Class 6 Maths Chapter 9 Question Answer Odia Medium ପ୍ରତିସମତା

Students can use Class 6 Math Solution Odia Medium and Class 6 Maths Chapter 9 Question Answer Odia Medium ପ୍ରତିସମତା to check their answers after solving exercises.

6th Class Maths Chapter 9 Question Answer Odia Medium

Class 6 Maths Chapter 9 Odia Medium

9.1 ପ୍ରତିସମ ରେଖା (Line of Symmetry)

ଆସ ବୁଝିବା: (Page No. 219)

Question 1.
ଅଧ୍ୟାୟର ଆରମ୍ଭରେ ତୁମେ କୌଣସି ପ୍ରତିସମ ରେଖା ଦେଖୁଲ କି? ମେଘର ଚିତ୍ରରେ କ’ଣ ଦେଖୁଲ?
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 219 Q1
ଫୁଲରେ ଟି ପ୍ରତିସମ ରେଖା ଅଛି।
ପ୍ରଜାପତିରେ 1 ଟି ପ୍ରତିସମ ରେଖା ଅଛି।
ରଙ୍ଗୋଲିରେ 4ଟି ପ୍ରତିସମ ରେଖା ଅଛି।
ଚକ୍ରରେ କିଛି ପ୍ରତିସମ ରେଖା ନାହିଁ।
ମେଘରେ ଗୋଟିଏ କିମ୍ବା ଅଧୂକ
କିମ୍ବା ବିଲୁକୁଲ୍ ପ୍ରତିସମ ରେଖା ନାହିଁ।
ଯେହେତୁ ତାହାର ଆକୃତି ସ୍ଥିର ନୁହେଁ।

Class 6 Maths Chapter 9 Question Answer Odia Medium ପ୍ରତିସମତା width=

Question 2.
ନିମ୍ନଲିଖତ ପ୍ରତ୍ୟେକ ଚିତ୍ର ପାଇଁ, ଯଦି ସମ୍ଭବ, ତେବେ ପ୍ରତିସମ ରେଖାଗୁଡ଼ିକ ଚିହ୍ନଟ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 219 Q2
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 219 Q2.1

Page No. 221

Question 1.
ନିମ୍ନରେ ଥ‌ିବା ଚିତ୍ରଗୁଡ଼ିକରେ ମଧ୍ୟ ପ୍ରତିସମ ରେଖା ରହିଛି। ସେଗୁଡ଼ିକୁ ଚିହ୍ନଟ କର। (ପ୍ରଶ୍ନ ସହିତ ଉତ୍ତର)
Class 6 Maths Chapter 9 Question Answer Odia Medium ପ୍ରତିସମତା Page 221 Q1
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 221 Q1.1

ଆସ ବୁଝିବା: (Page No. 224-230)

Question 1.
ନିମ୍ନଲିଖତ ପ୍ରତ୍ୟେକ ଚିତ୍ରରେ, ଏକ ବର୍ଗାକାର କାଗଜଖଣ୍ଡକୁ ଭାଙ୍ଗି ପଞ୍ଚୁ ଯନ୍ତ୍ରଦ୍ଵାରା ଗୋଟିଏ ଛିଦ୍ର କରାଯାଇଛି ଏବଂ ତା’ପରେ ପୁଣି ଖୋଲି ଦିଆଯାଇଛି। କାଗଜଖଣ୍ଡକୁ କେଉଁ ଭଳି ଭଙ୍ଗାଯାଇଥୁଲା, ସେହି ରେଖାକୁ ଚିହ୍ନଟ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q1
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q1.1

Question 2.
ନି ମ୍ନୋକ୍ତ ପ୍ରତ୍ୟେକ ଚିତ୍ରରେ ପ୍ରତିସମ ରେଖା ଏବଂ ଗୋଟିଏ ଛିଦ୍ର ଦିଆଯାଇଛି। ଏହି ପ୍ରତିସମ ରେଖାକୁ ଆଧାର କରି ଅନ୍ୟ ଛିଦ୍ର କେଉଁଠି ରହିବ ଦର୍ଶାଅ।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q2
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q2.1

