CHSE Odisha Class 12 History Chapter 9 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 9 ମୋଗଲ ଯୁଗର ସଂସ୍କୃତି Objective Questions.

CHSE Odisha 12th Class History Chapter 9 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ‘ରାମଚରିତ ମାନସ’ର ରଚୟିତା କିଏ ?
(କ) ତୁଳସୀ ଦାସ
(ଖ) ସାରଳା ଦାସ
(ଗ) ବାଲ୍ମିକୀ
(ଘ) ଜଗନ୍ନାଥ ଦାସ
Answer:
(ଘ) ତୁଳସୀ ଦାସ୍

୨। ମୋଗଲ ଦରବାରର ଉଚ୍ଚପଦସ୍ଥ କର୍ମଚାରୀମାନେ କେଉଁ ନାମରେ ପରିଚିତ ଥିଲେ ? (କ) ମାନସରୀ
(କ) ମାନସବ୍‌ରୀ
(ଖ) ଏକହଜାରୀ
(ଗ) ପାଞ୍ଚହଜାରା
(ଘ) ଦଶହଜାରା
Answer:
(କ) ମାନସର୍‌ଦାରୀ

୩ । ‘ଆଇନ-ଇ-ଆକବରୀ’ ଗ୍ରନ୍ଥର ରଚୟିତା କିଏ ?
(କ) ଆକବର
(ଖ) ଆବୁଲଫାଜଲ
(ଗ) ଫାୟାଜା
(ଘ) ଅବଦୁଲ ନବା
Answer:
(ଖ) ଆବୁଲଫଜଲ

୪ । କେବେ ଆକବର ‘ଦିନ୍-ଇ-ଇଲାହୀ’ ନାମକ ଏକ ନୂତନ ଧର୍ମମତ ସୃଷ୍ଟି କରିଥିଲେ ?
(କ) ୧୫୮୦ ଖ୍ରୀ.ଅ.
(ଖ) ୧୫୮୧ ଖ୍ରୀ.ଅ.
(ଗ) ୧୫୮୨ ଖ୍ରୀ.ଅ.
(ଘ) ୧୫୮୩ ଖ୍ରୀ.ଅ.
Answer:
(ଗ) ୧୫୮୨ ଖ୍ରୀ.ଅ.

୫। ଆକବର କେଉଁ ଉଦ୍ଦେଶ୍ୟରେ ଫତେପୁରସିକ୍ରିଠାରେ ଇବାଦଖାନା ନିର୍ମାଣ କରାଇଥିଲେ ?
(କ) ଶାସନ ପରିଚାଳନା
(ଖ) ଧର୍ମସମ୍ବନ୍ଧୀୟ ଆଲୋଚନା କେନ୍ଦ୍ର
(ଗ) ଗରିବମାନଙ୍କ ଆଶୁୟସ୍ଥଳୀ
(ଘ) ଉଲେମାମାନଙ୍କ ବିଶ୍ରାମ ଗୃହ
Answer:
(ଖ) ଧର୍ମସମ୍ବନ୍ଧୀୟ ଆଲୋଚନା କେନ୍ଦ୍ର

CHSE Odisha Class 12 History Chapter 9 Objective Questions in Odia Medium

୬ । କେଉଁ ହିନ୍ଦୁ ପଣ୍ଡିତ ଆକବରଙ୍କଦ୍ଵାରା ନିମନ୍ବିତ ହୋଇ ଧର୍ମାଲୋଚନାରେ ଅଂଶଗ୍ରହଣ କରିଥିଲେ ?
(କ) ପୁରୁଷୋତ୍ତମ ଓ ଦେବୀ
(ଖ) ଅବଦୁଲ ନବୀ ଏବଂ ଅବଦୁଲ୍ଲା ସୁଲତାନପୁରୀ
(ଗ) ହୀରାବିଜୟ ସୁରୀ ଏବଂ ଭାନୁଚନ୍ଦ୍ର ଉପାଧ୍ୟାୟ
(ଘ) ବିହାରୀମଲ୍ଲ ଓ ମାନସିଂହ
Answer:
(କ) ପୁରୁଷୋତ୍ତମ ଓ ଦେବୀ

୭ । କେଉଁ ଖ୍ରୀଷ୍ଟିଆନ ପଣ୍ଡିତ ଆକବରଙ୍କଦ୍ଵାରା ନିମନ୍ତ୍ରିତ ହୋଇ ଧର୍ମାଲୋଚନାରେ ଅଂଶଗ୍ରହଣ କରିଥିଲେ ?
(କ) ଫାଦର ରୋଡ଼ାଲ୍‌ ମନସରେଟ ଏବଂ ଆକୁଆ ଭାଇଭା
(ଖ) ମଖଦମ-ଉଲ-ମୁଲକ ଏବଂ ଅବଦୁଲ୍ଲା ସୁଲତାନପୁରୀ
(ଗ) ଭାନୁଚନ୍ଦ୍ର ଉପାଧ୍ୟାୟ ଏବଂ ଦୀନଚନ୍ଦ୍ର
(ଘ) ଆବୁଲଫାଜଲ ଏବଂ ଫାୟାଜୀ
Answer:
(କ) ଫାଦର ରୋଡ଼ାଲଫୋ ମନସରେଟ ଏବଂ ଆକୁଆ ଭାଇଭା

୮ | ଜୈନଧର୍ମର କେଉଁ ପଣ୍ଡିତଙ୍କୁ ଆକବର ଧର୍ମାଲୋଚନା ପାଇଁ ଇବାଦତ୍ଖାନାକୁ ନିମନ୍ତ୍ରଣ କରିଥିଲେ ?
(କ) ପୁରୁଷୋତ୍ତମ ଓ ଦେବୀ
(ଖ) ହୀରାବିଜୟ ସୁରୀ ଓ ବିଜୟସେନ ସୁରୀ
(ଗ) ରୋଡ଼ୋଲ୍‌ଫୋ ମନ୍ସରେଟ୍ ଏବଂ ଆକୁଆ ଭାଇଭା
(ଘ) ଅବଦୁଲ ନବୀ ଏବଂ ଅବଦୁଲ୍ଲା ସୁଲତାନପୁରୀ
Answer:
(ଖ) ହୀରାବିଜୟ ସୁରୀ ଓ ବିଜୟସେନ ସୁରୀ

