CHSE Odisha MIL Odia Class 12 Question Answer – Sahitya Jyoti Question Answer (+2 2nd Year)

+2 2nd Year MIL Odia Book Solutions Pdf Download – Sahitya Jyoti Part 2 Question Answer ସାହିତ୍ୟ ଜ୍ୟୋତି

ସାହିତ୍ୟ ଜ୍ୟୋତି Sahitya Jyoti Part 2 Question Answer | MIL Odia Class 12 Question Answer Pdf 2022-2023

Unit 1 ପ୍ରଥମ ଏକକ (ଗଦ୍ୟ)

Unit 2 ଦ୍ବିତୀୟ ଏକକ (ପଦ୍ୟ)

Unit 3 ତୃତୀୟ ଏକକ (ଗଳ୍ପ)

BSE Odisha Class 12 Odia Grammar ବ୍ୟାକରଣ ବିଭାଗ

Unit 4 ଚତୁର୍ଥ ଏକକ (ବୋଧଜ୍ଞାନ ପରୀକ୍ଷଣ)

Unit 5 ପଞ୍ଚମ ଏକକ (ପ୍ରବନ୍ଧ ଓ ବ୍ୟାକରଣ)

Plus Two Second Year MIL Odia Syllabus

ଆଧୁନିକ ଭାରତୀୟ ଭାଷା (ବାଧ୍ୟତାମୂଳକ) ଓଡ଼ିଆ
ଦ୍ବିତୀୟ ବର୍ଷ (୨ୟଭାଗ)

ପୂର୍ଣ୍ଣ ସଂଖ୍ଯା – ୧୦୦
ସମୟ – ୩ ଘ ।

ପିରିଅଡ଼ ସଂଖ୍ୟା – ସାପ୍ତାହିକ – ୫ (ବାର୍ଷିକ ୮୦)
ପ୍ରଥମ ଏକକ (Unit I) – ଗଦ୍ୟ (୧୬ ପିରିଅଡ଼) (୨୦ ନମ୍ବର)

୧. ଇତିହାସ – ବିଶ୍ଵନାଥ କର
୨. ସ୍ଵାଧୀନ ଦେଶର ଶିକ୍ଷା ଚିନ୍ତା – ଗୋଲୋକ ବିହାରୀ ଧଳ
୩. ପୁଷ୍ପପୁରରେ ବର୍ଷାବରଣ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
୪. ତିନି ତୁଣ୍ଡରେ – ଭୁବନେଶ୍ବର ବେହେରା

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉ ର ଦିଆଯିବ । ସେଥୁମଧ୍ଯରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉ ରଟି ବାଛି ଲେଖିବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୪ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୩ଟିର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥିରୁ ୨ଟିର ଉ ର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥ‌ିରୁ ୧ଟିର ଉ ର ୩୦ଟି ଶବ୍ଦ ମଧ୍ଯରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ଦୀର୍ଘ ଉ ରମୂଳକ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୧୫୦ ଶବ୍ଦରେ ଦେବାକୁ ହେବ । ଏହାର ମୂଲ୍ୟ ୫ ନମ୍ବର ।

ଦ୍ଵିତୀୟ ଏକକ (Unit II) – ପଦ୍ୟ (୧୬ ପିରିଅଡ଼) (୨୦ ନମ୍ବର)

୧. ବଡ଼ପଣ – ରାଧାନାଥ ରାୟ
୨. ତପସ୍ବିନୀର ପତ୍ର – ଗଙ୍ଗାଧର ମେହେର
୩. ବନ୍ଦୀର ବିରହ ବ୍ୟଥା – ଗୋପବନ୍ଧୁ ଦାସ
୪. ବା । – ସଚ୍ଚିଦାନନ୍ଦ ରାଉତରାୟ
୫. ପିଙ୍ଗଳାର ଅଭିସାର – ରାଧାମୋହନ ଗଡ଼ନାୟକ

