Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ

Students can use Class 5 Math Solution Odia Medium and Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ to check their answers after solving exercises.

5th Class Maths Chapter 3 Question Answer Odia Medium

Class 5 Maths Chapter 3 Odia Medium

Page No. (୩୨ to ୩୬)

Question 1.
ଚିତ୍ରରେ କେଉଁ ପିଲାଟି ପୁରା ଘୁରିଗଲା ? କେଉଁ ପିଲାଟି ଅଧା ଘୂରିଲା ? ତୁମେ କିପରି ଜାଣିଲ ? ଶ୍ରେଣୀରେ ଆଲୋଚନା କର ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 1
Solution:
ଚିତ୍ରରେ ପିଲା ‘ଖ’ ସମ୍ପୂର୍ଣ୍ଣ ଘୂର୍ଣ୍ଣନ କରିଛି, କାରଣ ୨ୟ ଚିତ୍ରରେ ‘ଖ’ ୧ମ ଚିତ୍ର ପରି ସମାନ ଦିଗକୁ ମୁହଁ କରିଛି, ଯାହାର ଅର୍ଥ ସେ ସମ୍ପୂର୍ଣ୍ଣ ବୁଲି ସାରିଛି, ଅର୍ଥାତ୍‌ ୩୬୦° ଘୂରିଛି ।
ପିଲା ‘କ’ ଅଧା ଘୂର୍ଣ୍ଣନ କରିଛି କାରଣ, ୨ୟ ଚିତ୍ରରେ, ‘କ’ ୧ମ ଚିତ୍ର ତୁଳନାରେ ବିପରୀତ ଦିଗକୁ ମୁହଁ କରିଛି, ଯାହାର ଅର୍ଥ ସେ ଅଧାବାଟ ବୁଲିଯାଇଛି ।

Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ

Question 2.
ବାସ୍ତବ ଜୀବନରେ କେଉଁ ସ୍ଥାନରେ ତୁମେ ଘୂର୍ଶନ ଘୂରିବା ସ୍ଥିତି ଲକ୍ଷ୍ୟ କରୁଛ । ତାହାର ଉଦାହରଣ ଦିଅ ।
Solution:
ବାସ୍ତବ ଜୀବନରେ ଘୂର୍ଣ୍ଣନର କିଛି ଉଦାହରଣ ନିମ୍ନରେ ଦିଆଗଲା :
(i) ନୃତ୍ୟଶିଳ୍ପୀ, ଚତୁର୍ଥାଂଶ, ଅଧା ଏବଂ ସମ୍ପୂର୍ଣ ଘୂର୍ଣ୍ଣନ କରିବା ।
(ii) କବାଟ ଖୋଲିବା ପାଇଁ ଦ୍ଵାରବନ୍ଧ ବୁଲାଇବା ।
(iii) ତାଲାରେ ଚାବି ବୁଲାଇବା (ଫିଟାଇଲା ବେଳେ ଓ ଖୋଲିବା ସମୟରେ)
(iv) ସାଇକେଲ୍‌ର ହ୍ୟାଣ୍ଡେଲ ବୁଲାଇବା ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 2
ଆଶୁତୋଷ ଓ ସବିତା ଦୁଇଜଣ ଗୋଲାକାରରେ ଘୂରୁଛନ୍ତି । ସେମାନେ ତାଙ୍କର ଗୋଟିଏ ପାଦକୁ ଏକ ଜାଗାରେ ସ୍ଥିର ରଖ୍ ଘୂରୁଛନ୍ତି ।
ଆଶୁତୋଷ ଏକ ପୂର୍ଣ ଘୂର୍ଣ୍ଣନ କରି ଏକ ସମ୍ପୂର୍ଣ୍ଣ ବୃତ୍ତ ତିଆରି କଲା । ସବିତା ଅଦ୍ଧ ଘୂର୍ଶନ କରି ଏକ ଅର୍ଶ ଚନ୍ଦ୍ର ଆକୃତି ତିଆରି କରୁଛି ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 3