Question 3.
ଏଠାରେ କାଗଜ କଟା ଉପରେ କିଛି ପ୍ରଶ୍ନ ଅଛି।
ଏକ ଭୂଲମ୍ବ ଭାଙ୍ଗକୁ ବିଚାର କର। ଆମେ ନି ସ୍ମରେ ଏହିପରି ଦର୍ଶାଇଥାଉ।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q3
ସେହିପରି, ଏକ ଭୂସମାନ୍ତର ଭାଙ୍ଗକୁ ନିମ୍ନଚିତ୍ର ଭଳି ଦର୍ଶାଇବା।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q3.1
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q3.2

Question 4.
ନିମ୍ନୋକ୍ତ ପ୍ରତ୍ୟେକ ଚିତ୍ରରେ ବିନ୍ଦୁ ଚିହ୍ନିତ ରେଖା ଅନୁ ଯାୟୀ ଯଦି କାଗଜକୁ କଟାଯାଏ, ତେବେ କାଗଜକୁ ଖୋଲିବା ସମୟରେ ଛିଦ୍ରର ଆକୃତି କେମିତି ରହିବ, ପୂର୍ବାନୁମାନ କର। ତୁମେ ନିଜର ପୂର୍ବାନୁମାନ କରିବା ପରେ କାଗଜଟିକୁ କଇଁଚିରେ କାଟି ଉତ୍ତର ଯାଞ୍ଚ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q4
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q4.1

Class 6 Maths Chapter 9 Question Answer Odia Medium ପ୍ରତିସମତା width=

Question 5.
ତୁମକୁ ଏହି ଆକୃତିଗୁଡ଼ିକ ମଧ୍ୟରୁ ପ୍ରତ୍ୟେକକୁ କିଛି ଭାଙ୍ଗ କରିବା ଏବଂ ଗୋଟିଏ ଥର ସିଧା କାଟିବାଦ୍ଵାରା ପ୍ରସ୍ତୁତ କରିବାକୁ ଦିଆଯିବ। ତୁମେ ଏହାକୁ କିପରି କରିବ?
(a) କେନ୍ଦ୍ରରେ ଥିବା ଛିଦ୍ରଟି ଏକ ବର୍ଗଚିତ୍ର
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q5
(b) କେନ୍ଦ୍ରରେ ଥ‌ିବା ଛିଦ୍ରଟି ଏକ ବର୍ଗଚିତ୍ର
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q5.1
ଟିପ୍ପଣୀ : ଉପରୋକ୍ତ ଦୁଇଟି ପ୍ରଶ୍ନପାଇଁ କେନ୍ଦ୍ରରେ ଥ‌ିବା 4ଟି ପାର୍ଶ୍ଵ ଚିତ୍ର ଏକ ବର୍ଗଚିତ୍ରର ଉଭୟଗୁଣକୁ ବୁଝାଉଛି କି ନାହିଁ ଯାଞ୍ଚ କର।
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q5.2

Question 6.
ନି ମ୍ନୋକ୍ତ ଆକୃତିଗୁଡ଼ିକର କେତୋଟି ପ୍ରତିସମ ରେଖା ରହିଛି?
(a)
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q6
(b) ସମାନ ବାହୁ ଓ ସମାନ କୋଣ ଥୁବା ତ୍ରିଭୁଜ
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q6.1
(c) ସମାନ ବାହୁ ଓ ସମାନ କୋଣ ଥୁବା ଏକ ଷଡ଼ଭୁଜ।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q6.2
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q6.3

Question 7.
ନି ମ୍ନୋକ୍ତ ଚିତ୍ରଗୁଡ଼ିକୁ ନିଜ ଖାତାରେ ଅଙ୍କନ କର, ଯେଉଁଠି ସମ୍ଭବ ସେଠି ପ୍ରତିସମ ଅକ୍ଷଗୁଡ଼ିକୁ ନିଜେ ଅଙ୍କନ କରି ଦେଖାଅ।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q7
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q7.1

Question 8.
ନିମ୍ନ ଝୋଟି / ଚିତାରେ ପ୍ରତିସମ ରେଖା ଅଙ୍କନ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q8
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q8.1