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉ ର ଦିଆଯିବ । ସେଥୁମଧ୍ଯରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉ ରଟି ବାଛି ଲେଖିବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୪ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥ‌ିରୁ ୩ଟିର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୨ଟିର ଉ ର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୩୦ଟି ଶବ୍ଦ ମଧ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ଦୀର୍ଘ ଉ ରମୂଳକ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୧୫୦ ଶବ୍ଦରେ ଦେବାକୁ ହେବ । ଏହାର ମୂଲ୍ୟ ୫ ନମ୍ବର ।

ତୃତୀୟ ଏକକ (Unit III) – ଗଳ୍ପ (୧୬ ପିରିଅଡ଼) (୨୦ ନମ୍ବର)

୧. ସଭ୍ୟ ଜମିଦାର – ଫକୀର ମୋହନ ସେନାପତି
୨. ପତାକା ଉତ୍ତୋଳନ – ସୁରେନ୍ଦ୍ର ମହାନ୍ତି
୩. ରୂପନାରାୟଣ ସାହା – ଅଖିଳ ମୋହନ ପଟ୍ଟନାୟକ
୪. ଆକାଶ କଇଁଚ – ମନୋଜ ଦାସ

  • ଏହି ଏକକରୁ ୫ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ଲେଖାଏଁ ସମ୍ଭାବ୍ୟ ଉ ର ଦିଆଯିବ । ସେଥୁମଧ୍ଯରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉ ରଟି ବାଛି ଲେଖିବେ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ୪ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥ‌ିରୁ ୩ଟିର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୩ = ୩ ନମ୍ବର
  • ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୨ଟିର ଉ ର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୨ = ୪ ନମ୍ବର ।
  • ୨ଟି ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୩୦ଟି ଶବ୍ଦ ମଧ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୩ × ୧ = ୩ ନମ୍ବର ।
  • ୨ଟି ଦୀର୍ଘ ଉ ରମୂଳକ ପ୍ରଶ୍ନ ପଡ଼ିବ । ସେଥୁରୁ ୧ଟିର ଉ ର ୧୫୦ ଶବ୍ଦରେ ଦେବାକୁ ହେବ । ଏହାର ମୂଲ୍ୟ ୫ ନମ୍ବର ।

ଚତୁର୍ଥ ଏକକ (Unit – IV) – ବୋଧଜ୍ଞାନ (୧୬ ପିରିଅଡ଼) (୨୦ ନମ୍ବର)

୧. ଅବବୋଧ ପରୀକ୍ଷଣ

  • ଗଦଂଶ – ୧୦ ନମ୍ବର
  • ପଦଂଶ – ୫ ନମ୍ବର

୨. ସର୍ଜନାମୁକ ରଚନା – ୫ ନମ୍ବର
(ରୂଢ଼ି, ପ୍ରବାଦ, ପ୍ରବଚନ ଓ ସୂକ୍ତି ଆଧାରିତ)

  • ଅବବୋଧ ପରୀକ୍ଷଣ ନିମନ୍ତେ ଏକ ଗଦ୍ୟ ଅନୁଚ୍ଛେଦ ଦିଆଯିବ ।
    ସେଥୁରୁ ପ୍ରଥମ ୪ଟି ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୪ = ୪ ନମ୍ବର ।
    ପୁନଶ୍ଚ
    ୩ଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନର ଉ ର ୨ଟି ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୨ × ୩ = ୬ ନମ୍ବର ।
  • ଅବବୋଧ ପରୀକ୍ଷଣ ନିମନ୍ତେ ଏକ ପଦ୍ୟ ଅନୁଚ୍ଛେଦ ଦିଆଯିବ । ସେଥୁରୁ ୫ଟି ପ୍ରଶ୍ନ ପଡ଼ିବ । ସମସ୍ତ ପ୍ରଶ୍ନର ଉ ର ବାଧ୍ୟତାମୂଳକ । ପ୍ରତ୍ୟେକ ପ୍ରଶ୍ନର ଉ ର ଗୋଟିଏ ବାକ୍ୟରେ ଦେବାକୁ ହେବ । ଏହାର ମୂଲ୍ୟ ୧ × ୫ = ୫ ନମ୍ବର ।
  • ରୂଢ଼ି, ପ୍ରବାଦ, ପ୍ରବଚନ ଓ ସୂକ୍ତି ଆଧାରିତ ସର୍ଜନାମୂଳକ ଲିଖନ ସମ୍ବନ୍ଧୀୟ ୩ଟି ପ୍ରଶ୍ନ ପଡ଼ିବ । ସେଥୁରୁ ଗୋଟିଏ ଉ ର ଦେବାକୁ ହେବ । ଏହାର ମୂଲ୍ୟ ୫ × ୧ = ୫ ନମ୍ବର ।

