BSE Odisha 10th Class Life Science Important Questions Chapter 6 ଜନନ

Odisha State Board BSE Odisha 10th Class Life Science Important Questions Chapter 6 ଜନନ Important Questions and Answers.

BSE Odisha Class 10 Life Science Important Questions Chapter 6 ଜନନ

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବଂଶବୃଦ୍ଧି କେଉଁ ଦୁଇଟି ଉପାୟରେ ହୋଇଥାଏ ?
ଉ-
ବଂଶବୃଦ୍ଧି ମୁଖ୍ୟତଃ ଦୁଇଟି ଉପାୟରେ ହୋଇଥାଏ । ଯଥା-

  • ଅଲିଙ୍ଗୀ ଜନନ,
  • ଲିଙ୍ଗୀୟ ଜନନ ।

BSE Odisha 10th Class Life Science Important Questions Chapter 6 ଜନନ

2. ଜୀବମାନଙ୍କ ଶରୀରରେ କେତେ ପ୍ରକାର କୋଷ ଦେଖାଯାଏ ?
ଉ-
ଜୀବମାନଙ୍କ ଶରୀରରେ 2 ପ୍ରକାର କୋଷ ଦେଖାଯାଏ । ଯଥା-

  • କାୟିକ ବା ସୋମୀୟ କୋଷ
  • ଜାୟକ କୋଷ ।

4. କୋଷ ବିଭାଜନ କେତେ ପ୍ରକାର ?
ଉ-
ଜୀବମାନଙ୍କ ଶରୀରରେ 2 ପ୍ରକାର କୋଷ ଦେଖାଯାଏ । ଯଥା –

  • ସମବିଭାଜନ (ସୂତ୍ରାୟନ)
  • ଅର୍ଥବିଭାଜନ ( ଅର୍ଦ୍ଧାୟନ)

5. ସମବିଭାଜନ କେଉଁ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ 24 ?
ପର୍ଯ୍ୟାୟରେ ହୋଇଥାଏ । ଯଥା –

  • ନ୍ୟଷ୍ଟି ବିଭାଜନ
  • କୋଷଜୀବକ ବିଭାଜନ

6. ନ୍ୟଷ୍ଟି ବିଭାଜନର ବିଭିନ୍ନ ଅବସ୍ଥାର ନାମ ଲେଖ ।
ଉ-
ନ୍ୟଷ୍ଟି ବିଭାଜନ ଏକ ଜଟିଳ ପ୍ରକ୍ରିୟା ଓ ଏହା 4ଟି ଅବସ୍ଥା ଦେଇ ଗତି କରେ ଯଥା-

  • ଆଦ୍ୟାବସ୍ଥା
  • ମଧ୍ୟାବସ୍ଥା
  • ଉତ୍ତରାବସ୍ଥା

7. ଅର୍ଥବିଭାଜନକୁ ନ୍ୟୁନକ ବିଭାଜନ କାହିଁକି କୁହାଯାଏ ?
ଉ-
ଅର୍ଥବି ଭାଜନରେ ଗୋଟିଏ ମାତୃ କୋଷରୁ 4ଟି ଅପତ୍ୟକୋଷ ସୃଷ୍ଟି ହୁଏ । ପ୍ରତ୍ୟେକ ଅପତ୍ୟ କୋଷ ମାତୃକୋଷ ତୁଳନାରେ ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର ବହନ କରୁଥିବାରୁ ଏହାକୁ ନ୍ୟୁନକ ବିଭାଜନ କୁହାଯାଏ ।

8. ଅର୍ଥବିଭାଜନର ବିଭିନ୍ନ ପର୍ଯ୍ୟାୟର ନାମ ଲେଖ ।
ଉ-
ଅର୍ଥବିଭାଜନ 2ଟି ପର୍ଯ୍ୟାୟରେ ସମ୍ପାଦିତ ହୁଏ । ପ୍ରଥମ ବିଭାଜନରେ କୋଷର ଗୁଣସୂତ୍ର ସଂଖ୍ୟା ଅର୍ଦ୍ଧେକ ହୁଏ ଓ ଦ୍ୱିତୀୟ ବିଭାଜନରେ ନୂତନ ଭାବେ ଗଠିତ କୋଷର ସମବିଭାଜନ ହୁଏ । ·

9. ଅର୍ଦ୍ଧାୟନର ପ୍ରଥମ ବିଭାଜନର ବିଭିନ୍ନ ସୋପାନଗୁଡ଼ିକର ନାମ ଲେଖ ।
ଉ-
ଅର୍ଦ୍ଧାୟନର ପ୍ରଥମ ବିଭାଜନ 4ଟି ଅବସ୍ଥା ଦେଇ ଗତିକରେ; ଯଥା :– ଆଦ୍ୟାବସ୍ଥା – I, ମଧ୍ୟାବସ୍ଥା – II, ଉତ୍ତରାବସ୍ଥା – I, ଅନ୍ତିମାବସ୍ଥା – I

10. ଅର୍ଥବିଭାଜନର ଆଦ୍ୟାବସ୍ଥା-I ର ବିଭିନ୍ନ ଉପାବସ୍ଥାର ନାମ ଲେଖ ।
ଆଦ୍ୟାବସ୍ଥା-I ର 5 ଟି ଉପାବସ୍ଥା ରହିଥାଏ; ଯଥା :-

  • ଲେପ୍‌ଟିନ୍,
  • ଜାଇଗୋଟିନ୍,
  • ପାଜିଟିନ୍,
  • ଡିପ୍ଲୋଟିନ୍,
  • ଡାଇଆକାଇନେସିସ

11. ଉଦ୍ଭଦରେ ଦେଖାଯାଉଥ‌ିବା ଅଲିଙ୍ଗୀଜନନ କେତେ ପ୍ରକାର ?
ଉ-
ଉଦ୍ଭଦରେ ଅଲିଙ୍ଗୀଜନନ ନିମ୍ନୋକ୍ତ ପ୍ରକାରର

  • ବିଭାଜନ
  • କଳିକନ
  • ରେଣୁଭବନ

12. ଦ୍ବିବିଭାଜନ କାହାକୁ କୁହାଯାଏ ?
ଉ-
ବୀଜାଣୁ ଓ ଶୈବାଳ କୋଷର ନ୍ୟଷ୍ଟି ଓ କୋଷଜୀବକ 2ଟି ସମାନ ଭାଗରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟିକରେ । ଏହାକୁ ଦ୍ବିବିଭାଜନ କୁହାଯାଏ ।

13. ବହୁବିଭାଜନ କାହାକୁ କୁହାଯାଏ ?
ଉ-
କେତେକ ଶୈବାଳ ଜାତୀୟ ଉଦ୍ଭଦରେ ଜୀବକୋଷ 2ରୁ ଅଧ୍ଵ ଭାଗରେ ବିଭାଜିତ ହୋଇ ପ୍ରତ୍ୟେକ ଭାଗ ହୋଇଥାଏ । ଏହାକୁ ବହୁବିଭାଜନ କୁହାଯାଏ ।

14. ଚଳରେଣୁ କାହାକୁ କୁହାଯାଏ ?
ଉ-
ୟୁ ଲୋଥ୍ରି କ୍ ସ୍ ପରି ଶୈବାଳରେ ଚଳରେଣୁ ଦେଖାଯାନ୍ତି । ମାତୃକୋଷରୁ ନିର୍ଗତ ହୋଇ ଏହି ରେଣୁ ଉପଯୁକ୍ତ ପରିବେଶରେ ସ୍ଥିର ହୋଇ ଅଙ୍କୁରିତ କରନ୍ତି ଓ ନୂତନ ଉଭିଦ ସୃଷ୍ଟି କରନ୍ତି ।

15. ରେଣୁର ଧର୍ମ ଲେଖ ।
ଭ-
ରେଣୁ ଅତି କ୍ଷୁଦ୍ର, ହାଲୁକା ଓ ଖାଲି ଆଖୁକୁ ଭଲଭାବରେ ଦେଖାଯାଏ ନାହିଁ । ଏହା ବାୟୁ ବା ଜଳରେ ବହୁଦୂରକୁ ଚାଲି ଯାଇପାରେ ଓ ଅନୁକୂଳ ପରିବେଶରେ ଅଙ୍କୁରିତ ହୋଇ ବଂଶବୃଦ୍ଧି କରେ।

B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1.ସାଧାରଣତଃ କେଉଁଠାରେ ଶୁକ୍ରାଣୁ ଓ ଡିମ୍ବାଣୁ ର ସମାୟନରୁ ଯୁଗ୍ମଜ ସୃଷ୍ଟି ହୁଏ ?
2. ସ୍ତ୍ରୀ ଶରୀରର ଉଦର ଗହ୍ଵରର ନିମ୍ନଅଂଶରେ କେତେ ଯୋଡ଼ା ଡିମ୍ବାଶୟ ରହିଛି ?
3. ଡିମ୍ବାଣୁର ଜୋଡ଼ା ପେଲ୍ୟୁସିଡ଼ା ଚାରିପଟେ ଥ‌ିବା ଆବରଣକୁ କ’ଣ କୁହାଯାଏ ?
4. ଡିମ୍ବାଶୟର କେଉଁ ଅଂଶରୁ ଡିମ୍ବାଣୁ ଉତ୍ପନ୍ନ ହୁଏ ?
5. ସ୍ତ୍ରୀ ଜନନ ତନ୍ତ୍ରରେ ଥ‌ିବା ଡିମ୍ବବାହୀ ନଳୀର ଲମ୍ବ ପ୍ରାୟ କେତେ ସେ.ମି.?
6. କେଉଁ ମସିହାରେ ପ୍ରଥମେ ଉତ୍ତର ଆମେରିକାରେ AIDS ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଗଲା ?
7. ମନୁଷ୍ୟ ଶରୀରର କେଉଁ ଅବସ୍ଥାରେ ଶରୀରର ରୋଗ ପ୍ରତିରୋଧୀ ଶକ୍ତି ଧୀରେ ଧୀରେ ନଷ୍ଟ ହୁଏ ?
8. ଅନ୍ତଃରୋପଣ ପରେ ଗ୍ରାଷ୍ଟୁଲେସନ୍ ପ୍ରକ୍ରିୟା ଦ୍ବାରା କ’ଣ ତିଆରି ହୁଏ ?
9. AIDS ବିଷୟରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ କେଉଁ ତାରିଖକୁ ‘ବିଶ୍ବ AIDS ଦିବସ’ ଭାବେ ପାଳନ କରାଯାଉଛି ?
10. RNA ଥିବା ଭୂତାଣୁମାନଙ୍କୁ କ’ଣ କୁହାଯାଏ ?
11. କେଉଁ ପଦ୍ଧତିରେ ରେଚ ଶୁକ୍ରାଣୁମୁକ୍ତ ହୋଇଥାଏ ?
12. ଯୁଗ୍ମଜର କେଉଁ ବାରମ୍ବାର ବିଭାଜିତ ପ୍ରକ୍ରିୟାଦ୍ଵାରା ଏକକୋଷୀ ଯୁଗ୍ମଜରୁ ବହୁକୋଷୀ ବ୍ଲାଷ୍ଟ୍ରଲ ସୃଷ୍ଟି ହୁଏ ?
13. ଭ୍ରୂଣବନ୍ଧ ଦେଇ ଭ୍ରୂଣ ମାଆ ଶରୀରରୁ କାହାଦ୍ୱାରା ଖାଦ୍ୟ . ଓ ଅମ୍ଳଜାନ ଗ୍ରହଣ କରେ ?
14. ମନୁଷ୍ୟ ଗର୍ଭାଶୟର ଲମ୍ବ ଓ ଚଉଡ଼ା ପ୍ରାୟ କେତେ ସେ.ମି ଅଟେ ?
15. ମନୁଷ୍ୟ ଶରୀରରେ ଡିମ୍ବାଶୟ ପଟକୁ ଥ‌ିବା ଡିମ୍ବବାହୀ ନଳୀର ମୁହଁ କାହା ସଦୃଶ ଅଟେ ?
16. ଡିମ୍ବାଶୟରେ ଡିମ୍ବୋତ୍ସର୍ଗ ପରେ ଗ୍ରାଫିଆନ୍ ଫଲିକଲ୍ (Graffian folicle) ଜାଗାରେ କ’ଣ ସୃଷ୍ଟି ହୁଏ ?
17. ଶୁକ୍ରଜନନ ନଳିକାରୁ କ’ଣ ଉତ୍ପତ୍ତି ହୋଇଥାଏ ?
18. ଡିମ୍ବାଣୁ ଜନନ ସମୟରେ ପରିପକ୍ବନ ପ୍ରାବସ୍ଥାର ଶେଷରେ କେତୋଟି ପୋଲାର ବଡ଼ି ତିଆରି ହୁଏ ?

