BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

Odisha State Board BSE Odisha Class 9 Sanskrit Grammar Book Solutions Chapter 7 ସନ୍ଧି ପ୍ରକରଣମ୍ Textbook Exercise Questions and Answers.

BSE Odisha 9 Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ସନ୍ନିହିତ ବର୍ଣଦ୍ୱୟର ଶୀଘ୍ରତମ ଉଚ୍ଚାରଣ ହେତୁ ଉକ୍ତ ଦୁଇ ବର୍ଷର ବା ତନ୍ମଧ୍ୟରୁ ଗୋଟିକର ପରିବର୍ତ୍ତନକୁ ସନ୍ଧି କହନ୍ତି ।
୧ । ଏକପଦେ (ଅଖଣ୍ଡପଦେ, ଧାତୁ ପ୍ରତ୍ୟୟଯୋଗେ) – ଚେ + ଅ = ଚୟ, ଜେ+ ଅ = ଜୟ, ନେ + ଅ = ନୟ, ଭୋ + ଅ = ଭବ ।
୨ । ଧାତୂପସର୍ଗୟୋ – ଅଭି + ଅସ୍ୟତି = ଅଭ୍ୟସ୍ୟତି । ପ୍ର + ଅନମତ୍ = ପ୍ରାଣମତ୍ । ଉପ + ଅହରତ୍ = ଉପାହରତ୍ ।
୩ । ସମାସେ – ଗଣ + ଈଶଃ = ଗଣେଶଃ । ଜଗତ୍ + ନାଥ = ଜଗନ୍ନାଥ ।
୪ । ବାକ୍ୟ – ନ ଅହମ୍ ଜାନାମି = ନାହଞ୍ଜାନାମି| ନ ଅହଂ ଜାନାମି । ସନ୍ଧି କଠିନ ହେଲେ ବି ଏହା ଅନୁପେକ୍ଷଣୀୟ । ଏହାର ସାଧାରଣ ନିୟମମାନ ଅବଶ୍ୟ ଜ୍ଞାତବ୍ୟ । ପ୍ରାଚୀନ ସଂସ୍କୃତ ସାହିତ୍ୟରେ ପ୍ରବେଶ, ଧ୍ଵନିସୌଷ୍ଠବ, ଲେଖନ କ୍ରିୟାରେ ସ୍ଥାନକାଳର ସଞ୍ଚୟ ଇତ୍ୟାଦି ଦୃଷ୍ଟିରୁ ସନ୍ଧିଜ୍ଞାନ ଅପରିହାର୍ଯ୍ୟ । ସନ୍ଧିର ନିୟମ – ଅଭ୍ୟାସ ଏବଂ ଦୃଷ୍ଟାନ୍ତଦ୍ୱାରା ଏଠାରେ ସନ୍ଧିପାଠକୁ ସ୍ପଷ୍ଟ ଓ ସ୍ମରଣଯୋଗ୍ୟ କରିବାର ଉଦ୍ୟମ କରାଯାଇଛି । ସ୍ଥାନେ ସ୍ଥାନେ ବିଶେଷ ଜ୍ଞାନ ନିମିତ୍ତ ସନ୍ଧିସମ୍ବଳିତ ପାଣିନି ସୂତ୍ରର ଉଲ୍ଲେଖ ମଧ୍ଯ କରାଯାଇଛି ।
ସନ୍ଧି ତିନିପ୍ରକାର – (୧) ସ୍ଵରସନ୍ଧି, (୨) ବ୍ୟଞ୍ଜନ ସନ୍ଧି, (୩) ବିସର୍ଗ ସନ୍ଧି ।

ସ୍ୱରସନ୍ଧି
ସ୍ୱରବର୍ଣ୍ଣ ସହିତ ସ୍ୱରବର୍ଣ୍ଣର ଯୋଗକୁ ସ୍ଵରସନ୍ଧି କୁହାଯାଏ ।
(କ) ଅ / ଆ + ଅ / ଆ = ଆ
ଯଥା – ଧର୍ମ + ଅଶୋକଃ = ଧର୍ମାଶୋକଃ, ପିତା + ଅସ୍ଥି = ପିତାନ୍ତି । ବ୍ରହ୍ମ + ଆନନ୍ଦ = ବ୍ରହ୍ମାନନ୍ଦ । ମାତା + ଆଦିଶତି = ମାତାଦିଶତି ।

ଅଭ୍ୟ।ସଃ
୧ । ଅଲିଶ୍ୱେଷୁ ସନ୍ଧିବିଚ୍ଛେଦଂ କୁରୁତ ।
ଶୁଭାରମ୍ଭ, ବିଦ୍ୟାଭ୍ୟାସ, ଅସ୍ତାଚଳ, କମଳାସନମ୍, ଶିଷ୍ଟାଚାରଃ, ଭ୍ରଷ୍ଟାଚାରଃ, କ୍ରୋଧାଗ୍ନି, ନୀଳାକାଶଃ, ଶଶାଙ୍କ, ରତ୍ନାକରଃ, କାର୍ଯ୍ୟାଳୟ ।
Answer:
ଶୁଭ + ଆରମ୍ଭ, ବିଦ୍ୟା+ ଅଭ୍ୟାସ, କମଳ + ଆସନମ୍, ଶିଷ୍ଟ + ଆଚାରଃ, ଭ୍ରଷ୍ଟ+ଆଚାରଃ, କ୍ରୋଧ + ଅଗ୍ନି, ନୀଳ + ଆକାଶଃ, ଶଶ + ଅଙ୍କ, ରନ୍ + ଆକରଃ, କାର୍ଯ୍ୟ + ଆଳୟ ।

୨ । ସନ୍ଧି ସନ୍ଧି କୁରୁତ ।
ଗଙ୍ଗା + ଅବତରଣମ୍ । ଆନନ୍ଦ + ଅବସରଃ । ବିଦ୍ୟା + ଅର୍ଥୀ । ପୁଷ୍ପ + ଅଞ୍ଜଳି । ସଦା + ଆନନ୍ଦ । ମହା + ଅର୍ଶନଃ । ସତ୍ୟ + ଆଗ୍ରହଃ । ପିତା + ଆଦିଶତି । କଦା + ଅପି । ତଥା + ଅସ୍ତୁ ।
Answer:
ଗଙ୍ଗାବତରଣମ୍, ଆନନ୍ଦାବସରଃ, ବିଦ୍ୟାର୍ଥୀ, ପୁଷ୍ପାଞ୍ଜଳି, ସଦାନନ୍ଦ, ମହାର୍ଣ୍ଣବ, ସତ୍ୟାଗ୍ରହ, ପିତାଦିଶତି, କଦାପି, ତଥାସ୍ତୁ ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

(ଖ) ଇ । ଈ + ଇ । ଈ = ଈ
ଯଥା :- ଯତି + ଇନ୍ଦ୍ର = ଯତୀନ୍ଦ୍ର, ଅଧ୍ + ଈଶ୍ଵରଃ = ଅଧୀଶ୍ଵରଃ ।
୧ । ସନ୍ଧି କୁରୁତ ।
ମୁନି + ଇନ୍ଦ୍ର = ____________
Answer:
ମୁନି + ଇନ୍ଦ୍ର = ମୁନୀନ୍ଦ୍ର

ପଠତି + ଇୟମ୍ = ____________
Answer:
ପଠତି + ଇୟମ୍ = ପଠତୀୟମ

ପଠାମି + ଈଶୋପନିଷଦମ୍ = ____________
Answer:
ପଠାମି + ଈଶୋପନିଷଦମ୍ = ପଠାମୀଶୋପନିଷଦମ୍

କବି + ଈଶ୍ବରଃ = ____________
Answer:
କବି + ଈଶ୍ବରଃ = କବୀଶ୍ୱରଃ

କ୍ଷିତି + ଈଶଃ = ____________
Answer:
କ୍ଷିତି + ଈଶଃ = କ୍ଷିତୀଶଃ

ପଠସି + ଇତି = ____________
Answer:
ପଠସି + ଇତି = ପଠସୀତି

ଆନୟତି + ଇନ୍ଧନମ୍ = ____________
Answer:
ଆନୟତି + ଇନ୍ଧନମ୍ = ଆନୟତୀନ୍ଧନମ

ଖାଦାମି + ଇକ୍ଷୁଦଣ୍ଡମ୍ = ____________
Answer:
ଖାଦାମି + ଇକ୍ଷୁଦଣ୍ଡମ୍ = ଖାଦାମୀକ୍ଷୁଦଣ୍ଡମ୍

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ପରି + ଈକ୍ଷଣମ୍ = ____________
Answer:
ପରି + ଈକ୍ଷଣମ୍ = ପରୀକ୍ଷଣମ୍

ସୁଧୀ + ଇନ୍ଦ୍ର = ____________
Answer:
ସୁଧୀ + ଇନ୍ଦ୍ର = ସୁଧୀନ୍ଦ୍ରୀ

କରୋତି + ଇତି = ____________
Answer:
କରୋତି + ଇତି = କରୋତୀତି

୨ । ସନ୍ଧିବିଚ୍ଛେଦଂ କୁରୁତ ।
ଅତୀବ, କବୀନ୍ଦ୍ର, କପୀନ୍ଦ୍ର, ଅତୀନ୍ଦ୍ରିୟମ୍, ଇତୀଦମ୍, ଅସ୍ଵୀତି, ପାର୍ବତୀଶଃ, ଅପୀଚ୍ଛସି ।
Answer:
ଅତି + ଇବ, କବି + ଇନ୍ଦ୍ର, କପି + ଇନ୍ଦ୍ର, ଅତି + ଇନ୍ଦ୍ରିୟମ୍, ଇତି + ଇଦମ୍, ଅସ୍ଥି + ଇତି, ପାର୍ବତୀ + ଈଶ, ଅପି + ଇଚ୍ଛସି ।

(ଗ) ଉ / ଊ + ଉ / ଊ = ଊ
ଯଥା :- ଭାନୁ + ଉଦୟଃ = ଭାନୁଦୟଃ, ବହୁ + ଉଷ୍ଣମ୍ = ବହୁଷ୍ଠମ୍ ।

ଅଭ୍ୟ।ସଃ
୧ । ସନ୍ଧି କୁରୁତ ।
ଗୁରୁ + ଉପଦେଶଃ = ____________
Answer:
ଗୁରୂପଦେଶଃ

ସୁ + ଉକ୍ତମ୍ = ____________
Answer:
ସୁ + ଉକ୍ତମ୍ = ସୂକ୍ତମ୍

ସାଧୁ + ଉକ୍ତମ୍ = ____________
Answer:
ସାଧୁ + ଉକ୍ତମ୍ = ସାଧୂକ୍ତମ୍

ଲଘୁ + ଊର୍ମି = ____________
Answer:
ଲଘୁ + ଊର୍ମି = ଲଘୂର୍ମି

ବହୁ + ଉନ୍ନତିଃ = ____________
Answer:
ବହୁ + ଉନ୍ନତିଃ = ବହୂନ୍ନତିଃ

କଟୁ + ଉକ୍ତି = ____________
Answer:
କଟୁ + ଉକ୍ତି = କଟୂକ୍ତା

ଶିଶୁ + ଉପହାରଃ = ____________
Answer:
ଶିଶୁ + ଉପହାରଃ = ଶିଶୁପହାରଃ

ନନୁ + ଉଦ୍ୟାନେ = ____________
Answer:
ନନୁ + ଉଦ୍ୟାନେ = ନନୂଦ୍ୟାନେ

ଶତ୍ରୁ + ଉଚ୍ଚାରଣମ୍ = ____________
Answer:
ଶତ୍ରୁ + ଉଚ୍ଚାରଣମ୍ = ଶରଣମ୍

କରୋତୁ + ଉଦ୍ୟମମ୍ = ____________
Answer:
କରୋତୁ + ଉଦ୍ୟମମ୍ = କରୋତୃଦ୍ୟମମ୍

ସ୍ମରତୁ + ଉମାମ୍ = ____________
Answer:
ସ୍ମଋତୁ + ଉମାମ୍ = ସ୍ମରଭୂମାମ୍

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

୨ । ସନ୍ଧିବିଚ୍ଛେଦଂ କୁରୁତ ।
ମେରୂପରି, ସାଧୂକ୍ତା, ରଘୁତ୍ତମଃ, ଲଘୂଲୂକ, ସିନ୍ଧୁଦକମ୍, ଭୂର୍ବମ୍, ଧାତୁପସଗୌ ।
Answer:
ମେରୁ + ଉପରି, ସାଧୁ + ଉଚ୍ଛି, ରଘୁ + ଉତ୍ତମ, ଲଘୁ + ଉଲ୍ଲ କଃ, ସିନ୍ଧୁ + ଉଦକମ୍, ଭୂ+ ଊର୍ଦୁମ୍, ଧାତୁ + ଉପସର୍ଗେ

(ଘ) ଋ/ଋ + ଋ/ଋ = ଋ
ଯଥା :- ପିତୃ + ଋଣମ୍ = ପିତୃଣମ୍, ପିତୃ + ଋଷତଃ = ପିତୃଷଭଃ ।

ଅଭ୍ୟ।ସଃ
୧ । ସନ୍ଧି କୁରୁତ ।
ମାତୃ + ଋଷି = ____________
Answer:
ମାତୃ + ଋଷି = ମାତୃଦ୍ଧି

ହୋଡ଼ + ଋତ୍ରିକ = ____________
Answer:
ହୋଡ଼ + ଋତ୍ବିକ୍ = ହୋତତିକ

୨ । ଅ / ଆ + ଇ / ଈ = ଏ
ଯଥା :- ନର + ଇନ୍ଦ୍ର = ନରେନ୍ଦ୍ର, ଈଶ୍ଵର + ଇଚ୍ଛା = ଈଶ୍ୱରେଚ୍ଛା |

ଅଭ୍ୟ।ସଃ
ସନ୍ଧି କୁରୁତ ।
ସୁର + ଇନ୍ଦ୍ରଃ = ____________
Answer:
ସୁର + ଇନ୍ଦ୍ରଃ = ସୁରେନ୍ଦ୍ରଃ

ଗଜ + ଇନ୍ଦ୍ରଃ = ____________
Answer:
ଗଜ + ଇନ୍ଦ୍ରଃ = ଗଜେନ୍ଦ୍ରଃ

ଗଣ + ଈଶଃ = ____________
Answer:
ଗଣ + ଈଶଃ = ଗଣେଶଃ

ତଥା + ଇତି = ____________
Answer:
ତଥା + ଇତି = ତଥୈତି

କା + ଇତି = ____________
Answer:
କା + ଇତି = କେତି

ଦେବ + ଇନ୍ଦ୍ରଃ = ____________
Answer:
ଦେବ + ଇନ୍ଦ୍ରଃ = ଦେବେନ୍ଦ୍ରଃ

ରାଜ + ଇନ୍ଦ୍ରଃ = ____________
Answer:
ରାଜ + ଇନ୍ଦ୍ରଃ = ରାଜେନ୍ଦ୍ରଃ

ରମା + ଈଶଃ = ____________
Answer:
ରମା + ଈଶଃ = ରମେଶଃ

ନ + ଇତି = ____________
Answer:
ନ + ଇତି = ନେତି

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ମମ + ଇଚ୍ଛା = ____________
Answer:
ମମ୍ + ଇଚ୍ଛା = ମମେଚ୍ଛା

ଧନ + ଇଚ୍ଛା = ____________
Answer:
ଧନ + ଇଚ୍ଛାଃ = ଧନେରଃ

ଅତ୍ର + ଇଦମ୍ = ____________
Answer:
ଅତ୍ର + ଇଦମ୍ = ଅତ୍ରେଦମ୍

ହୃଷୀକ + ଈଶଃ = ____________
Answer:
ହୃଷୀକ + ଈଶଃ = ହୃଷୀକେଶଃ

ସା + ଇୟମ୍ : = ____________
Answer:
ସା + ଇୟମ୍ = ସେୟମ୍

ଲଙ୍କା + ଈଶଃ = ____________
Answer:
ଲଙ୍କା + ଈଶଃ = ଲଙ୍କେଶଃ

ଗୁଡ଼ାକ + ଈଶଃ = ____________
Answer:
ଗୁଡ଼ାକେଶଃ

୨ । ସନ୍ଧିବିଚ୍ଛେଦଂ କୁରୁତ ।
ଗଜେନ୍ଦ୍ର, ମହେଶ୍ଵରଃ, ସେୟମ୍, ସଖେତି, ପରମେଶ୍ଵରଃ, କ୍ଷମସ୍ତେତି ।
Answer:
ଗଜ+ ଇନ୍ଦ୍ର, ମହା + ଈଶ୍ଵରଃ, ସା + ଇୟମ୍, ସଖା + ଇତି, ପରମ + ଈଶ୍ବରଃ, କ୍ଷମସ୍ଵ + ଇତି

ଦୃଷ୍ଟାନ୍ତ :
ବ୍ରଜେଶଂ ରମେଶଂ ମହେଶଂ ସୁରେଶଂ
ଦିନେଶଂ ନିଶୀଥେଶ୍ବରଂ ବା କଦାଚିତ୍ ।
ନ ଜାନାମି ଚାନ୍ୟତ୍ ସଦାହଂ ଶରଣ୍ୟ
ଗତିସ୍ଵଂ ଗତିସ୍ଵଂ ତୁମେକା ଭବାନି ॥

