BSE Odisha 9th Class English Solutions Non-Detailed Chapter 2 The Lost Child

Odisha State Board BSE Odisha 9th Class English Solutions Non-Detailed Chapter 2 The Lost Child Textbook Exercise Questions and Answers.

BSE Odisha Class 9 English Solutions Non-Detailed Chapter 2 The Lost Child

BSE Odisha 9th Class English Chapter 2 The Lost Child Questions and Answers

Introduction :

The village fair plays an important role in the villages in India. It is meant for amusement and entertainment in the midst of the dull routine life. The villagers visit the fairs along with their family members. But it has special attraction for the children. The rural people buy various articles in the fair. They also remember certain incidents that take place in it. The present story ‘The Lost Child” describes a child’s visit to a fair with his parents. Now read the story and see how a child was lost in the crowded fair and what was the consequence.

Notes :
village fair – ଗ୍ରାମ ମେଳା, important – ଗୁରୁତ୍ୱପୂର୍ଣ୍ଣ, role – ଭୂମିକା, amusement – ମନୋରଞ୍ଜନ, entertainment – ମନୋରଞ୍ଜନ, routine life – ନିତ୍ୟ ଜୀବନ |, articles – ପ୍ରବନ୍ଧଗୁଡିକ, incidents – ଘଟଣା, parents – ପିତାମାତା

ବିଷୟ ସୂଚନା :
ଆମୋଦପ୍ରମୋଦ ଓ ଅବସର ବିନୋଦନ ପାଇଁ ଏହା ଉଦ୍ଦିଷ୍ଟ । ଗ୍ରାମବାସୀମାନେ ସପରିବାରେ ଏହି ମେଳାଗୁଡ଼ିକୁ ବୁଲି ଯାଆନ୍ତି । କିନ୍ତୁ ଛୋଟ ପିଲାଙ୍କ ପାଇଁ ଏହା ଏକ ସ୍ଵତନ୍ତ୍ର ଆକର୍ଷଣ ସୃଷ୍ଟି କରିଥାଏ । ଗ୍ରାମାଞ୍ଚଳର ଲୋକମାନେ ମେଳାରୁ କିଛି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମଧ୍ଯ କ୍ରୟ କରିଥା’ନ୍ତି । ଏଥୁରେ ଘଟୁଥ‌ିବା ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକୁ ମଧ୍ୟ ସେମାନେ ମନେ ରଖି’ନ୍ତି । ଆଲୋଚ୍ୟ ଗପଟିରେ ଦେଖୁବା ପିଲାଟି କିପରି ଜନଗହଳିପୂର୍ଣ୍ଣ ମେଳାରେ ହଜିଗଲା ଓ ଏହାପରେ ଏହାର ପରିଣତି କ’ଣ ହୋଇଥିଲା ।

Summary: I

Once a little boy was going to a village fair with his parents. It was the festival of spring. A large number of village people were also going to that fair. On his way to the fair the child being fascinated by the beautiful toys lagged behind. His parents called him loudly to walk pace with them. He went to them and expressed his desire to buy the toy. But it was turned down by his tyrant father. His mother diverted his attention cleverly towards a flowering mustard field.

He found a group of dragon flies were moving in search of sweetness from the flowers. He was delighted to see it. Again he was left behind, attracted by the little insects and worms along the footpath. The parents called the child who was behind them. As he came near his parents, who were sitting in the grove, a shower of young flowers fell upon him. He enjoyed the cooing of doves there and forgot his parents. Once again his parents gathered him up and took the curved footpath to the fair.

BSE Odisha 9th Class English Solutions Non-Detailed Chapter 2 The Lost Child

Notes:
festival – ପର୍ବ, spring – ବସନ୍ତ, way – ଉପାୟ, toy – ଖେଳନା, fascinated – ଆକର୍ଷିତ, lagged behind – ପଛରେ,ପଛରେ ପଡିଛି , tyrant – ଅତ୍ୟାଚାରୀ, attention – ଧ୍ୟାନ , cleverly – ଚତୁରତାର ସହିତ, mustard-field – ସୋରିଷ କ୍ଷେତ୍ର , dragon fly – ନାଗ ସାପ grove – ବଗିଚା, shower – ସାୱାର, curved path – ବକ୍ର ପଥ

ସାରାଂଶ :
ଏକଦା ଗୋଟିଏ ଛୋଟ ପିଲା ତା’ର ବାପା-ମାଆଙ୍କ ସହିତ ଗୋଟିଏ ଗ୍ରାମ୍ୟମେଳାକୁ ଯାଉଥିଲା । ଏହା ବସନ୍ତ ଉତ୍ସବ ଥିଲା । ଅନେକ ଗ୍ରାମବାସୀ ମଧ୍ଯ ସେହି ମେଳାକୁ ଯାଉଥିଲେ । ବାଟରେ ପିଲାଟି ଦୋକାନଗୁଡ଼ିକରେ କଣ୍ଢେଇଗୁଡ଼ିକୁ ଦେଖିବାକୁ ପାଇଲା । ସୁନ୍ଦର ସୁନ୍ଦର କଣ୍ଢେଇଗୁଡ଼ିକଦ୍ବାରା ଆକର୍ଷିତ ହୋଇ ସେ ଟିକିଏ ପଛରେ ରହି ଯାଇଥିଲା । ତା’ର ବାପା-ମାଆ ତାଙ୍କ ସହିତ ମିଶି ଚାଲିବାକୁ ପିଲାଟିକୁ ଉଚ୍ଚ ସ୍ବରରେ ଡାକିଲେ । ସେ ସେମାନଙ୍କ ନିକଟକୁ ଯାଇ ନିଜର କଣ୍ଢେଇ କିଣିବାର ଇଚ୍ଛା ବିଷୟରେ କହିଲା । କିନ୍ତୁ ତା’ର ସ୍ବେଚ୍ଛାଚାରୀ ବାପା ଏହାକୁ ପ୍ରତ୍ୟାଖ୍ୟାନ କଲେ । ମାଆ ଚତୁରତାର ସହିତ ପିଲାଟିର ଦୃଷ୍ଟିକୁ ସମ୍ମୁଖରେ ଥ‌ିବା ପୁଷ୍ପଭରା ସୋରିଷ କ୍ଷେତ ଆଡ଼କୁ ନେଇ ଯାଇଥିଲେ ।

ସେ ଦଳେ କଙ୍କି ଫୁଲରୁ ମଧୁ ସଂଗ୍ରହ କରିବାପାଇଁ ଏଣେତେଣେ ବୁଲୁଥିବାର ଦେଖିବାକୁ ପାଇଲା । ସେ ଏହା ଦେଖୁ ଭାରି ଖୁସି ହୋଇଗଲା । ରାସ୍ତା କଡ଼ରେ ଘୂରି ବୁଲୁଥ‌ିବା ନାନା ପ୍ରଜାତିର କୀଟପତଙ୍ଗ ପ୍ରତି ଆକୃଷ୍ଟ ହୋଇ ସେ ପୁଣି ପଛରେ ରହିଗଲା । ବାପା-ମାଆ. ପଛରେ ରହିଯାଇଥିବା ପିଲାଟିକୁ ଡାକ ପକାଇଲେ । ତୋଟାରେ ବସିଥିବା ବାପା-ମାଆଙ୍କ ନିକଟକୁ ଆସିବାବେଳେ ପିଲାଟି ଉପରେ କିଛି ସଦ୍ୟ ଫୁଲ ଝରି ପଡ଼ିଥିଲା । ସେଠାରେ କପୋତଗୁଡ଼ିକର କୁହୁତାନ ଉପଭୋଗ କରି ସେ ବାପା-ମାଆଙ୍କର ଉପସ୍ଥିତି ଭୁଲିଗଲା । ପୁଣିଥରେ ବାପା-ମାଆ ପିଲାଟିକୁ ପାଖକୁ ଆଣିଲେ ଓ ଅଙ୍କାବଙ୍କା ପାଦଚଲା ରାସ୍ତା ଦେଇ ମେଳା ଆଡ଼କୁ ଅଗ୍ରସର ହେଲେ ।

The Text: ପାଠ୍ୟଚିଷୟ
Paragraphwise Analysis
Text- 1

It was the festival of spring. From the wintry shades of narrow lanes and streets appeared a colourfully dressed humanity. Some walked, some rode on horses, others sat, being carried in bamboo and bullock carts. One little boy ran between his father’s legs, brimming over with life and laughter. “Come, child, come” called his parents, as he lagged behind, fascinated by the toys in the shops that lined the way. He hurried towards his parents, his feet obedient to their call.

As he came to where they had stopped to wait for him, he could not suppress the desire of his heart, even though he well knew the old, cold stare of refusal in their eyes. “I want that toy, ” he pleaded. His father looked at him red-eyed, in his familiar tyrant’s way. His mother, melted by the free spirit of the day was tender and, giving him her finger to hold, said, “Look, child, what is before you!” It was flowering mustard-field, pale like melting gold as it swept across miles and miles of even land.