୯ । କେବେ ଆକବର ତୀର୍ଥକର ଉଚ୍ଛେଦ କରିଥିଲେ ?
(କ) ୧୫୫୬ ଖ୍ରୀ.ଅ.
(ଖ) ୧୫୬୦ ଖ୍ରୀ.ଅ.
(ଗ) ୧୫୬୩ ଖ୍ରୀ.ଅ.
(ଘ) ୧୫୭୫ ଖ୍ରୀ.ଅ.
Answer:
(ଗ) ୧୫୬୩ ଖ୍ରୀ.ଅ.

୧୦ । କେବେ ଆକବର ଜିଜିୟା କର ଉଚ୍ଛେଦ କରିଥିଲେ ?
(କ) ୧୫୫୬ ଖ୍ରୀ.ଅ.
(ଖ) ୧୫୬୦ ଖ୍ରୀ.ଅ.
(ଗ) ୧୫୬୨ ଖ୍ରୀ.ଅ.
(ଘ) ୧୫୬୪ ଖ୍ରୀ.ଅ.
Answer:
(ଖ) ୧୫୬୪ ଖ୍ରୀ.ଅ.

୧୧ । କିଏ ତାଜମହଲ ନିର୍ମାଣ କରିଥିଲେ ?
(କ) ହୁମାୟୁନ
(ଖ) ଜାହାଙ୍ଗାର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ୍
Answer:
(ଗ) ଶାହାଜାହାନ

୧୨ । ହିନ୍ଦୁମାନଙ୍କ ମଧ୍ୟରୁ କିଏ ଦିନ-ଇ-ଇଲାହୀ ଧର୍ମ ଗ୍ରହଣ କରିଥିଲେ ?
(କ) ବୀରବଲ
(ଖ) ଭଗବାନ ଦାସ
(ଗ) ମାନସିହ
(ଘ) ବଦାଉନି
Answer:
(କ) ବୀରବଲ

୧୩ । ସୌଧ ନିର୍ମାଣ କରିବାପାଇଁ କିଏ ସ୍ଥପତି ସିନାନଙ୍କ ଶିଷ୍ୟମାନଙ୍କୁ କନ୍‌ଷ୍ଟାଣ୍ଟିନୋପରୁ ଭାରତକୁ ଆଣିଥିଲେ ?
(କ) ବାବର
(ଖ) ହୁମାୟୁନ
(ଗ) ଆକବର
(ଘ) ଜାହାଙ୍ଗାର
Answer:
(କ) ବାବର

CHSE Odisha Class 12 History Chapter 9 Objective Questions in Odia Medium

୧୪ । ସାସାରାମ ସମାଧ୍ୱ ସ୍ତୂପ ଇସ୍‌ଲାମୀୟ ଶୈଳୀରେ ନିର୍ମିତ ହୋଇଥିଲେ ମଧ୍ୟ ତା’ର ଅଭ୍ୟନ୍ତର କାରୁକାର୍ଯ୍ୟ ଥୁଲା ହିନ୍ଦୁରୀତିର । ଏହାକୁ କିଏ ନିର୍ମାଣ କରାଇଥିଲେ ?
(କ) ବାବର
(ଖ) ହୁମାୟୁନ
(ଗ) ଶେରଶାହା
(ଘ) ଆକବର
Answer:
(ଗ) ଶେରଶାହା

୧୫ । ହୁମାୟୁନଙ୍କ କବରଟି ତୈମୁରଙ୍କ ସମାଧୁର ନମୁନା ଅନୁସାରେ ନିର୍ମିତ ହୋଇଥିଲା । ଏହାର ସ୍ଥପତି କିଏ ଥିଲେ ?
(କ) ସିନାନ
(ଖ) ମୀର୍ଜା ଗିୟାସ
(ଗ) କାଶିମ୍ ଖାଁ
(ଘ) ଉସ୍ତାଦ ଇସା
Answer:
(ଖ) ମୀର୍ଜା ଗିୟାସ

୧୬ । ଆକବରଙ୍କ ନୂତନ ସ୍ଥାପତ୍ୟକଳାର ପୁରାତନ ନମୁନା ହେଉଛି ଆଗ୍ରାସ୍ଥିତ ଲାଲଦୁର୍ଗ । କାହା ତତ୍ତ୍ଵାବଧାନରେ ଏହି ଦୁର୍ଗ ଆରମ୍ଭ ହୋଇଥିଲା ?
(କ) କାଶିମ୍ ଖାଁ
(ଖ) ଆକବର
(ଗ) ବୈରାମ୍ ଖାଁ
(ଘ) ଉସ୍ତାଦ ଇସା
Answer:
(କ) କାଶିମ୍ ଖାଁ

୧୭ । ଆଗ୍ରା ଦୁର୍ଗ ତୁଳନାରେ ଫତେପୁରସିକ୍ରିର ସ୍ଥାପତ୍ୟ ଅଧିକ ସଂହତ ଓ ମନୋହର । ଏହାକୁ ‘ଲାଲ ବାଲୁକା ପ୍ରସ୍ତରର ଏକ ମହାକାବ୍ୟ’ ବୋଲି କୁହାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ହିନ୍ଦୁକଳାଦ୍ୱାରା ବିଶେଷ ପ୍ରଭାବିତ । ଏହି କଳା ସୃଷ୍ଟି କରିବା ପଛରେ କିଏ ଯନବାନ୍ ହୋଇଥିଲେ ?
(କ) ହୁମାୟୁନ
(ଖ) ଶେରଶାହା
(ଗ) ଆକବର
(ଘ) ଜାହାଙ୍ଗାର
Answer:
(ଗ) ଆକବର

