BSE Odisha 6th Class English Solutions Lesson 5 The Cat and the Dog

Odisha State Board BSE Odisha 6th Class English Solutions Lesson 5 The Cat and the Dog Textbook Exercise Questions and Answers.

BSE Odisha Class 6 English Solutions Lesson 5 The Cat and the Dog

BSE Odisha 6th Class English Lesson 5 The Cat and the Dog Text Book Questions and Answers

Session – 1 (ସୋପାନ – ୧):
I. Pre-Reading (ପଢ଼ିବା ପୂର୍ବରୁ):

lesson 5→  Socialisation (ସାମାଜିକୀକରଣ) :
→  There are some pairs of animals and birds who are always in the fight. They never can have a friendship. One is an enemy to the other. Can you guess the other such pair? Crow and cuckoo, for example. Look at the pictures and guess one pair of animals. Let’s read this very very interesting poem on dog and cat, and their relationship.
(କେତେକ ପଶୁ ଓ ପକ୍ଷୀଙ୍କର ଯୋଡ଼ା ଅଛି ଯେଉଁମାନେ ସର୍ବଦା ଯୁଦ୍ଧ କରନ୍ତି । ସେମାନଙ୍କର କେବେହେଲେ ବନ୍ଧୁତା ହୋଇନପାରେ । ଜଣେ ଅନ୍ୟ ଜଣଙ୍କର ଶତ୍ରୁ ଅଟେ । ତୁମେ ଏପରି ଅନ୍ୟ ଯୋଡ଼ାଙ୍କ ବିଷୟରେ ଅନୁମାନ କରିପାରିବ କି ? ଉଦାହରଣ ସ୍ଵରୂପ, କାଉ ଓ କୋଇଲି । ଛବିଗୁଡ଼ିକୁ ଦେଖ ଏବଂ ଅନ୍ୟ ଯୋଡ଼ା ପଶୁଙ୍କ ବିଷୟରେ ଅନୁମାନ କର । ଆସ ଆମେ କୁକୁର ଓ ବିଲେଇଙ୍କ ବିଷୟରେ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ଏହି ଅତି ଆନନ୍ଦଦାୟକ କବିତାଟିକୁ ପଢ଼ିବା ।)

BSE Odisha 6th Class English Solutions Lesson 5 The Cat and the Dog

II. While-Reading (ପଢ଼ିବା ସମୟରେ):
Text (ବିଷୟବସ୍ତୁ):
Follow three steps of teaching a poem-teacher reading aloud twice followed by a silent reading by the students.
(କବିତା ପଢ଼ିବାର ତିନିଗୋଟି ପର୍ଯ୍ୟାୟକୁ ଅନୁସରଣ କର – ଶିକ୍ଷକ ଦୁଇଥର ବଡ଼ପାଟିରେ ପଢ଼ିବେ ତାଙ୍କପଛରେ ଛାତ୍ରମାନଙ୍କଦ୍ୱାରା ନୀରବ ପଠନ ହେବ ।)

Read the poem silently and answer the questions that follow.
(କବିତାଟିକୁ ନୀରବରେ ପଢ଼ ଏବଂ ପରବର୍ତ୍ତୀ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)
lesson 5.1
1. There was a dog and there was a cat.
One very thin and the other fat.
Neither of them was a pet.
But the cat always sat on a mat,
and claimed she was a loving pet.
As the fat cat saw one day,
the dog being chased away.

2. She said: “Chased here and chased there
No place to rest and retire
But look how I rest hither l
ike the owner’s grandmother.”
lesson 5.2
3. The dog saw the cat,
cursed his fate
and away he left.
Another day going that way
As the dog saw someone pack

4. the cat in the sack
and away her take,
He said; “Hey,
How is today ?”

5. The cat did say
from her gunny bag grey
“My wish was – ‘I may
go to a religious place one day’.
‘Carry me to Brindaban’ I say
and they obey.”

