BSE Odisha 6th Class English Solutions Follow-Up Lesson 1 I Like Bats

Odisha State Board BSE Odisha 6th Class English Solutions Follow-Up Lesson 1 I Like Bats Textbook Exercise Questions and Answers.

BSE Odisha Class 6 English Solutions Follow-Up Lesson 1 I Like Bats

BSE Odisha 6th Class English Follow-Up Lesson 1 I Like Bats Text Book Questions and Answers

Session – 1 (ପ୍ରଥମ ପର୍ଯ୍ୟାୟ):
I. Pre-Reading (ପ୍ରାକ୍-ପଠନ):

→ Socialisation (ସାମାଜିକୀକରଣ):
→ The teacher thinks of a pre-reading activity.
(ଶିକ୍ଷକ ଏକ ପଢ଼ିବା ପୂର୍ବବର୍ତ୍ତୀ କାର୍ଯ୍ୟ ବିଷୟରେ ଚିନ୍ତା କରନ୍ତୁ ।)
Pre-reading
→ You may use pictures. You may also link the poem with the poem of the main lesson.
(ତୁମେ ଛବିଗୁଡ଼ିକୁ ବ୍ୟବହାର କରିପାର । ତୁମେ କବିତାଟିକୁ ମୁଖ୍ୟପାଠର କବିତା ସହ ଯୋଡ଼ିପାର ।)

→ What are there in the picture? What do they look like? That’s how bats sleep and rest hanging upside down. What an interesting way of resting and relaxing! Do you like to rest like bats hanging upside down?
(ଛବିରେ କ’ଣ ଅଛି ? ସେମାନେ କିପରି ଦେଖାଯାଉଛନ୍ତି ? ସେହିପରି ଭାବରେ ବାଦୁଡ଼ିମାନେ ଉପରୁ ତଳକୁ ଝୁଲିରହି ଶୁଅନ୍ତି ଏବଂ ବିଶ୍ରାମ ନିଅନ୍ତି । ବିଶ୍ରାମ ନେବା ଓ ନିଦ୍ରାଯିବାର କି କୌତୂହଳଜନକ ଉପାୟ ! ତୁମେ ବାଦୁଡ଼ିମାନଙ୍କ ପରି ଉପରୁ ତଳକୁ ଝୁଲିରହି ବିଶ୍ରାମ କରିବାକୁ ଭଲ ପାଅ କି ?)

→ In the poem ‘Mice’ the poet likes mice. Let’s read this poem to see if the poet likes bats.
(‘Mice” କବିତାରେ, କବି ମୂଷାମାନଙ୍କୁ ଭଲ ପାଇଛନ୍ତି । ଆସ ଆମେ ଏହି କବିତାଟି ପଢ଼ିବା ଏବଂ କବି ବାଦୁଡ଼ିମାନଙ୍କୁ ଭଲ ପାଆନ୍ତି କି ନାହିଁ ଦେଖୁବା ।)

BSE Odisha 6th Class English Solutions Follow-Up Lesson 1 I Like Bats

II. While-Reading (ପଢ଼ିବା ସମୟରେ ):
Follow the steps of the main lesson.
(ମୁଖ୍ୟ ବିଷୟର ସୋପାନଗୁଡ଼ିକୁ ଅନୁସରଣ କର ।)
TEXT (ବିଷୟବସ୍ତୁ):
Read the poem silently and answer the questions that follow.
(କବିତାଟିକୁ ନୀରବରେ ପଢ଼ ଏବଂ ପରବର୍ତ୍ତୀ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

textI like bats
Hanging upside down
Like rats. Like silk-cotton fruits
Swinging in wind
What a way to relax and rewind.
I wish I could
Do that
Like a bat
A way to find
After a day’s work
To relax and rewind
Upside down
Hang like bats.
I like bats
Hanging upside down
Like rats.
text 1
ଓଡ଼ିଆ ଉଚ୍ଚାରଣ :
ଆଇ ଲାଇକ୍ ବ୍ୟାଟ୍‌ସ୍
ହ୍ୟାଙ୍ଗିଙ୍ଗ୍ ଅପସାଇଡ୍ ଡାଉନ୍
ଲାଇକ୍ ମ୍ୟାଟ୍‌ସ୍ । ଲାଇକ୍ ସିଲ୍‌କ୍-କଟନ୍ ଫୁସ୍
ସୁଇଙ୍ଗିଙ୍ଗ୍ ଇନ୍ ଉଇଣ୍ଡ୍
ଦ୍ଵାଟ୍ ଏ ୱେ ଟୁ ରିଲାକ୍ସ ଆଣ୍ଡ ରିୱାଇଣ୍ଡ୍ ।
ଆଇ ଉଇସ୍ ଆଇ କୁଡ଼୍
ଡୁ ଦ୍ଯାଟ୍
ଲାଇକ୍ ଏ ବ୍ୟାଟ୍
ଏ ୱେ ଟୁ ଫାଇଣ୍ଡ୍
ଆଫ୍‌ଟର୍ ଏ ଡେ’ଜ୍ ୱାର୍କ
ଟୁ ରିଲାକ୍ସ ଆଣ୍ଡ ରିୱାଇଣ୍ଡ୍
ଅପ୍‌ସାଇଡ୍ ଡାଉନ୍
ଆଇ ଲାଇକ୍ ବ୍ୟାଟ୍‌ସ୍ ।
ହ୍ୟାଙ୍ଗିଙ୍ଗ୍ ଅଫ୍‌ସାଇଡ୍ ଡାଉନ୍
ଲାଇକ୍ ଗ୍ୟାସ୍ ।

