BSE Odisha 9th Class Political Science Important Questions Chapter 4 ମାନବାଧିକାର

Odisha State Board BSE Odisha 9th Class Political Science Important Questions Chapter 4 ମାନବାଧିକାର Important Questions and Answers.

BSE Odisha Class 9 Political Science Important Questions Chapter 4 ମାନବାଧିକାର

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମାନବାଧ୍ୟାକାରର ପ୍ରକାରଭେଦ ବଣ୍ଣନା କର ।
Answer:
ଯଥା— ପ୍ରଥମ ପିଢ଼ି ଅଧିକାର, ଦ୍ଵିତୀୟ ପିଢ଼ି ଅଧିକାର ଓ ତୃତୀୟ ପିଢ଼ି ଅଧ୍ୟାର ।
(କ) ପ୍ରଥମ ପିଢ଼ି ଅଧ୍ୟାର – ପ୍ର ଥମ ପର୍ଯ୍ୟାୟରେ ବ୍ୟକ୍ତିକୁ ଅଧ୍ଵ ସାମାଜିକ ଓ ରାଜନୈତିକ ଅଧିକାର ମିଳିବାପାଇଁ ଉଦ୍ୟମ କରାଯାଇଥିଲା । ମଣିଷର ମଧ୍ୟ ଦୃଷ୍ଟି ଦିଆଯାଇଥିଲା ।
(ଖ) ଦ୍ଵିତୀୟ ପିଢ଼ି ଅଧିକାର— ପରବର୍ତ୍ତୀ କାଳରେ ଯେତେବେଳେ ଜଣାପଡ଼ିଲା ଯେ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧ୍ଵର ନ ମିଳିବା ପର୍ଯ୍ୟନ୍ତ ସ୍ଵାଧୀନତା ମିଳିବା ଅର୍ଥହୀନ, ସେତେବେଳେ ଏହିସବୁ ଅଧିକାରଗୁଡ଼ିକ ପ୍ରତି ସରକାର ସକାରାତ୍ମକ ଦୃଷ୍ଟି ଦେବାର ଆବଶ୍ୟକତା ସମସ୍ତେ ଅନୁଭବ କରିଥିଲେ ।
(ଗ) ତୃତୀୟ ପିଢ଼ି ଅସ୍ଵୀକାର – ବିଂଶ ଶତାବ୍ଦୀର ଶେଷଭାଗରେ ମାନବାଧ୍ଵରର କାର୍ଯ୍ୟ ପରିସର ବୃଦ୍ଧି ପାଇଲା । ସେଥ‌ିରେ ଆତ୍ମନିର୍ଣ୍ଣୟ ଅଧିକାର, ଅନଗ୍ରସର ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଅଧିକାର ଓ ଦେଶର ସମ୍ପଦ ହେଲା ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୨। ମାନବାଧ୍ଵରର ମୁଖ୍ୟ ଲକ୍ଷଣଗୁଡ଼ିକୁ ବର୍ଣ୍ଣନା କର ।
Answer:
ମାନବାଧ୍ୟାକାରର ତିନିଗୋଟି ମୁଖ୍ୟ ଲକ୍ଷଣ ରହିଛି । ସେଗୁଡ଼ିକ ହେଉଛି– (କ) ସାର୍ବଜନୀନ (ଖ) କେନ୍ଦ୍ରବିନ୍ଦୁରେ ବ୍ୟକ୍ତି (ଗ) ଗଣତନ୍ତ୍ର ଓ ବିକାଶ ।
(କ) ସାର୍ବଜନୀନ – ମାନବାଧିକାର ଦେଶ, ସମାଜ, ସମ୍ପ୍ରଦାୟ ଓ ସଂସ୍କୃତି ନିର୍ବିଶେଷରେ ସାର୍ବନ ନୀନ । ସବୁ ଠାରେ ଏହି ଅଧ୍ୟାର ଗୁଡ଼ିକ ମୂଲ୍ୟବାନ୍ ।
(ଖ) କେନ୍ଦ୍ରବିନ୍ଦୁରେ ବ୍ୟକ୍ତି – ମାନବାଧିକାରର କେନ୍ଦ୍ରବିନ୍ଦୁ କହିଲେ ମଣିଷକୁ ବୁଝାଇଥାଏ । ମଣିଷ ଯେଉଁ ରାଷ୍ଟ୍ର ବା ସମାଜ ବା ଭାଷାଭାଷୀ ଅଞ୍ଚଳର ହେଉନା କାହିଁକି, ଏହି କରିପାରିବ ।
(ଗ) ଗଣତନ୍ତ୍ର ଓ ବିକାଶ – ଗଣତନ୍ତ୍ର ବିନ୍ଧା ନାହିଁ । ଗଣତନ୍ତ୍ର ଓ ବିକାଶ ପରସ୍ପରର ପରିପୂରକ ଅଟେ ।

୩। ଭାରତରେ ମାନବାଧିକାରର ସୁରକ୍ଷା କିପରି କରାଯାଇ ପାରୁଛି ବର୍ଣ୍ଣନା କର ।
Answer:

  • ଭାରତରେ ମାନବାଧିକାରର ସୁରକ୍ଷା ପାଇଁ ସୁରକ୍ଷା ଆଇନ ପ୍ରଣୟନ କରି ଭାରତ ସୁରକ୍ଷା ଆଇନ ପ୍ରଣୟନ କରି ଭାରତ ସମ୍ବିଧାନର ଧାରା ୫୧ ଓ ଭିଏନା ସମ୍ମିଳନୀର ସନନ୍ଦ ଅନୁସାରେ କାର୍ଯ୍ୟକାରୀ କରାଗଲା ।
  • ଏହି ଆଇନ ଅନୁଯାୟୀ ମାନବାଧିକାର ହେଉଛି ବ୍ୟକ୍ତିବିଶେଷର ମୁକ୍ତି, ସମାନତା ଓ ଆତ୍ମମର୍ଯ୍ୟାଦା ପାଇବାର ଅଧିକାର ।
  • ପ୍ରଣୀତ ଆଇନରେ ସମ୍ବିଧାନର ବ୍ୟବସ୍ଥା ଜାତୀୟ ମାନବାଧିକାର କମିଶନ, ରାଜ୍ୟ କୋର୍ଟ ଗଠନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
  • ଏତଦ୍‌ବ୍ୟତୀତ ଅନ୍ୟ କେତେକ ମାନବାଧ୍ଵର ଶିଶୁ-ଶ୍ରମିକ, ଗୋତି-ଶ୍ରମିକ, ଶିଶୁ – ନିର୍ଯାତନା, ମହିଳା ନିର୍ଯାତନା, ହାଜତରେ ମୃତ୍ୟୁ, ଚୋରା କାରବାର, ଦୁର୍ନୀତି, ଯୌତୁକ ଜନିତ ହତ୍ୟା ଆଦି ଅନେକ
    BSE Odisha 9th Class Political Science Important Questions Chapter 4 ମାନବାଧିକାରହୋଇପାରିଛି ।
  • ୨୦୦୫ ମସିହାରେ ପ୍ରଣୀତ ସୂଚନା ଅଧିକାର ଆଇନରେ ସବୁ ସରକାରୀ ବିଭାଗ ଓ ଅନୁଷ୍ଠାନରେ ସ୍ୱଚ୍ଛତା ରକ୍ଷା କରିବାପାଇଁ ଓ ବ୍ୟବସ୍ଥା ରହିଅଛି ।
  • ଭାରତର ନ୍ୟାୟିକ ବ୍ୟବସ୍ଥା ଖୁବ୍ ଶକ୍ତିଶାଳୀ ଓ ଏହାର ସ୍ଵାଧୀନତା ବଜାୟ ରହିଛି । ଏହି କ୍ଷମତା ଥ‌ିବା ଯୋଗୁଁ ବ୍ୟକ୍ତିର ମୌଳିକ ଅଧିକାର ସୁରକ୍ଷିତ ରହିଛି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେବେ ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତିଷ୍ଠା କରାଗଲା ଓ ଏହାର ସନନ୍ଦରେ କେଉଁ ବିଷୟରେ ଗୁରୁତ୍ବ ଆରୋପ କରାଗଲା ?
Answer:

  • ଦ୍ବିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତିଷ୍ଠା କରାଗଲା ।
  • ଏହାର ‘ସନନ୍ଦ’ରେ ମାନବାଧ୍ୟାର କୁ ବିଶ୍ୱସ୍ତରରେ ମୌଳିକ ଅଧିକାର ରୂପେ ଗୁରୁତ୍ଵ ଆରୋପ କରିବାକୁ ଉଲ୍ଲେଖ କରାଗଲା ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୨। ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ କ’ଣ ?
Answer:

  • ସଂଯୁକ୍ତ ରାଷ୍ଟ୍ର ସଂଘର ସାଧାରଣ ଅଧିବେଶନରେ ୧୯୪୮ ମସିହା ଡିସେମ୍ବର ମାସ ୧୦ ତାରିଖ ଦିନ ସାର୍ବଜନୀନ ମାନବାଧ୍ଵର ଘୋଷଣାନାମାକୁ ଗ୍ରହଣ କରାଯାଇଥିଲା ।
  • ସାରା ବିଶ୍ଵରେ ମାନବାଧିକାରର ସୁରକ୍ଷା ଓ ଏହାର ବିକାଶ ଦିଗରେ ଏହି ଘୋଷଣାନାମା ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

୩ । ସଂଯୁକ୍ତ ରାଷ୍ଟ୍ରସଂଘର ‘ସାଧାରଣ ସଭା’ ମାନବାଧ୍ଵରକୁ କେବେ ଆଇନଗତ ମର୍ଯ୍ୟାଦା ଦେଲା ଓ ଏହାକୁ କେତେ ଭାଗରେ ବିଭକ୍ତ କରାଯାଇ ସେଥ‌ିରେ କେଉଁ ଅଧିକାରଗୁଡ଼ିକ ରଖାଯାଇ ଆଇନ ତିଆରି ହେଲା ?
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ‘ସାଧାରଣ ସଭା’ ୧୯୬୬ ମସିହାରେ ମାନବାଧିକାର କୁ ଆଇନଗତ ମର୍ଯ୍ୟାଦା ଦେଲା । ମାନବାଧିକାରକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇ ପ୍ରଥମଟିରେ ନାଗରିକ ଓ ସାଂସ୍କୃତିକ ଅଧିକାରଗୁଡ଼ିକୁ ରଖାଯାଇ ଆଇନ ତିଆରି ହେଲା ।
  • BSE Odisha 9th Class Political Science Important Questions Chapter 4 ମାନବାଧିକାର Q.3 ବିଭକ୍ତ କରାଯାଇ ପ୍ରଥମଟିରେ ନାଗରିକ ଓ ରାଜନୈତିକ ଅଧ୍ୟାକାରଗୁଡ଼ିକ ଓ ଦ୍ବିତୀୟଟିରେ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରଗୁଡ଼ିକୁ ରଖାଯାଇ ଆଇନ ତିଆରି ହେଲା ।

୪ । କରାଯିବାର ଯୋଜନା ଗ୍ରହଣ କରାଗଲା ଓ ଏଥ‌ିରେ କ’ଣ ଦର୍ଶାଗଲା ?
Answer:

  • ଭିଏନା ଘୋଷଣାନାମା ୧୯୯୩ ମସିହାରେ କରାଯିବାର ଯୋଜନା ଗ୍ରହଣ କରାଗଲା ।
  • ଏଥିରେ ଗଣତନ୍ତ୍ର, ଅର୍ଥନୈତିକ ବିକାଶ ଓ ମାନବାଧିକାର ପରସ୍ପର ସହିତ ସଂଲଗ୍ନ ବୋଲି ଦର୍ଶାଗଲା ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୫। ଭାରତରେ ମାନବାଧିକାରର ସୁରକ୍ଷା ଲାଗି କେଉଁ ଅନୁଷ୍ଠାନଗୁଡ଼କ ସର୍ବଦା ସକ୍ରିୟ ରହିଛନ୍ତି ?
Answer:

  • ପ୍ରଣୀତ ଆଇନରେ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ମାନବାଧିକାରର ସୁରକ୍ଷା ପାଇଁ ଭାରତରେ ଜାତୀୟ ମାନବାଧ୍ୟାକାର କମିଶନ, ରାଜ୍ୟ ମାନବାଧ୍ଵର କମିଶନ ଏବଂ ମାନବାଧିକାର କୋର୍ଟ ଗଠନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାନବାଧ୍ଵରର ସୁରକ୍ଷାଲାଗି ଏହି ଅନୁଷ୍ଠାନଗୁଡ଼ିକ ସର୍ବଦା ସକ୍ରିୟ ରହିଛନ୍ତି ।
  • ଅନ୍ୟ କେତେଗୁଡ଼ିଏ ମାନବାଧିକାର ସୁରକ୍ଷା ଅନୁଷ୍ଠାନ ଗଠିତ ହେବା ଫଳରେ ଶିଶୁ- ଶ୍ରମିକ, ଗୋତି-ଶ୍ରମିକ, ନାରୀ-ନିର୍ଯାତନା, ମହିଳା ନିର୍ଯାତନା, ହାଜତରେ ମୃତ୍ୟୁ, ଚୋରା କାରବାର, ଦୁର୍ନୀତି, ଯୌତୁକଜନିତ ହତ୍ୟା ଆଦି ଅନେକ ଅମାନବୀୟ ଘଟଣାର ପର୍ଦାଫାସ ହୋଇପାରିଛି ।

