BSE Odisha 9th Class Sanskrit Grammar Solutions Chapter 5 ଣତ୍ୱ ବିଧ୍

Odisha State Board BSE Odisha Class 9 Sanskrit Grammar Book Solutions Chapter 5 ଣତ୍ୱ ବିଧ୍ Textbook Exercise Questions and Answers.

BSE Odisha Class 9 Sanskrit Grammar Solutions Chapter 5 ଣତ୍ୱ ବିଧ୍

ବିଶେଷ ନିୟମ ଅନୁସାରେ ‘ନ୍’ ର ‘ଶ୍’ ରେ ପରିଣତକୁ ଶତ୍ବ ବିଧାନ କୁହାଯାଏ ।
ଡପକ୍ରମ:
ପୁଷ୍ପାଣି, ବାଳକାନ୍, ବିକୀର୍ଣ୍ଣ, ନରାଣାମ୍, ବାଳାନାମ୍, ଉପଯୁକ୍ତ ପଦଗୁଡ଼ିକୁ ପରିଶୀଳନ କରାଯାଉ । ଏଠାରେ କେତେକ ସ୍ଥାନରେ ‘ନ’ କାର ଶୁଣାଯାଏ ଏବଂ କେତେକ ସ୍ଥାନରେ ‘ଣ’ କାର ଶୁଣିବାକୁ ମିଳେ । ଅତଏବ କେଉଁଠାରେ ‘ଣ’ କାର ରହିବ ଏହା ଜାଣିବାପାଇଁ ଏଠାରେ ଅଭ୍ୟାସସହ ବିବରଣ ଦିଆଯାଉଅଛି ।

ଏକପଦ | ସଂଯୁକ୍ତପଦ :
ଣତ୍ଵ ଜ୍ଞାନ ପୂର୍ବରୁ ଏକପଦ ଓ ସଂଯୁକ୍ତପଦ ମଧ୍ୟରେ ଥ‌ିବା ଭେଦ ଜାଣିବା ଉଚିତ । ଏକପଦର ଅର୍ଥ ଗୋଟିଏ ଶବ୍ଦର ନିର୍ଦ୍ଦିଷ୍ଟ ରୂପ; ଯଥା- ରାମେଣ, ଅର୍ଜେଣ ଇତ୍ୟାଦି ।

ସଂଯୁକ୍ତ ପଦର ଅର୍ଥ ସନ୍ଧି, ସମାସ ଦ୍ବାରା ଯୁକ୍ତ ହୋଇଥ‌ିବା ପଦ; ଯଥା- ପ୍ରୟୋଗେଣ (ପ୍ର + ଯୋଗେନ) । ଏଠାରେ ପ୍ର ମଧ୍ୟ ଗୋଟିଏ ପଦ । ଯେଉଁଠାରେ ଉପସର୍ଗ କିମ୍ବା ଅବ୍ୟୟ ପୂର୍ବପଦରୂପେ ବ୍ୟବହୃତ ହୁଏ ତାହା ମଧ୍ୟ ପଦ ଅଟେ ।

ଅଭ୍ୟ।ସଃ
ତଳେ ଦିଆଯାଇଥିବା ପଦମାନଙ୍କ ମଧ୍ୟରେ ଏକପଦ ଗୁଡ଼ିକୁ (✓)ଚିହ୍ନଦ୍ୱାରା ଏବଂ ସଂଯୁକ୍ତ ପଦ ଗୁଡ଼ିକୁ ‘✗’ ଚିହ୍ନ ଦ୍ୱାରା ଚିହ୍ନାଅ ।
ଯଥା – (କ) ନରେଣ (✓ ) ଏକପଦ
(ଖ) ରାମନାମ (✗) ସଂଯୁକ୍ତପଦ
(ଗ) ରାମାୟଣମ୍ (✗) ସଂଯୁକ୍ତ ପଦ

ସେହିପରି- କ’ଣ ହେବ ଲେଖ –
(କ) ନାରୀଣାମ୍ ( )
Answer:
(✓)

