Odisha State Board BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.1 Textbook Exercise Questions and Answers.
BSE Odisha Class 7 Maths Solutions Chapter 11 ତଥ୍ୟ ପରିସ୍ଖଳନା Ex 11.1
Question 1.
ଗୋଟିଏ ଲୁଡୁ ଗୋଟିକୁ 40 ଥର ଗଡ଼ାଇ 1, 2, 3, 4, 5 ଓ 6 ସଂଖ୍ୟାମାନ କେତେ ଥର ପଡ଼ିଲା ସ୍ଥିର କର। ଏହି ତଥ୍ୟକୁ ନେଇ ଏକ ସ୍ତମ୍ଭ ଲେଖ ପ୍ରସ୍ତୁତ କର।
ସମାଧାନ:
Question 2.
(କ) ଦୁଇଟି ମୁଦ୍ରାକୁ ଏକ ସଙ୍ଗରେ ଟସ୍ ପକାଇଲେ କ’ଣ ଫଳାଫଳ ପାଇବାର ସମ୍ଭାବନା ଅଛି ?
ସମାଧାନ:
TT, TH, HT, HH ପଡ଼ିବାରୁ ସମ୍ଭାବନା ଅଛି । (T – ଟେଲ୍, H – ହେଡ଼)
(ଖ) ତୁମେ ଥରକରେ ଦୁଇଟି ମୁଦ୍ରା ନେଇ ଥର ଥର କରି ଦଶ ଥର ଟସ୍ ପକାଅ । ସେଥିରେ ପାଇଥିବା ଫଳାଫଳକୁ ନିମ୍ନ ସାରଣୀରେ ଲେଖ ।
ଟସ୍ର ଥର ସଂଖ୍ୟା | କେତେ ଥର ଉଭୟ ମୁଦ୍ରାରେ ଟେଲ ପଡ଼ିଲା ? (T T) |
କେତେ ଥର ଗୋଟିଏ ମୁଦ୍ରାରେ ହେଜ୍ ଓ ଅନ୍ୟଟିରେ ଟେଲ ପଡ଼ିଲା ? (H T, T H) |
କେତେ ଥର ଉଭୟ ମୁଦ୍ରାରେ ହେଡ୍ ପଡ଼ିଲା ? (H H) |
ସମାଧାନ:
ଟସ୍ର ଥର ସଂଖ୍ୟା | କେତେ ଥର ଉଭୟ ମୁଦ୍ରାରେ ଟେଲ ପଡ଼ିଲା ? (T T) |
କେତେ ଥର ଗୋଟିଏ ମୁଦ୍ରାରେ ହେଜ୍ ଓ ଅନ୍ୟଟିରେ ଟେଲ ପଡ଼ିଲା ? (H T, T H) |
କେତେ ଥର ଉଭୟ ମୁଦ୍ରାରେ ହେଡ୍ ପଡ଼ିଲା ? (H H) |
10 | 4 | 3 | 3 |
(ଗ) ତୁମର ସାରଣୀ ତୁମର ଜଣେ ସାଙ୍ଗ କରିଥିବା ସାରଣୀ ସହ ସମାନ ହୋଇଛି କି ?
ସମାଧାନ:
ମୋର ସାରଣୀ ମୋର ସାଙ୍ଗର ପ୍ରସ୍ତୁତ ସାରଣୀ ମଧ୍ୟରେ ପାର୍ଥକ୍ୟ ଅଛି ।