BSE Odisha 10th Class Political Science Solutions Chapter 2 ସାମ୍ବିଧାନିକ ବ୍ୟବସ୍ଥା

Odisha State Board BSE Odisha 10th Class Political Science Solutions Chapter 2 ସାମ୍ବିଧାନିକ ବ୍ୟବସ୍ଥା Textbook Exercise Questions and Answers.

BSE Odisha Class 10 Political Science Solutions Chapter 2 ସାମ୍ବିଧାନିକ ବ୍ୟବସ୍ଥା

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧।. ଆମ ସମ୍ବିଧାନରେ ନିର୍ବାଚନଭିଭିକ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କେଉଁ ଧାରାରେ ଓ କିପରି ସୂଚିତ ହୋଇଛି ?
Answer:

  • ସମ୍ବିଧାନରେ ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ଜରିଆରେ ଆମ ସମ୍ବିଧାନରେ ନିର୍ବାଚନଭିଭିକ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସୂଚିତ ହୋଇଛି ।
  • ଦେଶର ସହରାଞ୍ଚଳରେ ପୌର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ବ୍ୟବସ୍ଥା ରହିଛି ।
  • ସେହିପରି ଗ୍ରାମାଞ୍ଚଳରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତର ବ୍ୟବସ୍ଥା ରହିଛି ।
  • ଏହି ସ୍ୱାୟତ୍ତ ଶାସନ ବ୍ୟବସ୍ଥାଦ୍ୱାରା ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିଛି ଓ ଏହା ଫଳରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ଭବ ହୋଇପାରିଛି ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧।. ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ ବସିଥିଲା ଓ କେବେ ନୂତନ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଶେଷ ହେଲା ?
Answer:

  • ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ମାସ ୯ ତାରିଖରେ ବସିଥିଲା ।
  • ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖ ଦିନ ନୂତନ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଶେଷ ହେଲା ।

୨।. କେଉଁ କେଉଁ ରାଜ୍ୟ ବିଧାନମଣ୍ଡଳରେ ବିଧାନ ପରିଷଦ ରହିଛି ?
Answer:

  • ଭାରତରେ ୫ଟି ରାଜ୍ୟର ବିଧାନମଣ୍ଡଳରେ ବିଧାନ ପରିଷଦ ରହିଛି ।
  • ସେହି ରାଜ୍ୟଗୁଡ଼ିକ ହେଉଛି – ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ।

BSE Odisha 10th Class Political Science Solutions Chapter 2 ସାମ୍ବିଧାନିକ ବ୍ୟବସ୍ଥା

୩।. ୭୩ ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନ ସମ୍ପର୍କରେ ଲେଖ ।
Answer:

  • ୭୩ତମ ସମ୍ବିଧାନ ସଂଶୋଧନ ଆଇନ ଜରିଆରେ ଗ୍ରାମାଞ୍ଚଳରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ
  • ୭୪ତମ ସମ୍ବିଧାନ ସଂଶୋଧନ ଆଇନ ଜରିଆରେ ଦେଶର ସହରାଞ୍ଚଳରେ ପୌର ନିଗମ, ପୌରପାଳିକା

Objective Type Questions With Answers

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଭାରତରେ ଏକ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର କିପରି ପ୍ରତିଷ୍ଠିତ ହୋଇପାରିଛି ?
Answer:
ଆମ ଭାରତର ବହୁଳ ଜନସଂଖ୍ୟା ଓ ଆୟତନର ବିଶାଳତା ଦୃଷ୍ଟିରୁ ଆମ ଦେଶରେ ଏକ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର ପ୍ରତିଷ୍ଠି କରାଯାଇପାରିଛି ।

2. ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ ବସିଥିଲା ?
Answer:
୧୯୪୬ ମସିହା ଡିସେମ୍ବର ମାସ ୯ ତାରିଖରେ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ବସିଥିଲା ।

3. ଆମ ଦେଶର ବୃହତ୍ ସମ୍ବିଧାନ ତିଆରି କରିବାପାଇଁ କେତେ ଦିନ ସମୟ ଲାଗିଥିଲା ?
Answer:
ଦୀର୍ଘ ୨ ବର୍ଷ ୧୧ ମାସ ଓ ୧୮ ଦିନ ପରେ ଆମ ଦେଶ ପାଇଁ ଏକ ସମ୍ବିଧାନ ତିଆରି ହୋଇଥିଲା ।

4. ଆମ ସମ୍ବିଧାନରେ ଅଧ୍ଵ ସୁରକ୍ଷା କାହାକୁ ଦିଆଯାଇଛି ?
Answer:
ଭାରତର ନାଗରିକମାନଙ୍କର ମୌଳିକ ଅଧିକାରକୁ ଅଧ୍ଵକ ସୁରକ୍ଷା ପ୍ରଦାନ କରିଥାଏ ।

5. ଭାରତର ସଂସଦ କେଉଁମାନଙ୍କୁ ନେଇ ଗଠିତ ?
Answer:
ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ସଂସଦ ଗଠିତ ହୋଇଛି ।

