଦେଖ‌ିବାକୁ ଆଗ୍ରହ ପ୍ରକାଶ କଲା । ତେଣୁ ସୁକୁମାରର ବାପା ସୁନ୍ଦର ବଂଶୀଟିଏ ତିଆରି କଲେ ଏବଂ ତାକୁ ବଂଶୀବାଦନ ମଧ୍ୟ ଶିଖାଇଦେଲେ । ତା’ର ଅଳ୍ପଦିନ ପରେ ତା’ର ବାପା ମୃତ୍ୟୁବରଣ କଲେ । ତା’ପରେ ସେ ତା’ର ବଂଶୀ ସହିତ ଯାତ୍ରାପଥରେ ବାହାରି ପଡ଼ିଲା ଏବଂ ଗୋଟିଏ ଗାଁରେ ଗାଆଁ ମୁଖୁଙ୍କ ସ୍ତ୍ରୀ ସହିତ ସାକ୍ଷାତ ହେଲା । ସ୍ତ୍ରୀଲୋକଟି ତାକୁ ‘ପୁଅ’ ବୋଲି ଡାକିଲା ଓ ତାକୁ ନିଜ ଘରକୁ ନେଇଗଲା । ସେ ଟିକିଏ ଭାବପ୍ରବଣ ହୋଇପଡ଼ିଲା ଓ ସ୍ତ୍ରୀଲୋକଟି ଭିତରେ ନିଜ ପ୍ରକୃତ ମାଆକୁ ଅନୁଭବ କଲା ।
ସୁକୁମାର ଓ ସ୍ତ୍ରୀଲୋକ ଜଣକ ତାଙ୍କ (ସ୍ତ୍ରୀଲୋକଙ୍କ) ଘରେ ପହଞ୍ଚିଲେ । ସେ ତାକୁ ତା’ର ଝିଅ ସାୟପତ୍ରୀ ସହିତ ପରିଚିତ କରାଇଦେଲେ । ଉଭୟ ପରସ୍ପରକୁ ଭାଇ ଓ ଭଉଣୀ ହିସାବରେ ପାଇ ବହୁତ ଖୁସି ହେଲେ । ସ୍ତ୍ରୀଲୋକଟି ମଧ୍ୟ ତାକୁ ନିଜ ସ୍ଵାମୀଙ୍କ ସହିତ ପରିଚିତ କରାଇଦେଲେ । ମାତ୍ର ତାଙ୍କ ସ୍ଵାମୀ ପିଲାଟିକୁ କିଛି କହିଲେ ନାହିଁ । ବିଚରା ପିଲାଟି ବହୁତ ମନଦୁଃଖ କଲା । ପରଦିନ ସକାଳୁ ସୁକୁମାର ଘର ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ ହେଲା । ମାତ୍ର ସ୍ନେହୀ ସ୍ତ୍ରୀଲୋକଟି ତାକୁ ଚାଲିଯିବାକୁ ଦେଲା ନାହିଁ । ସୁକୁମାର ବାଧ୍ୟ ହୋଇ ପରିବାର ସହିତ ସେହିଠାରେ ରହିଲା ।

The Text: ପାଠ୍ୟଚିଷୟ
Paragraphs Analysis

Text-I

At the age of five, Sukumar lost his own mother. But he believed that she still lived within his heart. The flute he carried had been a gift from his father After the death of his father would play his own flute every evening before going to bed. One night Sukumar asked him, “Where is Mama? Why can’t we see her anymore ?“ Putting down the flute, the man said, “Your mother now lives in the house of the Gods. Although she is far beyond the sky, she is with us .in our hearts.” Sukumar then asked, “Are you ever able to meet her in your heart ?“ Gazing down at the boy, he answered, “Yes my son, when ¡ play the flute.” “Oh, how I want to see her! Please make me a flute too so that I’ll know she’s with me when I play it.” Soon afterward, Sukumar’s father carefully fashioned a flute for the boy and taught him how to play it. A few days after this, Sukumar’s father died. Sukumar took his flute, and set out on a journey when he met the village headman‘s wife who had called him ‘son’. In her, he felt he had found his own true mOther once again.

ଅନୁବାଦ :
ପାଞ୍ଚ ବର୍ଷ ବୟସରେ ସୁକୁମାର ତା’ ନିଜ ମାଆଙ୍କୁ ହରାଇଥିଲା । କିନ୍ତୁ ତା’ର ବିଶ୍ଵାସ ଥିଲା ଯେ, ସେ (ତା’ର ମାଆ) ତଥାପି ତା’ ହୃଦୟରେ ଅଛନ୍ତି । ସେ ଧରିଥିବା ବଂଶୀଟି ତା’ର ବାପାଙ୍କ ତରଫରୁ ଏକ ଉପହାର ଥିଲା । ତା’ ମାଆଙ୍କର ମୃତ୍ୟୁ ପରେ, ତା’ ବାପା ପ୍ରତିଦିନ ସନ୍ଧ୍ୟାରେ ଶୋଇବାକୁ ଯିବା ପୂର୍ବରୁ ନିଜ ବଂଶୀଟି ବଜାଉଥଲେ । ଦିନେ ରାତିରେ ସୁକୁମାର ତାଙ୍କୁ (ବାପାଙ୍କୁ) ପଚାରିଲା, ‘‘ମାଆ କେଉଁଠାରେ ଅଛନ୍ତି ? ଆମେ କାହିଁକି ତାଙ୍କୁ (ମାଆଙ୍କୁ) ଆଉ ଦେଖିପାରୁ ନାହୁଁ ? ବଂଶୀଟିକୁ ତଳେ ରଖ୍ ଲୋକ ଜଣକ (ବାପା) କହିଲେ, ‘ତୋର ମାଆ ବର୍ତ୍ତମାନ ଦେବତାମାନଙ୍କ ଘରେ ରହୁଛି । ଯଦିଓ ସେ (ମାଆ) ଆକାଶଠାରୁ ବହୁତ ଦୂରରେ ଅଛନ୍ତି, ସେ (ମାଆ) ଆମ ସହିତ ଆମ ଆତ୍ମାରେ ଅଛନ୍ତି ।’’ ତା’ପରେ ସୁକୁମାର ପଚାରିଲା, ‘‘ତୁମେ (ବାପା) କେତେ ତୁମ ଆତ୍ମାରେ ତାଙ୍କୁ (ମାଆଙ୍କୁ) ଭେଟିବାକୁ ସକ୍ଷମ ହୋଇଛ ?’’ ପୁଅ (ସୁକୁମାର) ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ରହି, ବାପା ଉତ୍ତର ଦେଲେ, ‘ହଁ ପୁଅ, ମୁଁ ଯେତେବେଳେ ବଂଶୀ ବଜାଏ ।’’ ‘‘ଓ, ମୁଁ ତାଙ୍କୁ (ମାଆ) ଦେଖିବାକୁ ଇଚ୍ଛା କରୁଛି । ଦୟାକରି ମୋ ପାଇଁ ମଧ୍ୟ ଏକ ବଂଶୀ ତିଆରି କରିଦିଅ ଯେପରିକି ମୁଁ ଜାଣିବି ଯେତେବେଳେ ଏହାକୁ (ବଂଶୀ) ବଜାଏ, ସେ (ମାଆ) ମୋ ସହିତ ଅଛନ୍ତି ।’’ଅଳ୍ପ ଦିନ ପରେ, ସୁକୁମାରର ବାପା ପୁଅ (ସୁକୁମାର) ପାଇଁ ଖୁବ୍ ଯତ୍ନରେ ଏକ ବଂଶୀ ତିଆରି କଲେ ଏବଂ ଏହା କିପରି ବଜାଇବାକୁ ହୁଏ, ତାକୁ ଶିଖାଇଲେ । ଏହାର କିଛିଦିନ ପରେ, ସୁକୁମାରର ବାପା ମରିଗଲେ । ସୁକୁମାର ତା’ର ବଂଶୀଟିକୁ ଧରି ଯାତ୍ରା ଆରମ୍ଭ କଲା, ଯେତେବେଳେ ସେ ଗାଁ ମୁଖ୍ୟଙ୍କ ସ୍ତ୍ରୀଙ୍କୁ ଭେଟିଲା ଯିଏକି ତାକୁ (ସୁକୁମାରକୁ) ପୁଅ ବୋଲି ଡାକିଲେ, ସେ (ସୁକୁମାର) ଅନୁଭବ କଲା, ତାଙ୍କ (ମୁଖ୍ଯାଙ୍କ ସ୍ତ୍ରୀଙ୍କ) ମଧ୍ୟରେ ସେ ଆଉ ଥରେ ତା’ର ନିଜର ପ୍ରକୃତ ମାଆଙ୍କୁ ପାଇଥିଲା ।

Text -2

As Sukumar entered the yard with the woman, he saw her young daughter Savapa tri. The woman nodded toward Sukutnar and said, “Daughter I’ve brought home a nice boy to stay with us, no, ¡ mean I’ve brought home your brother.” Both were happy Sayapatri, who had no brothers, now had Sukumar, and he in turn now had a sister Soon the village headman came home. The woman said to her husband, “I met this boy on the road today. He plays the flute very well.” During dinner, the man said nothing to the boy. This made Sukumar uncomfortable. After dinner, Sukumar took out his flute and began to play softly. The family sat there silently, enraptured by the boy’s music. The next morning Sukumar got up early and prepared to leave. But the woman stopped him saying, “We’re mother and son. 1 won’t let you leave your home.” And so Sukumar stayed with the family.