୧୮ । କେଉଁ ଶାସକଙ୍କର ଦାକ୍ଷିଣାତ୍ୟ ବିଜୟକୁ ସ୍ମରଣ ରଖିବାପାଇଁ ବୁଲନ୍ଦ ଦରୱାଜା ନିର୍ମିତ ହୋଇଥିଲା ?
(କ) ଆକବର
(ଖ) ଜାହାଙ୍ଗାର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ
Answer:
(କ) ଆକବର

୧୯ । କିଏ କହିଥିଲେ, ‘ଫତେପୁର ସ୍ଥାପତ୍ୟ ହେଉଛି ପଥରର ରୋମାଞ୍ଚ । କୌଣସି ସମୟରେ, କୌଣସି ପରିସ୍ଥିତିରେ ଏହା ଅଚିନ୍ତନୀୟ ଓ ଅସମ୍ଭବ ।’
(କ) ଭି.ଏ. ସ୍ମିଥ୍
(ଖ) ଈଶ୍ୱରୀପ୍ରସାଦ
(ଗ) ଏସ୍.ଆର୍.ଶର୍ମା
(ଘ) ଆର୍.ସି.ମଜୁମ୍‌ଦାର
Answer:
(କ) ଭି.ଏ. ସ୍ମିଥ୍

୨୦ । କେଉଁ ମୋଗଲ ସମ୍ରାଟ୍ ନିଜ କନ୍ୟା ଜାହାନାରାଙ୍କ ସମ୍ମାନାର୍ଥେ ମୋତି ମସ୍‌ଜିଦ୍ ନିର୍ମାଣ କରିଥିଲେ ?
(କ) ଆକବର
(ଖ) ଜାହାଙ୍ଗାର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ
Answer:
(କ) ଶାହାଜାହାନ

୨୧ । କିଏ କହିଥିଲେ, ‘ତାଜମହଲ ହେଉଛି ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ଆନୁଗତ୍ୟର ଅନୁପମ ସ୍ମୃତିସୌଧ ?
(କ) ଭି.ଏ. ସ୍ମିଥ୍
(ଖ) ପର୍ସି ବ୍ରାଉନ୍
(ଗ) ଈଶ୍ୱରୀପ୍ରସାଦ
(ଘ) ଏସ୍.ଆର୍.ଶର୍ମା
Answer:
(ଖ) ଈଶ୍ୱରୀପ୍ରସାଦ

୨୨ । ମୋଗଲ ରାଜତ୍ଵର ସର୍ବଶ୍ରେଷ୍ଠ କୀର୍ତ୍ତି ହେଉଛି ?
(କ) ତାଜମହଲ
(ଖ) ଲାଲକିଲ୍ଲା
(ଗ) ମୋତି ମସ୍‌ଜିଦ୍
(ଘ) ଜୁମା ମସ୍‌ଜିଦ୍
Answer:
(କ) ତାଜମହଲ

CHSE Odisha Class 12 History Chapter 9 Objective Questions in Odia Medium

୨୩ । ଦିନ୍-ଇ-ଇଲାହୀ ଧର୍ମର ପ୍ରତିଷ୍ଠାତା କିଏ ଥିଲେ ?
(କ) ଆକବର
(ଖ) ଶାହାଜାହାନ
(ଗ) ଆଉରଙ୍ଗଜେବ
(ଘ) ଜାହାଙ୍ଗାର
Answer:
(କ) ଆକବର

୨୪ । ଫତେପୁରସିକ୍ରିର ନିର୍ମାଣ କିଏ କରିଥିଲେ ?
(କ) ଆକବର
(ଖ) ଜାହାଙ୍ଗାର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ
Answer:
(କ) ଆକବର

୨୫ । ଲାଲକିଲ୍ଲାର ନିର୍ମାଣ କିଏ କରିଥିଲେ ?
(କ) ଆକବର
(ଖ) ଜାହାଙ୍ଗୀର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ
Answer:
(ଗ) ଶାହାଜାହାନ୍

୨୬ । ଆଗ୍ରାର ମୋତି ମସ୍‌ଜିଦ୍‌ର ନିର୍ମାତା କିଏ ?
(କ) ବାବର
(ଖ) ଆକବର
(ଗ) ଜାହାଙ୍ଗୀର
(ଘ) ଶାହାଜାହାନ
Answer:
(ଘ) ଶାହାଜାହାନ୍

୨୭ । ଗୋଲ ଗମ୍ବୁଜ କେଉଁ ସ୍ଥାନରେ ନିର୍ମାଣ କରାଯାଇଥିଲା ?
(କ) ବିଜାପୁର
(ଖ) ଜୟପୁର
(ଗ) ଗୋଆଲିୟର୍
(ଘ) ରାଜସ୍ଥାନ
Answer:
(କ) ବିଜାପୁର

୨୮ । ମାନ ମନ୍ଦିର କେଉଁଠି ନିର୍ମାଣ କରାଯାଇଥିଲା ?
(କ) ଆଗ୍ରା
(ଖ) ଗୋଆଲିୟର୍
(ଗ) ଜୟପୁର
(ଘ) ପଞ୍ଜାବ
Answer:
(ଗ) ଜୟପୁର

୨୯ । ଆଗାରେଜା କିଏ ଥିଲେ ?
(କ) ବିଖ୍ୟାତ ଚିତ୍ରକର
(ଖ) ବିଖ୍ୟାତ କବି
(ଗ) ବିଖ୍ୟାତ ସ୍ଥପତି
(ଘ) ଜଣେ ସମ୍ରାଟ
Answer:
(କ) ବିଖ୍ୟାତ ଚିତ୍ରକର