ଏହା ବସନ୍ତକାଳୀନ ପର୍ବ ଥିଲା । ଅଣଓସାରିଆ ଗଳି ରାସ୍ତା ଓ ମୁଖ୍ୟ ରାସ୍ତାଗୁଡ଼ିକର ଶୀତଳ ଛାୟାରୁ ନାନା ରଙ୍ଗର ପୋଷାକ ପରିହିତ ଦଳଦଳ ଲୋକ ଦୃଶ୍ୟମାନ ହେଉଥିଲେ । କେତେକ ଚାଲୁଥିଲେ, କେତେକ ଘୋଡ଼ା ପିଠିରେ ବସିଥିଲେ, ଅନ୍ୟମାନେ ବାଉଁଶ ଅଥବା ବଳଦଗାଡ଼ିରେ ବସିଥିଲେ । ଛୋଟ ପିଲାଟିଏ ତା’ର ମୁହଁରେ ଆଶା ଓ ଆନନ୍ଦର ଜୀବନ୍ତ ହସ ଖେଳାଇ ତା’ ବାପାର ପ୍ରସାରିତ ଗୋଡ଼ ମଧ୍ୟ ଦେଇ ଦୌଡ଼ିଗଲା ।

ଯାଇଥିଲାବେଳେ ବାପାମା’ ତାକୁ ଡାକି କହିଲେ, ‘ଆ, ପୁଅ, ଆ ।’’ ବାପାମା’ଙ୍କର ଡାକକୁ ସମ୍ମାନ ଜଣାଇ ପିଲାଟି ଚଞ୍ଚଳ ଚଞ୍ଚଳ ସେମାନଙ୍କ ଆଡ଼କୁ ପାଦ ବଢ଼ାଇଲା । ବାପାମା’ ତା’ ପାଇଁ ଯେଉଁଠାରେ ଅପେକ୍ଷା କରିଥିଲେ ସେଠାକୁ ପୁଅ ଯେତେବେଳେ ଆସି ପହଞ୍ଚିଲା, ସେ ନିଜର ହୃଦୟର ଇଚ୍ଛାକୁ ନିୟନ୍ତ୍ରଣ କରିପାରିଲା ନାହିଁ, ଯଦିଓ ସେ ବାପାମା’ଙ୍କର ଆଜ୍‌ରେ ପ୍ରତ୍ୟାଖ୍ୟାନର ସେହି ପୁରୁଣା ଓ ନିଷ୍ପ୍ରଭ ଚାହାଣିର ଉତ୍ତର ବିଷୟରେ ସେ ଭଲରୂପେ ଅବଗତ ଥିଲା । ‘‘ମୋର ସେହି ଖେଳଣା ଦରକାର,’’ ପିଲାଟି କାକୁତିମିନତି ହୋଇ କହିଲା ।

ବାପା ନିଜର ଚିରପରିଚିତ କଠୋର ସ୍ଵଭାବରେ ଲାଲ ଆଖରେ ପୁଅ ଆଡ଼କୁ ଚାହିଁଲେ । ମେଳା ଭଳି ଖୋଲା ଓ ଖୁସିର ଦିନରେ ଉଲ୍ଲସିତ ହୋଇ ଉଠିଥ‌ିବା ମା’ ପୁଅ ପ୍ରତି ଟିକେ କୋମଳ ହୋଇ ଓ ପୁଅକୁ ଧରିବାପାଇଁ ନିଜର ହାତ ବଢ଼ାଇଦେଇ କହିଲେ, ‘‘ଦେଖ ପୁଅ, ତୋ’ ଆଗରେ ସେଇଟା କ’ଣ ଅଛି !’’ ଏହା ଥିଲା ଫୁଲ ଫୁଟିଥିବା ଗୋଟିଏ ସୋରିଷ କ୍ଷେତ, ତରଳ ସୁନା ଭଳି ହାଲୁକା ରଙ୍ଗର ଏହି କ୍ଷେତ ସମତଳଭୂମିରେ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ ବ୍ୟାପିଥିଲା ।

Text -2
A group of dragon-flies were moving noisily on their bright purple wings in search of sweetness from the flowers. The child followed them in the air with his gaze, till one of them would still its wings and rest, and he would try to catch it. But his mother gave a cautionary call: “Come, child, come, on to the footpath.” He cheerfully ran towards his parents and walked by their side for a while, being, however, soon left behind, attracted by the little insects and worms along the footpath that were coming out of their hiding places to enjoy the sunshine.

“Come, child, come!” his parents called from the shade of a grove where they had seated themselves on the edge of a well. He ran towards them. A shower of young flowers fell upon the child as he entered the grove, and, forgetting his parents, he began to gather the raining petals in his hands. But lot He heard the cooing of doves and ran towards his parents, shouting, “The dove! The dove!” The raining petals dropped from his forgotten hands. “Come, child, come!” they called to the child, who had now gone running in fear round the banyan tree, and gathering him up they took the narrow, curved footpath which led to the fair through the mustard fields.

BSE Odisha 9th Class English Solutions Non-Detailed Chapter 2 The Lost Child

ଅନୁବାଦ :
ଫୁଲଗୁଡ଼ିକରୁ ମିଠା ରସ ସଂଗ୍ରହ ଉଦ୍ଦେଶ୍ୟରେ ଦଳେ କଙ୍କି ସେମାନଙ୍କର ଉଜ୍ଜ୍ଵଳ ନୀଳ ଲୋହିତ ରଙ୍ଗର ଡେଣାସବୁକୁ ଝାଡ଼ି ଡେଣାଗୁଡ଼ିକୁ ସ୍ଥିର କରି ବସି ପଡ଼ିଲା, ପିଲାଟି ତାକୁ ଧରିବାକୁ ଚେଷ୍ଟା କଲା । କିନ୍ତୁ ତାହାର ମା’ ତାକୁ ସତର୍କ କରାଇବା ସ୍ବରରେ ଡାକ ଛାଡ଼ିଲେ, ‘‘ଆ ପୁଅ, ପାଦଚଲା ରାସ୍ତା ଉପରକୁ ଉଠି ଆ !’’ ପିଲାଟି ଖୁସିରେ ବାପାମା’ଙ୍କ ଆଡ଼କୁ ଦୌଡ଼ିଲା ଓ କିଛି ମୁହୂର୍ତ୍ତ ସେମାନଙ୍କ ପାଖଦେଇ ଚାଲିଲା । କିନ୍ତୁ ସୂର୍ଯ୍ୟକିରଣକୁ ଉପଭୋଗ କରିବାକୁ ନିଜ ନିଜ ଲୁଚିବା ଜାଗାମାନଙ୍କରୁ ବାହାରି ଆସୁଥ‌ିବା ଛୋଟ ଛୋଟ କୀଟ ଓ ପୋକଗୁଡ଼ିକୁ ରାସ୍ତା ଉପରେ ଦେଖୁ ମୁଗ୍‌ଧ ହୋଇ ପିଲାଟି ଖୁବ୍ ଶୀଘ୍ର ପଛରେ ରହିଗଲା।

‘‘ଆ, ପୁଅ, ଆ !’’ ଏକ ତୋଟାର ଛାଇତଳେ ଗୋଟିଏ କୂଅର ଧାର ଉପରେ ବସିଥିବା ବାପାମା’ ଡାକ ଛାଡ଼ିଲେ । ପିଲାଟି ସେମାନଙ୍କ ପାଖକୁ ଦୌଡ଼ିଲା । ପିଲାଟି ତୋଟା ଭିତରକୁ ପଶୁଥିବାବେଳେ କେତେଗୁଡ଼ିଏ ଛୋଟ ଫୁଲ ତା’ ଉପରେ ବିଞ୍ଚ୍ ହୋଇଗଲା ଓ ପିଲାଟି ନିଜର ବାପାମା’ଙ୍କୁ ଭୁଲିଯାଇ, ଗଦା ହୋଇ ପଡ଼ୁଥ‌ିବା ପାଖୁଡ଼ାଗୁଡ଼ିକୁ ହାତରେ ସଂଗ୍ରହ କରିବାକୁ ଲାଗିଲା । କିନ୍ତୁ ହେଲେ କି ଚମତ୍କାର ! ସେ ଏତିକିବେଳେ କପୋତମାନଙ୍କର ରାବ ଶୁଣିଲା ଓ ‘କପୋତ ! କପୋତ ?’’ ଚିତ୍କାର ଛାଡ଼ି ବାପାମା’ଙ୍କ ପାଖକୁ ଦୌଡ଼ିଗଲା । ଅଜାଣତରେ ବିଚରାର ହାତରୁ ପାଖୁଡ଼ାଗୁଡ଼ିକ ତଳେ ପଡ଼ିଗଲା ।

‘‘ଆ, ପୁଅ, ଆ !’’ ସେମାନେ (ବାପାମା’) ପିଲାକୁ ପୁଣି ଡାକିଲେ । ହେଲେ ପିଲାଟି ସେତେବେଳକୁ ବରଗଛର ପଛପାଖକୁ ଭୟରେ ଦୌଡ଼ି ପଳାଇଥୁଲା ଓ ତାକୁ ସେଠାରୁ ଧରି ସେମାନେ (ବାପାମା’) ଅଣଚଉଡ଼ା, ବଙ୍କା ପାଦଚଲା ରାସ୍ତା ଉପର ଦେଇ ଚାଲିଲେ ଯେଉଁ ରାସ୍ତାଟି ସୋରିଷ କ୍ଷେତଗୁଡ଼ିକ ଦେଇ ମେଳା ବା ପଡ଼ିଆ ଆଡ଼କୁ ପଡ଼ିଥିଲା ।

Notes And Glossary: (ଟିପ୍ପଣୀ ଏବଂ ଗ୍ଲୋସାରୀ)

wintry – ଶୀତଳ
shade – ଛାଇ
appeared – ଦେଖାଗଲା
humanity – ମାନବିକତା
brimming – to be full of something – କିଛି ପରିପୂର୍ଣ୍ଣ ହେବା
lag behind – to move more slowly than other people – ଅନ୍ୟ ଲୋକଙ୍କ ଅପେକ୍ଷା ଧୀରେ ଧୀରେ ଗତି କରିବାକୁ
fascinated – very interested – ବହୁତ ଆଗ୍ରହୀ
hurried – past tense of hurry – ଅତୀତର ଶୀଘ୍ର
obedient – ଆଜ୍ଞାକାରୀ
suppress – to prevent from expressing feeling or emotion – ଭାବନା କିମ୍ବା ଭାବନା ପ୍ରକାଶ କରିବାକୁ ରୋକିବା ପାଇଁ
desire – ଇଚ୍ଛା
stare – act of looking at – ଦେଖିବାର କାର୍ଯ୍ୟ
refusal – ପ୍ରତ୍ୟାଖ୍ୟାନ
plead – to ask for something in a strong and serious way – ଦୃଢ଼ ଓ ଗମ୍ଭୀର ଭାବରେ କିଛି ମାଗିବା
tyrant – who has complete power in a country and uses it in a cruel and unfair way – ଅତ୍ୟାଚାରୀ
melted – ଦ୍ରବୀଭୂତ
spirit – ଆତ୍ମା
tender – କୋମଳ
mustard – field – କ୍ଷେତ୍ର
pale – ଫିକା
swept – ଧୋଇଗଲା
dragon – flies – ଡ୍ରାଗନ୍
noisily – କୋଳାହଳ
cautionary – giving advice or warning – ପରାମର୍ଶ କିମ୍ବା ଚେତାବନୀ ଦେବା
grove – group of trees – ବୃକ୍ଷର ଗୋଷ୍ଠୀ
shower – ସାୱାର
petal – the delicate (light and pleasant) coloured part of a flower – ଫୁଲର ସୂକ୍ଷ୍ମ (ହାଲୁକା ଏବଂ ମନୋରମ) ରଙ୍ଗୀନ ଅଂଶ
cooing – soft low sound of doves/pegions – କପୋତ / ପେଗିଅନର କୋମଳ ନିମ୍ନ ଧ୍ୱନି
dove – କପୋତ
curved – ବକ୍ର

Now Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ)

Question 1.
Find out the persons described in the story. Where are they going?
(ଗଳ୍ପଟିରେ ବର୍ଣ୍ଣିତ ବ୍ୟକ୍ତିମାନଙ୍କୁ ଦର୍ଶାଅ । ସେମାନେ କୁଆଡ଼େ ଯାଉଛନ୍ତି ?)
Answer:
The persons, described in the story, were almost village people. Some were walking, some were riding on horses and others were sitting in bamboo and bullock carts. They were going to a village fair.