ଅନୁବାଦ :
ଯେତେବେଳେ ସୁକୁମାର ସ୍ତ୍ରୀଲୋକଟି (ମୁଖିଆଙ୍କ ସ୍ତ୍ରୀ) ସହିତ ଅଗଣାରେ ପଶିଲା, ସେ ତାଙ୍କର ନିଜ ଝିଅ ସାୟପତ୍ରୀକୁ ଦେଖୁଲା । ସ୍ତ୍ରୀ ଲୋକଟି (ମୁଖ୍ଙ୍କ ସ୍ତ୍ରୀ) ସୁକୁମାର ଆଡ଼କୁ ମୁଣ୍ଡ ବୁଲାଇ ଚାହିଁଲେ ଏବଂ କହିଲେ, ‘‘ଝିଅ, ଆମ ସହିତ ରହିବା ପାଇଁ ଏକ ସୁନ୍ଦର ପୁଅକୁ ଆଣିଛି – ନା, ମୁଁ ଭାବୁଛି ମୁଁ ତୋର ଭାଇକୁ ଘରେ ରହିବାପାଇଁ ଆଣିଛି ।’’ ଉଭୟ (ସାୟପତ୍ରୀ ଓ ସୁକୁମାର) ଖୁସି ହେଲେ । ସାୟପତ୍ରୀ ଯାହାର କେହି ଭାଇ ନ ଥିଲେ, ସେ ଏବେ ସୁକୁମାରକୁ ଭାଇରୂପେ ପାଇଲା ଓ ପ୍ରତିବଦଳରେ ସେ (ସୁକୁମାର) ମଧ୍ଯ ଭଉଣୀଟିଏ ପାଇଲା । ଖୁବ୍ ଶୀଘ୍ର ଗାଁ ମୁଖୁଆ ଘରକୁ ଆସିଲେ । ମୁଖ୍ୟଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀ (ମୁଖ୍)ଙ୍କୁ କହିଲେ, ‘ଆଜି ମୁଁ ଏହି ପିଲାକୁ
ରାସ୍ତାରେ ଭେଟିଲି । ସେ (ସୁକୁମାର) ଖୁବ୍ ଭଲ ବଂଶୀ ବଜାଏ ।’’ରାତ୍ରିଭୋଜନ ସମୟରେ, ମୁଖୁଆ ବାଳକକୁ (ସୁକୁମାରକୁ) କିଛି କହିଲେ ନାହିଁ । ଏହା ସୁକୁମାରକୁ ଦୁଃଖ୍ ଓ ବ୍ୟଥ୍‌ତ କରାଇଲା । ରାତ୍ରିଭୋଜନ ପରେ ସୁକୁମାର ତା’ର ବଂଶୀ ବାହାର କଲା ଓ ମଧୁର ସ୍ଵରରେ ବଢ଼ାଇବାକୁ ଆରମ୍ଭ କଲା । ମୁଖ୍ୟଙ୍କ ପରିବାରର ଲୋକମାନେ ନୀରବରେ ବସି ବାଳକର (ସୁକୁମାର) ମଧୁର ସ୍ଵରଦ୍ଵାରା ଆହ୍ଲାଦିତ ହେଲେ । ତା’ ପରଦିନ ସୁକୁମାର ଭୋରରୁ ଉଠିଲା ଓ ଯିବାକୁ ପ୍ରସ୍ତୁତ ହେଲା । କିନ୍ତୁ ସ୍ତ୍ରୀଲୋକ (ମୁଖ୍ୟଙ୍କ ସ୍ତ୍ରୀ) ଜଣକ ତାକୁ ବାରଣ କରି କହିଲେ, ‘ଆମେ ମା’ ଓ ପୁଅ । ମୁଁ ତୋତେ ତୋ ଘରକୁ ଯିବାକୁ ଦେବିନି ।’’ ତେଣୁ ସୁକୁମାର ମୁଖୁଙ୍କ ପରିବାର

Notes And Glossary : ଟିପ୍‌ପଣୀ ଓ କଠିନ ଶବ୍ଦାର୍ଥ :
put(ing) – down stop
able – have the capacity
gaze – lo look someone steadily – ନିରୀକ୍ଷଣ କରି ଚାହିଁବା
fashioned – make into a particular form – ତିଆରି କରିବା
set out – began – ଯାତ୍ରା ଆରମ୍ଭ କରିବା
yard – a piece of enclosed ground
nodded – answered yes’ – ‘ହଁ” କହିବା
in turn – Exchange of – ବିନିମୟ
softly – mildly – ମୃଦୁ ଭାବରେ
enraptured — filled with joy – ଆନନ୍ଦରେ ଭରି ଯାଏ
during – a series of times – ସମୟରେ
stream – fountain, spring – ଝରଣା, ବସନ୍ତ

BSE Odisha 9th Class English Solutions Non-Detailed Chapter 4 The Magic Flute

Now Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ)

Question 1.
Which part of the story takes place earlier — the part in section A or the part in section B?
( ଗଳ୍ପର କେଉଁ ଅଂଶଟି ପ୍ରଥମେ ଘଟିଛି – ‘A’ ବିଭାଗ ଅଂଶ ଅଥବା ‘B’ ବିଭାଗ ଅଂଶ ?)
Answer:
The part of the story in Section B takes place earlier than the part in Section-A because Section B describes the past history of Sukumar.

Question 2.
Sukumar had lost his mother as a child. He wanted to know where she was. What did his father tell him?
(ପିଲାଟିବେଳୁ ସୁକୁମାର ମାଆକୁ ହରାଇଥିଲା । ସେ (ମା’) କେଉଁଠାରେ ଥିଲା ଜାଣିବାକୁ ସେ (ସୁକୁମାର) ଚାହୁଁଥିଲା । ତା’ର ବାପା ତାକୁ କ’ଣ କହିଲେ ?)
Answer:
Sukumar had lost his mother in his childhood. He wanted to know where she was. His father told him that his mother lived in the house of the gods. Although she was far beyond the sky, she was with them in their hearts and he met her in his heart when he played his flute.

Question 3.
Why did Sukumar want his father to make a flute for him?
(ତା’ର ବାପା ତା’ ପାଇଁ ଗୋଟେ ବଂଶୀ ତିଆରି କରନ୍ତୁ ବୋଲି ସୁକୁମାର ଚାହୁଁଥୁଲା କାହିଁକି ?)
Answer:
Sukumar came to know that his father had met his mother in his heart when he played his flute. Sukumar was anxious to meet his mother. Therefore, he wanted his father to make a flute for him so that he would meet his mother by playing it.

Question 4.
What happened when Sukumar lost his father:? Why do you think he left his home?
(ଯେତେବେଳେ ସୁକୁମାର ତା’ର ବାପାଙ୍କୁ ହରାଇଲା, କ’ଣ ଘଟିଲା ? ସେ ତା’ର ଘର ଛାଡ଼ିଲା ବୋଲି ତୁମେ କାହିଁକି ଭାବୁଛ ?)
Answer:
When Sukumar lost his father he became an orphan child because he had already lost his mother at the age of five. I think he became hopeless and helpless in the absence of his parents at home. So he left home in despair.