BSE Odisha 10th Class Life Science Important Questions Chapter 6 ଜନନ

Answers
1. ଡିମ୍ବବାହୀ ନଳୀ
2. 1
3. କରୋନା ରେଡ଼ିଏଟା
4. ଜାୟକ ଅଧ୍ଵଚ୍ଛଦ
5. 10-12
6. 1981
7. AIDS
8. ଗ୍ରାଣ୍ଟୁଲା
9. ଡିସେମ୍ବର 01 ତାରିଖ
10. ପଶ୍ଚ ଭୂତାଣୁ
11. ଭାସେକ୍ଟୋମୀ 11
12. କ୍ଲିଭେଜ୍
13. ନାଭିରଜ୍ଜୁ
14. 7.55.0
15. କାହାଳୀ
16. କର୍ପସ୍ ଲୁଟିୟମ୍
17. ଶୁକ୍ରାଣୁ
18. 3

C ଶୂନ୍ୟସ୍ଥାନ ପୂରଣ କର ।

1. ଜାୟିକ କୋଷର ଗୁଣସୂତ୍ର ସଂଖ୍ୟା ……………….. ଭ।ବେ ରହିଥାଏ ।
2. ଦୁଇ ପ୍ରକାର ଯୁଗ୍ମକ ଏକାପରି ହୋଇଥିଲେ ସେଗୁଡ଼ିକୁ ………………….. କୁହାଯାଏ ।
3. ଯୁଗ୍ମକ ଦୁଇଟି ଭିନ୍ନ ହୋଇଥିଲେ ସେଗୁଡ଼ିକୁ …………………… କୁହାଯାଏ ।
4. ଆଦ୍ୟାବସ୍ଥାରେ କୋଷର ଦୁଇ ମେରୁ ଅଞ୍ଚଳରେ …………………. ଗଠନ ପ୍ରକ୍ରିୟା ଆରମ୍ଭ ହୁଏ ।
5. IBSE Odisha 10th Class Life Science Important Questions Chapter 6 ଜନନ - 1
6. ପୁଞ୍ଜନ ଅବସ୍ଥା ……………………. ଉପାବସ୍ଥାରେ ଦେଖାଯାଏ ।
7. ପାରାନ୍ତରଣ ପ୍ରକ୍ରିୟା …………………….. ଉପାବସ୍ଥାରେ ଦେଖାଯାଏ ।
8. ଉତ୍ତରାବସ୍ଥା-I ରେ ଗୁଣସୂତ୍ରଗୁଡ଼ିକ ………………… ଆକାର ଧାରଣ କରନ୍ତି ।
9. ୟୁଲୋଥିକସ୍ ପରି ଶୈବାଳରେ 4 ବା 8 ଟି ………………….. ରେଣୁ ସୃଷ୍ଟି ହୁଅନ୍ତି ।
10. ସମାୟନ ନ ହୋଇ ଡିମ୍ବାଣୁର ବୃଦ୍ଧିଘଟି ଫଳ ସୃଷ୍ଟି ହେଲେ ତାହାକୁ ………………… କୁହାଯାଏ ।
11. ଗୋଟିଏ ଫୁଲର ପରାଗରେଣୁ ସେହି ଫୁ ଲର ଗର୍ଭଶୀର୍ଷରେ ପଡ଼ି ତାହାର ଡିମ୍ବାଣୁକୁ ସମାୟନ କଲେ ତାହାକୁ ………………. କୁହାଯାଏ ।
12. ସପୁଷ୍ପକ ଉଦ୍ଭଦରେ ଗୋଟିଏ ଫୁଯୁଗ୍ମକ ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମଜ ଗଠନ କରେ ଓ ଏଥୁରୁ ……………………..ର ଉତ୍ପରି ହୁଏ ।
13. ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମ କର ମିଳନକୁ ………………. କୁହାଯାଏ ।
14. ସମାୟନ ପରେ ଯୁଗ୍ମଜ ବାରମ୍ବାର ବିଭାଜିତ ହୋଇ ଡିମ୍ବକ ମଧ୍ୟରେ ଏକ ……………………… ସୃଷ୍ଟି କରେ ।
15. ହାଇଡ୍ରାର କୋରକଦ୍‌ମ ପ୍ରକ୍ରିୟା ପାଇଁ ………………….. ଘଶା
16. ପ୍ରତିକୂଳ ପରିବେଶ ଓ ଖାଦ୍ୟ ପଦାର୍ଥର ଅଭାବ ଦେଖାଦେଲେ ସ୍ପଞ୍ଜ ନିଜ ଶରୀର ଭିତରେ …………………… ତିଆରି କରେ ।
BSE Odisha 10th Class Life Science Important Questions Chapter 6 ଜନନ - 2
18. ବହୁବିଭାଜନ ପ୍ରକ୍ରିୟାରେ ବାରମ୍ବାର ନ୍ୟଷ୍ଟି ବିଭାଜନ ଦ୍ଵାରା ଏମିବା ଶରୀରରେ …………………… ଟି ଛୋଟ ନ୍ୟଷ୍ଟି ତିଆରି ହୁଏ ।
BSE Odisha 10th Class Life Science Important Questions Chapter 6 ଜନନ - 3
20. ଶୁକ୍ରାଣୁ କୋଷର …………………… ଚଳନରେ ସାହାଯ୍ୟ କରେ ।
21. ମନୁଷ୍ୟ ଗର୍ଭାଶୟର ଲମ୍ବ ପ୍ରାୟ …………………… ସେ.ମି. ।
22. ସ୍ତ୍ରୀ ଶରୀରରେ ଡିମ୍ବବାହୀ ନଳୀର ଲମ୍ବ ପ୍ରାୟ ………………….. ସେ.ମି. ।
23. ସମବିଭାଜନ ଦ୍ବାରା ଯୁଗ୍ମଜର ବାରମ୍ବାର ଭାଜନ ପ୍ରକ୍ରିୟା ଦ୍ଵାରା ଏକକୋଷୀ ଯୁଗ୍ମଜରୁ ଏକ ବହୁକୋଷୀ ………………….. ସୃଷ୍ଟି ହୁଏ ।
24. ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ………………….. କୁହାଯାଏ ।
25. ସ୍ତ୍ରୀ ବନ୍ଧ୍ୟାକରଣ ଅସ୍ତ୍ରୋପଚାରକ ………………….. କୁହାଯାଏ ।

Answers
1. ସମସଂଖ୍ୟା
2. ସମଯୁଗ୍ମ କ
3. ଅସମଯୁଗ୍ମକ
4. ତର୍କୁତନ୍ତୁ
5. ତୃନ କରିଉ।କନ
6. ଜାଇଗୋଟିନ୍
7. ଡିପ୍ଲୋଟିନ୍
8. V
9. ଚଳ
10. ଅସମାୟିତ ଜନନ
11. ସ୍ଵପରାଗଣ
12. ନ୍ତୁଶ
13. ସମାୟନ
14. ନ୍ତୁଶ
15. 48 ବୁ 96
16. ଜେମ୍ୟୁଲ୍
17. ପରିପକ୍ବନ ପ୍ରାବସ୍ଥା
18. 500 600
19. ମିଡ଼ିଲ୍‌ ମିସ୍
20. ଟେଲ୍
21. 7.5
22. 10-12
23. ବ୍ଲାଷ୍ଟୁଲା
24. ଭାସେକ୍ଟୋମୀ
25. ଟ୍ୟୁବେକ୍ଟୋମୀ

BSE Odisha 10th Class Life Science Important Questions Chapter 6 ଜନନ

D ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ୍ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. ଫୁଲର ପରାଗରେଣୁରେ 2n ସଂଖ୍ୟକ ଗୁଣସୂତ୍ର ଥାଏ ।
2. ପାଇଥ୍ ଅମ୍ ନାମକ କବକ ପରିବେଶ ଅନୁସାରେ ଉଭୟ ଚଳରେଣୁ ବା ଅଚଳରେଣୁଦ୍ଵାରା ବଂଶବିସ୍ତାର
3. ଆଜିକାଲି ମଞ୍ଜିବିହୀନ ପିଜୁଳି, ଅଙ୍ଗୁର ଓ କଦଳୀ ଆଦି ଫଳ ଉତ୍ପନ୍ନ କରାଯାଇପାରୁଛି ।
4. ପାରାମି ସିୟମ୍‌ରେ କୋଷ ବିଭାଜନ ଅନୁଦୈର୍ଘ୍ୟ ପୃଷ୍ଠରେ ସମ୍ପାଦିତ ହୋଇଥାଏ ।
5. ହାତୀ ଓ ତିମି ଆଦି ପ୍ରାଣୀଙ୍କର ଶୁକ୍ରାଶୟ ଶରୀର ଭିତରେ ଥାଏ ।
BSE Odisha 10th Class Life Science Important Questions Chapter 6 ଜନନ - 4
7. ଯୁଗ୍ମଜ ବିଭାଜିତ ହୋଇ ଯୁଗ୍ମକ ସୃଷ୍ଟି କରେ ।
8. 20ଟି ଗୁଣସୂତ୍ର ଥିବା କୋଷରୁ ଚାରୋଟି କୋଷ ସୃଷ୍ଟି ହେଲେ ପ୍ରତ୍ୟେକ କୋଷରେ 10ଟି ଗଣସତ୍ଵ ରହିବ ।
9. ଲେପ୍‌ଟିନ୍ ଉପାବସ୍ଥାରେ ଗୁଣସୂତ୍ର ମୁଦ୍ରିକା ସଦୃଶ ଦେଖାଯାଏ ।
10. ଉତ୍ତରାବସ୍ଥା ଅବସ୍ଥାରେ ଗୁଣସୂତ୍ର କୋଣାକାର ଆକାର ଧାରଣ କରେ ।

Answers
1. (✗)
2. (✓)
3. (✓)
4. (✗)
5. (✓)
6. (✓)
7. (✗)
8. (✓)
9. (✗)
10. (✓)

E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଶୂନ୍ୟସ୍ଥାନ ପୂରଣ କର ।

1 ‘କ ସ୍ତମ୍ଭ ‘ଖ’ ସ୍ତମ୍
ଯୁଗ୍ମକ : (n) ଯୁଗ୍ମକ :
ଭାସେକ୍ଟୋମୀ : ଶୁକ୍ରବାହୀ ନଳୀ ଟ୍ୟୁବେକ୍ଟୋମୀ :
ଡିମ୍ବାଶୟ : ଇଣ୍ଟ୍ରାଜେନ୍ ଶୁକ୍ରାଶୟ :
ନଳୀନ୍ୟଷ୍ଟି : ଇଡ୍ରୋଜେନ୍ ଶୁକ୍ରାଶୟ :
ଚଳରେଣୁ : ୟୁଲୋଥିକ୍ସ ଅଟଳରେଣୁ :

Answer

‘କ ସ୍ତମ୍ଭ ‘ଖ’ ସ୍ତମ୍
ଯୁଗ୍ମକ : (n) ଯୁଗ୍ମକ : 2n
ଭାସେକ୍ଟୋମୀ : ଶୁକ୍ରବାହୀ ନଳୀ ଟ୍ୟୁବେକ୍ଲେମୀ : ଡିମ୍ବବାହୀ ନାଲୀ
ଡିମ୍ବାଶୟ : ଇଣ୍ଟ୍ରାଜେନ୍ ଶୁକ୍ରାଶୟ : ଟେଷ୍ଟୋଷ୍ଟିରନ
ନଳୀନ୍ୟଷ୍ଟି : ଇଡ୍ରୋଜେନ୍ ଶୁକ୍ରାଶୟ : ଇଶଯେ।ଷ
ଚଳରେଣୁ : ୟୁଲୋଥିକ୍ସ ଅଚଳରେଶୁ : ପେନିସିଲିପ୍ ପ