6. “But cat ‘nanny’
isn’t it funny
to go to Brindaban
in a bag gunny ?”
lesson 5.3
7. “I thought of going by bus but they are always rush.”
“What about trains Miss cat ?”

8. “Trains I hate,
They’re always late.”

BSE Odisha 6th Class English Solutions Lesson 5 The Cat and the Dog

କବିତାଟିର ଓଡ଼ିଆ ଉଚ୍ଚାରଣ :
(୧) ଦେୟାର୍ ୱାଜ୍ ଏ ଡ଼ଗ୍ ଆଣ୍ଡ୍ ଦେୟାର୍ ୱାଜ୍ ଏ କ୍ୟାଟ୍ ।
ୱାନ୍ ଭେରି ଥ୍ ଆଣ୍ଡ୍ ଦ’ ଅଦର୍ ପ୍ୟାଟ୍ ।
ନାଇଦର ଅଫ୍ ଦେମ୍ ୱାଜ୍ ଏ ପେଟ୍ ।
ବଟ୍ ଦ’ କ୍ୟାଟ୍ ଅଲୱେଜ୍ ସ୍ୟାଟ୍ ଅନ୍ ଏ ମ୍ୟାଚ୍,
ଆଣ୍ଡ୍ କ୍ଲେମ୍‌ଡ୍ ସି ୱାଜ୍ ଏ ଲଭିଙ୍ଗ୍ ପେଟ୍।
ଆଜ୍ ଦ’ ଫ୍ୟାଟ୍ କ୍ୟାଟ୍ ସିଅ ୱାନ୍ ଡେ,
ଦ’ ଡଗ୍ ବିଙ୍ଗ୍ ଚେକ୍‌ ଆମ୍ଭେ ।

(୨) ସି ସେଡ଼୍ : ‘‘ଚେକ୍‌ ହିଅର୍ ଆଣ୍ଡ ଚେକ୍‌ ଦେୟାର୍
ନୋ ପ୍ଲେସ୍ ଟୁ ରେଷ୍ଟ ଆଣ୍ଡ୍ ରିଟାୟାର୍
ବଟ୍ ଲୁକ୍ ହାସ୍‌ ଆଇ ରେଷ୍ଟ୍ ହିଦର୍
ଲାଇକ୍ ଦି ଓନର’ସ୍ ଗ୍ରାଣ୍ଡମଦର୍ ।’’

(୩) ଦି ଡଗ୍ ସ’ ଦ’ କ୍ୟାଟ୍,
କରସଡ୍ ହିଜ୍ ଫେଟ୍
ଆଣ୍ଡ୍ ଆମ୍ଭେ ହି ଲେଫ୍ଟ ।
ଆନାଦର୍ ଡେ ଗୋଇଙ୍ଗ୍ ଦ୍ୟାଟ୍ ୱେ
ଆଜ୍ ଦି’ ଡଗ୍ ସ’ ସମ୍ୱିନ୍‌ ପ୍ୟାକ୍

(୫) ଦ’ କ୍ୟାଟ୍ ଡିଡ୍ ସେ
ଫ୍ରମ୍ ହର୍ ଗନି ବ୍ୟାଗ୍ ଗ୍ରେ
‘‘ମାଇଁ ୱିଶ୍ ୱାଜ୍- ‘ ଆଇ ମେ
ଗୋ ଟୁ ଏ ରିଲିଜିଅସ୍ ପ୍ଲେସ୍ ୱାନ୍ ଡ଼େ’ ।
‘କ୍ୟାରି ମୁଁ ଟୁ ବ୍ରିନ୍ଦାବନ୍’ ଆଇ ସେ
ଆଣ୍ଡ ଦେ ଓବେ ।’’

(୬) ‘ବଟ୍ କ୍ୟାଟ୍ ‘ନାମ୍ନୀ’
ଇଜ୍ଣ୍ଟ ଇଟ୍ ଫନି
ଟୁ ଗୋ ଟୁ ବ୍ରିନ୍ଦାବନ୍
ଇନ୍ ଏ ବ୍ୟାଗ୍ ଗନି ?’’