Question 5.
Who was Sayapatri? How did the middle-aged woman introduce Sukumar to her?
(ସାୟପତ୍ରୀ କିଏ ଥୁଲା ? ମଧ୍ୟବୟସ୍କା ସ୍ତ୍ରୀଲୋକଟି ସୁକୁମାରକୁ ତା’ ସହିତ କିପରି ପରିଚିତ କରାଇଲା ?)
Answer:
Sayapatri was the young daughter of the village headman. One day unexpectedly her mother returned home with Sukumar, a newcomer to the house. To introduce him to his daughter Sayapatri she said, “Daughter, I’ve brought home a nice boy to stay with, us, no. I mean I’ve brought home your brother.”

Question 6.
How did Sukumar feel ¡n Sayapatri’s house? Why?
(ସୁକୁମାର ସାୟପତ୍ରୀ ଘରେ କିପରି ଅନୁଭବ କଲା ? କାହିଁକି ?)
Answer:
In Sayapath’s house, Sukumar felt quite comfortable with Sayapatri and her affectionate mother. When Sayapatri’s father returned home, her mother told him about the newcomer and the marvelous tune of his flute. They took their dinner together but her father said nothing to the boy. Sukumar felt uncomfortable because of her father’s unfriendly attitude.

Question 7.
Sukumar wanted to leave the next morning. What happened?
(ତା’ ପରଦିନ ସକାଳୁ ସୁକୁମାର ଘର ଛାଡ଼ି ଚାଲିଯିବାକୁ ଚାହିଁଲା । କ’ଣ ହେଲା ? )
Answer:
Sukumar wanted to leave the house the next morning. But the loving woman didn’t let him leave. Therefore, Sukumar stayed there with the family.

Summary – 3

One day the two children sat near a stream. Sukumar sat in a thoughtful mood. Sayapatri wanted to know what her brother was thinking about. Sukumar told that he had been deprived of his parents’ love and affection. That was the cause of his agony. Sayapatri was shocked by this reply. She consoled Sukumar. Sayapatri appealed to him to consider her as his sister and her father and mother as his own father and mother. Sukumar expressed that he had won everybody’s heart except her father’s heart. He also decided to win the heart of her father by playing his flute. That evening Sayapatri’s father told her mother that orphans were not reliable. One day he would leave them and would end up being a bad influence on their daughter. The woman was shocked by her husband’s words. She requested her husband to become the father of that orphan.

Note:
stream — ଷ୍ଟ୍ରିମ୍,, thoughtful — ଚିନ୍ତିତ , mood — ମନୋବୃତ୍ତି , deprived – ବଞ୍ଚିତ, affection – ସ୍ନେହ, appeal — ଆବେଦନ କରିବା . agony — ଯନ୍ତ୍ରଣା, express — ପ୍ରକାଶ କରିବା , influence — ପ୍ରଭାବ, shock — ଆଘାତ ପାଇବା, request — ଅନୁରୋଧ କରିବା , end up — ପରିଶେଷରେ

ଅନୁବାଦ :
ଦିନେ ପିଲାଦୁହେଁ ଗୋଟିଏ ଝରଣା ନିକଟରେ ବସିଥିଲେ । ସୁକୁମାର ଟିକିଏ ଚିନ୍ତାଶୀଳ ଅବସ୍ଥାରେ ବସିଥାଏ । ସୁକୁମାର କ’ଣ ଚିନ୍ତା କରୁଥିଲା ବୋଲି ସାୟପତ୍ରୀ ଜାଣିବାକୁ ଆଗ୍ରହ ପ୍ରକାଶ କଲା । ସୁକୁମାର ନିଜ ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହୋଇଥିଲା ବୋଲି କହିଲା । ତାହାହିଁ ତା’ ଦୁଃଖର କାରଣ ଥିଲା । ଏପ୍ରକାର ଉତ୍ତରରେ ସାୟପତ୍ରୀ ଆଘାତ ପାଇଲା । ସେ ସୁକୁମାରକୁ ସାର୍ଚ୍ଚନା ଦେଇଥିଲା । ସାୟପତ୍ରୀ ତାକୁ ନିଜର ଭଉଣୀ ବୋଲି ଓ ତା’ର ବାପା ମାଆଙ୍କୁ ନିଜର ବାପା ମାଆ ବୋଲି ଭାବିବାକୁ ନିବେଦନ କଲା । ସୁକୁମାର କେବଳ ତା’ ବାପାଙ୍କ ହୃଦୟକୁ ଛାଡ଼ି ଅନ୍ୟ ସମସ୍ତଙ୍କ ହୃଦୟକୁ ଜୟ କରି ସାରିଥିଲା ବୋଲି ପ୍ରକାଶ କଲା । ସେ ତା’ର ବଂଶୀବାଦନଦ୍ଵାରା ତା’ ବାପାଙ୍କ ହୃଦୟ ଜୟ କରିବାକୁ ସ୍ଥିର କଲା। ଠିକ୍ ସେହିଦିନ ସନ୍ଧ୍ୟାରେ ସାୟପତ୍ରୀର ବାପା ଅନାଥମାନେ ନିର୍ଭରଯୋଗ୍ୟ ନୁହନ୍ତି ବୋଲି ତାଙ୍କ ମାଆଙ୍କୁ କହିଲେ । ଦିନେ ସେ ସେମାନଙ୍କୁ ଛାଡ଼ି ଚାଲିଯିବ ଏବଂ ଏହାର ଖରାପ ପ୍ରଭାବ ତାଙ୍କ ଝିଅ ଉପରେ ପଡ଼ିବ ବୋଲି କହିଲେ । ସ୍ଵାମୀଙ୍କର ଏପ୍ରକାର କଥା ଶୁଣି ତାଙ୍କର ସ୍ତ୍ରୀ ମର୍ମାହତ ହୋଇପଡ଼ିଲା । ସେ ସେହି ପିଲାଟିର ବାପା ହେବାକୁ ତାଙ୍କ ସ୍ବାମୀଙ୍କୁ ଅନୁରୋଧ କଲା ।

The Text: ପାଠ୍ୟଚିଷୟ
Paragraphs Analysis

Text- I

One day, the two children walked down to a nearby stream. Sukumar sat silently on a boulder, Staring at the water. Unable to control her curiosity, Sayapatri asked, “What are you thinking about, my brother ?“ “Dear sister, you have your own mother, and she loves you because you‘re her daughter But my mother’s gone. And the only way I can ever meet her is b)’ playing my flute.” Sayapatri was shocked by his answer “But, my brother, isn’t my mother also your mother? Am I not your sister ?“, she asked. Hesitating, he replied, “Yes, you‘re my center, she‘s my mother, but “ “But, what, my brother ?“ “You have the love of your father, but I’ve lost mine.”

ଅନୁବାଦ :
ଦିନେ, ପିଲା ଦୁଇଜଣ (ସୁକୁମାର ଓ ସାୟପତ୍ରୀ) ନିକଟରେ ଥିବା ଏକ ଝରଣା ପାଖକୁ ଗଲେ । ସୁକୁମାର ପାଣି ଆଡ଼କୁ ଅପଲକ ଆଖୁରେ ଚାହିଁ ନୀରବରେ ଗୋଟିଏ ପଥର ଉପରେ ବସିଲା । ତା’ର ଉତ୍ସୁକତାକୁ ନିୟନ୍ତ୍ରଣ କରି ନ ପାରି ସାୟପତ୍ରୀ କହିଲା, ‘ଭାଇ, ତୁମେ କେଉଁ ବିଷୟରେ ଭାବୁଛ ? ‘‘ମୋ ଗେହ୍ଲା ଭଉଣୀ, ତୋର ନିଜ ମାଆ ଅଛି ଏବଂ ସେ ତୋତେ ଭଲ ପାଏ କାରଣ ତୁ ତାଙ୍କ ଝିଅ । କିନ୍ତୁ ମୋର ମାଆ ନାହିଁ ଓ କେବଳ ଗୋଟିଏ ଉପାୟରେ, ବଂଶୀ ବଜାଇ ମୋର ମାଆଙ୍କୁ ମୁଁ ଭେଟିପାରେ ।’’ସାୟପତ୍ରୀ ତା’ର (ସୁକୁମାର) ଉତ୍ତରରେ ବିବ୍ରତ ହେଲା ଓ ସେ କହିଲା, ‘କିନ୍ତୁ ଭାଇ, ମୋ ମାଆ କ’ଣ ତୁମ ମାଆ ନୁହେଁ ? ମୁଁ କ’ଣ ତୁମ ଭଉଣୀ ନୁହେଁ ?”’
କୁଣ୍ଠାବୋଧ କରି ସେ (ସୁକୁମାର) କହିଲା, ‘ହଁ ତୁ ମୋର ଭଉଣୀ ଅଟୁ ଓ ସେ ମୋ ମାଆ ଅଟନ୍ତି, କିନ୍ତୁ ‘“କିନ୍ତୁ, କ’ଣ ଭାଇ ? ‘ତୁ ତୋ ବାପାଙ୍କ ସ୍ନେହ ପାଉଛୁ, କିନ୍ତୁ ମୁଁ ଏହା ହରାଇଛି ।’’

