BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.1

Odisha State Board BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.1

Question 1. 
କ୍ଷୁଦ୍ରତମ ସ୍ଵାଭାବିକ ସଂଖ୍ୟା କେତେ?
ସମାଧାନ:
1

Question 2. 
ପ୍ରତ୍ୟେକ ସଂଖ୍ୟାର ବାମରେ ତା’ର ପୂର୍ବବର୍ତୀ ସଂଖ୍ୟା ଓ ଡ଼ାହାଣରେ ତା’ର ପରବର୍ତୀ ସଂଖ୍ୟା ଲେଖ।

(କ) _____, 28, _____
ସମାଧାନ:
27, 28, 29

(ଖ) _____, 248, _____
ସମାଧାନ:
247, 248, 249

(ଗ) _____, 567, _____
ସମାଧାନ:
566, 567, 568

(ଘ) _____, 3856, _____
ସମାଧାନ:
3855, 3856, 3857

(ଙ) _____, 5000, _____
ସମାଧାନ:
4999, 5000, 5001

(ଚ) _____, 99999, _____
ସମାଧାନ:
99998, 99999, 100000

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.1

Question 3.
(କ) 57 ଠାରୁ କ୍ଷୁଦ୍ରତର କେତୋଟି ସ୍ଵାଭାବିକ ସଂଖ୍ୟା ଅଛି?
ସମାଧାନ:
56 ଟି

(ଖ) 48 ଓ 216 ମଧ୍ୟରେ କେତୋଟି ସ୍ଵାଭାବିକ ସଂଖ୍ୟା ଅଛି?
ସମାଧାନ:
216 – 48 – 1 = 167

(ଗ) 5729 ର ପରବର୍ତୀ ତିନୋଟି କ୍ରମିକ ସ୍ଵାଭାବିକ ସଂଖ୍ୟା ଲେଖ।
ସମାଧାନ:
5730, 5731, 5732

Question 4. 
(କ) ଏକକ ଅଙ୍କ 5 ହୋଇଥିବା କ୍ଷୁଦ୍ରତମ ଛଅ ଅଙ୍କବିଶିଷ୍ଟ ସଂଖ୍ୟା ଲେଖ। 
ସମାଧାନ:
100005

(ଖ) ଏକକ ଅଙ୍କ 7 ହୋଇଥିବା ବୃହତ୍ତମ ସାତ ଅଙ୍କବିଶିଷ୍ଟ ସଂଖ୍ୟା ଲେଖ ।
ସମାଧାନ:
9999997

(ଗ) ଛଅଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଠାରୁ ସାତଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ପର୍ଯ୍ୟନ୍ତ (ଉଭୟ ସଂଖ୍ୟାକୁ ମିଶାଇ) କେତୋଟି ସ୍ଵାଭାବିକ ସଂଖ୍ୟା ଅଛି?
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.1
∴ ଛଅ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଠାରୁ ସାତଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ପର୍ଯ୍ୟନ୍ତ 9900000 ଟି ସ୍ଵାଭାବିକ ସଂଖ୍ୟା ଅଛି ।

Leave a Comment