For effective revision, students can use BSE Odisha Class 4 English Solutions Chapter 6 The Crow Answer to practice textbook exercises.
Class 4 English The Crow Question Answer
Class 4 English Chapter 6 Question Answer Odia Medium
Pre-reading – ପଠନ ପୂର୍ବରୁ
Look at the pictures and say their names.
(ଲୁକ୍ ଆଟ୍ ଦ ପିକ୍ଚର୍ସ ଆଣ୍ଡ୍ ସେ ଦେୟାର୍ ନେମ୍ସ.) ଚିତ୍ରଗୁଡ଼ିକ ଦେଖ ଏବଂ ସେମାନଙ୍କର ନାମ କୁହ ।

(ପ୍ରତ୍ୟେକ ପକ୍ଷୀର ନାମକୁ ବଡ଼ ପାଟିରେ ଉଚ୍ଚାରଣ କର ।)
![]()
• Which bird do you like?
(ହୁଇଚ୍ ବାର୍ଡ ଡୁ ୟୁ ଲାଇକ୍ ?) ତୁମେ କେଉଁ ପକ୍ଷୀକୁ ପସନ୍ଦ କର ?
Answer:
I like the peacock.
• Which bird sounds caa, caa?
(ହୁଇଚ୍ ବାର୍ଡ ସାଉଣ୍ଡ୍ କା, କା ?)
କେଉଁ ପକ୍ଷୀ କା, କା, ଶବ୍ଦ କରେ ?
Answer:
The crow sounds caa, caa.
• Do you like the crow?
(ଡୁ ୟୁ ଲାଇକ୍ ଦ କ୍ରୋ ?)
ତୁମେ କାଉକୁ ପସନ୍ଦ କର କି ?
Answer:
Yes, I like the crow.
• Is the crow beautiful?
(ଇଜ୍ ଦ କ୍ରୋ ବିଉଟିଫୁଲ୍ ?) କାଉ ସୁନ୍ଦର କି ?
Answer:
No, the crow is not beautiful.
Lets read a poem about a crow and know how he feels.
(ଲେଟ୍ସ ରିଡ୍ ଏ ପୋଏମ୍ ଏବାଉଟ୍ ଏ ନୋ ହାଓ ହିଁ ଫିଲ୍ମ.)
ଆସ ଆମେ କାଉ ବିଷୟରେ ଏକ କବିତା ପଢ଼ିବା ଏବଂ ଜାଣିବା ସେ କିପରି ଅନୁଭବ କରେ ।
Answer the following questions.
(ନିମ୍ନୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।)
Question 1.
Was the crow ugly or beautiful?
କାଉଟି ଅସୁନ୍ଦର ଥିଲା ନା ସୁନ୍ଦର ଥିଲା ?
Answer:
The crow was ugly. (The crow thought that he was ugly.)
Question 2.
What did he want?
ସେ କଣ ଚାହୁଁଥିଲା ?
Answer:
He wanted to become beautiful.
![]()
Question 3.
What did he want to grow ? (It should be “What” not “How”) ସେ କଣ ବଢ଼ାଇବାକୁ ଚାହୁଁଥିଲା ?
Answer:
He wanted to grow colourful feathers.
Question 4.
Where did he fix the peacock feathers?
ସେ ମୟୂର ପରଗୁଡ଼ିକୁ କେଉଁଠାରେ ଲଗାଇଲା ?
Answer:
He fixed the peacock feathers in his tail, in his wings and on top of his head.
Question 5.
“Oh ! what a fool you are !” who said this?
“ଓ ! ତୁମେ କେଡ଼େ ବୋକା !” ଏକଥା କିଏ କହିଲା ?
Answer:
The other crows said, “Oh ! What a fool you are !”
Question 6.
Is the crow beautiful in black?
କାଉ କଣ କଳା ରଙ୍ଗରେ ସୁନ୍ଦର ?
Answer:
Yes, the crow is beautiful in his black colour.
A. Post-reading –
ପଠନ ପରେ
Visual Memory Development Technique (VMDT)
(ଦୃଶ୍ୟ ସାହାଯ୍ୟରେ ସ୍ମୃତି ଶକ୍ତି ବିକାଶ କରିବାର ଉପାୟ)
କବିତାଟିକୁ ଭଲ ଭାବରେ ଦେଖ । ଏବେ ତୁମର ଆଖ୍ ବନ୍ଦ କର ଏବଂ ଯଥାକ୍ରମେ ନିମ୍ନୋକ୍ତ ଭାଗଗୁଡ଼ିକ ଉପରେ ତୁମର ତର୍ଜନୀ ଆଙ୍ଗୁଠି ରଖ ।
Whole : (i) The crow wanted to be beautiful.
କାଉଟି ସୁନ୍ଦର ହେବାକୁ ଚାହୁଁଥିଲା ।
(ii) stuck peacock feathers, other crows laughed at him
ମୟୂର ପର ଲଗାଇଲା, ଅନ୍ୟ କାଉମାନେ ତାକୁ ଦେଖୁ ହସିଲେ
Part : beautiful,_feathers, wings, we love you
ସୁନ୍ଦର, ପର, ଡେଣା, ଆମେ ତୁମକୁ ଭଲ ପାଉ
Answer:
Whole: ଯେଉଁ ସ୍ଥାନରେ ନିମ୍ନୋକ୍ତ ବିଷୟରେ କୁହାଯାଇଛି, ସେଗୁଡ଼ିକ ଉପରେ ନିଜର ଆଙ୍ଗୁଠି ରଖ ।)
- The crow wanted to be beautiful.
- stuck feathers, other crows laughed at him
Part: (ନିମ୍ନୋକ୍ତ ଶବ୍ଦ / ବାକ୍ୟାଶ ଗୁଡ଼ିକ ଉପରେ ଯଥାକ୍ରମେ ନିଜର ଆଙ୍ଗୁଠି ରଖ ।)
beautiful, feathers, wings, we love you
B. Let us Listen and Speak
(ଚାଲ ଶୁଣିବା ଏବଂ କହିବା)
Close your eyes and listen to your teacher. Say the following words.
ନିଜର ଆଖ୍ ବନ୍ଦ କର ଏବଂ ତୁମର ଶିକ୍ଷକ/ଶିକ୍ଷୟତ୍ରୀଙ୍କ କଥା ଶୁଣ । (ତାଙ୍କ ପଛେ ପଛେ) ନିମ୍ନୋକ୍ତ ଶବ୍ଦଗୁଡ଼ିକୁ କୁହ ।
● Listen and repeat the word your teacher says. You may clap for each syllable of the word.
ଶୁଣ ଏବଂ ତୁମର ଶିକ୍ଷକ/ଶିକ୍ଷୟତ୍ରୀ କହୁଥିବା ଶବ୍ଦଗୁଡ଼ିକର ପୁନରାବୃତ୍ତି କର । ତମେ ଶବ୍ଦଗୁଡ଼ିକର ପ୍ରତ୍ୟେକ syllable ପାଇଁ ତାଳି ମାରିପାର ।