Text -2

“But is my father also yours ?“ “No, for! haven‘t yet won his heart. I’ll win his heart by playing my flute.” That evening after the two children had gone to sleep, the father said, “Orphans aren’t very dependable. Sugar will be like that too. One day he ‘Il get up and leave. In the meantime, he ‘Il probably just sit around here loafing and living off our kindness. And he ‘li end up being a bad influence on our Sayapatri.” The woman was shocked by her husband’s words. “But my dear, of course, he ‘s an orphan, which is why we must become his parents,” She said.

ଅନୁବାଦ :
‘କିନ୍ତୁ ମୋର ବାପା କ’ଣ ତୁମ ବାପା ନୁହନ୍ତି ?’’ ‘‘ନା, ମୁଁ ଏଯାଏ ତାଙ୍କ ହୃଦୟକୁ ଜୟ କରିପାରି ନାହିଁ । ମୁଁ ମୋର ବଂଶୀ ବାଦନ କରି ତାଙ୍କ ହୃଦୟକୁ ଜୟ କରିବି ।’’ ସେହଦିନ ରାତିରେ ପିଲା ଦୁଇଜଣ ଶୋଇବାକୁ ଗଲାପରେ, ବାପା (ମୁଖ୍) କହିଲେ, ‘ଅନାଥମାନେ ନିର୍ଭରଯୋଗ୍ୟ ନୁହନ୍ତି । ସୁକୁମାରୁ ମଧ୍ୟ ସେହିପରି ହେବ । ଦିନେ ସେ ବାହାରି ପଡ଼ିବ ଓ ଚାଲିଯିବ । ଠିକ୍ ସେହି ସମୟରେ ସେ ବୋଧହୁଏ ଏହି ଚାରିପାଖରେ ଏଣେତେଣେ ବୁଲୁଥ୍ ଏବଂ ଆମର ତା’ ପ୍ରତି ଥ‌ିବା ଦୟା ମଧ୍ୟ ଭୁଲି ଯାଇଥିବ । ଶେଷରେ ଆମର ଝିଅ ସାୟପତ୍ରୀ ଉପରେ ଏହା ଏକ ଖରାପ ପ୍ରଭାବ ପକାଇବ ।’’ ସ୍ତ୍ରୀଲୋକଟି ସ୍ଵାମୀଙ୍କ କଥା ଶୁଣି ଦୁଃଖୁତ ହେଲା । ‘କିନ୍ତୁ, ହେ ପ୍ରିୟ, ବାସ୍ତବିକ ସେ ଜଣେ ଅନାଥ, ସେଥ୍ପାଇଁ ଆମେ ତା’ର ବାପା ମାଆ ହେବା ଉଚିତ ।’’

Notes And Glossary : ଟିପ୍‌ପଣୀ ଓ କଠିନ ଶବ୍ଦାର୍ଥ :
boulder – large smooth rock
staring at – looking at something for a long time with wide open eyes – ଅପଲକ ନେତ୍ରରେ ଚାହିଁବା
curiosity – eagez to know (ଜାଣିବାର )/କୌତୂହଳ
hesitailng – feeling reluctance – ସଂଶୟ କରି|କୁଣ୍ଠାବୋଧ କରି
orphan – without father and mother
dependable – reliable
in the mean time – in the meanwhile
of course certainly – ନିର୍ଦ୍ଦିଷ୍ଟ ଭାବରେ|
probably – ସମ୍ଭବତ।,
loafing – spending time carelessly – ବୃଥାରେ ସମୟ ନଷ୍ଟ କରିବା

BSE Odisha 9th Class English Solutions Non-Detailed Chapter 4 The Magic Flute

Now Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ)

Question 1.
What reason did Sukumar give Sayapatri for being sad?
(ସୁକୁମାର ସାୟପତ୍ରୀକୁ ତା’ର ଦୁଃଖର କାରଣ କ’ଣ କହିଲା ?)
Answer:
Sukumar told Sayapatri that he had been deprived of getting his parent’s love and affection. Though he was able to win the hearts of Sayapatri and her mother in her house, he was unable to win her father’s heart. That was the reason for his sorrow.

Question 2.
How did he plan to win Sayapatri’s father’s heart?
(ସେ ସାୟପତ୍ରୀର ବାପାଙ୍କର ହୃଦୟକୁ ଜୟ କରିବାକୁ କିପରି ଯୋଜନା କଲା ?)
Answer:
Sukumar realized that he hadn’t won the heart of Sayapatn’s father. So he planned to win his. heart by playing his flute.

Question 3.
Why did Sayapatri’s father not like Sukumar?
(ସାୟପତ୍ରୀର ବାପା ସୁକୁମାରକୁ କାହିଁକି ଭଲ ପାଉନଥିଲେ ? )
Answer:
Sayapatri’s father had a strong belief that orphans weren’t re1iab1e As Sukumar was an orphan. her father didn’t rely on him.

Question 4.
What do you think Sukumar will do now?
(ସୁକୁମାର ବର୍ତ୍ତମାନ କ’ଣ କରିବ ବୋଲି ତୁମେ ଭାବୁଛ ?)
Answer:
Perhaps Sukumar will leave Sayapatri’s house now as he is unable to win the love of Sayapatn ‘s father.

Summary – 4

The efforts made by Sukumar to win the heart of Sayapatri rather fell. So one day early in the morning he left their house. At sunset, he reached the summit of a mountain. He lived in a shrine on the mountain. But he felt very lonely there. The next night he had a dream. He saw in his dream that Sayapatri was calling him. He woke up and decided to return. At last, he went back to Sayapatri’s house. He found that Sayapatri was very sick. He came to know that Sayapatri fell ill on the very night he left home. Her mother requested Sukumar something for Sayapatri’s recovery. Sukumar brought out his magic flute and began to play quietly. Suddenly Sayapatri opened her eyes to the magic tune of the flute. Everybody became very happy. Sayapatri’s father hugged Sukumar with tears in his eyes and told him not to leave them again. Sayapatri and Sukumar looked at each other and smiled gladly.

Note:
efforts — ପଉଦ୍ୟମ , summit — ଶିଖର shrine — ଦେବମନ୍ଦିର , lonely — ନିର୍ଜନ|ଏକୁଟିଆ, dream — ସ୍ଵପ୍ନ sick — ରୋଗୀ , ill — ଅସୁସ୍ଥ recovery — ଆରୋଗ୍ୟ , quietly — ଶାନ୍ତ ଭାବରେ , hug — ଆଲିଙ୍ଗନ କରିବା , suddenly — ହଠାତ୍