CHSE Odisha Class 12 History Chapter 9 Objective Questions in Odia Medium

୩୦ । ବିସନ ଦାସ କାହିଁକି ପ୍ରସିଦ୍ଧ ଥିଲେ ?
(କ) ସ୍ଥାପତ୍ୟ
(ଖ) କବିତା
(ଗ) ଚିତ୍ରକଳା
(ଘ) ନାଟ୍ୟକାର
Answer:
(ଗ) ଚିତ୍ରକଳା

୩୧ । କାହାଦ୍ଵାରା ଅତର-ଇ-ଜାହାଙ୍ଗୀର ନାମକ ଅତର ଗୋଲାପ ଫୁଲରୁ ତିଆରି ହୋଇଥିଲା ?
(କ) ଜାହାଙ୍ଗୀର
(ଖ) ନୁରଜାହାନ୍
(ଗ) ନୁର୍‌ଜାହାନ୍‌ଙ୍କ ମାତା
(ଘ) ମମତାଜ୍ ବେଗମ୍
Answer:
(ଗ) ନୁର୍‌ଜାହାନ୍‌ଙ୍କ ମାତା

୩୨ । ମୟୂର ସିଂହାସନର ନିର୍ମାତା କିଏ ଥିଲେ ?
(କ) ଆକବର
(ଖ) ଶାହାଜାହାନ୍
(ଗ) ଜାହାଙ୍ଗୀର
(ଘ) ଆଉରଙ୍ଗଜେବ୍
Answer:
(ଖ) ଶାହାଜାହାନ୍

୩୩ । ହାୱାମହଲ କେଉଁ ସ୍ଥାନରେ ଦୃଷ୍ଟିଗୋଚର ହୁଏ ?
(କ) ରାଜସ୍ଥାନ
(ଖ) ଦିଲ୍ଲୀ
(ଗ) ଜୟପୁର
(ଘ) ଜୟପୁର
Answer:
(ଘ) ଜୟପୁର

୩୪ । ଦିଲ୍ଲୀର ଜୁମା ମସ୍‌ଜିଦ୍‌ର ନିର୍ମାଣ କିଏ କରିଥିଲେ ?
(କ) ଶାହାଜାହାନ୍
(ଖ) ଆଉରଙ୍ଗଦେବ୍
(ଗ) ଜାହାଙ୍ଗୀର
(ଘ) ହୁମାୟୁନ୍
Answer:
(କ) ଶାହାଜାହାନ୍

୩୫ । କେଉଁଠାରେ ଶେରଶାହାଙ୍କ ସମାଧ୍ଵ ସୌଧ ଦେଖିବାକୁ ମିଳେ ?
(କ) ଫତେପୁରସିକ୍ରି
(ଖ) ରାଜସ୍ଥାନ
(ଗ) ସାସାରାମ
(ଘ) ଜୟପୁର
Answer:
(ଗ) ସାସାରାମ

୩୬ । ଆହ୍ଲାବାଦଠାରେ ଚାଳିଶ ସ୍ତମ୍ଭ ବିଶିଷ୍ଟ ପ୍ରାସାଦ କେଉଁ ମୋଗଲ ଶାସକଙ୍କ ସମୟର ନିର୍ମିତ ହୋଇଥିଲା ?
(କ) ହୁମାୟୁନ୍
(ଖ) ଜାହାଙ୍ଗୀର
(ଗ) ଶାହାଜାହାନ
(ଘ) ଆକବର
Answer:
(ଘ) ଆକବର

CHSE Odisha Class 12 History Chapter 9 Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧ । ଶିଖ୍ ଗୁରୁ _______________ ଙ୍କୁ ଜାହାଙ୍ଗୀର ହତ୍ୟା କରିଥିଲେ ।
Answer:
ଗୁରୁ ଅର୍ଜୁନ ସିଂହ

୨। ଜୋରାଷ୍ଟର ଧର୍ମର ପାର୍ଶୀ ଧର୍ମତତ୍ତ୍ଵବିଦ୍ _______________ ଆକବରଙ୍କ ମନକୁ ପ୍ରଭାବିତ କରିଥିଲେ ।
Answer:
ବସ୍ତୁର ମହରଜୀ ରାଣା

୩ । ଜୈନପଣ୍ଡିତ _______________ ମୋଗଲ ସମ୍ରାଟ ଆକବରଙ୍କ ମନକୁ ପ୍ରଭାବିତ କରିପାରିଥିଲେ ।
Answer:
ଭାନୁଚନ୍ଦ୍ର ଉପାଧ୍ୟାୟ

୪ । ଅନ୍ୟ ଜଶେ ଜୈନପଣ୍ଡିତ _______________ ଙ୍କଦ୍ଵାରା ଆକବର ପ୍ରଭାବିତ ହୋଇଥିଲେ ।
Answer:
ଜୀନଚନ୍ଦ୍ର

୫ । ମୀର ସୟଦ ଅଲ୍ଲୀ___________ ପାଇଁ ମୋଗଲ ଯୁଗରେ ପ୍ରସିଦ୍ଧ ଥିଲେ ।
Answer:
ଚିତ୍ରକଳା

CHSE Odisha Class 12 History Chapter 9 Objective Questions in Odia Medium

୬ । ଜାହାଙ୍ଗୀରଙ୍କ ରାଜତ୍ଵ ସମୟରେ ହେରାଟର _________________ ଜଣେ ପ୍ରସିଦ୍ଧ ଚିତ୍ରକର ଥିଲେ ।
Answer:
ଆବୁଲ ହାସନ୍

୭। _______________ ପୁସ୍ତକର ଆଇନ ନଂ ୭୭ରେ ଆବୁଲଫାଜଲ ଦିନ-ଇ-ଇଲାହୀ ସମ୍ପର୍କରେ ସରକାରୀ ବିବରଣୀ ପ୍ରଦାନ କରିଛନ୍ତି ।
Answer:
ଆଇନ-ଇ-ଆକବରୀ