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । ଜାତିସଂଘର ‘ସନନ୍ଦ’ରେ କାହାକୁ ବିଶ୍ଵସ୍ତରରେ ମୌଳିକ ଅଧୂର ରୂପେ ଗୁରୁତ୍ବ ଆରୋପ କରିବାକୁ ଉଲ୍ଲେଖ କରାଗଲା ?
Answer:
ଜାତି ସଂଘର ‘ସନନ୍ଦ’ରେ ମାନବାଧିକାର କୁ ବିଶ୍ୱସ୍ତରରେ ମୌଳିକ ଅଧିକାର ରୂପେ ଗୁରୁତ୍ଵ ଆରୋପ କରିବାକୁ ଉଲ୍ଲେଖ କରାଗଲା

୨। ସଂଯୁକ୍ତ ରାଷ୍ଟ୍ର ସଂଘର ସାଧାରଣ ଅଧିବେଶନରେ କେବେ ମାନବାଧ୍ଵରର ଘୋଷଣାନାମା ଗ୍ରହଣ କରାଗଲା ?
Answer:
ସଂଯୁକ୍ତ ରାଷ୍ଟ୍ର ସଂଘର ସାଧାରଣ ଅଧିବେଶନରେ ୧୯୪୮ ମସିହା ଡିସେମ୍ବର ମାସ ୧୦ ତାରିଖ ଦିନ ସାର୍ବଜନୀନ ମାନବାଧ୍ଵର ଘୋଷଣାନାମାକୁ ଗ୍ରହଣ କରାଯାଇଥିଲା ।

୩ । ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଗୁରୁ ତ୍ବ ପୂର୍ଣ ପଦକ୍ଷେପ କ’ଣ ?
Answer:
ବିଶ୍ଵରେ ମାନବାଧିକାରର ସୁରକ୍ଷା ଓ ଏହାର ବିକାଶ ଦିରରେ ସାର୍ବଜନୀନ ମାନବାଧ୍ଵର ଘୋଷଣାନାମା ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୪ । ସାର୍ବଜନୀନ ମାନବାଧିକାର ଘୋଷଣାନାମାରେ କେଉଁସବୁ ମୌଳିକ ମାନବାଧିକାର ସ୍ଥାନ ପାଇଥିଲା ?
Answer:
ସାର୍ବଜନୀନ ମାନବାଧିକାର ଘୋଷଣାନାମାରେ ସ୍ଵାଧୀନତା, ମୁକ୍ତ ବିଶ୍ଵାସ, ଭୟ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତ୍ୟେକ ମଣିଷ ହବାର ପ୍ରଭୃତି କେତେକ ମୌଳିକ ମାନବାଧିକାର ସ୍ଥାନ ପାଇଥିଲା ।

୫। କେବେ ସଂଯୁକ୍ତ ରାଷ୍ଟ୍ରସଂଘର ‘ସାଧାରଣ ସଭା’ ମାନବାଧ୍ୟାକାରକୁ ଆଇନଗତ ମର୍ଯ୍ୟାଦା ଦେଲା ?
Answer:
୧୯୬୬ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘର ‘ସାଧାରଣ ସଭା’ ମାନବାଧ୍ୟାକାରକୁ ଆଇନଗତ ମର୍ଯ୍ୟାଦା ଦେଲା

୬। କେବେ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ମାନବାଧ୍ୟାକାରକୁ ମାନବାଧିକାରକୁ ଅନୁମୋଦନ ପ୍ରଦାନ କରିବା ପରେ ଏହା କାର୍ଯ୍ୟକାରୀ ହେଲା ?
Answer:
୧୯୭୬ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ମାନବାଧ୍ୟାକାରକୁ BSE Odisha 9th Class Political Science Important Questions Chapter 4 ମାନବାଧିକାର Q.6 କରିସାରିବା ପରେ ଏହା କାର୍ଯ୍ୟକାରୀ ହେଲା ।

୭।  ଭିଏନା ଘୋଷଣାନାମା କେବେ କାର୍ଯ୍ୟକାରୀ କରାଯିବାପାଇଁ ଯୋଜନା ଗ୍ରହଣ କରାଗଲା ?
Answer:
୧୯୯୩ ମସିହାରେ ଭିଏନା ଘୋଷଣାନାମା କାର୍ଯ୍ୟକାରୀ କରାଯିବାପାଇଁ ଯୋଜନା ଗ୍ରହଣ କରାଗଲା

୮। ଭିଏନା ଘୋଷଣାନାମାରେ କ’ ଣ ଦର୍ଶାଯାଇଥିଲା ?
Answer:
ଭିଏନା ଘୋଷଣାନାମାରେ ଗଣତନ୍ତ୍ର, ଅର୍ଥନୈତିକ ବିକାଶ ଓ ମାନବାଧ୍ଵର ପରସ୍ପର ସହିତ ସଂଲଗ୍ନ ବୋଲି ଦର୍ଶାଯାଇଥିଲା ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୯। ମାଗ୍ନାକାର୍ଟରେ କେଉଁ ବିଷୟରେ ସୂଚିତ କରାଯାଇଥିଲା ?
Answer:
ମାଗ୍ଧା କାର୍ଟାରେ ମାନବାଧିକାର ସମ୍ପର୍କ ରେ କେତେକାଂଶରେ ସୂଚିତ କରାଯାଇଥିଲା ।

୧୦ । ମାନବାଧିକାର ସହିତ ଅନ୍ୟ କେଉଁ ଅତ୍‌ରର ସୁରକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ ପଦକ୍ଷେପ ଗ୍ରହଣ କରିବା ଠିକ୍ ବୋଲି ଉପଲବ୍ଧି କରିଥିଲା ?
Answer:
ମାନବାଧ୍ୟାର ସହିତ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅସ୍କାରର ସୁରକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ ପଦକ୍ଷେପ ଗ୍ରହଣ କରିବା ଠିକ୍ ବୋଲି ଉପଲବ୍ଧି କରିଥିଲା

୧୧। କେବେ ମାନବାଧ୍ୟାର ଦିବସ ପାଳନ କରାଯାଏ ?
Answer:
ପ୍ରତିବର୍ଷ ଡିସେମ୍ବର ମାସ ୧୦ ତାରିଖ ଦିନ ମାନବାଧ୍ୟାକାର ଦିବସ ପାଳନ କରାଯାଏ ।

