BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.7

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.7 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.7

Question 1.
ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ ।
ଆୟତଘନ, ସମଘନ, ଗୋଲକ, ପ୍ରିଜିମ୍, ସିଲିଣ୍ଡର୍, କୋନ୍
ସମାଧାନ:
ଆୟତଘନ – ଇଟା, ଦିଆସିଲି ବାକ୍ସ
ସମଘନ – ଲୁଡୁଗୋଟି, ଚାରିକୋଣିଆ ବାକ୍ସ
ଗୋଲକ – ଫୁଟବଲ୍, କାଚଗୋଲି
ପ୍ରିଜିମ୍ – ପ୍ରିଜିମ୍‌କୃତ କାଚ
ସିଲିଣ୍ଡର – ରୁଲବାଡ଼ି, ପେନ୍‌ସିଲ
କୋନ୍ – କାହାଳୀ, ନଟୁ

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.7

Question 2.
କେଉଁ ପ୍ରକାର ଆକୃତି ଲେଖ।
(କ) ତୁମର ଜ୍ୟାମିତି ବାକ୍ସ
ସମାଧାନ:
ଆୟତଘନ

(ଖ) ଗୋଟିଏ ଇଟା
ସମାଧାନ:
ଆୟତଘନ

(ଗ) ଦିଆସିଲି ବାକ୍ସ
ସମାଧାନ:
ଆୟତଘନ

(ଘ) ଗୋଟିଏ ରୁଲ୍ ବାଡ଼ି
ସମାଧାନ:
ସିଲିଣ୍ଡର

(ଙ) ଗୋଟିଏ ଲୁଡୁଗୋଟି
ସମାଧାନ:
ସମଘନ

(ଚ) କ୍ରିକେଟ୍ ବଲ୍
ସମାଧାନ:
ଗୋଲକ

Leave a Comment