ଗୋଟିଏ ବଡ ଦୋଳି ଏକ ପୁଷ୍ପ ଘୂର୍ଣ୍ଣନ କରେ, ଯେତେବେଳେ ଏହା ଆରମ୍ଭ ସ୍ଥିତି S କୁ ଫେରିଆସେ । ଲୀମା ସମାନ ଦିଗରେ ଦୁଇଟି ଅର୍ବ ଘୂର୍ଣ୍ଣନ କରେ ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 4
ଏହା ଏକ ………………………… ଘୁର୍ଣ୍ଣନ ପରି । ଯଦି ସେ ସମାନ ଦିଗରେ ୨ଟି ଚତୁର୍ଥାଂଶ ଘୁର୍ଣ୍ଣନ କରେ, ତେବେ କ’ଣ ହେବ ?
Solution:
ଏହା ଏକ ଅର୍ବ ଘୂର୍ଣ୍ଣନ ପରି । (∵ ୨ଟି \(\frac{୧}{୪}\) = ୨ × \(\frac{୧}{୪}\) = \(\frac{୧}{୨}\))

Question 3.
ଏହା ଏକ …………………………. ଘୁର୍ଣ୍ଣନ ପରି । ଯଦି ସେ ସମାନ ଦିଗରେ ୪ଟି ଚତୁର୍ଥାଂଶ ଘୂର୍ଣ୍ଣନ କରେ, ତେବେ କ’ଣ ହେବ ?
Solution:
ଏହା ଏକ ପୂର୍ବ ଘୂର୍ଣ୍ଣନ ପରି । (ଯେହେତୁ ୪ଟି \(\frac{୧}{୪}\) = ୪ × \(\frac{୧}{୪}\) = ୧)

Question 4.
ଦୈନନ୍ଦିନ ଜୀବନରେ ଏପରି କିଛି ବସ୍ତୁର ନାମ ଲେଖ, ଯାହା ଘୂର୍ଣ୍ଣନ ସହିତ ଜଡିତ । ଉଦାହରଣ ସ୍ଵରୂପ ( ପାଣି ଟ୍ୟାପ୍) …………………. ………………. ………………… ……………….. ଓ ……………………… ।
Solution:
ବୋତଲ ଠିପି, ଚାବି, କବାଟ୍ ହ୍ୟାଣ୍ଡଲ, ଷ୍ଟିଅରିଂ ଚକ, ସାଇକେଲ ଚକ ଓ ଘଣ୍ଟାର କଣ୍ଟା ।

Question 5.
ଏହି ପ୍ରତ୍ୟେକ କ୍ଷେତ୍ରରେ ସର୍ବାଧ‌ିକ ସମ୍ଭାବ୍ୟ ଘୁର୍ଣ୍ଣନ କେତେ ? ଯାଞ୍ଚ କରି ଠିକ୍ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 5
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 6

• ଉପରୋକ୍ତ ବସ୍ତୁ ଗୁଡିକ ମଧ୍ୟରୁ କୌଣସିଟି ଅର୍ଦ୍ଧ ଘୂର୍ଣ୍ଣନ କରେ କି ? ତଳେ ସେମାନଙ୍କ ନାମ ଲେଖ ।
Solution:
କୌଣସିଟି ନୁହେଁ ।

• ଅନ୍ୟକୌଣସି ବସ୍ତୁ ଗୁଡିକ ପୂର୍ଣ ଘୂର୍ଣ୍ଣନ କରେ କି ? ତଳେ ସେମାନଙ୍କ ନାମ ଲେଖ :-
Solution:
ଫାଇଲ୍ କଭର୍, ଚକ, ଘଣ୍ଟାକଣ୍ଟା, ସିଲିଂ ଫ୍ୟାନ୍ ବ୍ଲେଡ୍, ପୃଥ୍ବୀ ନିଜ ଅକ୍ଷ ଚାରିପଟେ ଘୂରିବା ।

Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ

ଆସ କାମଟି କରିବା 

(କ) କାଗଜ ପଙ୍ଖା ତିଆରି କରିବା । ଖଣ୍ଡିଏ ଆୟତାକୃତି କାଗଜ ନିଅ । ଚିତ୍ରରେ ଦେଖାଯାଉଥ‌ିବା ପରି ପ୍ରତି ୨ ସେ.ମିରେ ଭାଙ୍ଗ କର । ନିମ୍ନରେ ଦର୍ଶାଯାଉଥ‌ିବା ଆଇସ୍କ୍ରିମ୍ କାଠି ଲଗାଇ ଏକ କାଗଜ ପଙ୍ଖା ତିଆରି କର ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 7
କାଗଜ ପଙ୍ଖାର ଗୋଟିଏ ପଟକୁ ସ୍ଥିର ରଖ୍ ଏଥୁରେ ସୃଷ୍ଟି ହେଉଥ‌ିବା କୋଣକୁ ଦେଖ ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 8
ପିଇବା ପାଇପ୍ (ଷ୍ଟୁ) କିମ୍ବା ପଙ୍ଖାକୁ ବ୍ୟବହାର କରି ଏକ ସୂକ୍ଷ୍ମକୋଣ ଆକୃତି କର । ଆଉ ଏକ ସୂକ୍ଷ୍ମକୋଣ ଘୂରାଅ । ଦୁଇଟି ସୂକ୍ଷ୍ମକୋଣ ଆକୃତିକୁ ମିଶାଇଲେ ଆଉ ଏକ ସୂକ୍ଷ୍ମକୋଣ ଆକୃତି ହେବ କି ?
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 9
Solution:
ହଁ । ଦୁଇଟି ସୂକ୍ଷ୍ମକୋଣ ମିଶି ପୁନର୍ବାର ଏକ ସୂକ୍ଷ୍ମକୋଣ ହୋଇପାରିବ ।
ଉଦାହରଣ ସ୍ୱରୂପ : ୪୦° ଓ ୪୫° ଦୁଇଟି ସୂକ୍ଷ୍ମକୋଣ । ସେମାନଙ୍କର ସମଷ୍ଟି = ୪୦°+ ୪୫° = ୮୫° ମଧ୍ୟ ଏକ ସୂକ୍ଷ୍ମକୋଣ ।

(ଖ) ତୁମେ ବୋଧହୁଏ ଖାତାର ମୋଟା ମଲାଟ କିମ୍ବା କାର୍ଡବୋର୍ଡର ଖଣ୍ଡ ବ୍ୟବହାର କରି ଘର ତିଆରି କରିଥାଇପାର । ଘରେ ଚିହ୍ନିତ ଥିବା କୋଣ ଗୁଡିକୁ ଦେଖ । ତୁମେ ଏହି ଘରେ କେଉଁ କୋଣ ଗୁଡିକୁ ଦେଖୁପାରୁଛି ?
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 10
ତୁମେ ଉତ୍ତର ଗୁଡିକ ସମକୋଣ, ସୂକ୍ଷ୍ମକୋଣ କିମ୍ବା ସ୍ଥୂଳକୋଣ ଭାବରେ ଲେଖ ।
(କ) …………………….
(ଖ) …………………….
(ଗ) …………………….
(ଘ) …………………….
(ଙ) …………………….
(ଚ) …………………….
(ଛ) …………………….
(ଜି) …………………….
Solution:
(କ) ସ୍ଥୂଳକୋଣ
(ଖ) ସମକୋଣ
(ଗ) ସୂକ୍ଷ୍ମକୋଣ
(ଘ) ସୂକ୍ଷ୍ମକୋଣ
(ଙ) ସୂକ୍ଷ୍ମକୋଣ
(ଚ) ସମକୋଣ
(ଛ) ସମକୋଣ
(ଜି) ସ୍ଥୂଳକୋଣ

