CHSE Odisha Class 11 Odia Book Question Answer Pdf | +2 1st Year Sahitya Jyoti Part 1 Question Answer

Plus 2 1st Year M I L Question Answer | +2 1st Year MIL Odia Book Pdf Sahitya Jyoti Part 1 Question Answer

ସାହିତ୍ୟ ଜ୍ୟୋତି Sahitya Jyoti Part 1 Question Answer | Class 11 MIL Odia Book Question Answer Pdf 2022-2023

Unit 1 ଗଦ୍ୟ

Unit 2 ପଦ୍ୟ

Unit 3 ଏକାଙ୍କିକା

BSE Odisha Class 11 Odia Grammar ବ୍ୟାକରଣ ବିଭାଗ

Unit 4 ବୋଧଜ୍ଞାନ ପରୀକ୍ଷଣ

Unit 5 ପ୍ରବନ୍ଧ ଓ ବ୍ୟାକରଣ

Plus Two First Year MIL Odia Syllabus

ଆଧୁନିକ ଭାରତୀୟ ଭାଷା (ବାଧ୍ୟତାମୂଳକ) ଓଡ଼ିଆ
ପ୍ରଥମ ବର୍ଷ (୧ମ ଭାଗ)

ପୂର୍ଣ୍ଣ ସଂଖ୍ଯା – ୧୦୦
ସମୟ – ୩ ଘ ।

ପିରିଅଡ଼ ସଂଖ୍ୟା – ସାପ୍ତାହିକ୫ (ବାର୍ଷିକ ୮୦)
ପ୍ରଥମ ଏକକ – ଗଦ୍ଯ (୧୬ ପିରିଅଡ଼) (୨୦ ନମ୍ବର)

୧. ‘ଶରଶୁ ପଦର’ – ଗୋପୀନାଥ ମହାନ୍ତି
୨. ଝେଲମ୍ ନଦୀରେ ସଂଧ୍ୟା – ପୁଂଜବିହାରୀ ଦାଶ
୩. ମଧୁବାବୁ – ଚିନ୍ତାମଣି ଆଚାର୍ଯ୍ୟ
୪. ଗାଁ ମଜଲିସ୍ – ହରେକୃଷ୍ଣ ମହତାବ

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉ ର ଦିଆଯିବ । ସେଥୁମଧ୍ଯରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉ ରଟି ବାଛି ଲେଖିବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୪ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୩ଟିର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୨ଟିର ଉ ର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥ‌ିରୁ ୧ଟିର ଉ ର ୩୦ଟି ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ଦୀର୍ଘ ଉ ରମୂଳକ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୧୫୦ ଶବ୍ଦରେ ଦେବାକୁ ହେବ । ଏହାର ମୂଲ୍ୟ ୫ ନମ୍ବର ।

ଦ୍ଵିତୀୟ ଏକକ – ପଦ୍ୟ (୧୬ ପିରିଅଡ଼) (୨୦ ନମ୍ବର)

୧. ସାହାଡ଼ା ବୃକ୍ଷ – ସାରଳା ଦାସ
୨. ଶାପ ମୋଚନ – ଜଗନ୍ନାଥ ଦାସ
୩. ହିମକାଳ – ଦୀନକୃଷ୍ଣ ଦାସ
୪. ମିତ୍ରତା – ଉପେନ୍ଦ୍ର ଭଞ୍ଜ
୫. ପୟରେ ପଶୁଛି ଶରଣ – ଭୀମଭୋଇ

  • ଏହି ଏକକରୁ ୫ଟି ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉ ର ଦିଆଯିବ । ସେଥୁମଧ୍ଯରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉ ରଟି ବାଛି ଲେଖିବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୪ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୩ଟିର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୨ଟିର ଉ ର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୩୦ଟି ଶବ୍ଦ ମଧ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ଦୀର୍ଘ ଉ ରମୂଳକ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୧୫୦ ଶବ୍ଦରେ ଦେବାକୁ ହେବ । ଏହାର ମୂଲ୍ୟ ୫ ନମ୍ବର ।

ତୃତୀୟ ଏକକ – ଏକାଙ୍କିକା (୧୬ ପିରିଅଡ଼) (୨୦ ନମ୍ବର)

୧. ଅତ୍ୟାଚାରିତ – ପ୍ରାଣବନ୍ଧୁ କର
୨. ଭାଲୁ ଉପଦ୍ରବ – ବିଜୟ ମିଶ୍ର
୩. ସୀମିତ ସମ୍ପର୍କ – କାକ ଚନ୍ଦ୍ର ରଥ