 

2. ‘କ ସ୍ତମ୍ଭ ‘ଖ’ ସ୍ତମ୍
କଖାରୁ : ଏକଳିଙ୍ଗୀ ମନ୍ଦାର :
ହାଇଡ୍ରା : ବାହ୍ୟ କୋରକୋଦ୍‌ମ ସଞ୍ଜ :
ଶୁକ୍ରାଶୟ : ଶୁକ୍ରାଣୁ ଗର୍ଭାଶୟ :
ପ୍ରଗୁଣନ ପ୍ରାବସ୍ଥା : ସମବିଭାଜନ ପରିପନ୍ ପୂୀର ଯୀ
ଡିମ୍ବବାହୀ ନଳୀ 10 ରୁ 12 ସେ.ମି. ଗସ୍ତଶୟ

Answer

‘କ ସ୍ତମ୍ଭ ‘ଖ’ ସ୍ତମ୍
କଖାରୁ : ଏକଳିଙ୍ଗୀ ମନ୍ଦାର : ଉଭୟଲିଙ୍ଗୀ
ହାଇଡ୍ରା : ବାହ୍ୟ କୋରକୋଦ୍‌ମ ସ୍ଵଞ୍ଜ : ଅନ୍ତଃକୋରକଦମ
ଶୁକ୍ରାଶୟ : ଶୁକ୍ରାଣୁ ତିମୃଶଯ : ଡିମ। ଶୁ
ପ୍ରଗୁଣନ ପ୍ରାବସ୍ଥା : ସମବିଭାଜନ ପରି ପକ୍ବ ନ ପ୍ରାବସ୍ଥା : ଅଘଟି ଗ କ ନି
ଡିମ୍ବବାହୀ ନଳୀ 10 ରୁ 12 ସେ.ମି. ଗର୍ଭାଶୟ : 7.5 ସେ.ମି.

 

3 .‘କ ସ୍ତମ୍ଭ ‘ଖ’ ସ୍ତମ୍
ଅପୁଞ୍ଜନ : ଲ।ଲଗେ।ଗିନ ପାରାନ୍ତରଣ :
mitos: ପୂତରାତ୍ମତ। meion:
ସୂତ୍ରାୟନ : ସମବିଭାଜନ ଅର୍ଜାୟନ :
ୟୁଲୋଥିକସ୍ : ଚଳରେଣୁ ପେନିସିଲିୟମ୍ :
ଅମରପେ।ଲ : ପତ୍ର ଶତମୂଳୀ :

Answer

‘କ ସ୍ତମ୍ଭ ‘ଖ’ ସ୍ତମ୍
ଅପୁଞ୍ଜନ : ଲ।ଲଗେ।ଗିନ ପାରାନ୍ତରଣ : ଡିପୋଟିନ୍
mitos: ପୂତରାତ୍ମତ। meion : କମାଇବା
ସୂତ୍ରାୟନ : ସମବିଭାଜନ ଅର୍ଘ୍ୟୟନ : ନାନକ ବିଭାଜନ
ୟୁଲୋଥିକସ୍ : ଚଳରେଣୁ ପେନିସିଲିୟମ୍ : ଅଚଳ ରେଣୁ
ଅମରପେ।ଲ : ପତ୍ର ଶତମୂଳୀ : ମୂଳ


Objective Type Questions with Answers 

1. ବୀଜାଣୁରେ ସାଧାରଣତଃ ବଂଶ ବିସ୍ତାର କିପରି ହୋଇଥାଏ ?
(A) ଦ୍ବିବିଭାଜନ
(B) କଳିକନ
(C) ରେଣୁ ଭବନ
(D) ସମାୟନ
Answer
(A) ଦ୍ବିବିଭାଜନ

BSE Odisha 10th Class Life Science Important Questions Chapter 6 ଜନନ

2. ପୁଂ-ଯୁଗ୍ମକର କେଉଁଟି ସହ ମିଳନ ଘଟି ଭ୍ରୂଣପୋଷ ନ୍ୟଷ୍ଟି ଗଠିତ ହୁଏ ?
(A) ଡିମ୍ବକୋଷ
(B) ସହାୟକ କୋଷ
(C) ପ୍ରତିମୁଖ କୋଷିକା
(D) ଦ୍ଵିତୀୟକ ନ୍ୟଷ୍ଟି
Answer
(D) ଦ୍ଵିତୀୟକ ନ୍ୟଷ୍ଟି

3. ପରିପକ୍ବନ ପ୍ରାବସ୍ଥା ଶେଷରେ ଗୋଟିଏ ପ୍ରାଥମିକ ଡିମ୍ବାଣୁ କୋଷରୁ କେତୋଟି ପୋଲାର ବଡ଼ି ତିଆରି ହୋଇପାରେ ?
(A) 4
(B) 3
(C) 2
(D) 1
Answer
(B) 3

4. କେଉଁ ପ୍ରାଣୀରେ ଅନିଷେକ ଜନନ ଦେଖାଯାଏ ?
(A) ଶୈବାଳ
(B) ବେଙ୍ଗ
(C) ଫର୍ଶ
(D) ମହୁମାଛି
Answer
(D) ମହୁମାଛି

5. ମଣିଷ ଡିମ୍ବାଣୁରେ ଅଟୋଜୋମ୍ ସଂଖ୍ୟା କେତେ ?
(A) 1
(B) 2
(C) 22
(D) 23
Answer
(C) 22

6. କେଉଁଟିର ଏକଲିଙ୍ଗୀ ଫୁଲ ଥାଏ ?
(A) କଖାରୁ
(B) ମନ୍ଦାର
(C) ସୋରିଷ
(D) ଧାନ
Answer
(A) କଖାରୁ

7. ଏଡ଼ସର କେଉଁଟି କାରକ ?
(A) ବୀଜାଣୁ
(B) ଭୂତାଣୁ
(C) ଆଦିଜୀବ
(D) କବକ
Answer
(A) ବୀଜାଣୁ

8. କେତୋଟି ପୁଂ ଯୁଗ୍ମକ ନ୍ୟଷ୍ଟି ଆବୃତ ବୀଜୀ
(A) 1
(B) 2
(C) 3
(D) 4
Answer
(B) 2

9. ବେଙ୍ଗଫୁଲା କେଉଁଟି ଦ୍ଵାରା ଶ୍ଵାସକ୍ରିୟା କରିଥାଏ ?
(A) ଶ୍ଵାସରନ୍ଧ୍ର
(B) ଚର୍ମ
(C) ଫୁସ୍‌ଫୁସ୍
(D) ଗାଲି
Answer
(D) ଗାଲି

10. ସାଧାରଣତଃ ସ୍ତ୍ରୀ ଜନନତନ୍ତ୍ରର କେଉଁ ସ୍ଥାନରେ ସମାୟନ ଘଟେ ?
(A) ଡିମ୍ବାଶୟ
(B) ଜରାୟୁ
(C) ଡିମ୍ବବାହୀ ନଳୀ
(D) ଗର୍ଭାଶୟ
Answer
(C) ଡିମ୍ବବାହୀ ନଳୀ

11. କେଉଁଟି ଫୁଲର ଅଂଶ ନୁହେଁ ?
(A) ଫଳିକା
(B) ଦଳମଣ୍ଡଳ
(C) କାଲସ୍
(D) ବୃରିମଣ୍ଡଳ
Answer
(C) କାଲସ୍

12. ଭୃଣକାଣ୍ଡ ଆଲୋକ ଆଡ଼କୁ ଗତି କରିବାର ପରୀକ୍ଷଣ ପ୍ରଥମେ କିଏ କରିଥିଲେ ?
(A) ଉଇଲିୟମ୍ ହାର୍ଭେ
(B) ଚାର୍ଲସ୍ ଡାରଉଇନ୍
(C) ଲାମାର୍କ
(D) ରବର୍ଟ ହିଲ୍
Answer
(B) ଚାର୍ଲସ୍ ଡାରଉଇନ୍

BSE Odisha 10th Class Life Science Important Questions Chapter 6 ଜନନ

13. ସମବିଭାଜନର କେଉଁ ଅବସ୍ଥାରେ ଗୁଣସୂତ୍ରଗୁଡ଼ିକ
(A) ଅନ୍ତିମାବସ୍ଥା
(B) ଉତ୍ତରାବସ୍ଥା
(C) ମଧ୍ଯବସ୍ଥା
(D) ଆଦ୍ୟାବସ୍ଥା
Answer
(C) ମଧ୍ଯବସ୍ଥା

14. କେଉଁଟି ଚଳରେଣୁ ଦ୍ଵାରା ବଂଶବୃଦ୍ଧି କରେ ?
(A) ଇଷ୍ଟ୍
(B) ବୀଜାଣୁ
(C) ପେନ୍‌ସିଲିୟମ୍
(D) ୟୁଲୋଥ୍ରିକ୍‌
Answer
(D) ୟୁଲୋଥ୍ରିକ୍‌

15. କେଉଁଟି କୋଷଝିଲ୍ଲୀର ମୁଖ୍ୟ ଉପାଦାନ ?
(A) ଶ୍ଵେତସାର
(B) ସ୍ନେହସାର
(C) ଧାତୁସାର
(D) ଜୀବସାର
Answer
(B) ସ୍ନେହସାର

16. ଜୋକର ରେଚନ ଅଙ୍ଗର ନାମ କ’ଣ ?
(A) ସଂକୋଚିକିଧାନୀ
(B) ଶିଖା କୋଷ
(C) ନେଫ୍ରିଡ଼ିଆ
(D) ବୃକ୍‌କ
Answer
(C) ନେଫ୍ରିଡ଼ିଆ

17. କେଉଁ ଜୀବରେ ଉଭୟ ସମଯୁଗ୍ମନ ଓ ଅସମଯୁଗ୍ମନ ଦେଖାଯାଇଥାଏ ?
(A) ମଣିଷ
(B) ମକା
(C) କବକ
(D) ମାଛ
Answer
(C) କବକ

18. ଯୁଗ୍ମଜ ବିଭାଜିତ ହୋଇ କ’ଣ ସୃଷ୍ଟି ହୁଏ ?
(A) ଯୁଗ୍ମକ
(B) ଚଳରେଣୁ
(C) 261
(D) ଗେମା
Answer
(C) 261

19. ପେନିସିଲିୟମ୍‌ରେ ଅଲିଙ୍ଗୀ ଜନନର ଏକକକୁ କ’ଣ କୁହାଯାଏ ?
(A) ଚଳରେଣୁ
(B) ଅଚଳରେ ଣୁ
(C) କଳିକା
(D) ଜେମ୍ୟୁଲ୍
Answer
(B) ଅଚଳରେ ଣୁ

20. ମୂଳ ଶୁକ୍ରାଣୁ କୋଷରୁ ପ୍ରାଥମିକ ଶୁକ୍ରାଣୁ ବୃଦ୍ଧି ହେବା ଅବଧିକୁ କ’ଣ କୁହାଯାଏ ?
(A) ବୃଦ୍ଧି ପ୍ରାବସ୍ଥା
(B) ପ୍ରଗୁଣନ ପ୍ରାବସ୍ଥା
(C) ବିଭେଦନ ପ୍ରାବସ୍ଥା
(D) ପରିପକ୍ବନ ପ୍ରାବସ୍ଥା
Answer
(A) ବୃଦ୍ଧି ପ୍ରାବସ୍ଥା