C. Let us read
(ଆସ ପଢ଼ିବା)
Question 1.
Read the Sentences and tick the right choice to complete each sentence.
ବାକ୍ୟଗୁଡ଼ିକୁ ପଢ଼ ଏବଂ ପ୍ରତ୍ୟେକ ବାକ୍ୟକୁ ପୁଷ୍ପ କରିବା ପାଇଁ ସଠିକ୍ ପସନ୍ଦ (ଉତ୍ତର) ଉପରେ ଠିକ୍ ଚିହ୍ନ ମାର । feathers. (କାଉଟି ପର ବଢ଼ାଇବାକୁ ଚାହୁଁଥୁଲା ।)
a. The crow wanted to grow ……
(a) white (ଧଳା)
(b) black (କଳା)
(c) colourful (ରଙ୍ଗୀନ)
(d) beautiful (ସୁନ୍ଦର)
Answer:
(c) colourful (ରଙ୍ଗୀନ)
b. The crow found one feather.
(କାଉଟି ଗୋଟିଏ………….. ପର ପାଇଲା ।)
(a) hen (କୁକୁଡ଼ା)
(b) peacock (ମୟୂର)
(c) swan (ହଂସ)
(d) parrot (ଶୁଆ)
Answer:
(b) peacock (ମୟୂର)
![]()
c. The crow stuck the peacock feather in his ……….
କାଉଟି ମୟୂର ପରକୁ ତା’ର ରେ ଲଗାଇଲା ।
(a) leg (ଗୋଡ଼)
(b) mouth (ପାଟି)
(c) tail (ଲାଞ୍ଜ)
(d) beak (ଥଣ୍ଟ)
Answer:
(c) tail (ଲାଞ୍ଜ)
d. The other crows …………. at him.
(ଅନ୍ୟ କାଉମାନେ ତାକୁ କଲେ …………… ପାଇଁ ।)
(a) praised (ପ୍ରଶଂସା କଲେ)
(b) laughed (ହସିଲେ)
(c) disliked (ନାପସନ୍ଦ କଲେ)
(d) killed (ମାରିଦେଲେ)
Answer:
(b) laughed (ହସିଲେ)
e. The other crows said, “We love you for ………………..”
ଅନ୍ୟ କାଉମାନେ କହିଲେ, “ଆମେ ତୁମକୁ ଭଲ ପାଉ
(a) what you are (ତୁମେ ଯେପରି ଅଟ)
(b) what he was (ସେ ଯେପରି ଥିଲା)
(c) what he did (ସେ ଯାହା କଲା)
(d) what he said (ସେ ଯାହା କହିଲା)
Answer:
(a) what you are (ତୁମେ ଯେପରି ଅଟ)
Question 2.
Read the words below each picture.
(ପ୍ରତ୍ୟେକ ଚିତ୍ର ତଳେ ଥିବା ଶବ୍ଦଗୁଡ଼ିକୁ ପଢ଼ ।)