୩ । ଅ / ଆ + ଊ + ଊ = ଓ
ଯଥା – ପୁରୁଷ + ଉତ୍ତମଃ = ପୁରୁଷୋତ୍ତମଃ, ସ୍ଵଭାବ + ଉକ୍ତି = ସ୍ବଭାବୋଚ୍ଛି ।

ଅଭ୍ୟ।ସଃ
୧ । ସନ୍ଧି କୁରୁତ ।
ନର + ଉତ୍ତମ = ____________
Answer:
ନର୍ + ଉତ୍ତମ = ନରୋତ୍ତମଃ

ହିତେପଦେଶଃ = ____________
Answer:
ହିତ + ଉପଦେଶଃ = ହିତୋପଦେଶଃ

ମହା + ଉତ୍ସବାଃ = ____________
Answer:
ମହା + ଉତ୍ସବ = ମହୋତ୍ସବ

ପ୍ରଶ୍ନ + ଉତ୍ତରମ୍ = ____________
Answer:
ପ୍ରଶ୍ନ + ଉତ୍ତରମ୍ = ପ୍ରଶ୍ନୋତ୍ତରମ୍

ଗଙ୍ଗା + ଉଦକମ୍ = ____________
Answer:
ଗଙ୍ଗା + ଉଦକମ୍ = ଗଙ୍ଗୋଦକମ୍

ଦର୍ଶନ + ଉତ୍ସୁକତା = ____________
Answer:
ଦର୍ଶନ + ଉତ୍ସୁକତା = ଦର୍ଶନୋତ୍ସୁକତା

ପର + ଉପକାରଃ = ____________
Answer:
ପର + ଉପକାରଃ = ପରୋପକାରଃ

ବିଶାଳ + ଉଦ୍ୟମଃ = ____________
Answer:
ବିଶାଳ + ଉଦ୍ୟମଃ = ବିଶାଳୋଦ୍ୟମଃ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ବିବିଧ + ଉପଚାରଃ = ____________
Answer:
ବିବିଧ + ଉପଚାରଃ = ବିବିଧୋପଚାରଃ

ଉଷ୍ଣ + ଉଦକମ୍ = ____________
Answer:
ଉଷ୍ଣ + ଉଦକମ୍ = ଉସ୍ତୋଦକମ୍

ନୀଳ + ଉତ୍ପଳମ୍ = ____________
Answer:
ନୀଳ + ଉତ୍କଳମ୍ = ନୀଳୋପଳମ୍

ମୟା + ଉକ୍ତମ୍ = ____________
Answer:
ମୟା + ଉକ୍ତମ୍ = ମୟୋକ୍ତମ୍

୨ । ସନ୍ଧିବିଚ୍ଛେଦଂ କୁରୁତ ।
ପଶ୍ୟାପରି, ମସ୍ତକୋର୍ଦ୍ଧ୍ୱମ୍, ଯଥୋପଦିଷ୍ଟମ୍, ବେଦୋଦ୍ଧାରକ, ଜ୍ଞାନିନୋକ୍ତମ୍, ମହୋର୍ଡିଂ, ଏକୋନବିଂଶତିଃ, ଯଥୋଚିତମ୍, ସୂର୍ଯ୍ୟୋଦୟଃ ।
Answer:
ପଶ୍ୟ + ଉପରି, ମସ୍ତକ + ଊର୍ଦ୍ଧ୍ୱମ୍, ଯଥା + ଉପଦିଷ୍ଟମ୍, ବେଦ + ଉଦ୍ଧାରକ, ଜ୍ଞାନିନା+ ଉକ୍ତମ୍, ମହା + ଉର୍ମି, ଏକ + ଊନବିଂଶତିଃ, ଯଥା + ଉଚିତମ୍, ସୂର୍ଯ୍ୟ+ ଉଦୟଃ

୪ । ଅ / ଆ + ଏ / ଐ = ଐ
ଯଥା :- ସଦା + ଏବ = ସଦିବ, ଦିବ୍ୟ + ଐଶ୍ବର୍ଯ୍ୟମ୍ = ଦିବୈଶ୍ବର୍ଯ୍ୟମ୍ ।

ଅଭ୍ୟ।ସଃ
୧ । ସନ୍ଧି କୁରୁତ।
ଯଦା + ଏବ = ____________
Answer:
ଯଦା + ଏବ = ଯଦୈବ

ନ + ଏତତ୍ = ____________
Answer:
ନ + ଏତତ୍ = ନୈତ

ମମ + ଏବ = ____________
Answer:
ମମ + ଏବ = ମମିବ

ତେନ + ଏବ = ____________
Answer:
ତେନ + ଏବ = ତେନୈବ

ପଞ୍ଚ + ଏତେ = ____________
Answer:
ପଞ୍ଚ + ଏତେ = ପଞ୍ଚେତେ

ଅଦ୍ୟ + ଏବ = ____________
Answer:
ଅଦ୍ୟ + ଏବ = ଅଦୈବ

ମମ + ଏତତ୍ = ____________
Answer:
ମମ + ଏତତ୍ = ମର୍ମିତତ

ବ୍ରହ୍ମ + ଏବ = ____________
Answer:
ବ୍ରହ୍ମ + ଏବ = ବ୍ରହେବ

ଅନେନ + ଏବ = ____________
Answer:
ଅନେନ + ଏବ = ଅନେନୈବ

ଉପ + ଏତି = ____________
Answer:
ଉପ + ଏତି = ଉପେତି

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଏକ + ଏକଃ = ____________
Answer:
ଏକ + ଏକଃ = ଏକୈକ

ସା + ଐଚ୍ଛତ୍ = ____________
Answer:
ସା + ଐଚ୍ଛତ = ସୈତ

ମତ + ଐକ୍ୟମ୍ = ____________
Answer:
ମତ + ଐକ୍ୟମ୍ = ମତୈକ୍ୟମ

ତଥା + ଏବ = ____________
Answer:
ତଥା + ଏବ = ତଥୈବ

ତୃଷ୍ଣା + ଏକା = ____________
Answer:
ତୃଷ୍ଣା + ଏକା = ତୃଷ୍ଣିକା

ମହା + ଐଶ୍ବର୍ଯ୍ୟମ୍ = ____________
Answer:
ମହା + ଐଶ୍ବର୍ଯ୍ୟମ୍ = ମହେଶ୍ବର୍ଯ୍ୟମ୍

ସା + ଏଷା = ____________
Answer:
ସା + ଏଷା = ସୈଷା

ପ୍ରଥମା + ଏକବଚନମ୍ = ____________
Answer:
ପ୍ରଥମା + ଏକବଚନମ୍ = ପ୍ରଥମୈକବଚନମ୍

ମା + ଏବମ୍ = ____________
Answer:
ମା + ଏବମ୍ = ଶୈବମ

ଆଗତା + ଏବ = ____________
Answer:
ଆଗତା + ଏବ = ଆଗତେବ

୨ । ସନ୍ଧିବିଚ୍ଛେଦଂ କୁରୁତ ରେଖାଙ୍କିତାନାଂ ପଦାନାମ୍ ।
ଯଦୈବ ରାଜ୍ୟ କ୍ରିୟତେଽଭିଷେକ
Answer:
ଯଦା + ଏବ

ସ୍ତଦେବ ଯାତି ବ୍ୟସନେଷୁ ବୁଦ୍ଧି ।
Answer:
ତଦା + ଏବ

ଘଟା ନୃପାଣାମଭିଷେକକାଳେ
ସହାତ୍ମସେବାପଦମୁଦ୍‌ରନ୍ତି ।
Answer:
ସହ+ଅମ୍ଭସା+ଇବ+ଆପଦମ୍+ଉଦ୍‌ଗିରନ୍ତି

୫ । ଅ / ଆ + ଓ / ଔ = ଓ
ଯଥା – ମହା + ଓଷଧଃ = ମହୌଷଧ୍ୱ, ମମ + ଔସୁକ୍ୟମ୍‌ = ମମୌସୁକ୍ୟମ୍ ।

ଅଭ୍ୟ।ସଃ
ସନ୍ଧିଂ କୁରୁତ ।
ଜନ + ଓପଃ = ____________
Answer:
ଜନ + ଓପଃ = ଜନୌପଃ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ବ + ଓଷ୍ଠୀ = ____________
Answer:
ତବ + ଓଷ୍ଠ = ତବୌଷ୍ଠ

ବନ + ଓକସ୍ = ____________
Answer:
ବନ + ଓକସ୍‌ = ବନୌକସ୍

ଜନ + ଓପଃ = ____________
Answer:
ଜନ + ଓପଃ = ଜନୌପଃ

ବନ + ଔଷଧଃ = ____________
Answer:
ବନ + ଔଷଧଃ = ବନୌଷଧଃ

ମହା + ଔଦାର୍ଯ୍ୟମ୍ = ____________
Answer:
ମହା + ଔଦାର୍ଯ୍ୟମ୍ = ମହୌଦାର୍ଯ୍ୟମ୍

୬ । ଅ / ଆ + ର/ ଋ = ଅର୍
ଯଥା :- ଦେବ + ଋଷି = ଦେବର୍ଷି, ରାଜା + ଋଷି = ରାଜର୍ଷି

ଅଭ୍ୟ।ସଃ
ସନ୍ଧି କୁରୁତ ।
ବ୍ରହ୍ମ + ଋଷିଃ = ____________
Answer:
ବ୍ରହ୍ମ + ଋଷି = ବ୍ରହ୍ମର୍ଷିୁଃ

ଗ୍ରୀଷ୍ମ + ଋତୁଃ = ____________
Answer:
ଗ୍ରୀଷ୍ମ + ଋତୁଃ = ଗ୍ରୀଷ୍ମର୍ଭୁଃ

ଉତ୍ତମ + ଋଣଃ = ____________
Answer:
ଉତ୍ତମ + ଋଣ = ଉତ୍ତମର୍ଣ୍ଣଃ

ମହା + ଋଷିଃ = ____________
Answer:
ମହା + ଋଷି = ମହର୍ଷିଃ

ସପ୍ତ + ଋଷୟଃ = ____________
Answer:
ସପ୍ତ + ଋଷୟ = ସପ୍ତର୍ଷୟଃ

ଶୀତ + ଋତୁଃ = ____________
Answer:
ଶୀତ + ଋତୁଃ = ଶୀତର୍ଭୁଃ

ଅଧମ + ଋଣଃ = ____________
Answer:
ଅଧମ + ଋଣଃ = ଅଧମର୍ଣ୍ଣଃ

ବର୍ଷା + ଋତୁଃ = ____________
Answer:
ବର୍ଷା + ଋତୁଃ = ବର୍ଷର୍ଭୁଃ

୭ । ଇ/ଈ + ଇବର୍ଣଭିନ୍ନ କୌଣସି + ସ୍ଵର = ୟୂ + ସ୍ମର
ଯଥା :- ଯଦି + ଅପି = (ଯଦ୍ + ଇ + ଅପି = ଯଦ୍ + ୟ + ଅପି) = ଯଦ୍ୟପି

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଅଭ୍ୟ।ସଃ
୧ । ସନ୍ଧି କୁରୁତ ।
ଅତି + ଅଧୁକମ୍ = ____________
Answer:
ଅତି + ଅଧୁକମ୍ = ଅତ୍ୟଧକମ

ଅତି + ଆଚାରଃ = ____________
Answer:
ଅତି + ଆଚାରଃ = ଅତ୍ୟାଚାରଃ

ଯଦି + ଏବମ୍ = ____________
Answer:
ଯଦି + ଏବମ୍ = ଯଦ୍ୟବମ

ପ୍ରତି + ଉବାଚ = ____________
Answer:
ପ୍ରତି + ଉବାଚ = ପ୍ରତ୍ୟୁବାଚ

ଅତି + ଉଗ୍ର = ____________
Answer:
ଅତି + ଉଗ୍ର = ଅଗ୍ର

ଦେବୀ + ଆଗମନମ୍ = ____________
Answer:
ଦେବୀ + ଆଗମନମ୍ = ଦେବ୍ୟାଗମନମ

ବକ୍ଷସି+ ଉପବିଶ୍ୟ = ____________
Answer:
ଯାସ୍ୟତି + ଅଦ୍ୟ = ଯାସ୍ୟତ୍ୟଦ୍ୟ

ଯାସ୍ୟାତି + ଅଦ୍ୟ = ____________
Answer:
ଯାସ୍ୟତି + ଅଦ୍ୟ = ଯାସ୍ୟତ୍ୟଦ୍ୟ

ଇତି + ଉତ୍ଥା = ____________
Answer:
ଇତି + ଉକ୍ସା = ଇତ୍ଯୁକ୍ତା

ଅତି + ଅନ୍ତମ୍ = ____________
Answer:
ଅତି + ଅନ୍ତମ୍ = ଅତ୍ୟନ୍ତମ

ଇତି + ଆଦିଶତ୍ = ____________
Answer:
ଇତି + ଆଦିଶତ୍ = ଇତ୍ୟାଦିଶତ

ଅପି + ଏତେଷୁ = ____________
Answer:
ଅପି + ଏତେଷୁ = ଅଧ୍ୟତେଷୁ

ପ୍ରତି + ଉପକାରଃ = ____________
Answer:
ପ୍ରତି + ଉପକାରଃ = ପ୍ରତ୍ଯୁପକାରଃ ‍

ଅଭି + ଉଦୟଃ = ____________
Answer:
ଅଭି + ଉଦୟଃ = ଅଭ୍ୟୁଦୟଃ

ଦେବୀ + ଉବାଚ = ____________
Answer:
ଦେବୀ + ଉବାଚ = ଦେବ୍ୟବାଚ

ଅସ୍ଥି + ଉତ୍ତରସ୍ୟାମ୍ = ____________
Answer:
ଅସ୍ତି + ଉତ୍ତରସ୍ୟାମ୍ = ଅଭ୍ୟୁତ୍ତରସ୍ୟାମ୍

ପ୍ରତି + ଏକଃ = ____________
Answer:
ପ୍ରତି + ଏକଃ = ପ୍ରତ୍ୟେକ

ଅପି + ଉପାୟେନ = ____________
Answer:
ଅପି + ଉପାୟେନ = ଅପ୍ୟୁପାୟେନ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

୨ । ସନ୍ଧିବିଚ୍ଛେଦଂ କୁରୁତ ରେଖାରୂଢ଼ାନାଂ ପଦାନାମ୍ ।
ଯଦି ଦାସ୍ୟସି ନେଚ୍ଛାମି ନ ଦାସ୍ୟସି ପିବାମ୍ୟହମ୍ ।
Answer:
ନ + ଇଚ୍ଛାମି, ପିବାମି + ଅହମ୍

୮ । ଉ/ ଉ + ଉବର୍ଣ୍ଣିଭିନ୍ନ କୌଣସି ସ୍ଟର = ଚ୍ + ସ୍ବର
ଯଥା – ସୁ + ଆଗତମ୍ + (ସ୍ + ଉ + ଆଗତମ୍ = ସ୍ + ଚ୍ + ଆଗତମ୍) = ସ୍ବାଗତମ୍
ସୁ + ଅସ୍ଥି = (ସ୍ + ଉ + ଅସ୍ତି = ସ୍ + ଚ୍ + ଅସ୍ଥି) = ସ୍ବସ୍ତି

ଅଭ୍ୟ।ସଃ
ସନ୍ଧି କୁରୁତ ।
ଅନୁ + ଅୟଃ = ____________
Answer:
ଅନୁ + ଅୟଃ = ଅନ୍ୱୟଃ

ଆଗଚ୍ଛତୁ + ଅତ୍ର = ____________
Answer:
ଆଗଚ୍ଛତୁ + ଅତ୍ର = ଆଗଚ୍ଛତ୍ବତ୍ର

ଖଳୁ + ଅହମ୍ = ____________
Answer:
ଖଳୁ + ଅହମ୍ = ଖଡ୍ଗହମ୍

ପଚତୁ + ଓଦନମ୍ = ____________
Answer:
ପଚତୁ + ଓଦନମ୍ = ପଚତ୍ୟାଦିନମ

ସାଧୁ + ଆଦେଶଃ = ____________
Answer:
ସାଧୁ + ଆଦେଶଃ = ସାଧ୍ଧଦେଶଃ

ଅନୁ + ଅଗଚ୍ଛତ୍ = ____________
Answer:
ଅନୁ + ଅଗଚ୍ଛତ୍ = ଅନ୍ଧଗଚ୍ଛତ୍

ଅନୁ + ଅସରତ୍ = ____________
Answer:
ଅନୁ + ଅସରତ୍ = ଅନୁସରତ୍‌

ଅନୁ + ଏଷଣମ୍ = ____________
Answer:
ଅନୁ + ଏଷଣମ୍ = ଅନ୍ଵେଷଣମ୍

ବଧୂ + ଆଦେଶଃ = ____________
Answer:
ସାଧୁ + ଆଦେଶଃ = ସାଧ୍ଧଦେଶଃ

ଭୂ + ଆଦି = ____________
Answer:
ଭୂ + ଆଦି = ତ୍ବାବି

୯ । ର/ର + ଋ ବର୍ଷଭିନ୍ନ କୌଣସି ସ୍ଵର = ର୍ +ସ୍ବର
ଯଥା – ପିତୃ + ଆଦେଶଃ = (ପିତୃ + ଋ + ଆଦେଶ = ପିତ୍ + ଊ + ଆଦେଶଃ) = ପିତ୍ରାଦେଶଃ ।
ମାତୃ + ଆଜ୍ଞା = (ମାତ୍ + ଋ + ଆଜ୍ଞା = ମାତ୍ + ର୍ + ଆଜ୍ଞ) ମାତ୍ରାଜ୍ଞା