21. ସାଧାରଣତଃ କେଉଁଠାରେ ଶୁକ୍ରାଣୁ ଓ ଡିମ୍ବାଣୁର ସମାୟନରୁ ଯୁଗ୍ମଜ ସୃଷ୍ଟି ହୁଏ ?
(A) ପ୍ରାଥମିକ ଫଲିକଲ୍
(B) କର୍ପସ ଲୁଟିୟମ୍
(C) ଦ୍ଵିତୀୟକ ଫଲିକଲ୍
(D) ଡିମ୍ବବାହୀ ନଳୀ
Answer
(D) ଡିମ୍ବବାହୀ ନଳୀ

22. କେଉଁଟି ପୁରୁଷ ଜନନ ତନ୍ତ୍ରର ଅଂଶ ନୁହେଁ ?
(A) ଶିଶୁ
(B) ମୁଷ
(C) ଶୁକ୍ରମୁଣି
(D) ଗର୍ଭାଶୟ
Answer
(D) ଗର୍ଭାଶୟ

BSE Odisha 10th Class Life Science Important Questions Chapter 6 ଜନନ

BSE Odisha 10th Class Life Science Important Questions Chapter 6 ଜନନ - 5

1. ପରାଗସଙ୍ଗମ ବା ପରାଗଣ କ’ଣ ? ଉଦ୍ଭଦରେ ସମାୟନ ପ୍ରକ୍ରିୟା କିପରି ସଂପାଦିତ ହୁଏ ?
ଉ-

  • ସମାୟନ ପୂର୍ବରୁ ଫୁଲରେ ଥିବା ପରାଗରେଣୁ ବିଭିନ୍ନ ମାଧ୍ୟମରେ ଆସି ଫୁଲର ଗର୍ଭଶୀର୍ଷରେ ପଡ଼େ । ଏହାକୁ ପରାଗସଙ୍ଗମ୍ ବା ପରାଗଣ କୁହାଯାଏ ।
  • କେତେକ ଉଦ୍ଭଦରେ ଗୋଟିଏ ଫୁଲ ର ପରାଗରେଣୁ ସେହି ଫୁଲର ଗର୍ଭଶୀର୍ଷରେ ପଡ଼ି ତାହାର ଡିମ୍ବାଣୁକୁ ସମାୟନ କରେ । ଏହାକୁ ସ୍ଵପରାଗଣ କହନ୍ତି ।
  • ଅଧିକାଂଶ ଉଭିଦରେ ଗୋଟିଏ ଜାତିର ଫୁଲର ପରାଗରେଣୁ ପତଙ୍ଗ, ପକ୍ଷୀ, ଜଳ, ବାୟୁ ଆଦି ମାଧ୍ୟମରେ ଆସି ସେହି ଜାତିର ଅନ୍ୟ ଏକ ହୁଏ । ଏହାକୁ ପରପରାଗଣ କହନ୍ତି ।
  • ସମାୟନ ପ୍ରକ୍ରିୟାରେ ପରାଗରେଣୁ ଗର୍ଭଶୀର୍ଷରେ ପଡ଼ିଲାପରେ ତାହାର ବାହାର ଆବରଣ ଫାଟିଯାଏ ।
  • ଗର୍ଭଶୀର୍ଷରେ ଶର୍କରା, ଜୈବିକ ଅମ୍ଳ ଓ ଅନ୍ୟାନ୍ୟ ପଦାର୍ଥର ମିଶ୍ରଣରୁ ଏକ ଅଠାଳିଆ ପଦାର୍ଥ ଜାତ ହୁଏ । ପରାଗରେଣୁ ଏହି ପଦାର୍ଥର ସଂସ୍ପର୍ଶରେ ଆସି ଭିତର ଆବରଣଟି ଏକ ନଳୀ ଆକାରରେ ବାହାରି ଅଙ୍କୁରିତ ହୁଏ ।
  • ଏହି ନଳୀ ଗର୍ଭଦଣ୍ଡ ମଧ୍ୟଦେଇ ଭ୍ରୂଣାଶୟ ଆଡ଼କୁ ବଢ଼େ ଏହାକୁ ପରାଗନଳୀ କହନ୍ତି । ପରାଗନଳୀଟି କିଛି କୋଷରସ ସହିତ ଦୁଇଟି ପୁଂଯୁଗ୍ମକ ଓ ଗୋଟିଏ ନଳୀ ନ୍ୟଷ୍ଟି ଥାଏ ।
  • ଗୋଟିଏ ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକ ବା ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମଜ ଗଠନ କରିଥାଏ ।

2. ଏମିବାର ବିଭାଜନ ପ୍ରକ୍ରିୟା ବର୍ଣ୍ଣନା କର ।
ଉ-
ଦ୍ବିବିଭାଜନ :

  • ଅନୁକୂଳ ପରିସ୍ଥିତିରେ (ତାପମାତ୍ରା ପ୍ରାୟ 25°C ଥ‌ିବା ବା ପ୍ରଚୁର ଖାଦ୍ୟ ପଦାର୍ଥ ମିଳିଲେ) ଏମିବା ଶରୀର ବୃଦ୍ଧି ଘଟେ ।
  • ବୃହତ୍ ଆକାରରେ ପହଞ୍ଚିଲାପରେ ନିଜର ଗୋଲ ଆକାର ଧାରଣ କରେ ।
  • ଆଉ ଖାଦ୍ୟ ଗ୍ରହଣ ନ କରି ଓ କୋଷ ସମବିଭାଜନ ଦ୍ବାରା ଗୋଟିଏ ମାତୃ ଏମିବାରୁ ଦୁଇଟି ଅପତ୍ୟ ସୃଷ୍ଟି ହୁଏ ଏହାକୁ ଦ୍ଵିବିଭାଜନ କୁହାଯାଏ ।

ବହୁବିଭାଜନ :

  • ଖରାଦିନେ ଏମିବା ରହୁଥ‌ିବା ଜଳାଶୟ ଶୁଖୁଲେ କିମ୍ବା ଅତ୍ୟଧିକ ଥଣ୍ଡା ଯୋଗୁଁ ବରଫ ପ୍ରତ୍ୟାହାର କରି ନିଜ ଶରୀର ଚାରିପଟେ ତିନିସ୍ତର ବିଶିଷ୍ଟ ଏକ କଠିନ ଆବରଣ ବା କୋଷ୍ଠିକା ଗଠନ କରେ ଏହାକୁ କୋଷିକା ଭବନ କହନ୍ତି ।
  • ଏହି ସମୟରେ ତାର ଚୟାପଚୟ କ୍ରିୟା ହ୍ରାସ ପାଏ । ବାରମ୍ବାର ନ୍ୟଷ୍ଟି ବିଭାଜନ ଦ୍ବାରା ଏମିବା ଶରୀରରେ 500 – 600 ଛୋଟ ନ୍ୟଷ୍ଟି ତିଆରି ହୁଏ ।

3. ହାଇଡ୍ରାର ବଂଶବିସ୍ତାର ସମ୍ପର୍କରେ ଆଲୋଚନା କର ।
ଉ-
ହାଇଡ୍ରା ବାହ୍ୟକୋର୍‌କେନସ ପ୍ରଣାଳୀରେ ବଂଶବିସ୍ତାର କରେ ।

  • ପରିବେଶ ଯେତେ ବେଳେ ଅନୁକୂଳ ଓ ଖାଦ୍ୟପଦାର୍ଥ ପ୍ରଚୁର ଭାବେ ମିଳେ କୋର୍ କୋଦ୍‌ ଗମ୍ ଉପାୟରେ ବଂଶବିସ୍ତାର କରେ ।
  • ପ୍ରାରମ୍ଭିକ ଅବସ୍ଥାରେ ହାଇଡ୍ରା ଶରୀରର ମଧ୍ୟଭାଗରେ ଏକ ନିର୍ଦ୍ଦିଷ୍ଟ ପ୍ରକାର କୋଷ ଏକାଠି ହେବାଦ୍ଵାରା ଏକ ଛୋଟ ଆବୁ ସୃଷ୍ଟି ହୁଏ । ଏହି ଅଞ୍ଚଳକୁ କୋରକୋଦ୍‌ଗମ୍ ଅଞ୍ଚଳ କୁହାଯାଏ ।
  • ଏହି ଆବୁ ଧୀରେ ଧୀରେ ବଡ଼ ହୁଏ । ଏହା ମଧ୍ୟକୁ ହାଇଡ୍ରା ଶରୀରର ଗୁହାନ୍ତ ପ୍ରବେଶ କରେ ।
  • ଆବୁର ଅଗ୍ରଭାଗରେ ତାରା ଆକାରର ଏକ ପାଟ ଓ ପାଟିର ଚାରିପଟେ କର୍ଷିକା ସୃଷ୍ଟି ହୁଏ । ଏହା ଛୋଟ ହାଇଡ୍ରା ପରି ଦେଖାଯାଏ ।
  • ଏହା ମାତୃ ହାଇଡ୍ରା ସହିତ ଲାଗିରହି ମଧ୍ୟ କର୍ଷିକା ସାହାଯ୍ୟରେ ଖାଦ୍ୟ ସଂଗ୍ରହ କରେ ।
  • ଅପତ୍ୟ ହାଇଡ୍ରାର ସମ୍ପୂର୍ଣ୍ଣ ବୃଦ୍ଧି ପରେ ଏହାର ମୂଳ ଅଂଶ ସଂକୁ ଚିତ ହୁଏ। ଏହା ମାତୃ ହାଇଡ୍ରାଠାରୁ ବିଚ୍ଛିନ୍ନ ହୁଏ ଏବଂ ପରିବେଶରୁ କରେ । ଏହି ପ୍ରକ୍ରିୟା ପାଇଁ 48 ରୁ 96 ଘଣ୍ଟା ସମୟ ଲାଗେ ।

4 .ସମବିଭାଜନର ‘ ନ୍ୟଷ୍ଟି ବିଭାଜନ ହୋଇଥାଏ ? ସେ ସମ୍ବନ୍ଧରେ ବିବରଣୀ ପ୍ରଦାନ କର ।
ଊ-
(କ) ଆଦ୍ୟାବସ୍ଥା :

  • ଆଦ୍ୟାବସ୍ଥାର ଆରମ୍ଭରେ କ୍ରୋମାଟିନ୍ ଜାଲିକା ଦେଖାଯାଏ ।
  • ଜାଲିକା କ୍ରମେ ସୁସ୍ପଷ୍ଟ ସ୍ଥୁଳ ରୂପ ଧାରଣ କରି ପରିଶେଷରେ କେତୋଟି ନିର୍ଦ୍ଦିଷ୍ଟ ସଂଖ୍ୟକ ଗୁଣସୂତ୍ର
  • ଆଦ୍ୟାବସ୍ଥାର ଶେଷବେଳକୁ ପ୍ରତ୍ୟେକ ଗୁଣସୂତ୍ର ଅନୁ ଲ ମ୍ବଭାବେ ବି ଭାଜିତ ହୋଇଥ‌ିବାର ଦେଖାଯାଏ, କିନ୍ତୁ ଗୁଣସୂତ୍ର କେନ୍ଦ୍ରଠାରେ ଲାଗି ରହିଥାଏ ।
  • କ୍ରମେ ନିନ୍ୟଷ୍ଟି ଓ ନ୍ୟଷ୍ଟି ଝିଲ୍ଲୀ ଅଦୃଶ୍ୟ ହୋଇଯାଏ ଓ କୋଷରେ ଥ‌ିବା ସେଣ୍ଡୋଜୋମ୍ ମେରୁ ଆଡ଼କୁ ଗତି କରନ୍ତି ।
  • କୋଷର ଦୁଇ ମେରୁ ଅଞ୍ଚଳରେ ତର୍କୁତନ୍ତୁ ଗଠନ ପ୍ରକ୍ରିୟା ଆରମ୍ଭ ହୁଏ । ଭାବେ ଦୃଶ୍ୟମାନ ହୁଏ ।

(ଖ) ମଧ୍ୟାବସ୍ଥା :