Question 9.
ସୂଚନ। ଅନୁଯାୟୀ ଅଙ୍କନ କର।
(a) କେବଳ ଗୋଟିଏ ପ୍ରତିସମ ରେଖା ବିଶିଷ୍ଟ ତ୍ରିଭୁଜ
(b) ତିନୋଟି ପ୍ରତିସମ ରେଖା ବିଶିଷ୍ଟ ତ୍ରିଭୁଜ
(c) କୌଣସି ପ୍ରତିସମ ରେଖା ନ ଥୁବା ତ୍ରିଭୁଜ
କେବଳ ଦୁଇଟି ପ୍ରତିସମ ରେଖା ବିଶିଷ୍ଟ ତ୍ରିଭୁଜ ଅଙ୍କନ କରିହେବ କି?
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q9
ନା, କେବଳ ଦୁଇଟି ପ୍ରତିସମ ରେଖା ବିଶିଷ୍ଟ ତ୍ରିଭୁଜ ଅଙ୍କନ କରିହେବ ନାହିଁ।

Class 6 Maths Chapter 9 Question Answer Odia Medium ପ୍ରତିସମତା width=

Question 10.
ନାଁ ମ୍ନଲିଖୁତ ସୂଚନ। ଅନୁଯାୟୀ ଚିତ୍ର ଅଙ୍କନ କର। ପ୍ରତ୍ୟେକ କ୍ଷେତ୍ରରେ ଚିତ୍ରଟି ଅତିକମ୍‌ରେ ଗୋଟିଏ ବକ୍ରସୀମା ଧାରଣ କରିବ।
(a) କେବଳ ଗୋଟିଏ ପ୍ରତିସମ ରେଖା ବିଶିଷ୍ଟ ଏକ ଚିତ୍ର
(b) କେବଳ ଦୁଇଟି ପ୍ରତିସମ ରେଖା ବିଶିଷ୍ଟ ଏକ ଚିତ୍ର
(c) କେବଳ ଚାରୋଟି ପ୍ରତିସମ ରେଖା ବିଶିଷ୍ଟ ଏକ ଚିତ୍ର
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q10

Question 11.
ବର୍ଗାକାର କୋଠରି ଥବା କାଗଜରେ ନିମ୍ନ ଚିତ୍ରଗୁଡ଼ିକୁ ଅଙ୍କନ କର। ନୀଳରେଖାକୁ ପ୍ରତିସମ ଅକ୍ଷ ରୂପେ ଗ୍ରହଣ କରି ଚିତ୍ରଟିକୁ ସମ୍ପୂର୍ଣ୍ଣ କର। ସମସ୍ୟା (a) ଟିକୁ ଉଦାହରଣ ସ୍ଵରୂପ ସମାଧାନ କରାଯାଇଛି।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q11
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q11.1
ସୂଚନା: (c) ଏବଂ (f) ପାଇଁ ପୁସ୍ତକକୁ ଘୂରାଇ ଦେଖ ସାହାଯ୍ୟ କରୁଛି କି ନାହିଁ।
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q11.2

Question 12.
ବର୍ଗାକାର କୋଠରି ଥବା କାଗଜରେ ନିମ୍ନ ଚିତ୍ରଗୁଡ଼ିକୁ ଅଙ୍କନ କର। ପ୍ରତ୍ୟେକ ଚିତ୍ରରେ ଥିବା ଦୁଇଟି। ଉତ୍ତମ କଳା ରେଖାକୁ ପ୍ରତିସମ ଅକ୍ଷ ରୂପେ ଗ୍ରହଣ କରି ଚିତ୍ରଟିକୁ ସମ୍ପୂର୍ଣ୍ଣ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q12
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q12.1

Question 13.
ନିମ୍ନରେ ଦିଆଯାଇଽଥିବା ଚିତ୍ରଗୁଡ଼ିକୁ ଏକ ବିନ୍ଦୁ ଗ୍ରୀଡ୍‌ରେ ଅଙ୍କନ କର। ପ୍ରତ୍ୟେକ ଚିତ୍ରରେ ପ୍ରତିସମ ରେଖା ଥୁବା ଆକୃତି ତିଆରି କରିବା ପାଇଁ ଆଉ ଦୁଇଟି ରେଖା ଅଙ୍କନ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q13
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 224 Q13.1

9.2 ଘୂର୍ଣ୍ଣନ ପ୍ରତିସମତା (Rotational Symmetry)