(୭) ‘‘ଆଇ ଥଟ୍ ଅଫ୍ ଗୋଇଙ୍ଗ୍ ବାଇ ଏ ବସ୍
ବଟ୍ ଦେ ଆର୍ ଅଲୱେଜ୍ ରସ୍ ।’’
“ ହ୍ୱାଟ୍ ଏବାଉଟ୍ ଟ୍ରେନ୍‌ସ୍‌ ମିସ୍ କ୍ୟାଟ୍ ?””

(୮) ‘‘ଟ୍ରେନସ୍ ଆଈ ହେଟ୍,
ଦେ’ଆର୍ ଅଲୱେଜ୍ ଲେଟ୍ ।’’

BSE Odisha 6th Class English Solutions Lesson 5 The Cat and the Dog

ଓଡ଼ିଆ ଅନୁବାଦ :
(୧) କୁକୁରଟିଏ ଥିଲା ଓ ବିଲେଇଟିଏ ଥିଲା ।
ଜଣେ ବହୁତ ପତଳା ଓ ଅନ୍ୟ ଜଣଙ୍କ ମୋଟା ।
ସେମାନଙ୍କ ମଧ୍ୟରୁ କେହି ନଥିଲେ ପୋଷା ।
କିନ୍ତୁ ବିଲେଇ ସର୍ବଦା ଏକ ଆସନ (ମସିଣା) ଉପରେ ବସେ,
ଏବଂ ଦାବିକରୁଥିଲା ଯେ ସେ ଖୁବ୍ ପ୍ରିୟ ପୋଷା ।
ଯେତେବେଳେ ମୋଟା ବିଲେଇଟି ଦିନେ ଦେଖୁଲା,
କୁକୁରଟିକୁ ତଡ଼ିଦିଆଯାଉଥିଲା ।

(୨) ସେ (ସ୍ତ୍ରୀ) କହିଲା, ‘ଏଣେ ତଡ଼ିଦିଆ ଯାଉଛି ଓ ତେଣେ ତଡ଼ିଦିଆ ଯାଉଛି,
କୌଣସି ସ୍ଥାନ ନାହିଁ ବିଶ୍ରାମ ନେବାକୁ ଏବଂ ଶୟନ କରିବାକୁ
କିନ୍ତୁ ଦେଖ ମୁଁ କିପରି ଏଠାରେ ବିଶ୍ରାମ ନେଉଛି
ମାଲିକର ବୁଢ଼ୀମା’ (ଜେଜେମା’) ପରି ।’’

(୩) କୁକୁରଟି ବିଲେଇକୁ ଦେଖୁଲା,
ତାଙ୍କ ଭାଗ୍ୟକୁ ଅଭିଶାପ ଦେଲା |
ଏବଂ ସେ ଦୂରକୁ ଚାଲିଗଲା ।
ଆଉ ଏକ ଦିନେ ସେହି ବାଟଦେଇ ଯାଉଥିବାବେଳେ
ଯେତେବେଳେ କୁକୁରଟି ଦେଖିଲା କେହି ଜଣେ ବୁଜୁଳି ବାନ୍ଧୁଛି

(୪) ବିଲେଇଟିକୁ ଅଖା ବସ୍ତାରେ
ଏବଂ ତାକୁ ଦୂରକୁ ନେଇଯାଉଛି,
ସେ କହିଲା, ‘‘ହେ,
ଆଜି କିପରି ଅଛି ???