Question 2.
Why did the child lag behind?
(ପିଲାଟି କାହିଁକି ପଛରେ ପଡ଼ିଗଲା ?)
Answer:
The child was attracted by the beautiful toys displayed in the shops that lined the way. So he lagged behind.

BSE Odisha 9th Class English Solutions Non-Detailed Chapter 2 The Lost Child

Question 3.
What things did the child see on his way to the fair? What attracted him most?
(ମେଳାକୁ ଯିବା ବାଟରେ ପିଲାଟି କେଉଁ କେଉଁ ଜିନିଷମାନ ଦେଖୁଲା ? କେଉଁ ଜିନିଷଟି ତାକୁ ଅତ୍ୟଧ୍ୱକ ଆକର୍ଷିତ କରିଥିଲା ?)
Answer:
On his way to the fair he saw toys displayed in the shops that lined the way, the flowering mustard-field, the dragon-flies and a beautiful grove. The sight of the beautiful grove with the cooing of the doves attracted him most.

Question 4.
Did the child gather anything on the way? What was it? What happened to it?
(ପିଲାଟି ବାଟରେ କିଛି ଜିନିଷ ସଂଗ୍ରହ କଲା କି ? ଏହା କ’ଣ ଥିଲା ? ଏହାର କ’ଣ ହେଲା ?)
Answer:
As the child entered the grove, some flowers fell upon him. He gathered the showering petals in his hands. He heard the cooing of the doves and ran towards his parents. In the mean time, the petals dropped from his forgotten hands.

Question 5.
What were his father and mother like?
(ତା’ର ବାପା ଓ ମାଆ କିପରି ଲୋକ ଥିଲେ ?)
Answer:
His father was very strict and tyrant. But his mother was kind and loving.

Question 6.
“Come, child, come” who said this? How many times and why?
(‘‘ଆସ, ପୁଅ, ଆସ’’ – ଏକଥା କିଏ କହିଲା ? କେତେ ଥର ଓ କାହିଁକି ?)
Answer:
“Come, child come”- the child’s parents said this. They said this four times in order to gather him up.

Question 7.
What do you think the next part of the story will be about?
(ଗଳ୍ପଟିର ପରବର୍ତ୍ତୀ ଅଂଶ କ’ଣ ହୋଇଥବ ବୋଲି ତୁମେ ଭାବୁଛ ?)
Answer:
I think the next part of the story will be about the child’s visit to different stalls in the fair.

Summary: II
The child with his parents arrived the village square and saw a sweetmeat seller selling various kinds of sweets like gulab-jamun, rasagulla, burfi etc. He murmured to have his favourite sweet, burfi. But he knew well about the negative answer of his parents. So he moved on. Then he came across a flower-seller who was selling garlands of gulmohur. He expressed his desire to have the garland in a very low voice.

But he knew it well that his parents would refuse to buy it. So, without waiting for an answer, he moved on. As the child moved on, he saw a man selling balloons of different colours. He wanted to have it. But he didn’t ask for it as he knew the attitude of his parents. So he walked ahead. Just then he heard a snake-charmer playing a flute to a snake. He went towards the snake-charmer. But, thinking of his parents he proceeded a head. He wanted to go on the round about.

Notes:
arrived- ପହଞ୍ଚିଲା , square- ବର୍ଗ, sweetmeat seller- ମିଠା ବିକ୍ରେତା, murmured- ଅଭିଯୋଗ କଲେ, favourite- ପ୍ରିୟ, garland- ଫୁଲମାଳ, attitude- ମନୋଭାବ, snake-charmer- ସାପ-ଚମତ୍କାର, flute- ବଂଶୀ, roundabout- ଗୋଲାକାର

ସାରାଂଶ :
ପିଲାଟି ତା’ର ବାପା-ମାଆଙ୍କ ସହିତ ଗାଆଁ ଛକରେ ପହଞ୍ଚିଲା ଓ ଜଣେ ମିଠାବିକାଳି ଗୁଲାବଜାମୁ, ରସଗୋଲା, ଇତ୍ୟାଦି ନାନା ରକମର ମିଠା ବିକ୍ରି କରୁଥିବାର ଦେଖିଲା । ସେ ତା’ର ପ୍ରିୟ ମିଠା ବର୍ଫି ଖାଇବାକୁ ଗୁଣୁଗୁଣୁ ହୋଇ କହୁଥିଲା । ମାତ୍ର ସେ ତା’ର ବାପାଙ୍କ ନାସ୍ତିସୂଚକ ଉତ୍ତର ବିଷୟରେ ଭଲଭାବରେ ଜାଣିଥିଲା । ତେଣୁ ସେ ଆଗକୁ ଚାଲିଲା । ତା’ପରେ ସେ କୃଷ୍ଣଚୂଡ଼ା ଫୁଲହାର ବିକୁଥ‌ିବା ଜଣେ ଫୁଲ ବିକାଳିଙ୍କୁ ଦେଖିଲା । ଫୁଲମାଳଟିଏ କିଣିବାର ଇଚ୍ଛାକୁ ସେ ଅତି ନିମ୍ନ ସ୍ବରରେ ପ୍ରକାଶ କଲା । କିନ୍ତୁ ବାପାମା’ ଏହା କିଣିବାକୁ ମନା କରିବେ ବୋଲି ସେ ଭଲ ଭାବରେ ଜାଣିଥିଲା । ତେଣୁ ଉତ୍ତରକୁ ଅପେକ୍ଷା ନ କରି ଆଗକୁ ଚାଲିଲା ।

ପିଲାଟି ଟିକିଏ ଆଗକୁ ଯାଇ ଦେଖୁଲା ଗୋଟିଏ ଲୋକ ରଙ୍ଗବେରଙ୍ଗର ବେଲୁନ୍ ବିକ୍ରି କରୁଛି । ସେ ଏହାକୁ ପାଇବାକୁ ଇଚ୍ଛା କରୁଥିଲା । ମାତ୍ର ସେ ଏହାକୁ ମାଗିଲା ନାହିଁ କାରଣ ସେ ତା’ର ବାପାମାଆଙ୍କ ମନୋଭାବ ଭଲ ଭାବରେ ଜାଣିଥିଲା । ତେଣୁ ସେ ଆଗକୁ ଅଗ୍ରସର ହେଲା । ଠିକ୍ ସେହି ସମୟରେ ଗୋଟିଏ ସାପୁଆ କେଳା ସାପ ନିକଟରେ ବଂଶୀବାଦନ କରୁଥିବାର ଶୁଣିଲା । ସେ ସାପୁଆ କେଳା ଆଡ଼କୁ ଅଗ୍ରସର ହେଲା । ମାତ୍ର ବାପା-ମାଆଙ୍କ ନାସ୍ତିସୂଚକ ମନୋଭାବ କଥା ଚିନ୍ତାକରି ଆଗକୁ ଚାଲିଲା । ସେ ଚକ୍ରଦୋଳିରେ ବସିବାକୁ ଇଚ୍ଛା କରୁଥିଲା । ପୁରୁଷ, ମହିଳା ଓ ପିଲାମାନେ ଚକ୍ରାକାରରେ ବୁଲି ଆନନ୍ଦରେ ଚିତ୍କାର କରୁଥା’ନ୍ତି ।

BSE Odisha 9th Class English Solutions Non-Detailed Chapter 2 The Lost Child

The Text: ପାଠ୍ୟଚିଷୟ
Paragraphwise Analysis
Text- 1

He went towards the basket where the flowers lay heaped. As they neared the village, the child could see footpaths full of people. He felt at both repelled and fascinated by the confusion of the world he was entering. A sweetmeat seller hawked, “gulab-jaman, rasagulla, burfi, jalebi, ” at the comer of the entrance. The child stared open eyed and his mouth watered for the burfi that was his favourite Sweet. “I want that burfi, ” he slowly murmured.

But he half knew, as he begged, that his plea would not be heeded because his parents would say he was greedy. So, without waiting for an answer he moved on. A flower-seller hawked, “A garland of gulmohur, a garland of gulmohur!” The child murmured. “I want the garland. ” But he well knew his parents would refuse to buy him those flowers because they would say that they were cheap. So, without waiting for an answer, he moved on.

