BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5

Odisha State Board BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 6 ଦଶମିକ ସଂଖ୍ୟା Ex 6.5

Question 1. 
ବିୟୋଗ କର

() ଟ.18.50 ରୁ ଟ 65.75
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5

(ଖ) 105.58 ମି. ରୁ 97.65 ମି.
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5 1

() 6.725.କି.ଗ୍ରା.କୁ. 9.950 କି.ଗ୍ରା.କୁ.
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5 2

Question 2.
କବିତା ଟ. 33.65 ମୂଲ୍ୟର ଗୋଟିଏ ବହି କିଣି ଦୋକାନୀକୁ 50 ଟଙ୍କା ଦେଲେ । ଦୋକାନୀ କବିତାକୁ କେତେ ଫେରାଇବ ?
ସମାଧାନ:
ବହିର ମୂଲ୍ୟ = 33.65, ଦୋକାନୀକୁ ଦେଲେ = 50.00
ଦୋକାନୀ ଫେରାଇବ = ଟ 50.00 – ଟ 33.35 = ଟ 16.35 
∴ ଦୋକାନୀ କବିତାକୁ ଟ 16.35 ଫେରାଇବ ।

Question 3.
ଟିନା ପାଖରେ 10 ମି. 5 ସେ.ମି.ର ଗୋଟିଏ କପଡ଼ା ଥିଲା । ସେଥିରୁ ସେ 4 ମି. 50 ସେ.ମି. କପଡ଼ାର ଗୋଟିଏ ବେଡ୍‌ସିଟ୍ ତିଆରି କଲେ । ତାଙ୍କ ପାଖରେ ଆଉ କେତେ ପରିମାଣର କପଡ଼ା ବଳିଲା?
ସମାଧାନ:
ଟିନା ପାଖରେ କପଡ଼ା ଥିଲା । = 10 ମି. 5 ସେ.ମି. = 10.05 ସେ.ମି.
ବେଡ୍‌ସିଟ୍ ତିଆରି ହେଲା = 4 ମି. 50 ସେ.ମି. = 4.50 ସେ.ମି.
କପଡ଼ା ବଳିଲା = 10.05 ସେ.ମି. – 4.50 ସେ.ମି. = 5.55 ସେ.ମି.
∴ ଟିନା ପାଖରେ ଆଉ 5.55 ସେ.ମି. କପଡ଼ା ବଳିଲା ।

BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5

Question 4.
ଗୋଟିଏ ଦିନରେ ଓଡ଼ିଶାର ଛଅଟି ସହରର ତାପମାତ୍ରାକୁ ନିମ୍ନ ସାରଣୀରେ ଦିଆଯାଇଛି ।
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5 3

(କ) କେଉଁ ସହରର ତାପମାତ୍ରା ସର୍ବାଧ‌ିକ ଓ କେଉଁ ସହରର ସର୍ବନିମ୍ନ?
ସମାଧାନ:
ଟିଟିଲାଗଡ଼ ସହରର ତାପମାତ୍ରା ସର୍ବାଧ‌ିକ ଓ ପୁରୀ ସହରର ତାପମାତ୍ରା ସର୍ବନିମ୍ନ ।

(ଖ) ଭୁବନେଶ୍ଵରର ତାପମାତ୍ରା ପୁରୀର ତାପମାତ୍ରା ଠାରୁ କେତେ ଅଧିକ?
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5 4

(ଗ) ମାଲକାନାଗିରିର ତାପମାତ୍ରା କେନ୍ଦୁଝରର ତାପମାତ୍ରାଠାରୁ କେତେ ଅଧିକ?
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5 5

(ଘ) ଟିଟିଲାଗଡ଼ର ତାପମାତ୍ରା ମାଲକାନାଗିରିର ତାପମାତ୍ରାଠାରୁ କେତେ ଅଧିକ?
ସମାଧାନ:
BSE Odisha 6th Class Maths Solutions Chapter 6 ଦଶମିକ ସଂଖ୍ୟା Ex 6.5 6

Leave a Comment