୮ | ତାଜମହଲର ମୁଖ୍ୟ ସ୍ଥପତି ______________ ଥିଲେ ।
Answer:
ଉସ୍ତାଦ ଇସା

୯ । ମୀର ହାସାନ୍ ଥିଲେ ଶାହାଜାହାନ୍‌ଙ୍କ ସମୟରେ ପ୍ରସିଦ୍ଧ ____________ ।
Answer:
ଚିତ୍ରକର

୧୦ । ବ୍ରାହ୍ମଣ ପଣ୍ଡିତ _____________ ଓ _____________ ଙ୍କୁ ହିନ୍ଦୁ ଧର୍ମନୀତି ବ୍ୟାଖ୍ୟା କରିବାପାଇଁ ଆକବର ଆମନ୍ତ୍ରଣ କରିଥିଲେ ।
Answer:
ପୁରୁଷୋତ୍ତମ ଓ ଦେବୀ

୧୧ । ଗୃହ ଶିକ୍ଷକ _____________ ଙ୍କ ଉଦାହରଣ ଓ ଅତ୍ଯୁଚ୍ଚ ଧାରଣାଦ୍ଵାରା ଆକବର ପ୍ରେରଣା ଲାଭ କରିଥିଲେ ।
Answer:
ଅବଦୁଲ୍ ଲତିଫ୍

୧୨ । ଖୁଡ଼ିବା ଦୁଇମାସ ପାଠ କରିସାରିବା ପରେ ଆକବରଙ୍କ ଇଙ୍ଗିତରେ ଶେଖ୍ ମୁବାରକ ଏକ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ । ଏହା ଥିଲା ତଥାକଥିତ _________________ ।
Answer:
ଅଭ୍ରାନ୍ତ ଘୋଷଣା

୧୩ । ଆକବରଙ୍କ ଧର୍ମ ଦିନ୍-ଇ-ଇଲାହୀ _______________ ବାଦ ଉପରେ ଆଧାରିତ ଥିଲା ।
Answer:
ସର୍ବେଶ୍ୱର

୧୪ । ଆକବର ଭକ୍ତମାନଙ୍କୁ ଦାନ କରିଥିବା ଶସ୍ତ୍ରରେ ______________ ଖୋଦିତ ହେଉଥିଲା ।
Answer:
ଆଲ୍ଲା ହୋ ଆକବର

୧୫। __________________ ଖ୍ରୀ.ଅ. ପରେ ମୁସଲିମ୍ ଓ ହିନ୍ଦୁ ନିର୍ମାଣ ଶୈଳୀରେ ଏକ ସୁନ୍ଦର ସମନ୍ଵୟ ଘଟିଥିଲା ।
Answer:
୧୫୨୬

୧୬ । ଆକବରଙ୍କ ରାଜତ୍ଵର ଆରମ୍ଭ କାଳରେ ହୁମାୟୁନଙ୍କ ବିଧବାପନ୍ଥୀ ହୁମାୟୁନଙ୍କ କବର ନିର୍ମାଣ କରିଥିଲେ । ଏହାର ସ୍ଥପତି ଥିଲେ _______________ ।
Answer:
ମୀର୍ଜା ଗୀୟାସ୍- ବେଗ

୧୭ । _______________ କୁ ‘ଫତେପୁରର ଗୌରବ’ ବୋଲି ବର୍ଣ୍ଣନା କରାଯାଇଛି ।
Answer:
ଜୁମା ମସ୍‌ଜିଦ୍‌

CHSE Odisha Class 12 History Chapter 9 Objective Questions in Odia Medium

୧୮ । ସିକ୍ରିଠାରେ ଥ‌ିବା ______________ ଙ୍କ ଶ୍ଵେତ ମାର୍ବଲ କବର ଭାରତର ଶ୍ରେଷ୍ଠ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକାମାନଙ୍କ ମଧ୍ୟରୁ ଅନ୍ୟତମ ।
Answer:
ଚିସ୍ତି

୧୯ । ଶେରୱାନୀ କହିଛନ୍ତି, _____________ ଥିଲା ତାଜ ନିର୍ମାଣର ପୂର୍ବ ଲକ୍ଷଣ ।
Answer:
ଇମୁର୍ଣ୍ଣୋଲା କବର

୨୦ । ଶାହାଜାହାନ୍ ଦିଲ୍ଲୀ ନିକଟରେ ______________ ଖ୍ରୀ.ଅ.ରେ ଶାହାଜାହାବାଦ ସହର ନିର୍ମାଣ କରିଥିଲେ ।
Answer:
୧୬୩୮

୨୧ । ଶାହାଜାହାନ୍ _______________ ଠାରେ ତାଙ୍କର ଅନ୍ତିମ କାଳ ଅତିବାହିତ କରିଥିଲେ ।
Answer:
ମୁସ୍‌ମାନ୍ ଦୁର୍ଜ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଶାହାଜାହାନଙ୍କ ସମୟରେ ପ୍ରଧାନ ଚିତ୍ରଶିଳ୍ପୀମାନଙ୍କର ନାମ ଲେଖ ।
Answer:
ମୀର ହାସାନ୍, ଅନୁପ ଓ ଚିନ୍ତାମଣି ଶାହାଜାହାନ୍‌ଙ୍କ ସମୟର ପ୍ରଧାନ ଚିତ୍ରଶିଳ୍ପୀ ଥିଲେ ।

୨ । ଶିଖ୍ ଧର୍ମର ପ୍ରତିଷ୍ଠାତା କିଏ ?
Answer:
ଶିଖ୍ଧର୍ମର ପ୍ରତିଷ୍ଠାତା ହେଉଛନ୍ତି ନାନକ ।

୩ । ଦସ୍ତୁର ମହରଜୀ ରାଣା କିଏ ଥିଲେ ?
Answer:
ଦସ୍ତୁର ମହରଜୀ ରାଣା ଥିଲେ ଆକବରଙ୍କ ସାମସମୟିକ ଜୋରାଷ୍ଟର ଧର୍ମତତ୍ତ୍ୱବିତ୍ ।