ଅନୁବାଦ :
ପିଲାଟି ପାଦଚଲା ରାସ୍ତାରେ ଲୋକଙ୍କ ଭିଡ଼ ଦେଖୁଲା । ନୂଆ ଏକ ଦୁନିଆ ଭିତରେ ପ୍ରବେଶ କରୁଥିବାର ଦ୍ବନ୍ଦ୍ବରେ ସେ ଉଭୟ ଆତଙ୍କିତ ଓ ଆକର୍ଷିତ ହେଉଥାଏ । ଜଣେ ମିଠାବିକାଳି ପ୍ରବେଶ ପଥର କୋଣରେ ଡାକ ଛାଡ଼ୁଥାଏ, ‘ଗୁଲାବଜାମୁ, ରସଗୋଲା, ବର୍‌ଫି, ଜଲେବି ।’’ ପିଲାଟି ଆଖ୍ ବଡ଼ବଡ଼ କରି ଚାହିଁଲା ଓ ତା’ର ସବୁଠାରୁ ପ୍ରିୟ ମିଠାଇ ବର୍‌ଫି ପାଇଁ ତା’ ପାଟିରୁ ଲାଳ ବୋହିଲା ।’’ ଗୁଣୁଗୁଣୁ ହୋଇ ସେ କହି ପକାଇଲା, ‘‘ମୋର ବର୍‌ଫି ଦରକାର ।’’

କିନ୍ତୁ କାକୁତିମିନତି ହୋଇ ବର୍ଫି ଚାହୁଁଥିବା ପିଲାଟି ଭଲଭାବରେ ଜାଣିଥୁଲା ଯେ ତାହାର ଅନୁରୋଧକୁ ତା’ର ବାପାମା’ ଗୁରୁତ୍ଵ ଦେବେ ନାହିଁ, ବରଂ ସେ ଲୋଭୀ ବୋଲି କହିବେ । ତେଣୁ ସେ ଉତ୍ତରକୁ ଅପେକ୍ଷା ନ କରି ଆଗକୁ ଚାଲିଲା । ଜଣେ ଫୁଲବିକାଳି ଡାକୁଥାଏ, ‘କୃଷ୍ଣଚୂଡ଼ା ହାର, କୃଷ୍ଣଚୂଡ଼ା ହାର !’’ ପିଲାଟି ପୂର୍ବଭଳି ଗୁଣୁଗୁଣୁ ହୋଇ କହିଲା, ‘ମୋର ସେହି ହାରଟି ଦରକାର ।’’ କିନ୍ତୁ ସେ ଭଲ ଭାବରେ ଜାଣିଥିଲା ଯେ ତା’ର ବାପାମା’ ତା’ ପାଇଁ ଫୁଲ କିଣିବାକୁ ବାରଣ କରିବେ, ବରଂ ସେମାନେ କହିବେ ଫୁଲଗୁଡ଼ିକ ନିକୃଷ୍ଟମାନର । ତେଣୁ ସେମାନଙ୍କ ଉତ୍ତରକୁ ଅପେକ୍ଷା ନ କରି ସେ ଆଗେଇ ଚାଲିଲା ।

Text- 2
A man stood holding a pole with yellow, red, green and purple balloons flying from it. Seeing the colourful pole, the child desired to possess them all. But he well knew his parents would never buy him the balloons, because they would say he was too old to play with such toys. So he walked on farther.

A snake-charmer stood playing a flute to a snake which coiled itself in a basket, its head raised in a graceful bend like the neck ofa swan, while the music stole into its invisible ears. The child went towards the snake-charmer. But, knowing his parents hadforbidden him to hear such coarse music as the snake-charmer played, he proceededfarther. There was a roundabout infull swing. Men, women and children, carried away in a whirling motion, shrieked and cried with dizzy laughter.

ଅନୁବାଦ :
ଉଡୁଥ‌ିବା ହଳଦିଆ, ନାଲି, ସବୁଜ, ନୀଳ-ଲୋହିତ ରଙ୍ଗର ବେଲୁନ୍‌ଗୁଡ଼ିକୁ ଗୋଟିଏ ବାଉଁଶରେ ଧରି ଗୋଟିଏ ବେଲୁନ୍‌ଲା ଠିଆ ହୋଇଥିଲା । ରଙ୍ଗୀନ୍ ଖୁଣ୍ଟକୁ ଦେଖ୍, ପିଲାଟି ସେସବୁକୁ ପାଇବାକୁ ଇଚ୍ଛା ପ୍ରକାଶ କଲା । କିନ୍ତୁ ସେ ଭଲ ଭାବରେ ଜାଣିଥିଲା ତା’ର ବାପାମା’ ତାକୁ କେବେ ବି ବେଲୁନ୍ କିଣି ଦେବେ ନାହିଁ, ବରଂ ସେମାନେ କହିବେ ଏଭଳି ବେଲୁନ୍ ଖେଳିବାପାଇଁ ପୁଅର ବୟସ ଯଥେଷ୍ଟ ବଢ଼ିଗଲାଣି । ତେଣୁ ସେ ଆଗକୁ ମାଡ଼ି ଚାଲିଲା । ସାପୁଆ କେଳାଟିଏ ସାପ ନିକଟରେ ଠିଆ ହୋଇ ବଂଶୀଟିଏ ବଜାଉଥୁଲା, ସାପଟି ଗୁଡ଼େଇ ହୋଇ ଝୁଡ଼ି ଭିତରେ ପଡ଼ିଥିଲା ।

ଏହାର ମୁଣ୍ଡ ଗୋଟିଏ ହଂସର କମନୀୟ ବକ୍ର ବେକ ଭଳି ସୁନ୍ଦର ଭାବରେ ଉପରକୁ ଉଠିଲା, ଯେତେବେଳେ ବଂଶୀର ସୁଲଳିତ ସଙ୍ଗୀତ ତାହାର କାନର ଅଦୃଶ୍ୟ ଗହ୍ଵର ଭିତରେ ଗୁଞ୍ଜରଣ ସୃଷ୍ଟି କଲା, ପିଲାଟି ସାପୁଆକେଳା ଆଡ଼କୁ ଚାଲିଲା । କିନ୍ତୁ ତା’ର ବାପାମା’ ସାପୁଆକେଳା ବଜାଉଥ‌ିବା କର୍କଶ ସଙ୍ଗୀତ ଶୁଣିବାକୁ ତାକୁ ବାରଣ କରିବେ ଜାଣି ସେ ପୁଣି ଆଗକୁ ଚାଲିଲା । ଆଗରେ ଗୋଟିଏ ଗୋଲାକାର ଦୋଳି ଫୁଲ୍ ଦମ୍ରେ ବୁଲୁଥିଲା । ଘୂର୍ଣାୟମାନ ଅବସ୍ଥାରେ ଚିତ୍କାରପୂର୍ଣ୍ଣ ହସ ଓ ଭୟଜନିତ ଚିତ୍କାର ସହିତ ପୁରୁଷ, ମହିଳା ଓ ପିଲାମାନେ ଘୂରି ବୁଲୁଥିଲେ ।

Notes And Glossary : (ଟିପ୍‌ପଣୀ ଓ କଠିନ ଶବ୍ଦାର୍ଥ)

lay – ଶଯ୍ୟା
heap – to put a lot of something in a pile on something – କିଛି ଉପରେ ଏକ ଗଦା ଭିତରେ ବହୁତ କିଛି ରଖିବା
repel – to make somebody feel horror or disgust – କାହାକୁ ଭୟ କିମ୍ବା ଘୃଣା ଅନୁଭବ କରିବା
fascinated – ଆକର୍ଷିତ
confusion – ଦ୍ୱନ୍ଦ୍ୱ
sweetmeat – a sweet/candy, any food preserved in sugar – ମିଠା ମିଠା
hawk – to try to sell things by going from place to place asking – ବାଘ
people to buy them – ଲୋକମାନେ ସେମାନଙ୍କୁ କିଣିବାକୁ
entrance – ପ୍ରବେଶ
burfi – a kind of sweet – ଏକ ପ୍ରକାର ମିଠା
mouth watered – ପାଟି ଜଳସେଚିତ
murmur – to say something in a soft-quiet voice that is difficult to hear and understand – ଅଭିଯୋଗ
half – ଅଧା
favourite – ପ୍ରିୟ
plea – an urgent emotional request for something – ନିବେଦନ
heed – to pay careful attention to somebody’s advice or warning – ଧ୍ୟାନ ଦିଅ
greedy – ଲୋଭୀ
gulmohur – ଗୁଲମୋହର
cheap – ଶସ୍ତା
pole – ପୋଲ
purple – ବାଇଗଣୀ
possess – ଅଧିକାର
farther – ଅଧିକ
snake – charmer – ସାପ
coil – କୋଇଲ୍
graceful – ଅନୁଗୁଳ
invisible – ଅଦୃଶ୍ୟ
forbidden – ନିଷେଧ
coarse – କଠିନ
proceeded – ଅଗ୍ରଗତି କଲା
roundabout – ଗୋଲାକାର
whirling – ଘୂର୍ଣ୍ଣିବାତ୍ୟା
motion – ଗତି
shriek – to give a loud high shout (when excited, frightened or in pain) – ଉଚ୍ଚ ସ୍ୱରରେ
dizzy – feeling as if everything is spinning around – ମୁଣ୍ଡ ବୁଲାଇବା
whirlpool – a swimming pool in which – ଯେଉଁଥିରେ ଏକ ସୁଇମିଂ ପୁଲ୍
water moves in circles – ବୃତ୍ତରେ ଜଳ ଗତି କରେ
laughter – ହସ

Now Answer The Following Questions
(ବର୍ତ୍ତମାନ ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ)

Question 1.
Who did the child see at the fair?
(ପିଲାଟି ମେଳାରେ କାହାକୁ ଦେଖୁଲା ?)
Answer:
The child saw a sweetmeat seller, a flower seller, a balloon seller, a snake-charmer and a roundabout at the fair.

Question 2.
Did the child want to buy anything in the fair? What are they? Why did he move on without waiting for his father’s reply?
(ପିଲାଟି ମେଳାରେ କିଛି କିଣିବାକୁ ଚାହିଁଲା କି ? ସେଗୁଡ଼ିକ କ’ଣ ? ସେ କାହିଁକି ତା’ର ବାପାଙ୍କର ଉତ୍ତରକୁ ଅପେକ୍ଷା ନ କରି ଆଗକୁ ଚାଲିଲା ?)
Answer:
The child wanted to buy burfi, a garland and balloons in the fair. But he didn’t ask his father about them, rather he murmered. He moved on without waiting for his father’s reply, because he knew it well that his father would turn it down stating some plea or other.

BSE Odisha 9th Class English Solutions Non-Detailed Chapter 2 The Lost Child

Question 3.
Did his parents buy him anything? Why?
(ତା’ର ବାପାମାଆ ତାକୁ କିଛି କିଣିଦେଲେ କି ? କାହିଁକି ?)
Answer:
His parents didn’t buy him anything. Perhaps they were poor and did not pay heed to the boy’s request.

Question 4.
Did he like the music played by the snake-charmer? How do you know this?
(ସାପୁଆ କେଳା ବଜାଉଥ‌ିବା ବାଦ୍ୟକୁ ସେ ପସନ୍ଦ କଲା କି ? ତୁମେ ଏହା କିପରି ଜାଣୁଛ ?)
Answer:
The child liked the music played by the snake-charmer. As he was fascinated by the music he went towards the snake-charmer at the fair.