(୫) ବିଲେଇ ଜୋର୍ ଦେଇ କହିଲା
ତା’ର ଧୂସର ଅଖା ବସ୍ତାରୁ
‘ମୋ’ର ଇଚ୍ଛା ଥିଲା – ମୁଁ ଯାଆନ୍ତି
ଏକ ଧାର୍ମିକ ସ୍ଥାନକୁ ଦିନେ ।
‘ମୋତେ ନେଇଯାଅ ବୃନ୍ଦାବନକୁ’ ମୁଁ କହେ
ଏବଂ ସେମାନେ ପାଳନ କରନ୍ତି ।’’

(୬) ‘‘କିନ୍ତୁ ବିଲେଇ ‘ନାନୀ’
ଏହା କୌତୂହଳମୟ ନୁହେଁ କି
ବୃନ୍ଦାବନ ଯିବା
ଏକ ଅଖା ବସ୍ତା ଭିତରେ ?’’

(୭) ‘‘ମୁଁ ଭାବୁଥୁଲି ଯିବାକୁ ଏକ ବସ୍‌ରେ
କିନ୍ତୁ ସେଗୁଡ଼ାକ ସର୍ବଦା ଭିଡ଼ ରହୁଛି ।’’
‘ବିଲେଇ ମହାଶୟ ରେଳଗାଡ଼ିଗୁଡ଼ିକ ବିଷୟରେ କ’ଣ ?’’

(୮) ‘‘ମୁଁ ରେଳଗାଡ଼ିକୁ ଘୃଣା କରେ,
ସେଗୁଡ଼ାକ ସର୍ବଦା ବିଳମ୍ବରେ ଯାତ୍ରା କରନ୍ତି ।’’

BSE Odisha 6th Class English Solutions Lesson 5 The Cat and the Dog

Comprehension Questions (ବୋଧମୂଳକ ପ୍ରଶ୍ନବଳୀ):

Question 1.
What is the poem about?
(କବିତାଟି କାହା ଉପରେ ଆଧାରିତ ?)
Answer:
The poem is about a cat and a dog.

Question 2.
Who is thin?
(କିଏ ପତଳା ଅଟେ ?)
Answer:
The dog is thin.

Question 3.
Who is fat?
(କିଏ ମୋଟା ଅଟେ ?)
Answer:
The cat is fat.

Question 4.
Are they pets?
(ସେମାନେ ପୋଷା ଥିଲେ କି ?)
Answer:
No, they are not pets.

Question 5.
Who said, ‘She was a pet’.
(କିଏ କିହଲା, ‘‘ସେ ଗୋଟିଏ ପୋଷା ଥିଲା ।’’)
Answer:
The cat said, ‘She was a pet’.

Question 6.
What did the fat cat see one day?
(ଦିନେ ମୋଟା ବିଲେଇଟି କ’ଣ ଦେଖିଲା ?)
Answer:
One day the fat cat saw the dog being chased away.

Question 7.
What did she say about herself?
(ସେ ତା’ ନିଜ ବିଷୟରେ କ’ଣ କହିଲା ?)
Answer:
She said about herself that she rested there like the owner’s grandmother.

BSE Odisha 6th Class English Solutions Lesson 5 The Cat and the Dog

Question 8.
What do you mean by ‘curse’?
(ତୁମେ ‘ଅଭିଶାପ ଦେବା’’ର ଅର୍ଥ କ’ଣ ବୁଝୁଛ ?)
Answer:
By ‘curse’ we mean wishing or expressing misfortune for another (here) scold (ଗାଳିଦେବା).

Question 9.
Did the dog feel good or bad about himself?
(କୁକୁରଟା ତା’ ନିଜ ବିଷୟରେ ଭଲ ବା ଖରାପ ଭାବିଲା କି ?)
Answer:
The dog felt bad about himself.

Question 10.
What did the dog see one day?
(ଦିନେ କୁକୁର କ’ଣ ଦେଖୁଲା ?)
Answer:
One day, the dog saw someone pack the cat in a sack and took her away.

Question 11.
What did the dog tell the cat?
(କୁକୁର ବିଲେଇକୁ କ’ଣ କହିଲା ?)
Answer:
The dog told the cat how that day was.