BSE Odisha 9th Class Sanskrit Grammar Solutions Chapter 5 ଣତ୍ୱ ବିଧ୍

(ଖ) ରାଗେଣ ( )
Answer:
(✓)

(ଗ) ଗୁରୁଣା ( )
Answer:
(✓)

(ଘ) କାର୍ଯ୍ୟକ୍ରମେଶ ( )
Answer:
(✗)

(ଙ) ହରିଣା ( )
Answer:
(✓)

(ଚ) ପୁଷ୍ପାଣି ( )
Answer:
(✓)

(ଛ) ପ୍ରୟାଣମ୍ ( )
Answer:
(✗)

(ଜ) ଉଦାହରଣାନି ( )
Answer:
(✗)

(ଝ) ପ୍ରୟୋଗେଣ ( )
Answer:
(✗)

(ଞ) କାଳକ୍ରମେଣ ( )
Answer:
(✓)

ଅଭ୍ୟ।ସଃ:
ନିମ୍ନଲିଖ ସଂଯୁକ୍ତ ପଦଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରି ପ୍ରଦର୍ଶନ କର ।
ଯଥା – ପ୍ରଣାମଃ = ପ୍ର + ନାମଃ
ଗୁରୁନାମ = ଗୁରୁ + ନାମ
ସେହିପରି କ’ଣ ହେବ ଲେଖ –

(କ) ଶୂର୍ପଣଖା = ___________
Answer:
ଶୂର୍ଯ୍ୟ + ନଖା

(ଖ) ପ୍ରଣିଧାନମ୍ = ___________
Answer:
ପ୍ର + ନିଧାନମ୍

(ଗ) ନମସ୍କାରେଣ = ___________
Answer:
ନମଃ + କାରେଣ

(ଘ) ରାମାୟଣମ୍ = ___________
Answer:
ରାମ + ଅୟନମ୍

BSE Odisha 9th Class Sanskrit Grammar Solutions Chapter 5 ଣତ୍ୱ ବିଧ୍

(ଙ) ମୃଗନୟନା = ___________
Answer:
ମୃଗ + ନୟନା

(ଚ) ପରିପୋଷଣମ୍ = ___________
Answer:
ପରି + ପୋଷଣମ୍

(ଛ) ମୃଷାବଚନମ୍ = ___________
Answer:
ମୂଷା + ବଚନମ୍

(ଜ) ପୁରୀନଗରୀ = ___________
Answer:
ପୁରୀ + ନଗରୀ

(ଝ) ବିଷଣ୍ଣବଦନଃ = ___________
Answer:
ବିଷଣ୍ଣ + ବଦନଃ

(ଞ) ସଙ୍କୀର୍ତ୍ତନମ୍ = ___________
Answer:
ସମ + କୀର୍ତ୍ତନମ

ଅଖଣ୍ଡ ପଦେ ନୋ ୟଃ (ଏକ ପଦରେ ନ’ ସ୍ଥାନରେ ଣ’ ହେବ)
ଋ | ର୍ | ଷ୍ ….. ନ = ଶଃ
ଋ’କାର, ର’କାର ବା ଷ’କାର ପରେ ଅବ୍ୟବହିତ ନକାରର ଣକାର ହୁଏ ।
ଯଥା- ପିତୃ + ନାମ୍ = ପିତୃଣାମ୍
ନର + ନାମ୍ = ନରାଣାମ୍

ଅଭ୍ୟ।ସଃ:
ନିମ୍ନଲିଖିତ ପଦମାନଙ୍କରେ ଥିବା ଋ / ର / ଷ କୁ କୋଠରି ମଧ୍ଯରେ ଲେଖ ।
ଯଥା- କୀର୍ୟ୍ଯ (ର୍)
ସେହିପରି – କ’ଣ ହେବ ଲେଖ –
(କ) ତୃଷ୍ଣା = ( )
Answer:
ଷ୍

