BSE Odisha Class 10 Sanskrit Grammar Book Solutions Pdf Download
BSE Odisha 10th Class Sanskrit Learn and Practise Grammar Book Solutions Download Pdf | 10th Class Sanskrit Grammar Question Answers Odia Medium
- Chapter 1 ସ୍ତ୍ରୀପ୍ରତ୍ୟୟ
- Chapter 2 ସମାସ
- Chapter 3 ତଦ୍ଧିତ ପ୍ରକରଣ
- Chapter 4 କୃଦନ୍ତ ପ୍ରକରଣ
- Chapter 5 ଣିଜନ୍ତ
- Chapter 6 ସନନ୍ତ
- Chapter 7 ଯଙନ୍ତ ଧାତୁ ପ୍ରକରଣ
- Chapter 8 ନାମଧାତୁ ପ୍ରକରଣ
- Chapter 9 ପରସ୍ମୈପଦ ବିଧାନ
- Chapter 10 ଆତ୍ମନେପଦ ବିଧାନ
- Chapter 11 ବାଚ୍ୟପ୍ରକରଣ
- Chapter 12 ଅନୁବାଦନିୟମାବଳୀ
- Chapter 13 ଭ୍ରମସଂଶୋଧନ-ଅଭ୍ୟାସ
- Chapter 14 ବ୍ୟାବହାରିକସଂସ୍କୃତଶବ୍ଦାବଳୀ
BSE Odisha 10th Class Sanskrit Grammar Book Distribution of Marks
Latest/Revised Pattern of Evaluation & Distribution of Marks as Prescribed by Board of Secondary Education, Odisha [Third Language Sanskrit (TLS)]
Part I: Objective
1. ୫୦ ପଦ ସମ୍ବଳିତ ଏକ ଅନୁଚ୍ଛେଦର ବିଷୟବସ୍ତୁ ଆଧାରରେ ପ୍ରଦତ୍ତ ପ୍ରଶ୍ନର ୪ଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ନିର୍ଣ୍ଣୟ କରାଯିବ। ୫ ଟି ପ୍ରଶ୍ନ ଦିଆଯିବ। (1 × 5 = 5)
2. ସକାରଣ ବିଭକ୍ତି ନିରୂପଣ – ଗଦ୍ୟ ବିଭାଗରୁ ୫ଟି ପ୍ରଶ୍ନ ଦିଆଯିବ। (1 × 5 = 5)
3. ସନ୍ଧି ଓ ସନ୍ଧିବିଚ୍ଛେଦ (ଗଦ୍ୟ ଓ ପଦ୍ୟରୁ) (1 × 5 = 5)
4. ସମାସନାମ / ସମସ୍ତପଦ / ବ୍ୟାସବାକ୍ୟ ନିର୍ଣ୍ଣୟ (ଗଦ୍ୟ ଓ ପଦ୍ୟରୁ) (1 × 5 = 5)
5. ଭ୍ରମ ସଂଶୋଧନ ୫ଟି ବାକ୍ୟର ସନ୍ଧି ଓ କାରକରୁ ପ୍ରଶ୍ନ ଦିଆଯିବ। (1 × 5 = 5)
6. ସ୍ତ୍ରୀପ୍ରତ୍ୟୟ ବ୍ୟାକରଣରୁ ୫ଟି ଏକପଦୀକରଣ ସ୍ତ୍ରୀପ୍ରତ୍ୟୟଗତ। (1 × 5 = 5)
7. କାରକ ବିଭକ୍ତି ଆଧାରରେ ୫ଟି ପଦ ପ୍ରୟୋଗ କରି ବାକ୍ୟ ରଚନା। (1 × 5 = 5)
8. ଶୂନ୍ୟସ୍ଥାନ ପୂରଣ (କୃଦନ୍ତରୁ ୫ଟି) (1 × 5 = 5)
9. ଗଦ୍ୟ ଓ ପଦ୍ୟରୁ ପ୍ରଦତ୍ତ ବାକ୍ୟ ମଧ୍ଯରୁ ରେଖାଙ୍କିତ ପଦକୁ ଦୃଷ୍ଟିରେ ରଖୁ ପ୍ରଶ୍ନ। (1 × 5 = 5)
10. ଗଦ୍ୟରୁ ୫ଟି ବାକ୍ୟ ଦିଆଯିବ। ରେଖାଙ୍କିତ ପଦକୁ ଦୃଷ୍ଟିରେ ରଖୁ ପ୍ରଶ୍ନ ପଚରାଯିବ। ଯଥା – ରାମଃ ଗୃହଂ ଗଚ୍ଛତି । କଃ ଗୃହଂ ଗଚ୍ଛତି? (1 × 5 = 5)
Total = 50 Marks
କିମ୍ବା, ବହୁବିକଳ୍ପ ଉତ୍ତରମୂଳକ ପ୍ରଶ୍ନୋତ୍ତର (1 × 50 = 50 Marks)
Part II: Subjective
1. ଗଦ୍ୟରୁ ୨/୩ ବାକ୍ୟରେ ୨ଟି ଉତ୍ତର କ, ଖ ବିକଳ୍ପ ପ୍ରଶ୍ନ ଦିଆଯିବ। (5 × 2 = 10)
2. ପଦ୍ୟରୁ ୨/୩ ବାକ୍ୟରେ ୨ଟି ଉତ୍ତର କ, ଖ ବିକଳ୍ପ ପ୍ରଶ୍ନ ଦିଆଯିବ। (5 × 2 = 10)
3. ଗଦ୍ୟ ବିଭାଗରୁ ପ୍ରଦତ୍ତ ୫ଟିର ସଂକ୍ଷିପ୍ତ ଉତ୍ତର। (2 × 5 = 10)
4. ଗଦ୍ୟ ବିଭାଗରୁ ପ୍ରଦତ୍ତ ୫ଟିର ସଂକ୍ଷିପ୍ତ ଉତ୍ତର। (2 × 5 = 10)
5. ମାତୃଭାଷାରୁ ସଂସ୍କୃତରେ ୫ଟି ଅନୁବାଦ। (2 × 5 = 10)
Total = 50 Marks
Grand Total: Part-I (50) + Part-II (50) = 100 Marks