(ଗ) ତୁମ ଖାତାରେ ୨ଟି ସମକୋଣ, ୨ଟି ସ୍ଥୂଳକୋଣ ଏବଂ ଗୋଟିଏ ସୂକ୍ଷ୍ମକୋଣ ଥ‌ିବା ଏକ ୫ ପାର୍ଶ୍ଵ ବିଶିଷ୍ଟ ଆକୃତି ତିଆରି କର ।
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 11
(i) ଗୋଟିଏ ସୂକ୍ଷ୍ମକୋଣ ∠କ
(ii) ୨ଟି ସ୍ଥୂଳକୋଣ ∠ଖ ଓ ନଡ
(iii) ୨ଟି ସମକୋଣ ∠ଗ ଓ ∠ଘ

(ଘ) ନିମ୍ନ ବ୍ୟାୟାମକାରୀ ମାନଙ୍କର ଗୋଡ଼ ମଝିରେ ସୃଷ୍ଟି ହୋଇଥ‌ିବା କୋଣ ଗୁଡିକୁ ଦେଖ । ଏଗୁଡିକ ମଧ୍ୟରୁ କେଉଁଟି ସୂକ୍ଷ୍ମକୋଣ, ସ୍ଥୂଳକୋଣ, ସମକୋଣ ବା ସରଳକୋଣ ଚିହ୍ନଟ କରି ଲେଖ । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 12
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 13
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 14

କୋଣ ମାପିବା ଯନ୍ତ୍ର

Page No. (୩୬ to ୩୭)

ଆସ ଆମେ ଆମର ଘୂର୍ଣ୍ଣନ ମାପିବା ଯନ୍ତ୍ର ତିଆରି କରିବା ।

(କ) ଏକ ଟ୍ରେସିଂ କାଗଜରୁ ଗୋଟିଏ ବୃତ୍ତ କାଟି ଏହାକୁ ଆଠଟି ସମାନ ଭାଗରେ ଭାଙ୍ଗ ।
ମଝିରେ ଗୋଟିଏ ପାଇପ୍ ଲଗାଇ ଚିତ୍ରରେ ଦେଖାଯାଇଥିବା ଭଳି ଆରମ୍ଭ ବିନ୍ଦୁକୁ ଚିହ୍ନଟ କର ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 15
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 16

(ଖ) ବର୍ତ୍ତମାନ, ଏହା କରି ଦେଖାଅ ।
• ପାଇପ୍‌ରେ \(\frac{୧}{୮}\) ଘୂର୍ଣ୍ଣନ କୁ ଦେଖାଅ ।
• ପାଇପ୍‌ରେ \(\frac{୨}{୮}\) ଘୂର୍ଣ୍ଣନକୁ ଦେଖାଅ ।

\(\frac{୨}{୮}\) ଘୂର୍ଣ୍ଣନ କଲାବେଳେ ତୁମେ କେଉଁ କୋଣ ପାଇଲ ?
(ଗୋଟିଏ \(\frac{୧}{୮}\) ଘୂର୍ଣ୍ଣନ ହେଉଛି ଗୋଟିଏ ଚଉଠ ବା \(\frac{୧}{୪}\) ଘୂର୍ଣ୍ଣନର ଅଧା ।)
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 17
\(\frac{୨}{୮}\) ଘୂର୍ଶନ କଲାବେଳେ ଆମେ \(\frac{୨}{୮}\) = \(\frac{୧}{୪}\) ଘୂର୍ଶନ ପାଇଲୁ । କୋଣର ପରିମାଣ = ୯୦° = ସମକୋଣ ।