୪ । ଆବୁଲ ହାସାନ କିଏ ଥିଲେ ?
Answer:
ଆବୁଲ ହାସାନ ଜାହାଙ୍ଗୀରଙ୍କ ରାଜତ୍ଵ ସମୟରେ ଜଣେ ପ୍ରସିଦ୍ଧ ଚିତ୍ରକର ଥିଲେ ।

୫। ପଶ୍ଚିମ ଭାରତର ଭକ୍ତିବାଦର ପ୍ରବକ୍ତା କିଏ ଥିଲେ ?
Answer:
ପଶ୍ଚିମ ଭାରତରେ ଭକ୍ତିବାଦର ପ୍ରବକ୍ତା ଥିଲେ ସନ୍ଥ ଏକନାଥ ।

୬ । ମୋଗଲ ଯୁଗରେ ମୁସଲମାନ ସମାଜରେ ପର୍ଘାପ୍ରଥା ପ୍ରଚଳିତ ଥିଲା କି ?
Answer:
ମୋଗଲ ଯୁଗରେ ମୁସଲମାନ ସମାଜରେ ପର୍ଦାପ୍ରଥା ପ୍ରଚଳିତ ଥିଲା ।

୭ । ମୋଗଲ ରାଜତ୍ଵରେ ମୁସଲମାନ ସମାଜରେ ଦାସତ୍ଵ ପ୍ରଥା ପ୍ରଚଳିତ ଥିଲା କି ?
Answer:
ମୋଗଲ ରାଜତ୍ଵରେ ମୁସଲମାନ ସମାଜରେ ଦାସତ୍ଵ ପ୍ରଥା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 9 Objective Questions in Odia Medium

୯ । ମୋଗଲ ରାଜତ୍ଵରେ ମୁସଲମାନମାନେ କେଉଁ ଦୁଇ ସଂପ୍ରଦାୟରେ ବିଭକ୍ତ ହୋଇଥିଲେ ?
Answer:
ମୋଗଲ ରାଜତ୍ଵରେ ମୁସଲମାନମାନେ ସୁଖୀ ଏବଂ ସିହା ସଂପ୍ରଦାୟରେ ବିଭକ୍ତ ହୋଇଥିଲେ ।

୯ । ଇବାଦଖାନା କେଉଁଠାରେ ଅବସ୍ଥିତ ?
Answer:
ଫତେପୁରସିକ୍ରିଠାରେ ଇବାଦଖାନା ଅବସ୍ଥିତ ।

୧୦ । ଅବଦୁଲ୍ ନବୀ କିଏ ?
Answer:
ଅବଦୁଲ୍ ନବୀ ଜଣେ ପ୍ରସିଦ୍ଧ ମୁସଲମାନ ସନ୍ଥ, ଯାହାଙ୍କ ସହିତ ଆକବର ପ୍ରଥମେ ଧର୍ମ ଆଲୋଚନା କରିଥିଲେ ।

୧୧ । ମୁସଲମାନ ସମାଜକୁ କେଉଁ ପ୍ରଥା କଳଙ୍କିତ କରୁଥିଲା ?
Answer:
ମୁସଲମାନ ସମାଜକୁ ଦାସପ୍ରଥା କଳଙ୍କିତ କରୁଥିଲା ।

୧୨ । ‘ଆଇନ-ଇ-ଆକବରୀ’ ବର୍ଣ୍ଣନାନୁଯାୟୀ ମୋଗଲ ଯୁଗରେ ଲୋକମାନେ କେତେ ପ୍ରକାର ପ୍ରସାଧନୀ ଦ୍ରବ୍ୟ ପିନ୍ଧୁଥିଲେ ?
Answer:
‘ଆଇନ-ଇ-ଆକବରୀ’ ବର୍ଣ୍ଣନାନୁଯାୟୀ ମୋଗଲ ଯୁଗରେ ଲୋକମାନେ ୧୬ ପ୍ରକାରର ପ୍ରସାଧନୀ ସାମଗ୍ରୀ ବ୍ୟବହାର କରୁଥିଲେ ।

୧୩ । ମୋଗଲ ଯୁଗରେ କିଏ ଗୋଲାପପୁଷ୍ପର ଏକପ୍ରକାର ଅତର ପ୍ରସ୍ତୁତ କରୁଥିଲେ ?
Answer:
ମୋଗଲ ଯୁଗରେ ନୁରଜାହାନ୍‌ଙ୍କ ମାତା ଗୋଲାପ ପୁଷ୍ପର ଏକପ୍ରକାର ଅତର ପ୍ରସ୍ତୁତ କରୁଥିଲେ ।

CHSE Odisha Class 12 History Chapter 9 Objective Questions in Odia Medium

୧୪ । ମୋଗଲ ଯୁଗରେ କେଉଁଠାରେ ଜାହାଜ ନିର୍ମାଣ କାରଖାନା ଥୁଲା ?
Answer:
ମୋଗଲ ଯୁଗରେ କଚ୍ଛ ଓ ବମ୍ବେ ପ୍ରଭୃତି ସ୍ଥାନରେ ଜାହାଜ ନିର୍ମାଣ କାରଖାନା ଥିଲା ।

୧୫ । ମୋଗଲ ଯୁଗରେ କେଉଁ ଶିଳ୍ପ ଅଧ୍ବକ ଲୋକପ୍ରିୟ ଥିଲା ?
Answer:
ମୋଗଲ ଯୁଗରେ ବୟନ ଶିଳ୍ପ ଅଧ୍ଵକ ଲୋକପ୍ରିୟ ଥିଲା ।