(ଖ) କନଃ = ( )
Answer:
ର୍

(ଗ) ଶିକ୍ଷକେଣ = ( )
Answer:
ଷ୍

BSE Odisha 9th Class Sanskrit Grammar Solutions Chapter 5 ଣତ୍ୱ ବିଧ୍

(ଘ) ତିଘୃଣାମ୍ = ( )
Answer:

(ଙ) ଭ୍ରାତୁ ଣାମ୍ = ( )
Answer:

(ଚ) ବର୍ଣ୍ଣନମ୍ = ( )
Answer:
ର୍

(ଛ) ମୃଗେଣ = ( )
Answer:

(ଜ) ତିଘୃଣାମ୍ = ( )
Answer:

(ଝ) ଅର୍ଣ୍ଣକଃ = ( )
Answer:
ର୍

(ଞ) ପିତୃ ଣାମ୍ = ( )
Answer:

ବ୍ୟବଧାନେ ସତ୍ୟପି ନୋ ଶଃ (ବ୍ୟବଧାନ ଥିଲେ ମଧ୍ୟ ନ’ ର ଣ’ ହେବ)
ଋ / ର୍ / ଷ୍ ଅଟ୍ = (ସୃରାଃ + ହଯବ୍) ଅ, ଆ, ଇ, ଈ, ଉ, ଊ, ଏ, ଐ, ଓ, ଔ
କୁଃ = କ ବର୍ଗ = କ, ଖ, ଗ, ଘ, ଙ, ହ, ଯ, ବ, ଅନୁସୃ।ର
ପୁଃ = ପ ବର୍ଗ = ପ, ଫ, ବ, ଭ, ମ

ଋ – ନ ମଧ୍ୟରେ, ର – ନ ମଧ୍ୟରେ, କିମ୍ବା ଷ- ନ ମଧ୍ୟରେ ଯଦି ସ୍ୱରବର୍ଣ୍ଣ, ହୟବ ଅଟ୍ କ ବର୍ଗ କିମ୍ବା ପ ବର୍ଗ ବ୍ୟବଧାନ ଥିଲେ ମଧ୍ୟ ନ’ ସ୍ଥାନରେ ଣ ହୁଏ ।
ଯଥା- ରାମେଶ = ର୍ + ଆ + ମ୍ + ଏ + ନ୍ + ଅ = ଶ
ମୃଗେଶ = ମ୍ + ଋ + ଗ୍ + ଏ + ନ୍ + ଅ = ଶ
ପାରା ୟଶମ୍ = (ପ୍ + ଆ + ର + ଆ + ୟ୍ + ଅ + ନ୍ + ଅ + ମ୍ = ଶମ୍
ବଗେଣ = (ବ୍ + ଅ + ର୍ + ଗ୍ + ଏ + ନ୍ + ଅ = ଶ

BSE Odisha 9th Class Sanskrit Grammar Solutions Chapter 5 ଣତ୍ୱ ବିଧ୍

ଅଭ୍ୟ।ସଃ:
ନିମ୍ନରେ ପ୍ରଦତ୍ତ ସିଦ୍ଧ ରୂପମାନଙ୍କରେ ନିମିତ୍ତ (ଋ, ର୍, ଷ୍) ଏବଂ ଣ କାରର ମଧ୍ୟରେ ଥ‌ିବା ବର୍ଷଗୁଡ଼ିକୁ ଲେଖ । (ଯଦି ଉଦାହରଣ ପଦରେ ‘ଋ, ର୍, ଷ୍’ ଦୁଇ କିମ୍ବା ତିନୋଟି ସ୍ଥାନରେ ଦେଖାଯାଏ ତେବେ ଅନ୍ତିମ ୠକାର, ର୍ କାର ଏବଂ ଷ୍ କାର ଣତ୍ଵର ନିମିତ୍ତ ଭାବରେ ଗ୍ରହଣୀୟ ଯଥା- ‘ଅନ୍ତରିକ୍ଷେଣ’ ଏଠାରେ ଣତ୍ଵର ନିମିତ୍ତ କ୍ଷକାର ମଧ୍ୟରେ ଥିବା ଅଙ୍ଗଭୂତ ଷ୍ କାର ।)
ଯଥା- ନାରାୟଶଃ = (ନ୍ + ଆ + ର୍ + ଆ + ୟ + ନ୍ + ଅ)
ସେହିପରି ଲେଖ –