(ଏଠାରେ ଥିବା ଶବ୍ଦଗୁଡ଼ିକରେ, ଆମେମାନେ “o” vowel କୁ ବିଭିନ୍ନ ସ୍ଥାନରେ ବ୍ୟବହୃତ ହେବାର ଦେଖୁଛେ । ପ୍ରତ୍ୟେକ ଶବ୍ଦକୁ ବଡ଼ ପାଟିରେ ପଢ଼ ଏବଂ ସେସବୁରେ “ଠ” ର ଉଚ୍ଚାରଣ ଉପରେ ଧ୍ୟାନ ଦିଅ ।)
D. Let us write
(ଆସ ଲେଖ୍)
Question 1.
Can you identify the birds ? Write their names in the space provided.
ତୁମେ ପକ୍ଷୀମାନଙ୍କୁ ଚିହ୍ନି ପାରିବ କି? ଦିଆଯାଇଥିବା ସ୍ଥାନରେ ସେମାନଙ୍କର ନାମ ଲେଖ ।


Question 2.
Read the words in Coloumn A. Complete the word in Coloumn B that rhymes with it.
ସ୍ତମ୍ଭ “A” ରେ ଥିବା ଶବ୍ଦଗୁଡ଼ିକ ପଢ଼ । ଏହା ସହିତ ରାଇମ୍ କରୁଥିବା ଶବ୍ଦରେ ସ୍ତମ୍ଭ “B” କୁ ପୁରଣ କର ।
Hint: The words in Column B should be the names of birds. One has been done for you.
ସୂଚନା: ସ୍ତମ୍ଭ “B” ରେ ଥିବା ଶବ୍ଦଗୁଡ଼ିକ ପକ୍ଷୀମାନଙ୍କର ନାମ ହୋଇଥିବା ଆବଶ୍ୟକ । ତୁମମାନଙ୍କ (ଉତ୍ତର) କରାଯାଇଛି । ପାଇଁ ଗୋଟିଏ

Answer:

Question 3.
The first and second words are rhyming words. Choose a rhyming word used in the poem and write in the blank space.
ନିମ୍ନୋକ୍ତ ଶବ୍ଦଗୁଡ଼ିକ ପଢ଼ । ପ୍ରଥମ ଏବଂ ଦ୍ଵିତୀୟ ଶବ୍ଦ (ପରସ୍କର) ସହିତ ରାଇମ୍ କରୁଛନ୍ତି (ଏହି ଦୁଇଟି ଶବ୍ଦର ଶେଷ ଉଚ୍ଚାରଣ ସମାନ ଭଳି) । (ପ୍ରତି ପ୍ରଶ୍ନ ପାଇଁ) କବିତାଟିରେ ବ୍ୟବହୃତ ଏକ ରାଇମିଂ (ଛନ୍ଦଯୁକ୍ତ) ଶବ୍ଦ ବାଛି ଶୁନ୍ୟସ୍ଥାନରେ ଲେଖ ।
(a) crow, brow,…………….
(b) tail, mail, ,…………….
(c) feather, leather, ,…………….
(d) head, bread, ,…………….
(e) beautiful, wonderful, ,…………….
(f) sing, ring, ,…………….
Answer:
(a) crow, brow, know (କ୍ରୋ – କାଉ, ବ୍ରାଓ – ଭୁଲତା, ନୋ – ଜାଣିବା)
(b) tail, mail, fail (ଟେଲ୍ – ଲାଞ୍ଜ, ମେଲ୍ – ଡାକ, ଫେଲ୍ – ବିଫଳ ହେବା)
(c) feather, leather, another (ଫେଦର୍ – ପର, ଲେଦର୍ – ଚମଡ଼ା, ଆନାଦର୍ – ଅନ୍ୟ ଏକ
(d) head, bread, said (ହେଡ୍ – ମୁଣ୍ଡ, ବ୍ରେଡ୍ – ପାଉଁରୁଟି, ସେଡ୍ – କହିଲେ)
(e) beautiful, wonderful, colourful (ବିଉଟିଫୁଲ୍ – ସୁନ୍ଦର, ୱଣ୍ଡରଫୁଲ୍ – ଚମତ୍କାର / ଆଶ୍ଚର୍ଯ୍ୟଜନକ, କଲରଫୁଲ୍ – ରଙ୍ଗୀନ)
(f) sing, ring, wing (ସିଙ୍ଗ୍ – ଗାଇବା, ରିଙ୍ଗ୍ – ମୁଦି, ୱିଙ୍ଗ୍ – ଡେଣା)
Question 4.
Write the names of body parts of the bird. Use the words given in the box.
(ପକ୍ଷୀଟିର ଶରୀରର ଅଙ୍ଗଗୁଡ଼ିକର ନାମ ଲେଖ । ବାକ୍ସରେ ଦିଆଯାଇଥିବା ଶବ୍ଦଗୁଡ଼ିକର ପ୍ରୟୋଗ କର ।)

Answer:

![]()
Question 5.
Make sentences from the following table, and write them in the blank space.
ନିମ୍ନୋକ୍ତ ଶାରଣୀରୁ ବାକ୍ୟ ମାନ ଗଠନ କର, ଏବଂ ଦିଆଯାଇଥିବା ସ୍ଥାନରେ ସେଗୁଡ଼ିକ ଲେଖ ।

Answer:
। (ମୁଁ)
Today I will go to village – ଆଜି ମୁଁ ଗାଁକୁ ଯିବି ।
Today I will go to school – ଆଜି ମୁଁ ସ୍କୁଲକୁ ଯିବି ।
Today I will go to park – ଆଜି ମୁଁ ପାର୍କକୁ ଯିବି ।
Today I will go to farm – ଆଜି ମୁଁ କ୍ଷେତକୁ ଯିବି ।
Today I will go to theatre – ଆଜି ମୁଁ ଥୁଟରକୁ ଯିବି ।
We (ଆମେ) :
Today we will go to village – ଆଜି ଆମେ ଗାଁକୁ ଯିବୁ ।
Today we will go to school – ଆଜି ଆମେ ସ୍କୁଲକୁ ଯିବୁ ।
Today we will go to park – ଆଜି ଆମେ ପାର୍କକୁ ଯିବୁ ।
Today we will go to farm – ଆଜି ଆମେ କ୍ଷେତକୁ ଯିବୁ ।
Today we will go to theatre – ଆଜି ଆମେ ଥ୍ଟରକୁ ଯିବୁ ।
Rajni (ରଜନୀ) :
Today Rajni will go to village. – ଆଜି ରଜନୀ ଗାଁକୁ ଯିବ ।
Today Rajni will go to school. – ଆଜି ରଜନୀ ସ୍କୁଲକୁ ଯିବ ।
Today Rajni will go to park. – ଆଜି ରଜନୀ ପାର୍କକୁ ଯିବ ।
Today Rajni will go to farm. – ଆଜି ରଜନୀ କ୍ଷେତକୁ ଯିବ ।
Today Rajni will go to theatre. – ଆଜି ରଜନୀ ଥୁଟରକୁ ଯିବ ।
![]()
She (ସେ) :
Today she will go to village – ଆଜି ସେ ଗାଁକୁ ଯିବ ।
Today she will go to school – ଆଜି ସେ ସ୍କୁଲକୁ ଯିବ ।
Today she will go to park – ଆଜି ସେ ପାର୍କକୁ ଯିବ ।
Today she will go to farm – ଆଜି ସେ କ୍ଷେତକୁ ଯିବ ।
Today she will go to theatre – ଆଜି ସେ ଥୁଟରକୁ ଯିବ ।
Harish (ହରିଶ ) :-
Today Harish will go to village – ଆଜି ହରିଶ ଗାଁକୁ ଯିବ ।
Today Harish will go to school – ଆଜି ହରିଶ ସ୍କୁଲକୁ ଯିବ ।
Today Harish will go to park – ଆଜି ହରିଶ ପାର୍କକୁ ଯିବ ।
Today Harish will go to farm – ଆଜି ହରିଶ କ୍ଷେତକୁ ଯିବ ।
Today Harish will go to theatre – ଆଜି ହରିଶ ଥ୍ଟରକୁ ଯିବ ।
E. Mental Talk
(ମାନସିକ କଥନ)
“We should be happy with what we have.”
(ଆମେ ଯେପରି ଅଛୁ ସେଥୁରେ ଖୁସି ହେବା ଉଚିତ୍ ।)