୧୬ । ମୋଗଲ ଯୁଗରେ ଚିନି କାରଖାନାମାନ କେଉଁଠାରେ ସ୍ଥାପନ କରାଯାଇଥିଲା ।
Answer:
ମୋଗଲ ଯୁଗରେ ବଙ୍ଗଳା, ଗୁଜରାଟ ଓ ପଞ୍ଜାବରେ ଚିନି କାରଖାନାମାନ ସ୍ଥାପନ କରାଯାଇଥିଲା ।

୧୭ । ମୋଗଲ ଯୁଗରେ ମୃଣ୍ମୟ ଖେଳନାମାନ କେଉଁଠାରେ ଗଢ଼ାଯାଇଥିଲା ?
Answer:
ଦିଲ୍ଲୀ, ବନାରସ ଓ ଗୁନାରଠାରେ ମୃଣ୍ମୟ ଖେଳନାମାନ ଗଢ଼ାଯାଇଥିଲା ।

୧୮ । କାଷ୍ଠ କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ ଥୁଲା ?
Answer:
କାଶ୍ମୀର ଓ କର୍ଣ୍ଣାଟକ କାଷ୍ଠକାମ ପାଇଁ ପ୍ରସିଦ୍ଧ ଥିଲା ।

୧୯ । ମୋଗଲ ଯୁଗରେ ତାମ୍ର ଏବଂ ପିତ୍ତଳ କାରଖାନାମାନ କେଉଁଠାରେ ରହିଥିଲା ?
Answer:
ମୋଗଲ ଯୁଗରେ ଦିଲ୍ଲୀରେ ତାମ୍ର ଏବଂ ବଙ୍ଗଳା ଓ ବନାରସରେ ପିତ୍ତଳ କାରଖାନାମାନ ରହିଥିଲା ।

୨୦ । ମୋଗଲ ଯୁଗରେ ତମ୍ବା ଖଣି କେଉଁଠାରେ ରହିଥିଲା ?
Answer:
ମୋଗଲ ଯୁଗରେ ତମ୍ବା ଖଣି ରାଜସ୍ଥାନ ଓ ମଧ୍ଯ ଭାରତରେ ରହିଥିଲା ।

୨୧ । ମୋଗଲ ଯୁଗରେ କାଚ କାରଖାନା ନିମିତ୍ତ କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଥିଲା ?
Answer:
ମୋଗଲ ଯୁଗରେ ଫତେପୁରସିକ୍ରି, ବେରାର ଓ ବିହାର ଅଞ୍ଚଳ କାଚ କାରଖାନା ପାଇଁ ପ୍ରସିଦ୍ଧି ଲାଭ କରିଥିଲା ।

୨୨ । ମଧ୍ୟଯୁଗରେ ପଶମବସ୍ତ୍ର ଏବଂ ଗାଲିଚା ପାଇଁ କେଉଁ ସ୍ଥାନ ଖ୍ୟାତ ଥିଲା ?
Answer:
ମଧ୍ୟଯୁଗରେ ଅମୃତସର, ମୁଲତାନ ଓ କାଶ୍ମୀର ପ୍ରଭୃତି ଅଞ୍ଚଳ ପଶମବସ୍ତ୍ର ଓ ଗାଲିଚା ପାଇଁ ଖ୍ୟାତ ହୋଇଥିଲା ।

୨୩ । ମଧ୍ୟଯୁଗରେ ମଦ କେଉଁ ଦେଶମାନଙ୍କରୁ ଆମଦାନୀ ହେଉଥୁଲା ?
Answer:
ମଧ୍ୟଯୁଗରେ ମଦ ଇଉରୋପୀୟ ଦେଶମାନଙ୍କରୁ ଆମଦାନୀ ହେଉଥିଲା ।

CHSE Odisha Class 12 History Chapter 9 Objective Questions in Odia Medium

୨୪ । ମୋଗଲ ଯୁଗର ପ୍ରଧାନ ପ୍ରଧାନ ବନ୍ଦରର ନାମ ଲେଖ ।
Answer:
ମୋଗଲ ଯୁଗର ସୁରାଟ, ବମ୍ବେ, ବେସିନ୍, ଗୋଆ, କାଲିକଟ୍ ଓ ମଚ୍ଛଲିପଟ୍ଟମ୍ ଆଦି ପ୍ରଧାନ ବନ୍ଦର ଥିଲା ।

୨୫ । ୧୫୧୦ ଖ୍ରୀଷ୍ଟାବ୍ଦ ବେଳକୁ କେଉଁ ଇଉରୋପୀୟମାନେ ଗୋଆରେ ପ୍ରଭାବଶାଳୀ ଥିଲେ ?
Answer:
୧୫୧୦ ଖ୍ରୀଷ୍ଟାବ୍ଦବେଳକୁ ପର୍ତ୍ତୁଗୀଜ୍‌ମାନେ ଗୋଆରେ ପ୍ରଭାବଶାଳୀ ଥିଲେ ।

୨୬ । ଆକବରଙ୍କର ଅଭିଭାବକଙ୍କର ନାମ କ’ଣ ?
Answer:
ବୈରାମ ଖାଁ ଆକବରଙ୍କର ଅଭିଭାବକ ଥିଲେ ।

୨୭ । କାହାର ପରାମର୍ଶକ୍ରମେ ଆକବର ଫତେପୁରସିକ୍ରିଠାରେ ଥିବା ମସ୍‌ଦ୍ରରେ ଖୁଡ଼ ପାଠ କରିଥିଲେ ?
Answer:
ଶେଖ୍ ମୁବାରକଙ୍କ ସହାୟତାରେ ଆକବର ଫତେପୁରସିକ୍ରିଠାରେ ଥିବା ମସ୍‌ଦ୍‌ରେ ଖୁତ୍ଵା ପାଠ କରିଥିଲେ ।

୨୮ । ସୁଲ-ଇ-ଜୁଲ୍ କହିଲେ କ’ଣ ବୁଝ ?
Answer:
ସୁଲ-ଇ-କୁଲ୍ କହିଲେ ସମସ୍ତଙ୍କଠାରେ ଶାନ୍ତି ବିରାଜିତ ହେବାକୁ ବୁଝାଇଥାଏ ।