Question 5.
What was it that attracted the child most?
(ପିଲାଟିକୁ ଅତ୍ୟଧ୍ୱ ଆକର୍ଷିତ କରିଥିବା ଜିନିଷଟି କ’ଣ ଥିଲା ?)
Answer:
Gulab-jaman, rasagulla, burfi and jalebi displayed at the sweetmeat shop attracted the child most. But he wanted to eat the burfi which was his favourite sweet.

Question 6.
The child made a bold request to his parents to go on the round-about. Will the parents allow him?
(ଦୋଳିରେ ବସିବାକୁ ପିଲାଟି ତା’ର ବାପାମାଆଙ୍କୁ ଏକ ଦୃଢ଼ ଅନୁରୋଧ କଲା । ତା’ର ବାପାମାଆ ତାକୁ ଅନୁମତି ଦେବେ କି ?)
Answer:
No, the child did not get any reply as his parents were not there when he made a bold request to go on the round-about.

Summary: III

The child made a bold request to his parents to go on the roundabout. But there was no reply. He turned to look on either side but couldn’t find them in the crowd. He cried bitterly out of fear. He ran here and there in the crowd to find his parents. At last he ran to a temple which was overcrowded. The poor child struggled to find a way in the crowd but failed. He raised his voice with the highest pitch to find out his parents. Fortunately, a man in the crowd heard his cry and lifted him up in his arms.

Notes :
reply- ଉତ୍ତର, bitterly- ତିକ୍ତ ଭାବରେ, struggled- ସଂଘର୍ଷ କଲା, failed- ବିଫଳ ହେଲା, pitch- ପିଚ୍, fortunately- ସୌଭାଗ୍ୟବଶତଃ, lifted- ଉତ୍ତୋଳିତ

ସାରାଂଶ :
ପିଲାଟି ଚକ୍ରଦୋଳିରେ ବସିବାପାଇଁ ବାପା-ମାଆଙ୍କୁ ଦୃଢ଼ ଅନୁରୋଧ କଲା । କିନ୍ତୁ ଏହାର କୌଣସି ଉତ୍ତର ମିଳିଲା ନାହିଁ । ପିଲାଟି ବହୁତ ସଂଗ୍ରାମ କରୁଥିଲା; କିନ୍ତୁ ପାରିଲା ନାହିଁ । ନିଜର ବାପା-ମାଆଙ୍କୁ ଖୋଜି ବାହାର କରିବାକୁ ଖୁବ୍ ଜୋର୍‌ରେ ବଡ଼ ପାଟିରେ ଡାକ ପକାଇଲା । ସୌଭାଗ୍ୟବଶତଃ ଜନଗହଳି ମଧ୍ୟରେ ଜଣେ ଲୋକ ତା’ର କ୍ରନ୍ଦନ ଶୁଣି ତାକୁ ହାତରେ ଟେକି ଆଣିଲା ।

The Text: ପାଠ୍ୟଚିଷୟ
Paragraphwise Analysis
Text- 1

The child watched them intently and then he made a bold request: “I want to go on the roundabout, please, Father, Mother. ” There was no reply. He turned to look at his parents. They were not there ahead of him. He turned to look on either side. They were not there. He looked behind. There was no sign of them. A full, deep cry rose within his dry throat and with a sudden jerk of his body he ran from where he stood, crying in real fear, “Mother, Father. “- Tears rolled down from his eyes. Out of fear he ran to one side first, then to the other, hither and thither in all directions, knowing not where to go. “Mother, Father, ” he cried. His yellow turban came untied and his clothes became muddy.

ଅନୁବାଦ :
ପିଲାଟି ସେମାନଙ୍କୁ (ଦୋଳିରେ ବୁଲୁଥିବା ଲୋକମାନଙ୍କୁ) ଏକ ଲୟରେ ଦେଖୁଲା ଓ ତା’ପରେ ସେ ଦୃଢ଼ ଅନୁରୋଧ କରି କହିଲା, ‘ମୁଁ ଦୋଳିରେ ବୁଲିବାକୁ ଚାହୁଁଛି, ବାପା, ବୋଉ, ମୋତେ ବୁଲିବାକୁ ଦିଅନା !’’
କୌଣସି ଉତ୍ତର ମିଳିଲା ନାହିଁ । ସେ ବାପାମା’ଙ୍କୁ ଦେଖିବାକୁ ବୁଲିପଡ଼ିଲା । ତା’ ଆଗରେ ବାପାମା’ ନ ଥିଲେ । ଦୁଇପଟକୁ ଦେଖୁବାକୁ ସେ ବୁଲିପଡ଼ିଲା । ସେଠାରେ ବି ସେମାନେ ନ ଥିଲେ । ସେ ପଛକୁ ଫେରି ଚାହିଁଲା । ସେଠାରେ ମଧ୍ୟ ସେମାନଙ୍କର କୌଣସି ଚିହ୍ନବର୍ଣ୍ଣ ନ ଥିଲା । ବୋଲି ଚିତ୍କାର କରି କାନ୍ଦି କାନ୍ଦି ଠିଆ ହୋଇଥିବା ସ୍ଥାନରୁ ଦୌଡ଼ିବାକୁ ଲାଗିଲା । ତା’ ଆଖୁ ଧାର ଧାର ଲୁହ ବୋହି ଆସିଲା । ସେ କେଉଁଠାକୁ ଯିବ ଜାଣି ନ ପାରି ଭୟରେ ପ୍ରଥମେ ଏପାଖ, ତା’ପରେ ସେପାଖ, ଏଣେ, ତେଣେ, ସବୁଆଡ଼େ ଦୌଡ଼ିବାକୁ ଲାଗିଲା ।

Text- 2
Having run to and fro for a while, he stood helpless, his cries changed into sobs. At little distances on the green grass he could see, through his filmy eyes, men and women talking. He tried to look intently, but there was no sign of his father and mother among these people. He ran quickly again, this time to a temple to which people seemed to be crowding. Every little inch of space here was congested with men, but he ran through people’s legs, his little sob lingering: “Mother, Father!” Near the entrance to the temple, however, the crowd became very thick: men jostled with each other. The poor child struggled to find a way between their feet, but finally failed and raised his voice with the highest pitch “Father, Mother!” A man in the rushing crowd heard his cry and, stooping with great difficulty, lifted him up in his arms.

ଅନୁବାଦ :
କିଛିକ୍ଷଣ ଏଣେତେଣେ ଦୌଡ଼ିବା ପରେ ପିଲାଟି ଅସହାୟ ଅବସ୍ଥାରେ ଠିଆ ହୋଇ ରହିଲା । ତା’ର କ୍ରନ୍ଦନ ଚିତ୍କାର ଏବେ ବିଷାଦମୟ ମୁଁ ମୁଁ କାନ୍ଦରେ ବଦଳି ଯାଇଥିଲା । ସବୁଜ ଘାସ ଉପରେ କିଛି ଦୂରରେ ଠିଆ ହୋଇ ନିଜର ଲୁହଭିଜା ଜାଲଜାଲୁଆ ପିଲାଟି ପୁଣି ଜୋର୍‌ରେ ଦୌଡ଼ିଲା, ଏଥର ଗୋଟିଏ ମନ୍ଦିର ଆଡ଼କୁ ଗଲା ଯେଉଁଠାରେ ଲୋକମାନେ ରୁଣ୍ଡ ହୋଇ ଗହଳି ଲୋକମାନଙ୍କର ଗୋଡ଼ ଭିତର ଦେଇ କାନ୍ଦର ରାହାକୁ ଲମ୍ବାଇ ‘‘ମାଆ …., ବାପା…..”’ ଡାକି ଦୌଡ଼ି ଚାଲିଲା । ମନ୍ଦିରର ପ୍ରବେଶଦ୍ଵାର ଭିତର ଦେଇ ବାହାରିଯିବାକୁ କଷ୍ଟେମଷ୍ଟେ ଗୋଟିଏ ବାଟ ଖୋଜିଲା, କିନ୍ତୁ ନିଷ୍ଫଳ ହେଲା ଓ ଗଳା ଫଟାଇ କରୁଣ ଚିତ୍କାର କଲା, “‘ବାପା …., ମାଆ ….. ।’’ ମନ୍ଦିର ଭିତରକୁ ଧସେଇ ପଶୁଥ‌ିବା ଜନସ୍ରୋତ ମଧ୍ୟରୁ ଜଣେ ବ୍ୟକ୍ତି ତାହାର କାନ୍ଦ ଶୁଣିପାରିଲା ଓ ବହୁତ କଷ୍ଟରେ ନଇଁପଡ଼ି, ନିଜ ବାହୁରେ ତାକୁ ଉଠାଇଲା ।

Notes And Glossary : (ଟିପ୍‌ପଣୀ ଓ କଠିନ ଶବ୍ଦାର୍ଥ)

intently – with strong interest and attention – ଧ୍ୟାନରେ
bold – ବୋଲ୍ଡ
turned – ବୁଲିଗଲା
ahead – ଆଗକୁ
jerk – ଜର୍କ
hither and thither – in many different directions – ଅନେକ ଭିନ୍ନ ଦିଗରେ
turban – ପଗଡି
untied – ଖୋଲା
muddy – କାଦୁଅ
to and fro – ଆଗକୁ ଆଉ ଆଗକୁ
sobs – କାନ୍ଦ
filmy – ଚଳଚ୍ଚିତ୍ର
crowding – ଭିଡ଼
congested – crowded – ଜନଗହଳିପୂର୍ଣ୍ଣ
lingering – ଦୀର୍ଘ ସମୟ
thick – ମୋଟା
jostle – to push roughly against somebody in a crowd – ଠେଲିଦେବା
struggled – ସଂଘର୍ଷ କଲା
highest pitch – ସର୍ବୋଚ୍ଚ ପିଚ୍
stoop – ଆଣ୍ଠୁଏ

Answer The Following Questions
(ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ)

Question 1.
What is section III about?
(ତୃତୀୟ ବିଭାଗଟି କେଉଁ ବିଷୟ ସମ୍ପର୍କିତ ଅଟେ ?)
Answer:
Section III is about the title of the story, “The Lost Child”. It is about the child’s being lost in the fair and his unconsolable cry for his parents.

BSE Odisha 9th Class English Solutions Non-Detailed Chapter 2 The Lost Child

Question 2.
What was the most attractive thing for the child? How do you know this?
(କେଉଁ ଜିନିଷଟି ପିଲାଟି ପାଇଁ ଅତ୍ୟଧିକ ଆକର୍ଷଣୀୟ ଥିଲା ? ତୁମେ ଏହା କିପରି ଜାଣୁଛ ?)
Answer:
The most attractive thing for the child was undoubtedly his parents. We know this from his repeated trembling sobs, “Mother, Father.”