ଅଭ୍ୟ।ସଃ
ଭ୍ରାତୃ + ଆଜ୍ଞା = ____________
Answer:
ଭ୍ରାତୃ + ଆଜ୍ଞା = ଭ୍ରାତ୍ରାଦେଶଃ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ମାତୃ + ଇଚ୍ଛା = ____________
Answer:
ମାତୃ + ଇଚ୍ଛା = ମାତ୍ରେଚ୍ଛା

ଦାତୃ + ଉପଦେଶଃ = ____________
Answer:
ଦାତୃ + ଉପଦେଶଃ = ଦାଦ୍ରୁପଦେଶଃ

ପିତୃ + ଅର୍ଥ = ____________
Answer:
ପିତୃ + ଅର୍ଥ = ପିତ୍ରର୍ଥୀଃ

ପିତୃ + ଅନୁଗ୍ରହ = ____________
Answer:
ପିତୃ + ଅନୁଗ୍ରହ = ପିତ୍ରନୁଗ୍ରହଃ

ମାତୃ + ଅନୁମତିଃ = ____________
Answer:
ମାତୃ + ଅନୁମତିଃ = ମାତ୍ରନୁମତିଃ

ପିତୃ + ଅଂଶଃ = ____________
Answer:
ପିତୃ + ଅଂଶଃ = ପିତ୍ରିଂଶଃ

ସବିତୃ + ଉଦୟଃ = ____________
Answer:
ସବିତୃ + ଉଦୟଃ = ସବିତୁଦୟଃ

୧୦ । ପଦାନ୍ତ ଏ + ଅ = ଏଽ
ଯଥା – ତେ + ଅଦ୍ୟ = ତେଽଦ୍ୟ, ଦେହେ + ଅସ୍ଥିନ୍ = ଦେହେଽସ୍ମିନ୍

ଅଭ୍ୟ।ସଃ
୧ । ସନ୍ଧି କୁରୁତ ।
କ୍ଷୁଦ୍ରେ + ଅପି = ____________
Answer:
କ୍ଷୁଦ୍ରେ + ଅପି = କ୍ଷୁଦ୍ରେଽପି

ବୃକ୍ଷେ + ଅସ୍ଥିନ୍ = ____________
Answer:
ବୃକ୍ଷେ + ଅସ୍ଥିନ୍ = ବୃକ୍ଷେଽସ୍ମିନ୍

ସୁଖେ + ଅସୁଖେ = ____________
Answer:
ସୁଖେ + ଅସୁଖେ = ସୁଖେଽସୁଖେ

ଯାଚତେ + ଅର୍ଥମ୍ = ____________
Answer:
ଯାଚତେ + ଅର୍ଥମ୍ = ଯାଚତେଽର୍ଥମ

ଗୁରବେ + ଅବଦନ୍ = ____________
Answer:
ଗୁରବେ + ଅବଦନ୍ = ଗୁରୁବେଽବଦନ୍

ତେ + ଅପି = ____________
Answer:
ତେ + ଅପି = ତେଽପି

ବନେ + ଅତ୍ର = ____________
Answer:
ବନେ + ଅତ୍ର = ବନେଽତ୍ର

ତେ + ଅଗଚ୍ଛନ୍ = ____________
Answer:
ତେ + ଅଗଚ୍ଛନ୍ = ତେଽଗଚ୍ଛନ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଯାଚିତେ + ଅୟମ୍ = ____________
Answer:
ଯାଚିତେ + ଅୟମ୍ = ଯାଚତେଽୟମ

ତେ + ଅହମ୍ = ____________
Answer:
ତେ + ଅହମ୍ = ତେଽହମ୍

୧୧ । ପଦାନ୍ତ ଓ + ଅ = ଽ
ଯଥା – ବିଷୋ + ଅଧୂକମ୍ = ବିଷୋଽଧ୍ୱକମ୍ ।

ଅଭ୍ୟ।ସଃ
୧ । ସନ୍ଧି କୁରୁତ ।
ବନ୍ଧା + ଅତ୍ର = ____________
Answer:
ବନ୍ଧା + ଅତ୍ର = ବନ୍ଧେ ଽତ୍ର

ଗୁରୋ + ଅହମ୍ = ____________
Answer:
ଗୁରୋ + ଅହମ୍ = ଗୁରୋହମ୍

୨ । ପଠିତନିୟମାନୁସାରଂ ସପିଂ କୁରୁତ ।
(କ) ଏକାକିନୀ + ଆଗଚ୍ଛତି ।
Answer:
ଏକାକିନ୍ଯାଗଚ୍ଛତି

(ଖ) ଗଙ୍ଗା + ଅବତରତି
Answer:
ଗଙ୍ଗାବତରତି

(ଗ) ବନେ + ଅତ୍ର
Answer:
ବନେଽତ୍ର

(ଘ) ଉପରି + ଉପବିଶତି
Answer:
ଉପର୍ୟ୍ଯୁପବିଶତି

(ଙ) ଅମ୍ଳାନମ୍ + ଅପଶ୍ୟମ୍
Answer:
ଆତ୍ମାନପଶ୍ୟମ୍

(ଚ) ମୁନି + ଇଚ୍ଛା
Answer:
ମୁନୀଚ୍ଛା

(ଛ) କଃ + ଅପି
Answer:
କୋଽପି

(ଜ) ବେଗେନ + ଉତ୍‌ତ୍ୟ
Answer:
ବେଗେନୋତ୍‌ପ୍ ତ୍ୟ

(ଝ) ବହୁ + ଇଚ୍ଛାମି
Answer:
ବହୁଇଚ୍ଛାମି

(ଞ) ଅଶ୍ରୁତ୍ଵା + ଏବ
Answer:
ଅଶ୍ରୁତ୍ତ୍ଵେବ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

(ଟ) ପରମ + ଋତମ୍
Answer:
ପରମଋତମ୍

୧୨ । ଏ + କୌଣସି ସ୍ତର = ଅୟ + ସ୍ବର
ଯଥା – ନେ + ଅନମ୍ = (ନ୍ + ଏ + ଅନ = ନ୍ + ଅୟ + ଅନ) = ନୟନମ୍
ଶେ + ଅନମ୍ = (ଶ୍ + ଏ + ଅନ = ଶ୍ + ଅୟ + ଅନ) = ଶୟନମ୍ )

ଅଭ୍ୟ।ସଃ
ନେ + ଅତି = ____________
Answer:
ନେ + ଅତି = ନୟତି

ତେ + ଆଗତ = ____________
Answer:
ତେ + ଆଗତ = ତ ଆଗତଃ

ଚେ + ଅନମ୍ = ____________
Answer:
ଚେ + ଅନମ୍ = ଚୟନମ

ଯେ + ଇହ = ____________
Answer:
ଯେ + ଇହ = ଯୟହ

ହରେ + ଏହି = ____________
Answer:
ହରେ + ଏହି = ହରୟହି

୧୩ । ଏ + କୌଣସି ସ୍ଵର = ଆୟ + ସ୍ବର
ଯଥା – ଗୈ + ଅକଃ = (ଗ୍ + ଐ + ଅକ= ଗ୍ + ଆୟ + ଅକ) = ଗାୟକଃ
ନୈ + ଅକଃ = (ନ୍ + ଐ + ଅକ = ଚ୍ +ଆୟ + ଅକ) = ନାୟକଃ
୧। ସପିଂ କୁରୁତ।
କସ୍ମି + ଅଦଦାତ୍ = (କସ୍ମ + ଆୟ + ଅଦଦାତ୍) = ____________
Answer:
କହ୍ନେ + ଅଦଦାତ୍ = (କସ୍ମ + ଆୟ + ଅଦଦାତ୍) = କସ୍ନାୟଦଦାତ୍ / କସ୍ମାଦଦଦାତ୍

ଶ୍ରିୟୈ + ଇଚ୍ଛା = (ପ୍ରିୟ + ଆୟ + ଇଚ୍ଛା) = ____________
Answer:
ଶ୍ରିୟୈ +ଇଚ୍ଛା = (ପ୍ରିୟ + ଆୟ + ଇଚ୍ଛା ) = ପ୍ରିୟାୟିଚ୍ଛା

ଗୈ + ଅତି = (ଗ୍ + ଆୟ + ଅତି) = ____________
Answer:
ଗୈ + ଅତି = (ଗ୍ + ଆୟ + ଅତି) = ଗାୟତି

ଶ୍ରିୟୈ + ଔସୁକ୍ୟମ୍ = (ପ୍ରିୟ + ଆୟ + ଔସୁକ୍ୟମ୍‌ ) = ____________
Answer:
ଶ୍ରିୟୈ + ଔସ୍ପୃଶ୍ୟମ୍‌ = (ଶ୍ରୟ + ଆୟ + ଔସୁକ୍ୟମ୍) = ପ୍ରିୟାୟୌତ୍ସୁକ୍ୟମ୍‌

୧୪ । ଓ + କୌଣସି ସ୍ଵର = ଅବ + ସ୍ମର
ଯଥା – ପୋ + ଅନଃ = (ପ୍ + ଓ + ଅନ = ପ୍ + ଅବ୍ + ଅନ) = ପବନଃ

ଅଭ୍ୟ।ସଃ
୧ । ସନ୍ଧି କୁରୁତ ।
ଭୋ + ଅନମ୍ = ____________
Answer:
ଭୋ + ଅନମ୍ = ଭବନମ୍

ପୋ + ଇତ୍ର = ____________
Answer:
ପୋ + ଇତ୍ର = ପବିତ୍ର

ଭୋ + ଅତି = ____________
Answer:
ଭୋ + ଅତି = ଭବତି

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଭୋ + ଅତି = ____________
Answer:
ଭୋ + ଅତି = ଭବତି

ଗୋ + ଏଷା = ____________
Answer:
ଗୋ + ଏଷା = ଗବେଷା

ସାଧୋ + ଋତମ୍ + ଆଚରଃ =
Answer:
ସାଧୋ + ଋତମ୍ + ଆଚରଃ = ସାଧବତମାଚାରଃ

୧୫ । ଔ + କୌଣସି ସ୍ଵର = ଆବ୍ + ସ୍ବର
ଯଥା – ପୌ + ଅକଃ = (ପ୍ + ଔ + ଅକ = ପ୍ +ଆବ୍ + ଅକ) = ପାବକଃ

ଭୌ + ଉକଃ = ____________
Answer:
ଭୌ + ଉକଃ = ଭାବୁକଃ

ଦ୍ରୌ + ଇମୌ = ____________
Answer:
ଦ୍ରୌ + ଇମୌ = ଦ୍ଭାବିମୌ

ତୌ + ଏତୌ = ____________
Answer:
ତୌ + ଏତୌ = ତାବେତେ

ରାକ୍ଷ୍ନୌ + ଆଗତୌ = ____________
Answer:
ରାକ୍ଷ୍ନୌ + ଆଗତୌ = ରାତ୍ରବାଗତୌ

ଗତୌ + ଉଭୌ = ____________
Answer:
ଗତୌ + ଉଭୌ = ଗତାବୁଭୌ

ନୌ + ଇକଃ = ____________
Answer:
ନୌ + ଇକଃ = ନାୟକଃ

ତୌ + ଉଭୌ = ____________
Answer:
ତୌ + ଉଭୌ = ତାବୁଭୌ

ରାକ୍ଷ୍ନୌ + ଅହନି = ____________
Answer:
ରାକ୍ଷ୍ନୌ + ଅହନି = ରାତ୍ରାବହନି

ରବୌ + ଉଦିତେ = ____________
Answer:
ରବୌ + ଉଦିତେ = ରବାବୁଦେତି

ଉଭୌ + ଏତୌ = ____________
Answer:
ଉଭୌ + ଏତୌ = ଉଭାବେତ୍ୟେ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

୧୬ । ପଦାନ୍ତ ଅୟ । ଆୟ । ଅବ । ଆବ + କୌଣସି ସ୍ଵର = ୟ / ବ ଲୋପ (ବିକଳ୍ପରେ)
ଯଥା – ସର୍ବେ + ଏବ = ସର୍ଚ୍ + ଏ + ଏବ = ସର୍ଚ୍ + ଅୟ + ଏବ = ସର୍ବୟେବ
ଅଥବା ସର୍ଚ୍ + ଅ + ଏବ = ସର୍ବ ଏବ (ଲୋପ ପକ୍ଷେ) ।
‘ୟ’ ଲୋପ ‘ବ୍‌’ ଲୋପ ସନ୍ଧିର ପୁନଃ ସନ୍ଧି ହୁଏ ନାହିଁ ।

ଲୋପସନ୍ଧେଃ ଉଦାହରଣାନି
କ୍ଷିତିଜେ + ଉଦୟତି = କ୍ଷିତିଜୟୁଦୟତି / କ୍ଷିତିଜ ଉଦୟତି ।
ଉଦ୍ୟାନେ + ଆବାସ = ଉଦ୍ୟାନୟାବାନଃ / ଉଦ୍ୟାନ ଆବାସୀ ।
କ୍ଷଣେ + ଏବ = କ୍ଷଣୟେବ / କ୍ଷଣ ଏବ
ପାତ୍ରେ + ଓଦନମ୍ = ପାତ୍ରୟୋଦନମ୍ / ପାତ୍ର ଓଦନମ୍ ।
ଖେଳେ + ଇଚ୍ଛା = ଖେଳୟିଚ୍ଛା / ଖେଳ ଇଚ୍ଛା ।
ଅରଣ୍ୟ + ଔଷଧମ୍ = ଅରଣ୍ୟଯୌଷଧମ୍ / ଅରଣ୍ୟ ଔଷଧମ୍ ।
ପାଠେ + ଉଦାସୀନତା = ପାଠୟୁଦାସୀନତା / ପାଠ ଉଦାସୀନତା ।
ହସ୍ତେ + ଏବ = ହସ୍ତୟେବ / ହସ୍ତ ଏବ
ତସ୍ମି + ଅୟଚ୍ଛତ୍ = ତନ୍ମାୟୟଚ୍ଛତ୍ / ତସ୍ମା ଅୟଚ୍ଛତ୍
ତନ୍ତ୍ର୍ୟ + ଅଦଦାତ୍ = (ତଥ୍ୟ + ଆୟ + ଅଦଦାତ୍) = ତସ୍ୟାୟଦଦାତ୍ / ତସ୍ୟା ଅଦଦାତ୍ ।
କସ୍ମି + ଅର୍ପୟତି = କନ୍ମାୟର୍ପୟତି / କସ୍ମା ଅର୍ପୟତି ।
ଅନ୍ୟଗୈ + ଅର୍ପୟ = ଅନ୍ୟନ୍ମାୟର୍ପୟ / ଅନ୍ୟସ୍ଥା ଅର୍ପୟ ।
ତସ୍ୱୀ+ ଅଧୂକମ୍ = ତସ୍ୟାୟଧୂମ୍ / ତସ୍ୟା ଅଧ୍ଵକମ୍ ।
ଅସ୍ଥି + ଅଦ୍ୟ = ଅମ୍ଳୀୟଦ୍ୟ / ଅସ୍ମା ଅଦ୍ୟ ।
ପୂଜାୟେ + ଆଗତା = ପୂଜାୟାୟାଗତା / ପୂଜାୟା ଆଗତା ।
ବ୍ୟାଖ୍ୟାୟେ + ଉ ବାଚ = ବ୍ୟାଖ୍ୟାୟାୟୁବାଚ / ବ୍ୟାଖ୍ୟାୟା ଉବାଚ ।
କନ୍ୟାୟେ + ଔଷଧମ୍ = କନ୍ୟାୟାୟୌଷଧମ୍ / କନ୍ୟାୟା ଔଷଧମ୍ ।
ବିସ୍ଫୋ + ଆଗଚ୍ଛ = (ବିଷ୍ଣୁ + ଓ + ଆଗଛ = ବିଷ୍ଣୁ + ଅବ୍ + ଆଗଛ) ବିଷ୍ଣବାଗଚ୍ଛ
(ଅଥବା) (ବିଶ୍ + ଅ + ଆଗଛ) = ବିଷ ଆଗଚ୍ଛ ।
ବନ୍ଧା + ଈକ୍ଷସ୍ଵ = ବନ୍ଧବୀକ୍ଷସ୍ବ / ବନ୍ଧ ଈକ୍ଷସ୍ବ ।
ପ୍ରଭୋ + ଏହି = ପ୍ରଭବେହି / ପ୍ରଭୁ ଏହି
ଗୁରୋ + ଆଗମ୍ୟତାମ୍ = ଗୁରବାଗମ୍ୟତାମ୍ / ଗୁର ଆଗମ୍ୟତାମ୍ ।
ବନ୍ଧା + ଆଗଛ = ବନ୍ଧବାଗଚ୍ଛ / ବନ୍ଧ ଆଗଚ୍ଛ ।
ଦ୍ରୌ + ଅପି = ଦୃ + ଔ + ଅପି = ଦୃ + ଆବ୍ + ଅପି = ଦ୍ଵାବପି / ଦ୍ବା ଅପି
ରାତ୍ରୋ + ଏବ = ରାତ୍ରାବେବ / ରାତ୍ରା ଏବ ।
ଭୂମୌ + ଉପାବିଶତ୍ = ଭୂମାବୁପାବିଶତ୍ । ଭୂମା ଉପାବିଶତ୍ ।

ଅଭ୍ୟ।ସଃ
୧ । ସନ୍ଧି ସନ୍ଧି କୁରୁତ ।
ପ୍ରବିଷ୍ଟି + ଆବାମ୍ = ____________
Answer:
ପ୍ରବିଷ୍ଟି + ଆବାମ୍ = ପ୍ରବିଷ୍ଟବାବାମ୍ ।