୨୯ । ବଦାଉନି କିଏ ?
Answer:
ବଦାଉନି ଥିଲେ ଜଣେ ଧର୍ମାନ୍ଧ ଓ ନୈଷିକ ମୁଲ୍ଲା ।

୩୦ । କେଉଁଠାରେ ଆକବରଙ୍କ ଶ୍ରେଷ୍ଠ ସ୍ଥାପତ୍ୟ କୃତି ବିକଶିତ ହୋଇଥିଲା ?
Answer:
ଫତେପୁରସିକ୍ରିଠାରେ ଆକବରଙ୍କ ଶ୍ରେଷ୍ଠ ସ୍ଥାପତ୍ୟ ଆଦି ବିକଶିତ ହୋଇଥିଲା ।

୩୧ । କେଉଁମାନଙ୍କ ପ୍ରରୋଚନାରେ ମୁସଲମାନମାନେ ଦିନ୍-ଇ-ଇଲାହୀ ଧର୍ମଗ୍ରହଣ କରିନଥିଲେ ?
Answer:
ଉଲେମାମାନଙ୍କ ପ୍ରରୋଚନାରେ ମୁସଲମାନମାନେ ଦିନ୍-ଇ-ଇଲାହୀ ଧର୍ମଗ୍ରହଣ କରିନଥିଲେ ।

୩୨ । ନୁର୍‌ଜାହାନ୍ ନିର୍ମାଣ କରିଥିବା କବରଟିର ନାମ କ’ଣ ?
Answer:
ନୁର୍‌ଜାହାନ୍ ନିର୍ମାଣ କରିଥିବା କବରଟିର ନାମ ଇତ୍‌ମୁଦୌଲା ।

୩୩ । ମୋଗଲ ଯୁଗର ଶ୍ରେଷ୍ଠ ନିର୍ମାତା କିଏ ?
Answer:
ମୋଗଲ ଯୁଗର ଶ୍ରେଷ୍ଠ ନିର୍ମାତା ଥିଲେ ଶାହାଜାହାନ୍ ।

୩୪ । ଆଉରଙ୍ଗଜେବ୍ କେଉଁଠାରେ ନିଜର ସମାଧ୍ ନିର୍ମାଣ କରିଥିଲେ ?
Answer:
ଆଉରଙ୍ଗଜେବ୍ ଔରଙ୍ଗାବାଦଠାରେ ନିଜର ସମାଧ୍ ନିର୍ମାଣ କରିଥିଲେ ।

CHSE Odisha Class 12 History Chapter 9 Objective Questions in Odia Medium

୩୫ । ଜାହାଙ୍ଗୀରଙ୍କ ସମୟର ଜଣେ ହିନ୍ଦୁ ଚିତ୍ରଶିଳ୍ପୀଙ୍କ ନାମ ଲେଖ ।
Answer:
ଜାହାଙ୍ଗୀରଙ୍କ ସମୟର ଜଣେ ହିନ୍ଦୁ ଚିତ୍ରଶିଳ୍ପୀଙ୍କ ନାମ ହେଲା– ବିସନ ଦାସ ।

D. ଭ୍ରମ ସଂଶୋଧନ କର ।

୧। ଇସ୍‌ଲାମ ଧର୍ମର ପ୍ରଭାବ ଯୋଗୁଁ ଆକବର ସୂର୍ଯ୍ୟ, ଅଗ୍ନି ଓ ଆଲୋକ ପ୍ରତି ଭକ୍ତି ପ୍ରଦର୍ଶନପୂର୍ବକ ଉପାସନା କରୁଥିଲେ ।
Answer:
ଜୋରାଷ୍ଟର ଧର୍ମର ପ୍ରଭାବ ଯୋଗୁଁ ଆକବର ସୂର୍ଯ୍ୟ, ଅଗ୍ନି ଓ ଆଲୋକ ପ୍ରତି ଭକ୍ତି ପ୍ରଦର୍ଶନପୂର୍ବକ ଉପାସନା କରୁଥିଲେ ।

୨ । ବୌଦ୍ଧଧର୍ମ ପ୍ରଭାବରେ ଆକବର ବନ୍ଦୀମାନଙ୍କୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ସ୍ଵୟଂ ଶିକାର ପରିହାର କରି କେତେକ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ପଶୁପକ୍ଷୀ ନିଷେଧ କରିଥିଲେ ।
Answer:
ଜୈନଧର୍ମ ପ୍ରଭାବରେ ଆକବର ବନ୍ଦୀମାନଙ୍କୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ସ୍ଵୟଂ ଶିକାର ପରିତ୍ୟାଗ କରି କେତେକ ନିର୍ଦ୍ଦିଷ୍ଟ ଦିନଗୁଡ଼ିକର ପଶୁପକ୍ଷୀ ବଧ ନିଷେଧ କରିଥିଲେ ।

୩ । ଶାହାଜାହାନ୍ ତାଙ୍କର ଅନ୍ତିମ କାଳ ମୋତି ମସ୍ତିଦଠାରେ ଅତିବାହିତ କରିଥିଲେ ।
Answer:
ଶାହାଜାହାନ୍ ତାଙ୍କର ଅନ୍ତିମ କାଳ ମୁସମାନ୍ ବୁର୍ଜଠାରେ ଅତିବାହିତ କରିଥିଲେ ।

CHSE Odisha Class 12 History Chapter 9 Objective Questions in Odia Medium

୪ । ଦିନ୍-ଇ-ଇଲାହୀର ଅନ୍ୟନାମ ଥିଲା ତାରିକ୍-ଇ-ଅଜିଜ୍ ।
Answer:
ଦିନ୍-ଇ-ଇଲାହୀର ଅନ୍ୟନାମ ଥିଲା ତାରିକ୍-ଇ-ଅଜିଜ୍ ।

Leave a Comment