F. Let us do
(ଆସ କରିବା)
Draw the picture of your favourite bird in the box given below and write its name in the given blank.
ତୁମର ପ୍ରିୟ ପକ୍ଷୀର ଚିତ୍ର ତଳେ ଦିଆଯାଇଥିବା ବାକ୍ସରେ ଆଙ୍କ ଏବଂ ଏହାର ନାମ ଶୁନ୍ୟସ୍ଥାନରେ ଲେଖ ।
My favourite bird is peacock. (ମୋର ପ୍ରିୟ ପକ୍ଷୀ ହେଉଛି ମୟୂର ।)

The Crow Class 4 Summary
While-reading-
ପଠନ ସମୟରେ
There once was a crow.
(ଦେଆର୍ ୱାନ୍ସ ୱାଜ୍ ଏ କ୍ରୋ.)
ଏକଦା ଏକ କାଉ ଥିଲା ।
He was black, as you know.
(ହି ୱାଜ୍ ବ୍ଲାକ୍, ଆଜ୍ ୟୁ ନୋ.)
ସେ ଥିଲା କଳା, ଯେମିତିକି ତୁମେ ଜାଣ ।
How to be beautiful, he wanted to know.
(ହାଓ ଟୁ ବି ବିଉଟିଫୁଲ୍, ହି ୱାଣ୍ଟେଡ୍ ଟୁ ନୋ.).
କିପରି ସୁନ୍ଦର ହେବ, ସେ ଜାଣିବାକୁ ଚାହୁଁଥିଲା ।
Colourful feathers, he wanted to grow.
(କଲରଫୁଲ୍ ଫେଦର୍ସ, ହି ୱାଣ୍ଟେଡ୍ ଟୁ ଗ୍ରୋ.)
ସେ ରଙ୍ଗୀନ ପର ବଢ଼ାଇବାକୁ ଚାହୁଁଥିଲା ।

He found one peacock feather.
(ହି ଫାଉଣ୍ଡ୍ ୱାନ୍ ପିକକ୍ ଫେଦର୍.)
ତାକୁ ଏକ ମୟୂର ଚୂଳ (ପର) ମିଳିଲା ।
He stuck it in his tail.
(ହି ଷ୍ଟକ୍ ଇଟ୍ ଇନ୍ ହିଜ୍ ଟେଲ୍.)
ସେ ତାକୁ ତା’ର ଲାଞ୍ଜରେ ଖୋସି ଦେଲା ।
Then he found another,
(ଦେନ୍ ହିଁ ଫାଉଣ୍ଡ୍ ଆନାଦର୍),
ତା’ପରେ ତାକୁ ମିଳିଲା ଆଉ ଗୋଟିଏ,
He picked up all without fail.
(ହି ପିକ୍ ଅପ୍ ଅଲ୍ ୱାଦାଉଟ୍ ଫେଲ୍.)
ସେ ଗୋଟାଇ ନେଲା ସବୁ ବିନା ଅବହେଳାରେ (ବିଫଳତାରେ) ।

He stuck them in his wings,
(ହି ଷ୍ଟକ୍ ଦେମ୍ ଇନ୍ ହିଜ୍ ୱିଙ୍ଗ୍,).
ସେ ଖୋସିଲା ସେଗୁଡ଼ିକୁ ତା’ର ଡେଣାରେ,
Put one on his head.
(ପୁଟ୍ ୱାନ୍ ଅନ୍ ହିଜ୍ ହେଡ୍.)
ଏବଂ ଗୋଟିଏ ରଖ୍ (ଲଗାଇଲା) ତା’ ମୁଣ୍ଡରେ ।
I am now beautiful,
(ଆଇ ଆମ୍ ନାଓ ବିଉଟିଫୁଲ୍,) ମୁଁ ଏବେ ସୁନ୍ଦର
He danced and said.