ଘୂର୍ଶନ କଲାବେଳେ ତୁମେ କେଉଁ କୋଣ ତିଆରି କଲ ? \(\frac{୫}{୮}\), \(\frac{୬}{୮}\), \(\frac{୭}{୮}\)ଏବଂ \(\frac{୮}{୮}\) ଘୂର୍ଣ୍ଣନ କରିବା ଜାରି ରଖ ଏବଂ ପରୀକ୍ଷା କରି ଦେଖ ଯେ କେତେବେଳେ ତୁମେ ଗୋଟିଏ \(\frac{୩}{୪}\) ଘୂର୍ଶନ ଓ ପୂର୍ବ ଘୂର୍ଣ୍ଣନ ଶେଷ କରିପାରିଛ ।
Solution:
ଘୂର୍ଣ୍ଣନ କଲାବେଳେ ଆମେ ନିମ୍ନକୋଣଗୁଡ଼ିକ ତିଆରି କଲୁ ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 18
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 19

Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ

ଚିନ୍ତା କରି ଦେଖ

Question 1.
ନିମ୍ନଲିଖତ ବୃତ୍ତ ଗୁଡିକରେ \(\frac{୧}{୨}\), \(\frac{୧}{୪}\) ଏବଂ \(\frac{୧}{୮}\)ଘୂର୍ଣ୍ଣନର ଶେଷ ବିନ୍ଦୁ ଗୁଡିକ ଦର୍ଶାଉଛି । ତୀର ଚିହ୍ନ ଅଙ୍କନ କରି ଏହାକୁ ଆରମ୍ଭ ବିନ୍ଦୁ ଗୁଡିକ ଦେଖାଅ ।
(ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 20
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 21

କୋଣ ମାପ ଯନ୍ତ୍ର ପ୍ରସ୍ତୁତ

Page No. (୩୭ to ୪୦)

Question 1.
ବର୍ତ୍ତମାନ ଟ୍ରେସିଂ କାଗଜରୁ ଏକ ବୃତ୍ତ କାଟ । ପ୍ରଥମ ବୃତ୍ତକୁ ଦୁଇଭାଗରେ ଭାଙ୍ଗିଦିଅ ଏବଂ ତାପରେ ଏହାକୁ ପୁଣିଥରେ ୩ ସମାନ ଭାଗରେ ଭାଙ୍ଗିଦିଅ । ବୃତ୍ତର କେନ୍ଦ୍ରରେ ଏକ ପାଇପ୍ ଲଗାଅ । ଆରମ୍ଭ ବିନ୍ଦୁକୁ ଚିହ୍ନଟ କର । ପ୍ରତ୍ୟେକ \(\frac{୧}{୬}\), \(\frac{୨}{୬}\) ଅବଧରେ ଚିହ୍ନ ରଖ । ଯାହାଦ୍ୱାରା ସମ୍ପୂର୍ଣ ଗୋଟିଏ ବୃତ୍ତ ହେବ ।

ବୃତ୍ତର \(\frac{୧}{୬}\), \(\frac{୨}{୬}\) ଅଂଶ କାଟି ଦିଅ । ଯେକୌଣସି ଗୋଟିଏ \(\frac{୧}{୬}\) ଅଂଶକୁ ପୁଣି ଅଧାରେ ଭାଙ୍ଗି ଦିଅ । \(\frac{୧}{୬}\) ଘୂର୍ଣ୍ଣନର ଅଧା ସହିତ ପାଇପ୍‌ର କେଉଁ ଘୂର୍ଶନ ସମାନ ହେବ । ତୁମେ କହିପାରିବ କି ? ଏହା \(\frac{୧}{୨}\) ପୂର୍ଶନ ସହ ସମାନ ।
ବର୍ତ୍ତମାନ ଏହି ଅଂଶ ଗୁଡିକୁ ଏକ ମୋଟା କାଗଜ ବା କାର୍ଡବୋଡରେ ଲଗାଅ । ଏହାକୁ ତୁମେ କୋଣ ମାପିବା ଯନ୍ତ୍ର ଭାବରେ ବ୍ୟବହାର କରିପାରିବ ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 22
Solution:
ସୋପାନ – ୧ : ଟ୍ରେସିଂ କାଗଜରୁ ଏକ ବୃତ୍ତ ଆକୃତିର କାଗଜକାଟ ଏହାକୁ ସମାନ ଅଧା କରି ଭାଙ୍ଗ ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 23
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 24