୧୨ । ବିଗତ ଦଶନ୍ଧିଗୁଡ଼ିକରେ ମାନବାଧ୍ଵରର ବିକାଶ ଘଟିଥ‌ିବା ପ୍ରଥମ କ୍ଷେତ୍ରଟି କ’ଣ ?
Answer:
ପ୍ରଥମ ପର୍ଯ୍ୟାୟରେ ମାନବାଧିକାର କାର୍ଯ୍ୟ ପରିସର ବ୍ୟାପକ ହୋଇ ଏଥରେ ଗଣହତ୍ୟା ନିଷେଧଠାରୁ ଆରମ୍ଭ କରି ମହିଳା, ଶିଶୁ ଓ ସମାଜର ଦୁର୍ବଳ ବର୍ତ୍ତମାନ ଖାଦ୍ୟ ସୁରକ୍ଷା, ସୁସ୍ଥ ପରି ବେ ଶ, ଗଣହତ୍ୟାରେ ନିୟୋଜିତ ଅସ୍ତ୍ରଶସ୍ତ୍ରରେ ହ୍ରାସ ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇଛି ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୧୩। କେଉଁ ଦୁଇଟି ସ୍ଵେଚ୍ଛାସେବୀ ଅନୁଷ୍ଠାନ ତଥା ସଂସ୍ଥାୟ ମାନବାଧିକାରର ସୁରକ୍ଷା ଦିଗରେ ଦିଗରେ ଅଧ‌ିକ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ?
Answer:
ଆତ୍ମନେଷ୍ଟି ଇଣ୍ଟରନେସନାଲ୍ ଓ ହ୍ୟୁମାନ ରାଇଟସ୍ ୱାଚ୍ ସଂସ୍ଥାଦ୍ଵୟ ମାନବାଧିକାରର ସୁରକ୍ଷା ଦିଗରେ ଅଧ୍ଵ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ।

୧୪ । ମାନବାଧିକାର କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ମାନବାଧିକାର ମୁଖ୍ୟତଃ ତିନିଭାଗରେ ବିଭକ୍ତ; ଯଥା-
(କ) ପ୍ରଥମ ପିଢ଼ି ଅଧ୍ଵର, (ଖ) ଦ୍ଵିତୀୟ ପିଢ଼ି ଅଧିକାର ଓ (ଗ) ତୃତୀୟ ପିଢ଼ି ଅସ୍ଵୀକାର ।

୧୫ । ପ୍ରଥମ ପିଢ଼ି ଅଧିକାର କ୍ଷେତ୍ରରେ କେଉଁ ଉଦ୍ୟମ କରାଯାଇଥିଲା ?
Answer:
ପ୍ରଥମ ପିଢ଼ି ଅଧ୍ୟାର କ୍ଷେତ୍ରରେ ବ୍ୟକ୍ତିକୁ କିପରି ଅଧ୍ଵ ସାମାଜିକ ଓ ରାଜନୈତିକ ଅଧିକାର ମିଳିବ ସେଥ୍ପାଇଁ ଉଦ୍ୟମ କରାଯାଇଥିଲା ।

୧୬ । ଦ୍ଵିତୀୟ ପିଢ଼ି ଅଧ୍ଵରରେ ସରକାର କେଉଁ ଦିଗ ପ୍ରତି ସକାରାତ୍ମକ ଦୃଷ୍ଟି ଦେବାର ଆବଶ୍ୟକତା ସମସ୍ତେ ଉପଲବ୍ଧି କଲେ ?
Answer:
ଦ୍ଵିତୀୟ ପିଢ଼ି ଅସ୍ଵୀକାର କ୍ଷେତ୍ରରେ ଜଣାପଡ଼ିଲା ଯେ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଅଧ୍ୟାର ନ ମିଳିବା ପର୍ଯ୍ୟନ୍ତ, ସାମାଜିକ ଓ ରାଜନୈତି ସ୍ଵାଧୀନତା ପ୍ରତି ସରକାର ସକାରାତ୍ମକ ଦୃଷ୍ଟି ଦେବାର ଆବଶ୍ୟକତା ସମସ୍ତେ ଉପଲବ୍ଧି କଲେ

୧୭ । ମାନବାଧିକାରର ସାର୍ବଜନୀନ ଲକ୍ଷଣଟି କ’ଣ ?
Answer:
ମାନବାଧ୍ଵର ଦେଶ, ସମାଜ, ସମ୍ପ୍ରଦାୟ ଓ ସଂସ୍କୃତି ନିର୍ବିଶେଷରେ ସାର୍ବଜନୀନ ଏବଂ ସବୁଠାରେ ସମ ପରିମାଣରେ ମୂଲ୍ୟବାନ୍ ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୧୮। ମାନବାଧ୍ଵରର ମୁଖ୍ୟ ଲକ୍ଷଣରେ ଥ‌ିବା କେନ୍ଦ୍ରବିନ୍ଦୁରେ ବ୍ୟକ୍ତି କହିଲେ କ’ଣ ବୁଝ ?
Answer:
ମାନବାଧିକାରର କେନ୍ଦ୍ରବିନ୍ଦୁ କହିଲେ ମଣିଷକୁ ବୁଝାଏ, କାରଣ ମଣିଷ ଯେଉଁ ରାଷ୍ଟ୍ର ବା ସମାଜ ଅଥବା ଭାଷାଭାଷୀ ଅଞ୍ଚଳର ହେଉନା କାହିଁକି, ଏହି ଅଧିକାର କେବଳ ସେ ହିଁ ଉପଭୋଗ କରିପାରିବ ।

୧୯ । ଭାରତରେ ମାନବାଧିକାରର ସୁରକ୍ଷା ପାଇଁ ପ୍ରଥମେ କେବେ ଆଇନ ପ୍ରଣୟନ କରାଗଲା ?
Answer:
ଭାରତରେ ମାନବାଧିକାରର ସୁରକ୍ଷା ପାଇଁ ପ୍ରଥମେ ୧୯୯୩ ମସିହାରେ ମାନବାଧିକାର ସୁରକ୍ଷା ଆଇନ ପ୍ରଣୟନ କରାଗଲା

୨୦ । ଭାରତରେ କେଉଁ ଅନୁସାରେ ମାନବାଧ୍ଵର କାର୍ଯ୍ୟକାରୀ କରାଯାଉଛି ?
Answer:
ଭାରତ ସମ୍ବିଧାନର ଧାରା ୫୧ ଓ ଭିଏନା ସମ୍ମିଳନୀର ସନଦ ଅନୁସାରେ ମାନବାଧ୍ଵର କାର୍ଯ୍ୟକାରୀ କରାଯାଉଛି

୨୧ । ମାନବାଧିକାର ସୁରକ୍ଷା ଆଇନ ଅନୁଯାୟୀ କେଉଁ ମାନବାଧ୍ଵର ସୁରକ୍ଷା ଆଇନ ଅନୁ ଯାୟୀ ମୌଳିକ ଅସ୍ଵୀକାରର ଅନ୍ତର୍ଭୁକ୍ତ ହୋଇଛି ?
Answer:
ମାନବାଧିକାର ସୁରକ୍ଷା ଆଇନ ଅନୁ ଯାୟୀ ବ୍ୟକ୍ତିବିଶେଷର ମୁକ୍ତି, ସମାନତା ଓ ଆତ୍ମମର୍ଯ୍ୟାଦା ପାଇବାର ଅଧ୍ୟାର ପ୍ରଭୃତି ମାନବାଧ୍ୟାକାର ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରର ଅନ୍ତର୍ଭୁକ୍ତ ହୋଇଛି ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୨୩ । ୨୦୦୫ରେ ପ୍ରଣୀତ ସୂଚନା ଅଧିକାର ଆଇନରେ କେଉଁ ବ୍ୟବସ୍ଥା ରହିଛି ?
Answer:
୨୦୦୫ରେ ପ୍ରଣୀତ ସୂଚନା ଅଧିକାର ଆଇନରେ ସମସ୍ତ ସରକାରୀ ବିଭାଗ ଓ ଅନୁଷ୍ଠାନରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଓ ସେମାନେ ଉତ୍ତରଦାୟୀ ହେବାପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିଛି ।