  • ମଧ୍ୟାବସ୍ଥାରେ ଗୁଣସୂତ୍ର ଗୁଡ଼ିକ କୋଷର ମଧ୍ଯସମତଳ ଭାଗକୁ ଚାଲିଆସନ୍ତି ।
  • ମେରୁ ସ୍ଥିତ ତର୍କୁ ତନ୍ତୁ କ୍ରମଶଃ ବର୍ଦ୍ଧିତ ହୋଇ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ରସହ ସଂଯୁକ୍ତ ହୁଅନ୍ତି ।

(ଗ) ଉତ୍ତରାବସ୍ଥା :

  • ଉତ୍ତରାବସ୍ଥାରେ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ର ବିଭାଜିତ ହୁଏ ।
  • ତର୍କୁତନ୍ତୁ ସଙ୍କୁଚିତ ହେବାଫଳରେ ଗୁଣସୂତ୍ରର ପ୍ରତ୍ୟେକ ଏକକ ସୂତ୍ର ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି ।
  • ଏହି ସମୟରେ ପ୍ରତ୍ୟେକ ଏକକ ସୂତ୍ର କୋଣାକାର ବା ‘V’ ଆକାର ଧାରଣ କରନ୍ତି ।

5. ଅର୍ଥବିଭାଜନର ଆଦ୍ୟାବସ୍ଥା-I କିପରି ସମ୍ପାଦିତ ହୁଏ ? ସେ ସମ୍ବନ୍ଧରେ ବିବରଣୀ ପ୍ରଦାନ କର ।
ଉ-
ଆଦ୍ୟାବସ୍ଥା – 1 : ଏହା ଦୀର୍ଘ ଓ ଜଟିଳ ଅଟେ । ଏହି ଅବସ୍ଥାର ଅପେକ୍ଷାକୃତ ଅଧ୍ଵ ପାଞ୍ଚୋଟି ଉପାବସ୍ଥା
ଥାଏ । ସେଗୁଡ଼ିକ ହେଲା – ଲେପ୍ଟୋଟିନ୍, ଜାଇଗୋଟିନ୍, ପାକିଟିନ୍, ଡିପ୍ଲୋଟିନ୍ ଏବଂ ଡାଇଆକାଇନେସିସ୍ ।

  • ଲେପଟୋଟିନ୍ ଅବସ୍ଥାରେ ଗୁଣସୂତ୍ରଗୁଡ଼ିକ ଦୃଶ୍ୟମାନ ହୋଇଥାଏ । ଏହି ଅବସ୍ଥାରେ ଯଦି ଓ ପୂର୍ବ ରୁ ମାତ୍ର ତାହା ଏକକ ରୂପେ ଦେଖାଯାଆନ୍ତି ।
  • ଜାଇଗୋଟିନ୍‌ରେ ପିତାମାତାଙ୍କଠାରୁ ଆସିଥିବା ସଦୃଶ ଗୁଣସୂତ୍ରଗୁଡ଼ିକ ପରସ୍ପର ଆଡ଼କୁ ଆକୃଷ୍ଟ ହୁଅନ୍ତି ଓ ଲମ୍ବ ଭାବରେ ଯୋଡ଼ା ଯୋଡ଼ା ହୋଇ ଲାଗି ରହନ୍ତି । ଏହି ଅବସ୍ଥାକୁ ଆପୁଞ୍ଜନ କୁହାଯାଏ ।
  • ପ୍ରତ୍ୟେକ ଗୁଣସୂତ୍ର ଯୁଗଳ ବା ଯୋଡ଼ିକୁ ଯୁଗଳ ଗୁଣସୂତ୍ର କୁହାଯାଏ ।
  • ପାକିଟିନ୍‌ରେ ଗୁଣସୂତ୍ର ସ୍ଥୂଳ ଏବଂ କ୍ଷୁଦ୍ରାକାର ହୁଏ । ଏକକସୂତ୍ରର ହୋଇଥିବାରୁ ପ୍ରତ୍ୟେକ ଯୁଗଳ ସୂତ୍ରରେ ପରିଣତ ହୁଏ ।
  • ଡିପ୍ଲୋଟିନ୍‌ରେ ଗୁଣସୂତ୍ର ଗୁଡ଼ିକର ପୃଥକୀରଣ ଆରମ୍ଭ ହୁଏ । ସେମାନେ କେବଳ କେତେକ ବିନ୍ଦୁରେ ପରସ୍ପର ସହିତ ଲାଗିରହି ଅନ୍ୟ ଅଂଶରେ ପୃଥକ୍ ହୋଇଥାନ୍ତି । ଏହି ମିଳନସ୍ଥଳକୁ କାଏଜ୍‌ମା କୁହାଯାଏ ।
  • ଯୁଗଳ ଗୁଣସୂତ୍ରଗୁଡ଼ିକର ଏହି ମିଳନସ୍ଥଳ ବା (କାଏଜ୍‌ ମାଟା) ନିକଟରେ ସେମାନଙ୍କ ଏକକସୂତ୍ର ମଧ୍ୟରେ ଅଂଶ ବିନିମୟ ଦ୍ବାରା ଜିନ୍ ଆଦାନପ୍ରଦାନ କରନ୍ତି । ଏହି ପ୍ରକୟିୟାକୁ ପାରାନ୍ତରଣ କୁହାଯାଏ ।
  • ଡାଇଆକାଇନେସିସ୍‌ରେ ଗୁଣସୂତ୍ରଗୁଡ଼ିକ କ୍ଷୁଦ୍ରାକାର; କିନ୍ତୁ ସ୍ଥୁଳ ଓ ବର୍ତ୍ତୁଳ ହେବାଦ୍ଵାରା ଅଧିକ ସ୍ପଷ୍ଟ ଦେଖାଯାଅନ୍ତି । ଏହି ଉପାବସ୍ଥାରେ ଏବଂ ନ୍ୟଷ୍ଟିଝିଲ୍ଲୀ ଏହି ଅବସ୍ଥାରେ ଅଦୃଶ୍ୟ ହୋଇଥାଏ ।

BSE Odisha 10th Class Life Science Important Questions Chapter 6 ଜନନ - 6

1. ଅନ୍ତଃରୋପଣ କାହାକୁ କହନ୍ତି ? ଏହାର ଆବଶ୍ୟକତା ବର୍ଣ୍ଣନା କର ।
ଊ-

  • ଯୁଗ୍ମଜ ସୃଷ୍ଟି ହେଲାପରେ ଏହା ବାରମ୍ବାର ବିଭାଜନ ପ୍ରକ୍ରିୟା ଘଟି ଏକ କୋଷୀ ଯୁଗ୍ମଜରୁ ଏକ ବହୁକୋଷୀ ବ୍ଲାଷ୍ଟ୍ରଲା ସୃଷ୍ଟି ହୁଏ ।
  • ଏହି ବ୍ଲାଣ୍ଟୁଲାଟି ବ୍ଲାଷ୍ଟାସିଷ୍ଟ ଅବସ୍ଥାକୁ ପରିଣତ ହୋଇ ଗର୍ଭାଶୟର କାନ୍ଥର ନିବିଡ଼ଭାବେ କହନ୍ତି ।
  • ଗର୍ଭାଶୟ ସହିତ ଭ୍ରୂଣଟି ଭ୍ରୂଣବନ୍ଧ ବା ପ୍ଲାସେଣ୍ଟା ଜରିଆରେ ଏକ ଜୈବିକ ସମ୍ବନ୍ଧ ସୃଷ୍ଟି କରେ ।
  • ଭ୍ରୂଣବନ୍ଧଦେଇ ଭ୍ରୂଣ ମାଆ ଶରୀରରୁ ନାଭିରଜ୍ଜୁ ଦ୍ଵାରା ଖାଦ୍ୟ ଓ ଅମ୍ଳଜାନ ଗ୍ରହଣ କରେ ।
  • ସେହିପରି ଭୃଣ ମଧ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ ପ୍ଲାସେଣ୍ଟା ବାଟଦେଇ ମାଆ ଶରୀରକୁ ଓ ପରେ ବାହାରକୁ ଆସେ ।

BSE Odisha 10th Class Life Science Important Questions Chapter 6 ଜନନ

2. ଡିପ୍ଲୋଟିନ୍ ଅବସ୍ଥାରେ ଗୁଣସୂତ୍ରର କି ପରିବର୍ତ୍ତନ ଘଟେ ?
ଭ-

  • ଡିପ୍ଲୋଟିନ୍ ଅବସ୍ଥାରେ ଗୁଣସୂତ୍ରଗୁଡ଼ିକ ର ପୃଥକୀକରଣ ଆରମ୍ଭ ହୁଏ ।
  • ସେମାନେ କେବଳ କେତେକ ବିନ୍ଦୁରେ ପରସ୍ପର ସହିତ ଲାଗି ରହି ଅନ୍ୟ ଅଂଶରେ ପୃଥକ୍ ହୋଇଥାଆନ୍ତି । ଏହି ମିଳନସ୍ଥଳକୁ କାଏଜ୍‌ମା କହନ୍ତି ।
  • ଯୁଗଳ ଗୁଣସୂତ୍ର ଗୁଡ଼ିକର ଏହି ମିଳନସ୍ଥଳ ବା ମଧ୍ୟରେ ଅଂଶ ବି ନି ମୟ ଦ୍ଵାରା ଜିନ୍ ଆଦାନ ପ୍ରଦାନ କରନ୍ତି । ଏହି ପ୍ରକ୍ରିୟାକୁ

3. ଅର୍ଥବିଭାଜନର ଗୁରୁତ୍ଵ ଲେଖ ।
ଊ-

  • ଅର୍ଷବି ଭାଜନରେ ଗୋଟିଏ ମାତୃ କୋଷରୁ ଚାରୋଟି ଅପତ୍ୟକୋଷ ସୃଷ୍ଟି ହୁଏ ।
  • ଅପତ୍ୟକୋଷ ଗୁଡ଼ିକର ଗୁଣସୂତ୍ର ସଂଖ୍ୟା ସଂଖ୍ୟକ ଗୁଣସୂତ୍ର ବହନ କରେ ।
  • ଏହା ଯୁଗ୍ମକ ସୃଷ୍ଟିପାଇଁ ଉଦ୍ଦିଷ୍ଟ ଅଟେ ।
  • ଏହି ବିଭାଜନ ଦୁଇଟି ପର୍ଯ୍ୟାୟରେ ଘଟିଥାଏ; ଯଥା – ପ୍ରଥମ ବିଭାଜନ ଓ ଦ୍ବିତୀୟ ବିଭାଜନ ।
  • ପ୍ରଥମ ବିଭାଜନରେ ଗୁଣସୂତ୍ର ସଂଖ୍ୟା ଅର୍ଦ୍ଧେକ ହୁଏ ଏବଂ ଦ୍ଵିତୀୟ ବିଭାଜନରେ ନୂତନ ଭାବେ ଗଠିତ କୋଷଗୁଡ଼ିକର ସମବିଭାଜନ ହୁଏ ।
  • ଏହି ବିଭାଜନ ପ୍ରକ୍ରିୟାରେ ଗୋଟିଏ ମାତୃକୋଷରୁ ଚାରୋଟି ଅପତ୍ୟ କୋଷ ଉତ୍ପନ୍ନ ହୁଏ ଓ ଥାଏ ।

