Processing math: 100%

BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(d)

Odisha State Board BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(d) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 4 ଅଙ୍କନ Ex 4(d)

Question 1.
ABC ସମକୋଣୀ ତ୍ରିଭୁଜ ଅଙ୍କନ କର, ଯହିଁରେ କର୍ଣ୍ଣ AC ର ଦୈର୍ଘ୍ୟ 5 ସେ.ମି. ଓ BC =3 ସେ.ମି. । ତ୍ରିଭୁଜଟି ଅଙ୍କନ କରି \overline{\mathrm{AB}}) ର ଦୈର୍ଘ୍ୟ ମାପ ।
Solution:
BSE Odisha 8th Class Maths Solutions Geometry Chapter 4 Img 15
(i) 3 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \overline{\mathrm{BC}}) ରେଖାଖଣ୍ଡ ଅଙ୍କନ କର ।
(ii) B ବିନ୍ଦୁରେ ∠XBC ଅଙ୍କନ କର, ଯାହାର ପରିମାଣ 90° ହେବ ।
(iii) C ବିନ୍ଦୁକୁ କେନ୍ଦ୍ର କରି 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ଅଙ୍କନ କର ଯେପରିକି ଉକ୍ତ ଚାପ \overrightarrow{\mathrm{BX}} କୁ A ବିନ୍ଦୁରେ ଛେଦକରିବ ।
(iv) C, Aକୁ ଯୋଗକର । ବର୍ତ୍ତମାନ ଆବଶ୍ୟକୀୟ ABC ତ୍ରିଭୁଜ ମିଳିବ ।

Question 2.
ଗୋଟିଏ ସମକୋଣୀ ତ୍ରିଭୁଜ ଅଙ୍କନ କର, ଯାହାର କର୍ପୂର ଦୈର୍ଘ୍ୟ 8 ସେ.ମି. ଓ ଅନ୍ୟ ଏକ ବାହୁର ଦୈର୍ଘ୍ୟ 5.1 ସେ.ମି. ।
Solution:
BSE Odisha 8th Class Maths Solutions Geometry Chapter 4 Img 16
(i) 5.1 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AB ରେଖାଖଣ୍ଡ ଅଙ୍କନ କର ।
(ii) B ବିନ୍ଦୁରେ ∠XBC ଅଙ୍କନ କରି, ଯାହାର ପରିମାଣ 90° ହେବ ।
(iii) A ବିନ୍ଦୁକୁ କେନ୍ଦ୍ର କରି 8 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର, ଯେପରିକି ଏହା BX କୁ C ବିନ୍ଦୁରେ ଛେଦକରିବ ।
(iv) C, Aକୁ ଯୋଗ କର । ବର୍ତ୍ତମାନ ଆବଶ୍ୟକୀୟ ABC ତ୍ରିଭୁଜ ମିଳିବ ।

BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(d)

Question 3.
△ABC ଅଙ୍କନ କର, ଯେପରି AB = BC = 5.6 ସେ.ମି. । B ହେବ AC ପ୍ରତି ଅଜିତ ଲମ୍ବର ପାଦବିନ୍ଦୁ D | BD = 4 ସେ.ମି. |
Solution:
BSE Odisha 8th Class Maths Solutions Geometry Chapter 4 Img 17
(i) \overleftrightarrow{\mathrm{MN}} ରେଖା ଅଙ୍କନ କର ଏବଂ D ବି ନ୍ଦୁ ରେ DX ⊥ \overleftrightarrow{\mathrm{MN}} ଅଙ୍କନ କର ।
(ii) \overrightarrow{\mathrm{DX}} ରୁ DB = 4 ସେ.ମି. ଅଂଶ ଛେଦନ କର |
(iii) Bକୁ କେନ୍ଦ୍ର କରି 5.6 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ MNକୁ ଯଥାକ୍ରମେ A ଓ C ବିନ୍ଦୁରେ ଛେଦକରୁ ।
(iv) B, Aକୁ ଏବଂ B, Cକୁ ଯୋଗ କରି △ABC ସଂପୂର୍ଣ୍ଣ କର ।

Question 4.
△ABCରେ AC = 5 ସେ.ମି. | \overline{\mathrm{AB}}) ପ୍ରତି CD ଲମ୍ବ । CD = 4 ସେ.ମି., BC = 6 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
Solution:
BSE Odisha 8th Class Maths Solutions Geometry Chapter 4 Img 19
(i) MN ରେଖା ଅଙ୍କନ କର ଏବଂ D ବିନ୍ଦୁରେ . \overline{\mathrm{DX}})\overleftrightarrow{\mathrm{MN}} ଅଙ୍କନ କର ।
(ii) \overrightarrow{\mathrm{DX}} ରୁ \overline{\mathrm{DC}}) = 4 ସେ.ମି. ଅଂଶ ଛେଦନ କର |
(iii) Cକୁ କେନ୍ଦ୍ର କରି 5 ସେ.ମି. ଓ 6 ସେ.ମି. ବ୍ୟାସାର୍କ ବିଶିଷ୍ଟ ଦୁଇଟି ଚାପ \overleftrightarrow{\mathrm{MN}} କୁ ଯଥାକ୍ରମେ A ଓ B ବିନ୍ଦୁରେ ଛେଦ- କରୁ ।
(iv) C, A ଏବଂ C, Bକୁ ଯୋଗ କରି △ABC ସଂପୂର୍ଣ୍ଣ କର ।

Leave a Comment