ଉଦଧୌ + ଉଦିତଃ = ____________
Answer:
ଉଦଧୌ + ଉଦିତଃ = ଉଦଧବୁଦିତେ ।

କୌ + ଏତୌ = ____________
Answer:
ତୈ + ଏତୌ = ତାବେତେ ।

ଗତୌ + ଇମୌ = ____________
Answer:
ଗତୌ + ଇମୌ = ଗତାବିନୌ ।

ତୈ + ଏତୌ = ____________
Answer:
ତୈ + ଏତୌ = ତାବେତେ ।

ଅପବାଦାଃ
(କ) କୁଳ + ଅଟା = କୁଳଟା । ମୃତ + ଅଣ୍ଡଃ = ମୃତଣ୍ଡୀ । ସାର + ଅଙ୍ଗଃ = ସାରଙ୍ଗୀ । ସ୍ବ + ଈରଃ = ସୌରଃ । ସୀମ + ଅନ୍ତଃ = ସୀମନ୍ତଃ । ମନସ୍ + ଈଷା = ମୀନଷା । ପ୍ର + ଊଢ଼ଃ = ପ୍ରୌଢ଼ଃ । ଅକ୍ଷ + ଊହିନୀ = ଅକ୍ଷୌହିଣୀ । ଉପ + ଋଚ୍ଛତି = ଉପାର୍ଜ୍ଜତି (ନିକଙ ଗଚ୍ଛତି) । ପ୍ର + ରଚ୍ଛତି =ପ୍ରାଚ୍ଛତି (ଶୀଘ୍ର ଗଚ୍ଛତି) । ସୁଖ + ଋତଃ = ସୁଖାତଃ । ତୃଷା + ଋତଃ = ତୃଷାରଃ । ଅବ + ଏହି = ଅବେହି । ଅପ + ଏହି = ଅପେହି । ପ୍ର + ଏଷୟତି = ପ୍ରେକ୍ଷୟତି । ପ୍ର + ଏଜତେ = ପ୍ରେଜତେ । ବିମ୍ବ + ଓଷ୍ଠୀ = ବିମ୍ବୋଷ୍ଠ / ବିଷ୍ଠ । ସ୍ଥୂଳ + ଓତୁଃ = ସ୍ଥୂଳୋତୁଃ / ସ୍ଥୂଳୋତୁଃ । ପତତ୍ + ଅଞ୍ଜଳି = ପତଞ୍ଜଳି । ଗୋ + ଅକ୍ଷ = ଗବାକ୍ଷ । ଗୋ + ଇନ୍ଦ୍ର = ଗବେଦଃ ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

(ଖ) ଈ-ଊ-ଏକାରାନ୍ତ ଦ୍ବିବଚନ ପଦମାନଙ୍କର ଅନ୍ତସ୍ବର ସହିତ ସ୍ୱରବର୍ଣ୍ଣର ସନ୍ଧି ହୁଏ ନାହିଁ ।
ଯଥା – କବୀ + ଇମୌ = କବୀ ଇର୍ମା ( ଏହି କବି ଦୁଇଜଣ)
ମୁନୀ + ଇମୌ = ମୁନୀ ଇମୌ (ଏହି ମୁନି ଦୁଇଜଣ)
ଗିରୀ ଏତୌ = ଗିରୀ + ଏତେ ।
ବିଦ୍ୟ + ଇମେ = ବିଦ୍ୟ ଇମେ । (ଏହି ବିଦ୍ୟା ଦୁଇଟି)
ମାଳେ + ଆନୟ = ମାଳେ ଆନୟ (ମାଳ ଦୁଇଟି ଆଣ)
ମିତ୍ରେ + ଇମେ = ମିତ୍ରେ ଇମେ । (ଏହି ବନ୍ଧୁ ଦୁଇଜଣ)
ଏତେ ଧେନୁ + ଅସ୍ୟ ଗୋପାଳସ୍ୟ = ଏତେ ଧୈନୂ ଅସ୍ୟ ଗୋପାଳସ୍ୟ ।
ଇମେ ଫଳେ + ଅସ୍ଥି ବାଳକାୟ = ଇମେ ଫଳେ ଅଦ୍ଵୈ ବାଳକାୟ । (ଏହି ଫଳ ଦୁଇଟି ଏହି ପିଲାର)

(ଗ) ‘ଅଦସ୍’ ଶବ୍ଦର ମକାର ପରସ୍ଥିତ ଈକାର – ଊକାରର ସନ୍ଧି ହୁଏ ନାହିଁ ।
ଯଥା – ଅମୀ + ଅଶ୍ୱାଃ = ଅମୀ ଅଶ୍ୱାଃ (ଏହି ଘୋଡ଼ାମାନେ)
ଅମୀ + ଆର୍ଯ୍ୟାଃ = ଅମୀ ଆର୍ଯ୍ୟାଃ (ଏହି ଆର୍ଯ୍ୟମାନେ)
ଅମୂ + ଅସୁରୌ = ଅମୂ ଅସୁରୌ (ଏହି ଅସୁରଦୁହେଁ)
ଅମୂ + ଅର୍ଭକୌ = ଅମୂ ଅର୍ଭକୌ (ଏହି ପିଲା ଦୁଇଟି)

(ଘ) ଅଚ୍ (ସ୍ଵରବର୍ଷ) ପରେ ଥିଲେ ତସ୍ୱରର ସନ୍ଧି ହୁଏ ନାହିଁ ।
ଯଥା – ଇହାଗଚ୍ଛ ଭୋ ହେରେ ଇହାଗଚ୍ଛ । (ଏଠାକୁ ଆସ ହେ ହରି ଏଠାକୁ ଆସ ।)
ଆବିର୍ଭାବ ହେ ଈଶ ଆବିର୍ଭାବ । (ଆବିର୍ଭାବ ହୁଅ ହେଁ ଈଶ୍ବର ଆବିର୍ଭାବ ହୁଅ ।)
ଏହି କୃଷ୍ଣ ଏହି ମାମ୍ । (ଆସ କୃଷ୍ଣ ମୋ ପାଖକୁ ଆସ ।)

(ଙ) ଆଡ୍ ଭିନ୍ନ ଓକାରାନ୍ତ ଏବଂ ଏକସ୍ଵରମାତ୍ର ଅବ୍ୟୟର ପରସ୍ପର ସହ ସନ୍ଧି ହୁଏ ନାହିଁ ।
ଯଥା – ଅହୋ + ଅନିଷ୍ଟମ୍ ଆପତିତମ୍ = ଅହୋ ଅନିଷ୍ଟମ୍ ଆପତିତମ୍ ।
Answer:
ହେ କି ଅନିଷ୍ଟ ପଡ଼ିଲା ।

ଆ + ଏବଂ ନ କର୍ତ୍ତବ୍ୟମ୍ = ଆ ଏବଂ ନ କର୍ତ୍ତବ୍ୟମ୍ ।
Answer:
ଡଃ ଏମିତି କରିବା ଅନୁଚିତ ।

ସୂତ୍ର ସୂଚନା
୧ | ଅତଃ ସବର୍ଷେ ଦୀର୍ଘ । ପା ୬. ୧.୧୦୧ ।
ଅତଃ – ଅ, ଆ, ଇ, ଈ, ଉ, ଊ, ଋ, ୠ, ଌ ।
ସବର୍ଣ୍ଣ – ଉଚ୍ଚାରଣସ୍ଥାନ ଏବଂ ଆଭ୍ୟନ୍ତର ପ୍ରଯତ୍ନ ଦୃଷ୍ଟିରୁ ସମାନ ସ୍ଵରବର୍ଣ । ସବର୍ଣ୍ଣ ସ୍ଵର ପରେ ଥିଲେ ପୂର୍ବ ପର ଦୁଇଟିଯାକର ଦୀର୍ଘ ଏକାଦେଶ ହୁଏ ।

୨ । ଇକୋ ଯଣଚି । ପା.୬.୧.୭୭ ।
ଇକ୍ – ଇ, ଈ, ଉ, ଊ, ୠ, ୠ, ଌ ।
ଯଣ୍ – ୟ, ବ୍, ର୍, ଲ୍ ।
ଅଚ୍ – ସମସ୍ତ ସ୍ୱରବର୍ଣ୍ଣ ।
ସବର୍ଣ ଭିନ୍ନ ସ୍ୱରବର୍ଣ୍ଣ ପରେ ଥିଲେ ‘ଇ’ ବର୍ଷ ସ୍ଥାନରେ ‘ୟ’, ଉ ବର୍ଷ ସ୍ଥାନରେ ‘ବ୍‌’ଋ ବର୍ଷ ସ୍ଥାନରେ ‘ର୍’ ଏବଂ ‘୫’ ବର୍ଣ୍ଣ ସ୍ଥାନରେ ଲ୍ ହୁଏ ।

୩ । ଏଚୋଽୟବାୟାମଃ । ପା.୬.୧.୭୮ ।
ଏନଃ + ଅୟ + ଅବ୍ + ଆୟ + ଆବ୍ + ଅ ।
ଏଚ୍ – ଏ, ଓ, ଐ, ଔ ।
‘ଏ’ ସସ୍ଥାନରେ ଅୟ, ‘ଓ’ ସ୍ଥାନରେ ଅବ୍, ‘ଐ’ ସ୍ଥାନରେ ଆୟ, ‘ଔ’ ସ୍ଥାନରେ ଆବ୍ ହୁଏ ସ୍ୱରବର୍ଣ୍ଣ ପରେ ଥିଲେ ।

୪ । ଲୋପଃ ଶାକଲ୍ଯସ୍ୟ । ପା, ୮.୩.୧୯ ।
୫ । ଈଦେଦ୍ ଦ୍ବିବଚନ, ପ୍ରଗୃହ୍ୟମ୍ । ପା.୧.୧.୧୧ ।

ବ୍ୟଞ୍ଜନସନ୍ଧିଃ
ବ୍ୟଞ୍ଜନବର୍ଣ୍ଣ ସହିତ ବ୍ୟଞ୍ଜନବର୍ଣ୍ଣର ଓ ବ୍ୟଞ୍ଜନବର୍ଷ ସହିତ ସ୍ଵରବର୍ଣ୍ଣର ମିଳନକୁ ବ୍ୟଞ୍ଜନସନ୍ଧି କହନ୍ତି ।
ବର୍ଣ୍ଣସଂଯୋଗ = ମ୍ + ସ୍ୱରାଃ
= ମ୍ + ଅ, ଆ, ଇ, ଈ, ଉ, ଊ,ଋ, ୠ, 2, ଏ, ଐ, ଓ, ଔ
= ମ, ମା, ମି, ମୀ, ମୁ, ମୂ, ମୃ, ମୄ, ମୢ, ମୣ, ମେ, ମୈ, ମୋ, ମୌ

(କ) ମ୍ -> ଠ
(ଅନୁସ୍ବାର – ସନ୍ଧି)
ମ୍ ସ୍ଥାନରେ ଅନୁସ୍ବାର

ନିୟମ – ୧
ଉଦାହରଣ :
ଗୃହମ୍ + ଅଗଚ୍ଛତ୍ = ଗୃହମଗଚ୍ଛତ୍ ।
ଗୃହମ୍ + ଆଗତଃ = ଗୃହମାଗତଃ, ଇତ୍ୟାଦି । ମ୍ ସହିତ ସ୍ୱରବର୍ଣ୍ଣଙ୍କର ସଂଯୋଗ ହୁଏ, ସନ୍ଧି ନୁହେଁ ।
ମ୍ ପରେ ବ୍ୟଞ୍ଜନ ଥିଲେ ସନ୍ଧି ହୁଏ; ମ୍ ର ଅନୁସ୍ବାର ହୁଏ ଏବଂ ପରବର୍ତ୍ତୀ ବ୍ୟଞ୍ଜନ ପୂର୍ବବତ୍ ରହେ ।

ଉଦାହରଣ :
ଲତାମ୍ + ପ୍ରତି = ଲତାଂ ← ସନ୍ଧି
ଏଠାରେ ସନ୍ଧିରେ ବ୍ୟଞ୍ଜନ ପରେ ଥ‌ିବାରୁ ମ୍ ସ୍ଥାନରେ ଅନୁସ୍ବାର (ଂ) ହୋଇଗଲା ।
କିନ୍ତୁ ଲତାମ୍ + ଅପଶ୍ୟତ୍ = ଲତାମପଶ୍ୟତ୍ ← ସଂଯୋଗ ।
ଏଠାରେ ପରପଦର ଆଦିବର୍ଷ ସ୍ବର ହୋଇଥିବାରୁ ‘ମ୍’ ଏବଂ ‘ଅ’ ବର୍ଷ ସଂଯୋଗ ହେଲା ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଅନ୍ୟାନ୍ୟ ଉଦାହରଣ :
(କ) ବାଳିକା ବିଦ୍ୟାଳୟମ୍ ପ୍ରତି ଗଚ୍ଛତି ।
= ବାଳିକା ବିଦ୍ୟାଳୟଂ ପ୍ରତି ଗଚ୍ଛତି ।
(ଖ) ପଶ୍ୟ ବୃକ୍ଷସ୍ୟ ମହିମାନମ ମନୋହାରିତ୍ୱମ୍ ଚ ।
= ପଶ୍ୟ ବୃକ୍ଷସ୍ୟ ମହିମାନଂ ମନୋହାରିତଂ ଚ ।

ଅଭ୍ୟ।ସଃ
୧ । ଉତ୍ତରଂ କୁରୁତ ।
(କ) କସ୍ମାତ୍ ପୂର୍ବ ‘ମ୍’କାରସ୍ୟ ଅନୁସ୍ଵାରଃ ଭବତି ? (ବ୍ୟଞ୍ଜନାତ୍, ସ୍ଵରାତ୍)
Answer:
ବ୍ୟଞ୍ଜନାତ୍

(ଖ) କସ୍ମାତ୍ ପୂର୍ବ ‘ମ୍’ କାରସ୍ୟ ବର୍ଷ ସଂଯୋଗ ଭବତି ? (ବ୍ୟଞ୍ଜନାତ୍, ସ୍ଵରାତ୍)
Answer:
ସ୍ଵରାତ୍

୨ । ଅଧୋଲିଞ୍ଚେଷୁ ବାକ୍ୟଷୁ ସନ୍ଧିଯୁକ୍ତପଦାନାଂ ନିରୁପଣଂ କୁରୁତ ।
(କ) ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
Answer:
ନୈନମ୍

(ଖ) ତ୍ରୟା ସହ ଧର୍ମ ନୂନଂ ଯାସ୍ୟାତି ।
Answer:
ନୂନମ୍ ଯାସ୍ୟତି

(ଗ) କୈବ୍ୟଂ ମା ସ୍ମ ଗମଃ ପାର୍ଥ ।
Answer:
ସ୍ମ ଗମଃ

(ଘ) ସଚ୍ଛୟଂ ସଂବଦୟଂ ସଂବୋ ମନାଂସି ଜାନତାମ୍ ।
Answer:
ସଂବୋ ମନାଂସି

(ଙ) ବିଦ୍ୟା ଦଦାତି ବିନୟଂ ବିନୟାତ୍ ଯାତି ପାତ୍ରତାମ୍ ।
Answer:
ବିନୟାତ୍ର ଯାତି

୩ । ଅନୁସ୍ଟାରସନ୍ଧି ବିଧାୟ ନିମ୍ନ ପ୍ରଦତ୍ତାନୁଚ୍ଛେଦଂ ପୁନଃ ଲିଖତ ।
ଏକ ମୁନଃ ଏକାମ୍ ବାଳମୂଷିକାମ୍ ଅପଶ୍ୟତ୍ । ତାମ୍ ଗୃହମ୍ ଆନୀୟ ଡଃ ଅଚିନ୍ତୟତ୍ – ଅସ୍ୟା ବିବାହମ୍ କେନାପି ବଳିଷ୍ଟେନ ସହ କାରୟିଷ୍ୟାମି । ନୂନମ୍ ସୂର୍ଯ୍ୟ ଏବ ବଳିଷ୍ଠ ।
Answer:
ଏକ ମୁନଃ ଏକାଂ ବାଳମୂଷିକାମ୍ରପଶ୍ୟତ୍ର । ତାଂ ଗ୍ରହମାନୀୟ ଡଃ ଅଚିନ୍ତୟତ ଅସ୍ୟା ବିବାହଂ କେନାପି ବଳିଷ୍ଟେନ ସହ କାରୟିଷ୍ୟାମି । ନୂନଂ ସୂର୍ଯ୍ୟ ଏକ ବଳିଷ୍ଠ ।