4. ଟିସୁ ପୋଷଣ କ’ଣ ବୁଝାଅ ।
ଉ-

  • ଉଦ୍ଭିଦର ଜୀବକୋଷ ବା ଟିସୁଗୁଡ଼ିକୁ ସ୍ୱତନ୍ତ୍ର ରୂପେ ସଂଗଠିତ ପୋଷକ ମାଧ୍ୟମରେ ବଢ଼ାଇ ଦ ସୃଷ୍ଟିକୁ ଟିସୁପୋଷଣ କହନ୍ତି ।
  • ଏହି ପଦ୍ଧତିରେ ଉତ୍ପନ୍ନ ପ୍ରାରମ୍ଭିକ ଟିସୁ ସମୂହକୁ ସାମଗ୍ରିକ ଭାବରେ କାଲସ୍ କୁହାଯାଏ । କାଲସ୍‌ଗୁଡ଼ିକର ବୃଦ୍ଧି ଓ ବିଭେଦନ ପରେ ସେଗୁଡ଼ିକର ନିର୍ଦ୍ଦିଷ୍ଟ ହରମୋନ୍ ଥିବା ପୋଷକକୁ ସ୍ଥାନାନ୍ତର କରାଯାଏ । କାଲସ୍‌ ଏହି ପୁନଃ କର୍ଷଣରେ ସେଥୁରୁ ଚାରା ଉଭିଦ ସୃଷ୍ଟିହୁଏ ।
  • ଏହି ଚାରା ଉଭିଦକୁ ନିୟନ୍ତ୍ରଣାଧୀନ ପରିବେଶରେ ବଢ଼ିବାକୁ ଦିଆଯାଏ । ଫଳରେ ସମ୍ପୂର୍ଣ ଉଦ୍ଭଦରେ ପରିଣତ ହୁଏ । ଏହି ପ୍ରକ୍ରିୟାକୁ ଅନ୍ତଃ ଅଣୁବଂଶ ବିସ୍ତାର କୁହାଯାଏ । ଆଜିକାଲି ଏହି ପଦ୍ଧତିରେ ଅସଂଖ୍ୟ ଉନ୍ନତ, ରୋଗଶୂନ୍ୟ

5. ଏଡ଼ସ୍ ରୋଗ ଓ ଏହାର କାରଣ ଲେଖ ।
ଉ-

  • ଏଡ଼ସ୍ ମନୁଷ୍ୟ ଶରୀର ର ଏକ ଅବସ୍ଥା ଯେଉଁଥରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଦ୍ଵାରା ଏହି ରୋଗଦ୍ୱାରା ଆକ୍ରାନ୍ତବ୍ୟକ୍ତିକୁ ଅନ୍ୟ କୌଣସି ରୋଗ ହେଲେ ଆଉ ଭଲ ଅଭାବ ସଂଲକ୍ଷଣ ବା ସମୂହ ବୋଲି କୁହାଯାଏ ।
  • ଏଡ଼ସ୍ ଆକ୍ରାନ୍ତ ବ୍ୟକ୍ତିର ଶରୀରରେ ଟି.ଲିମ୍ଫୋସାଇଟ୍ ନାମକ ଏକ ପ୍ରକାର ଶ୍ୱେତସାର କରିପାରେ ନାହିଁ ।
  • ଏହାଫଳରେ ମାସାଧ୍ଵକ କାଳ ଜ୍ଵର ଲାଗିରହେ । ଝାଡ଼ା ଓ କାଶ ଲାଗିରହେ । ଶ୍ଵାସତନ୍ତ୍ର ଓ ସ୍ନାୟୁତନ୍ତ୍ର ମଧ୍ୟରେ ସମସ୍ୟା ଦେଖାଯାଏ । ନ କଲେ ରୋଗୀର ମୃତ୍ୟୁ ହୋଇଥାଏ ।

6. ଏମିବାର ବହୁ ବିଭାଜନ ବର୍ଣ୍ଣନ କର । ଏ ପ୍ରକାର ବିଭାଜନର ଅନ୍ୟ ନାମ କ’ଣ ? (ଚିତ୍ର ଅନାବଶ୍ୟକ ।)
ଉ-

  • ଖରାଦିନେ ଏମିବା ରହୁଥ‌ିବା ପୋଖରୀ ବା ଗାଡ଼ିଆରୁ ପାଣି ଶୁଖୁଲେ ବା ଅତ୍ୟଧିକ ଥଣ୍ଡା ଯୋଗୁଁ ପାଣି ବରଫ ହୋଇଗଲେ, ଏମିବା ଶରୀରଚାରିପଟେ ତିନିସ୍ତର ବିଶିଷ୍ଟ ଏକ କଠିନ ଆବରଣ ବା କୋଷିକା ତିଆରି କରି ରହେ
  • ଏହି ସମୟରେ ତା’ର ଚୟାପଚୟ କ୍ରିୟା ହ୍ରାସପାଏ । ବାରମ୍ବାର ନ୍ୟଷ୍ଟି ବିଭାଜନ ଦ୍ଵାରା ଏମିବା ଶରୀରରେ 500-600ଟି ଛୋଟ ନ୍ୟଷ୍ଟି ତିଆରି ହୁଏ । ପ୍ରତ୍ୟେକ ନ୍ୟଷ୍ଟି କିଛି ପରିମାଣର କୋଷଜୀବକ ଦ୍ଵାରା ଆବୃତ ହୋଇ ରହେ । ଏମିବା’ (ଏମିବ୍ୟୁଲା) କୁହାଯାଏ ।
  • ବର୍ଷାଦିନର ଆଗମନରେ ପରିସ୍ଥିତି ଅନୁକୂଳ ହେଲେ ଏହି କଠିନ ଆବରଣ ଜଳ ସଂସ୍ପର୍ଶରେ ଆସି ଫାଟିଯାଏ । କୋଷିକା ଭିତରେ ଥ‌ିବା ଚାଲିଆସନ୍ତି ।
  • ଏମିବାର ଏହି ପ୍ରକାର ବହୁ ବିଭାଜନ ଜନନ

7. ସମଯୁଗ୍ମନ, ଅସମ ଯୁଗ୍ମନ ଓ ଡିମ୍ବଯୁଗ୍ମନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଭ-

  • ଦୁଇ ପ୍ରକାରର ଯୁଗ୍ମକ ଏକାପରି ହୋଇଥିଲେ ସମଯୁଗ୍ମନ କୁହାଯାଏ ।
  • ଯୁଗ୍ମକ ଦୁଇଟି ଭିନ୍ନ ହୋଇଥିଲେ ସେଗୁଡ଼ିକୁ ଅସମଯୁଗ୍ମର୍କ ତଥା ସେମାନଙ୍କ ମିଳନକୁ
  • ସାଧାରଣତଃ ଶୈବାଳ, କବକ ଓ କେତେକ ଆଦିପ୍ରାଣୀ ପରି ଜୀବମାନଙ୍କରେ ଏ ଦୁଇ ପ୍ରକାରର ପ୍ରକ୍ରିୟା ଦେଖାଯାଇଥାଏ ।
  • ଅନ୍ୟ ସବୁ ଉଭିଦ ଓ ପ୍ରାଣୀରେ ଦେଖାଯାଉଥ‌ିବା କୁହାଯାଏ ।

8. କେଉଁ ଜୀବମାନେ ଚଳରେଣୁ ଓ ଅଚଳ ରେଣୁଦ୍ଵାରା ବଂଶବିସ୍ତାର କରନ୍ତି ?
ଉ-

  • ୟୁଲୋଥିକସ୍ ପରି ଶୈବାଳରେ 4, 8 ବା ଅଧିକ ଚଳରେଣୁ ଜାତ ହୋଇଥାନ୍ତି ।
  • ମ୍ୟୁକର୍ ପରି ଅନେକ କବକ ମଧ୍ୟ ରେଣୁଭବନ ପଦ୍ଧତିରେ ବଂଶବୃଦ୍ଧି କରିଥାନ୍ତି ।
  • ପେନି ସିଲିୟମ ପରି କବକ ସାଧାରଣତଃ ଅଚଳରେଣୁ ଦ୍ଵାରା ବଂଶବୃଦ୍ଧି କରନ୍ତି ।
  • ପାଇଥମ୍ ପରି କବକ ପରିବେଶ ଅନୁଯାୟୀ ଚଳରେଣୁ ବା ଅଚଳରେଣୁ ଦ୍ବାରା ବଂଶବୃଦ୍ଧି କରିଥାନ୍ତି ।

9. ଗୁଟ୍ଟିକଲମି କାହାକୁ କୁହାଯାଏ ? ଏହା କିପରି ଓ କେଉଁ ଗଛରେ କରାଯାଏ, ସଂକ୍ଷେପରେ ଲେଖ ।
ଉ-

  • ପିଜୁଳି, ଗୋଲାପ, ଜାମୁ, କାଗେଜିଲେମ୍ବୁ, ମିଠା କମଳା, ବାକ୍ସ ଗଛ ଆଦିର କଲମି ସାଧାରଣତଃ ଏହି ଉପାୟରେ କରାଯାଇଥାଏ ।
  • ଏଥ‌ିପାଇଁ ଗଛର ସୁସ୍ଥ ଓ ପାକଳିଆ ଡାଳକୁ ବାଛି ତାର ମୂଳ ଅଂଶର ତ୍ବଚା ବାହାର କରି ଦିଆଯାଏ ।
  • କଟା ଅଂଶ ଉପରେ କଲମି ମାଟି (ଗୋବର, କଟା ନଡ଼ା ଓ ପଟୁ ମାଟିର ମିଶ୍ରଣ] ଦେଇ ଅଖା ବା ପଲିଥନ୍ ଦ୍ବାରା ତାହାକୁ ବାନ୍ଧି ଦିଆଯାଏ । କଲମି ମାଟି ନଶୁଖୁବା ପାଇଁ ସେଥ‌ିରେ ପ୍ରତିଦିନ ପାଣି ଦେବାର ବ୍ୟବସ୍ଥା କରାଯାଏ ।
  • ଏଥ୍ ନିମିତ୍ତ ଏକ ଛିଦ୍ର ଥିବା ମାଠିଆ କଲମି ଉପରେ ଝୁଲାଇ ରଖାଯାଏ ।
  • କିଛିଦିନ ପରେ ଏହି ସ୍ଥାନରୁ ଚେର ବାହାରି କଲମି ମାଟିରେ ବଢ଼େ। ଚେର ଭଲ ଭାବେ ଗଛରେ ପରିଣତ ହୋଇଥାଏ ।
  • ଏହାକୁ ଗୁଟ୍ଟି କଲମି କୁହାଯାଏ ।

10. ଅନ୍ତଃଅଣୁ ବିସ୍ତାର ପଦ୍ଧତି କାହାକୁ କୁହାଯାଏ ? ଏହାର ଉପଯୋଗ ଦର୍ଶାଅ ।
ଭ-

  • ଟିସୁ ପୋଷଣ ପଦ୍ଧତିରେ ଉତ୍ପନ୍ନ ପ୍ରାରମ୍ଭିକ ଟିସୁ ସମୂହକୁ ସାମଗ୍ରିକ ଭାବେ କାଲସ୍ କୁହାଯାଏ ।
  • କାଲସ୍‌ଗୁଡ଼ିକର ବୃଦ୍ଧି ଓ ବିଭେଦନ ପାଇଁ ପରେ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ହରମୋନ୍ ଥ‌ିବା ପୋଷକକୁ ସ୍ଥାନାନ୍ତର କରାଯାଏ । କାଲସ୍‌ ଏହି ପୁନଃ କର୍ଷଣରେ ସେଥ‌ିରୁ ଚାରା ଉଭିଦ ସୃଷ୍ଟି ହୁଏ ।
  • ଏହି ଚାରା ଉଭିଦକୁ ନିୟନ୍ତ୍ରଣାଧୀନ ପରିବେଶରେ ବଢ଼ିବାକୁ ଦିଆଯାଇ ସମ୍ପୂର୍ଣ୍ଣ ଉଭ ଦରେ ପରିଣତ କରାଯାଏ । ଏହି ପ୍ରକ୍ରିୟାକୁ ମଧ୍ୟ ଅନ୍ତଃ ଅଣୁବଂଶବିସ୍ତାର କୁହାଯାଏ ।
  • ଆଜିକାଲି ଏହି ପଦ୍ଧତିରେ ଅସଂଖ୍ୟ ଉନ୍ନତ, ରୋଗଶୂନ୍ୟ, ଚାରା ଉତ୍ପନ୍ନ କରାଯାଇ ଜଙ୍ଗଲ ସୃଷ୍ଟି ବନୀକରଣ, ଫଳଚାଷ ଇତ୍ୟାଦି କରାଯାଉଛି ।