ଅନୁବାଦ :
ସାୟପତ୍ରୀର ବାପାଙ୍କ ହୃଦୟ ଜୟ କରିବା ନିମନ୍ତେ ସୁକୁମାରର ସମସ୍ତ ପ୍ରୟାସ ନିଷ୍ଫଳ ହେଲା । ତେଣୁ ଦିନେ ପ୍ରତ୍ୟୁଷରେ ସେ ଘର ଛାଡ଼ି ଚାଲିଗଲା । ସୂର୍ଯ୍ୟାସ୍ତ ସମୟବେଳକୁ ସେ ଗୋଟିଏ ପାହାଡ଼ର ଶିଖରରେ ପହଞ୍ଚି ଯାଇଥିଲା । ସେ ପାହାଡ଼ ଉପରେ ଥ‌ିବା ଏକ ଦେବୀମନ୍ଦିରରେ ରହିଲା । କିନ୍ତୁ ସେ ନିଃସଙ୍ଗ ଅନୁଭବ କରୁଥିଲା । ପରବର୍ତୀ ରାତିରେ ସେ ଗୋଟିଏ ସ୍ଵପ୍ନ ଦେଖିଲା । ସାୟପତ୍ରୀ ତାକୁ ଡାକୁଥିବାର ସେ ସ୍ଵପ୍ନରେ ଦେଖୁଲା । ସେ ଉଠି ପଡ଼ିଲା ଓ ଫେରିଯିବାକୁ ସ୍ଥିର କଲା । ପରିଶେଷରେ ସେ ସାୟପତ୍ରୀ ଘରକୁ ଫେରିଗଲା । ସାୟପତ୍ରୀ ଖୁବ୍ ଅସୁସ୍ଥ ହୋଇପଡ଼ିଥିବାର ସେ ଦେଖୁଲା । ସେ ଯେଉଁଦିନ ଘର ଛାଡ଼ିଥିଲା, ଠିକ୍ ସେହିଦିନ ରାତିରେ ସାୟପତ୍ରୀ ଅସୁସ୍ଥ ହୋଇପଡ଼ିଥିବା କଥା ଜାଣିବାକୁ ପାଇଲା । ସାୟପତ୍ରୀର ମାଆ ସୁକୁମାରକୁ ସାୟପତ୍ରୀର ଆରୋଗ୍ୟ ପାଇଁ କିଛି କରିବାକୁ ଅନୁରୋଧ କଲେ । ସୁକୁମାର ତା’ର କୁହୁକ ବଂଶୀକୁ ବାହାର କରି ଧୀରେ ଧୀରେ ବଜାଇଲା । ବଂଶୀର ଯାଦୁକରୀ ସ୍ଵର ଶୁଣି ସାୟପତ୍ରୀ ଆଖ୍ ଖୋଲିଲା । ସମସ୍ତେ ଭାରି ଖୁସି ହୋଇଗଲେ । ସାୟପତ୍ରୀର ବାପା ଲୋତକପୂର୍ଣ୍ଣ ନୟନରେ ସୁକୁମାରକୁ କୁଣ୍ଢାଇ ପକାଇଲେ ଏବଂ ସେମାନଙ୍କୁ ପୁନର୍ବାର ଛାଡ଼ି ନ ଯିବାକୁ କହିଥିଲେ । ସାୟପତ୍ରୀ ଓ ସୁକୁମାର ପରସ୍ପରକୁ ଚାହିଁଲେ ଓ ଖୁସିରେ ହସିଲେ ।

The Text: ପାଠ୍ୟଚିଷୟ
Paragraphs Analysis

Text -I

One spring evening, Sukwnar sat by the window, gazing out at the full moon. He was filled with sadness. Despite all his efforts, lie was still unable to win the love of Savapatr ‘s father In the pre-dawn hours of the next morning, he quietly left the house while the rest of the family lay sleeping. All day he climbed over hills and down through the valleys. At sunset, he found himself on the summit of a mountain. A shrine to a goddess stood there, and he decided that he would rake shelter in it for the night. Once inside, he felt very lonely and sad. He felt that by leaving Sayapatri and her mother he had once again lost his family. The next night he again slept in the shrine, dreaming of Sayapatri. In his dream she was standing in front of him, asking him to follow her When he awoke from his sleep, he knew that he would return home. But when he reached Sayapa tri‘s house, many villagers were around the yard and all wore gloomy looks on their faces. Silently Sukumar entered the house. Inside, Sayapatri lay on her mother‘s lap. Looking up and seeing him, the woman cried out, “My son, look what‘s happened to your dear sister! People say she ‘Il recover but oh, I don‘t know.” Sukumar approached them slowly, tears streaming down his face. Stretching out his hand, he softly stroked his sister‘s cheek.

ଅନୁବାଦ :
ଦିନେ ବସନ୍ତ ସନ୍ଧ୍ୟାରେ ସୁକୁମାର ଝରକା ପାଖରେ ବସି ପୂର୍ଣ୍ଣଚାନ୍ଦକୁ ଅପଲକ ଦୃଷ୍ଟିରେ ଚାହିଁ ରହିଥିଲା । ତା’ ମନ ଦୁଃଖରେ ଭରି ରହିଥିଲା । ତା’ର ସମସ୍ତ ଚେଷ୍ଟା ସତ୍ତ୍ବେ, ତଥାପି ସେ ସାୟପତ୍ରୀର ବାପାଙ୍କର ସ୍ନେହ ପାଇପାରିଲା ନାହିଁ । ପରଦିନ ବଡ଼ିଭୋରରୁ ଘରର ସମସ୍ତ ସଦସ୍ୟମାନେ ଶୋଇଥିବା ସମୟରେ ସେ ନୀରବରେ ଘର ଛାଡ଼ି ଚାଲିଗଲା ଦିନସାରା ସେ ଉପତ୍ୟକାରେ ଥିବା ପାହାଡ଼ ଉପରେ ଚଢ଼ିଲା ଓ ଓହ୍ଲାଇଲା । ସୂର୍ଯ୍ୟାସ୍ତ ସମୟରେ ସେ ଏକ ପାହାଡ଼ ଶିଖରରେ ନିଜକୁ ଆବିଷ୍କାର କଲା । ସେଠାରେ ସେ ଗୋଟିଏ ଦେବୀ ମନ୍ଦିର ଥ‌ିବାର ଦେଖୁଲା ଏବଂ ସେଠାରେ ସେ ରାତି ପାଇଁ ବିଶ୍ରାମ କରିବାକୁ ସ୍ଥିର କଲା । ସେଠାରେ ସେ ନିଜକୁ ନିଃସଙ୍ଗ ଓ ଦୁଃଷ୍କୃତ ମନେକଲା । ସାୟପତ୍ରୀ ଓ ତା’ର ମାଆଙ୍କୁ ଛାଡ଼ିଥିବାରୁ ସେ ପୁଣି ଥରେ ନିଜର ପରିବାରକୁ ହରାଇଥିବା ଭଳି ଅନୁଭବ କଲା ତା’ ପରଦିନ ରାତିରେ, ସେ ପୁଣି ମନ୍ଦିର ଭିତରେ ଶୋଇରହି ସାୟପତ୍ରୀକୁ ସ୍ଵପ୍ନରେ ଦେଖୁଲା । ସାୟପତ୍ରୀ ତା’ ସାମନାରେ ଠିଆ ହୋଇ ତା’ ପଛେ ପଛେ ଆସିବାପାଇଁ କହୁଥ‌ିବାର ସେ ସ୍ଵପ୍ନରେ ଦେଖୁଲା । ଯେତେବେଳେ ସେ ନିଦରୁ ଉଠିଲା, ସେ ଭାବିଲା ଯେ ସେ ଘରକୁ ଫେରିଯିବ । କିନ୍ତୁ ଯେତେବେଳେ ସେ ସାୟପତ୍ରୀର ଘରେ ପହଞ୍ଚିଲା, ଅଗଣା ଚାରିପାଖରେ ଅନେକ ଗ୍ରାମବାସୀ ଠିଆ ହୋଇଥିଲେ ଓ ସେମାନଙ୍କ ମୁହଁ ବିଷାଦରେ ଭରି ଯାଇଥିଲା । ସୁକୁମାର ଧୀରେ ଧୀରେ ଘର ଭିତରକୁ ପ୍ରବେଶ କଲା । ଘର ଭିତରେ ସାୟପତ୍ରୀ ତା’ ମାଆ କୋଳରେ ପଡ଼ି ରହିଥିଲା ସୁକୁମାରକୁ ଦେଖ‌ିବା ମାତ୍ରେ ସ୍ତ୍ରୀଲୋକଜଣକ (ସାୟପତ୍ରୀର ମା’) କାନ୍ଦିଉଠି କହିଲେ, ‘‘ପୁଅ, ତୋର ଗେହ୍ଲା ଭଉଣୀର କ’ ହୋଇଛି ଦେଖ । ଲୋକେ କହୁଛନ୍ତି ସେ ଭଲ ହୋଇଯିବ, କିନ୍ତୁ ମୁଁ କିଛି ଜାଣିପାରୁନି ।’’ସୁକୁମାର ଧୀରେ ଧୀରେ ସେମାନଙ୍କ ପାଖକୁ ଗଲା ଓ ତା’ ଆଖୁ ଧାର ଧାର ଲୁହ ବୋହୁଥିଲା । ସେ ହାତ ବଢ଼ା ତା’ର ଭଉଣୀ ଗାଲକୁ ଆଉଁସିବାକୁ ଲାଗିଲା ।

Text -2

“On the night you left, she suddenly came down with a very high fever Since yesterday size‘s been like this — in a coma. I think her spirit’s left her body and gone off in search of you. Please, my son, do something to revive her.” Sukumar bought out his flute and began to play it very quickly As the tune floated across the room, Sayapatri ‘s eyelids began to flutter. Slowly her eyes opened. Seeing Sukumar she murmured, “My brother oh my brother! You‘ve returned.” Putting down his flute, Sukumar replied, “Yes, my dear sister “1 ‘in here. It‘s me, your brother.” Suddenly the father moved next to Sukumar and, with tears in his eyes, hugged the boy to his chest. “Truly you‘re my own dear son. Never never will I let you go again.” The mother sat there, shedding tears of joy. Sayapatri and Sukumar looked at each other and smiled.