Question 12.
What did the cat reply?
(କ’ଣ ବିଲେଇଟି ଉତ୍ତର ଦେଲା ?)
Answer:
The cat replied that her wish was to go to a religious place one day. She told them to carry her to Brindaban and they obeyed.

Question 13.
Is she telling the truth?
(ସେ (ସ୍ତ୍ରୀ) ସତ୍ୟ କହୁଅଛି କି ?)
Answer:
No, she is not telling the truth.

Question 14.
Where was the man carrying the cat?
(ଲୋକଟି ବିଲେଇକୁ କେଉଁଆଡ଼େ ବୋହିନେଇ ଯାଉଥିଲା ?)
Answer:
The man was carrying the cat to leave her in a distant place.

Question 15.
What did the dog ask the cat?
(କୁକୁରଟି ବିଲେଇକୁ କ’ଣ ପଚାରିଲା ?)
Answer:
The dog asked the cat, “Isn’t it funny to go to Brindaban in a gunny bag ?”

Question 16.
What did the cat reply?
(ବିଲେଇଟି କ’ଣ ଉତ୍ତର ଦେଲା ?)
Answer:
The cat replied that she had thought of going by bus but they were always rushed.

Question 17.
Was she telling the truth?
(ସେ (ସ୍ତ୍ରୀ) ସତ୍ୟ କହୁଥିଲା କି ?)
Answer:
No, she was not telling the truth.

BSE Odisha 6th Class English Solutions Lesson 5 The Cat and the Dog

Question 18.
What did the dog ask the cat next?
(ତା’ପରେ କୁକୁର ବିଲେଇକୁ କ’ଣ ପଚାରିଲା ?)
Answer:
Next, the dog asked the cat, “What about trains Miss Cat”.

Question 19.
What did the cat reply?
(ବିଲେଇଟି କ’ଣ ଉତ୍ତର ଦେଲା ?)
Answer:
The cat replied, “Trains I hate as they are always late.”
(Or) The cat replied that she hated trains as they were always late.

Question 20.
Is she telling the truth?
(ସେ (ସ୍ତ୍ରୀ) କ’ଣ ସତ୍ୟ କହୁ ଅଛି କି ?)
Answer:
No, she is not telling the truth.

Question 21.
Who do you like – the cat or the dog?
(ତୁମେ କାହାକୁ ଭଲପାଅ – ବିଲେଇକୁ ବା କୁକୁରକୁ ?)
Answer:
I like the dog very much.

Session – 2 (ସୋପାନ – ୨):
III. Post-Reading (ପଢ଼ିସାରିବା ପରେ):

1. Visual Memory Development Technique (VMDT) :
(ଦୃଶ୍ୟ ସ୍ମୃତି ଉନ୍ନୟନ କୌଶଳ (VMDT))
Pictures: a cat, a dog, a person carrying a cat, and a man chasing a dog.
(ଛବି)
Whole Text: Which stanza is on ‘Cat Brindaban T ‘dog chased away’, (ସମଗ୍ର ବିଷୟବସ୍ତୁ) ‘bus’, ‘train’.

2. Comprehension Activities (ବୋଧମୂଳକ କାର୍ଯ୍ୟାବଳୀ) :
(a)MCQs- Choose the correct alternative (ସଠିକ୍ ବିକଳ୍ପଟି ବାଛ) :

Question 1.
Who was a pet?
(a) the dog
(b) the cat
(c) both of them
(d) none of them
Answer:
(d) none of them

Question 2.
Who loves whom?
(a) The cat loves the dog.
(b) The dog loves the cat.
(c) Both of them love each other.
(d) None of them love each other.
Answer:
(d) None of them love each other.

Question 3.
The man was taking away the cat ______________.
(a) because the cat asked him to do so.
(b) to Brindaban
(c) to leave her in a distant place.
(d) to another house where she can live happily.
Answer:
(c) to leave her in a distant place.

BSE Odisha 6th Class English Solutions Lesson 5 The Cat and the Dog

Question 4.
The cat does not like to go by train because ______________.
(a) trains are late.
(b) trains are rush.
(c) train journey is expensive.
(d) she wants to tell a lie to the dog.
Answer:
(a) trains are late.