(କ) ତକ୍ଷକେଣ = _____________
Answer:
ତକ୍ଷକେଣ = ତ + ଅ + କ୍ + ଷ + କ୍ + ଏ + ନ + ଅ

(ଖ) ମଧୁରେଣ = _____________
Answer:
ମଧୁରେଣ = ମୂ + ଅ + ଧ + ଉ + ର + ଏ + ନ + ଅ

(ଗ) ଶ୍ରବଣମ୍ = _____________
Answer:
ଶ୍ରବଣମ୍ = ଶ + ର + ବ + ଅ + ନ + ଅ +ମ

(ଘ) ଭିକ୍ଷୁକାଣାମ୍ = _____________
Answer:
ଭିକ୍ଷୁକାଣାମ୍ = ଭ + ଇ + କ + ଷ + ଉ + କ୍ + ଆ + ନ୍ + ଆ + ମ୍

(ଙ) ନିଷ୍କ୍ରମଣମ୍ = _____________
Answer:
ନିଷ୍କ୍ରମଣମ୍ = ନୁ + ଇ + ଷ + କ + ର + ମ୍ + ଅ + ନ + ଅ + ମ

(ଚ) ବୃଷେଶ = _____________
Answer:
ବୃକ୍ଷଣ = ବୁ + ଋ + କ୍ + ଷ + ଏ + ନ + ଅ

(ଛ) ଆଚାର୍ଯ୍ୟଣ = _____________
Answer:
ଆଚାର୍ଯ୍ୟଣ = ଆ + ଚ୍ + ଆ + ର + ଯ + ଏ + ନ + ଅ

(ଜ) ପରିଭ୍ରମଣମ୍ = _____________
Answer:
ପରିଭ୍ରମଣମ୍ = ପ୍ + ଅ + ର + ଇ + ର + ଭ + ମ୍ + ଅ + ନ + ଅ+ ମ

(ଝ) କାର୍ଯ୍ୟ କରୁ ଣାମ୍ = _____________
Answer:
କାର୍ଯ୍ୟ କରୁ ଣାମ୍ = ନ୍ + ଇ + ଷ + କ୍ + ର + ମ୍ + ନ୍ + ଆ + ମ୍

ସଂଜ୍ଞାୟାଂ ନୋଣ = (ସମସ୍ତ ପଦେ)
ପୂର୍ବପଦରେ ଥ‌ିବା ନିମିତ୍ତ ପରେ ଉତ୍ତରପଦରେ ଥ‌ିବା ନ’ର ଣକାର ହୁଏ ।
ଯଥା- ରାମ + ଅୟନମ୍ = ରାମାୟଣମ୍
ଶୂପ + ନଖା = ଶୂର୍ପଣଖା

ଅଭ୍ୟ।ସଃ:
୧।. ତଳେ ଲେଖାଯାଇଥ‌ିବା ଉଦାହରଣମାନଙ୍କରେ ନିମିତ୍ତ ଓ ନ’କାର ମଧ୍ୟରେ ଥ‌ିବା ବ୍ୟବଧାୟକ ବର୍ଷ (ସହାୟକ ବା ମିତ୍ରବର୍ଣ) ଗୁଡ଼ିକୁ ବନ୍ଧନୀ ମଧ୍ଯରେ ଲେଖ ।
ଯଥା – ନରାଣାମ୍ = ନ୍ + ଅ + ର୍ + ଆ + ଚ୍ + ଆ + ମ୍
ସେହିପରି –
(କ) କ୍ଷତ୍ରିୟାଣାମ୍ = ___________
Answer:
କ୍ଷତ୍ରିୟାଣାମ୍ = କ୍ + ଷ୍ + ତ୍ + ର୍ + ଇ + ୟ + ଆ + ଚ୍ + ଆ + ମ୍