ଅନୁବାଦ :
‘ତୁ ଯେଉଁ ରାତିରେ ଗଲୁ, ହଠାତ୍ ତାକୁ (ସାୟପତ୍ରୀକୁ) ପ୍ରବଳ ଜ୍ଵର ଆସିଗଲା । ଗତକାଲିରୁ ସେ ଅଚେତ ଅବସ୍ଥାରେ ଅଛି । ମୁଁ ଭାବୁଛି ତା’ ଆତ୍ମା ତା’ ଦେହ ଛାଡ଼ି ତୋତେ ଖୋଜିବାକୁ ଯାଇଛି । ପୁଅ, ତୁ’ ଦୟାକରି ତା’ ଚେତା ଫେରାଇବାକୁ ସୁକୁମାର ନିଜର କୁହୁକ ବଂଶୀ ବାହାର କଲା ଓ ଧୀରେ ଧୀରେ ବଜାଇବାକୁ ଲାଗିଲା । ଯେତେବେଳେ ବଂଶୀର ସ୍ଵର କୋଠରିରେ ଝକୃତ ହେଲା, ସାୟପତ୍ରୀର ଆଖିପତା ହଠାତ୍ ଫଡ଼ଫଡ଼ ହେବାକୁ ଲାଗିଲା । ଧୀରେ ଧୀରେ ତା’ର ଆଖ୍ ଦୁଇଟି ଖୋଲିଗଲା । ସୁକୁମାରକୁ ଦେଖ୍ ସେ ଗୁଣୁଗୁଣୁ ହୋଇ କହିଲା, ‘‘ଭାଇ, ମୋର, ହେ ମୋର ଭାଇ ! ତୁମେ ତା’ହେଲେ ଫେରି ଆସିଲ ।’’ ନିଜର ବଂଶୀକୁ ତଳେ ରଖ୍ ଦେଇ ସୁକୁମାର ଉତ୍ତର ଦେଲା, ‘‘ହଁ, ମୋ ଗେହ୍ଲା ଭଉଣୀ, ମୁଁ ଏଠାରେ ଅଛି । ମୁଁ ତୋ’ ଭାଇ ।’’ ହଠାତ୍ ବାପା ସୁକୁମାର ଆଡ଼କୁ ଘୁଞ୍ଚ୍ ଆସିଲେ ଓ ଲୁହ ଛଳ ଛଳ ଆଖ୍ୟାରେ ସୁକୁମାରକୁ କୋଳେଇ ନେଇ କହିଲେ, ‘ପ୍ରକୃତରେ ତୁ ମୋ’ ନିଜର ଗେହ୍ଲା ପୁଅ । କେବେ ବି ମୁଁ ତୋତେ ଆଉ ଯିବାକୁ ଦେବିନି ।’’ ଆନନ୍ଦର ଲୁହ ଗଡ଼ାଇ ମା’ ସେଠାରେ ବସି ରହିଥିଲେ । ସାୟପତ୍ରୀ ଓ ସୁକୁମାର ପରସ୍ପରକୁ ଚାହିଁ ଅଳ୍ପ ଅଳ୍ପ ହସୁଥିଲେ ।

BSE Odisha 9th Class English Solutions Non-Detailed Chapter 4 The Magic Flute

Notes And Glossary : ଟିପ୍‌ପଣୀ ଓ କଠିନ ଶବ୍ଦାର୍ଥ :
despite – in spite of – ସତ୍ତ୍ୱେ
efforts – earnest attempt – ଆନ୍ତରିକ ପ୍ରୟାସ
pre-dawn – ପାହାନ୍ତା ପହର
quietly – silently – ନିଃଶବ୍ଦରେ
summit – the highest pointltop (of a mountain) – ଶିଖର
shrine – ଦେବ ମନ୍ଦିର
awoke – got up, rose
approach – come near, proceed
stream down – rain down – ଲୁହ ବହି ଆସିବା
murmured – spoke unclearly – ଅସ୍ପଷ୍ଟ
gloomy – unhappy; having no hope
lap – କୋଲ
recover – back to normal state – ସ୍ଵାଭାବିକ ଅବସ୍ଥାକୁ ଫେରିବା
live off – ଜଣକୁ ହରାଇଲା ପରି ବଞ୍ଚିବା
stroked – touched in a gentle, loving
way – ଧୀରେ ଧୀରେ ଆଉଁସିଲା
cheek – ଗାଲ
coma – deep unconsciousness – ସମୟ ପାଇଁ ଅଚେତନ ଅବସ୍ଥା
spirit – soul – ଆତ୍ମା
revive – bring back to life or strength –
eyelids – skin that covers the eyes
flutter – to move in excitement
hugged – held someone tightly putting arms around – କୁଣ୍ଢାଇ ପକାଇଲେ
shed – to let fall down

Now Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ)

Question 1.
Why did Sukumar leave Sayapatri’s house?
(ସୁକୁମାର କାହିଁକି ସାୟପତ୍ରୀର ଘର ଛାଡ଼ିଲା ?)
Answer:
All the efforts made by Sukumar to win the love of Sayapatri’s father ended in smoke. Sukumar was disappointed. So one morning he quietly left Sayapatri’s house.

Question 2.
Why did Sukumar feel sad in the temple?
(ସୁକୁମାର କାହିଁକି ମନ୍ଦିରରେ ଦୁଃଖ ଅନୁଭବ କଲା ?)
Answer:
Sukumar left Sayapatri’s house and reached the summit of a mountain at sunset and decided to take shelter in a temple there. He felt lonely and very sad there. He thought that by leaving Sayapatri and her mother he had once again lost his family.

Question 3.
Why did Sukumar decide to return to Sayapatri’s house?
(ସୁକୁମାର କାହିଁକି ସାୟପତ୍ରୀର ଘରକୁ ଫେରିଯିବାକୁ ସ୍ଥିର କଲା ? )
Answer:
Leaving Sayapatri’s house, Sukumar Look shelter in a temple on the summit of a mountain but he felt very lonely and sad there. He realized that he had again lost his family. The next night he dreamt of Sayapatri, who in a dream, was standing in front of him and calling him to return home. So he decided to return to her house.

Question 4.
When Sukumar entered the house, what did he see?
(ଯେତେବେଳେ ସୁକୁମାର ଘରକୁ ପ୍ରବେଶ କଲା, ସେ କ’ଣ ଦେଖିଲା ?)
Answer:
When Sukumar reached Sayapatri’s house, he saw many villagers around the yard with gloomy looks on their faces because of Sayapatri’s illness. Then he entered the house quietly. Inside the house, he saw Sayapatri lying on her mother’s lap. She was seriously ill and in an unconscious state.

Question 5.
According to her mother, what was wrong with Sayapatri?
(ତା’ର ମାଆ ମତରେ, ସାୟପତ୍ରୀ ସହିତ କ’ଣ ଖରାପ ହୋଇଥିଲା ?)
Answer:
According to her mother. Sayapatri fell ill soon after Sukumar’s departure. She was sick with a very high fever on the very night Sukumar left her house. She was in a coma state. Perhaps her spirit had gone off in search of Sukumar. That was wrong with Sayapatri.