BSE Odisha 10th Class Political Science Solutions Chapter 2 ସାମ୍ବିଧାନିକ ବ୍ୟବସ୍ଥା

6. ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କାହା ନିକଟରେ ଉତ୍ତରଦାୟୀ ?
Answer:
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ରାଜ୍ୟ ମନ୍ତ୍ରିମଣ୍ଡଳ ରାଜ୍ୟ ବିଧାନସଭା ନିକଟରେ ଏହାର ସମସ୍ତ କାର୍ଯ୍ୟକଳାପ ପାଇଁ ସାମୂହିକ ଭାବରେ ଉତ୍ତରଦାୟୀ ।

7. ଭାରତର ଜନସାଧାରଣ ଦେଶର ଆଇନ ପ୍ରଣୟନ କ୍ଷେତ୍ରରେ କିପରି ଅଂଶଗ୍ରହଣ କରିଥା’ନ୍ତି ?
Answer:
ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ କେନ୍ଦ୍ରରେ ଲୋକସଭା ଓ ରାଜ୍ୟରେ ବିଧାନସଭାକୁ ସଦସ୍ୟ ନିର୍ବାଚିତ କରାଇ ଭାରତର ଜନସାଧାରଣ ଆଇନ ପ୍ରଣୟନ କ୍ଷେତ୍ରରେ ପରୋକ୍ଷ ଭାବରେ ଅଂଶଗ୍ରହଣ କରିଥା’ନ୍ତି ।

8. ଆମ ସମ୍ବିଧାନରେ କେଉଁ ପ୍ରକାର ସ୍ଥାନୀୟ ସ୍ୱାୟତ୍ତ ଶାସନ ସୂଚିତ ହୋଇଛି ?
Answer:
୭୩ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଆମ ସମ୍ବିଧାନରେ ନିର୍ବାଚନଭିଭିକ ସ୍ଥାନୀୟ ସ୍ୱାୟତ୍ତ ଶାସନ

9. କେଉଁମାନଙ୍କ ପାଇଁ ଭାରତରେ ‘ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା’ ପ୍ରଚଳିତ ହେଉଛି ?
Answer:
ଭାରତରେ ଲୋକସଭା, ରାଜ୍ୟ ବିଧାନସଭା ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିବାପାଇଁ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

10. ସମ୍ବିଧାନର ୩୨୬ ଧାରାରେ କ’ଣ ଉଲ୍ଲେଖ କରାଯାଇଛି ?
Answer:
ଆମ ସମ୍ବିଧାନର ୩୨୬ ଧାରାରେ ‘ସାର୍ବଜନୀନ ସାବାଳକ ମତଦାନ ପ୍ରଥା’ ବିଷୟରେ ଉଲ୍ଲେଖ କରାଯାଇଛି ।

BSE Odisha 10th Class Political Science Solutions Chapter 2 ସାମ୍ବିଧାନିକ ବ୍ୟବସ୍ଥା

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ସାର୍ବଜନୀନ ସାବାଳକ ମତଦାନ ଅଧିକାର ସମ୍ପର୍କିତ ସୂଚନା ସମ୍ବିଧାନର କେଉଁ ଧାରାରେ ଉଲ୍ଲେଖ ଅଛି ?
2. କିଏ କହିଥିଲେ ‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କ ପାଇଁ ସରକାର’’ ।
3. ସମ୍ବିଧାନ ପ୍ରଣୟନ ସଭା ଗଠନ କରିବାପାଇଁ କିଏ ପ୍ରସ୍ତାବ ଦେଇଥିଲା ?
4. ଭାରତକୁ କେବେଠାରୁ ଏକ ସର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଘୋଷଣା କରାଯାଇଥିଲା ?
5. କେବେ ସମ୍ବିଧାନ ପ୍ରଣୟନ ସଭାରେ ନୂତନ ସମ୍ବିଧାନ ଗୃହୀତ ହେଲା ?

Answer:
1. ଧାରା – ୩୨୬
2. ଆବ୍ରାହମ୍ ଲିଙ୍କନ୍
3. କ୍ୟାବିନେଟ୍ ମିଶନ
4. ୧୯୫୦
5. ୧୯୪୯ ନଭେମ୍ବର ୨୬