ଆସ କାମଟି କରିବା

Question 1.
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ କୋଣର ପରିମାଣକୁ ଅନୁମାନ କର । ତା’ପରେ କୋଣ ମାପିବା ଯନ୍ତ୍ର ବ୍ୟବହାର କରି ଉତ୍ତରଟି ଠିକ ହେଲା କି ନାହିଁ ଦେଖ । ତୁମକୁ ବିଭିନ୍ନ ମାପର ଯୋଗ ବ୍ୟବହାର କରିବାକୁ ପଡିପାରେ । ଏହା ସହିତ ପ୍ରତ୍ୟେକ କୋଣ ସୁକ୍ଷ୍ମକୋଣ, ସମକୋଣ କିମ୍ବା ସୁଳକୋଣ କି ନୁହେଁ କୁହ । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 25
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 26

Question 2.
ନିମ୍ନଲିଖ ପ୍ରତ୍ୟେକ କ୍ଷେତ୍ରରେ ତୀର ଦ୍ବାରା ସୃଷ୍ଟି ହୋଇଥିବା ଘୂର୍ଣ୍ଣନର ମାପ ଅନୁମାନ କରି । କୋଣ ମାପିବା ଯନ୍ତ୍ରକୁ ବ୍ୟବହାର କରି ଠିକ୍ କି ନୁହେଁ ପରୀକ୍ଷା କରି ଦେଖାଅ । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 27
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 28

Question 3.
ଦିଆଯାଇଥିବା ଆକୃତିଗୁଡ଼ିକରେ ପ୍ରତ୍ୟେକ କୋଣକୁ ମାପ । ଘୂର୍ଣ୍ଣନ ଅନୁସାରେ କୋଣ ଗୁଡିକର ମାପକୁ ଲେଖ ଏବଂ ସେଗୁଡିକ ମଧ୍ୟରୁ କେଉଁଟି ସୂକ୍ଷ୍ମକୋଣ, ସ୍ଥୂଳକୋଣ କିମ୍ବା ସମକୋଣ ବର୍ଣ୍ଣନା କର । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 29
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 30

Question 4.
ଦିଆଯାଇଥ‌ିବା ରେଖା ଗୁଡିକୁ ବ୍ୟବହାର କରି ନିର୍ଦ୍ଦିଷ୍ଟ ଘୁର୍ଶନ ପାଇଁ କୋଣ ଅଙ୍କନ କର । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 31
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 32

Question 5.
ତୁମ ଖାତାରେ ନିମ୍ନଲିଖ ଘୁର୍ଣ୍ଣନ ଗୁଡିକ ଦ୍ଵାରା ଗଠିତ କୋଣ ଗୁଡିକୁ ଅଙ୍କନ କର ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 33
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 34

Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ

Question 6.
ନିମ୍ନଲିଖତ ପ୍ରତ୍ୟେକ କ୍ଷେତ୍ରରେ ଘଣ୍ଟାର ମିନିଟ୍ କଣ୍ଟା କେତେ ଘୂର୍ଣ୍ଣନ କରେ ତାହା ଅନୁମାନ କରି କୁହ । ମିନିଟ୍ କଣ୍ଟାର ପ୍ରାରମ୍ଭିକ ସ୍ଥିତି ଦିଆଯାଇଛି । ଘଣ୍ଟା ଚିତ୍ର ଉପରେ ମିନିଟ କଣ୍ଟାର ଶେଷ ସ୍ଥିତି ଅଙ୍କନ କର । ତୁମର ଉକ୍ତିକୁ ଶ୍ରେଣୀରେ ଆଲୋଚନା କର ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 35
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 36
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 37
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 38
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 39

କେଉଁ ଦିଗରେ ?

