BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2

Odisha State Board BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2 Textbook Exercise Questions and Answers.

BSE Odisha Class 7 Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2

Question 1.
ଗୁଣଫଳ ସ୍ଥିର କର ।

(କ) 2 × \(\frac{1}{5}\)
ସମାଧାନ:
\(\frac{2 \times 1}{5}=\frac{2}{5}\)

(ଖ) 7 × \(\frac{3}{5}\)
ସମାଧାନ:
\(\frac{7 \times 3}{5}=\frac{21}{5}=4 \frac{1}{5}\)

(ଗ) 5 × \(\frac{2}{9}\)
ସମାଧାନ:
\(\frac{5 \times 2}{9}=\frac{10}{9}=1 \frac{1}{9}\)

(ଘ) 8 × \(\frac{2}{3}\)
ସମାଧାନ:
\(\frac{8 \times 2}{3}=\frac{16}{3}=5 \frac{1}{3}\)

(ଙ) 4 × 1 \(\frac{3}{5}\)
ସମାଧାନ:
4 × \(\frac{8}{5}=\frac{4 \times 8}{5}=\frac{32}{5}=6 \frac{6}{5}\)

(ଚ) 2 × \(\frac{1}{2}\) × 3
ସମାଧାନ:
\(\frac{5}{2} \times 3=\frac{5 \times 3}{2}=\frac{15}{2}=7 \frac{1}{2}\)

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2

Question 2.
ଗୁଣଫଳ ସ୍ଥିର କର । (ଗୁଣଫଳ ଅପ୍ରକୃତ ଭଗ୍ନସଂଖ୍ୟା ହେଲେ, ତାକୁ ମିଶ୍ର ସଂଖ୍ୟାରେ ପରିଣତ କର ।)

(କ) \(\frac{2}{3} \times \frac{5}{7}\)
ସମାଧାନ:
\(\frac{2 \times 5}{3 \times 7}=\frac{10}{21}\)

(ଖ) \(\frac{3}{5} \times \frac{2}{7}\)
ସମାଧାନ:
\(\frac{3 \times 2}{5 \times 7}=\frac{6}{35}\)

(ଗ) \(\frac{4}{9} \times \frac{5}{7}\)
ସମାଧାନ:
\(\frac{4 \times 5}{9 \times 7}=\frac{20}{63}\)

(ଘ) \(\frac{5}{8} \times \frac{3}{4}\)
ସମାଧାନ:
\(\frac{5 \times 3}{8 \times 4}=\frac{15}{32}\)

(ଙ) 1 × \(\frac{1}{2} \times \frac{3}{5}\)
ସମାଧାନ:
\(\frac{3}{2} \times \frac{3}{5}=\frac{3 \times 3}{2 \times 5}=\frac{9}{10}\)

(ଚ) \(\frac{4}{5} \times 3 \frac{1}{3}\)
ସମାଧାନ:
\(\frac{4}{5} \times\frac{10}{3}=\frac{4 \times 10}{5 \times 3}=\frac{40}{15}=\frac{5 \times 8}{5 \times 3}=\frac{8}{3}=2 \frac{2}{3}\)

(ଛ) \(2\frac{1}{3} \times 1 \frac{1}{2}\)
ସମାଧାନ:
\(\frac{7}{3} \times \frac{3}{2}=\frac{7 \times 3}{3 \times 2}=\frac{7}{2}=3 \frac{1}{2}\)

(ଜ) \(3\frac{1}{2} \times 1 \frac{2}{5}\)
ସମାଧାନ:
\(\frac{7}{2} \times\frac{7}{5}=\frac{7 \times 7}{2 \times 5}=\frac{49}{10}=4 \frac{9}{9}\)

Question 3.
ଗୁଣଫଳ ସ୍ଥିର କର । ସମ୍ଭବ ହେଲେ ଲଘିଷ୍ଠ ଆକାର ବିଶିଷ୍ଟ କର । ଅପ୍ରକୃତ ଭଗ୍ନସଂଖ୍ୟା ହେଲେ ମିଶ୍ର ସଂଖ୍ୟାରେ ପରିଣତ କର ।

(କ) \(3 \frac{1}{2} \times 1 \frac{3}{8}\)
ସମାଧାନ:
\(\frac{7}{2} \times \frac{11}{8}=\frac{7 \times 11}{2 \times 8}=\frac{77}{16}=4 \frac{13}{16}\)

(ଖ) \(2 \frac{1}{2} \times 1 \frac{1}{5}\)
ସମାଧାନ:
\(\frac{5}{2} \times \frac{6}{5}=\frac{5 \times 6}{2 \times 5}=\frac{30}{10}\) = 3

(ଗ) \(2 \frac{2}{5} \times 1 \frac{3}{5}\)
ସମାଧାନ:
\(\frac{12}{5} \times \frac{7}{4}=\frac{12 \times 7}{5 \times 4}=\frac{84}{20}=\frac{21 \times 4}{5 \times 4}=\frac{21}{5}=4 \frac{1}{5}\)

Question 4.
ନିମ୍ନ ପ୍ରଶ୍ନର ଉତ୍ତର ଦିଅ :

(କ) 24 ର \(\frac{1}{2}\)
ସମାଧାନ:
24 × \(\frac{1}{2}\) = 12

(ଖ) 18 ର \(\frac{2}{3}\)
ସମାଧାନ:
18 × \(\frac{2}{3}\) = 6 × 2 = 12

(ଗ) 27 ର \(\frac{5}{9}\)
ସମାଧାନ:
27 × \(\frac{5}{9}\) = \(\frac{27 \times 5}{9}=\frac{9 \times 3 \times 5}{9}\) = 3 × 5 = 15