C. ଶୂନ୍ୟସ୍ଥାନ ପୂରଣ କର ।

1. ଗଶତନ୍ତ୍ରରେ _______________ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ।
2. କ୍ୟାବିନେଟ୍ ମିଶନ ପ୍ରସ୍ତାବ ଅନୁସାରେ ଆମ ଦେଶରେ _________________ ପ୍ରସ୍ତୁତ କରାଯାଇଥିଲା ।
3. କେଦ୍ରମନ୍ତ୍ରମଶ୍ତଳ _________________ ନିକଟରେ ସାମୂହିକଭାବେ ଉତ୍ତରଦାୟୀ ଅଟନ୍ତି ।
4. ବିଧାନ ପରିଷଦର ସଦସ୍ୟମାନେ ଲୋ _________________ ଭାବରେ ନିର୍ବାଚିତ ହୁଅନ୍ତି ।
5. ବର୍ତ୍ତମାନ ମାତ୍ର _________________ ଟି ରାଜ୍ୟରେ ବିଧାନ ପରିଷଦ ରହିଅଛି ।
6. ଭାବରେ _____________ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନେ ମତଦାନ ଅଧିକାର ଉପଭୋଗ କରୁଛନ୍ତି ।
7. ରାଜ୍ୟ ମନ୍ତ୍ରିମଣ୍ଡଳର ନେତୃତ୍ୱ ______________ ନେଇଥା’ନୁ ।
8. ୭୩ ଓ ୭୪ତମ ସମ୍ବିଧାନ ସଂଶୋଧନ ___________________ ଶାସନ ପାଇଁ ଉଦ୍ଦିଷ୍ଟ ଥିଲା ।

Answer:
1. ଜନସାଧାରଣ
2. ସମ୍ବିଧାନ
3. ଲୋକସଭା
4. ପରୋକ୍ଷ
5. ୫
6. ୧୮
7. ମୁଖ୍ୟମନ୍ତ୍ର।
8. ସ୍ୱାୟତ୍ତ

BSE Odisha 10th Class Political Science Solutions Chapter 2 ସାମ୍ବିଧାନିକ ବ୍ୟବସ୍ଥା

D. ଠିକ୍ ଉକ୍ତି ପାଇଁ (✓ ) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଘୋଷଣା କରାଯାଇଥିଲା ।
2. ଏବେ ବିଶ୍ୱରେ ପ୍ରାୟତଃ ୧୨୦ଟି ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି ।
3. ଗଣତନ୍ତ୍ର ଶାସନରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ।
4. ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରିଥା’ନ୍ତି, ତାହାକୁ ରାଜତନ୍ତ୍ର କୁହାଯାଏ ।
5. ଆମ ଭାରତର ବହୁଳ ଜନସଂଖ୍ୟା ଓ ଆୟତନର ବିଶାଳତା ଦୃଷ୍ଟିରୁ ଏଠାରେ ଏକ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଛି ।
6. ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ୧୯୪୫ ଡିସେମ୍ବର ୯ ତାରିଖରେ ବସିଥିଲା ।
7. ସମ୍ବିଧାନ ପ୍ରଣୟନ ହେବାପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ଲାଗିଥିଲା ।
8. ଭାରତର ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ।
9. ରାଷ୍ଟ୍ରପତି ହେଉଛନ୍ତି ସଂସଦର ଏକ ଅବିଚ୍ଛେଦ୍ୟ ଅଙ୍ଗ ।
10. ରାଜ୍ୟସଭାର ସଦସ୍ୟମାନେ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି ।
11, ଆମ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ପ୍ରତିନିଧୂ ଚୟନ ପରୋକ୍ଷ ନିର୍ବାଚନ ମାଧ୍ୟମରେ କରାଯାଇଥାଏ ।
12. ଭାରତରେ ଜଣେ ମତଦାତାଙ୍କର ସର୍ବନିମ୍ନ ବୟସସୀମା ୨୧ ବର୍ଷ ରଖାଯାଇଛି ।
13. ଦେଶର ରାଜ୍ୟ ସ୍ତରରେ ଥ‌ିବା ବିଧାନସଭାର ନିର୍ବାଚିତ ସଦସ୍ୟମାନେ ଲୋକସଭାର ସଦସ୍ୟମାନଙ୍କୁ ନିର୍ବାଚିତ କରନ୍ତି ।
14. ବିଧାନ ପରିଷଦର ସଦସ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
15. ଆମ ସମ୍ବିଧାନର ୩୨୪ ଧାରାରେ ସାର୍ବଜନୀନ ସାବାଳକ ମତଦାନ ପ୍ରଥା ବିଷୟରେ ଉଲ୍ଲେଖ କରାଯାଇଛି ।
16. ଗଣତନ୍ତ୍ର ଶାସନରେ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି ।
17. ଭାରତରେ ନାଗରିକମାନଙ୍କର ମୌଳିକ ଅଧିକାରକୁ ସୁରକ୍ଷିତ ରଖାଯାଇଅଛି ।
18. ୧୯୪୬ ମସିହା ଡିସେମ୍ବର ମାସ ୯ ତାରିଖରେ ସମ୍ବିଧାନ ପ୍ରଣୟନ ସଭାର ଦ୍ବିତୀୟ ବୈଠକ ବସିଥିଲା ।

Answer:
1. x
2. x
3. x
4. x
5. x
6. x
7. ✓
8. ✓
9. ✓
10. ✓
11. x
12. x
13. x
14. x
15. x
16. ✓
17. ✓
18. x

BSE Odisha 10th Class Political Science Solutions Chapter 2 ସାମ୍ବିଧାନିକ ବ୍ୟବସ୍ଥା

E. ‘କ ‘ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

E. ‘କ ‘ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
Answer:
E. ‘କ ‘ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer

2.
E. ‘କ ‘ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 2
Answer:
E. ‘କ ‘ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 2

Leave a Comment