ନିୟମ – ୨
ହ୍ରସ୍ଵ ସ୍ଵରଃ + ର୍ + ଋ = ଦୀର୍ଘସ୍ଵରଃ + ର
(ର୍ ପୂର୍ବବର୍ତୀ ରେଫ (ର୍) ଲୋପ ଏବଂ ଦୀର୍ଘସ୍ଵରତ୍ନ)
ପୂର୍ବପଦର ଅନ୍ତରେ ହ୍ରସ୍ଵସ୍ଵର (ଅ / ଇ / ଉ) + ର୍ ଥ‌ିବା ଯଥା (କ) ପୁନର୍, (ଖ) ଅନ୍ତର୍, (ଗ) ହରିର୍, (ଘ) ନିର୍, (ଙ) ଗୁରୁର୍, (ଚ) ଶମ୍ଭୁର୍ ଇତ୍ୟାଦି, ପଦଗୁଡ଼ିକର ଉତ୍ତରପଦର ଆଦିରେ ‘ର୍’ ଥ‌ିବା ପଦ ଯଥା (କ) ରମତେ, (ଖ) ରାଷ୍ଟ୍ରୀୟଃ, (ଗ) ରାଜତେ, (ଘ) ରୋଗୀ, (ଙ) ରୁଷ୍ଟ, (ଚ) ରାଧ୍ୟତେ ଇତ୍ୟାଦି ପଦଗୁଡ଼ିକ ସହିତ ଯଥାକ୍ରମେ ସନ୍ଧି ହେଲେ ପୂର୍ବପଦର ହ୍ରସ୍ବ ସ୍ଵର (ଅ / ଇ / ଉ) ର ଦୀର୍ଘସ୍ଵର (ଆ / ଈ / ଊ) ହୋଇଯାଏ ଏବଂ ପୂର୍ବବର୍ତୀ ‘ର୍’ ର ଲୋପ ହୁଏ । ଫଳରେ ଯଥାକ୍ରମେ
ପୁନାରମତେ, ଅନ୍ତଃରାଷ୍ଟ୍ରୀୟଃ, ହରୀରାଜତେ, ନୀରୋଗୀ, ଗୁରୁରୁଷ୍ଟ ଶମ୍ଭୁରାଧ୍ୟତେ ଏବଂ ବିଂଶତୀରୂଦ୍ୟକାଣି ପରି ସନ୍ଧି-ନିଷ୍ପନ୍ନ ପଦମାନ ମିଳିଥା’ନ୍ତି ।

ଅଭ୍ୟ।ସଃ
(କ) ନିର୍ + ରକଃ = ____________
Answer:
ନିର୍ + ରକଃ = ନୀରବଃ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

(ଖ) ନିର୍ + ରନଃ = ____________
Answer:
ନିର୍ + ରନଃ = ନୀରସମ୍

(ଗ) ନିଃ + ରଜଃ = ____________
Answer:
ନିଃ + ରଜଃ = ନୀରଜଃ

(ଘ) ଶମ୍ଭୁ + ରମ୍ୟ = ____________
Answer:
ଶମ୍ଭୁ + ରମ୍ୟ = ଶମ୍ଭୁରମ୍ୟଃ

(ଙ) ଗୁରୁର୍ + ରକ୍ଷକଃ = ____________
Answer:
ଗୁରୁର୍ + ରକ୍ଷକଃ = ଗୁରୂରକ୍ଷକଃ

(ଚ) ଅନ୍ତର୍ + ରାଜ୍ୟମ୍ = ____________
Answer:
ଅନ୍ତର୍ + ରାଜ୍ୟମ୍ = ଅନ୍ତାରାଜ୍ୟମ୍

ନିୟମ – ୩
ଚ୍, ଟ, ତ୍, ପ୍ → ଗ, ଜ୍, ୮, ୧, ବ୍
(ବର୍ଗୀୟ ପ୍ରଥମ ବର୍ଷମାନଙ୍କର ତୃତୀୟ ବର୍ଷକୁ ପରିବର୍ତ୍ତନ)
(କ) କ୍ → ଗ୍ (କ୍ ଖ୍ ଗ୍ ଘ୍ ଡ୍)
ଉଦାହରଣ :

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍ 1

(ଖ) ଚ୍ → ଜ୍(ଚ୍ ଛ୍ ଜ୍ ଟ୍ ଚ୍)

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍ 2

(ଗ) ଟ୍ →ଡ୍(ଟ୍ ଠ୍ ଡ୍ ଢ ଣ୍ )

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍ 3

(ଘ) ତ୍ →ଦ୍(ତ୍ ଥ୍ ଦ୍ ଧ୍ ନ୍)

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍ 4

(ଙ) ପ୍ → ବ୍ (ପ୍ ଫ୍ ବ୍ ଭ୍ ମ୍ )

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଅଭ୍ୟ।ସଃ
୧ । ନିମ୍ନଲିଖୂତେଷୁ ଉଦାହରଣେଷୁ ଶୂନ୍ୟସ୍ଥାନାନି ପୂରୟତ ।
(କ) ବାକ୍ + ____________ = ବାଗଥୌ
Answer:
ବାକ୍ + ଅର୍ଥେ = ବାଗଥୌ

(ଖ) ____________ + ଦାନମ୍ = ବାଗ୍ଦାନମ୍
Answer:
ବାକ୍ + ଦାନମ୍ = ବାଗ୍ଦାନମ୍

(ଗ) ଷଟ୍ + ____________ = ଷଡ୍ଦେବାଃ
Answer:
ଷଟ୍ + ଦେବା = ଷଡ୍ଦେବାଃ

(ଘ) ବୃହତ୍ + ରଥଃ = ____________
Answer:
ବୃହତ୍ + ରଥଃ = ବୃହଦ୍ରଶଃ

(ଙ) ____________ + ଦାନମ୍ = ମହଦ୍ଦାନମ୍
Answer:
ମହତ୍ + ଦାନମ୍ = ମହଦ୍ଦାନମ୍

(ଚ) ____________ + ____________ = ସଦାଚାରଃ
Answer:
ସତୁ + ଆଚାରଃ = ସଦାଚାରଃ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

(ଛ) ଚିତ୍ + ____________ = ଚିଦାନନ୍ଦ
Answer:
ଚିତ୍ + ଆନନ୍ଦ = ଚିଦାନନ୍ଦ

(ଜ) ବାକ୍ + ____________ = ବାଗୁତ୍ତମା
Answer:
ବାକ୍ + ଉତ୍ତମା = ବାଗୁତ୍ତମା

(ଝ) ଜଗତ୍ + ବନ୍ଧୁ = ____________
Answer:
ଜଗତ୍ + ବନ୍ଧୁ = ଜଗବନ୍ଧୁ

(ଞ) ____________ + ଧନମ୍ = ମହଦ୍ଧନମ୍
Answer:
ମହତ୍ + ଧନମ୍ = ମହଦ୍ଧନମ୍

ନିୟମ – ୪
ତ୍ → ଚ
ନିୟମ ନ. ୩ ଅନୁଯାୟୀ ‘ତ୍’ ସ୍ଥାନରେ ‘ଦ୍’ ହୁଏ ମାତ୍ର ଉତ୍ତରପଦର ପ୍ରଥମ ବର୍ଣ୍ଣ ‘ଚ୍’ କିମ୍ବା ଚ ବର୍ଗର କୌଣସି ବର୍ଷ ହୋଇଥାଏ; ତେବେ ‘ତ୍’ ସ୍ଥାନରେ ‘ଦ୍’ ବଳଦରେ ‘ଚ୍’ ହୁଏ ।
ଉଦାହରଣ :
ଏତତ୍ + ଚ = ଏତଚ୍ + ଚ = ଏତକ
ଅନ୍ୟତ୍ + ଚ = ଅନ୍ୟଚ୍ + ଚ = ଅନ୍ୟଜ
ତତ୍ + ଚ = ତଚ୍ + ଚ = ତଚ୍ଚ

ଅଭ୍ୟ।ସଃ
(କ) ସତ୍ + ଚିତ୍ର = ____________
Answer:
ସତ୍ + ଚିତ୍ର = ସଚ୍ଚିତ

(ଖ) ଉତ୍ + ଚୟ = ____________
Answer:
ଉତ୍ + ଚୟ = ଉଚ୍ଚୟ

(ଗ) ତତ୍ + ଚିତ୍ରମ୍ = ____________
Answer:
ତତ୍ + ଚିତ୍ରମ୍ = ତଚ୍ଚିତ୍ରମ୍

(ଘ) ଶରତ୍ + ଚନ୍ଦ୍ର = ____________
Answer:
ଶରତ୍ + ଚନ୍ଦ୍ର = ଶରଚ୍ଛଦୁଃ

(ଙ) ତତ୍ + ____________ = ତଳକ୍ରମ
Answer:
ତତ୍ + ଚକ୍ରମ = ତଳକ୍ରମ

(ଚ) ତତ୍ + ଛତ୍ରମ୍ = ____________
Answer:
ତତ୍ + ଛତ୍ରମ୍ = ତଚ୍ଛତ୍ରମ୍

(ଛ) ସତ୍ + ____________ = ସଚ୍ଚରିତ୍ରମ୍
Answer:
ସତ୍ + ଚରିତ୍ରମ୍ = ସଚ୍ଚରିତ୍ରମ୍

(ଜ) ମହତ୍ + ଚିତ୍ରମ୍ = ____________
Answer:
ମହତ୍ + ଚିତ୍ରମ୍ = ମହଚ୍ଚିତ୍ରମ୍

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

(ଝ) ____________ + ଚିନ୍ତୟିତ୍ଵା = ତଚ୍ଚିନ୍ତୟିତ୍ୱ
Answer:
ତତ୍ + ଚିନ୍ତୟିତ୍ଵା = ତଚ୍ଚିନ୍ତୟିତ୍ୱ

(ଞ) ____________ + ଚରଣେଷୁ = ଭବଚ୍ଚରଣେଷୁ
Answer:
ଭବତ୍ + ଚରଣେଷୁ = ଭବଚ୍ଚରଣେଷୁ

(ଟ) ବିପତ୍ + ____________ = ବିପଢିନ୍ତା
Answer:
ବିପତ୍ + ଚିନ୍ତା = ବିପଢିନ୍ତା

(୦) ଭବତ୍ + ଚରଣାରବିନ୍ଦେଷୁ = ____________
Answer:
ଭବତ୍ + ଚରଣାରବିନ୍ଦେଷୁ = ଭବଚ୍ଚରଣମ୍

(ଡି) ଭଗବତ୍ + ଚିନ୍ତନମ୍ = ____________
Answer:
ଭଗବତ୍ + ଚିନ୍ତନମ୍ = ଭଗବଚ୍ଚିନ୍ତନମ

ନିୟମ – ୫
ତ୍ → ଲ
ଯଦି ଉତ୍ତରପଦର ପୂର୍ବ ବର୍ଷ ‘ଲ୍’ ହୁଏ ତେବେ ପୂର୍ବପଦର ଅନ୍ତମବର୍ଣ୍ଣ ‘ତ୍’ ସ୍ଥାନରେ ‘ଲ୍’ ହୋଇଯାଏ ।
ଉଦାହରଣ :
ଉତ୍ + ଲାସଃ = ଭଲ୍ + ଲାକଃ = ଉଲ୍ଲାସଃ
ସମୁଦ୍ର + ଲେଖଃ = ସମୁଲ୍ + ଲେଖଃ = ସମୁଲ୍ଲେଖ

ଅଭ୍ୟ।ସଃ
(କ) ସମୁତ୍ + ଲାସଃ = ____________
Answer:
ସମୁତ୍ + ଲାସଃ = ସମୁଲ୍ଲାସଃ

(ଖ) ଉତ୍ + ଲେଖଃ = ____________
Answer:
ଉତ୍ + ଲେଖଃ = ଉଲ୍ଲେଖଃ

(ଗ) ମହତ୍ + ଲଘୁଃ = ____________
Answer:
ମହତ୍ + ଲଘୁଃ = ମହଲ୍ଲଘୁଃ

(ଘ) ତତ୍ + ଲୀନଃ = ____________
Answer:
ତତ୍ + ଲୀନଃ = ତଲ୍ଲୀନଃ

(ଙ) ____________ + ଲତା = ତଡ଼ିଲତା
Answer:
ତଡିତ + ଲତା = ତଡ଼ିଲତା

(ଚ) ____________ + ଲତା = ବିଦ୍ୟୁତା
Answer:
ବିଦ୍ୟୁତ୍ + ଲତା = ବିଦ୍ୟୁତା

(ଛ) ଉତ୍ + ଲଙ୍ଘନମ୍ = ____________
Answer:
ଉତ୍ + ଲଙ୍ଘନମ୍ = ଉଲ୍ଲଘଂନମ୍

(ଜ) ତତ୍ + ଲାଙ୍ଗୁଳମ୍ = ____________
Answer:
ତତ୍ + ଲାଙ୍ଗୁଳମ୍ = ତଲାଙ୍ଗୁଳମ୍

ବିସର୍ଗସନ୍ଧିଃ
ନିକଟତମ ବର୍ଣ୍ଣଦ୍ଵୟ ରୂପେ ବିସର୍ଗସହ ସ୍ୱର ବା ବ୍ୟଞ୍ଜନର ମିଳନରୁ ବିସର୍ଗର ଯେଉଁ ପରିବର୍ତ୍ତନ ଘଟେ ତାହାକୁ ବିସର୍ଗ ସନ୍ଧି କୁହାଯାଏ ।
୧ । ଅ + ଅ = ଓଽ (‘ଅ’ର ଲୋପ ଚିହ୍ନ = ଽ)
ଯଥା – ନଃ + ଅହମ୍ = ସୋଽହମ୍, ବାଳ + ଅୟମ = ବାଳୋଽୟମ୍
(ନଃ → ସସ୍ → ସରୁ → ସଉ → ସଓ + ଅହମ୍ = ସୋ + ଽ ହମ୍ = ସୋଽହମ୍ )

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଅଭ୍ୟ।ସଃ
ସନ୍ଧିଂ କୁରୁତ ।
ଶିରଃ + ଅହମ୍ = ____________
Answer:
ଶିରଃ + ଅହମ୍ = ଶିବୋହମ

ଶୁଦ୍ଧଃ + ଅହମ = ____________
Answer:
ଶୁଦ୍ଧଃ + ଅହମ = ଶୁଦ୍ଧୋଽହମ୍

ମୁନଃ + ଅହମ୍ = ____________
Answer:
ମୁନଃ + ଅହମ୍ = ମୁକ୍ତେଽହମ୍

ତତଃ + ଅନ୍ୟଥା = ____________
Answer:
ତତଃ + ଅନ୍ୟଥା = ତତୋଽନ୍ୟଥା

ଜିତେନ୍ଦ୍ରଃ + ଅବଦତ୍ = ____________
Answer:
ଜିତେନ୍ଦ୍ରଃ + ଅବଦତ୍ = ଜିତେନ୍ଦ୍ରାଽବଦତ୍

କୁତଃ + ଅୟମ୍ଃ = ____________
Answer:
କୁତଃ + ଅୟମ୍ଃ = କୃତୋଽୟମ୍

ବେଦଃ + ଅଧୀତଃ = ____________
Answer:
ବେଦଃ + ଅଧୀତଃ = ବେଦୋଽଧୀତଃ

ଶାନ୍ତଃ + ଅସ୍ତି = ____________
Answer:
ଶାନ୍ତଃ + ଅସ୍ତି = ଶାନ୍ତୋଽସ୍ଥି

ବୁଦ୍ଧ + ଅହମ୍ = ____________
Answer:
ବୁଦ୍ଧ + ଅହମ୍ = ବୁଦ୍ଧାଽହମ୍

ନଃ + ଅପି = ____________
Answer:
ନଃ + ଅପି = ସୋଽପି

ଶିରଃ + ଅର୍ଚ୍ଚିତଃ = ____________
Answer:
ଶିରଃ + ଅର୍ଚ୍ଚିତଃ = ଶିବୋଽତଃ

କାଳୀ + ଅୟମ୍ = ____________
Answer:
କାଳୀ + ଅୟମ୍ = କାଳୋଽୟମ

ବସନ୍ତଃ + ଅକରୋତ୍ = ____________
Answer:
ବସନ୍ତଃ + ଅକରୋତ୍ = ବସନ୍ତୋଽକରୋତ୍ର

ଉଚିତଃ + ଅବସରଃ = ____________
Answer:
ଉଚିତଃ + ଅବସରଃ = ଉଚିତୋଽବସରଃ

୨ । ଅଃ + ମୃଦୁବ୍ୟଞ୍ଜନମ୍ = ଓ
ଯଥା – ଏକଃ + ଦେବଃ = ଏକୋ ଦେବଃ । ଭୂୟଃ + ଭୁୟଃ + ଭୂୟୋଭୂୟଃ ।
ଗ୍ ଘ୍ ଡ୍, ଜ୍ ଝ ଞ, ଡ୍ ଢ ଣ, ଦ୍ ଧ୍ ନ୍, ବ୍ ଭ୍ ମ୍, ହ୍ୟ ବ୍ ର୍ ଲ୍ – ଏଗୁଡ଼ିକ ମୃଦୁବ୍ୟଞ୍ଜନ ।

ଅଭ୍ୟ।ସଃ
ସନ୍ଧିଂ କୁରୁତ ।
କେଶବ + ବା = ____________
Answer:
କେଶବ + ବା = କେଶବୋ ବା

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ନମଃ + ପିତ୍ରେ = ____________
Answer:
ନମଃ + ପିତ୍ରେ = ନମୋ ପିତ୍ରେ