ପ ମ ଏକକ (Unit V) – ପ୍ରବନ୍ଧ ଓ ବ୍ୟାକରଣ (୧୬ ପିରିଅଡ଼) (୨୦ ନମ୍ବର)

(କ) ଦରଖାସ୍ତ ଓ ପତ୍ର ଲିଖନ
(ବ୍ୟବସାୟିକ, ବ୍ୟକ୍ତିଗତ, ବୃଦ୍ଧି ନିମି, ସରକାରୀ କାର୍ଯ୍ୟାଳୟ ସମ୍ବନ୍ଧୀୟ, ସାମୟିକ ଛୁଟି ଓ ସଂପାଦକଙ୍କୁ ପତ୍ର)
(ଗ) ବ୍ୟାକରଣ

  • ରୂଢ଼ିକୁ ବାକ୍ୟରେ ପ୍ରୟୋଗ
  • ଏକପଦୀକରଣ
  • ସମୋଚାରିତ ଭିନ୍ନାର୍ଥବୋଧକ ଶବ୍ଦ
  • ବିପରୀତ ଅର୍ଥବୋଧକ ଶବ୍ଦ
  • ଭ୍ରମ ସଂଶୋଧନ (ଶବ୍ଦ)
    • ଦରଖାସ୍ତ ଓ ପତ୍ରଲିଖନରୁ ୨ଟି ପ୍ରଶ୍ନ ପଡ଼ିବ । ସେଥିରୁ ଗୋଟିଏ ଉ ର ଦେବାକୁ ହେବ । ଏହାର ମୂଲ୍ୟ ୫ × ୧ = ୫ ନମ୍ବର ।
    • ସଂକ୍ଷିପ୍ତକରଣ ନିମନ୍ତେ ଏକ ଗଦ୍ୟ ଅନୁଚ୍ଛେଦ ଦିଆଯିବ । ସେଥୁରୁ ପରୀକ୍ଷାର୍ଥୀ ଏକ ତୃତୀୟାଂଶ ଶବ୍ଦରେ ଉ ର ଦେବାକୁ ହେବ । ଏହାର ମୂଲ୍ୟ ୫ × ୧ = ୫ ନମ୍ବର
    • ରୂଢ଼ି ପ୍ରୟୋଗ, ଏକପଦୀକରଣ, ସମୋଚାରିତ ଭିନ୍ନାର୍ଥବୋଧକ ଶବ୍ଦ, ବିପରୀତ ଅର୍ଥବୋଧକ ଶବ୍ଦ ଏବଂ ଭ୍ରମ ସଂଶୋଧନ (ଶବ୍ଦ)ରୁ ୪ଟି ଲେଖାଏଁ ପ୍ରଶ୍ନ ପଡ଼ିବ । ସେଥ‌ିରୁ ୨ଟି ଲେଖାଏଁ ପ୍ରଶ୍ନର ଉ ର ଦେବାକୁ ହେବ ।
      ଏହାର ମୂଲ୍ୟ ୧ × ୨ = ୨, ୧ × ୨ = ୨, ୧ × ୨ = ୨, ୧ × ୨ = ୨, ୧ × ୨ = ୨ = ୧୦ ନମ୍ବର ।

ପାଠ୍ୟଗ୍ରନ୍ଥ – ସାହିତ୍ୟ ଜ୍ୟୋତି, ଦ୍ଵିତୀୟ ଭାଗ
ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ଵର

CHSE Odisha Class 12 Text Book Solutions

Leave a Comment