Processing math: 2%

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3

Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3

Question 1.
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3
ଉପରିସ୍ଥ ସଂଖ୍ୟାରେଖାରେ 0 ଓ 1 କୁ ସୂୠଉଥ‌ିବା ବିଦୁ୍ୟଦ୍ଵୟ ମଧ୍ୟବର୍ତୀ ସଂଖ୍ୟାରେଖାର ଅଂଶକୁ ସମାନ ଦଶ ଭାଗରେ ଏବଂ 1 ଓ 2 କୁ ସୂରଉଥବା ବିନ୍ଦୁ ଦୁଇଟି ମଧ୍ୟବର୍ତୀ ସଂଖ୍ୟାରେଖାର ଅଂଶକୁ ଋରିଗୋଟି ସମାନ ଭାଗରେ ପରିଣତ କରାଯାଇଛି । ବିଭାଜକ ବିନ୍ଦୁଗୁଡ଼ିକୁ A, B, C ଆଦି ନାମ ଦିଆଯାଇଛି । କେଉଁ ବିନ୍ଦୁଦ୍ଵାରା କେଉଁ ସଂଖ୍ୟା ସୂଚିତ ତାହା ନିମ୍ନରେ ଲେଖ ।

(କ) A ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{1}{10}

(ଖ) C ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{3}{10}

(ଗ) E ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{5}{10} ବା \frac{1}{2}

(ଘ) G ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{7}{10}

(ଙ) । ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{9}{10}

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3

(ଚ) K ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
1 \frac{2}{4}  1 \frac{1}{2}

(ଛ) B ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{2}{10} ବା \frac{1}{5}

(ଜ) D ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{4}{10} ବା \frac{2}{5}

(ଝ) F ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{6}{10} ବା \frac{3}{5}

(ଞ) H ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\frac{8}{10} ବା \frac{4}{5}

(ଟ) J ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
1 \frac{1}{4}

() L ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
1 \frac{3}{4}

Question 2. 
ନିମ୍ନ ସଂଖ୍ୟାଗୁଡ଼ିକୁ ସଂଖ୍ୟାରେଖାରେ ସ୍ଥାପନ କର ।
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3 1

(କ) \frac{3}{4}
ସମାଧାନ:
C ଦ୍ଵାରା ସୂଚିତ ସଂଖ୍ୟା = \frac{3}{4}

(ଖ) 1 \frac{1}{3}
ସମାଧାନ:
M ଦ୍ଵାରା ସୂଚିତ ସଂଖ୍ୟା = 1 \frac{1}{3}

(ଗ) 2 \frac{1}{4}
ସମାଧାନ:
P ଦ୍ଵାରା ସୂଚିତ ସଂଖ୍ୟା = 2 \frac{1}{4}

(ଘ) 3 \frac{1}{3}
ସମାଧାନ:
S ଦ୍ଵାରା ସୂଚିତ ସଂଖ୍ୟା = 3 \frac{1}{3}

(ଙ) 4 \frac{1}{2}
ସମାଧାନ:
X ଦ୍ଵାରା ସୂଚିତ ସଂଖ୍ୟା = 4 \frac{1}{2}

Question 3.
(କ) ସଂଖ୍ୟାରେଖା ଉପରିସ୍ଥ କେଉଁ ଦୁଇଟି ପାଖାପାଖୁ ପୂର୍ଣ୍ଣସଂଖ୍ୟା ମଧ୍ୟରେ ସମସ୍ତ ପ୍ରକୃତ ଭଗ୍ନସଂଖ୍ୟା ଅବସ୍ଥିତ? 
ସମାଧାନ:
ସଂଖ୍ୟାରେଖା ଉପରିସ୍ଥ 0 ଓ 1 ପୂର୍ଣ୍ଣସଂଖ୍ୟା ମଧ୍ୟରେ ସମସ୍ତ ପ୍ରକୃତ ଭଗ୍ନସଂଖ୍ୟା ଅବସ୍ଥିତ ।

(ଖ) ସଂଖ୍ୟାରେଖା ଉପରିସ୍ଥ କେଉଁ ଦୁଇଟି ପାଖାପାଖୁ ପୂର୍ବସଂଖ୍ୟା ମଧ୍ୟରେ 2 \frac{1}{5} ଅବସ୍ଥିତ?
ସମାଧାନ:
2 \frac{1}{5} = 2 + \frac{1}{5} ∴ 2 < 2 \frac{1}{5} < 3
ସଂଖ୍ୟାରେଖା ଉପରିସ୍ଥ 2 ଓ 3 ପୂର୍ଣ୍ଣସଂଖ୍ୟା ମଧ୍ୟରେ 2 \frac{1}{5} ଅବସ୍ଥିତ

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3

Question 4.
(କ) \frac{15}{4} କୁ ସଂଖ୍ୟାରେଖାରେ ଦର୍ଶାଇବା ଲାଗି ପ୍ରଥମେ କ’ଣ କରିବାକୁ ହେବ?
ସମାଧାନ:
\frac{15}{4} କୁ ସଂଖ୍ୟାରେଖାରେ ଦର୍ଶାଇବା ଲାଗି ତାହାକୁ ମିଶ୍ର ସଂଖ୍ୟାରେ ପ୍ରକାଶ କରିବାକୁ ହେବ ।

(ଖ) କେଉଁ ଦୁଇଟି ପାଖାପାଖ ପୂର୍ଣ୍ଣ ସଂଖ୍ୟା ମଧ୍ୟରେ \frac{15}{4} ଅବସ୍ଥିତ?
ସମାଧାନ:
\frac{15}{4}=3 \frac{3}{4}=3+\frac{3}{4}, 3 ଓ 4 ପୂର୍ବସଂଖ୍ୟା ମଧ୍ୟରେ \frac{15}{4} ଅବସ୍ଥିତ

() ଉକ୍ତ ପୂର୍ବସଂଖ୍ୟା ସୂଚକ ବିନ୍ଦୁଦ୍ଵୟ ମଧ୍ୟବର୍ତ୍ତୀ ସଂଖ୍ୟାରେଖାର ଅଂଶକୁ କେତେ ସମାନ ଭାଗ କରିବାକୁ ହେବ?
ସମାଧାନ:
ଉକ୍ତ ପୂର୍ବସଂଖ୍ୟା ସୂଚକ ବିଦୁ୍ୟଦ୍ୱୟ ମଧ୍ୟବର୍ତ୍ତୀ ସଂଖ୍ୟାରେଖାର ଅଂଶକୁ 4 ସମାନ ଭାଗ କରିବାକୁ ହେବ ।

() \frac{15}{4} କୁ ମିଶ୍ର ସଂଖ୍ୟାରେ ପରିଣତ କରି ଏହାକୁ ସଂଖ୍ୟାରେଖାରେ ଦର୍ଶାଅ।
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3 2

Leave a Comment