BSE Odisha 6th Class English Solutions Follow-Up Lesson 1 I Like Bats

Knowing The Key Words (ମୁଖ୍ୟ ଶବ୍ଦଗୁଡ଼ିକୁ ଜାଣିବା):

like – ସଦୃଶ
bats – ବାଦୁଡି
hanging – ଫାଶୀ
upside – ଓଲଟା |
down – ତଳକୁ
like – ପରି
rats – ମୂଷା
silk – cotton – ଶିମିଳି-ତୁଳା
fruits – ଫଳ
swinging – ସୁଇଙ୍ଗ୍
in wind — ପବନରେ
could — କରିପାରନ୍ତି |
What a way — କି ଉପାୟ |
find — ଖୋଜିବା
relax — ବିଶ୍ରାମ କରିବା
day’s work — ଦିନର କାମ
rewind – ରିଭାଇଣ୍ଡ୍ |
wish — ଇଚ୍ଛା

ସାରକଥା | ଓଡ଼ିଆ ଅନୁବାଦ:
ମୁଁ ବାଦୁଡ଼ିମାନଙ୍କୁ ଭଲପାଏ
ସେମାନେ ଉପର ପାଖ ତଳକୁ କରି ଝୁଲୁଥା’ନ୍ତି ମୂଷାମାନଙ୍କ ସଦୃଶ । | ସେମାନେ ପବନରେ ଦୋଳି ଖେଳୁଥା’ନ୍ତି ଶିମିଳି ତୁଳା ଫଳଗୁଡ଼ିକ ପରି । | କି ସୁନ୍ଦର ଉପାୟ ବିଶ୍ରାମ କରିବାର ଏବଂ ପବନରେ ଦୋହଲିବାର । | ମୁଁ ଭାବୁଛି ମୁଁ ସେହିପରି କରି ପାରିଥା’ନ୍ତି ଏକ ବାଦୁଡ଼ି ପରି । | ଗୋଟିଏ ଦିନକର କାମ ପରେ ଏକ ଉପାୟ ଖୋଜି ପାଇବାକୁ ବିଶ୍ରାମ କରିବାକୁ ଏବଂ ପବନରେ ଦୋହଲିବାକୁ । | ଉପର ପାଖ ତଳକୁ କରି ଝୁଲୁଥା’ନ୍ତି ବାଦୁଡ଼ିମାନଙ୍କ ସଦୃଶ । ମୁଁ ଭଲପାଏ ବାଦୁଡ଼ିମାନଙ୍କୁ ଯେଉଁମାନେ ଉପର ପାଖ ତଳକୁ କରି ଝୁଲୁଥା’ନ୍ତି ମୂଷାମାନଙ୍କ ଭଳି ।

Comprehension Questions : (ବୋଧମୂଳକ ପ୍ରଶ୍ନବଳୀ)

The teacher is to try to frame his/her own questions. Here are some for him/her.
(ଶିକ୍ଷକ ତାଙ୍କର ନିଜର ପ୍ରଶ୍ନଗୁଡ଼ିକ ତିଆରି କରିବାକୁ ଚେଷ୍ଟା କରିବେ । ଏଠାରେ କେତେକ ତାଙ୍କ (ପୁ/ସ୍ତ୍ରୀ) ପାଇଁ ଅଛି ।)

Question 1.
How do bats hang?
(ବାଦୁଡ଼ିମାନେ କିପରି ଝୁଲୁଥା’ନ୍ତି ?)
Answer:
Bats hang upside down.

Question 2.
What are bats compared to ?
(ବାଦୁଡ଼ିମାନଙ୍କୁ କାହା ସହିତ ତୁଳନା କରାଯାଇଛି ?)
Answer:
Bats are compared to rats.

BSE Odisha 6th Class English Solutions Follow-Up Lesson 1 I Like Bats

Question 3.
Have you seen bats hanging upside down on trees in great numbers?
(ଗଛଗୁଡ଼ିକରେ ବାଦୁଡ଼ିମାନେ ବହୁ ସଂଖ୍ୟାରେ ଝୁଲି ରହିଥ‌ିବାର ତୁମେ ଦେଖୁଛ କି ?)
Answer:
Yes, we have seen bats hanging upside down on trees in great numbers.

