BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.1

Odisha State Board BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.1

Question 1.
ଗୋଟିଏ ଲୁଡୁ ଗୋଟିକୁ 40 ଥର ଗଡ଼ାଇ 1, 2, 3, 4, 5 ଓ 6 ସଂଖ୍ୟାମାନ କେତେ ଥର ପଡ଼ିଲା ସ୍ଥିର କର। ଏହି ତଥ୍ୟକୁ ନେଇ ଏକ ସ୍ତମ୍ଭ ଲେଖ ପ୍ରସ୍ତୁତ କର।
ସମାଧାନ:
BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.1 1

BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.1

Question 2.
(କ) ଦୁଇଟି ମୁଦ୍ରାକୁ ଏକ ସଙ୍ଗରେ ଟସ୍ ପକାଇଲେ କ’ଣ ଫଳାଫଳ ପାଇବାର ସମ୍ଭାବନା ଅଛି ?
ସମାଧାନ:
TT, TH, HT, HH ପଡ଼ିବାରୁ ସମ୍ଭାବନା ଅଛି । (T – ଟେଲ୍, H – ହେଡ଼)

(ଖ) ତୁମେ ଥରକରେ ଦୁଇଟି ମୁଦ୍ରା ନେଇ ଥର ଥର କରି ଦଶ ଥର ଟସ୍ ପକାଅ । ସେଥିରେ ପାଇଥିବା ଫଳାଫଳକୁ ନିମ୍ନ ସାରଣୀରେ ଲେଖ ।

ଟସ୍ର ଥର ସଂଖ୍ୟା କେତେ ଥର ଉଭୟ ମୁଦ୍ରାରେ ଟେଲ ପଡ଼ିଲା ?
(T T)
କେତେ ଥର ଗୋଟିଏ ମୁଦ୍ରାରେ ହେଜ୍‌ ଓ ଅନ୍ୟଟିରେ ଟେଲ ପଡ଼ିଲା ?
(H T, T H)
କେତେ ଥର ଉଭୟ ମୁଦ୍ରାରେ ହେଡ୍‌ ପଡ଼ିଲା ?
(H H)

ସମାଧାନ:

ଟସ୍ର ଥର ସଂଖ୍ୟା କେତେ ଥର ଉଭୟ ମୁଦ୍ରାରେ ଟେଲ ପଡ଼ିଲା ?
(T T)
କେତେ ଥର ଗୋଟିଏ ମୁଦ୍ରାରେ ହେଜ୍‌ ଓ ଅନ୍ୟଟିରେ ଟେଲ ପଡ଼ିଲା ?
(H T, T H)
କେତେ ଥର ଉଭୟ ମୁଦ୍ରାରେ ହେଡ୍‌ ପଡ଼ିଲା ?
(H H)
10 4 3 3

(ଗ) ତୁମର ସାରଣୀ ତୁମର ଜଣେ ସାଙ୍ଗ କରିଥିବା ସାରଣୀ ସହ ସମାନ ହୋଇଛି କି ?
ସମାଧାନ:
ମୋର ସାରଣୀ ମୋର ସାଙ୍ଗର ପ୍ରସ୍ତୁତ ସାରଣୀ ମଧ୍ୟରେ ପାର୍ଥକ୍ୟ ଅଛି ।

Leave a Comment