୨୪ । ଭାରତରେ ବ୍ୟକ୍ତିର ମୌଳିକ ଅଧ୍ୟାର ସୁରକ୍ଷିତ ରହିଛି କିପରି ?
Answer:
ଭାରତରେ BSE Odisha 9th Class Political Science Important Questions Chapter 4 ମାନବାଧିକାର Q. 14 କ୍ଷମତା ଥ‌ିବା ଯୋଗୁଁ ବ୍ୟକ୍ତିର ମୌଳିକ ଅଧିକାର ସୁରକ୍ଷିତ ରହିଛି ।

୨୫ । ସମ୍ବିଧାନର ଧାରା ୨୧ର ପରିସରକୁ ଅଧ୍ଵ ବ୍ୟାପକ କରିବାପାଇଁ ସେଥ‌ିରେ କେଉଁ ଅଧ୍ୟାରଗୁଡ଼ିକ ଯୋଗ କରାଯାଇଛି ?
Answer:
ସମ୍ବିଧାନର ଧାରା ୨୧ର ପରିସରକୁ ଅଧ୍ଵ ବ୍ୟାପକ କରିବାପାଇଁ ସେଥ୍ରେ ବ୍ୟକ୍ତିର ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର, ସ୍ଵାସ୍ଥ୍ୟଗତ ଅଧିକାର, ପ୍ରଦୂଷଣମୁକ୍ତ ବାୟୁ ସେବନ ଅଧିକାର ଇତ୍ୟାଦି ଯୋଗ କରାଯାଇଛି ।

୧୬ । ଦ୍ଵିତୀୟ ପିଢ଼ି ଅଧିକାରରେ ସରକାର କେଉଁ ଦିଗ ପ୍ରତି ସକାରାତ୍ମକ ଦୃଷ୍ଟି ଦେବାର ଆବଶ୍ୟକତା ସମସ୍ତେ ଉପଲବ୍ଧି କଲେ ?
Answer:
ଦ୍ଵିତୀୟ ପିଢ଼ି ଅଧିକାର କ୍ଷେତ୍ରରେ ଜଣାପଡ଼ିଲା ଯେ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଅଧ୍ୟାର ନ ମିଳିବା ପର୍ଯ୍ୟନ୍ତ, ସାମାଜିକ ଓ ରାଜନୈତି ସ୍ଵାଧୀନତା ପ୍ରତି ସରକାର ସକାରାତ୍ମକ ଦୃଷ୍ଟି ଦେବାର ଆବଶ୍ୟକତା ସମସ୍ତେ ଉପଲବ୍ଧି କରିଥିଲେ।

୧୭। ୧୯୭୯ ମସିହାରେ ଦାୟର ହୋଇଥବା ଜନସ୍ୱାର୍ଥ ମାମଲାର ଫଳାଫଳ କ’ଣ ଥିଲା ?
Answer:
୧୯୭୯ ମସିହାରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ରାୟ ପ୍ରକାଶ ପାଇବା ପରେ ବିହାରର ଜେଲ୍‌ଗୁଡ଼ିକରେ ନିର୍ଯାତିତ ହେଉଥବା ବହୁତ ବନ୍ଦୀ ମୁକ୍ତ ହୋଇଥିଲେ ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୧୫ । ପ୍ରଥମ ପିଢ଼ି ଅଧିକାର କ୍ଷେତ୍ରରେ କେଉଁ ଉଦ୍ୟମ କରାଯାଇଥିଲା ?
Answer:
ପ୍ରଥମ ପିଢ଼ି ଅଧ୍ୟାର କ୍ଷେତ୍ରରେ ବ୍ୟକ୍ତିକୁ କିପରି ଅଧ୍ଵ ସାମାଜିକ ସାମାଜିକ ଓ ରାଜନୈତିକ ଅଧିକାର ମିଳିବ ସେଥ‌ିପାଇଁ ଉଦ୍ୟମ କରାଯାଇଥିଲା ।

୨୬ । କେବେ ଏକ ଜନସ୍ୱାର୍ଥ ମାମଲା ଜେଲଗୁଡ଼ିକର ଦୁରବସ୍ଥା ଓ ବିଚାରାଧୀନ ବନ୍ଦୀମାନଙ୍କ ଦୟନୀୟ ଚଳଣି ଉପରେ ଦାୟର କରାଯାଇଥିଲା ?
Answer:
୧୯୭୯ ମସିହାରେ ଏକ ଜନସ୍ୱାର୍ଥ ମାମଲା ଜେଲଗୁଡ଼ିକର ଦୁରବସ୍ଥା ଓ ବିଚାରାଧୀନ ଦୟନୀୟ ଚଳଣି ଉପରେ ଦାୟର କରାଯାଇଥିଲା

୨୭ । ୧୯୭୯ ମସିହାରେ ଦାୟର ହୋଇଥବା ଜନସ୍ୱାର୍ଥ ମାମଲାର ଫଳାଫଳ କ’ଣ ଥିଲା ?
Answer:
୧୯୭୯ ମସିହାରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ରାୟ ପ୍ରକାଶ ପାଇବା ପରେ ବିହାରର ଜେଲ୍‌ଗୁଡ଼ିକରେ ନିର୍ଯାତିତ ହେଉଥ‌ିବା ବହୁତ ବନ୍ଦୀ ମୁକ୍ତ ହୋଇଥିଲେ ।

୨୮। ଆମ ଦେଶରେ ଜାତୀୟ ମାନବାଧ୍ୟାକାର କମିଶନ ଗଠନର ଲକ୍ଷ୍ୟ କ’ଣ ?
Answer:
ଆମ ଦେଶରେ ଜାତୀୟ ମାନବାଧିକାର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଓ ମାନବାଧ୍ୟାକାରକୁ ଅଧିକ ସୁରକ୍ଷା ଦେବା ଜାତୀୟ ମାନବାଧିକାର କମିଶନର ମୂଳ ଲକ୍ଷ୍ୟ ଅଟେ।

BSE Odisha 9th Class Political Science Important Questions Chapter 4 ମାନବାଧିକାର

୨୯ । ଭାରତରେ ଗଠିତ ଜାତୀୟ ମାନବାଧ୍ଵର କମିଶନର ଅଧ୍ୟକ୍ଷ ପଦବୀ କିଭଳି ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ?
Answer:
ଭାରତରେ ଗଠିତ ଜାତୀୟ ମାନବାଧ୍ଵର କମିଶନର ଅଧ୍ୟକ୍ଷ ପଦବୀ ଉଚ୍ଚତମ ନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ପ୍ରଦାନ କରାଯାଏ ।