Page No. 231

Question 1.
ଅନ୍ୟ ପ୍ରତିସମ କୋଣଗୁଡ଼ିକ କ’ଣ?
Class 6 Maths Chapter 9 Question Answer Odia Medium ପ୍ରତିସମତା Page 231 Q1
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 231 Q1.1

Page No. 235

Question 1.
ତୁମେ ରଶ୍ମି ସଦୃଶ ବାହୁ (ରେଡ଼ିଆଲ୍ ବାହୁ)କୁ ନେଇ ଏକ ଚିତ୍ର ଆଙ୍କିପାରିବ କି, ଯାହାର
(a) 5 ଟି ପ୍ରତିସମ କୋଣ ଥ‌ିବ?
(b) 6ଟି ପ୍ରତିସମ କୋଣ ଥୁବ?
ପ୍ରତ୍ୟେକ କ୍ଷେତ୍ରରେ ପ୍ରତିସମ କୋଣଗୁଡ଼ିକୁ ମଧ୍ୟ ଦର୍ଶାଅ।
Solution:
ଛାତ୍ରଛାତ୍ରୀମାନେ ଚିତ୍ର କାଟି ଅଭ୍ୟାସ କରିବେ।

Question 2.
7ଟି ପ୍ରତିସମ କୋଣ ଥ‌ିବା ରଶ୍ମି ସଦୃଶ ବାହୁମାନଙ୍କର ଏକ ଚିତ୍ର ବିଚାରକୁ ନିଅ। ଏହାର ସବୁଠାରୁ ଛୋଟ ପ୍ରତିସମ କୋଣ କ’ଣ ହେବ? ଏହି କ୍ଷେତ୍ରରେ କୋଣର ପରିମାଣ ଏକ ପୂର୍ଣ୍ଣସଂଖ୍ୟା କି? ଯଦି ନୁହେଁ, ତେବେ ଏହାକୁ ଏକ ମିଶ୍ରିତ ଭଗ୍ନସଂଖ୍ୟା ରୂପେ ପ୍ରକାଶ କର।
Solution:
ଛାତ୍ରଛାତ୍ରୀମାନେ ଚିତ୍ର କାଟି ଅଭ୍ୟାସ କରିବେ।

ତୁମ ପାଇଁ କାମ (Page No. 235-236)

Question 1.
ଦିଆଯାଇଥ‌ିବା ବିନ୍ଦୁକୁ (.) ଘୂର୍ଣ୍ଣନର କେନ୍ଦ୍ର ରୂପେ ନେଇ ପ୍ରତ୍ୟେକ ଚିତ୍ରରେ ପ୍ରତିସମ କୋଣଗୁଡ଼ିକ ନିର୍ଣ୍ଣୟ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 235 Q1
Solution:
ପ୍ରତ୍ୟେକ ଚିତ୍ରରେ ପ୍ରତିସମ କୋଣଗୁଡ଼ିକ ପାଇବା ପାଇଁ 90° ଘୂର୍ଣ୍ଣନ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 235 Q1.1

Question 2.
ନିମ୍ନଲିଖତ ଚିତ୍ରଗୁଡ଼ିକ ମଧ୍ୟରୁ କେଉଁଟିରେ ଗୋଟିଏରୁ ଅଧ‌ିକ ପ୍ରତିସମ କୋଣ ରହିଛି?
Class 6 Maths Chapter 9 Question Answer Odia Medium ପ୍ରତିସମତା Page 235 Q2
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 235 Q2.1
କେବଳ (g) ଚିତ୍ରଟିକୁ ଛାଡ଼ି ଅନ୍ୟ ସମସ୍ତ ଚିତ୍ରରେ ଗୋଟିଏରୁ ଅଧ‌ିକ ପ୍ରତିସମ କୋଣ ଅଛି।

Class 6 Maths Chapter 9 Question Answer Odia Medium ପ୍ରତିସମତା width=

Question 3.
ପ୍ରତ୍ୟେକ ଚିତ୍ରରେ ଘୂର୍ଣ୍ଣନ ପ୍ରତିସମତାର କ୍ରମ ଦର୍ଶାଅ।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 235 Q3
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 235 Q3.1
(a) 2
(b) 1
(c) 6
(d) 3
(e) 4
(f) 5