(b) Who said? (କିଏ କହିଲା ?)
(i) Tam a loving pet.’
(ii) ‘Chased here, chased there.’
(iii) ‘Hey, how is today ?’
(iv) ‘Why in a gunny bag ?”
(v) ‘Trains I hate.’
(vi) ‘Bus always rush.’

Answer:
The cat
The cat
The dog
The dog
The cat
The cat

Session – 3 (ସୋପାନ – ୩)
3. Listening (ମନଦେଇ ଶୁଣିବା) :
(a) Your teacher will read aloud some of the words listed below. Tick those which s/he reads aloud.
(ତଳେ ତାଲିକାଭୁକ୍ତ କେତେକ ଶବ୍ଦକୁ ତୁମ ଶିକ୍ଷକ ବଡ଼ପାଟିରେ ପଢ଼ିବେ । ସେ ଯେଉଁ ଶବ୍ଦଗୁଡ଼ିକ ବଡ଼ ପାଟିରେ ପଢ଼ିବେ ଠିକ୍ ( ✓) ଚିହ୍ନ ଦେଇ ଚିହ୍ନାଅ ।)
late, bus, train, bag, obey, pack, fate

(b) Your teacher reads aloud the first stanza, listen and fill in the blank. Do not look at the poem when doing the task. After doing the task see the poem and correct, if there is any mistake.
(ତୁମ ଶିକ୍ଷକ ବଡ଼ପାଟିରେ ପ୍ରଥମ ପଦଟି ପଢ଼ିବେ, ଶୁଣ ଏବଂ ଶୂନ୍ୟସ୍ଥାନ ପୂରଣ କର । କାର୍ଯ୍ୟଟି କଲାବେଳେ କବିତାଟି ଦେଖନାହିଁ । କାର୍ଯ୍ୟଟି କରିସାରିବା ପରେ କବିତାଟି ଦେଖ ଏବଂ ଯଦି କିଛି ଭୁଲ୍ ଥାଏ ସଂଶୋଧନ କର ।)
There was a _____________ and there was a ______________. One is very _____________ and the other is _____________. Neither of ___________ is a _____________. But the cat ___________ sat on a _____________ and claimed____________ was a _____________.
(Question with Answer)
Answer:
There was a dog and there was a cat. One is very thin and the other is fat. Neither of them is a pet. But the cat always sat on a mat and claimed she was a loving pet.

4. Speaking (କହିବା):
(a) Chain-drill: “There was a dog and there was a cat.”
(ଶୃଙ୍ଖଳ-ଅଭ୍ଯାସ)
(b) Reading aloud: Your teacher reads aloud one line, and you repeat after him/her. (First three stanzas)
(ବଡ଼ପାଟିରେ ପଢ଼ିବା)
(c) Dialogue: Teacher vs. students, students vs. students, two students in front of the class.
(ସଂଳାପ)
Dog: What about the train, Miss Cat?
Cat: Trains I hate.
They are always late.

BSE Odisha 6th Class English Solutions Lesson 5 The Cat and the Dog

5. Vocabulary (ଶବ୍ଦ ଜ୍ଞାନ) :
Write at least two holy places, (pilgrimage)
ଅନୂନ ଦୁଇଟି ସ୍ଥାନର ନାମ ଲେଖ । (ତୀର୍ଥସ୍ଥାନ) ।
(Question With Answers)
Lesson 5.4
Answer:
lesson 5.5

6. Usage (ପ୍ରୟୋଗ):
See the example of how two sentences are joined together to make them one.
(ଉଦାହରଣ ଦେଖ କିପରି ବାକ୍ୟ ଦୁଇଟି ଯୋଗ ହୋଇ ଗୋଟିଏ ବାକ୍ୟ ହୋଇଛନ୍ତି ।)
Example (ଉଦାହରଣ) : I thought. I’ll go by bus.
Answer: I thought of going by bus.