୩୦। ଜାତୀୟ ମାନବାଧ୍ୟାକାର କମିଶନର ଅଧ୍ୟକ୍ଷ ଓ କିଏ ନିଯୁକ୍ତି ଦିଅନ୍ତି ?
Answer:
ଜାତୀୟ ମାନବାଧ୍ୟାର କମିଶନର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଏକ ନିଯୁକ୍ତି କମିଟିର ପରାମର୍ଶ ଅନୁସାରେ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି ।

୩୧।  ଜାତୀୟ ମାନବାଧ୍ୟାକାର କମିଶନରେ ନିଯୁକ୍ତି ପାଉଥ‌ିବା ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ କାର୍ଯ୍ୟକାଳ କେତେ ବର୍ଷ ?
Answer:
ଜାତୀୟ ମାନବାଧ୍ୟାକାର କମିଶନରେ ନିଯୁକ୍ତି ପାଉଥ‌ିବା ଅଧକ୍ଷ ଓ ସଦସ୍ୟମାନଙ୍କ କାର୍ଯ୍ୟକାଳ ୫ ବର୍ଷ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। କେବେ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଅନୁମୋଦନ ପ୍ରଦାନ କରିସାରିବା ପରେ ମାନବାଧିକାର କାର୍ଯ୍ୟକାରୀ ହେଲା ?
୨। କେବେ ଭିଏନା ଘୋଷଣାନାମା କାର୍ଯ୍ୟକାରୀ କରାଯିବାର ଯୋଜନା ଗ୍ରହଣ କରାଗଲା ?
୩। ‘ଆତ୍ମନେଷ୍ଟି ଇଣ୍ଟରନେସନାଲ୍’ ସଂସ୍ଥାଟି କେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛି ?
୪। ବ୍ୟକ୍ତିକୁ ସାମାଜିକ ଓ ରାଜନୈତିକ ଅଧିକାର ପ୍ରଦାନ ନିମନ୍ତେ ଉଦ୍ୟମ ମାନବାଧ୍ଵରର କେଉଁ ପିଢ଼ିରେ କରାଯାଇଥିଲା ?
୫। ପରିସର ଅନ୍ତର୍ଭୁକ୍ତ ହୋଇଥିଲା ?
୬ । ଅନଗ୍ରସର ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଅଧିକାର ମାନବାଧ୍ଵରର କେଉଁ ପିଢ଼ିର ପରିସର ଅନ୍ତର୍ଭୁକ୍ତ ?
୭।‘ହ୍ୟୁମାନ ରାଇଟ୍‌ସ୍ ୱାଚ୍’ ସଂସ୍ଥାଟି କେଉଁ କ୍ଷେତ୍ରରେ ସକ୍ରିୟ ହୋଇଛି ?
୮। ‘ମାନବାଧିକାର ସବୁଠାରେ ଏକାଭଳି’– ଏହି ଉକ୍ତିଟି ମାନବାଧ୍ଵରର କେଉଁ ପିଢ଼ିର ପରିସର ଅନ୍ତର୍ଭୁକ୍ତ ?
୯। ଭାରତରେ ମାନବାଧିକାରର ସୁରକ୍ଷା ପାଇଁ ପ୍ରଥମେ କେଉଁ ମସିହାରେ ମାନବାଧ୍ୟାର ସୁରକ୍ଷା ଆଇନ ପ୍ରଣୟନ କରାଗଲା ?
୧୦ । କେଉଁ ମସିହାରେ ପ୍ରଣୀତ ସୂଚନା ଅଧିକାର ଆଇନରେ ସବୁ ସରକାରୀ ବିଭାଗ ଓ ଅନୁଷ୍ଠାନରେ ସ୍ୱଚ୍ଛତା ରକ୍ଷା କରିବାପାଇଁ ଓ ସେମାନେ ଉତ୍ତରଦାୟୀ ହେବାପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିଛି ?

Answers:
୧ । ୧୯୭୬ ମସିହା
୨ । ୧୯୯୩ ମସିହା
୩ । ମାନବାଧିକାରର ସୁରକ୍ଷା
୪ । ପ୍ରଥମ ପିଢ଼ି
୫ । ତୃତୀୟ ପିଢ଼ି
୬ । ତୃତୀୟ ପିଢ଼ି
୭ । ମାନବାଧିକାର ସୁରକ୍ଷା
୮ । ସାର୍ବଜନୀନ ଲକ୍ଷଣ
୯।୧୯୯୩ ମସିହା
୧୦ । ୨୦୦୫ ମସିହା

BSE Odisha 9th Class Political Science Important Questions Chapter 4 ମାନବାଧିକାର

C ଶୂନ୍ୟସ୍ଥାନ ପୂରଣ କର ।

୧। ____________ ଦିନ ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ BSE Odisha 9th Class Political Science Important Questions Chapter 4 ମାନବାଧିକାର Q. 1ଘୋଷଣାନାମା ଗ୍ରହଣ କରାଯାଇଥିଲା ।
Answer:
୧୯୪୮ ମସିହା ଡିସେମ୍ବର ମାସ ୧୦ ତାରିଖ

୨।________ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘର ‘ସାଧାରଣ ସଭା ମାନବାଧ୍ଵରକୁ ଆଇନଗତ ମର୍ଯ୍ୟାଦା ଦେଲା
Answer:
୧୯୬୬

୩ । ୧୯୬୬ ମସିହାରେ ମାନବାଧ୍ୟାକାରକୁ ମୁଖ୍ୟତଃ _____________ ଟି ଭାଗରେ ବିଭକ୍ତ କରାଯାଇଥିଲା ।
Answer:

୪ । _______________ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ମାନବାଧ୍ୟାର ଆଇନକୁ ଅନୁମୋଦନ ପ୍ରଦାନ କରିସାରିବା ପରେ ଏହା କାର୍ଯ୍ୟକାରୀ ହେଲା ।
Answer:
୧୯୭୬

୫। ୧୯୯୩ ମସିହାରେ ____________ ଘୋଷଣାନାମା କାର୍ଯ୍ୟକାରୀ କରାସିବାର ଯୋଜନା ଗ୍ରହଣ କରାଗଲା
Answer:
ଭିଏନା

୬। _______________ ଘୋଷଣାନାମାରେ ଗଣତନ୍ତ୍ର, ଅର୍ଥନୈତିକ ବିକାଶ ଓ ମାନବାଧ୍ଵର ପରସ୍ପର ସହିତ ସଂଲଗ୍ନ ବୋଲି ଦର୍ଶାଗଲା ।
Answer:
ଭିଏନା

୭ । ମାନବାଧିକାର ମୁଖ୍ୟତଃ _________________ ଟି ଭାଗରେ ବିଭକ୍ତ ।
Answer:

BSE Odisha 9th Class Political Science Important Questions Chapter 4 ମାନବାଧିକାର

୮। ବ୍ୟକ୍ତିକୁ ନାଗରିକ ଓ ରାଜନୈତିକ ଅଧ୍ବକାର ମିଳିବା ପାଇଁ _______ପିଢ଼ିରେ ମୁଖ୍ୟତଃ ଉଦ୍ୟମ କରାଯାଇଥିଲା ।
Answer:
ପ୍ରଥମ

୯। ଭାରତରେ ମାନବାଧିକାରର ସୁରକ୍ଷା ଆଇନ __________ ମସିହାରେ ପ୍ରଣୟନ କରାଗଲା ।
Answer:
୧୯୯୩

୧୦। ଭାରତରେ ଗଠିତ ଜାତୀୟ ମାନବାଧିକାର କମିଶନର ଜଣେ ଅଧ୍ୟକ୍ଷଙ୍କ ସହିତ _________ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଅଛି ।
Answer:

୧୧ । ଜାତୀୟ ମାନବାଧ‌ିକାର କମିଶନରେ ନିଯୁକ୍ତ ପାଉଥ‌ିବା ଅଧ୍ଯକ୍ଷ ଓ ସଦସ୍ୟମାନଙ୍କ କାର୍ଯ୍ୟକାଳ _____________ବର୍ଷ |
Answer:

୧୨। ______________ ଭାରତର ପ୍ରଥମ ଜାତୀୟ ମାନବାଧ୍ଵର କମିଶନର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଥିଲେ ।
Answer:
ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର,

୧୩ । _______________ ଓ ____________ ଯୋଗୁଁ ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ହୋଇପାରେ ନାହିଁ ।
Answer:
କ୍ଷୁଧା, ଦାରିଦ୍ର୍ୟ

୧୪। ଧର୍ମନିରପେକ୍ଷ ରାଷ୍ଟ୍ରରେ__________ ର ସ୍ଥାନ ନାହିଁ ।
Answer:
ସାମ୍ପ୍ରଦାୟିକତା

୧୫ । ଜାତୀୟ ମାନବାଧିକାର କମିଶନକୁ ଏକ ______________ ଅଦାଲତର ପଦମର୍ଯ୍ୟାଦା ଦିଆଯାଇଛି ।
Answer:
ଦେୱାନୀ

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ମାନବାଧିକାରର କେନ୍ଦ୍ରବିନ୍ଦୁ କହିଲେ ଏକ ଅଦାଲତକୁ ବୁଝାଏ ।
୨ । ଗଣତନ୍ତ୍ର ଓ ବିକାଶ ପରସ୍ପର ଅନୁପୂରକ ।
୩। ଭାରତ ୧୯୯୩ରେ ପ୍ରଥମେ ମାନବାଧିକାର ସୁରକ୍ଷା ଆଇନ ପ୍ରଣୟନ କରିଥିଲା ।
୪। ୨୦୦୬ ମସିହାରେ ଭାରତରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଥିଲା ।
୫। ଭାରତରେ ୧୯୯୩ ସେପ୍ଟେମ୍ବର ୨୯ରେ ଜାତୀୟ ମାନବାଧ୍ୟାକାର କମିଶନ ଗଠିତ ହୋଇଛି ।
୬। ଜାତୀୟ ମାନବାଧ୍ୟାର କମିଶନର ଅଧ୍ୟକ୍ଷ ଙ୍କୁପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଇଥା’ନ୍ତି ।
୭। ମାନବାଧିକାର କମିଶନର ଓ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ |

Answers:
୧। (×)
୨ । (×)
୩। (√)
୪। (×)
୫। (√)
୬ | (×)
୭। (×)

BSE Odisha 9th Class Political Science Important Questions Chapter 4 ମାନବାଧିକାର

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 4 ମାନବାଧିକାର Q.1
BSE Odisha 9th Class Political Science Important Questions Chapter 4 ମାନବାଧିକାର Q. 2

BSE Odisha 9th Class Political Science Important Questions Chapter 4 ମାନବାଧିକାର Q. 3
BSE Odisha 9th Class Political Science Important Questions Chapter 4 ମାନବାଧିକାର Q. 4

BSE Odisha 9th Class Political Science Important Questions Chapter 4 ମାନବାଧିକାର

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ଭାରତରେ ଜାତୀୟ ମାନବାଧ୍ୟାର କମିଶନକୁ ଏକ ଫୌଜଦାରୀ ଅଦାଲତର ମାନ୍ୟତା ମିଳିଛି ।
୨ । ଜାତୀୟ ମାନବାଧ୍ୟାକାର କମିଶନର ପ୍ରଥମ ଅଧ୍ୟକ୍ଷ ଥିଲେ ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ମିଶ୍ର ।
୩। ମାନବାଧିକାର ସୁରକ୍ଷା ଆଇନ ୧୯୯୨ ମସିହାରେ ପ୍ରଣୟନ କରାଯାଇଥିଲା ।
୪। ପ୍ରତିବର୍ଷ ଡିସେମ୍ବର ୧୫ ତାରିଖ ଦିନ ମାନବାଧିକାର ଦିବସ ରୂପେ ପାଳନ କରାଯାଏ ।
୫ । ଜାତିସଂଘର ସାଧାରଣ ସଭାଦ୍ବାରା ୧୯୬୫ ମସିହାରେ ମାନବାଧିକାରକୁ ଆଇନଗତ ମର୍ଯ୍ୟାଦା ମିଳିଥିଲା ।
୬ । ୨୦୦୪ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଥିଲା ।
୭। ଆତ୍ମନେଷ୍ଟି ଇଣ୍ଟରନେସନାଲ ଏକ ସରକାରୀ ଅନୁଷ୍ଠାନ ।
୮। କୌଣସି ବ୍ୟକ୍ତିର ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ସମ୍ବିଧାନର ୧୮ ଧାରାରେ ବର୍ଣ୍ଣିତ ହୋଇଛି ।
୯ । ଜାତୀୟ ମାନବାଧ୍ୟାକାର କମିଶନର ସଦସ୍ୟମାନେ ୬୫ ବର୍ଷ ବୟସରେ ଅବସର ନିଅନ୍ତି ।
୧୦ । ଜନସ୍ବାର୍ଥ ମାମଲା ମାନବାଧିକାରର ସୁରକ୍ଷା ପାଇଁ ଏକ ତାଲା ଭଳି କାମ କରିଥାଏ ।
୧୧ । ହ୍ୟୁମାନ ରାଇଟସ୍ ୱାଚ୍ ସଂସ୍ଥାଟି ଶିଶୁମାନଙ୍କ ବିକାଶ କ୍ଷେତ୍ରରେ ସକ୍ରିୟ କାର୍ଯ୍ୟ କରୁଛି ।