Question 3.
What made the child cry? How did he try to look for his parents?
(କ’ଣ ପିଲାଟିକୁ କନ୍ଦାଇଦେଲା ? ସେ କିପରି ତା’ର ବାପାମାଆଙ୍କୁ ଖୋଜିବାକୁ ଚେଷ୍ଟାକଲା ?)
Answer:
The child looked for his parents in the fair but in vain. Soon he started crying out of fear. He ran from one direction to another. He looked all around him. He tried his best to find out his parents, but could not find them.

Question 4.
Who lifted the child up and how?
(ପିଲାଟିକୁ କିଏ ଉଠାଇନେଲା ଓ କିପରି ? )
Answer:
A kind man in the crowd heard the child’s cry. He was moved by the sorrowful cry of the child. Then the man, stooping with great difficulty, lifted the child up in his arms.

Question 5.
Do you think the child will find his parents?
(ତୁମେ ଭାବୁଛ କି ପିଲାଟି ତା’ର ବାପାମାଆଙ୍କୁ ଖୋଜି ପାଇବ ?)
Answer:
I think the child will find his parents.

SUMMARY: III
The man asked the child about his parents. The child wept more and more and wanted his father and mother. The man tried his best to make him happy. He took him to the snake-charmer, balloon seller and flower seller in order to divert his attention. But the child wanted nothing except his father and mother. The man made his last attempt to make him happy by giving sweets. The child turned his face from the sweet shop and only sobbed to get at his parents. The child lost interest in the things he had wanted earlier.

Notes :
asked – ପଚାରିଲା , wept- କାନ୍ଦିଲା, divert- ଡାଇଭର୍ଟ କରନ୍ତୁ, attention- ଧ୍ୟାନ, except- ଏହା ବ୍ୟତୀତ, attempt – ଚେଷ୍ଟା, interest- ଆଗ୍ରହ

ସାରାଂଶ :
ଓ ମାଆଙ୍କୁ ଖୋଜିଲା । ଲୋକଟି ପିଲାଟିକୁ ଖୁସି କରିବାକୁ ବହୁତ ଚେଷ୍ଟା କଲା । ସେ ପିଲାଟିର ମନ ପରିବର୍ତ୍ତନ ପାଇଁ ସାପୁଆକେଳା, ବେଲୁନ୍ ବିକାଳି ଓ ଫୁଲ ବିକାଳି ନିକଟକୁ ନେଲା । ମାତ୍ର ପିଲାଟି ତା’ର ବାପା-ମାଆଙ୍କ ବ୍ୟତୀତ ଅନ୍ୟ କିଛି ଚାହୁଁ ନଥିଲା । ଶେଷ ପଦକ୍ଷେପସ୍ୱରୂପ ଲୋକଟି ପିଲାଟିକୁ ମିଠାଇ ଦେଇ ଖୁସି କରିବାକୁ ଚେଷ୍ଟାକଲା । ପିଲାଟି ମିଠାଇ ଦୋକାନଆଡ଼ୁ ମୁଁହ ବୁଲାଇ ଆଣିଲା ଏବଂ ତା’ର ବାପା-ମାଆଙ୍କ ନିକଟରେ ପହଞ୍ଚିବାକୁ କେବଳ ବିକଳ ହୋଇ କାନ୍ଦୁଥିଲା । ପୂର୍ବରୁ ଚାହୁଁଥିବା ଦ୍ରବ୍ୟଗୁଡ଼ିକ ପ୍ରତି ତା’ର ତିଳେମାତ୍ର ଆଗ୍ରହ ନ ଥିଲା ।

The Text: ପାଠ୍ୟଚିଷୟ
Paragraphwise Analysis
Text- 1

“How did you get here, child? Whose baby are you ?” the man asked worriedly. The child wept more bitterly than ever now and only cried, “I want my mother, / want my father!” The man tried to soothe him by taking him to the roundabout. “Will you have a ride on the horse ?”, he gently asked as he approached the ring. The child did not look at it, but he only shouted, “I want my mother, I want my father!” The man headed towards the place where the snake-charmer still played on the flute to the swaying cobra.

“Listen to that nice music, child!” he pleaded. But the child shut his ears with his fingers and shouted his double-pitched strain: “I want my mother, I want my father!” The man took him near the balloons, thinking the bright colours of the balloons would distract the child’s attention and quieten him. “Would you like a rainbow coloured balloon ?”, he very lovingly asked. The child turned his eyes from the flying balloons and just sobbed, “I want my mother, I want my father!”

ଅନୁବାଦ :
‘‘ଆରେ ବାପା, ତୁ’ ଏଠାକୁ ଆସିଲୁ କିପରି ? ତୁ କାହାର ପୁଅ ?’’ ଲୋକଟି ବ୍ୟସ୍ତ ହୋଇ ପଚାରିଲା । ପୂର୍ବାପେକ୍ଷା ପିଲାଟି ଏବେ ଅଧୂକ ଜୋର୍‌ରେ କଇଁ କଇଁ ହୋଇ କାନ୍ଦିଲା ଓ କେବଳ ଚିତ୍କାର ଛାଡ଼ି କହିଲା, ‘ମୁଁ ମା’ ପାଖକୁ ଯିବି, ବାପା ପାଖକୁ ପିଲାଟିକୁ ଚକ୍ରଦୋଳି ପାଖକୁ ନେଇ ଲୋକଟି ତାକୁ ଶାନ୍ତ କରିବାକୁ ଚେଷ୍ଟା କଲା । ଚକ୍ରଦୋଳି ପାଖକୁ ଯାଉଥିଲାବେଳେ ଲୋକଟି ଧୀର ଗଳାରେ ପିଲାଟିକୁ ପଚାରିଲା, ‘ତୁ’ ଘୋଡ଼ା ପିଠିରେ ବୁଲିବୁରେ ବାପା ?’’ ପିଲାଟି ଘୋଡ଼ା ଆଡ଼କୁ ନ ଚାହିଁ କେବଳ ଜୋର୍‌ରେ କାନ୍ଦି କହିଲା, ‘‘ମୁଁ ମା’ ପାଖକୁ ଯିବି, ବାପା ପାଖକୁ ଯିବି !””

ଫଣା ଉଠାଇ ବଂଶୀ ବାଦ୍ୟରେ ଝୁମିଝୁମି ନାଚୁଥିବା ସାପ ଓ ବଂଶୀ ବଜାଉଥବା ସାପୁଆକେଳା ଆଡ଼କୁ ଲୋକଟି ଆଗେଇଗଲା । ଲୋକଟି ସ୍ନେହବୋଳା ଶବ୍ଦରେ କହିଲା, ‘ମଧୁର/ମିଠା ସଙ୍ଗୀତକୁ ଶୁଣିବୁରେ ବାପା !’’ କିନ୍ତୁ ପିଲାଟି ଆଙ୍ଗୁଠିରେ କାନ ଦୁଇଟିକୁ ବନ୍ଦକରି ନିଜର ଚିତ୍କାରକୁ ଦୁଇଗୁଣା କରି କହିଲା, ‘‘ମାଆ ପାଖକୁ ଯିବି, ବାପା ପାଖକୁ ଯିବି ।’’ କାଳେ ଉଜ୍ଜ୍ଵଳ ରଙ୍ଗର ବେଲୁନ୍‌ଗୁଡ଼ିକ ପିଲାଟିର ମନ ବଦଳାଇ ତାକୁ ଶାନ୍ତ କରିବ, ଏହା ଚିନ୍ତା କରି ଲୋକଟି ତାକୁ ବେଲୁନ୍ ପାଖକୁ ନେଇଗଲା ଓ ତାକୁ ଶାନ୍ତ କରିବାକୁ ଚେଷ୍ଟା କରି ଅତି ଆଦରରେ କହିଲା, ‘ତୁ’ ଗୋଟିଏ ଇନ୍ଦ୍ରଧନୁ ରଙ୍ଗର ବେଲୁନ୍ ନେବୁ ?’’ ଉଡ଼ନ୍ତା ବେଲୁଗୁଡ଼ିକରୁ ନିଜର ଆଖ୍ ଫେରାଇ ଆଣି ପିଲାଟି କାନ୍ଦି କହିଲା, ‘ମୁଁ ମା’ ପାଖକୁ ଯିବି, ବାପା ପାଖକୁ ଯିବି !??

Text- 2
The man, still trying to make the child happy, bore him to the gate where theflower-seller sat. “Look! Can you smell those nice flowers, child! Would you like a garland to put round your neck ?” The child turned his nose away from the basket and repeated his sob, “I want my mother, I want my father!”

Thinking he could change the child’s mindand make him happy by a gift ofsweets, the man took him to the counter of the sweet shop. “What sweets would you like, child ?” he asked. The child turned hisfacefrom the sweet shop and only sobbed, “I want my mother, I want myfather!”

BSE Odisha 9th Class English Solutions Non-Detailed Chapter 2 The Lost Child

ଅନୁବାଦ :
ପିଲାଟିକୁ ଏବେ ବି ଖୁସି କରିବାକୁ ଚେଷ୍ଟା କରୁଥିବା ଲୋକଟି ତାକୁ ଫାଟକ ପାଖରେ ଫୁଲ ବିକୁଥ‌ିବା ଲୋକଟି ପାଖକୁ ନେଇଯାଇ କହିଲା, ‘ଦେଖ, ବାପା, ଏହି ସୁନ୍ଦର ଫୁଲଗୁଡ଼ିକରୁ ଗନ୍ଧ ବାରି ପାରୁଛୁ ? ତୋର ବେକ ଚାରିପଟେ ପକାଇବାପାଇଁ ତୁ ଗୋଟିଏ ହାର ଚାହୁଁଛୁ କି ?’’ ପିଲାଟି ଝୁଡ଼ିଠାରୁ ତା’ର ନାକ ଫେରାଇ ଆଣି ମୁଁ ସଁ ହୋଇ କାନ୍ଦି କହିଲା, ‘‘ମୁଁ ମାଆ ପାଖକୁ ଯିବି, ବାପା ପାଖକୁ ଯିବି !’’
‘ତୁ କେଉଁସବୁ ମିଠାଇ ଖାଇବୁରେ ବାପା ?’’ ଲୋକଟି ପଚାରିଲା । କିନ୍ତୁ ପିଲାଟି ମିଠାଇ ଦୋକାନରୁ ମୁହଁ ବୁଲେଇ ଆଣି କେବଳ ବିକଳ ହୋଇ କହିଲା, ‘ମୁଁ ମା’ ପାଖକୁ ଯିବି, ବାପା ପାଖକୁ ଯିବି !”