Question 4.
Have you seen silk-cotton fruit hanging in great numbers? Do they look alike?
(ଶିମିଳି-ତୁଳା ଫଳ ବହୁ ସଂଖ୍ୟାରେ ଝୁଲୁଥ‌ିବା ତୁମେ ଦେଖୁଛ କି ? ସେଗୁଡ଼ିକ ଏକାପରି ଦେଖାଯାଆନ୍ତି କି ?)
Answer:
Yes, we have seen silk-cotton fruit hanging in great numbers. Really, they look alike.

Question 5.
What is the meaning of the word ‘rewind’? See the dictionary at the end of this lesson.
(‘ରିୱାଇଣ୍ଡ୍’ ଶବ୍ଦର ଅର୍ଥ କ’ଣ ? ଏହି ଅଧ୍ୟାୟର ଶେଷରେ ଥ‌ିବା ଅଭିଧାନ ବା ଶବ୍ଦାର୍ଥ ଦେଖ ।)
Answer:
The meaning of the word ‘rewind’ is taking a rest with occasional backward movement.
Teacher is to frame some questions from the second stanza.
(ଶିକ୍ଷକ ଦ୍ଵିତୀୟ ପଦରୁ କିଛି ପ୍ରଶ୍ନ ତିଆରି କରିବେ ।)

Session – 2 (ସୋପାନ – ୨)
III. Post-Reading (ପଢ଼ିସାରିବା ପରେ):
6. Writing (ଲେଖିବା ):

(a) Answer the following questions.
(ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

(i) How do bats hang ?
(ବାଦୁଡ଼ିମାନେ କିପରି ଝୁଲନ୍ତି ?)
Bats hang ______________________________________.
Answer:
Bats hang upside down.

(ii) What are bats compared to ?
(ବାଦୁଡ଼ିମାନଙ୍କୁ କାହା ସହ ତୁଳନା କରାଯାଇଛି ?)
Bats are ______________________________________.
Answer:
Bats are compared to rats.

BSE Odisha 6th Class English Solutions Follow-Up Lesson 1 I Like Bats

(iii) What swings in the wind?
(ପବନରେ କ’ଣ ଝୁଲିଥାଏ ?)
The silk – ______________________________________.
Answer:
The silk-cotton fruits swing in the wind.

(iv) Why does the poet like to hang like bats upside down?
(କବି କାହିଁକି ବାଦୁଡ଼ିମାନଙ୍କ ପରି ଉପରପାଖ ତଳକୁ କରି ଝୁଲିବାକୁ ଭଲପାଆନ୍ତି ?)
______________________________________to relax and ____________________________.
Answer:
The poet likes to hang like a bats upside down because it is a nice way to relax and rewind.

(b) Let us summarise the poem. Fill in the gaps.
(ଆସ ଆମେ କବିତାର ସାରାଂଶ ବାହାର କରିବା । ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କର ।) (Question with Answer)

The poet _____________________to see bats. _____________________. Bats hang like _____________. This is a good way to relax and ____________. The poet wants to_____________ _____________bats to relax ________________ ________________after the day’s ________________.
Answer:
The poet likes to see bats. They are hanging upside down. Bats hang like rats and like silk-cotton fruits swinging in wind. This is a good way to relax and rewind. The poet wants to hang upside down like a bat to relax and rewind after the day’s work.

(c) Think of writing a poem. Start with replacing ‘bats’ with some fruits and make minimum changes in the poem. Change the title accordingly.
(ଗୋଟିଏ କବିତା ଲେଖିବା କଥା ଭାବ । ‘ବାଦୁଡ଼ିମାନଙ୍କ’’ ବଦଳରେ କେତେକ ଫଳକୁ ନେଇ ଏବଂ କବିତାରେ ସ୍ଵଳ୍ପ ପରିବର୍ତ୍ତନ କରି ଆରମ୍ଭ କର । ସେହି ଅନୁସାରେ କବିତାର ଶିରୋନାମା ପରିବର୍ତ୍ତନ କର ।)

APPLES
Answer:
I like apples
Hanging upside down
Like rats. Like silk-cotton fruits
Swinging in wind
What a way to relax and rewind.
I wish I could
Do that
Like an apple
A way to find
After a day’s work
To relax and rewind
Upside down Hang like apples.
I like apples
Hanging upside down
Like rats.

BSE Odisha 6th Class English Solutions Follow-Up Lesson 1 I Like Bats

Knowing The Key Words (ମୁଖ୍ୟ ଶବ୍ଦଗୁଡ଼ିକୁ ଜାଣିବା):
(The words/phrases have been defined mostly on contextual meanings.)

Nibble – gentle and playful bite of a mouse. ମୂଷାର କୁଟ୍ କୁଟ୍ କରି କାଟି ଖାଇବା
Pink – (colour) pale red, ଫିକା ନାଲି |
Swinging – hanging and moving (bats have)
relax and rewind – taking rest (with occassional backward movement) ଆରାମରେ ବିଶ୍ରାମ ନେବା
upside down – legs upward and head downward. ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ଓଲଟା ରହିବା ।

Leave a Comment