ନମଃ + ବାସୁଦେବାୟ = ____________
Answer:
ନମଃ + ବାସୁଦେବାୟ = ନମୋ ବାସୁଦେବାୟ

ସିଂହଃ + ଗର୍ଜତି = ____________
Answer:
ସିଂହଃ + ଗର୍ଜତି = ସିଂହୋ ଗର୍ଜତି

ଶୁନଃ + ବଦ୍ଧତି = ____________
Answer:
ଶୁନଃ + ବଦ୍ଧତି = ଶୁକୋ ବଦତି

ରବୀନ୍ଦ୍ର + ହସତି = ____________
Answer:
ରବୀନ୍ଦ୍ର + ହସତି = ରବୀନ୍ଦ୍ରା ହସତି

ଶିକ୍ଷକଃ + ଲିଖତି = ____________
Answer:
ଶିକ୍ଷକଃ + ଲିଖତି = ଶିକ୍ଷକୋ ଲିଖତି

ସୂର୍ଯ୍ୟ + ଭାତି = ____________
Answer:
ସୂର୍ଯ୍ୟ + ଭାତି = ସୂର୍ଯ୍ୟା ଭାତି

ନମଃ + ନମଃ = ____________
Answer:
ନମଃ + ନମଃ = ନମୋ ନମଃ

ନମଃ + ଭଗବତେ = ____________
Answer:
ନମଃ + ଭଗବତେ = ନମୋ ଭଗବତେ

ରମଣୀୟଃ + ମୃଗଃ = ____________
Answer:
ରମଣୀୟଃ + ମୃଗଃ = ରମଣୀୟୋ ମୃଗଃ

ମେଘ + ଗର୍ଜତି = ____________
Answer:
ମେଘ + ଗର୍ଜତି = ମେଘୋ ଗର୍ଜତି

ଶୋଭନଃ + ଗନ୍ଧଃ = ____________
Answer:
ଶୋଭନଃ + ଗନ୍ଧଃ = ଶୋଭନୋ ଗନ୍ଧଃ

ବାଜଃ + ଯାତି = ____________
Answer:
ବାଜଃ + ଯାତି = ବାଳୋ ଯାତି

ଭକ୍ତ + ନମତି = ____________
Answer:
ଭକ୍ତ + ନମତି = ଭକ୍ତ ନମତି

ଅନ୍ତଃ + ଘାସମ୍ = ____________
Answer:
ଅନ୍ତଃ + ଘାସମ୍ = ଅଣ୍ଡୋ ଗ୍ରାସମ୍

ଦେବ + ମହେଶ୍ଵରଃ + ବରାନ୍ ଦଦତି = ____________
Answer:
ଦେବ + ମହେଶ୍ଵରଃ + ବରାନ୍ ଦଦତି = ଦେବୋ ମହେଶ୍ବରୋ ବରାନ୍ ଦଦାତି ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଗୋପାନଃ + ଗାଃ ଚାରୟତି = ____________
Answer:
ଗୋପାନଃ + ଗାଃ ଚାରୟତି = ଗୋପାଳୋ ଗାଃ ଚାରୟତି ।

ବାଳକଃ + ଗୃହଂ ଗଚ୍ଛତି = ____________
Answer:
ବାଳକଃ + ଗୃହଂ ଗଚ୍ଛତି = ବାଳକୋ ଗୃହଂ ଗଚ୍ଛତି ।

ଅର୍ଜୁନଃ + ଗାଣ୍ଡୀବଂ ଧରତି = ____________
Answer:
ଅର୍ଜୁନଃ + ଗାଣ୍ଡୀବଂ ଧରତି = ଅର୍ଜୁନୋ ଗାଣ୍ଡୀବଂ ଧରତି ।

ସାଧକ + ଗାୟତ୍ରୀ ପଠତି = ____________
Answer:
ସାଧକ + ଗାୟତ୍ରୀ ପଠତି = ସାଧକୋ ଗାୟତ୍ରୀ ପଠତି ।

ଅଧ୍ୟାପକଃ + ଘଟୀ ପଶ୍ୟତି = ____________
Answer:
ଅଧ୍ୟାପକଃ + ଘଟୀ ପଶ୍ୟତି = ଅଧ୍ୟାପକୋ ଘଟୀ ପଶ୍ୟତି ।

ସେବକଃ + ଘଣ୍ଟାଂ ବାଦୟତି = ____________
Answer:
ସେବକଃ + ଘଣ୍ଟାଂ ବାଦୟତି = ସେବକୋ ଘଣ୍ଟା ବାଦୟତି ।

ଅୟମ୍ ଅଧଃ + ଜଗତ୍ କିଂରୂପମ୍ ଇତି ନ ଜାନାତି = ____________
Answer:
ଅୟମ୍ ଅଧଃ + ଜଗତ୍ କିଂରୂପମ୍ ଇତି ନ ଜାନାତି = ଅୟମନ୍ଧା ଜଗତଃ କିଂ ରୂପମିତି ନ ଜାନାତି ।

ଜନମଃ + ଜନନୀ ଇତି ଶବ୍ଦଦ୍ଵୟଂ କସ୍ୟ ନ ପ୍ରିୟମ୍ ? = ____________
Answer:
ଜନମଃ + ଜନନୀ ଇତି ଶବ୍ଦଦ୍ଵୟଂ କସ୍ୟ ନ ପ୍ରିୟମ୍ ? = ଜନକୋ ଜନନୀତି ଶବ୍ଦଦ୍ବୟଂ କସ୍ୟ ନ ପ୍ରିୟମ୍ ?

ଶୁଭକାନ୍ତଃ + ଜଳଂ ପିବତି = ____________
Answer:
ଶୁଭକାନ୍ତଃ + ଜଳଂ ପିବତି = ଶୁଭକାନ୍ତେ ଜଳଂ ପିବତି ।

ନିରହଂକାରଃ + ଜନଃ ଭଗବତଃ ପ୍ରିୟ = ____________
Answer:
ନିରହଂକାରଃ + ଜନଃ ଭଗବତଃ ପ୍ରିୟ = ନିରହକାରାଂଜନା ଭଗବତଃ ପ୍ରିୟ ।

ସର୍ପଃ + ଝଟିତି ବିଳଂ ପ୍ରବିଷ୍ଟଃ = ____________
Answer:
ସର୍ପଃ + ଝଟିତି ବିଳଂ ପ୍ରବିଷ୍ଟଃ = ସର୍ପୋ ଝଟିତି ବିଲଂ ପ୍ରବିଷ୍ଟ ।

ଜ୍ଞାନିନଃ + ଜ୍ଞାନଯୋଗମ୍ ଅଭ୍ୟସ୍ୟନ୍ତ = ____________
Answer:
ଜ୍ଞାନିନଃ + ଜ୍ଞାନଯୋଗମ୍ ଅଭ୍ୟସ୍ୟନ୍ତ = ଜ୍ଞାନିନୋ ଜ୍ଞାନଯୋଗଭ୍ୟସ୍ୟନ୍ତ ।

ଶିରଃ + ଡମ୍ବରୁ ବାଦୟତି = ____________
Answer:
ଶିରଃ + ଡମ୍ବରୁ ବାଦୟତି = ଶିବୋ ଡମ୍ବରୁ ବାଦୟତି ।

ସୈନିକଃ + ଢାଲଂ ଧରତି = ____________
Answer:
ସୈନିକଃ + ଢାଲଂ ଧରତି = ସୈନିକୋ ଢାଲଂ ଧରତି ।

ଦାନମଃ + ଦୟାଂ ନ କରୋତି = ____________
Answer:
ଦାନମଃ + ଦୟାଂ ନ କରୋତି = ଦାନବୋ ଦୟାଂ ନ କରୋତି ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ବାଳକଃ + ଦୁଗ୍ଧଂ ପିବତି = ____________
Answer:
ବାଳକଃ + ଦୁଗ୍ଧଂ ପିବତି = ବାଳକୋ ଦୁଗ୍ଧଂ ପିବତି ।

ଧନଞ୍ଜୟଃ + ଧୃତରାଷ୍ଟ୍ର କଥୟତି = ____________
Answer:
ଧନଞ୍ଜୟଃ + ଧୃତରାଷ୍ଟ୍ର କଥୟତି = ଧନଞ୍ଜୟୋ ଧୃତରାଷ୍ଟ୍ର କଥୟତି ।

ଯୁଧ୍ୱରଃ + ଧର୍ମାବତାରଃ = ____________
Answer:
ଯୁଧ୍ୱରଃ + ଧର୍ମାବତାରଃ = ୟୁରୋ ଧର୍ମାବତାରଃ ।

କଃ + ଧନଂ ନ ଇଚ୍ଛତି = ____________
Answer:
କଃ + ଧନଂ ନ ଇଚ୍ଛତି = କୋ ଧନଂ ନେଭୃତି ।

ନାବିକଃ + ନାବଂ ଚାଳୟତି = ____________
Answer:
ନାବିକଃ + ନାବଂ ଚାଳୟତି = ନାବିକୋ ନାବଂ ଚାଳୟତି ।

କଃ + ନିତ୍ୟ ସମାଚାରପଭ୍ରଂ ପଠତି ? = ____________
Answer:
କଃ + ନିତ୍ୟ ସମାଚାରପଭ୍ରଂ ପଠତି ? = କୋ ନିତ୍ୟ ସମାଚାରପରଂ ପଠତି ?

ନ୍ୟାୟାଧୀଶଃ + ନ୍ୟାୟଂ କରୋତି = ____________
Answer:
ନ୍ୟାୟାଧୀଶଃ + ନ୍ୟାୟଂ କରୋତି = ନ୍ୟାୟାଧୀଶୋ ନ୍ୟାୟଂ କରୋତି ।

ଅୟଂ ବାଳକଃ + ବୁଦ୍ଧିମାନ୍ = ____________
Answer:
ଅୟଂ ବାଳକଃ + ବୁଦ୍ଧିମାନ୍ = ଅୟଂ ବାଳକୋ ବୁଦ୍ଧିମାନ୍ ।

ବ୍ରାହ୍ମଣୀ + ବ୍ରହ୍ମ ଜାନାତି = ____________
Answer:
ବ୍ରାହ୍ମଣୀ + ବ୍ରହ୍ମ ଜାନାତି = ବ୍ରାହ୍ମଣେ ବ୍ରହ୍ମ ଜାନାତି ।

ସର୍ବେ ସୁଖୁନଃ + ଭବନ୍ତୁ = ____________
Answer:
ସର୍ବେ ସୁଖୁନଃ + ଭବନ୍ତୁ = ସର୍ବେ ସୁଖୀ ଭବନ୍ତୁ ।

ପରଧର୍ମଃ + ଭୟାବହିଃ = ____________
Answer:
ପରଧର୍ମଃ + ଭୟାବହିଃ = ପରଧର୍ମୋ ଭୟାବହିଃ ।

ମାନମଃ + ମରଣଶୀକଃ = ____________
Answer:
ମାନମଃ + ମରଣଶୀକଃ = ମାନବୋ ମରଣଶୀଳଃ ।

ସାଧକଃ + ମନ୍ତ୍ରଂ ପଠତି = ____________
Answer:
ସାଧକଃ + ମନ୍ତ୍ରଂ ପଠତି = ସାଧକୋ ମନଂ ପଠତି ।

ଅୟଂ ମମ ବାପଃ + ହସ୍ତଃ = ____________
Answer:
ଅୟଂ ମମ ବାପଃ + ହସ୍ତଃ = ଅୟଂ ମମ ବାମୋହସ୍ତୀ ।

ନଗାଧରାଜଃ + ହିମାଳୟଃ ଉତ୍ତରସ୍ୟାଂ ଦିଶି ବର୍ତତେ = ____________
Answer:
ନଗାଧରାଜଃ + ହିମାଳୟଃ ଉତ୍ତରସ୍ୟାଂ ଦିଶି ବର୍ତତେ = ନଗାଧରାଜୋହିମାଳୟ ଉତ୍ତରସ୍ୟାଂ ଦିଶି ବର୍ତତେ ।

ଶ୍ରୀକୃଷ୍ଣ + ଯୋଗେଶ୍ଵରଃ = ____________
Answer:
ଶ୍ରୀକୃଷ୍ଣ + ଯୋଗେଶ୍ଵରଃ = ଶ୍ରୀକୃଷ୍ଣା ଯୋଗେଶ୍ଵରଃ ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ରୋଗ + ରୋଗିଣଂ ନ ମୁଞ୍ଚତି = ____________
Answer:
ରୋଗ + ରୋଗିଣଂ ନ ମୁଞ୍ଚତି = ରୋଗୋ ରୋଗିଣଂ ନ ମୁଞ୍ଚତି ।

ଧର୍ମଃ + ରକ୍ଷତି ରକ୍ଷିତଃ = ____________
Answer:
ଧର୍ମଃ + ରକ୍ଷତି ରକ୍ଷିତଃ = ଧର୍ମୋ ରକ୍ଷତି ରକ୍ଷିତଃ ।

ରାବଶଃ + ଲଙ୍କାଧୂପତିଃ = ____________
Answer:
ରାବଶଃ + ଲଙ୍କାଧୂପତିଃ = ରାବଣେ ଲଙ୍କାଧୂପତିଃ ।

ସାଧକଃ + ଲୋଭୀ ନ ଭବେତ୍ = ____________
Answer:
ସାଧକଃ + ଲୋଭୀ ନ ଭବେତ୍ = ସାଧକୋ ଲୋଭୀ ନ ଭବତୁ ।

୩ । ପଃ + ଅକାରଭିନ୍ନ କୌଣସିସ୍ଟର
ଯଥା – ଭୀମଃ + ଆଗତଃ = ଭୀମ ଆଗତଃ |

ସନ୍ଧିଂ କୁରୁତ ।
ବୀରଃ + ଆଗତଃ = ____________
Answer:
ବୀରଃ + ଆଗତଃ = ବୀର ଆଗତଃ ।

ଧର୍ମାବତାରଃ + ଇବ = ____________
Answer:
ଧର୍ମାବତାରଃ + ଇବ = ଧର୍ମାବତାର ଇବ ।

ମଶଃ + ଆସ୍ଫାଳୟତି = ____________
Answer:
ମଶଃ + ଆସ୍ଫାଳୟତି = ମଇ ଆସ୍ଫାଳୟତି ।

ନଃ + ଉଦ୍ଦିଷ୍ପତି = ____________
Answer:
ନଃ + ଉଦ୍ଦିଷ୍ପତି = ସ ଉଦ୍ଦିଷ୍ଠତି ।

ବାଳକଃ + ଋଷିଂ ପ୍ରଣମତି = ____________
Answer:
ବାଳକଃ + ଋଷିଂ ପ୍ରଣମତି = ବାଳକ ଋଷିଂ ପ୍ରଣମତି ।

ରାମଃ + ଉବାଚ = ____________
Answer:
ରାମଃ + ଉବାଚ = ରାମ ଉବାଚ ।

ରାମଃ + ଆଗଚ୍ଛତ୍ = ____________
Answer:
ରାମଃ + ଆଗଚ୍ଛତ୍ = ରାମ ଆଗଛତ୍ର ।

ଶ୍ରୀଅରବିନ୍ଦ + ଋଷିଶ୍ରେଷ୍ଠଃ = ____________
Answer:
ଶ୍ରୀଅରବିନ୍ଦ + ଋଷିଶ୍ରେଷ୍ଠଃ = ଶ୍ରୀ ଅରବିନ୍ଦ ଋଷିଶ୍ରେଷ୍ଠ ।

ଶିକ୍ଷକଃ + ଓଙ୍କାରମ୍ ଉଚ୍ଚାରୟତି = ____________
Answer:
ଶିକ୍ଷକଃ + ଓଙ୍କାରମ୍ ଉଚ୍ଚାରୟତି = ଶିକ୍ଷକ ଓଙ୍କାରମୁଚ୍ଚାରୟତି ।

ରାମଃ + ଇଚ୍ଛତି = ____________
Answer:
ରାମଃ + ଇଚ୍ଛତି = ରାମ ଇଚ୍ଛତି ।

କୁତଃ + ଇଚ୍ଛତି = ____________
Answer:
କୁତଃ + ଇଚ୍ଛତି = କୁତ ଇଚ୍ଛତି ।

ଅର୍ଜୁନଃ + ଉବାଚ = ____________
Answer:
ଅର୍ଜୁନଃ + ଉବାଚ = ଅର୍ଜୁନ ଉବାଚ ।

ସୂର୍ଯ୍ୟ + ଉଦେତି = ____________
Answer:
ସୂର୍ଯ୍ୟ + ଉଦେତି = ସୂର୍ଯ୍ୟ ଉଦେତି ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ମଧୁରଃ + ଏପଃ + ବିଷୟ = ____________
Answer:
ମଧୁରଃ + ଏପଃ + ବିଷୟ = ମଧୁର ଏଷ ବିଷୟଃ ।

ରାମଃ + ଐଚ୍ଛତ୍ = ____________
Answer:
ରାମଃ + ଐଚ୍ଛତ୍ = ରାମ ଐଚ୍ଛତ୍ ।

ରାମଃ + ଉକ୍ତବାନ୍ = ____________
Answer:
ରାମଃ + ଉକ୍ତବାନ୍ = ରାମ ଉକ୍ତବାନ୍ ।

୪ । ଆ + କୌଣସି ସ୍ଵର = ବିସର୍ଗଲୋପ
ଯଥା – ବାଳା + ଅଗାୟନ୍ = ବାଳା ଅଗାୟନ୍

ସନ୍ଧିଂ କୁରୁତ ।
ଦର୍ଶକାଃ + ଅପଶ୍ୟନ୍‌ = ____________
Answer:
ଦର୍ଶକାଃ + ଅପଶ୍ୟନ୍‌ = ଦର୍ଶକା ଅପଶ୍ୟନ୍ତ ।

ବାଳିକାଃ + ଅନୃତ୍ୟନ୍ = ____________
Answer:
ବାଳିକାଃ + ଅନୃତ୍ୟନ୍ = ବାଳିକା ଅନୃତ୍ୟନ୍‌ ।