ଠିକ୍ ନା ଭୁଲ୍ (Page No. 236-237)

Question 1.
(କ) ପ୍ରତ୍ୟେକ ଚିତ୍ରର ପ୍ରତିସମକୋଣ 360° ହେବ।
(ଖ) ଯଦି କୌଣସି ଚିତ୍ରର କ୍ଷୁଦ୍ରତମ ପ୍ରତିସମ କୋଣର ପରିମାଣ ଏକ ଗଣନ ସଂଖ୍ୟା ହୁଏ, ତେବେ ଏହା 360 ର ଏକ ଗୁଣନୀୟକ ହୋଇଥିବ।
Solution:
(କ) ଭୁଲ୍
(ଖ) ଠିକ୍

Question 2.
ସମସ୍ତ ଚିତ୍ର ପାଇଁ ଏକ କ୍ଷୁଦ୍ରତମ ପ୍ରତିସମ କୋଣ ଅଛି କି?
Solution:
ଅଧିକାଂଶ ଚିତ୍ର ପାଇଁ ଏକ କ୍ଷୁଦ୍ରତମ ‘ପ୍ରତିସମ କୋଣ ରହିଛି।

ଆସ ବୁଝିବା: (Page No. 238-239)

Question 1.
ନିମ୍ନ ବୃତ୍ତର ବିଭିନ୍ନ ଅଂଶକୁ ଏହିପରି ଭାବେ ରଙ୍ଗ କର ଯେପରିକି
(i) ତିନୋଟି ପ୍ରତିସମ କୋଣ ରହିପାରିବ।
(ii) ଚାରୋଟି ପ୍ରତିସମ କୋଣ ରହିପାରିବ।
(iii) ବିଭିନ୍ନ ଉପାୟରେ ରଙ୍ଗ କରି କେତୋଟି ପ୍ରତିସମ କୋଣ ପାଇପାରିବ?
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q1
Solution:
(i) 120° ଘୂର୍ଣ୍ଣନ କଲେ ତିନୋଟି ପ୍ରତିସମ କୋଣ ରହିପାରିବ।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q1.1
(ii) 90° ଘୂର୍ଣ୍ଣନ କଲେ ଚାରୋଟି ପ୍ରତିସମ କୋଣ ରହିପାରିବ।
(iii) ଚାରୋଟି ଉପାୟରେ ସମ୍ଭବ।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q1.2

Question 2.
ବୃତ୍ତ ଏବଂ ବର୍ଗଚିତ୍ର ବ୍ୟତୀତ ଆଉ ଦୁଇଟି ଚିତ୍ର ଅଙ୍କନ କର, ଯେଉଁଥରେ ଉଭୟ ପ୍ରତିଫଳନ ପ୍ରତିସମ ଓ ଘୂର୍ଣ୍ଣନ ପ୍ରତିସମ ରହିଥବ।
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q2

Question 3.
ଯେଉଁଠାରେ ସମ୍ଭବ, ଏକ ଚିତ୍ର ଆଙ୍କ:
(a) ଅତିକମ୍‌ରେ ଦୁଇଟି ପ୍ରତିସମ ରେଖା ଏବଂ ଅତିକମ୍‌ରେ ଦୁଇଟି ପ୍ରତିସମ କୋଣ ଥିବା ଏକ ତ୍ରିଭୁଜ।
(b) କେବଳ ଗୋଟିଏ ପ୍ରତିସମ ରେଖା ସହିତ ଏକ ତ୍ରିଭୁଜ ଯାହାର ଘୂର୍ଣ୍ଣନ ପ୍ରତିସମ ନଥ‌ିବ।
(c) ଘୂର୍ଣ୍ଣନ ପ୍ରତିସମ ଥିବା ଏକ ଚତୁର୍ଭୁଜ ଯାହାର କୌଣସି ପ୍ରତିଫଳନ ପ୍ରତିସମ ନଥୁବ।
(d) ପ୍ରତିଫଳନ ପ୍ରତିସମ ଥିବା ଏକ ଚତୁର୍ଭୁଜ ଯାହାର କୌଣସି ଘୂର୍ଣ୍ଣନ ପ୍ରତିସମ ନଥ‌ିବ।
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q3

