Optional Odia Book 2 1st Year Pdf Question Answer – Sahitya Dipti Question Answer (+2 1st Year)

Plus Two First Year Optional Odia Question Answer – CHSE Odisha Class 11 Optional Odia Question Answer ସାହିତ୍ୟ ଦୀପ୍ତି

Plus Two First Year Optional Odia Question Answer | ସାହିତ୍ୟ ଦୀପ୍ତି Sahitya Dipti Part 1 Question Answer Pdf Download

Plus Two First Year Optional Odia Syllabus

ଇଚ୍ଛାଧୀନ ଓଡ଼ିଆ
କଳାସ୍ରୋତ ନିମନ୍ତେ, ପ୍ରଥମ ବର୍ଷ (୧ମ ଭାଗ)

ପୂର୍ଣ୍ଣସଂଖ୍ୟା – ୧୦୦
ସମୟ ୩ ଘଣ୍ଟା

ପ୍ରଥମ ଏକକ

୧. ମଧ୍ଯକାଳନୀ : ‘ମଥୁରା ମଙ୍ଗଳ’ – ଭକ୍ତ ଚରଣ ଦାସ, ଛାନ୍ଦ : ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉତ୍ତର ଦିଆଯିବ । ସେଥିମଧ୍ୟରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉତ୍ତରଟି ବାଛି ଲେଖୁବେ । ଏହାର ମୂଲ୍ୟ ୧×୫ = ୫ ନମ୍ବର ।
  • ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୩ଟିର ଉତ୍ତର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର ।
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୨ଟିର ଉତ୍ତର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୧ଟିର ଉତ୍ତର ୩୦ଟି ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୩୪ ୧ = ୩ ନମ୍ବର ।
  • ୨ଟି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଡ଼ିବ । ସେଥିରୁ ୧ଟିର ଉତ୍ତର ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୫ × ୧ = ୫ ନମ୍ବର ।

ଦ୍ବିତୀୟ ଏକକ

୨. ଆଧୁନିକ କାବ୍ୟ : ‘ନନ୍ଦିକେଶ୍ୱରୀ – କବିବର ରାଧାନାଥ ରାୟ

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉତ୍ତର ଦିଆଯିବ । ସେଥିମଧ୍ୟରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉତ୍ତରଟି ବାଛି ଲେଖୁବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୩ଟିର ଉତ୍ତର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର ।
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୨ଟିର ଉତ୍ତର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୧ଟିର ଉତ୍ତର ୩୦ ଟି ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ୫ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଡ଼ିବ । ସେଥିରୁ ୧ଟିର ଉତ୍ତର ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୫ × ୧ = ୫ ନମ୍ବର ।

ତୃତୀୟ ଏକକ

୩. ଉପନ୍ୟାସ : ‘ମଲାଜହ୍ନ” – ଉପେନ୍ଦ୍ର କିଶୋର ଦାସ

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉତ୍ତର ଦିଆଯିବ । ସେଥିମଧ୍ୟରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉତ୍ତରଟି ବାଛି ଲେଖୁବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୩ଟିର ଉତ୍ତର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର ।
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୨ଟିର ଉତ୍ତର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥ‌ିରୁ ୧ଟିର ଉତ୍ତର ୩୦ଟି ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ୫ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉତ୍ତର ୧୫୦ ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୫ × ୧ = ୫ ନମ୍ବର ।

ଚତୁର୍ଥ ଏକକ

୪. ‘ରାଜହଂସ’ – ଡକ୍ଟର ରତ୍ନାକର ଚଇନି

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉତ୍ତର ଦିଆଯିବ । ସେଥିମଧ୍ୟରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉତ୍ତରଟି ବାଛି ଲେଖୁବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଢ଼ିବ । ସେଥ‌ିରୁ ୩ଟିର ଉତ୍ତର ଗୋଟିଏ | ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର ।
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥ‌ିରୁ ୨ଟିର ଉତ୍ତର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୧ଟିର ଉତ୍ତର ୩୦ଟି ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ୫ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଡ଼ିବ । ସେଥିରୁ ୧ଟିର ଉତ୍ତର ୧୫୦ ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୫ × ୧ = ୫ ନମ୍ବର ।

ପଞ୍ଚମ ଏକକ

୪, ବ୍ୟାକରଣ : (୧) ବାକ୍ୟ ପ୍ରକାରଭେଦ ଓ ପରିବର୍ତ୍ତନ ( ୨ ) ଛନ୍ଦ (ମିତ୍ରାକ୍ଷର ଓ ଅମିତ୍ରାକ୍ଷର)

  • ଏହି ଏକକରୁ ୧୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୧୦ଟିର ଉତ୍ତର ଗୋଟିଏ ବାକ୍ୟ ବା ଶବ୍ଦରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର ।
  • ଏହି ଏକକରୁ ୩ଟି ୫ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଡ଼ିବ । ସେଥୁରୁ ୨ଟିର ଉତ୍ତର ୧୫୦ ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୫ × ୨ = ୧୦ ନମ୍ବର ।

CHSE Odisha Class 11 Text Book Solutions

Leave a Comment