Question 1.
ଘଣ୍ଟାର କଣ୍ଟା ଗୁଡ଼ିକ କେଉଁ ଦିଗରେ ଗତି କରନ୍ତି ?
Solution:
ଘଣ୍ଟାର କଣ୍ଟାଗୁଡ଼ିକ ବାମରୁ ଡାହାଣ ଦିଗକୁ ଗତି କରିଥାଆନ୍ତି । ଘଣ୍ଟାର କଣ୍ଟା ଯେଉଁ ଦିଗରେ ବୁଲେ (ଘୂରେ) ତାହାକୁ ଘଣ୍ଟା ଅନୁକ୍ରମିକ ଗତି (ବ୍ଲକ ୱାଇଜ୍) ବା, ଘଣ୍ଟା କଣ୍ଟା ଦିଗରେ ଗତି କୁହାଯାଏ । ଏହାର ବିପରୀତ ଗତିକୁ ଘଣ୍ଟା ପ୍ରତିକ୍ରମିକ ଗତି / (ଆଣ୍ଟି କ୍ଲକ ୱାଇଡ୍) ବା ଘଣ୍ଟା କଣ୍ଟା ବିପରୀତ ଦିଗରେ ଗତି କୁହାଯାଏ ।

Question 2.
ତଳେ ଚିତ୍ରରେ ଦିଆଯାଇଥ‌ିବା ପ୍ରାଣୀମାନେ ଥରେ ଏକ ଚତୁର୍ଥାଂଶ ଘୂର୍ଣ୍ଣନ କରିଛନ୍ତି । ସେମାନେ କେଉଁ ଦିଗରେ ଗଲେ ଠିକ୍ (✓) ଚିହ୍ନ ଦିଅ ।
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 40
Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 41
(a) ଘଣ୍ଟା କଣ୍ଟା ଦିଗରେ । (b) ଘଣ୍ଟା କଣ୍ଟା ଦିଗରେ । (c) ଘଣ୍ଟା କଣ୍ଟା ବିପରୀତ ଦିଗରେ । (d) ଘଣ୍ଟା କଣ୍ଟା ବିପରୀତ ଦିଗରେ ।

Question 3.
ଚେଷ୍ଟାକର : ଗୋଟିଏ ପାଣିକଳ ଖୋଲିବା ସମୟରେ ଏକ ଢାଙ୍କୁଣୀ ଖୋଲିବା କିମ୍ବା ନଟ୍ ଢିଲା କରିବା ସମୟରେ, ସେମାନଙ୍କର ଗତିର ଦିଗକୁ ଲକ୍ଷ୍ୟକର । ସେମାନେ ଘଣ୍ଟା କଣ୍ଟା ଦିଗରେ ବା ଘଣ୍ଟା କଣ୍ଟା ବିପରୀତ ଦିଗରେ ଗତି କରନ୍ତି କି ?
Solution:
ସେମାନେ ଘଣ୍ଟା କଣ୍ଟା ବିପରୀତ ଦିଗରେ ଗତି କରନ୍ତି ।

Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ

ଘୂର୍ଣ୍ଣନ ସହିତ ମଜା

Page No. (୪୦ to ୪୧)

Question 1.
ଗୋଟିଏ ଶ୍ରେଣୀରେ ପିଲାମାନେ ଏକ ଖେଳ ଖେଳୁଛନ୍ତି, ଯେଉଁଥରେ ଶିକ୍ଷକ / ଶିକ୍ଷୟିତ୍ରୀ ସେମାନଙ୍କୁ କେଉଁଦିଗରେ ଘୂରିବାକୁ ହେବ କୁହନ୍ତି । ଦିଆଯାଇଥ‌ିବା ଘୂର୍ଣ୍ଣନ ଗୁଡ଼ିକୁ ସମ୍ପୂର୍ଣ କରିବା ପରେ ପିଲାମାନେ କେଉଁ ଦିଗକୁ ମୁହାଁଇବେ ବୁଝି ସାରଣୀଟି ପୂରଣ କର ।
ଆରମ୍ଭ କରିବା ସମୟର ଦିଗକୁ ସାରଣୀରେ ଦିଆଯାଇଛି ।