Answers:
୧। ଦେୱାନୀ
୨। ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର
୩। ୧୯୯୩
୪। ୧୦ ତାରିଖ
୫। ୧୯୬୬
୬।୨୦୦୫
୭ । ସ୍ଵେଚ୍ଛାସେବୀ
୮।୨୧
୯। ୭୦ ବର୍ଷ
୧୦। ଢାଲ
୧୧। ମାନବାଧ୍ୟାକାରର ସୁରକ୍ଷା

BSE Odisha 9th Class Political Science Important Questions Chapter 4 ମାନବାଧିକାର

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ କେବେ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଅନୁମୋଦନ ପ୍ରଦାନ କରିସାରିବା ପରେ ମାନବାଧିକାର କାର୍ଯ୍ୟକାରୀ ହେଲା ?
(A) ୧୯୭୫
(B) ୧୯୭୬
(C) ୧୯୭୮
(D) ୧୯୭୭
Answer:
(B) ୧୯୭୬

2. ନିମ୍ନୋକ୍ତ କେବେ ଭିଏନା  ଘୋଷଣାନାମା କାର୍ଯ୍ୟକାରୀ କରାଯିବାର ଯୋଜନା ଗ୍ରହଣ କରାଗଲା ?
(A) ୧୯୮୫
(B) ୧୯୭୬
(C) ୧୯୪୮
(D) ୧୯୯୩
Answer:
(D) ୧୯୯୩

3. ବ୍ୟକ୍ତିକୁ ସାମାଜିକ ଓ ରାଜନୈତିକ ଅଧିକାର ପ୍ରଦାନ ନିମନ୍ତେ ଉଦ୍ୟମ ମାନବାଧ୍ଵରର କେଉଁ ପିଢ଼ିରେ କରାଯାଇଥିଲା ?
(A) ପ୍ରଥମ
(B) ଦ୍ଵିତୀୟ
(C) ତୃତୀୟ
(D) ଚତୁର୍ଥ
Answer:
(A) ପ୍ରଥମ

BSE Odisha 9th Class Political Science Important Questions Chapter 4 ମାନବାଧିକାର

4. ଆତ୍ମନିର୍ଣ୍ଣୟ ଅଧ୍ୟାର ମାନବାଧ୍ୟାକାରର କେଉଁ ପିଢ଼ି ପରିସର ଅନ୍ତର୍ଭୁକ୍ତ ହୋଇଥିଲା ?
(A) ପ୍ରଥମ
(B) ଦ୍ଵିତୀୟ
(C) ତୃତୀୟ
(D) ଚତୁର୍ଥ
Answer:
(C) ତୃତୀୟ

5. ଅନଗ୍ରସର ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ଅଧିକାର ମାନବାଧ୍ଵରର କେଉଁ ପିଢ଼ିର ପରିସର ଅନ୍ତର୍ଭୁକ୍ତ ?
(A) ପ୍ରଥମ
(C) ତୃତୀୟ
(B) ଦ୍ଵିତୀୟ
(D) ଚତୁର୍ଥ
Answer:
(C) ତୃତୀୟ

6. ‘ମାନବାଧ୍ୟାର ସବୁଠାରେ ଏକାଭଳି’– ଏହି ଉକ୍ତିଟି ମାନବାଧିକାରର କେଉଁ ଲକ୍ଷଣର ଅନ୍ତର୍ଭୁକ୍ତ ?
(A) ସାର୍ବଜନୀନ
(B) କେନ୍ଦ୍ରବିନ୍ଦୁରେ ବ୍ୟକ୍ତି
(C) ଗଣତନ୍ତ୍ର ଓ ବିକାଶ
(D) ପ୍ରଥମ ପିଢ଼ି
Answer:
(A) ସାର୍ବଜନୀନ

7.ଭାରତରେ ମାନବାଧିକାରର ସୁରକ୍ଷା ପାଇଁ ପ୍ରଥମେ ନିମ୍ନୋକ୍ତ କେଉଁ ମସିହାରେ ମାନବାଧ୍ୟାର ସୁରକ୍ଷା ଆଇନ ପ୍ରଣୟନ କରାଗଲା ?
(A) ୧୯୯୦
(B) ୧୯୯୧
(C) ୧୯୯୨
(D) ୧୯୯୩
Answer:
(D) ୧୯୯୩

8. ନିମ୍ନୋକ୍ତ କେଉଁ ମସିହାରେ ପ୍ରଣୀତ ସୂଚନା ଅଧିକାର ଆଇନରେ ସବୁ ସରକାରୀ ବିଭାଗ ଓ ଅନୁଷ୍ଠାନରେ ସ୍ୱଚ୍ଛତା ରକ୍ଷା କରିବାପାଇଁ ଓ ସେମାନେ ଉତ୍ତରଦାୟୀ ହେବାପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିଛି ?
(A) ୨୦୦୨
(C)୨୦୦୫
(B) ୧୯୯୩
(D) ୧୯୭୯
Answer:
(C)୨୦୦୫

9. ଭାରତରେ ନିମ୍ନୋକ୍ତ କେଉଁ ମସିହାରେ ଏକ ଜନସ୍ବାର୍ଥ ମାନବାଧ୍ୟାକାର କମିଶନରେ ଜଣେ ଅଧ୍ୟକ୍ଷଙ୍କ ବ୍ୟତୀତ ଆଉ କେତେଜଣ ସଦସ୍ୟ ହୋଇଥିଲା ?
(A) ୧୯୬୫
(B) ୧୯୭୨
(C) ୧୯୭୯
(D) ୧୯୮୬
Answer:
(C) ୧୯୭୯

BSE Odisha 9th Class Political Science Important Questions Chapter 4 ମାନବାଧିକାର

10. ଭାରତରେ ଗଠିତ ଜାତୀୟ ମାନବାଧିକାରର କରାସିବାର ଜଣେ ଅଧ୍ୟକ୍ଷଙ୍କ ବ୍ୟତୀତ ଆଉ କେତେଜଣ ସଦସ୍ୟ ରହିଥାଆନ୍ତି ?
(A) ୨ ଜଣ
(B) ୩ ଜଣ
(D) ୫ ଜଣ
(C) ୪ ଜଣ
Answer:
(C) ୪ ଜଣ

11. ଜାତୀୟ ମାନବାଧିକାର କମିଶନରେ ନିଯୁକ୍ତ ପାଉଥିବା ଅଧ୍ଯକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ କେତେ ବର୍ଷ ?
(A) ୪ ବର୍ଷ
(B) ୫ ବର୍ଷ
(C) ୬ ବର୍ଷ
(D) ୭ ବର୍ଷ
Answer:
(B) ୫ ବର୍ଷ

12. ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାନବାଧ୍ୟାକାରର ସୁରକ୍ଷାରେ ପ୍ରତିବନ୍ଧକ ନୁହେଁ ?
(A) ଦାରିଦ୍ର୍ୟ
(B) ସାମ୍ପ୍ରଦାୟିକତା
(C) ହିଂସାଭାବ
(D) ମୌଳିକ ଅଧ୍ୟାର
Answer:
(D) ମୌଳିକ ଅଧ୍ୟାର

Leave a Comment