(ହି ଡାନ୍ସଡ୍ ଆଣ୍ଡ୍ ସେଡ୍.) ସେ ନାଚିଲା ଏବଂ କହିଲା ।
The other crows laughed at him.
(ଦ ଅଦର୍ କ୍ରୋଜ୍ ଲାଫଡ୍ ଆଟ୍ ହିମ୍.)
ଅନ୍ୟ କାଉମାନେ ତା’ ଉପରେ ହସିଲେ
“Oh, what a fool you are !
(ଓ, ଦ୍ଵାଟ୍ ଏ ଫୁଲ୍ ୟୁ ଆର୍ !)
“ଓହୋ, କେଡ଼େ ବୋକା ତୁ !

You are beautiful in black.
ୟୁ ଆର୍ ବିଉଟିଫୁଲ୍ ଇନ୍ ବ୍ଲାକ୍.)
ତୁ ସୁନ୍ଦର ଅଟୁ କଳା ରଙ୍ଗରେ ।
We love you for
(ଉଇ ଲଭ୍ ୟୁ ଫର୍) ଆମେ ତତେ ଭଲପାଉ
what you are.”
(ହାଟ୍ ୟୁ ଆର୍.) ତୁ ଯାହା ଅଛୁ ସେଥିପାଇଁ ।
The Crow Summary in English
Once upon a time, there was a crow. He didn’t like his black feathers. He wanted to have colourful feathers. He believed that colourful feathers would make him beautiful.
![]()
One day, he found a colourful peacock feather. He was very happy and stuck it in his tail. Then, he found more peacock feathers. He stuck them in his wings and even put one on his head. He thought this made him beautiful. He started to dance happily.
His friends (the other crows) saw him. They laughed at him and called him a fool. They told him that he was not ugly. He was beautiful in his own black colour, and that they loved him for who he was.
This story teaches us that true beauty lies in being oneself. No one should pretend like someone else. Our friends and family love us as we are.
The Crow Summary in Odia
ଏହି କବିତାଟି ଏକ କାଉ ବିଷୟରେ । କାଉଟି ନିଜର କଳା ପରକୁ ପସନ୍ଦ କରୁନଥିଲା । ସେ ଭାବୁଥିଲା ସେ ସୁନ୍ଦର ନୁହେଁ ଏବଂ ଚାହୁଁଥିଲା ଯେ ତା’ର ପରଗୁଡ଼ିକ ରଙ୍ଗବେରଙ୍ଗର ହୋଇଯାଉ । ସେ ଭାବୁଥୁଲା ଯେ ରଙ୍ଗୀନ ପର ହେଲେ ସେ ଅଧ୍ଵକ ସୁନ୍ଦର ଦେଖାଯିବ । ଦିନେ, ତାକୁ ଏକ ରଙ୍ଗୀନ ମୟୂର ପକ୍ଷ (ପର) ମିଳିଲା । ସେ ବହୁତ ଖୁସି ହୋଇଗଲା ଏବଂ ତାକୁ ନିଜ ଲାଞ୍ଜରେ ଖୋସିଦେଲା । ତା’ପରେ, ତାକୁ ଆହୁରି ଅନେକ ମୟୂର ପର ମିଳିଲା । ସେ ସେଗୁଡ଼ିକୁ ଗୋଟାଇ ନିଜ ଡେଣାରେ ଲଗାଇଲା ଏବଂ ଗୋଟିଏ ନିଜ ମୁଣ୍ଡରେ ମଧ୍ୟ ଖୋସିଦେଲା । ସେ ଭାବିଲା ଯେ ଏହା ତାକୁ ଖୁବ୍ ସୁନ୍ଦର କରିଦେଇଛି । ସେ ଖୁସିରେ ନାଚିବାକୁ ଲାଗିଲା ।
ତା’ର ସାଙ୍ଗମାନେ (ଅନ୍ୟ କାଉମାନେ) ତାକୁ ଦେଖିଲେ । ସେମାନେ ତାକୁ ଦେଖ୍, ତାକୁ ବୋକା ବୋଲି କହି ତା’ ଉପରେ ହସିଲେ । ସେମାନେ ତାକୁ ବୁଝାଇଲେ ଯେ ସେ ଅସୁନ୍ଦର ନୁହେଁ । ସେ ନିଜର କଳା ରଙ୍ଗରେ ହିଁ ସୁନ୍ଦର, ଏବଂ ସେ ଯେମିତି, ସେମାନେ ତାକୁ ସେମିତି ହିଁ ଭଲ ପାଆନ୍ତି ।
କାଉଟିର ଏହି କାହାଣୀ ଆମକୁ ଶିଖାଉଛି ଯେ ପ୍ରକୃତ ସୌନ୍ଦର୍ଯ୍ୟ ନିଜର ପ୍ରକୃତ ପରିଚୟ ବଜାୟ ରଖିବାରେ ହିଁ ଥାଏ । କେବେ ହେଲେ ଅନ୍ୟ କାହାପରି ହେବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ । ଆମର ସାଙ୍ଗସାଥୀ ଏବଂ ପରିବାର ବର୍ଗ ଆମକୁ ଆମର ବାସ୍ତବ ରୂପ ପାଇଁ ହିଁ ଭଲ ପାଆନ୍ତି ।
Notes and Glossary:

The Crow Class 4 Extract Based Questions
Question 1.
How was the crow?
Answer:
The crow was black.
Question 2.
Do you think the crow was ugly? Why?
Answer:
We are all beautiful just the way we are. So, I don’t think that the crow was ugly.
Question 3.
What did the crow want to know?
Answer:
The crow wanted to know how to become beautiful.
![]()
Question 4.
What did the crow find?
Answer:
The crow found a peacock feather.
Question 5.
What did the crow do with the peacock feather?
Answer:
The crow stuck the peacock feather into his tail.
Question 6.
What did the crow do without fail?
Answer:
The crow picked up all the peacock feathers he found without fail.
Question 7.
What did the crow say after fixing all the peacock feathers on his body?
Answer:
After fixing all the peacock feathers on his body, the crow said, “I am now beautiful”.
Question 8.
What did the crow do after fixing all the peacock feathers on his body?
Answer:
The crow danced happily after fixing all the peacock feathers on his body.
Question 9.
How did the other crows react when they saw the crow?
Answer:
When the other crows saw the crow, they laughed at him and called him a fool.
Question 10.
What did the other crows say to the crow?
Answer:
The other crows said to the crow that he was beautiful in his own black colour. They also told him that they all loved him for who he was.
The Crow Class 4 MCQ
Question 1.
The crow wanted to be ………….
(a) a peacock
(b) colourful
(c) beautiful
(d) happy
Answer:
(c) beautiful
Question 2.
The crow wanted to grow ………….
(a) big wings
(b) colourful feathers
(c) a crown
(d) a big tail
Answer:
(b) colourful feathers
Question 3.
The crow found a ………….
(a) peacock
(b) hen
(c) peacock feather
(d) long tail
Answer:
(c) peacock feather
Question 4.
The crow stuck the first feather in/ on his ………….
(a) right wing
(b) left wing
(c) tail
(d) head
Answer:
(c) tail
Question 5.
The crow stuck the rest of the feathers in/on his ………….
(a) wings
(b) body
(c) tail
(d) head
Answer:
(a) wings
Question 6.
The crow put a ………… on his head.
(a) crown
(b) flower
(c) peacock feather
(d) cap
Answer:
(c) peacock feather
Question 7.
Why did the crow dance?
(a) he was beautiful
(b) he looked like a peacock
(c) he thought he looked beautiful
(d) he had become colourful
Answer:
(c) he thought he looked beautiful
Question 8.
The other crows ………… the crow.
(a) were happy for
(b) laughed at
(c) danced with
(d) praised
Answer:
(b) laughed at
Question 9.
The other crows called the crow ………….
(a) peacock
(b) beautiful
(c) colourful
(d) fool
Answer:
(d) fool
![]()
Question 10.
The other crows loved the crow for ………….
(a) his beauty
(b) his wisdom
(c) he looked like a peacock
(d) who he was
Answer:
(d) who he was