Solution:
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 43
(ପ୍ରଶ୍ନ ସହ ଉତ୍ତର)

ଆରମ୍ଭ ସମୟର ଦିଗ ଘୁର୍ଣ୍ଣନ ଶେଷ ସମୟର ଦିଗ
ଉତ୍ତର ଦୁଇଟି ସମକୋଣ, ଘଣ୍ଟା କଣ୍ଟା ଦିଗ ଦକ୍ଷିଣ
ଦକ୍ଷିଣ ଦୁଇଟି ସମକୋଣ, ଘଣ୍ଟା କଣ୍ଟା ବିପରୀତ ଦିଗରେ ଉତ୍ତର
ପୂର୍ବ ଚାରୋଟି ସମକୋଣ, ଘଣ୍ଟାକଣ୍ଟା ବିପରୀତ ଦିଗରେ ପୂର୍ବ
ପଶ୍ଚିମ ଚାରୋଟି ସମକୋଣ, ଘଣ୍ଟାକଣ୍ଟା ଦିଗ ପଶ୍ଚିମ
ଉତ୍ତର ପାଞ୍ଚଟି ସମକୋଣ, ଘଣ୍ଟାକଣ୍ଟା ଦିଗରେ ପୂର୍ବ
ଦକ୍ଷିଣ ୩ଟି ସମକୋଣ ଘଣ୍ଟା କଣ୍ଟା ଦିଗରେ, \(\frac{୧}{୨}\) ସମକୋଣ ଘଣ୍ଟା କଣ୍ଟା ଦିଗ, \(\frac{୧}{୨}\)  ସମକୋଣ ଘଣ୍ଟା କଣ୍ଟା ଦିଗ ଦକ୍ଷିଣ
ପଶ୍ଚିମ ସମକୋଣ ଘଣ୍ଟା କଣ୍ଟା ଦିଗ, ୪ଟି \(\frac{୧}{୨}\) ସମକୋଣ ଘଣ୍ଟା କଣ୍ଟା ବିପରୀତ ଦିଗ । ଉତ୍ତର

Question 2.
ପଦ୍ମା ଖେଳଣା ଦୋକାନ ଆଡକୁ ମୁହଁ କରିଛି । ଯଦି ସେ ଘଣ୍ଟା କଣ୍ଟା ଦିଗରେ ଅଧା ଘୂର୍ଣ୍ଣନ କରେ । ସେ କେଉଁ ସ୍ଥାନକୁ ମୁହଁ କରିବ ?
Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ 44
ସେହିସ୍ଥାନକୁ ମୁହଁ କରିବା ପାଇଁ ଅନ୍ୟ କେଉଁ ଉପାୟରେ ଘୂର୍ଶନ କରିବ ?
Solution:
ଦତ୍ତ ଅଛି ପଦ୍ମା ଖେଳନା ଦୋକାନ ଆଡ଼କୁ ମୁହଁ କରି ଠିଆ ହୋଇଛି ।
(i) ଯଦି ସେ ଘଣ୍ଟା କଣ୍ଟା ଦିଗରେ ଅଧା ଘୂର୍ଣ୍ଣନ କରେ, ସେ ଆଇସ୍‌କ୍ରିମ୍ ବିକାଳି ଆଡ଼କୁ ମୁହଁ କରିବ ।
(ii) ଯଦି ସେ ଘଣ୍ଟା କଣ୍ଟା ବିପରୀତ ଦିଗରେ ଅଧା ଘୂର୍ଣ୍ଣନ କରେ, ସେ ସେହି ସ୍ଥାନ ଆଡ଼କୁ (ଆଇସ୍‌କ୍ରିମ୍ ବିକାଳି) ମୁହଁ କରିବ ।