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉ ର ଦିଆଯିବ । ସେଥୁମଧ୍ଯରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉ ରଟି ବାଛି ଲେଖିବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୪ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୩ଟିର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥ‌ିରୁ ୨ଟିର ଉ ର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୩୦ଟି ଶବ୍ଦ ମଧ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ଦୀର୍ଘ ଉ ରମୂଳକ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୧୫୦ ଶବ୍ଦରେ ଦେବାକୁ ହେବ । ଏହାର ମୂଲ୍ୟ ୫ ନମ୍ବର ।

ଚତୁର୍ଥ ଏକକ — ବୋଧଜ୍ଞାନ ପରୀକ୍ଷଣ (୧୬ ପିରିଅଡ଼) (୨୦ ନମ୍ବର)

୧. ଅବବୋଧ ପରୀକ୍ଷଣ (କ) ଗଦ୍ୟାଶ (ଖ) ପଦ୍ୟାଶ
୨. ସମ୍ବାଦ ଲିଖନ

  • ଅବବୋଧ ପରୀକ୍ଷଣ ନିମନ୍ତେ ଏକ ଗଦ୍ୟ ଅନୁଚ୍ଛେଦ ଦିଆଯିବ ।
    ସେଥୁରୁ ପ୍ରଥମ ୪ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୪ = ୪ ନମ୍ବର ।
    ପୁନଶ୍ଚ
    ସେଥୁରୁ ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନର ଉ ର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୩ = ୬ ନମ୍ବର ।
  • ଗୋଟିଏ ଅଜ୍ଞାତ କବିତା ଦିଆଯିବ । ସେଥୁରୁ ୫ଟି ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ସାଂପ୍ରତିକ ଘଟଣାକ୍ରମକୁ ଆଧାର କରି ସମ୍ବାଦ ପ୍ରସ୍ତୁତ କରାଯିବ । ଦୁଇଟି ପ୍ରଶ୍ନ ମଧ୍ୟରୁ ଗୋଟିକ ଉ ର ଦେବାକୁ ହେବ ୧୫୦ ଶବ୍ଦ ମଧ୍ଯରେ । ଏହାର ମୂଲ୍ୟ ୫ × ୧ = ୫ ନମ୍ବର ।

ପ ମ ଏକକ – ପ୍ରବନ୍ଧ ଓ ବ୍ୟାକରଣ (୧୬ ପିରିଅଡ଼) (୨୦ ନମ୍ବର)

(କ) ପ୍ରବନ୍ଧ
(ଖ) ପତ୍ର ଲିଖନ
(ଗ) ବ୍ୟାକରଣ
ପଦ ପ୍ରକରଣ – ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା

  • ପ୍ରବନ୍ଧରୁ ତିନୋଟି ପ୍ରଶ୍ନ ଦିଆଯିବ । ସେଥରୁ ଯେକୌଣସି ଗୋଟିଏ ପ୍ରଶ୍ନର ଉ ର ୧୫୦ ରୁ ୨୦୦ ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୫ x ୧ = ୫ ନମ୍ବର ।
  • ପତ୍ର ଲିଖନରୁ ଦୁଇଟି ପ୍ରଶ୍ନ ଦିଆଯିବ । ସେଥୁରୁ ଯେକୌଣସି ଗୋଟିଏ ପ୍ରଶ୍ନର ଉ ର ଦେବାକୁ ହେବ । ଏହାର ମୂଲ୍ୟ ୫ x ୧ = ୫ ନମ୍ବର
  • ପଦ ପ୍ରକରଣରୁ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟାରୁ ୪ଟି ଲେଖାଏଁ ପ୍ରଶ୍ନ ପଡ଼ିବ । ସେଥୁରୁ ୨ଟି ଲେଖାଏଁ ପ୍ରଶ୍ନର ଉ ର ଦେବାକୁ ହେବ ।
    ଏହାର ମୂଲ୍ୟ ୧ × ୨ = ୨, ୧ × ୨ = ୨, ୧ × ୨ = ୨, ୧ × ୨ = ୨, ୧ × ୨ = ୨ = ୧୦ ନମ୍ବର ।

ପାଠ୍ୟଗ୍ରନ୍ଥ – ସାହିତ୍ୟ ଜ୍ୟୋତି, ପ୍ରଥମ ଭାଗ
ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ଵର

Leave a Comment