BSE Odisha 10th Class Life Science Important Questions Chapter 6 ଜନନ

11. ସ୍ଵପରାଗଣ ଓ ପର ପରାଗଣ କାହାକୁ କୁହାଯାଏ ? ସମାୟନ ପୂର୍ବରୁ ଫୁଲରେ ଥ‌ିବା ପରାଗରେଣୁ
ଭ-

  • ସମାୟନ ପୂର୍ବରୁ ଫୁଲରେ ଥ‌ିବା ପରାଗରେଣୁ ବିଭିନ୍ନ ମାଧ୍ୟମରେ ଆସି ଫୁଲର ଗର୍ଭଶୀର୍ଷରେ ପଡ଼େ । ଏହାକୁ ପରାଗସଙ୍ଗମ ବା ପରାଗଣ କୁହାଯାଏ ।
  • କେତେକ ଉଦ୍ଭଦରେ ଗୋଟିଏ ଫୁ ଲ ର ତାହାର ଡିମ୍ବାଣୁକୁ ସମାୟନ କରେ । ଏହାକୁ ସ୍ବ- ପରାଗଣ କୁହାଯାଏ ।
  • କିନ୍ତୁ ଅଧିକାଂଶ ଉଦ୍ଭଦରେ ଗୋଟିଏ ଜାତିର ଫୁଲର ପରାଗରେଣୁ ପତଙ୍ଗ, ପକ୍ଷୀ, ଜଳ, ବାୟୁ ଆଦି ମାଧ୍ୟମରେ ଆସି ସେହି ଜାତିର ଅନ୍ୟ ଏକ ଫୁଲର ଗର୍ଭଶୀର୍ଷରେ ପଡ଼େ ଓ ପରେ ଗର୍ଭାଧାନ ହୁଏ । ଏହାକୁ ପରପରାଗଣ କୁହାଯାଏ ।

12. ଶୁକ୍ରାଣୁର ଗଠନ ବର୍ଣନା କର ।
ଉ-

  • ଶୁକ୍ରାଣୁ ଏକ ଲମ୍ବା ଲାଞ୍ଜବିଶିଷ୍ଟ କୋଷ ଅଟେ ।
  • ଏହାର ତିନୋଟି ଅଂଶ ହେଉଛି ଅଗ୍ରଖଣ୍ଡ ବା ହେଡ୍‌, ମଧ୍ୟଖଣ୍ଡ ଓ ଲାଞ୍ଜ ।
  • ଶୁକ୍ରାଣୁ ହେଡ୍‌ର ଆକାର ବିଭିନ୍ନ ପ୍ରାଣୀରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ।
  • ଏହାର ଗୋଟିଏ ପାଖରେ ଅଗ୍ରପିଣ୍ଡକ, ଏହା ପଛକୁ କୋଷ ନ୍ୟଷ୍ଟି ରହିଥାଏ । ମଧ୍ଯ ଖଣ୍ଡ ଭିତରେ ମାଇଟୋକଣ୍ଡ୍ରିଆ ଏବଂ ହେଡ୍ ଓ ମିଡଲ୍ ପିସ୍ ଭିତରେ ଥ‌ିବା ଗ୍ରୀବା ବା ନେକ୍ରେ ସେଣ୍ଟ୍ରିଓଲ୍, ଠିକ୍ ନ୍ୟଷ୍ଟିକୁ ଲାଗି ରହିଥାଏ ।
  • ମଧ୍ୟଖଣ୍ଡ ପଛକୁ ସୂତା ପରି ଲାଞ୍ଜ ଲମ୍ବିଥାଏ । ଏହା ଶୁକ୍ରାଣୁର ଚଳନରେ ସାହାଯ୍ୟ କରେ ।

BSE Odisha 10th Class Life Science Important Questions Chapter 6 ଜନନ - 7

1. ଉଦ୍ଭଦରେ ସମାୟନ ପରେ ମଞ୍ଜି ଓ ଫଳ ସୃଷ୍ଟି କିପରି ହୋଇଥାଏ ?
ଉ-

  • ସମାୟନ ପରେ ଯୁଗ୍ମଜ ବାରମ୍ବାର ବିଭାଜିତ ହୋଇ ଡିମ୍ବକ ମଧ୍ୟରେ ଏକ ଭ୍ରୂଣ ସୃଷ୍ଟି ହୁଏ ।
  • ଲୁଣ ଏକ କଠିନ ଆବରଣ ଦ୍ବାରା ଆବୃତ ହୋଇ ବୀଜ ବା ମଞ୍ଜିରେ ପରିଣତ ହୁଏ । ଡିମ୍ବାଶୟଟି ବୃଦ୍ଧିପାଇ ଫଳରେ ପରିଣତ ହୁଏ ।

2. ଏମିବ୍ୟୁଲା କାହାକୁ କହନ୍ତି ?
ଭ-

  • ବହୁବିଭାଜନ ପ୍ରକ୍ରିୟାରେ ଏମିବା ଶରୀରରେ 500 – 600 ଛୋଟ ନ୍ୟଷ୍ଟି ତିଆରି ହୁଏ ।
  • ପ୍ରତ୍ୟେକ ନ୍ୟଷ୍ଟି ଚାରିପଟେ କିଛି କୋଷ ଜୀବକଦ୍ବାରା ଆବୃତ୍ତ ହୋଇରହେ । ଏହିପରି ଭାବେ ସୃଷ୍ଟ ଅପତ୍ୟଗୁଡ଼ିକୁ କୁନି ଏମିବା ବା ଏମିଡ୍ୟୁଲା କହନ୍ତି ।

3. ଅନୁ ପ୍ରସ୍ଥ ଓ ଅନୁ ଲମ୍ବ ଦ୍ବି-ବିଭାଜନ କ’ଣ ଉଦାହରଣ ସହ ଲେଖ ।
ଊ-

  • ପାରାମେସିୟମ୍ ଦ୍ବିବିଭାଜନ ଦ୍ଵାରା ନିଜର ଜନନ କ୍ରିୟା ସମ୍ପାଦନ କରନ୍ତି । ପାରାମେସିୟମ୍ କୋଷ ବିଭାଜନ ଅନୁ ପ୍ରସ୍ଥ ପୃଷ୍ଠରେ ସମ୍ପାଦିତ ହେଉଥ‌ିବାରୁ ଏହାକୁ ଅନୁପ୍ରସ୍ଥ ଦ୍ଵିବିଭାଜନ କୁହାଯାଏ ।
  • ଇଉକ୍ଲି ନା ବିଭାଜନ ପୃଷ୍ଠ ଅନୁ ଲମ୍ବ ଭାବେ ହେଉଥ‌ିବାରୁ ଏହାକୁ ଅନୁଲମ୍ବ ଦ୍ଵି-ବିଭାଜନ କୁହାଯାଏ ।

4. ମେରୁନ୍ୟଷ୍ଟି ଓ ଦ୍ବିତୀୟକ ନ୍ୟଷ୍ଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ-

  • ଭୃଣାଶୟ ମଧ୍ୟ ଭାଗରେ ଲାଗି ଲାଗି ରହିଥ‌ିବା ଦୁଇଟି ନ୍ୟଷ୍ଟିକୁ ମେରୁନ୍ୟଷ୍ଟି କହନ୍ତି ।
  • ସମାୟନ ଠିକ୍ ପୂର୍ବରୁ ମେରୁ ନ୍ୟଷ୍ଟି ମିଳିତ ହୋଇ ଦ୍ଵିତୀୟକ ନ୍ୟଷ୍ଟିରେ ପରିଣତ ହୋଇଥାଏ ।

5. ସମବିଭାଜନର ମଧ୍ୟାବସ୍ଥାରେ ଗୁଣସୂତ୍ରଗୁଡ଼ିକ କିପରି ଅବସ୍ଥାନ କରିଥାନ୍ତି ?
ଭ –

  • ଗୁଣସୂତ୍ର ଗୁଡ଼ିକ କୋଷର ମଧ୍ୟ ସମତଳକୁ ଆସିଥାନ୍ତି ।
  • ମେରୁ ସ୍ଥିତ ତର୍କୁ ତନ୍ତୁ କ୍ରମଶଃ ବର୍ଦ୍ଧିତ ହୋଇ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ର ରେ ସଂଯୁକ୍ତ ହୋଇଥାନ୍ତି ।

6. ଏଚ.ଆଇ.ଭି.ର ପୂରା ନାମ ଓ ବିଶେଷତ୍ଵ ଲେଖ ।
ଉ-
ଏଚ୍. ଆଇ. ଭି. : ଏଡସ୍‌ର ଖଳନାୟକ ଏକ ଭୂତାଣୁ ଅଟେ । ଏହି ଭୂତାଣୁର ନାଁ ଏଚ୍. ଆଇ. ଭି. ( Human Immuno-deficiency Virus – HIV) । ଅନ୍ୟ ଭୁତାଣୁ ପରି ଏହାର ଶରୀର ଗଠନ ଅତି ସରଳ । ମୁଖ୍ୟତଃ ପଦାର୍ଥ ଥାଏ । ଏହା ହେଉଛି ଆର ଏନ୍ ଏ । ଆର ଏନ୍ଥ‌ିବା ଭୂତାଣୁମାନଙ୍କୁ ପଶ୍ଚଭୂତାଣୁ ବା ରେଟ୍ରୋଭାଇରସ୍ ଏ କୁହାଯାଏ ।

7. ଅସମାୟିତ ଜନନ କ’ଣ ?
ଉ-
ସମାୟନ ବା ନିଷେକ ନ ହୋଇ ଡିମ୍ବାଣୁର ବୃଦ୍ଧି ଘଟି ଫଳସୃଷ୍ଟି ହେଲେ ତାହାକୁ ଅସମାୟିତ ଜନନ ବା ଅନିଷେକ ଜନନ କୁହାଯାଏ । କେତେକ ଅପୁଷ୍ପକ ଉଦ୍ଭଦରେ ଏହା ପରିଲକ୍ଷିତ ହେବା ସହିତ ସପୁଷ୍ପକ ଉଭିଦରେ ଏ ପ୍ରକାର ଜନନ ଦେଖାଯାଏ । ଏହି ପଦ୍ଧତିରେ ଜାତ ଫଳ ମଞ୍ଜିଶୂନ୍ୟ ହୋଇଥାଏ । ଏହି ଫଳକୁ ଅସମାୟିତ ଫଳ ବା ମଞ୍ଜିବିହୀନ ଫଳ କୁହାଯାଏ ।

8. ସ୍ପଞ୍ଜର ଅନ୍ତଃକୋରକୋଦ୍‌ଗମ ବର୍ଣ୍ଣନ କର ।
ଉ-

  • ପ୍ରତିକୂଳ ପରିବେଶ ଓ ଖାଦ୍ୟପଦାର୍ଥର ଅଭାବ ଦେଖାଦେଲେ ସଞ୍ଜ ନିଜ ଶରୀର ଭିତରେ ଜେମ୍ୟୁଲ୍ ତିଆରି କରେ ।
  • ଏହି ପ୍ରକ୍ରିୟାର ପ୍ରାରମ୍ଭରେ ଏକ ସ୍ବତନ୍ତ୍ର ପ୍ରକାରର କେତେକ କୋଷ ଏକତ୍ରିତ ହୁଅନ୍ତି ।
  • ଏଗୁଡ଼ିକର ଚାରିପଟେ ଏକ କଠିନ ଆବରଣ ସୃଷ୍ଟି ହୋଇ ଏହା ଜେମ୍ୟୁଲରେ ପରିଣତ ହୁଏ ।
  • ମାଇକ୍ରୋପାଇଲ୍ ନାମକ ଏକ ରନ୍ଧ୍ରଦ୍ୱାରା ଏହା ବାହାରକୁ ଖୋଲାଥାଏ ।
  • ପରିବେଶ ଅନୂକୂଳ ହେଲେ ଜେମ୍ୟୁଲ୍ ଭିତରେ ଥିବା କୋଷଗୁଡ଼ିକ ମାଇକ୍ରୋପାଇଲ ବାଟଦେଇ ବାହାରକୁ ଆସି ନୂଆ ସ୍ପଞ୍ଜ ସୃଷ୍ଟି କରନ୍ତି ।