Question 4.
ଏକ ଚିତ୍ରରେ 60° ହେଉଛି କ୍ଷୁଦ୍ରତମ ପ୍ରତିସମ କୋଣ। ତେବେ ଏହି ଚିତ୍ରର ଅନ୍ୟ ପ୍ରତିସମ କୋଣଗୁଡ଼ିକ କ’ଣ?
Solution:
ଯେହେତୁ 60° ହେଉଛି କ୍ଷୁଦ୍ରତମ କୋଣ, ଅନ୍ୟ କୋଣଗୁଡ଼ିକ ଯେଉଁଗୁଡ଼ିକ 360° ପର୍ଯ୍ୟନ୍ତ 60ର ଗୁଣିତକ ଅଟନ୍ତି, ସେଗୁଡ଼ିକ ପ୍ରତିସମ କୋଣଅଟନ୍ତି।
ଏଠାରେ କୋଣଗୁଡ଼ିକ ହେଉଛି 120°, 180°, 240°, 300°, 360°.

Question 5.
ଏକ ଚିତ୍ରରେ ଗୋଟିଏ ପ୍ରତିସମ କୋଣ ହେଉଛି 60°। ଚିତ୍ରଟିରେ 60° ରୁ କମ୍ ଦୁଇଟି ପ୍ରତିସମ କୋଣ ରହିଛି। ଏହାର କ୍ଷୁଦ୍ରତମ ପ୍ରତିସମ କୋଣଟି କେତେ ହେବ?
Solution:
କ୍ଷୁଦ୍ରତମ ପ୍ରତିସମ କୋଣ = 60 ÷ 3 = 20°

Question 6.
ଆମେ ଘୂର୍ଶନ ପ୍ରତିସମ ଥ‌ିବା ଏକ ଚିତ୍ର ଆଙ୍କିପାରିବା କି ଯାହାର କ୍ଷୁଦ୍ରତମ ପ୍ରତିସମ କୋଣ:
(a) 45° ହେବ?
(b) 17 ହେବ?
Solution:
(a) ହଁ, ଯେହେତୁ 360, 45 ଦ୍ଵାରା ବିଭାଜ୍ୟ।
(b) ନୂ।, ଯେହେତୁ 360, 17 ଦ୍ଵାରା ବିଭାଜ୍ୟ ନୁହେଁ।

Question 7.
ଏହା ଦିଲ୍ଲୀର ନୂତନ ସଂସଦ ଭବନର ଏକ ଚିତ୍ର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q7
(a) ଚିତ୍ରର ବାହ୍ୟ ସୀମାରେ ପ୍ରତିଫଳନ ପ୍ରତିସମ ଅଛି କି? ଯଦି ହଁ, ତେବେ ପ୍ରତିସମ ରେଖା ଅଙ୍କନ କର। କେତେକ ପ୍ରତିସମ ରେଖା ହେବ।
(b) ଏହାର କେନ୍ଦ୍ର ଚାରିପାଖରେ ଘୂର୍ଣ୍ଣନ ପ୍ରତିସମ ଅଛି କି? ଯଦି ହଁ, ତେବେ ଘୂର୍ଣ୍ଣନ ପ୍ରତିସମର କୋଣଗୁଡ଼ିକ ନିର୍ଣ୍ଣୟ କର।
Solution:
(a) ଚିତ୍ରର ବାହ୍ୟ ସୀମା ଏହାର କେନ୍ଦ୍ରରେ ଘୂର୍ଣ୍ଣନ ପ୍ରତିସମ ଦର୍ଶାଉଛି।
କ୍ଷୁଦ୍ରତମ ଘୂର୍ଣ୍ଣନ ପ୍ରତିସମ କୋଣ = 360° ÷ 3 = 120°।
ଅନ୍ୟାନ୍ୟ ଘୂର୍ଣ୍ଣନ ପ୍ରତିସମ କୋଣଗୁଡ଼ିକ ହେଉଛି 240° ଓ 360°।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q7.1
(b) ବାହ୍ୟ ସୀମା ପ୍ରତିଫଳନ ପ୍ରତିସମ ଦର୍ଶାଉଛି।