ଛାତ୍ରାଃ + ଅସ୍ଥିନ୍ ବିଦ୍ୟାପୀଠେ ସ୍ବଚ୍ଛନ୍ଦ ପଠନ୍ତି = ____________
Answer:
ଛାତ୍ରାଃ + ଅସ୍ଥିନ୍ ବିଦ୍ୟାପୀଠେ ସ୍ବଚ୍ଛନ୍ଦ ପଠନ୍ତି = ଛାତ୍ରା ଅସ୍ମିନ୍ ବିଦ୍ୟାପୀଠେ ସ୍ବଚ୍ଛଳଂ ପଠନ୍ତି ।

ସାଧକାଃ + ଆଶ୍ରମିଂ ଗଛନ୍ତି = ____________
Answer:
ସାଧକାଃ + ଆଶ୍ରମିଂ ଗଛନ୍ତି = ସାଧକା ଆଶ୍ରମଂ ଗଛନ୍ତି ।

ମୟୂରଃ + ଆନନ୍ଦେନ ନୃତ୍ୟନ୍ତ = ____________
Answer:
ମୟୂରଃ + ଆନନ୍ଦେନ ନୃତ୍ୟନ୍ତ = ମୟୂରା ଆନନ୍ଦେନ ନୃତ୍ୟନ୍ତ ।

ଛାତ୍ରାଃ + ଈଶୋପନିଷଦଂ ପଠନ୍ତି = ____________
Answer:
ଛାତ୍ରାଃ + ଈଶୋପନିଷଦଂ ପଠନ୍ତି = ଛାତ୍ରା ଈଶୋପନିଷଦ ପଠନ୍ତି ।

ଛାତ୍ରାଃ + ଇମେ = ____________
Answer:
ଛାତ୍ରାଃ + ଇମେ = ଛାତ୍ରା ଇମେ ।

କୃଷକାଃ + ଉପହାରଂ ଲଭନ୍ତେ = ____________
Answer:
କୃଷକାଃ + ଉପହାରଂ ଲଭନ୍ତେ = କୃଷକା ଉପହାରଂ ଲଭନ୍ତେ ।

ସେବକାଃ + ଉଦ୍ୟାନଂ ଗଛନ୍ତି = ____________
Answer:
ସେବକାଃ + ଉଦ୍ୟାନଂ ଗଛନ୍ତି = ସେବକା ଉଦ୍ୟାନଂ ଗଛନ୍ତି ।

କେଚନ ଅଧ୍ୟାପକାଃ + ଋଷିତ୍ୱମ୍ ଅହଁନ୍ତି = ____________
Answer:
କେଚନ ଅଧ୍ୟାପକାଃ + ଋଷିତ୍ୱମ୍ ଅହଁନ୍ତି = କେଚନ ଅଧ୍ୟାପକା ଋଷିତ୍ଵମହଁନ୍ତି ।

ଭାରତୀୟାଃ + ଐକ୍ୟିଂ କାମୟନ୍ତେ = ____________
Answer:
ଭାରତୀୟାଃ + ଐକ୍ୟିଂ କାମୟନ୍ତେ = ଭାରତୀୟ ଐକ୍ୟିଂ କାମୟନ୍ତେ ।

ପ୍ରକୃତଃ ଉପାସନାଃ + ଔଷଧ୍ୱଂ ବର୍ଜୟନ୍ତି = ____________
Answer:
ପ୍ରକୃତଃ ଉପାସନାଃ + ଔଷଧ୍ୱଂ ବର୍ଜୟନ୍ତି = ପ୍ରକୃତେ ଉପାସନାଃ ଔଷଧ୍ୱଂ ବର୍ଜୟନ୍ତି ।

ଜନଃ + ଏତାଦୃଶଂ ଦୃଶ୍ୟମ୍ ଅନ୍ୟତ୍ର ଦ୍ରଷ୍ଣୁ ନାହଁନ୍ତି = ____________
Answer:
ଜନଃ + ଏତାଦୃଶଂ ଦୃଶ୍ୟମ୍ ଅନ୍ୟତ୍ର ଦ୍ରଷ୍ଣୁ ନାହଁନ୍ତି = ଜନା ଏତାଦୃଶଂ ଦୃଶ୍ୟମ୍ ଅନ୍ୟତ୍ର ଦ୍ରଷ୍ଣୁ ନାହଁନ୍ତି ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

୫ । ଆ + ମୃଦୁବ୍ୟଞ୍ଜନମ୍ =ବିସର୍ଗଲୋପ ।
ଯଥା – ବାଳିକା + ଗାୟନ୍ତି = ବାଳିକା ଗାୟନ୍ତି ।

ସନ୍ଧିଂ କୁରୁତ ।
ମେଘାଃ + ଗର୍ଜନ୍ତି = ____________
Answer:
ମେଘାଃ + ଗର୍ଜନ୍ତି = ମେଘା ଗର୍ଜନ୍ତି ।

ମୟୂରାଃ + ନୃତ୍ୟନ୍ତ = ____________
Answer:
ମୟୂରାଃ + ନୃତ୍ୟନ୍ତ = ମୟୂରା ନୃତ୍ୟନ୍ତ ।

ବିହଗାଃ + ଡୟନ୍ତେ = ____________
Answer:
ବିହଗାଃ + ଡୟନ୍ତେ = ବିହଗା ଡୟନ୍ତେ ।

କୃଷକାଃ + ହୃଶ୍ୟନ୍ତି = ____________
Answer:
କୃଷକାଃ + ହୃଶ୍ୟନ୍ତି = କୃଷକା ହୃଶ୍ୟନ୍ତି ।

୬ | ଅ / ଆକାର ଭିନ୍ନ କୌଣସି ସ୍ଵର + ବିସର୍ଗ + କୌଣସି ସ୍ଵର = ର୍
ଯଥା – ନୃପତିଃ + ଅଗଚ୍ଛତ୍ = ନୃପତିରଗଚ୍ଛତ୍
କବି + ଅଲିଖତ୍ = କବିରଲିଖତ୍

(କ) ସନ୍ଧିଂ କୁରୁତ ।
ସାଧୁଃ + ଆଗଚ୍ଛତି = ____________
Answer:
ସାଧୁଃ + ଆଗଚ୍ଛତି = ସାଧୁରାଗଚ୍ଛତି ।

ସୁଧୀଃ + ଏଷଃ = ____________
Answer:
ସୁଧୀଃ + ଏଷଃ = ସୁଧୀରେଷଃ ।

ଗୁରୋଃ + ଉପଦେଶଃ = ____________
Answer:
ଗୁରୋଃ + ଉପଦେଶଃ = ଗୁରୋରୁପଦେଶଃ ।

ମୁନିଃ + ଓଜସ୍ବୀ = ____________
Answer:
ମୁନିଃ + ଓଜସ୍ବୀ = ମୁନିରୋଜସ୍ବୀ ।

କବିଃ + ଅୟମ୍ = ____________
Answer:
କବିଃ + ଅୟମ୍ = କବିରୟମ୍ ।

ଭୂପତଃ + ଉଦ୍ୟାନମ୍ = ____________
Answer:
ଭୂପତଃ + ଉଦ୍ୟାନମ୍ = ଭୂପତେରୁଦ୍ୟାନମ୍ ।

ପ୍ରଭୋଃ + ଆଦେଶଃ = ____________
Answer:
ପ୍ରଭୋଃ + ଆଦେଶଃ = ପ୍ରଭୋରାଦେଶଃ ।

ପ୍ରଭୁଃ + ଉବାଚ = ____________
Answer:
ପ୍ରଭୁଃ + ଉବାଚ = ପ୍ରଭୁରୁବାଚ ।

(ଖ) ସନ୍ଧିବିଚ୍ଛେଦଂ କୁରୁତ ।
ରବିରୁଦେତି, ମୁନିରଧ୍ୟାପୟତ୍, ବଧୂରେଷା, ଲକ୍ଷ୍ମୀରିୟମ୍, ପିତୁରିଚ୍ଛା, ପିତୁରାଜ୍ଞା, ଗୁରୋରଗ୍ରତଃ, ବନ୍ଧୁରାଗତଃ, ଭାନୁରୁଦୟତି, ବହିରାଗଚ୍ଛ ।
Answers:
ରବିରୁଦେତି = ରବି + ଉଦେତି
ବଧୂରେଷା = ବଧୂ + ଏଷା
ପିତୁରିଚ୍ଛା = ପିତୁଃ + ଇଚ୍ଛା
ଗୁରୋରଗ୍ରତଃ = ଗୁରୋ + ଅଗ୍ରତଃ
ଭାନୁରୁଦୟତି = ଭାନୁଃ + ଉଦୟତି
ମୁନିରଧ୍ୟାପୟତ୍ = ମୁନିଃ + ଅଧ୍ୟାପୟତ
ଲକ୍ଷ୍ମୀରିୟମ୍= ଲକ୍ଷ୍ମୀ + ଇୟମ୍
ପିତୁରାଜ୍ଞା = ପିତୁଃ + ଆଜ୍ଞା
ବନ୍ଧୁରାଗତଃ = ବହିଃ + ଆଗତଃ
ବହିରାଗଚ୍ଛ = ବହିଃ + ଆଗଚ୍ଛ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

୭ । ଅକାର / ଆକାର ଭିନ୍ନ କୌଣସି ସ୍ଵର + ବିସର୍ଗ + ମୃଦୁବ୍ୟଞ୍ଜନ = ର୍
ଯଥା – ଗୁରଃ + ବ୍ରହ୍ମା = ଗୁରୁବ୍ରହ୍ମା, ଗୁରୁ + ବିଷ୍ଣୁ = ଗୁରୁର୍ବିଷ୍ଣୁ

(କ) ସନ୍ଧିଂ କୁରୁତ ।
ଗୁରୁଃ + ଦେବଃ = ____________
Answer:
ଗୁରୁଃ + ଦେବଃ = ଗୁରୁଦେବାଃ

ହରଃ + ନାମ = ____________
Answer:
ହରଃ + ନାମ = ହରେର୍ନାମ

ବାୟୁଃ + ବାତି = ____________
Answer:
ବାୟୁଃ + ବାତି = ବାୟୁର୍ବାତି

ମୁନଃ + ମୁନଃ = ____________
Answer:
ମୁନଃ + ମୁନଃ = ମୁହୁମୂଦୁଃ

କବିଃ + ଲିଖତି = ____________
Answer:
କବିଃ + ଲିଖତି = କବିର୍ଲିଖତି

ବିଧାତୁଃ + ଲୀଳା = ____________
Answer:
ବିଧାତୁଃ + ଲୀଳା = ବିଧାତୁଲୀଳା

ବହିଃ + ଗମନମ୍ = ____________
Answer:
ବହିଃ + ଗମନମ୍ = ବହିର୍ଗମନମ

ଅଗ୍ନିଃ + ଜ୍ଜଳତି = ____________
Answer:
ଅଗ୍ନିଃ + ଜ୍ଜଳତି = ଅଗ୍ନିର୍ଜ୍ଜଳତି

ବୃଷ୍ଟିଃ + ବଭୂବ = ____________
Answer:
ବୃଷ୍ଟିଃ + ବଭୂବ = ଦୃଷ୍ଟିର୍ବଭୂବ

ସେନାପତିଃ + ଗଚ୍ଛତି = ____________
Answer:
ସେନାପତିଃ + ଗଚ୍ଛତି = ସେନାପତିର୍ଗଚ୍ଛତି

ଗୁରୋଃ + ଜ୍ଞାନମ୍ = ____________
Answer:
ଗୁରୋଃ + ଜ୍ଞାନମ୍ = ଗୁରୋଜ୍ଞାନମ୍

ସାଧୁଃ + ବାଞ୍ଛତି = ____________
Answer:
ସାଧୁଃ + ବାଞ୍ଛତି = ସାଧୁର୍ବାଞ୍ଛତି

୮ । ବିସର୍ଗ + କ / ଖ = ଯଥା ପୂର୍ବସ୍ଥିତି
ଉଦାହରଣମ୍
କଃ + କିଂ କରୋତି = କଃ କିଂ କରୋତି ?
ବାନରଃ + କଦଳୀଂ ଖାଦତି = ବାନରଃ କଦଳୀଂ ଖାଦତି ।
ବାଳକଃ + କନ୍ଦୁକେନ ଖେଳତି = ବାଳକ କନ୍ଦୁକେନ ଖେଳତି ।
ଗୋପାଳଃ + ଖାଦ୍ୟଂ ବିତରତି = ଗୋପାନଃ ଖାଦ୍ୟଂ ବିତରତି ।
ଛାତ୍ରଃ + ଖେଳାଙ୍ଗନଂ ଗଚ୍ଛତି = ଛାତ୍ରଃ ଖେଳାଙ୍ଗନଂ ଗଚ୍ଛତି ।

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

୯ । ଛାତ୍ର ବିସର୍ଗ + ପ୍ / ଫ୍ = ଯଥାପୂର୍ବସ୍ଥିତି
ଉଦାହରଣମ୍
ପୁନଃ +ପୁନଃ = ପୁନଃ ପୁନଃ, ବ୍ରାହ୍ମଶଃ + ପୂଜୟତି = ବ୍ରାହ୍ମଶଃ ପୂଜୟତି । ବିଷ୍ଣୁ + ପାଳୟତି = ବିଷ୍ଣୁଃ ପାଳୟତି ।
ସର୍ପା + ଫୁକୁର୍ବନ୍ତି = ସର୍ପା ଫୁତ୍ଵକୁର୍ବନ୍ତି ।

୧୦ । ବିସର୍ଗ + ଚ୍ | ଛ୍ = ଶ୍ + ଚ୍ | ଛ୍
ଉଦାହରଣମ୍
ପୁନଃ + ଚ = ପୁନଶ୍ଚ । କଃ + ଚନ = କଣ୍ଠନ । କଃ + ଚିତ୍ = କଶ୍ଚିତ୍ । ଗାପଃ + ଚରନ୍ତି = ଗାବଶ୍ଚରନ୍ତି । ପୂର୍ଣ୍ଣ + ଚନ୍ଦ୍ରଃ = = ପୂର୍ଣ୍ଣଶ୍ଚନ୍ଦ୍ରଃ । ନିଃ + ଚୟ = ନିଶ୍ଚୟଃ । ଶିରଃ + ଛେଦଃ = ଶିରଶ୍ଵେଦଃ । ତରୋଃ + ଛାୟା = ତରୋଣ୍ଡାୟା । ରାଜ୍ଞଃ + ଛତ୍ରମ୍ = ରାଜ୍ଞତ୍ରମ୍ । ଶତଃ + ଛଳୟତି = ଶଠଣ୍ଡଳୟତି ।

୧୧ । ବିସର୍ଗ + ଟ୍ + ଠ୍ = ଷ୍ + ଟ୍ / ଠ୍
ଉଦାହରଣମ୍
କବେ + ଟୀକା ପଠନୀୟା = କବେଷ୍ଟୀକା ପଠନୀୟା । ତିଃ + ଟୋପିକା ଧାରିତା = ତୈଷ୍ଟୋପିକା ଧାରିତା । ସୋପାନେଷୁ ଲୁଠନ୍ କଳସୀ + ଠଠ° ଠ° କରୋତି = ସୋପାନେଷୁ ଲୁଠନ୍ କଳସଵୟଠ° ଠ° କରୋତି ।

୧୨ । ବିସର୍ଗ + ତ୍ / ଥ୍ = ସଦ୍ + ତ୍ / ଥ୍
ଉଦାହରଣମ୍
ନମଃ + ତେ = ନମସ୍ତେ । ନମଃ + ତୁଭ୍ୟମ୍ = ନମସ୍ତୁଭ୍ୟମ୍ । ନମଃ + ତଥ୍ୟ = ନମସ୍ତସ୍ୟ । ତତଃ + ତତଃ = ତତସ୍ତତଃ । କଃ + ଚୁମ୍ = କଷ୍ଟମ୍ । ଦେବା + ତ୍ରାୟନ୍ତେ = ଦେବାସ୍ତ୍ରାୟନ୍ତେ । ନଦ୍ୟା + ତୀରେ = ନଦ୍ୟାନ୍ତୀରେ । ହଂସା + ତଡ଼ାଗେ ତରନ୍ତି ହଂସାସ୍ତଡ଼ାଗେ ତରନ୍ତି । ରୋଗିନଃ + ଧୂକୁର୍ବନ୍ତି = ରୋଗିଣ ସ୍ତୁତ୍ କୁର୍ବନ୍ତି । ନର୍ଭକ୍ୟ + ଥେ ଥୈ ନୃତ୍ୟନ୍ତ । ନର୍ଭକ୍ୟସ୍ଥି ର୍ଥେ ନୃତ୍ୟନ୍ତ ।

୧୩ । ବିସର୍ଗ + ଶ୍/ ଷ୍/ ସ୍ = ପୂର୍ବସ୍ଥିତି / ପୂର୍ବକ୍ରମ
ଉଦାହରଣମ୍
ନମଃ + ଶିବାୟ = ନମଃ ଶିବାୟ / ନମଶୁଶିବାୟ । ନମଃ + ଷଣ୍ଣ୍ମୁଖାୟ = ନମଃ ଷଣ୍ଢମୁଖାୟ / ନମତ୍‌ଷଣମୁଖାୟ । ନମଃ + ସୂର୍ଯ୍ୟାୟ = ନମଃ ସୂର୍ଯ୍ୟାୟ / ନମସ୍‌ସୂର୍ଯ୍ୟାୟ ।