Join the following pairs of sentences in this way.
(ଏହିପରି ଭାବରେ ନିମ୍ନଲିଖ୍ ବାକ୍ୟ ଯୋଡ଼ାଗୁଡ଼ିକୁ ଯୋଗକର ।)

Question (i).
I thought. I’ll buy a shirt.
Answer:
I thought of buying a shirt.

Question (ii).
I thought. I’ll help my friend.
Answer:
I thought of helping my friend.

Question (iii).
I thought. I’ll do the job myself.
Answer:
I thought of doing the job myself.

Question (iv).
I thought. I’ll not go to school today.
Answer:
I thought of not going to school today.

BSE Odisha 6th Class English Solutions Lesson 5 The Cat and the Dog

Session – 4 (ସୋପାନ — ୪):
7. Writing (ଲେଖିବା) :
(a) Answer the following questions.(ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

Question (i).
What is the poem about?
(କବିତାଟି କାହା ବିଷୟରେ ଲେଖାଯାଇଛି ?)
Answer:
The poem is about a dog and a cat.

Question (ii).
Who is thin?
(କିଏ ପତଳା ?)
Answer:
The dog is thin.

Question (iii).
Who is fat?
(କିଏ ମୋଟା ଅଟେ ?)
Answer:
The cat is fat.

Question (iv).
Who tells lies?
(କିଏ ମିଛ କହେ ?)
Answer:
The cat tells lie.

Question (v).
Who do you like?
(ତୁମେ କାହାକୁ ଭଲପାଅ ?)
Answer:
I like the dog.

Session – 5 (ସୋପାନ – ୫):
(b) Let’s write the story.
(ଆସ ଆମେ ଗପଟିକୁ ଲେଖିବା ।)
This poem is like a story. Fill in the blanks and write the story of the poem.
(କବିତାଟି ଗୋଟିଏ ଗପ ପରି । ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କର ଏବଂ କବିତାର ଗପଟିକୁ ଲେଖ ।) (Question with Answer)
There was _____________. The dog was _______________. But ___________ was thin. One day some people chased the ___________. The ___________saw this and said , “Chased ____________________. No place to ___________ to ____________ .“ Another day the _________saw the cat. The ___________ was being taken by a _________. The dog asked,” Hey, ___________? The ______________replied,” I ‘m going to ____________________ The dog asked , “Why not by ___________ ? The _____________replied ,“ Bus is ___________ .“ The ___________ then ___________ “Why not by _____________ ?“ The cat replied, ___________ ”.
Answer:
There was a dog and a cat. The dog was thin. But the cat was fat. One day some people chased the dog. The cat saw this and said, “Chased here and chased there. No place to rest and to retire.” Another day the dog saw the cat. The cat was being taken by a man. The dog asked, “Hey, How is today? The cat replied, “I’m going to Brindaban.” The dog asked, “Why not by bus? The cat replied, “Bus is always rush.” The dog then asked. “Why not by train?” The cat replied, “I hate trains because they are always late.”

BSE Odisha 6th Class English Solutions Lesson 5 The Cat and the Dog

8. Mental Talk (ମାନସିକ କଥୋପକଥନ) :
“Chased here, chased there.”
lesson 5.6
9. Let Us Think (ଆସ ଆମେ ଭାବିବା):
You came to know from the poem that cats and dogs are traditional enemies. But see this picture from a newspaper and think.
(ତୁମେ କବିତାରୁ ଜାଣିପାରିଲ ଯେ ବିଲେଇମାନେ ଏବଂ କୁକୁରମାନେ ପାରମ୍ପରିକ ଶତ୍ରୁ ଅଟନ୍ତି । କିନ୍ତୁ ଏକ ଖବର କାଗଜରୁ ଏହି ଚିତ୍ରଟିକୁ ଦେଖ ଏବଂ ଚିନ୍ତା କର ।)

Leave a Comment