Notes And Glossary : (ଟିପ୍‌ପଣୀ ଓ କଠିନ ଶବ୍ଦାର୍ଥ)

bitterly – ତିକ୍ତ ଭାବରେ
soothe – to make somebody feel calmar/better – କାହାକୁ ଶାନ୍ତ / ଭଲ ଅନୁଭବ କରିବାକୁ |
approach – to come near – ନିକଟତର ହେବାକୁ
swaying – moving slowly from side to side – ପାର୍ଶ୍ୱରୁ ଧୀରେ ଧୀରେ ଗତି କରୁଛି
double – pitched – ପିଚ୍
strain – ଷ୍ଟ୍ରେନ୍
rainbow – ଇନ୍ଦ୍ରଧନୁ
distract – to take somebody’s attention away from that he wants – ସେ ଚାହୁଁଥିବା ଠାରୁ କାହାର ଧ୍ୟାନ ନେବାକୁ |
counter – the table of a shop – ଏକ ଦୋକାନର ଟେବୁଲ୍
quieten – to make someone calmer/less noise/silent – ଶାନ୍ତ କର

Answer The Following Questions
(ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ)

Question 1.
What did the man want to know from the child?
(ଲୋକଟି ପିଲାଟିଠାରୁ କ’ଣ ଜାଣିବାକୁ ଚାହିଁଲା ?)
Answer:
The man who rescued the child wanted to know about his parents and how he came to the fair ground.

Question 2.
Did the man try to make the child happy? How?
(ଲୋକଟି ପିଲାଟିକୁ ଖୁସି କରିବାକୁ ଚେଷ୍ଟାକଲା କି ? କିପରି ? )
Answer:
The man tried his best to make the child happy. He took him to the roundabout, snake charmer, balloon seller, flower seller and sweetmeat seller to divert his attention.

Question 3.
How did the child react to the man’s offerings?
( ପିଲାଟି ଲୋକଟିର ଉପହାରଗୁଡ଼ିକ ପ୍ରତି କିପରି ପ୍ରତିକ୍ରିୟା ପ୍ରଦର୍ଶନ କଲା ?
Answer:
The man wanted to make the child happy by his offerings. He wanted to offer him flower garland, beautiful balloons and sweets. But the child had lost interest in those things. On the contrary he only sobbed and wanted to see his mother and father.

Question 4.
What impression do you have on the man who helped the child?
( ପିଲାଟିକୁ ସାହାଯ୍ୟ କରିଥିବା ଲୋକଟି ଉପରେ ତୁମର ଧାରଣା କ’ଣ ?)
Answer:
No doubt the man who helped the child was very kind and affectionate. Because nobody in the crowd except that man came forward to help the child. He also tried to make the child comfortable by offering him many attractive things. His attempts to cheer up the child is praiseworthy.

BSE Odisha 9th Class English Solutions Non-Detailed Chapter 2 The Lost Child

Question 5.
Will the man be able to find the child’s parents? What will happen to the lost child?
(ଲୋକଟି ପିଲାଟିର ବାପାମାଆଙ୍କୁ ଖୋଜି ପାଇବାରେ ସକ୍ଷମ ହେବ କି ? ହଜିଯାଇଥିବା ପିଲାଟିର କ’ଣ ହେବ ?)
Answer:
Probably the man will be able to find the child’s parents. The child’s parents must also be looking for their lost child. They won’t leave the place unless their lost child is found out. After their meeting the child will be handed over to his parents.

Activity- I
କାର୍ଯ୍ୟକଳାପ- I

(A) The following is the summary of the story ‘The Lost Child’. Fill in the blanks of the summary with the suitable words from the bracket.
(ନିମ୍ନଲିଖଟି ‘The Lost Child’ ଗଳ୍ପର ସାରାଂଶ ଅଟେ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ନେଇ ସାରାଂଶର ଶୂନ୍ୟସ୍ଥାନ ପୂରଣ କର ।)
(interest, happy, flower seller, roundabout, balloons, toys, village fair, snake charmer, sweetmeat seller, dragon flies, parents, beautiful grove, temple gate, ran, cried, father and mother)

Once a child went to a ________ with his parents. Fascinated by the _______ he lagged behind. On his way to the fair he saw the _________ a _________ etc. The child with his parents arrived the village square and saw a _________with various sweets, a ____________ with garlands of gulmohur, a man holding with ________ a ________ playing a flute to a snake and a _________ in full swing. He wanted to go on the roundabout and couldn’t find his ___________ in the crowd. Then he _________,_________ here and there in the crowd to find his parents. At the _________ a man lifted him up in his arms and asked him about his __________. The man wanted to make the child __________ but the child lost ____________in the things that he had wanted earlier.

Answer:
Once a child went to a village fair with his parents. Fascinated by the toys he lagged behind. On his way to the fair he saw the dragon flies, a beautiful grove etc. The child with his parents arrived the village square and saw a sweetmeat seller with various sweets, a flower seller with garlands of gulmohur, a man holding with balloons a snake charmer playing a flute to a snake and a roundabout in full swing. He wanted to go on the roundabout and couldn’t find his father and mother in the crowd. Then he cried, ran here and there in the crowd to find his parents. At the temple gate a man lifted him up in his arms and asked him about his parents. The man wanted to make the child happy but the child lost interest in the things that he had wanted earlier.

Writing: ଲେଖିବା:

Question 1.
What were the things the child saw on his way to the fair? Why did he lag behind his parents?
(ପିଲାଟି ମେଳାକୁ ଯିବା ବାଟରେ କେଉଁ ଜିନିଷମାନ ଦେଖିଲା ? ସେ ତା’ ବାପାମାଆଙ୍କଠାରୁ କାହିଁକି ପଛରେ ରହିଗଲା ?)
Or, Where was the child going? What made him lag behind his parents?
(ପିଲାଟି କେଉଁଠାକୁ ଯାଉଥିଲା ? କେଉଁଥିପାଇଁ ସେ ତା’ ବାପମାଆଙ୍କଠାରୁ ପଛରେ ରହିଗଲା ?)
Answer:
The child was going to a village fair with his parents. A number of people were going along the road. First of all the child was attracted towards the toys displayed in the shops on the way and lagged behind his parents. After few steps he was fascinated by a group of dragon-flies moving from flower to flower in a flowering mustard-field. So he lagged behind his parents. Again he was left behind, attracted by the insects and worms along the footpath. On the way he enjoyed the cooing of doves in a grove. So he always lagged behind his parents on his way to the fair.

Question 2.
What things in the fair attracted the child? Why did he move on without waiting for an answer from his parents?
(ମେଳାରେ କେଉଁ ଜିନିଷସବୁ ପିଲାଟିକୁ ଆକର୍ଷିତ କରିଥିଲା ? ସେ ତା’ର ବାପାମାଆଙ୍କ ଉତ୍ତରକୁ ଅପେକ୍ଷା ନ କରି କାହିଁକି ଆଗକୁ ଚାଲିଲା ?)
Answer:
The child arrived in the fair with his parents. He saw a sweetmeat seller with various sweets. Particularly the burfi displayed in the shop attracted him and he asked for it in a slow voice. But he was well aware about the attitude of his parents, so he moved on. He saw a flower-seller with garlands of gulmohur.

He was willing to buy one, but he couldn’t express it. As he moved on he found a man holding with balloons of different colours. He desired to possess them all. But he knew it well that his parents would refuse to buy it. So he moved on. At last he heard a snake charmer playing a flute to a snake. He was attracted towards the music. But he didn’t enjoy it because his parents would forbid him to hear such coarse music. So, he just walked farther without waiting for any answer from his parents.

BSE Odisha 9th Class English Solutions Non-Detailed Chapter 2 The Lost Child

Question 3.
When did he realize that he had lost his way ? How is it described in the story?
(ସେ ତା’ର ବାଟ ଭୁଲିଛି ବୋଲି କେତେବେଳେ ହୃଦୟଙ୍ଗମ କଲା ? ଏହା ଗଳ୍ପଟିରେ କିପରି ବର୍ଣ୍ଣିତ ହୋଇଛି ?)
Answer:
The child with his parents arrived the village square and enjoyed the fair. He was attracted towards various fascinating things for the children like burfi, balloons and garland of gulmohur. He wanted to go on the roundabout. So he made a bold request to his parents to allow him. But there was no reply. He turned to look on either side but couldn’t find them in the crowd. He looked all around him to locate his parents but in vain. He realized that he had lost his way in the fair. Then he tried to look for his father and mother.

Question 4.
Why did the lost child lose interest in the things that he had wanted earlier?
(ପୂର୍ବରୁ ଚାହିଁଥ‌ିବା ଜିନିଷଗୁଡ଼ିକ ପ୍ରତି ପିଲାଟି କାହିଁକି ଆଗ୍ରହ ହରାଇଲା?)
Answer:
The child visited various fascinating stall in the fair. He was interested to buy burfi, in a sweetmeat stall. He showed great interest to buy the garland of gulmohur and coloured balloons displayed in the fair. Fascinated by the round-about, he unfortunately lagged behind his parents and lost his way. He looked for his parents here and there but didn’t find them. He cried severely. Fortunately a man in the crowd lifted him up in his arms. He tried his best to make the child happy. He took the child to the stalls of his interest. He wanted to offer him these things. But the child lost interest in the things that he had wanted earlier. He only wanted to see his father and mother.

Question 5.
What do you think happens in the end? Does the child find his parents?
(ଶେଷରେ କ’ଣ ହେବ ବୋଲି ତୁମେ ଭାବୁଛ ? ପିଲାଟି ତା’ର ବାପାମାଆଙ୍କୁ ପାଇବ କି ?)
Answer:
Being attracted towards different attractive things and in his longing to get them the child lost his way in the crowd. The child didn’t find his parents. He was rescued by a man in the crowd. The child was still searching for his parents with the man till the end of the story. I think the child will find his parents. Because it is a village fair and there is no chance of missing. Besides his parents will also be looking for their lost child and will wait till the child will be found out.