ବିଣେଷ ବିଧି
୧ । ନିଃ, ଆବି, ବହିଃ, ଦୁଃ, ପ୍ରାଦୁଃ, ଚତୁଃ – ଏମାନଙ୍କ ବିସର୍ଗର ‘ଷ’ କାର ହୁଏ କ୍ – ଖ୍- ପ୍ – ଫ୍ – ପରେ ଥିଲେ ।
ଯଥା – ନିଃ + କଳଙ୍କ = ନିଷ୍କଳଙ୍କ
ନିଃ + କାମଃ = ନିଷ୍କାମ
ଆନ୍ତଃ + କାରଃ = ଆବିଷ୍କାରଃ
ଦୁଃ + କୃତିଃ = ଦୁଷ୍କୃତିଃ
ଦୁଃ + କରଃ = ଦୁଷ୍କରଃ
ନିଃ + ପୁନଃ = ନିଷ୍ଣୁନଃ
ନିଃ + ପ୍ରୟୋଜନମ୍ = ନିଷ୍ପ୍ରୟୋଜନମ୍
ବହିଃ + କାରଃ = ବହିଷ୍କାରଃ
ଚତୁଃ + କୋଶଃ = ଚତୁଷ୍କୋଣଃ
ଚତୁଃ + ପଥ = ଚତୁଷ୍ପଥ

୨ । ହବି, ସପଃ, ଆୟୁ, ଧନୁଃ, ଚକ୍ଷୁଃ, ବହିଃ ପ୍ରଭୃତି ଇସନ୍ତ (ଇସ୍ + ଅନ୍ତ) – ଉସନ୍ତ (ଉସ୍ + ଅନ୍ତ) ଶବ୍ଦମାନଙ୍କର ବିସର୍ଗସ୍ଥାନରେ ବିକଳ୍ପରେ ଷକାର ହୁଏ । କ୍, ଖ୍, ପ୍, ଫ୍ ପରେ ଥିଲେ ।
ଯଥା –
ହନିଃ + ପୁନାତୁ = ହବିଷ୍ଣୁନାଡୁ / ହବି ପୁନାତୁ
ଆୟୁ + କାମୟେ = ଆୟୁଷ୍ମାମୟେ / ଆୟୁ କାମୟେ
ଚକ୍ଷୁଃ + ପୀଡ଼ୟାମୀ = ଚକ୍ଷୁଷ୍ପୀଡ଼ୟାମି / ଚକ୍ଷୁଃ ପୀଡ଼ୟାମି ।
ମାତ୍ର ଏତାଦୃଶ ଶବ୍ଦ ସମାସିତ ହେଲେ ନିତ୍ୟରେ ଷକାର ହୁଏ ।
ଯଥା – ହୟଃ ପ୍ରିୟଂ ଯସ୍ୟ ଡଃ = ହରିଷ୍କ୍ରିୟ ଦେବୀ ।
ଧନୁଃ ପାଣି ଯସ୍ୟ ଡଃ = ଧନୁଷ୍କାଣି କ୍ଷତ୍ରିୟଃ ।

୩ । ନମଃ, ପୁରଃ, ତିରଃ – ଏମାନଙ୍କର ବିସର୍ଗର ସକାର ହୁଏ କୃ ଧାତୁ ନିର୍ମିତ ଶବ୍ଦ ପରେ ଥିଲେ ।
ଯଥା – ନମଃ + କରୋତି = ନମସ୍କରୋତି ।
ସନ୍ଧିଂ କୁରୁତ ।
ନମଃ + କାରଃ, ନମଃ + କୃତଃ, ନମଃ +କୃତ୍ୟ, ପୁରଃ + କାରଃ, ତିରଃ + କୃତଃ, ପୁରଃ + କୃତଃ, ତିରଃ + କୃତ୍ୟ, ପୁରଃ + କରୋତି ।
ନମଃ + କାରଃ = ନମସ୍କାରଃ
ନମଃ + କୃତ୍ୟ = ନମସ୍କୃତ୍ୟ
ତିରଃ + କୃତଃ = ତିରସ୍କୃତଃ
ତିରଃ + କୃତ୍ୟ = ତିରସ୍କୃତ୍ୟ
ନମଃ + କୃତଃ = ନମତଃ
ପୁରଃ + କାରଃ = ପୁରସ୍କାରଃ
ପୁରଃ + କୃତଃ = ପୁରସ୍କୃତଃ
ପୁରଃ + କରୋତି = ପୁରସ୍କରୋତି

୪ । ଅବ୍ୟୟଭିନ୍ନ ଶବ୍ଦମାନଙ୍କର ଆକାର ପରସ୍ଥିତ ବିସର୍ଗର ସକାର ହୁଏ । ସମାସରେ କର, କାର, କାନ୍ତ, କାମ, କୁଶା, କୁମ୍ଭ, ପାତ୍ର ଶବ୍ଦ ପରେ ଥିଲେ ।
ଯଥା – ଯଶଃ + କରଃ = ଯଶସ୍କରଃ (ଯଶଃ କରୋତି ଇତି)
ଶ୍ରେୟଃ + କରଃ = ଶ୍ରେୟସ୍କରଃ (ଶ୍ରେୟଃ କରୋତି ଇତି)
ଅୟଃ + କାନ୍ତଃ = ଅୟସ୍କାନ୍ତଃ (ଅୟତଃ କାନ୍ତଃ = ଅୟସ୍କାନ୍ତଃ)
ପୟଃ + କୁମ୍ଭଃ = ପୟସ୍କୁମ୍ଭଃ (ପୟସେ କୁମ୍ଭୀ)
ଅନ୍ତଃ + କରଃ = ଅହସ୍କରଃ (ଅନ୍ତଃ କରୋତି ଇତି)
ବାରଃ + ପତିଃ = ବାଚସ୍ପତିଃ (ବାଚ୍ୟ (ବାସ୍ୟା) ପତିଃ = ବାଚସ୍ପତି)

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

୫ । ସଃ, ଏଷଃ ର ବିସର୍ଗ ଲୋପହୁଏ ଅକାର ଭିନ୍ନ କୌଣସି ବର୍ଷ ପରେ ଥିଲେ । ଅନନ୍ତର ସନ୍ଧି ହୁଏ ନାହିଁ ।
ଯଥା – ସ ଆଗଛତି । ସ ମମ ଗୃହମ୍ ଆଗଛତି । ସ ଗଚ୍ଛତି । ଏଷ ସ୍ଵପିତି । ଏଷ ବେଗେନ ଧାବତି । ଏଷ ହସତି ।

୬ । ଭୋଃ ଶବ୍ଦର ବିସର୍ଗ ଲୋପହୁଏ ଯଦି ବର୍ଗର ପ୍ରଥମ-ଦ୍ବିତୀୟ ବର୍ଣ୍ଣ ଭିନ୍ନ ଅନ୍ୟ ବର୍ଷ ପରେ ଥାଏ ।
ଯଥା – ଭୋ ଉମେଶ ! ଭୋ ବାନ୍ଧବ !

୭ । ପୁନର୍, ପ୍ରାତର୍, ସ୍ଵର୍, ଅନ୍ତର୍ ଇତ୍ୟାଦି ରେଫାନ୍ତ ଅବ୍ୟୟପଦ । ସ୍ଵର ବା ମୃଦୁବ୍ୟଞ୍ଜନ ପରେ ଥିଲେ ଏମାନଙ୍କର ରେଫ୍ ଯଥାବତ୍ ରହେ ।
ଯଥା – ପୁନଃ + ଅପି = (ପୁନର୍ + ଅପି) = ପୁନରପି । ପୁନଃ + ଆଗଚ୍ଛ = ପୁନରାଗଚ୍ଛ । ପ୍ରାତଃ + ଆଶଃ = ପ୍ରାତରାଂଶଃ । ସ୍ୱଃ + ଗତଃ = ସ୍ଵର୍ଗତଃ । ଅନ୍ତଃ + ହିତଃ = ଅନ୍ତର୍ହିତଃ ।

୮ । ପିତୃ-ମାତୃ ପ୍ରଭୃତି ୠକାରାନ୍ତ ଶବ୍ଦମାନଙ୍କର ସମ୍ବୋଧନରେ ଋକାରର ସ୍ଥିତି ମଧ୍ୟ ଏହିପରି ଯଥାବତ୍ ରହେ ।
ଯଥା – ପିତଃ + ଏହି = ପିତରେହି । ମାତଃ + ଦେହି = ମାତଦେହି ।

୯ । ଗ୍ରୀଃ ଗୀଃ + ପତିଃ = ଗୀର୍ପତିଃ, ଗୀଷ୍ପତିଃ / ଗୀଃ ପତିଃ
ଅହନ୍ + ପତିଃ = ଅହର୍ପତିଃ / ଅନ୍ତଃ ପତିଃ
ଅହନ୍ + ଅହନ୍ = ଅହର୍ + ଅହର୍ = ଅହରହଃ

୧୦ । ଢକାର ପରେ ଥିଲେ ଜ କାରର, ର କାର ପରେ ଥିଲେ ର କାରର ଲୋପ ହୁଏ ଏବଂ ତତ୍‌ପୂର୍ବ ଅଣ୍ଡର ଦୀର୍ଘ ହୁଏ ।
ଯଥା – ପୁନଃ + ରାଜତେ = ପୁନର୍ + ରାଜତେ = ପୁନା ରାଜତେ ।
ପୁନଃ + ରମୟତେ = (ପୁନର୍ + ରମୟତେ) = ପୁନା ରମୟତେ । ପିତଃ + ରକ୍ଷ = (ପିତର + ରକ୍ଷ) = ପିତା ରକ୍ଷ । ନିଃ + ରୋଗ = ନିର୍ + ରୋଗ = ନୀରୋଗ । ଅନ୍ତଃ + ରାଷ୍ଟ୍ରିୟ = ଅନ୍ତର୍ + ରାଷ୍ଟ୍ରିୟ = ଅନ୍ତରାଷ୍ଟ୍ରିୟ । ଶିଶୁ + ରୋଦିତି = ଶିଶୁର୍ + ରୋଦିତି = ଶିଶୁ ରୋଦିତି । ଗୁରୁ + ରୁଷ୍ଟୀ = ଗୁରୁର୍ + ରୁଷ୍ଟୀ = ଗୁରୁ ରୁଷ୍ଟ । ମୁଢ଼ + ଡଃ = ମୂଢ଼ । ଲିଭ୍ + ଡଃ = ଲୀଜଃ । ଉଭ୍ + ଜଃ = ଉଚ୍ଚୈଃ ।

୧୧ । ବୟଃ + ସ୍ଥ = ବୟସ୍ଥ / ବୟଃ ସ୍ଥ । ଅନ୍ତଃ + ଘ୍ଥ = ଅନ୍ତସ୍ଥ / ଅନ୍ତଃସ୍ଥ । ମନଃ + ସ୍ଥ = ମନସ୍ଥ / ମନଃସ୍ଥ ।

ଅଭ୍ୟ।ସଃ
୧ । ସପିଂ କୁରୁତ ।
(କ) ମନଃ + ରଥଃ = ମନୋରଥଃ
Answer:
ମନଃ + ରଥଃ = ମନୋରଥଃ

ତପଃ + ବନମ୍ = ____________
Answer:
ତପଃ + ବନମ୍ = ତପୋବନମ

ବୟଃ + ବୃଦ୍ଧଃ = ____________
Answer:
ବୟଃ + ବୃଦ୍ଧଃ = ବୟୋବୃଦ୍ଧଃ

ମନଃ + ବିକାରଃ = ____________
Answer:
ମନଃ + ବିକାରଃ = ମନୋବିକାରଃ

ଅଧଃ + ଗତିଃ = ____________
Answer:
ଅଧଃ + ଗତିଃ = ଅଧୋଗତିଃ

ଯଶଃ + ଗାନମ୍ = ____________
Answer:
ଯଶଃ + ଗାନମ୍ = ଯଶୋଗାନମ

(ଖ) ନିଃ + ଆଶ = ନିରାଶ
Answer:
ନିଃ + ଆଶ = ନିରାଶା

ନିଃ + ଉକ୍ତଃ = ____________
Answer:
ନିଃ + ଉକ୍ତଃ = ନିରୁକ୍ତଃ

ନିଃ + ଅସ୍ତଃ = ____________
Answer:
ନିଃ + ଅସ୍ତଃ = ନିରସ୍ତଃ

ଦୁଃ + ନୀତିଃ = ____________
Answer:
ଦୁଃ + ନୀତିଃ = ଦୁର୍ନୀତିଃ

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ଦୁଃ + ଗତିଃ = ____________
Answer:
ଦୁଃ + ଗତିଃ = ଦୁର୍ଗତିଃ

ଦୁଃ + ମତିଃ = ____________
Answer:
ଦୁଃ + ମତିଃ = ଦୁର୍ମତିଃ

ଦୁଃ + ଜୟଃ = ____________
Answer:
ଦୁଃ + ଜୟଃ = ଦୁର୍ଜୟଃ

ନିଃ + ଈକ୍ଷଣମ୍ = ____________
Answer:
ନିଃ + ଈକ୍ଷଣମ୍ = ନିରୀକ୍ଷଣମ

ନିଃ + ଘୋଷ = ____________
Answer:
ନିଃ + ଘୋଷ = ନିଘୋଷ

ନିଃ + ଧନଃ = ____________
Answer:
ନିଃ + ଧନଃ = ନିର୍ଧନଃ

ନିଃ + ଗତଃ = ____________
Answer:
ନିଃ + ଗତଃ = ନିର୍ଗତଃ

ଦୁଃ + ଆଶା = ____________
Answer:
ଦୁଃ + ଆଶା = ଦୁରାଶା

ଦୁଃ + ଆଚାରଃ = ____________
Answer:
ଦୁଃ + ଆଚାରଃ = ଦୁରାଚାରଃ

ଦୁଃ + ବୋଧଃ = ____________
Answer:
ଦୁଃ + ବୋଧଃ = ଦୁର୍ବୋଧଃ

(ଗ) ସା + ଏବ, ସା + ଇବ, ମନଃ + ତାପଃ, ବହିଃ + ଗମନମ୍, ବିଦୁଃ + ରାଜତେ, ହରଃ + ରମ୍ୟଃ, ଦୁଃ + ଶୀଳ, ନିଃ + ସଂଶୟମ୍‌, ଦୁଃ + ଶାସନମ୍, ପ୍ରଥମଃ + ସର୍ଗଃ, ସଃ + ଉବାଚ, ଯଃ + ଅସୌ, ଓଁ ଶାନ୍ତଃ + ଶାନ୍ତଃ + ଶାନ୍ତଃ ।

ବିସର୍ଗସନ୍ଧି ସରଣି

ବିସର୍ଗ ପୂର୍ବ ବର୍ଷ ବିସର୍ଗ ବିସଗୌତ୍ତର ବର୍ଷ ପରିଣାମ
ସ / ଏଷ ଃ(ସଃ / ଏଷଃ ) ଅକାରଭିନ୍ନସ୍ବର ବିସର୍ଗ ଲୋପ
ସ / ଏଷ ଃ(ସଃ / ଏଷଃ ) କୌଣସି ବ୍ୟଜ୍ଞନ ବିସର୍ଗ ଲୋପ
ସ / ଏଷ ଃ(ସଃ / ଏଷଃ ) ସଃ → ସୋ
ଏଷଃ → ଏଷୋ
ଅ-ଭିନ୍ନ ସ୍ବର ବିସର୍ଗ ଲୋପ
ସ୍ବର ବିସର୍ଗ ଲୋପ
ବର୍ଗର ୩ୟ, ୪ର୍ଥ, ୫ମ ବର୍ଣ୍ଣ
ୟ, ର୍, ଲ୍, ବ୍, ହ୍
ବିସର୍ଗ ଲୋପ
ଅ → ଓଽ
ବର୍ଗର ୩ୟ, ୪ର୍ଥ, ୫ମ ବର୍ଣ୍ଣ
ୟ, ର୍, ଲ୍, ବ୍, ହ୍
ଅ → ଓ
ଅ/ଆ/ଭିନ୍ନସ୍ବର ସ୍ବର ଃ → ର୍
ଅ/ଆ/ଭିନ୍ନସ୍ବର ବର୍ଗର ୩ୟ, ୪ର୍ଥ, ୫ମ ବର୍ଣ୍ଣ
ୟ, ର୍, ଲ୍, ବ୍, ହ୍
ଃ → ର୍
ପ୍ର‍ାତ / ପୁନ ସ୍ଵର ବର୍ଗର ୩, ୪, ୫ମ
ୟ୍, ର୍, ଲ୍, ବ୍, ହ୍
ଃ → ର୍
କୌଣସି ବର୍ଣ୍ଣ ସ୍ / ତ୍ / ଥ୍
ଷ୍ / ଟ୍ / ଠ୍
ଶ୍ / ବ୍ / ଛ୍
ଃ → ସ୍
ଃ → ଷ୍
ଃ → ଶ୍

BSE Odisha 9th Class Sanskrit Grammar Solutions Chapter 7 ସନ୍ଧି ପ୍ରକରଣମ୍

ସୂତ୍ର ସୂଚନା
୧ । ଅତୋରୋରମ୍ ତାଦପ୍ ତେ 1.6.1.113, ଆଦ୍‌ଗୁଣ 1.6.1.86, ଏବଂ ପଦାନ୍ତାଦ । 6.1.109
୨ । ହଶି ଚ। 8.1.114
୩ । ସ ସଜୁଷୋରୁ 8.2.66
୪ । ବିସର୍ଜନୀୟସ୍ୟ ଡଃ 8.3.34
୫ । ବା ଖରି 8.3.36

Leave a Comment