9. ଏଡ୍‌ସ୍ ରୋଗର ସଂକ୍ରମଣ କିପରି ହୋଇଥାଏ ? ଉଦାହରଣ ସହ ଲେଖ ।
ଉ-

  • ଏଡସ୍ ସୃଷ୍ଟିକାରୀ ଭୂତାଣୁ ମଣିଷ ଶରୀର ବାହାର ପରିବେଶରେ ଏକ ମିନିଟ୍‌ରୁ ଅଧ୍ୱ ସମୟ ବଞ୍ଚିପାରେ ନାହିଁ । ଏହା ଜଣେ ବ୍ୟକ୍ତି ଶରୀରରୁ ସିଧାସଳଖ ଅନ୍ୟଜଣେ ବ୍ୟକ୍ତି ଶରୀରକୁ ଫଳମଶଏହରଳଛି ଉଦହରଣ ଅଟେ।
  • ଏଡସ୍‌ରେ ଆକ୍ରାନ୍ତ ବ୍ୟକ୍ତିଠାରୁ ରକ୍ତ ଗ୍ରହଣ ଏବଂ ଏଡସ୍ ପୀଡ଼ିତା ମାଆ ଠାରୁ ତାର ଗର୍ଭସ୍ଥ ଶିଶୁକୁ ସଂକ୍ରମଣ ଏହାର କିଛି ଉଦାହରଣ ଅଟେ ।

BSE Odisha 10th Class Life Science Important Questions Chapter 6 ଜନନ

10. ଏଡ୍‌ସ୍ ଚିହ୍ନଟର ଉପାୟ ଲେଖ । ଏଡ୍‌ସ୍ ବିଷୟରେ ସଚେତନତା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ?
ଊ-

  • ଏଲାଇକ (ELISA = Enzyme Linked Immuno Sorbent Assay) 66 QINI ସବୁଠାରୁ ବିଶ୍ୱସନୀୟ ଉପାୟ।
  • ଏଡସ୍ ବିଷୟରେ ଜନ ସଚେତନତା ସୃଷ୍ଟିକରିବା ପାଇଁ ପ୍ରତି ବର୍ଷ ଡିସେମ୍ବର ପହିଲା ତାରିଖକୁ ବିଶ୍ବ ଏଡସ୍ ଦିବସ’’ ଭାବେ ପୃଥ‌ିବୀର ସବୁ ଦେଶରେ ପାଳନ କରାଯାଉଛି ।

11. ଏଡ୍‌ସ୍ ଆକ୍ରାନ୍ତ ବ୍ୟକ୍ତିଠାରେ ମାସାଧ୍ଵକାଳ ଜ୍ଵର ଲାଗି ରହିବାର କାରଣ କ’ଣ ?
ଉ-
ଆମ ରକ୍ତରେ ଥ‌ିବା ଶ୍ୱେତରକ୍ତ କଣିକାମାନେ ଆମ ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରନ୍ତି । କିନ୍ତୁ ଏଡସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଟି-ଲିମ୍ଫୋସାଇଟ୍ ନାମକ ଏକ ପ୍ରକାର ଶ୍ବେତରକ୍ତ କଣିକା ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଏ । ଫଳରେ ସେମାନଙ୍କଠାରେ ମାସାଧ୍ଵ କାଳ ଜ୍ଵର ଲାଗିରହେ ।

12. ସ୍ଥାୟୀ ପଦ୍ଧତିରେ ପରିବାର ନିୟୋଜନ କିପରି କରାଯାଏ ? ଏହି ପଦ୍ଧତି ରେ ପୁରୁଷ ଓ ନିୟୋଜନ ପଦ୍ଧତିର ନାମ ଲେଖ ।
ଉ-

  • ଏହା ଏକ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି । ଏହି ଅସ୍ତ୍ରୋପଚାର କରାଯାଏ । ଫଳରେ ଭବିଷ୍ୟତରେ ଆଉ ସନ୍ତାନ ଜନ୍ମ ହେବାର ସମ୍ଭାବନା ନଥାଏ ।
  • ପୁରୁ ଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କୁ ଭାସେକ୍ଟୋମୀ ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଟ୍ୟୁବେକ୍ଟୋମି କୁହାଯାଏ ।

13. ଭାରତ ସରକାରଙ୍କ ପରିବାର ନିୟୋଜନ ଭାରତ ସରକାରଙ୍କ ପରିବାର ନିୟୋଜନ ଅସ୍ଥାୟୀ ପଦ୍ଧତିର ନାମ ଲେଖ ।
ଉ-
କାର୍ଯ୍ୟକ୍ରମରେ ଚାରି ପ୍ରକାର ଅସ୍ଥାୟୀ ପଦ୍ଧତି ବ୍ୟବହାର କରାଯାଉଛି, ଯଥା –

  1. ପ୍ରତିବନ୍ଧକ ପଦ୍ଧତି (ନିରୋଧ),
  2. ହରମୋନ୍ ପଦ୍ଧତି (ଗର୍ଭନିରୋଧକ ବଟିକା),
  3. ଅନ୍ତଃ ଗର୍ଭାଶୟ ପଦ୍ଧତି (କପର-ଟି) ଓ
  4. ପ୍ରାକୃତିକ ପଦ୍ଧତି ।

14. ସମାୟନ କହିଲେ କ’ଣ ବୁଝ ?
ଊ-
ଯେଉଁ ପ୍ରକ୍ରିୟାରେ ଗୋଟିଏ ପୁଂଯୁଗ୍ମକ, ସ୍ତ୍ରୀ ଯୁଗ୍ମକ ବା ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମକ ଗଠନ କରେ ତାହାକୁ ସମାୟନ କୁହାଯାଏ । ଏଥୁରୁ ଭ୍ରୂଣର ଉତ୍ପତ୍ତି ହୋଇଥାଏ । ସପୁଷ୍ପକ ଆବୃତବୀଜୀ ଉଦ୍ଭଦରେ ଦ୍ବି ସମାୟନ ଦେଖାଯାଏ । ପ୍ରାଣୀ ଶରୀରରେ ସମବିଭାଜନ ଦ୍ବାରା ଯୁଗ୍ମଜର ବାରମ୍ବାର ଭାଜନ ପ୍ରକ୍ରିୟା ଦ୍ଵାରା ଏକ କୋଷୀ ଯୁଗ୍ମଜରୁ ବହୁକୋଷୀ ବ୍ଲାଷ୍ଟ୍ରଲ ସୃଷ୍ଟି ହୁଏ ଓ ଏହାପରେ ଏଥୁରୁ ଗ୍ରାଷ୍ଟ୍ରଲ ସୃଷ୍ଟିହୁଏ ।

15. ଗର୍ଭାଶୟର ଗଠନ ସଂକ୍ଷେପରେ ଲେଖ ।
ଊ-

  • ଗର୍ଭାଶୟ ଏକ ଫମ୍ପା ଏବଂ ପେଶୀବହୁଳ ଅଙ୍ଗ । ଏହାର ଲମ୍ବ ପ୍ରାୟ 7.5 ସେ.ମି. ଏବଂ ଚଉଡ଼ା 5.0 ସେ.ମି.।
  • ଏହା ଉଦର ଗହ୍ଵର ନିମ୍ନ ଭାଗରେ ଠିକ୍ ମୂତ୍ରାଶୟର ପଛକୁ ରହିଛି ।
  • ଗର୍ଭାଶୟର ଆଗପଟ ଚଉଡ଼ା ଓ ପଛପଟକୁ ଏହା ନଳିଆ । ଏହି ନଳିଆ ଅଂଶକୁ ଜରାୟୁ ଗ୍ରୀବା (Cervix) କୁହାଯାଏ । ଗର୍ଭାଶୟର ଗ୍ରୀବା ବାହାରକୁ ଉନ୍ମୁକ୍ତ ହୋଇଥାଏ ।

16. ଶୁକ୍ରାଣୁର ଉତ୍ପତ୍ତି ସଂରକ୍ଷଣ ସମ୍ବନ୍ଧରେ ଲେଖ ।
ଊ-

  • ପୁରୁଷ ଶରୀରରେ ଥ‌ିବା ଦୁଇଟି ଶୁକ୍ର ମୁଣି ମଧ୍ୟରେ ଦୁଇଟି ଶୁକ୍ରାଶୟ ଅଛି ।
  • ମାନବ ଶରୀରର ତାପମାତ୍ରା ଅଧିକ (37°C) ଶୁକ୍ରମୁଣିର ତାପମାତ୍ରା ଏହାଠାରୁ 2°C କମ୍, ଯାହା ଶୁକ୍ରାଣୁ ଉତ୍ପତ୍ତି ପାଇଁ ଅନୁକୂଳ ।

BSE Odisha 10th Class Life Science Important Questions Chapter 6 ଜନନ

17. ଦ୍ବିଗୁଣିତ ବା ଡିପ୍ଲଏଡ୍ ସଂଖ୍ୟା କ’ଣ ଲେଖ ।
ଉ-
କୌଣସି ଏକ ନିର୍ଦ୍ଦିଷ୍ଟ ଜାତିର ସବୁ ଜୀବରେ (ଯଥା- ସବୁ ମଣିଷରେ) ଏବଂ ସେହି ଜାତିର ଯେକୌଣସି ଜୀବ (ଯଥା- ଯେକୌଣସି ମଣିଷ)ର ଯୁଗ୍ମକ ବ୍ୟତୀତ ସବୁ କୋଷରେ ଏହି ସଂଖ୍ୟା ଏକାପରି । ସୁତରାଂ ସେହି ଜାତି ପାଇଁ  ମଣିଷରେ ଏହି ସଂଖ୍ୟା 46 ଓ ମକାରେ 20 । ଏହି ସଂଖ୍ୟାକୁ ଦ୍ବିଗୁଣିତ ବା ଡିପ୍ଲଏଡ୍ ସଂଖ୍ୟା କୁହାଯାଏ ଏବଂ ଏହାକୁ 2n ଭାବେ ସୂଚିତ କରାଯାଇଥାଏ ।

18. ଏକଗୁଣିତ ବା ହାପ୍ଲଏଡ୍ ସଂଖ୍ୟା କହିଲେ କ’ଣ ବୁଝ ?
ଉ-
ଯୁଗ୍ମକ ଜନନ ପ୍ରକ୍ରିୟାରେ ଯୁଗ୍ମକ ସୃଷ୍ଟ ସମୟରେ ଅର୍ଥବିଭାଜନ ବା ଅଦ୍ଧାୟନ ବା ମିଓସିସ୍ ନାମକ ଏକ ବିଶେଷ ପ୍ରକାରର କୋଷ ବିଭାଜନ ହୋଇଥାଏ । ଏଥିଯୋଗୁଁ ଯୁଗ୍ମକରେ ଗୁଣସୂତ୍ର ସଂଖ୍ୟା ଅଧା ହୋଇଯାଏ । ଏହି ସଂଖ୍ୟାକୁ ଏକଗୁଣିତକ ବା ହାପ୍ଲଏଡ୍ ସଂଖ୍ୟା କୁହାଯାଏ ଏବଂ ଏହାକୁ ‘n’ ଭାବେ ସୂଚିତ କରାଯାଇଥାଏ ।

19. ମଧ୍ୟାବସ୍ଥା ଓ ଉତ୍ତରାବସ୍ଥା କହିଲେ କ’ଣ ବୁଝ ?
ଉ-

  • ମଧ୍ୟାବସ୍ଥାରେ ଗୁଣସୂତ୍ର ଗୁଡ଼ିକ କୋଷର ତତନ୍ତୁ କ୍ରମଶଃ ବର୍ଷିତ ହୋଇ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ରସହ ସଂଯୁକ୍ତ ହୁଅନ୍ତି ।
  • ଉତ୍ତରାବସ୍ଥାରେ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ର ବିଭାଜିତ ହୁଏ। ତକୁ ତନ୍ତୁ ସଙ୍କୁଚିତ ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି । ଏହି ସମୟରେ ପ୍ରତ୍ୟେକ ଏକକ ସୂତ୍ର କୋଣାକାର ବା ‘V’ ଆକାର ଧାରଣ କରନ୍ତି ।

Leave a Comment