Question 6.
What did Sukumar do when he heard about Sayapatri’s mother? What happened to Sayapatri then?
(ସାୟପତ୍ରୀ ମାଆଠାରୁ ସବୁକଥା ଶୁଣିବା ପରେ ସୁକୁମାର କ’ଣ କଲା ? ସେତେବେଳେ ସାୟପତ୍ରୀର କ’ଣ ହେଲା ?)
Answer:
When Sukumar heard Sàyapatri’s mother about her daughter’s sudden acute illness who was in a coma state, he brought out his magic flute and began to play it very quietly. As the tune floated across the room, his eyelids started fluttering. Miraculously, Sayapatri opened her eyes slowly at the magic touch of the flute tuning made by Sukumar.

Question 7.
Sayapatri’s father did something unexpected. What was it?
(ସାୟପତ୍ରୀର ବାପା କିଛି ଅପ୍ରତ୍ୟାଶିତ କାମ କଲେ । ତାହା କ’ଣ ଥିଲା ?)
Answer:
When Sayapatn opened her eyes to the magic tune of the flute, her father’s attitude towards Sukumar completely changed. Her father did something unexpected. He embraced Sukumar and admitted him as his own dear son and he told him not to leave them again.

Question 8.
Do you think this is a happy story or a sad story? Why?
(ଏହା ଏକ ସମ୍ପଦ ଗଳ୍ପ ଅଥବା ଦୁଃଖଦ ଗଳ୍ପ ବୋଲି ତମେ ଭାବଛି କି ? କାହକ_)
Answer:
Really this is a happy story because finally, the boy got shelter and the affection of the whole family. Its ending is comic as all the characters are reunited and lived happily as before.

Question 9.
Why is the story entitled “The Magic Flute”? How was the flute magical?
(ଗଳ୍ପଟିର ନାମକରଣ ‘କୁହୁକ ବଂଶୀ’ ବୋଲି କାହିଁକି ହୋଇଛି ? କିପରି ବଂଶୀଟି କୁହୁକିଆ ବା ଯାଦୁକରୀ ଥିଲା ? )
Answer:
The story is entitled “The Magic Flute” because the flute made by Sukumar’s father had magical power. By playing the flute Sukumar could attract the wife of the village headman as well as her family members. Not only this, but it helped Sayapatri to recover from her coma state. So it seemed to have magical power.

BSE Odisha 9th Class English Solutions Non-Detailed Chapter 4 The Magic Flute

D. LET’S WRITE:

Write the answers to the following questions in about 50 words each :
(ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫୦ଟି ଲେଖାଏଁ ଶବ୍ଦରେ ଲେଖ ।)

Question 1.
Why and how did Sukumar learn to play the flute?
(କାହିଁକି ଓ କିପରି ସୁକୁମାର ବଂଶୀ ବଜାଇବା ଶିଖୁଲା ?)
Answer:
Sukumar had lost his mother in his childhood. After her death, his father played his flute every evening. One night he asked his father if he had ever met his mother. His father admitted that he had met her in his heart when he played his flute. Sukumar was anxious to meet his mother in his heart by playing the flute. So he requested his father to make a flute for him. Accordingly, his father made a flute for him and taught him how o play it. This is how Sukurnar learned to play the flute.

Question 2.
How did he come to Sayapatri’s house?
( ସେ କିପରି ସାୟପତ୍ରୀ ଘରକୁ ଆସିଲା ?)
Answer:
On his way to search for a shelter for the night, Sukurnar was playing his flute standing in a village. Just then Sayapatri’s mother was coming home. She was attracted by the magic tune of the flute and stopped there. Both looked at each other. It seemed to both of them that they had always known each other. After a little conversation, Sayapatri’s mother came to know that Sukumar was looking for a place to spend the night. She asked the boy to accompany her to her house and the boy followed the woman to her house.

Question 3.
Why did Sayapatrl’s father not want Sukumar in his house?
(ସାୟପତ୍ରୀର ବାପା କାହିଁକି ସୁକୁମାରକୁ ତାଙ୍କ ଘରେ ଚାହୁଁ ନ ଥିଲା ?)
Answer:
Sayapatri’s father learned from his wife that Sukumar was an orphan and his wife had already considered him as her own son: That day he remained silent without giving any remarks. He also had a wrong notion that orphans weren’t reliable and dependable. So one day Sukumar would leave them and would create a bad influence on their daughter. So he didn’t want Sukumar in his house.

Question 4.
Why did Sukumar go back to Sayapatri’s house?
(କାହିଁକି ସୁକୁମାର ସାୟପତ୍ରୀ ଘରକୁ ଫେରିଗଲା ?)
Answer:
Sukumar was unable to win the love of Sayapatri’s father. Ultimately he left home disappointed at this. He took shelter in a shrine on the summit of a mountain. But he was not happy there thinking of Sayapatri’s love and her mother’s kindness. One night he had a dream in which he saw Sayapatri calling him. He woke up and became emotional. So he went back to Sayapatri’s house.

Question 5.
How did Sayapatri recover?
(ସାୟପତ୍ରୀ କିପରି ଭଲ ହେଲା ?)
Answer:
The village headman’s daughter, Sayapatri had deep love and affection for Sukumar. The boy could win the love of everybody in the family except her father. He felt sad and left the house. Sayapatri was seriously ill on the very night he left. The next night Sukumar dreamt of Sayapatri calling him. He returned and saw the worst condition of the girl. Her mother requested Sukumar to do something for the girl’s recovery from her illness. Sukumar took out his magic flute and began to play it quietly. Soon Sayapatri opened her eyes and talked to him with the magic power of the flute. This is how Sayapatri recovered from her illness miraculously.

BSE Odisha 9th Class English Solutions Non-Detailed Chapter 4 The Magic Flute

E. ACTIVITY :

The following is the summary of the story. But there are eight mistakes in the summary. Underline the mistakes. Rewrite the summary after correcting the mistakes.
(ନିମ୍ନଲିଖଟି ହେଉଛି ଗଳ୍ପର ସାରାଂଶ । କିନ୍ତୁ ସାରାଂଶରେ ୮ଟି ତ୍ରୁଟି ରହିଛି । ତ୍ରୁଟିଗୁଡ଼ିକୁ ରେଖାଙ୍କିତ କର । ତ୍ରୁଟିଗୁଡ଼ିକୁ ସଂଶୋଧନ କରି ପୁନର୍ବାର ସାରାଂଶଟିକୁ ଲେଖ ।)

Sukumar was an orphan who was 11 years old. His mother had made a guitar for him and he played it very well. One day, he came to a village and the Headman’s daughter took him to her house. She introduced him to her Sayapatri. But Sukumar was sad because Sayapatri’s mother did not love him. So, one day he left their house and went to live in a shrine on a mountain. One night he had a dream. He saw Sayapatri’s mother calling him. He went back to Sayapatri’s. He found that Sayapatri’s mother was very sick. He played his flute arid slowly she opened her eyes. Savapatr hugged him and the story ended happily.
Answer:
Sukumar was an orphan who was 11 years old. His father had made a flute for him and he played it very well. One day, he came to a village and the Headman’s wife took him to her house. She introduced him to her daughter, Sayapatri. But Sukumar was sad because Sayapatri’s father did not love him. So, one day he left their house and went to live in a shrine on a mountain. One night he had a dream. He saw Sayapatri calling him. He went back to Sayapatri’s. He found that Savapatri was very sick. He played his flute and slowly she opened her eyes. Sayapatri’s father hugged him and the story ended happily.

BSE Odisha 9th Class English Chapter 4 The Magic Flute Important Questions and Answers

Very Short Objective Questions With Answers
Answer The Following In A Sentence.

Question 1.
Who was Sukumar?
Answer:
Sukumar was a boy of eleven, a motherless boy.

Question 2.
Who was the middle-aged woman?
Answer:
The middle-aged woman was the village headman’s wife.

Question 3.
When did she meet Sukumar?
Answer:
Sukumar was playing his flute standing in the village. The woman met him on her back home.

Question 4.
How did Sayapatri recover?
Answer:
Sukumar took out his flute and began to play quietly. Soon Sayapatri opened her eyes and talked to him by the magic power of the flute. This is how Sayapatri
recovered from her illness.

Question 5,
When did Sukumar fleet the middle-aged woman?
Answer:
As Sukumar stood there playing his flute, there stood a middle-aged woman with a heavy load of grass on her back, and sensing her presence Sukumar looked at her.