(B) Read the following sentences and order them as they are used in the story and then fill in the blanks of the table. One is done for you.
(ନିମ୍ନଲିଖ୍ ବାକ୍ୟଗୁଡ଼ିକୁ ପଢ଼ ଓ ଗପଟିରେ ଯେଉଁ କ୍ରମରେ ଅଛି ସେହି କ୍ରମରେ ସଜାଅ ଓ ତା’ପରେ ଟେବୁଲ୍‌ରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର । ଗୋଟିଏ ତୁମ ପାଇଁ କରିଦିଆଯାଇଛି । )
(a) I want that burfi.
(b) I want that toy.
(c) I want that garland.
(d) Come, child come, on to the footpath.
(e) I want to go on the roundabout, please, father, mother.
(f) Come child come.
(g) Listen to that nice music, child.
(h) Look child what is before you !
(i) I want my mother, I want my father!
(j) Father, mother!
(k) Whose baby are you?
(l) What sweets would you like?

Section (Part) (What) Statements Who said? To whom?
I (f) Come, child, come. parents child
II
III
IV

Answer:

Section (Part) (What) Statements Who said? To whom?
I (f) Come, child, come.
(b) I want that toy.
(h) Look child what is before you!
(d) Come, child come, on to the footpath.
Parents
child
mother
mother
Child
parents
child
child
II (a) I want that burfi.
(c) I want that garland.
child
child
parents
parents
III (e) I want to go on the roundabout, please, father, mother.
(j) Father, mother!
Child
child
father and mother
father and mother
IV (k) Whose baby are you?
(i) I want my mother, I want my father!
(g) Listen to that nice music, child.
(1) What sweets would you like?
the man
child
the man
the man
Child
the man
child
child

(C) The main ideas of the story, “The Lost Child” are given below. Read and put them in the appropriate boxes of the Flow Chart. One has been done for you.
(“The Lost Child”” ଗଳ୍ପର ମୁଖ୍ୟ ବିଷୟବସ୍ତୁ ନିମ୍ନରେ ଦିଆଯାଇଛି । ସେଗୁଡ଼ିକୁ ପଢ଼ ଓ ପ୍ରବାହ ଚିତ୍ରର ଉପଯୁକ୍ତ କୋଠରିରେ ସେଗୁଡ଼ିକୁ ଲେଖ । ତୁମ ପାଇଁ ଗୋଟିଏ କରିଦିଆଯାଇଛି ।)

  • The child’s cry out of fear without seeing his parents in the crowd.
  • The child’s hesitation towards the attracted things in the fair and his sobbing to see his father and mother.
  • His eagerness to have different things from a sweetmeat seller with sweets, a lower seller with garlands, a snake charmer with a snake, a roundabout with full swing in the fair.
  • Attraction of the toys, a flowering mustard field, a group of dragon flies, the little insects and worms, a beautiful grove, the banyan tree etc. on the way to village fair.
  • A child’s visit to a village fair with parents.

BSE Odisha 9th Class English Solutions Non-Detailed Chapter 2 The Lost Child Q5C 1

Answer: (ଉତ୍ତର)

BSE Odisha 9th Class English Solutions Non-Detailed Chapter 2 The Lost Child Q5C 2

BSE Odisha 9th Class English The Lost Child Important Questions and Answers

Answer The Following In A Sentence:

Question 1.
What do you think happens in the end?
Answer:
We think the child does not find his parents in the end.

Question 2.
Why did the lost child lose interest in the things that he had wanted earlier?
Answer:
The lost child lost interest in the things like toys, burfi, balloons, gulmohur garland that he had wanted earlier.

BSE Odisha 9th Class English Solutions Non-Detailed Chapter 2 The Lost Child

Question 3.
What were the things the child saw on his way to the fair?
Answer:
On his way to the fair the child was attracted towards the toys displayed in the shops.

Question 4.
How did the child enjoy himself in the grove on his way to the fair?
Answer:
On his way he entered a grove where a shower of young flowers fell upon him. He became very happy and collected the petals in his hands.

Question 5.
What things in the fair attracted the child?
Answer:
First of all the child saw a sweets stall in the fair. The burfi displayed in the shop attracted him.

Question 6.
When did the child realize that he had lost his way?
Answer:
The child looked all around to locate his parents but in vain. He realized that he had lost his way in the fair.

Question 7.
How did the man try to make the child happy?
Answer:
The man could realise the situation and tried his best to make him happy.

Question 8.
Why did the child feel disheartened?
Answer:
The child lost interest in the things he had wanted earlier. Within himself he felt disheartened.

Question 9.
What did the man offer the child to divert his attention?
Answer:
As the child was crying for his parents, the man took him to different shops to divert his attention.

Answer The Following In A Word Or A Phrase:

Question 1.
Who lifted the boy hearing his cry?
Answer:
a man in the rushing crowd

Question 2.
Who were flying noisely on their bright purple wings?
Answer:
a group of dragon-flies

BSE Odisha 9th Class English Solutions Non-Detailed Chapter 2 The Lost Child

Question 3.
What fell upon the child as he entered the grove?
Answer:
a shower of young flowers

Fill In The Blanks:

Question 1.
The little boy ran between his father’s legs, brimming over with ________.
Answer:
life and laughter

Question 2.
While going to the fair, the boy lagged behind because he was fascinated by toys in the _________.
Answer:
shops

Question 3.
The boy pleaded to his parents to buy him ________.
Answer:
the toys

Question 4.
Father looked at the child red-eyed in his ________.
Answer:
familiar tyrant

Question 5.
The flowering mustard field looked pale like ________.
Answer:
melting gold

Question 6.
The child’s mother gave ________ call when he was following the dragon flies.
Answer:
a cautionary

Question 7.
The child was attracted by_______ along the footpath.
Answer:
little insects

Question 8.
In the grove the child, forgetting his parents began to _______.
Answer:
gather the raining petals

Question 9.
The child ran towards his parents hearing the ________.
Answer:
cooing of doves

BSE Odisha 9th Class English Solutions Non-Detailed Chapter 2 The Lost Child

Question 10.
As the child neared the village, the child could see ________.
Answer:
footpaths full of people

Question 11.
The boy hid himself _________ after hearing the cooing of doves.
Answer:
round the banyan tree

Question 12.
The child felt both _________ by the conclusion of the world he was entering.
Answer:
repelled and fascinated

Question 13.
A sweetmeat seller hawked ________.
Answer:
gulab-jamun, rasagulla, burfi, jalebi

Question 14.
The child’s mouth watered for _________.
Answer:
the burfi

Question 15.
The child knew that his plea wouldn’t be headed because his parents would say he was ________.
Answer:
greedy

Question 16.
A flower seller hawked ________.
Answer:
a garland of gulmohur

Question 17.
Seeing the colourful balloons the child desired to ________.
Answer:
possess them all

Question 18.
A snake charmer stood playing __________ to a snake which coiled itself in a basket.
Answer:
flute

Question 19.
The snake’s head raised in a graceful bend like _________.
Answer:
the neck of a swan

Question 20.
There was a _______ in full swing.
Answer:
round about

Question 21.
The child made a bold request to________.
Answer:
go on the round about

Question 22.
A full deep cry rose within his dry throat when the child couldn’t _________.
Answer:
find his mother and father

Question 23.
The boy was wearing a ________turban.
Answer:
yellow

Question 24.
The child’s cry changed into sobs after having run _______.
Answer:
here the there

Question 25.
There were a heavy crowd near the _______.
Answer:
temple

Question 26.
Near the entrance of the temple, however the crowd became _________.
Answer:
very thick

BSE Odisha 9th Class English Solutions Non-Detailed Chapter 2 The Lost Child

Question 27.
In the entrance of the temple people ________ with each other.
Answer:
jostled

Question 28.
The poor child struggled to find a way ________.
Answer:
between the people’s feet

Multiple Choice Questions With Answers :

Question 1.
“People in general’ means ________.
(A) humanity
(B) public
(C) human being
(D) all the above
Answer:
(A) humanity

Question 2.
At a little distance on the green grass the child could see, through his ________.
(A) tearful eyes
(B) filmy eyes
(C) bright eyes
(D) blue eyes
Answer:
(B) filmy eyes

Question 3.
“act of looking at”- The expression refers to ________.
(A) stare
(B) behold
(C) see
(D) watch
Answer:
(A) stare

Question 4.
The boy pleaded to his parents to buy him ________.
(A) the toys
(B) flowers
(C) fruits
(D) balloons
Answer:
(A) the toys

Question 5.
The flowering mustard field looked pale like _________.
(A) bright gold
(B) melting gold
(C) yellowish gold
(D) light gold
Answer:
(B) melting gold

Question 6.
The child’s mother gave _________call when he was following the dragon flies.
(A) a loud
(B) a threatening
(C) a cautionary
(D) an affectionate
Answer:
(C) a cautionary

Question 7.
The child’s mouth watered for ________.
(A) the rasagulla
(B) the burfi
(C) thejalebi
(D) gulab-jaman
Answer:
(B) the burfi

Question 8.
The child knew that his plea wouldn’t be headed because his parents would say he was _________.
(A) greedy
(B) naughty
(C) miser
(D) obstinate
Answer:
(A) greedy

Question 9.
A snake charmer stood playing ________ to a snake which coiled itself in a basket.
(A) flute
(B) violin
(C) pipe
(D) drum
Answer:
(A) flute

Question 10.
There was a _______in full swing.
(A) round about
(B) ladder
(C) both of these
(D) none of these
Answer:
(A) round about

BSE Odisha 9th Class English Solutions Non-Detailed Chapter 2 The Lost Child

Question 11.
The boy was wearing a _______turban.
(A) red
(B) yellow
(C) green
(D) grey
Answer:
(B) yellow

Question 12.
There was a heavy crowd near the _________.
(A) temple
(B) fair
(C) market
(D) village fair
Answer:
(A) temple

Question 13.
Near the entrance of the temple, however the crowd became _______.
(A) very thick
(B) very thin
(C) very large
(D) none of these
Answer:
(A) very thick

Question 14.
In the entrance of the temple people _________ with each other.
(A) pushed
(B) pulled
(C) jostled
(D) quarrelled
Answer:
(C) jostled

Leave a Comment