Question 8.
ପ୍ରଥମ ଅଧ୍ୟାୟର ସାରଣୀ–3 ରେ ଥିବା ସରଳ ବହୁଭୁଜର ଆକୃତିଗୁଡ଼ିକର କେତୋଟି ପ୍ରତିସମ ରେଖା ଅଛି ନିର୍ଣ୍ଣୟ କର। ସେଗୁଡ଼ିକୁ ସଜାଇ କେଉଁ ସଂଖ୍ୟାକ୍ରମ ପାଇଲ ଲେଖ।
Solution:
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q8
3 ବାହୁ ବିଶିଷ୍ଟ ସୁଷମ ବହୁଭୁଜ (ସମବାହୁ ତ୍ରିଭୁଜ)ର 3ଟି ପ୍ରତିସମ ରେଖା ରହିଛି।
4 ବାହୁ ବିଶିଷ୍ଟ ସୁଷମ ବହୁଭୁଜ (ବର୍ଗକ୍ଷେତ୍ର)ର 4ଟି ପ୍ରତିସମ ରେଖା ରହିଛି।
5 ବାହୁ ବିଶିଷ୍ଟ ସୁଷମ ବହୁଭୁଜ (ପଞ୍ଚଭୁଜ)ର 5ଟି ପ୍ରତିସମ ରେଖା ରହିଛି।
6 ବାହୁ ବିଶିଷ୍ଟ ସୁଷମ ବହୁଭୁଜ (ଷଡ଼ଭୁଜ)ର 6ଟି ପ୍ରତିସମ ରେଖା ରହିଛି।
ଆମେ ନିମ୍ନଲିଖୂତ ସଂରଚନାରୁ ଜାଣିଲୁ ଯେ ଗୋଟିଏ ସୁଷମ ବହୁଭୁଜର ପାର୍ଶ୍ଵ ସଂଖ୍ୟା = ପ୍ରତିସମ ରେଖାର ସଂଖ୍ୟା।
ସଂଖ୍ୟା କ୍ରମ: 3, 4, 5, 6, 7, …………

Question 9.
ପ୍ରଥମ ଅଧ୍ୟାୟର ସାରଣୀ-3ରେ ଥିବା ବହୁଭୁଜର ଆକୃତିଗୁଡ଼ିକର କେତୋଟି ପ୍ରତିସମ କୋଣ ଅଛି ନିର୍ଣ୍ଣୟ କର? ସେଗୁଡ଼ିକ ସଜାଇ କେଉଁ ସଂଖ୍ୟାକ୍ରମ ପାଇଲ ଲେଖ।
Solution:
ଆମେ ଜାଣିଛେ ପ୍ରତିସମତା କୋଣ ସଂଖ୍ୟା = ପ୍ରତିସମ ରେଖାର ସଂଖ୍ୟା।
ତେଣୁ ଆମେ ସଂଖ୍ୟାକ୍ରମ ପାଇଲୁ: 3, 4, 5, 6, 7

Class 6 Maths Chapter 9 Question Answer Odia Medium ପ୍ରତିସମତା width=

Question 10.
ପ୍ରଥମ ଅଧ୍ୟାୟ ସାରଣୀ–3 ରେ ଥ‌ିବା ଶେଷ ଆକୃତିଗୁଡ଼ିକରେ କେତୋଟି ପ୍ରତିସମ ରେଖା ଅଛି ନିର୍ଣ୍ଣୟ କର। (ସ୍କୋ ଫ୍ଲକ୍ ଅନୁକ୍ରମ) କେତୋଟି ପ୍ରତିସମ କୋଣ ପାଇଲ ଲେଖ?
Solution:
ଉପରିସ୍ଥ ଆକୃତିରେ 6ଟି ପ୍ରତିସମ ରେଖା ଅଛି।

Question 11.
ଅଶୋକ ଚକ୍ରରେ କେତୋଟି ପ୍ରତିସମ ରେଖା ଓ ପ୍ରତିସମ କୋଣ ରହିଛି?
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q11
Solution:
ନିଜେ ଅଭ୍ୟାସ କର।
Class 6 Maths Chapter 9 Question Answer Odia Medium ପ୍ରତିସମତା Page 238 Q11.1