(ଖ) ବ୍ରହ୍ମଶଃ = ___________
Answer:
ବ୍ରହ୍ମଶଃ = ର୍ + (ଚ୍ + ନ୍ + ମ୍ ) + ନ୍ + ଅଃ

(ଗ) ବାନରେଣ = ___________
Answer:
ବାନରେଣ = ବ୍ + (ଆ + ନ୍ + ଅ) + ର୍ + ଏ + ନ୍ + ଅ

BSE Odisha 9th Class Sanskrit Grammar Solutions Chapter 5 ଣତ୍ୱ ବିଧ୍

(ଘ) ସର୍ପଣ = ___________
Answer:
ସର୍ପଣ = ସ୍ + ଅ + ଋ (+ ପ୍ + ଏ + ନ୍) + ଅ + ମ୍

(ଙ) ଭ୍ରମେଣ = ___________
Answer:
ଭ୍ରମେଣ = ଭ୍ + ର୍ + ( + ମ୍ + ଏ + ) ନ୍ + ଅ

(ଚ) ମୟୁରେଣ = ___________
Answer:
ମୟୂରେଣ = ମ୍ + ଅ + (ୟ + ଊ + ର୍) + ଏ + ନ୍ + ଅ

(ଛ) ଭାଷଣମ୍ = ___________
Answer:
ଭାଷଣମ୍ = ଭ୍ + ଆ + (ଷ୍ + ଅ +ନ୍ ) + ଅ + ମ୍

(ଜ) ଛାତ୍ରାଣାମ୍ = ___________
Answer:
ଛାତ୍ରାଣାମ୍ = ଛ୍ + ଆ (+ ତ୍ + ର୍ + ଅ) + ନ୍ + ଆ + ମ୍

(ଝ) ମୂଷକାଣାମ୍ = ___________
Answer:
ମୂଷକାଣାମ୍ = ମ୍ + (ଊ + ଷ୍ + ଅ) + କ୍ + ଆ + ନ + ଆ + ମ୍

(ଞ) ବୃକ୍ଷାଣାମ୍ = ___________
Answer:
ବୃକ୍ଷାଣାମ୍ = ଚ୍ + ଋ (+ କ୍ + ଷ + ଆ) + ନ୍ + ଆ + ମ୍

୨। ତଳେ ଲେଖାଯାଇଥ‌ିବା ପଦମାନଙ୍କରେ ଣତ୍ଵବିଧୂର ପ୍ରତିବନ୍ଧକ ବର୍ଷଗୁଡ଼ିକୁ କୋଠରୀ ମଧ୍ଯରେ ଲେଖ ।
ଯଥା – ଦୃଢ଼ାନି = (ଢ) ଢ କାର ପ୍ରତିବନ୍ଧକ ବର୍ଷ ।
ସେହିପରି –

(କ) ମର୍ଦ୍ଦନମ୍ = __________
Answer:
ମର୍ଦ୍ଦନମ୍ = (ଦ କାର ପ୍ରତିବନ୍ଧକ ବର୍ଷ)

BSE Odisha 9th Class Sanskrit Grammar Solutions Chapter 5 ଣତ୍ୱ ବିଧ୍

(ଖ) ମର୍କଟେନ = __________
Answer:
ମର୍କଟେନ = (ଟ କାର ପ୍ରତିବନ୍ଧକ ବର୍ଷ)

(ଗ) ଦର୍ଶନାନି = __________
ଦର୍ଶନାନି = (ଶ କାର ପ୍ରତିବନ୍ଧକ ବର୍ଷ)
Answer:

(ଘ) ଗୃହଜୈନ = __________
Answer:
ଗୃହସ୍ଥନ = (ହ୍,ସ୍, ଥ କାର ପ୍ରତିବନ୍ଧକ ବର୍ଷ)