Question 6.
Why did Sukumar leave Sayapatri’s house?
Answer:
Sukumar was unable to win the love of Sayapatri’s father. Ultimately, he left Sayapatri’s home disappointed at this.

BSE Odisha 9th Class English Solutions Non-Detailed Chapter 4 The Magic Flute

Answer The Following In A Word Or A Phrase.

Question I.
Who sat there, shedding tears of joy?
Answer:
Sayapatri’s mother

Question 2.
When did Sukumar left Sayapatri’s house?
Answer:
in the pre-dawn hours

Question 3.
“Are you ever able to meet her ¡n your hearts ?“ Who said this?
Answer:
Sukumar

Question 4.
Who stopped Sukumar when he prepared to leave the house?
Answer:
the village headman’s wife

Question 5.
‘And he’ll end up being a bad influence on our Sayapatri.” Who told this?
Answer:
the village headman

Fill In The Blanks.

1. Sayapatri’s eyelids began to flutter as the flute tune floated across the __________.
Answer:
room

2. Seeing Sukumar, Sayapatri murmured, “My brother, oh my brother! You have __________.
Answer:
returned

3. Sayapatri’s mother shed tears of joy because her husband accepted ___________ as his own son and decided not to let him go again.
Answer:
Sukumar

4. The sun was setting as Sukumar woke up on the dirt path and into the __________.
Answer:
small village

5. Sukumar remembered his own mother when he saw the girl calling __________.
Answer:
her mother

BSE Odisha 9th Class English Solutions Non-Detailed Chapter 4 The Magic Flute

6. “I am a stranger here, mother.” Here ‘I’ indicates to __________.
Answer:
Sukumar

7. The boy was looking for a place to ___________.
Answer:
spend the night

8. Sukumar Los! his mother at the age of ___________.
Answer:
five

9. Sukumar believed that his mother still lived __________.
Answer:
within his heart

10. The flute Sukumar carried had been a gift from __________.
Answer:
his father

11. After the death of Sukumar’s mother, ____________ would play his own flute every evening before going to bed.
Answer:
Sukumar’s father

12. According to Sukumar’s father the child’s mother now lives in the house of _________.
Answer:
Gods

13. According to Sukumar’s father, he meets her wife through ___________.
Answer:
playing his flute

14. Sukumar’s father carefully ___________ a flute for the hoy.
Answer:
fashioned

15. Sukumar felt, he had found his own true mother once again in ___________.
Answer:
headman’s wife

BSE Odisha 9th Class English Solutions Non-Detailed Chapter 4 The Magic Flute

16. As Sukuinar entered the yard with the woman, he saw the headman’s daughter, __________.
Answer:
Sayapatri

17. Sayapatri treated Sukumar as her __________.
Answer:
own brother

18. Headman’s wife found Sukumar __________.
Answer:
on the road

19. During dinner, the headman said nothing to the boy. This made Sukumar sad and __________.
Answer:
uncomfortable

20. One day Sukumar and Sayapatri walked down to a __________.
Answer:
nearby stream

21. Unable to control her curiosity Sayapatri asked “What are you thinking about, my __________?
Answer:
brother

22. Sukumar could only meet his mother by playing his ____________.
Answer:
flute

23. Sukumar was sad because he hadn’t won Sayapatri’s father’s _________.
Answer:
heart

24. According to Sayapatri’s father orphans aren’t very ___________.
Answer:
dependable

25. One spring evenîng: Sukumar sat by the window, gazing out at __________.
Answer:
the full moon

BSE Odisha 9th Class English Solutions Non-Detailed Chapter 4 The Magic Flute

26. Despite all his efforts, Sukumar was still unable to win the love of Sayapatri’s ___________.
Answer:
father

27. After leaving the headman’s house Sukumar climbed over hills and down through the _________.
Answer:
valleys

28. After leaving the headman’s house Sukumar took shelter in a shrine to a ___________.
Answer:
goddess

29. By leaving Sayapatri and her mother, Sukumar felt that he had once again lost __________.
Answer:
his family

30. In the dream Sukumar saw that ___________ was standing in front of him.
Answer:
Sayapatri

31. When Sukumar returned to Sayapatri’s house, were around the yard wearing gloomy faces ___________.
Answer:
many villagers

Multiple Choice Questions With Answers.

Question 1.
Sukumar was a boy of about __________?
(A) ten
(B) eleven
(C) nine
(D) seven
Answer:
(B) eleven

Question 2.
Sukumar hoped to find someone who would put him up?
(A) for the day
(B) for the night
(C) for one day
(D) for two days
Answer:
(B) for the night

Question 3.
Sukumar was filled with his memories of her mother and took out his __________ to play?
(A) flute
(B) doll
(C) a photograph
(D) ring
Answer:
(A) flute

Question 4.
Sukumar lost his mother at the age of ___________?
(A) six
(B) three
(C) five
(D) seven
Answer:
(C) five

Question 5.
The flute Sukumar carried had been a gift from _________?
(A) his uncle
(B) his mother
(C) his father
(D) his brother
Answer:
(C) his father

BSE Odisha 9th Class English Solutions Non-Detailed Chapter 4 The Magic Flute

Question 6.
Sukumar’s father carefully _________ a flute for the boy?
(A) designed
(B) made
(C) fashioned
(D) all the above
Answer:
(C) fashioned

Question 7.
Sayapatri treated Sukumar as her __________?
(A) good friend
(B) own brother
(C) cousin
(D) enemy
Answer:
(B) own brother

Question 8.
Sayapatri’s mother requested Sukumar to do something to ___________ her?
(A) recover
(B) cure
(C) revive
(D) none of these
Answer:
(C) revive

Question 9.
After the recovery of Sayapatri, her father ___________ the boy to his chest with tearful eyes?
(A) hugged
(B) embraced
(C) held
(D) none of these
Answer:
(A) hugged

Question 10.
began’. Here the word refers to ___________?
(A) set on
(B) set out
(C) set in
(D) all the above
Answer:
(B) set out

Question 11.
This is indeed a majestic offer. Here the underlined word refers to __________?
(A) happy
(B) beautiful
(C) grand
(D) not impressive
Answer:
(B) beautiful

Question 12.
The story “The Magic Flute” is translated by ___________?
(A) Abhi Sabedi
(B) Mukul Raj
(C) Prem Chand
(D) R. N. Tagore
Answer:
(A) Abhi Sabedi

Question 13.
Sukumar walked into the _________?
(A) village
(B) valley
(C) little village
(D) field
Answer:
(C) little village

Question 14.
In the little village, Sukumar hoped to find someone who would put him for __________?
(A) some days
(B) the month
(C) the day
(D) the night
Answer:
(D) the night

Question 15.
Sukumar’s mother was __________?
(A) in his village
(B) uneducated
(C) alive
(D) dead
Answer:
(D) dead

BSE Odisha 9th Class English Solutions Non-Detailed Chapter 4 The Magic Flute

Question 16.
Sukumar looked at the woman her presence?
(A) thinking of
(B) imagining
(C) sensing
(D) hoping
Answer:
(C) sensing

Question 17.
__________ Sukumar asked his father about her mother?
(A) One day
(B) One night
(C) One evening
(D) One afternoon
Answer:
(B) One night

Question 18.
Sukumar accepted Sayapatri as his _________?
(A) mother
(B) sister
(C) wife
(D) sister-in-law
Answer:
(B) sister

Question 19.
Who was the village headman’s daughter?
(A) Suryapriya
(B) Sayangjyoti
(C) Sayapriya
(D) Sayapatri
Answer:
(D) Sayapatri

Question 20.
Near the stream, Sukumar sat silently?
(A) on a boulder
(B) on a big rock
(C) on its edge
(D) on a big stone
Answer:
(A) on a boulder

Question 21.
The woman was by her husband’s words?
(A) worried
(B) disappointed
(C) shocked
(D) puzzled
Answer:
(C) shocked

Question 22.
At sunset, Sukumar found himself on the summit of a _________?
(A) mountain
(B) hill
(C) valley
(D) ridge
Answer:
(A) mountain

BSE Odisha 9th Class English Solutions Non-Detailed Chapter 4 The Magic Flute

Question 23.
Inside the shrine, Sukumar felt ________?
(A) unhappy
(B) sad
(C) lonely
(D) lonely and sad
Answer:
(D) lonely and sad

Leave a Comment