(ଘ) 121 ର \(\frac{7}{11}\)
ସମାଧାନ:
121 × \(\frac{7}{11}\) = \(\frac{121 \times 7}{11}=\frac{11 \times 11 \times 7}{11}\) = 11 × 7 = 77

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2

Question 5.
ଗୋଟିଏ କାର୍ 16 କି.ମି. ରାସ୍ତା ଅତିକ୍ରମ କରିବା ପାଇଁ ଲିଟର ପେଟ୍ରୋଲ ଦରକାର କରେ । 2 \(\frac{3}{4}\) ଲିଟର ପେଟ୍ରୋଲ ପକାଇଲେ ସେହି କାର୍ କେତେ ରାସ୍ତା ଅତିକ୍ରମ କରି ପାରିବ?
ସମାଧାନ :
1 ଲିଟର ପେଟ୍ରୋଲ୍‌ରେ କାର୍‌ଟି ଯାଏ 16 କି.ମି. ରାସ୍ତା ।
∴ 2 \(\frac{3}{4}\) – ବା \(\frac{11}{4}\) ଲିଟର ପେଟ୍ରୋଲରେ କାର୍‌ଟି ଯିବ = \(\frac{11}{4}\) × 16 କି.ମି. = 44 କି.ମି. ରାସ୍ତା ।

Question 6.
ରିଙ୍କି ଗୋଟିଏ ସିଧା ଧାଡ଼ିରେ 9 ଗୋଟି ଋରା ଗଛ ଲଗାଇବ । ଯଦି ପାଖାପାଖୁ ଲଗାଯାଉଥ‌ିବା ପ୍ସରା ଦୁଇଟି ମଧ୍ଯରେ \(\frac{3}{4}\) ଲିଟର ବ୍ୟବଧାନ ରହେ, ତେବେ ପ୍ରଥମ ଓ ଶେଷ ଋରାଗଛ ମଧ୍ୟରେ କେତେ ମିଟର ବ୍ୟବଧାନ ରହିବ?
ସମାଧାନ :
ରିଙ୍କି 9 ଗୋଟି ଚାରାଗଛ ଲଗାଇବ ।
∴ ପ୍ରଥମ ଗଛ ଓ ଶେଷଗଛ ମଧ୍ୟରେ 8 ଟି ବ୍ୟବଧାନ ରହିବ ।
ପାଖାପାଖୁ ଚାରା ଦୁଇଟି ମଧ୍ୟରେ ବ୍ୟବଧାନ \(\frac{3}{4}\) ମିଟର ।
8 ଟି ବ୍ୟବଧାନ ମଧ୍ୟରେ ଦୂରତା = 8 × \(\frac{3}{4}\) ମିଟର = \(\frac{8 \times 3}{4}\) ମି. = 2 × 3 ମି = 6 ମି. 
∴ ପ୍ରଥମ ଓ ଶେଷ ଚାରାଗଛ ମଧ୍ୟରେ 6 ମିଟର ବ୍ୟବଧାନ ରହିବ ।

Question 7.
ଗୋଟିଏ ଶ୍ରେଣୀର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି 56 । ମୋଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଛାତ୍ରୀ ହେଉଛନ୍ତି \(\frac{2}{7}\) ଅଂଶ ମୋଟ ଛାତ୍ରୀ ସଂଖ୍ୟାର \(\frac{1}{5}\) ଅଂଶ ସ୍କୁଲକୁ ପ୍ରତ୍ୟହ ସାଇକେଲ ଯୋଗେ ଆସନ୍ତି । ତେବେ :
(a) ଶ୍ରେଣୀର ଛାତ୍ର ସଂଖ୍ୟା କେତେ? (b) ଶ୍ରେଣୀର କେତେ ଛାତ୍ର ସାଇକେଲ ଯୋଗେ ସ୍କୁଲକୁ ଆସନ୍ତି?
ସମାଧାନ :
ଗୋଟିଏ ଶ୍ରେଣୀର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି 56
∴ ଛାତ୍ରୀ ସଂଖ୍ୟା = 56 ର \(\frac{2}{7}\) = 56 × \(\frac{2}{7}\) = \(\frac{56 \times 2}{7}\) = 8 × 2 = 16
ମୋଟ ଛାତ୍ରସଂଖ୍ୟା = 56 – 16 = 40
ଦୈନିକ ସାଇକେଲ୍‌ରେ ସ୍କୁଲକୁ ଆସନ୍ତି ମୋଟ ଛାତ୍ରସଂଖ୍ୟାର \(\frac{1}{5}\) ଅଂଶ ।
ସାଇକେଲ୍‌ରେ ସ୍କୁଲକୁ ଆସନ୍ତା = 40 ର \(\frac{1}{5}\) ଅଂଶ = 40 × \(\frac{1}{5}\) = 8 ଅଂଶ ।

Question 8.
ଗୁଣଫଳ ସ୍ଥିର କର :

(କ) \(\frac{2}{3} \times \frac{1}{5} \times \frac{7}{9}\)
ସମାଧାନ :
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2

(ଖ) \(\frac{1}{4} \times \frac{3}{5} \times \frac{6}{7}\)
ସମାଧାନ :
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2 1

Question 9.
ଗୁଣଫଳ ସ୍ଥିର କର :

(କ) \(\frac{2}{5} \times \frac{3}{4} \times \frac{5}{6}\)
ସମାଧାନ :
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2 2

(ଖ) \(\frac{3}{5} \times \frac{7}{9} \times \frac{15}{28}\)
ସମାଧାନ :
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.2 3

Leave a Comment