(ଙ) ଔଷଧାନି = __________
Answer:
ଔଷଧାନି = (ଧ କାର ପ୍ରତିବନ୍ଧକ ବର୍ଷ)

(ଚ) ରାଜକୀୟାନି = __________
Answer:
ରାଜକୀୟାନି = (ୟ କାର ପ୍ରତିବନ୍ଧକ ବର୍ଷ)

(ଛ) ମୃଗକୂଳାନି = __________
Answer:
ମୃଗକୂଳାନି = (ଳ କାର ପ୍ରତିବନ୍ଧକ ବର୍ଷ)

(ଜ) ପିତୃଦେବାନାମ୍ = __________
Answer:
ପିତୃଦେବାନାମ୍ = (ଦ କାର ପ୍ରତିବନ୍ଧକ ବର୍ଷ)

(ଝ) ମରୀଚେନ = __________
Answer:
ମରୀଚେନ = (ଚ କାର ପ୍ରତିବନ୍ଧକ ବର୍ଷ)

(ଞ) ଅର୍ଥକେନ = __________
Answer:
ଅର୍ଜକେନ = (ଚ କାର ପ୍ରତିବନ୍ଧକ ବର୍ଷ)

ଣତୃ ନିଷେଧଃ:
୧। (ପଦାନ୍ତରେ ଥିବା ‘ନ୍’ କାରର ଣ ହୁଏ ନାହିଁ ।)
ଯଥା – ରାମାନ୍, ହରୀନ୍, ତ୍ରୀନ୍, ନରାନ୍
୨। ନିମିତ୍ତ ବର୍ଷ ପରେ ପୃଥକ୍ ପଦରେ ନ ଥିଲେ ଣ ହୁଏ ନାହିଁ ।
ଯଥା – ପରିଭବନମ୍, ପରିଗମନମ୍, ପ୍ରନତଃ, ପରିନିନ୍ଦନମ୍, ହରିନାମ, ଆଚାର୍ଯାନୀ

ଅଭ୍ୟ।ସଃ:

ଶୁଦ୍ଧ ରୂପକୁ ✓ ଚିହ୍ନଦ୍ୱାରା ଏବଂ ଅଶୁଦ୍ଧ ରୂପକୁ✗ଚିହ୍ନଦ୍ୱାରା ଚିହ୍ନାଅ ।
ଯଥା – ଏତାଦୃଶେଣ = (✗) ଶକାର ବ୍ୟବଧାନ ଥିବାରୁ ।
ସେହିପରି –
(କ) ରାମଚନ୍ଦ୍ରନ = ( )
Answer:
ରାମଚନ୍ଦ୍ରନ = (✗)

BSE Odisha 9th Class Sanskrit Grammar Solutions Chapter 5 ଣତ୍ୱ ବିଧ୍

(ଖ) ସନ୍ତୋଷେନ = ( )
Answer:
ସନ୍ତୋଷେନ = (✗)

(ଗ) ମହାରାଜେଣ = ( )
Answer:
ମହାରାଜେଶ = (✗)

(ଘ) ପରିଶ୍ରମେଣ = ( )
Answer:
ପରିଶ୍ରମେଣ = (✓)

(ଙ) ବାଣପ୍ରୟୋଗେଣ = ( )
Answer:
ବାଣପ୍ରୟୋଗେଣ = (✗)

(ଚ) ସର୍ବାଙ୍ଗୀଣୀ = ( )
Answer:
ସର୍ବାଙ୍ଗୀଣୀ = (✓)

(ଛ) ଅପରାହ୍ନ = ( )
Answer:
ଅପରାହ୍ନ = (✗)

(ଜ) ପୂର୍ବାହ୍ନ = ( )
Answer:
ପୂର୍ବାହ୍ନ = (✗)

(ଝ) ଶିବରାମେଣ = ( )
Answer:
ଶିବରାମେଣ = (✓)

Leave a Comment